Odia Story | କୁମ୍ଭୀର ମୁହଁରୁ ଫେରିଲା ମାଙ୍କଡ | Kumbhira Muhanru Pherila Mankada | Odia Animation Story

Поделиться
HTML-код
  • Опубликовано: 10 июн 2022
  • କୁମ୍ଫୀର ମାଙ୍କଡ ଗପ, ଏହା ଏକ ବହୁପ୍ରଚଳିତ କାହାଣୀ. ପ୍ରଥମେ ମାଙ୍କଡ ଓ କୁମ୍ଭୀର ସାଙ୍ଗହେବେ. ମାଙ୍କଡ କୁମ୍ଭୀରକୁ ଜାମୁକୋଳି ଖୁଆଇବ. ଦିନେ କୁମ୍ଭୀର ତା ସ୍ତ୍ରୀ ପାଇଁ ଜାମୁକୋଳି ନେଇଯିବ. କୁମ୍ଭୀରର ସ୍ତ୍ରୀ ଜାମୁକୋଳି ଖାଇ ଭାବିବ କି ମାଙ୍କଡ ଯଦି ସବୁଦିନ ଏପରି ସୁସ୍ବାଦୁ କୋଳି ଖାଉଛି ତେବେ ତା କଲିଜା କେତେ ସୁସ୍ବାଦୁ ହେଇନଥିବ. ଏଣୁ ସେ କୁମ୍ଭୀରକୁ କହିବ କି ମତେ ମାଙ୍କଡର କଲିଜା ଆଣିଦିଅ, ମୁଁ ମାଙ୍କଡର କଲିଜା ଖାଇବି. ତା ପରେ କୁମ୍ଭୀର ମାଙ୍କଡକୁ ଅତିଥୀ କରି ଘରକୁ ଡାକିବ ଓ ନଦୀଦେଇ ମାଙ୍କଡକୁ ପିଠିରେ ବସେଇ ତା ସ୍ତ୍ରା ପାଖକୁ ଆଣିବାକୁ ପ୍ରଯାସ କରିବ. ନଦୀ ମଝିରେ କୁମ୍ଭୀର ତା ମନ କଥା ମାଙ୍କଡକୁ କହିଦେବ. ତା ପରେ ମାଙ୍କଡ ତା ଉପସ୍ଥିତ ବୁଦ୍ଧି ପ୍ରଯୋଗ କରି କିପରି କୁମ୍ଭୀର ମୁହଁରୁ ନିଜ ଜୀବନ ବଂଚେଇବ, ତାହା ଏହି କାହାଣୀରେ ଦେଖାଯାଇଛି. ଏମିତି ଏକ ରୋମାଞ୍ଚକର କାଳ୍ପନିକ ଘଟଣାକୁ ନେଇ ଏହି କାହାଣୀ ପ୍ରସ୍ତୁତ ହୋଇଛି. କାହଣୀରେ ନୀତିଶିକ୍ଷା ସହ ଭରପୁର ମନୋରଂଜନ ରହିଛି. ଯାହା ସୁନ୍ଦର ଚିତ୍ର ମାଧ୍ଯମରେ ଦର୍ଶାଯାଇଛି. ଆଶା ଆପଣମାନଙ୍କୁ ବହୁତ ଭଲଲାଗିବ.
    ଭଲଲାଗିଲେ Like କରିବେ, ଛୋଟ ପିଲାଙ୍କ ସହ Share କରିବେ ଓ ଏମିତି ମଜାଦାର, ଶିକ୍ଷଣୀୟ ଗଳ୍ପ ପାଇଁ Odisha Tube Channel କୁ ନିଶ୍ଚିନ୍ତ Subscribe କରିବେ. ଆପଣଙ୍କର ଭଲପାଇବା ଆମକୁ ଆଉ କିଛି ସୁନ୍ଦର କାହାଣୀ କରିବାକୁ ସାହାସ ଓ ଉତ୍ସାହ ଯୋଗାଇବ. ଧନ୍ୟବାଦ.
    Odia Kahani: Kumbhira Muhanru Pherila Mankada
    Voice over : Nihar Priyaashish
    Animation : Priya Ranjan
    Photo: All the images that we have used in this video, we have the license.
    Some more interesting stories you should visit :
    ଓଟ ପେଟରେ ଟ୍ୟାପ : • Odia Story | ଓଟ ପେଟରେ ...
    ନାଣ୍ଡି ପୁଅ ଅନ୍ତା : • Odia Story | ନାଣ୍ଡି ପୁ...
    ବାଘକୁ ଚକମା ଦେଇ ହରିଣ ପାର : • Odia Story | ବାଘକୁ ଚକମ...
    ଚାରି ବ୍ରାହ୍ମଣ କାହାଣୀ : • Odia Story | ଚାରି ବ୍ରା...
    ବିଲେଇ ନାନୀର ମାଛ ଝୋଳ : • Odia Story | ବିଲେଇ ନାନ...
    କୁକୁଡ଼ା ଝୋଳ : • Odia Story | କୁକୁଡ଼ା ଝ...
    ଉଡ଼ନ୍ତା ମାଛ : • Odia Story | ଉଡନ୍ତା ଇଲ...
    ଅଳସୁଆ ବିଲୁଆ : • Odia Story | ଅଳସୁଆ ବିଲ...
    ମାଡ଼ ହାଣ୍ଡି କଥା : • Odia Story | ମାଡ଼ହାଣ୍ଡ...
    କାଞ୍ଚନ ଫୁଲ କଥା : • Odia Story | କାଞ୍ଚନ ଫୁ...
    ପଦ୍ମ ଘୁଂଚି ଘୁଂଚି ଯାଉଛି : • Odia Story | ପଦ୍ମ ଘୁଞ୍...
    କୋକିସିଆଲିର କୁକୁଡ଼ା ଖିଆ : • Odia Story | କୋକିଶିଆଳୀ...
    କଲୁରୀବେଣ୍ଟ କଥା : • Odia Story | କଲୁରିବେଣ୍...
    #OdishaTube #NiharPriyaashishStory #PriyaranjanStory #JeJenkaKahani #OdiaAnimationStory #OdiaCartoonVideo #OdiaKidsStory #OdiaChildrenStory #OdiaGapa #OdiaKahani #OdiaOldStory #AjankaKahani #BokaMankada #KumbhiraMankadaGapa #MankadaOKumbhiraDuriSanga

Комментарии •