୭୮ତମ ସ୍ୱାଧୀନତା ଦିବସରେ ନୟାଗଡ଼ ପୋଲିସର ଚିତ୍ତାକର୍ଷକ ଅଭିନୟ

Поделиться
HTML-код
  • Опубликовано: 11 сен 2024
  • ସ୍ୱାଧୀନତା ଦିବସରେ ନୟାଗଡ଼ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିନୀତ ହୋଇଥିବା ଏକ କ୍ଷୁଦ୍ର ନାଟକ। ଦଙ୍ଗା ସମୟରେ ପୋଲିସ କେଉଁଭଳି ଭାବେ ସେ ସମୟକୁ ନିୟନ୍ତ୍ରଣ କରେ ତା ଉପରେ ପର୍ଯ୍ୟବେଶିତ ନାଟକ ଦେଖି ବେଶ ଖୁସି ଅନୁଭବ କରିଥିଲେ ଉପସ୍ଥିତ ଜନତା। କିନ୍ତୁ ନାଟକର ଶେଷରେ ୨୦୦୮ନୟାଗଡ଼ ମାଓ ଆକ୍ରମଣରେ ସହୀଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଯାହାକୁ ଦେଖି ସଭିଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏଥିରେ ନୟାଗଡ଼ ପୋଲିସ କର୍ମଚାରୀମାନେ ସୁନ୍ଦର ଅଭିନୟ କରିଥିଲେ।
    #78thIndependenceDay #Nayagarh #dgpodisha #CMOOdisha #MohanMajhi #OdishaPolice #Odisha #viralreelsfacebook #facebookviral #Police

Комментарии • 22