ମୋଇବାଲ ହେତୁ ସର୍ବନାଶ ହୋଇଗଲା । ଅଜଥା ବିବାଦ କରନ୍ତୁ ନାହିଁ କହିଲେ ଯାତ୍ରା କଳାକାର କାହ୍ନା ସ୍ଵାଇଁ । Exclusive

Поделиться
HTML-код
  • Опубликовано: 28 сен 2024
  • ମୋଇବାଲ ହେତୁ ସର୍ବନାଶ ହୋଇଗଲା । ଅଜଥା ବିବାଦ କରନ୍ତୁ ନାହିଁ କହିଲେ ଯାତ୍ରା କଳାକାର କାହ୍ନା ସ୍ଵାଇଁ । Exclusive #kanha #kanhaswain #jatara #oapera #singhabahini #singhabahiniyatra #singhabahiniopera #singhabahinikanhaswain
    ନମସ୍କାର- ଇଏ ହେଉଛି ସ୍ଵର୍ଗତଃ ଚମ୍ପୁ କବି କବିସୂର୍ଯ୍ୟ ବଳଦେବ ରଥଙ୍କ ନାମରେ ନାମିତ କବିସୂର୍ଯ୍ୟନଗର ମାଟିର KTV NEWS ( Digital ) ଅଥବା କେଟିଭି ।( KABISURYA TV NEWS NETWORK ) । ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ର କଳା ସଂସ୍କୃତି ଘଟଣା ଦୁର୍ଘଟଣା ସାଙ୍ଗକୁ ପ୍ରତିଟି ଖବର ସୋସିଅ।ଲ ମିଡିଅ। ଅଥବା ଡିଜିଟାଲ ମିଡିଅ। ପ୍ଲାଟଫର୍ମ ମାଧ୍ୟମରେ ଲୋକଲୋଚନକୁ ଅ।ଣିବା ପାଇଁ ଅ।ମର ଏହି ଭିନ୍ନ ପ୍ରୟାସ । ଅ।ପଣ ସବୁବେଳେ ଦେଖୁଥାନ୍ତୁ ଅ।ପଣଙ୍କ ମାଟିର ସୋସିଅ।ଲ ମିଡିଅ। ଅଥବା ଡିଜିଟାଲ ମିଡିଅ। ପ୍ଲାଟଫର୍ମ KTV NEWS ଅଥବା କେଟିଭି ନ୍ୟୁଜ ଡିଜିଟାଲ । ଏଥିସହ ନିଜର ମତାମତ ଦେବା ସହ ସେର କରନ୍ତୁ ତା ସହ ନିଶ୍ଚୟ SUBSCRIBE କରି ବେଲ ନୋଟିଫକେସନ କୁ ଅନ କରିଦିଅନ୍ତୁ । ପ୍ରତିଟି ଖବର ସଙ୍ଗେସଙ୍ଗେ ପାଅ।ନ୍ତୁ । ଘୋଷଣାନାମା ଏହି KTV NEWS ରେ ପ୍ରଶାରଣ ହେଉଥିବା କୌଣସି ବି ବିଷୟବସ୍ତୁକୁ କପି କରି ନେବା ଏକ ଦଣ୍ଡନିୟ ଅପରାଧ । ରାଜ୍ୟର ସମସ୍ତ ଅଞ୍ଚଳରେ ସାମ୍ଵାଦିକତା , କପି ଏଡିଟର , ଭଏସ ମାଷ୍ଟର ଅ।ବଶ୍ୟକତା ରହିଛି । ଅ।ବଶ୍ୟକତା ମନେ କରିଲେ ଯୋଗାଯୋଗ କରିପାରନ୍ତି +91 6371504947 । ଏଥିସହ ନିଜର ମତାମତ ଦେବା ସହ ସେର କରନ୍ତୁ । ଏବଂ ନିଶ୍ଚୟ SUBSCRIBE କରି ବେଲ ନୋଟିଫକେସନ କୁ ଅନ କରିଦିଅନ୍ତୁ । ପ୍ରତିଟି ଖବର ସଙ୍ଗେସଙ୍ଗେ ପାଅ।ନ୍ତୁ । ଅ।ମର ପ୍ରିୟ ଦର୍ଶକ ମାନଙ୍କୁ କେଟିଭି ନ୍ୟୁଜ ଡିଜିଟାଲ ପକ୍ଷରୁ ଧନ୍ୟବାଦ ।
    ଏହି ଲିଙ୍କ ଗୁଡିକୁ ଖୋଲନ୍ତୁ -
    / @ktv531
    / @newsktv
    www.facebook.c...
    www.facebook.c...
    ktvnews2015@gmail.com
    whatsapp- +91 6371504 947
    @NEWSKTV
    @ktv531
    #OdiaNews #ଆଜିରନ୍ୟୁଜ #odishanews #oriyanews #BangladeshCrisis #OdiaPeople #Aska
    #viral
    #viralnews
    #odishakhabar
    #khabarodisha
    #publicnews
    #villagekhabar
    #kabisuryanagar
    #aska
    #berhampur
    #oldberhampur
    #seragada
    #bhanjanagar
    #bellgutha
    #jagannathprasad
    #polosara
    #buguda
    #kodola
    #begunipada
    #kalinga
    #soroda
    #suroda
    #gangapura
    #hinjilicut
    #hinjili
    #digaphandi
    #purusotamapura
    #rambha
    #khilikote
    #begunipada
    #bhubaneswar
    #cuttack
    #Angul
    #Boudh
    #Balangir
    #Bargarh
    #Balasore (Baleswar)
    #Bhadrak
    #Cuttack
    #Deogarh (Debagarh)
    #Dhenkanal
    #Ganjam
    #Gajapati
    #Jharsuguda
    #Jajpur
    #Jagatsinghapur
    #Khordha
    #Keonjhar (Kendujhar)
    #Kalahandi
    #Kandhamal
    #Koraput
    #Kendrapara
    #Malkangiri
    #Mayurbhanj
    #Nabarangpur
    #Nuapada
    #Nayagarh
    #Puri
    #Rayagada
    #Sambalpur
    #Subarnapur (Sonepur)
    #Sundargarh
    #news
    #odianews
    #kabisuryanagarnews
    #gramakhabar
    #khabartajakhabar
    #khabarodia
    #odiatv
    #ajirakhabar
    #newstoday
    #twoenkhbar
    #murdernews
    #thanapodi
    #iicmurder
    #murder
    #narendramodi
    #modinarendra
    #pradhamantri
    #pradhanmatrinarendramodi
    #dharmendrapradhan
    #nabinpattnayak
    #odichacm
    #cmodisha
    #dandayatra
    #dandajatara
    #danadanacha
    #danadanachakabisuryanagar
    #dandanachaboirani
    #boiranidandanacha
    #amadandanacha
    #kabisuryanagardandanacha
    #ranipriyadarsani
    #Ranipriyadarsani
    #Ranipanda
    #nishamaharana
    #bhubaneswarnisha
    #amaodisha
    #amaodishanabinodisha
    #amaodishanabinodisha
    #odishanabin
    #nabinodishabjd
    #askabjd
    #waterproblem
    #villagewaterproblem
    #laxmibus
    #ganjamlaxmibus
    #dandanata
    #natadanda
    #boiranidandanata
    #boiranimajihipunjadandanata
    #boiranidhobapunjadandanata
    #boiraniparidapunjadandanata
    #latestnews
    #bjd #naveenodisha #politicalupdates #naveenpatnaik #vkpandian #odisha #politicalnews #odishapolitics #cmo #pmo #pmoindia #naveen #amitshah #narendramodi #modi #aparajitasarangi #updatenews #update #politics #political #odianews #odia #bjdsarkar #thequivernewstoday #livenews #odishanewstoday #allodishanews #mpaparajitasarangi #bjp #latest #latestnews #pradeeppanigrahi #ganjam #bramhapur #rameshjenamla #sanakhemundi #pratapsarangi #askalokasbha #lokasbha #lokasabhaaska #loksabhanews #loksabhakhabr #newsinodia #news #prasayanews #odisha #odia #viralnews #trendingnews #political #politicalnews #lekhashree#bjd#odianews24 #bjp #bjpnews #cingress #ajirakhabar #ajiranews #mohanmajhi #newsupdate

Комментарии • 107

  • @bhagabanabadatya7949
    @bhagabanabadatya7949 3 дня назад +8

    ତୁମେ ମିଡ଼ିଆ ରେ କୁହନ୍ତୁ, ଯେତେ ବେଳେ ନବୀନ ଦଳ ସାରା ଓଡ଼ିଶା ରେ ଜଗନ୍ନାଥଙ୍କୁ ଗାଡ଼ିରେ ବୁହା ଇଲେ ବିଲରେ ଫିଙ୍ଗିଲେ ମଦ ପିଇ ଗୁଆ ଚାଉଳ ଭିକ ମାଗିଥିଲେ ସେତେବେଳେ ସେହି ମାନେ କେଉଁଠାରେ ଥିଲେ। ଏତିକି କହିବେ ସମସ୍ତଙ୍କ ପାଟି ବନ୍ଦ୍ ହୋଇଯିବ।

  • @kalandi3987
    @kalandi3987 2 дня назад +3

    Rani panda bala re sari habunu tu

  • @pramodpradhan9171
    @pramodpradhan9171 3 дня назад +5

    ସୋସିଆଲ ମିଡ଼ିଆ ଯୋଗୁଁ ଆଜି ଲେଖକ ପ୍ରଯୋଜକ ଏବଂ କଳାକାର ଙ୍କ ଜ୍ଞାନ ଉଦୟ ହେଲା ।

  • @jatraloverramachandra4471
    @jatraloverramachandra4471 3 дня назад +5

    ଯଦି ଅଭିନୟରେ ଜଗତର ନାଥ ଜଗନ୍ନାଥ ଙ୍କୁ ବସ୍ତ୍ର ହିନ କରି ଗାମୁଛା ରେ ବାନ୍ଧି ପିଠିରେ ପକେଇ ନେଉଛ ତେବେ ରେପ୍ ସିନ୍ ରେ ସମୂର୍ଣ୍ଣ ଉଲଗ୍ନ କରୁନ କଣ ପାଇଁ ? ସିଏ ତ ଅଭିନୟ । ନିଜ ଦୋଷ କୁ ସ୍ବୀକାର ନକରି ପ୍ରବଚନ ଦେଉଛ ବେଶି ।ଅପେକ୍ଷା କର ସେ ପାର୍ଟି ତ ବୁଡିବ ଆଉ ତୁମ ମାନଙ୍କ କଳା ହରଣ କରିବେ ସେହି ପ୍ରଭୁ ଜଗନ୍ନାଥ । ଜୟ ଜଗନ୍ନାଥ 🙏🙏🙏

  • @GajendraBisi-po4bv
    @GajendraBisi-po4bv 2 дня назад +2

    ଲୋକେ ଅଯଥା କଥାରେ ଘାଣ୍ଟି ହେଉଛନ୍ତି କାହ୍ନ ଭଲ କଳାକାର କିଛି ଲୋକ ସାହିପାରୁନାହାନ୍ତି

  • @jaymaamangala4297
    @jaymaamangala4297 12 часов назад +2

    ଭୁଲ କୁ ବୁଝିବା ବଦଳରେ ଅଧିକ ଗପୁଚୁ

  • @RakeshTripathy-xs3ht
    @RakeshTripathy-xs3ht 2 дня назад +2

    ତୁ ଏତେ ଗପ ନା

  • @samirpaital3477
    @samirpaital3477 3 дня назад +3

    ଆରେ କାଁହା ତୁମେ କିଛି ଭୁଲ କରି ନାହଁ ଯଦି ତୁମ ଚରିତ୍ର ଭୁଲ କରିଛି ଜଗନ୍ନାଥ ପ୍ରେମୀ ଙ୍କୁ ଦୁଃଖ ଦେଇଛି ତାହେଲେ ମହାପ୍ରଭୁ ଙ୍କୁ ଭୁଲ ମାଗିଲେ ଅସୁବିଧା କୋଉଠି ଏତେ ବୁଲେଇ ବଙ୍କେଇ କଥା କହିବା ଆବଶ୍ୟକ ନାହିଁ

  • @RajeshSwain-3434
    @RajeshSwain-3434 День назад +1

    Tumeta ete jagannath ku ate bhakti karuchi bhulmagidele asubidha kouthi

  • @priyakantojha8717
    @priyakantojha8717 2 дня назад +1

    30 ବର୍ଷ ତଳେ ବି ଯାତ୍ରା ହୋଉଥିଲା କିନ୍ତୁ ଏତେ ପାଲା ନଥିଲା ଏଇ ସୋସିଆଲ ମିଡ଼ିଆ ପାଇଁ ଏତେ ଯାତ୍ରା ହଉଚି
    ଆଜିକାଲି ପାଡ଼ିଲେ ଛିଙ୍କିଲେ ଶଳା ସବୁ ସୋସିଆଲ ମିଡିଆରେ ହାଇଲାଇଟ୍ ହଉଚି

  • @puridas89
    @puridas89 2 дня назад +1

    Thume nijaku kana vabuch bhai kn baliwood acters

  • @BADRINARAYANDAS-x5f
    @BADRINARAYANDAS-x5f 3 дня назад +3

    ତୁମେ ଦିନେ ବାତ୍ୟା ଆସିବା diklar ହେବାପରେ
    ଭୋଜୀ କରି ହସ ଖୁସି କରୁଥିଲ
    ମୁଁ କମେଟ କରିବାରୁ ମୋତେ ଦୂର୍ବେବହାର କରିଥିଲ
    ତେଣୁ ଅହଂକାର ଛାଡ ନଚେତ୍ ଆହୁରି ଗାଣ୍ଡୀ ମରିବ

  • @durjodhanmeher5880
    @durjodhanmeher5880 2 дня назад +1

    ଭାଇ ଏଠାରେ ନର ନାରାୟଣ ଯଦି ସମସ୍ତେ ଏଇଟାକୁ ଭୁଲ୍ ବୁଝୁଛନ୍ତି ଆମେ କ୍ଷମା ମାଗି ନେବାଟ। ବରଂ ଭଲ ହେବ କାରଣ ଦର୍ଶକ ଭଗବାନ

  • @SANATANABEHERA-qk6go
    @SANATANABEHERA-qk6go 2 дня назад +1

    ie mobile dhari nahi kanha ku nasta karichhi mobile

  • @RakeshTripathy-xs3ht
    @RakeshTripathy-xs3ht 2 дня назад +1

    ନାଟକ ପୁରାଣ ଆକାଶ ପାତାଳ ଫରକ୍

  • @GokulanadaDas
    @GokulanadaDas 3 дня назад +1

    Rait ok

  • @sandhyaranisenapati2321
    @sandhyaranisenapati2321 2 дня назад +1

    Kaha katha ra mana kharap karani

  • @bhagabandakua1365
    @bhagabandakua1365 2 дня назад +1

    Gali kahini pain karchha.se jane Abhineta.abhinaya kariaba ket kathin thare kale janib.

  • @kalandi3987
    @kalandi3987 2 дня назад +1

    Paisa ra garaba tora

  • @RakeshTripathy-xs3ht
    @RakeshTripathy-xs3ht 2 дня назад +1

    ତା ବୋଲି ତୁ କରି ବୁ ନା କଣ

  • @SrlKumar-qw1gg
    @SrlKumar-qw1gg 2 дня назад +1

    Ta pare bi tu bhull maga nahele tu santi paibuni

  • @ramachandrabehera6795
    @ramachandrabehera6795 3 дня назад +8

    ତୁ ଶଳା ଭଡୁଆ ନିଜେ ଠିକ କାର୍ଯ୍ୟ କର ନିଜ ଦୋଷ ସ୍ଵୀକାର କରିବାକୁ ତତେ ଭାରି କଷ୍ଟ

  • @bijayakumarbal8989
    @bijayakumarbal8989 3 дня назад +2

    ତୁ ତା ସାଙ୍ଗରେ ଖେଳଲୁ କିଳା ନେଲୁ।

  • @purnabrahmamusica8184
    @purnabrahmamusica8184 2 дня назад +2

    ଏଇ ମୋବାଇଲ୍ ସବୁକିଛି ନଷ୍ଟ କରିଦେଇଛି ସତ, କିନ୍ତୁ ଏଇ ମୋବାଇଲ ବି ଆପଣମାନଙ୍କୁ ତଳୁ ଉପରକୁ ନେଇ ବି ଯାଇଛି ,,,,,, ଜଗନ୍ନାଥଙ୍କୁ ଏପରି ତଳେ ଗଡ଼େଇ କପଡ଼ାରେ ଗୁଡେ଼ଇ ବୁକୁଚା କରି ନବାର ନ ଥିଲା,, ଯାତ୍ରା ମଞ୍ଚରେ ଯାହା କରିଛ, ଘରେ ଥିବା ନିଜ ବାପା ମାଆ ଙ୍କ ଫଟୋ କୁ ଏପରି କରି ପାରି ଥାଆନ୍ତକି,, ଆଉ ରହିଲା କଳା ପାହାଡ କଥା,, କଳାପାହାଡ଼ ବିଷୟଟି ରିଅଲ କଥା,, ଆଉ ଆପଣଙ୍କ ନାଟକ ଟି କାଳ୍ପନିକ କଥା,, ତଥାପି କଳାପାହାଡ଼ ବିଷୟ କରିବା ବେଳେ ନିଶ୍ଚିତ ଦେହ ମନ ହାତ ସବୁ ଥରି ଉଠିବ,, ତମେ ତ ପୁରା ବିନ୍ଦାସ୍ ରେ ରୋଲ୍ ଟି କରିଛ,, ଟିକେ ବି ସରମ ନାହିଁ,,,,

  • @pikulifestyle2023
    @pikulifestyle2023 3 дня назад +4

    ତା ପରେ ତତେ ଖାଇଲା ....ଖାଇବ....

  • @Jayaram.mixworld-xe5lr
    @Jayaram.mixworld-xe5lr 2 дня назад +1

    Chup mg adhika gapani

  • @sibarammaharana961
    @sibarammaharana961 3 дня назад +2

    Rape scene pain kie viral karunahanti

  • @SunilBehera-w6s
    @SunilBehera-w6s 3 дня назад +4

    ଠିକ୍ କହିଲେ କାହ୍ନା ଭାଇ ❤❤❤😂

  • @priyakantojha8717
    @priyakantojha8717 2 дня назад +1

    ଏହି ମୋବାଇଲ ଟିଭି ,ରେଡ଼ିଓ,ଘଣ୍ଟା, କାଲ କୁଲେଟର,କ୍ୟାମେରା, ଟ୍ରଛ,ଭିଡିଓଗେମ୍ ,କ୍ୟାଲେଣ୍ଡର, ଲ୍ୟାଣ୍ଡ ଫୋନ ସବୁ ଖାଇଲା

  • @gayadharmtbehera7113
    @gayadharmtbehera7113 3 дня назад +1

    Camera samnare bhalei ha na

  • @birendrasahoo4365
    @birendrasahoo4365 2 дня назад +1

    Dirctor ଲେଖା ଟା ଠିକି ନୁହଁ

  • @rajeebkumarmohanta2160
    @rajeebkumarmohanta2160 3 дня назад +1

    Scene change heiparanta

  • @AYESNATUBE
    @AYESNATUBE 3 дня назад +3

    ପୁରା ଠିକ୍ କଥା କହିଲେ sir

  • @nakulacharandas7602
    @nakulacharandas7602 3 дня назад +1

    bhai sidha katha tamaku ersa karuchanti,tama like ra artist nahanti,i like you

  • @GokulanadaDas
    @GokulanadaDas 3 дня назад +1

    Sabu natkar gobrdhan sibain malk

  • @bishnuprasadpuri7661
    @bishnuprasadpuri7661 3 дня назад +1

    GAPILE KAN HEBA OVER ACTING CHHAD NIJAKU JAHA BHABUCHHI SETA THIK NUHNA IMAGE KHARAP KARUCHHA

  • @sanjaykumarbehera5472
    @sanjaykumarbehera5472 3 дня назад +1

    U go forward knaha bahi
    Jagannath with u

  • @amitsamantara7000
    @amitsamantara7000 3 дня назад +1

    ତୋ ହାଥରେ mobile ନାଇକି ତ

  • @laxmidhararout1495
    @laxmidhararout1495 3 дня назад +1

    Diha Galua

  • @upendramohanta6451
    @upendramohanta6451 День назад

    Kanha sir mor fevorite yatra actor

  • @Sanjay12-x5q
    @Sanjay12-x5q 3 дня назад +1

    Veri good information

  • @vlogdisbilitybapunu
    @vlogdisbilitybapunu 3 дня назад +1

    Ld ଜୟ ଜଗନ୍ନାଥ.right. ଏଈ ମୋବାଇଲ ମାରୁଛି, ଏଈ ମୋବାଇଲ ବଞ୍ଚାଉଛି.କାହ୍ନା ସ୍ୱାଇଁ ଯୋଉ ନାଟକ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କରିଛନ୍ତି. ଠିକ କି ଭୁଲ ମହାପ୍ରଭୁ ଜାଣନ୍ତି. ଆଉଟେ କଥା ହେଲା ମହାପ୍ରଭୁଙ୍କୁ ନେଇ ଏମିତି ଅଭିନୟ କରିବା ଉଚିତ ନୁହେଁ. କି ଉଚିତ ନ ଥିଲା. ସମ୍ପୂର୍ଣ ନିୟମ ବାହାରେ. ଚିନ୍ତାଧାରା ଥିଲା, ଏମିତି ଅଭିନୟ କଲେ ଦର୍ଶକ ଖୁସି ହେବେ କିନ୍ତୁ ଖୁସି ହବା ବଦଳରେ ଦ୍ୱନ୍ଦ୍ୱ ଉପୁଜିଲା. ସ୍ୱାଭାବିକ କଥା.
    ଯେହେତୁ ଆମ ଜଗନ୍ନାଥ ସାରା ବିଶ୍ୱବ୍ରହ୍ମାଣ୍ଡରେ ତାଙ୍କ ନିୟନ୍ତ୍ରଣରେ ଚାଲିଛି.
    ତେଣୁ ଅଭିନୟ ଅଭ୍ୟାସ ବେଳେ ଡିରେକଟର ମନା କରିବା କଥା. କିନ୍ତୁ ସେ ଚିନ୍ତାଧାରାରେ ସେମାନେ କେହି ନ ଥିଲେ.
    ସେମାନେ ଭାବିଲେ ଏମିତି ଅଭିନୟ କଲେ ଲୋକମାନେ ଆକୃଷ୍ଟ ହେବେ କିନ୍ତୁ ହେଲା ଓଲଟା. ତେଣୁ ମହାପ୍ରଭୁଙ୍କର ଇଚ୍ଛା.

  • @rameshrout1278
    @rameshrout1278 3 дня назад +1

    କଳାକାର ମାନେ ନାଟକ ମନରୁ କିଛି କରିନଥାନ୍ତି। Writer and director ଯାହା ଲେଖିବେ and ସିକେହେଇବେ ସେମାନେ ସେଇଆ କରିବେ। ତେଣୁ କଳାକାର ମାନଙ୍କ ଦୋଷ କେଉଁଠି ରହିଲା।

  • @manasranjandalei2450
    @manasranjandalei2450 2 дня назад +1

    Tu.nijaku.vagban.vabuchau.
    Jatara.igo.kalakar.

  • @kedarsahoo6567
    @kedarsahoo6567 3 дня назад +1

    Thik katha

  • @sandhyaranisenapati2321
    @sandhyaranisenapati2321 2 дня назад +1

    Khana tuma ku sahi parunahanti bhula boli kahidiantu

  • @jayshreemohanty2709
    @jayshreemohanty2709 3 дня назад +1

    To bhulta dekhena sesre mobil ku dosa de chikania katha chade na villan he sreya nabu

  • @umeshpandey3289
    @umeshpandey3289 3 дня назад +1

    Abhinaya kari chhanti sie.bekar Katha ku bada karuchhanti.

  • @nakulacharandas7602
    @nakulacharandas7602 3 дня назад +1

    tume bhai a salanka katha sunana,bhai tama ku challenge kari parunahanti,khoju thile tamaku kemiti down kariba pain,

  • @nakulacharandas7602
    @nakulacharandas7602 3 дня назад +1

    bhai tame right ,e sala natak kan jani paru nahanti

  • @gaonkhati55
    @gaonkhati55 3 дня назад +4

    ତୁ ଛୋଡ଼ି ପୁଅ କଳି ଯୁଗର ଅସୁର

  • @jagavlogs4165
    @jagavlogs4165 3 дня назад +14

    ତୂ ମା ଘିଆ ଭୁଲ କରିବୁ ମୋବାଇଲ ର ଦୁଷ ଦେବୁ କଉ ରୁଈଙ୍ଗିଆ ଆସିକି ଆମ ଜଗନ୍ନାଥ ଙ୍କୁ ନେଇ ଯାଇଥିଲେ ଜଉଟା ଦୁନିଆରେ ଘଟୁଛି ସେଇ ନାଟକ କର

  • @AllInOne-iv4jb
    @AllInOne-iv4jb 2 дня назад +2

    Right katha kanha bhai u are correct 💯💯💯

  • @Santanuking446
    @Santanuking446 3 дня назад +1

    Tu rani panda ku indiccat Kari kahuchu. ( Jia vasa ra salinata rakhuni taku loka besi vala pauchanti) Ahuri fasibu tu

  • @madanbehera1248
    @madanbehera1248 2 дня назад +2

    Jatra thik achhi very nice kanha bhai Jay Jagannath 🙏

  • @kamala2012kkp
    @kamala2012kkp 3 дня назад +7

    ଆରେ କାହ୍ନା ଭାଇ ଆପଣ ମଣିଷ ସହିତ ଭଗବାନ ଙ୍କୁ କାହିଁକି ତୁଳନା କରୁଚ ଭଗବାନ ମହାଦେବ ବିଷ ପାନ କରିଥିଲେ ତୁମେବି ବିଷ ପିକି ଦେଖ କଣ ହବ ଶ୍ରୀ କୃଷ୍ଣ ଗନ୍ଧମାରଧନ୍ କନି ଆଙ୍ଗୁଠିରେ ଧରି ଥିଲେ ତୁମେ ଯାଇକି ଧରୁନ ଦେଖିବା।ଗୋଟେ ମୁସଲ ମନଜାଡି ଆମଠାକୁରଙ୍କୁ ଅପା ବେବହାର କରିବା ପଦରେ ଦଳିବ ଗୋଇଠା ମାରିବା ବୋଲି ତୁମେ ମଧ୍ୟ ଅଭିନୟ ଦ୍ୱାରା ସେହା କରିବ ।ଆରେ ଭାଇ ତୁମେ ଚାହିଁଥିଲେ ତଜକୁରଙ୍କୁ କପଡାଟିଏ ଢାଙ୍କି ଦେଇ ଛାତିପଖରେ ରଖି କୁଣ୍ଢେଇ ଧରି ଚୋରିକରିଲା ଭଳିଯାଇଥାନ୍ତ ମଞ୍ଚ ଅନ୍ଧାର ହୋଇଥାନ୍ତା । ଆରେ ଭାଇ କଥାରେ କହିଲେ ହୃଦୟକୁ ବଢୁଛି ତୁମେ ଠାକୁରଙ୍କୁ ଏ ପ୍ରକାର ବ୍ୟବହାର କରିବା ଲୋକ ସହିବେ ନବଘୋଷ କଥାରେ କହିଲେ ବୋଲି ମଦ ଖାଇଲେ ।ତୁମେ କେବଳ ହାଇଲାଇଟି ହେବ ବୋଲି ଏମିତି କରିଛ ଭାଇ । ନିଜର ଅହକାରକୁ ଛଡା ମୁ ତୁମ ସାନ ଭାଇ ଭାଲି କହୁଛି ଦର୍ଶକଙ୍କୁ କ୍ଷମା ମାଗନ୍ତୁ ।🙏ଜୟ ଜୟଜଗନ୍ନାଥ🙏

    • @shantibhusansi9578
      @shantibhusansi9578 3 дня назад

      sote... to monoku ! chori kn hindu koruthila ? tu aa jatraku..tote kolapahado role diajibo

    • @anandasankarnath4246
      @anandasankarnath4246 3 дня назад

      Are magia satare karuchi natak sie acting karuchi
      Gaba gandu murkha nka bhali katha kahucha

    • @ranjitbehera485
      @ranjitbehera485 2 дня назад

      Exact

  • @motilalkanta3988
    @motilalkanta3988 3 дня назад

    You are right

  • @RakeshMishra-eg9lu
    @RakeshMishra-eg9lu 3 дня назад

    God bless you ❤

  • @susantdas5382
    @susantdas5382 3 дня назад

    Kahnae Bhai aveny kar aamanisank katha sunana ea sabu pagal hae galani

  • @bhimasenbarik345
    @bhimasenbarik345 3 дня назад +7

    ତୁ ତୋ ନିଜଭୁଲ ଟାକୁ ସ୍ୱୀକାର କଣ ପାଇଁ କରୁନୁ ମା ଗିହା kanha ସ୍ୱାଇଁ

  • @Allrounderdk-wb7nl
    @Allrounderdk-wb7nl 3 дня назад

    Right Kanha bhai 🙏👍👍👍👍👍👍👍👍⭐⭐⭐⭐⭐❤️❤️❤️❤️❤️👏👏👏👏👏👏

  • @parsuramjena7951suvam.cheneal
    @parsuramjena7951suvam.cheneal 3 дня назад

    All right 💯💯💯💯

  • @anuragrout2755
    @anuragrout2755 3 дня назад

    Right

  • @odiajatraupdate4373
    @odiajatraupdate4373 3 дня назад

    right

  • @basantasahu2990
    @basantasahu2990 3 дня назад

    👍👍👍👍👍 right kanha bgai

  • @ranjanswain-g3z
    @ranjanswain-g3z 3 дня назад

    Raeti kahna bhai

  • @pankajbeura3904
    @pankajbeura3904 3 дня назад

    No Tenson vhai

  • @susantakumardas8134
    @susantakumardas8134 3 дня назад

    Kn tama pai answar maha prabhu vichar karibea

  • @basantasahu2990
    @basantasahu2990 3 дня назад

    ଠିକ କହିଛ,

  • @Bhismachandansamantaray
    @Bhismachandansamantaray 3 дня назад

    Jagannath ku gamuchare bandhelu kan pai

  • @pitambarbaral9374
    @pitambarbaral9374 3 дня назад

    Tu highlight hebapani tu thik karchu

  • @subratkumarpanda2829
    @subratkumarpanda2829 3 дня назад

    Dehagalua

  • @arunsahoo1965
    @arunsahoo1965 3 дня назад +2

    ଆପଣ ଅଭିନୟ କରନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ଜଗନ୍ନାଥ ଙ୍କୁ ନେଇ କି ଅଭିନୟ କରନ୍ତୁ ନାହିଁ

  • @RakeshMishra-eg9lu
    @RakeshMishra-eg9lu 3 дня назад +3

    ଅଭି ନୟ କରି ଚାଲ ଏହା ତୁମ ପାଇଁ କାଳିଆ ର ପରୀକ୍ଷା

  • @Bijay9658
    @Bijay9658 3 дня назад +2

    Kanha swain thik kahuchhanti. I like it

  • @onlyforyou4872
    @onlyforyou4872 3 дня назад +2

    ଆଂଜ୍ଞା ଯାହା କହୁଛନ୍ତି ଠିକ,, କିନ୍ତୁ କହିଲେ ସୋସିଆଲ ମିଡ଼ିଆ ରେ ବେଶୀ ଯାତ୍ରା ଵାଲା.active.. You tube କରିକି ଥେଇ ଥେଇ.. ମୁଁ ଯାତ୍ରା କୁ ଭଲ ପାଏ,, କିନ୍ତୁ ସିନେମା କଳାକାର କେବେ you tube channel କରେନି ଯେତିକି ଯାତ୍ରା ଵାଲା କରନ୍ତି.. ପାର୍ଥକ୍ୟ ରହିବ ଘୋଡା ଆଉ ଗଧ ଭିତରେ..

  • @satyapriyadalai3987
    @satyapriyadalai3987 3 дня назад +2

    ତୁମେ ମନୁଷ୍ୟ ସମାଜ ପାଇଁ କଳଙ୍କ କେବଳ ଜଗନ୍ନାଥ ଙ୍କ ପାଇଁ ନୁହେ ନାରୀ ମାନଙ୍କର ପ୍ରତି ଅତ୍ୟନ୍ତ ଅଶାଳୀନ ଦୁର୍ବ୍ୟବହାର , ଦୁଷ୍କର୍ମର ଆଦି ଯେଉଁ ଅଭିନୟ କରୁଛ ଏଥିରୁ ପ୍ରମାଣ ମିଳିଛି ଯେ ତୁମକୁ , jatraparti , ନିର୍ଦେଶକ, ଲେଖକ ଆଦି ସମସ୍ତେ ଦୋଷୀ ଅଟେ. no 1 କାହ୍ନୁ ବାବୁ ଦୋଷୀ କାରଣ ତାଙ୍କ ପ୍ରକୃତି ନେଇ ସବୁ ଲେଖା ଯାଇ ଥାଏ !!

  • @AjaySinger1991
    @AjaySinger1991 3 дня назад +1

    କାହ୍ନା ଭାଇ ପୁରା ଠିକ୍ କହିଛ ❤❤❤

  • @budhiramnahak3209
    @budhiramnahak3209 3 дня назад +2

    ଏତେ ବଡ ଅପରାଧ କଲା ପରେ ତୋ ଭୁଲ ମାନୁନା କାହିଁକି .ଅତି ଶୀଘ୍ର ପ୍ରାୟଶ୍ଚିତ କରେ ନତୁବା କୋଷ୍ଟ ରୋଗରେ ମରିବୁ

  • @TapaswiniPanda-bj6xk
    @TapaswiniPanda-bj6xk 3 дня назад

    Thik bhai

  • @BhagirathaPrusty-yd4tj
    @BhagirathaPrusty-yd4tj 3 дня назад +1

    ଭାଈରେ ଜଗନ୍ନାଥଙ୍କୁ ଆମେ ଭିତରେ ପୁରେଇ ନୁ ତୁ ଭିତରେ ପୁରେଇ ଛୁ କାଢିବୁ ଯେତେବେଳେ ଜଗତ ଦେଖିବ, ସୁଦର୍ଶନ ତୁ କାଢିବୁ,ସେ କାହିଁକି କାଢିବେ ଦେଖ କ'ଣ ଘଟୁଛି,ରହ ପୁଅ ଧର୍ଯ୍ୟ ଧର ‌।

  • @parsuramjena7951suvam.cheneal
    @parsuramjena7951suvam.cheneal 3 дня назад

    All right khana vai

  • @basantamahanty8008
    @basantamahanty8008 3 дня назад

    Thiki katha kanha bhai mobail jogu bahut kharap houchi

  • @kanhucharankeshari9383
    @kanhucharankeshari9383 3 дня назад

    Tu kshyama mag

  • @basantamahanty8008
    @basantamahanty8008 3 дня назад

    Good kahile kanha

  • @pitambarbaral9374
    @pitambarbaral9374 3 дня назад

    Tu nija bhuluku bujhi parunu

    • @anuragrout2755
      @anuragrout2755 3 дня назад

      Vahi tame jatra dekhiki kuha se muslim charitare roll karuchi Hindu charitare nuhe bangaladesh re jagannath nku podidele muslim Mane ame kichhi kariparileni tankara

  • @alekhapradhan4471
    @alekhapradhan4471 3 дня назад

    Tu Sabu janichu