ଭଲ ବ୍ୟକ୍ତିଙ୍କ ଜୀବନରେ ଅଧିକ ଦୁଃଖ କାହିଁକି ଆସେ?

Поделиться
HTML-код
  • Опубликовано: 24 ноя 2024

Комментарии • 250

  • @physicismycrush
    @physicismycrush 9 месяцев назад +13

    କଣ କହିବି ପ୍ରଭୁ.. ଅପଣଂକ କଥା ଅମୃତ ତୁଲ୍ୟ.. ମୋର 90% ଦୁଃଖ ଦୂର କରିଦେଲେ.. ଖୁବ ସୁନ୍ଦର ବାର୍ତା.. ଏମିତି vedio ଆଣନ୍ତୁ.
    ପ୍ରଫୁଲ୍ଲ
    ଅଡା, balasore

  • @puspalatanayak3246
    @puspalatanayak3246 9 месяцев назад +22

    ହୃଦୟର ଗଭୀର ତମ ପ୍ରଦେଶ ରୁ ଆପଣ ଙ୍କ ଚରଣ କମଳରେ ଅନନ୍ତ କୋଟି ବାର ଭକ୍ତି ପୂତ ପ୍ରଣିପାତ l ଏ ଦିବ୍ୟ କଥା ମୃତ କୁ ଶ୍ରବଣ କଲାପରେ ପରମ ପ୍ରଶାନ୍ତି ରେ ଭରିଗଲା ଆତ୍ମା ଆଉ ମନ l କୋଉ ଶବ୍ବ ରେ କୃତଜ୍ଞତା ଜଣେଇବି ଜାଣିପାରୁନି ପ୍ରଭୁଜୀ! 🙏🌹🙏ଏମିତି ଅନୁଗ୍ରହ ଆଉ କରୁଣା ଏ ଅଧମ ମାନଙ୍କ ପ୍ରତି ରଖିଥିବେ ପ୍ରଭୁ 🙏🌹🙏

    • @gayatribehera8053
      @gayatribehera8053 3 месяца назад

      Maa saraswati tanka kanthare bidyaman sethipai tankara katha sabubele mitha lage,,jay guruji🙏🙏

  • @somanathkhara8368
    @somanathkhara8368 9 месяцев назад +30

    କ"ଣ କରିବା ସାର, ବର୍ତ୍ତମାନ ତ ଅଭ୍ୟାସ ହୋଇ ଗଲୁଣି, ଦୁଃଖ ଆଉ କେତେ ସହିବା? ବାଲ୍ୟାବସ୍ଥା ରୁ ତ ଆଜି ପର୍ଯ୍ୟନ୍ତ ଦୁଃଖ ସରିଲା ନାହିଁ, ନିଜ ଜୀବନ ସାଥୀ ମାନେ ତ ସତ କହିଲ ମଧ୍ୟ ନବୁଝି ପରିବାରକୁ ଦୁଃଖ ଦେଇଥାନ୍ତି।

  • @patitakumarchoudhury9855
    @patitakumarchoudhury9855 3 месяца назад +6

    ଭଲ ଲୋକଙ୍କୁ ମାତ୍ରାଧିକ କଷ୍ଟ ଦେଲେ ଭୁଲ ରାସ୍ତାରେ ଯାଏ, ତ ପରେ ଯମ ପାପି କହି ନର୍କ କୁ ପଠେଇ ଦିଏ 🙏

  • @MadhabaPani-g7w
    @MadhabaPani-g7w 9 месяцев назад +6

    ପ୍ରଭୁ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏

  • @deepaknayak9289
    @deepaknayak9289 8 месяцев назад +3

    ଗୁରୁଜୀ ଆପଣ ଏମିତି ଆମକୁ ଜ୍ଞାନ ପ୍ରଦାନ କରି ଆନ୍ଧାର ରୁ ଆଲୋକ କୁ ନେଇ ଆସନ୍ତୁ , ଆପଣଂକ ପାଦପଦ୍ମ ରେ କୋଟି ପ୍ରଣାମ 🙏🙏🙏

  • @radharani178
    @radharani178 8 месяцев назад +2

    Koti koti pranam brabhu ji , 🙏 aaji bahut bada katha gote sikhili , ate dina hela jo dukha karuthili , apanka katha suni , sabu dukh dura heigala 🙏🙏

  • @kishormajhi2573
    @kishormajhi2573 23 дня назад

    ଗୁରୁଜୀ ଙ୍କ ପାଦତଳେ ଏ ଅଧମ ର
    କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏🙏🙏
    ଏ ସଂସାର ରୁ ମୁକ୍ତି ପାଇବା ପାଇଁ
    ଆପଣ ବହୁତ ବଡ ଜ୍ଞାନ ପ୍ରଦାନ କଲେ 🙏
    👏

  • @SabitaPanda-dg7tg
    @SabitaPanda-dg7tg 3 месяца назад +2

    ସାର ମୋ ଠାରେ ଏମିତି ହେଉଛି। ସବୁ ବେଳେ ଭଗବାନ କଥା କୁହନ୍ତି । ତାଙ୍କର। ସେବା। କରଂନି

  • @LazyTurtle587
    @LazyTurtle587 27 дней назад +1

    ଝଡ ପରେ ନୀରବତା ଆସିଥାଏ ଆଉ ନିଜର କେଇ ଆପଣାର କିଛି ନକହି ଚାଲିଯିବା (ମୃତ୍ୟୁ ନୁହେ) ମଧ୍ୟ ମନରେ ନୀରବତା ଆସିଥାଏ....🫀

  • @BabyNayak-sm7uu
    @BabyNayak-sm7uu 3 месяца назад +1

    Pranam Guruji apananka prabachanabhtbhala laguchi

  • @niranjansethy4157
    @niranjansethy4157 21 день назад

    pujya namaste ji
    your prabachana is 100%
    right beaitifull message for
    society
    👌🙏👌

  • @Urcollection
    @Urcollection 8 месяцев назад +3

    ଭଗବାନ ତ ପଠେଇଛନ୍ତି ଏଇ ସଂସାର କୁ ଦୀନହୀନ ନିହାତି ଗରିବ ଦୁଃଖୀ ବ୍ୟକ୍ତି ଙ୍କ ସେବା ପାଇଁ
    ଯାହା ଫଳରେ ଭଗବାନ ଖୁସି ହୁଅନ୍ତି ,
    ଭଗବାନ ଙ୍କ କି ସେବା ଆଉ ଆପଣ କରିବେ @rajaswain

  • @mamatasamantaray1440
    @mamatasamantaray1440 9 месяцев назад +4

    Beautiful explanation prabhuji 🙏

  • @ashokdas6506
    @ashokdas6506 29 дней назад +1

    ପିଲା ଔଷଧ ଖାଇବାକୁ ଇଚ୍ଛା କରନ୍ତି ନାହିଁ l ପିତା ଖାଇବାକୁ ଇଚ୍ଛା କରନ୍ତି ନାହିଁ l ପିଲା ପାଇଁ ଭଲ ହେତୁ ବାପା ମାଆ ଖାଇବାକୁ ଦେଇଥାନ୍ତି l ପ୍ରଭୁ ଯାହା କରିଥାନ୍ତି ଆମ ଭଲ ପାଇଁ କରିଥାନ୍ତି l

  • @ashoksahu6228
    @ashoksahu6228 Месяц назад

    ଧନ୍ୟବାଦ ପ୍ରଭୁ ଆଜି ଆପଣଙ୍କ ର କଥା ଶୁଣି ବହୁତ ଭଲ ଲାଗିଲା, ଆଣ୍ଠୁଆ ଗୋପାଳ ରଖିଲେ କଣ ଭଲ ମନ୍ଦ ହୁଏ ଜାଣି ବହୁତ ଭଲ ଲାଗିଲା, ଏବେ ଆମ ଘରେ କିଛି ଦିନ ହେଲା, ଆମ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୁଝାମଣା ଠିକ ନାହିଁ, ଏବେ କଣ କଲେ ଭଲ ହେବ ମୋତେ ଦୟାକରି କିଛି ସୁଝାବ ଦେବେ ବୋଲି ମୋର ଆଶା, ହରେକୃଷ୍ଣ 🙏🙏🙏

  • @ParasmitaPattanaik
    @ParasmitaPattanaik 5 месяцев назад +1

    Hare Krishna prabhuji. Apanaka Katha pura sata.Thank you prabhuji.

  • @RabindranathBehera-p3x
    @RabindranathBehera-p3x Месяц назад +1

    Sundar vabare paribesan karithibaru dhanyawad 🙏Jay Jagannath 🙏

  • @rakeshswainrakesh4989
    @rakeshswainrakesh4989 3 месяца назад +1

    ବହୁତ ସୁନ୍ଦର ଭାବରେ ବୁଝାଉଛନ୍ତି ଆପଣ

  • @ashokdas6506
    @ashokdas6506 29 дней назад

    ଦୁଃଖ ସୁଖ ନିଜର ଭାବ ବିଚାର ଉପରେ ନିର୍ଭର କରେ l ପ୍ରଭୁ ଯାହାକୁ ଅଧିକ ଭଲ ପାନ୍ତି ତାହାର ଭଲକରିଥାନ୍ତି l ଆମେ ବୁଝିପାରିନଥାନ୍ତି l

  • @Parthimapanda
    @Parthimapanda 7 месяцев назад +3

    ଲୋକେ ଭଲ ଚିନ୍ତା କରିବା ଲୋକଙ୍କୁ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି କାମ ସରିଲେ ନିଜ ବାଟ ବାଛି ନିଅନ୍ତି ଓ ସେଇ ମଣିଷ କୁ ଭୁଲି ଯାଆନ୍ତି

    • @bimalbehera996
      @bimalbehera996 5 месяцев назад

      ଠିକ କହିଛ ଭାଇ 😭😭

  • @sudeshnadash362
    @sudeshnadash362 9 месяцев назад +4

    ବାଵା ପ୍ରଣାମ 🙏🙏 ଵାଵା ଆଜିକାଲି ଝିଅ ପୁଅ ଙ୍କୁ ଭଲ କଥା କହି ହେଉନି ଆଉ ପୁଅ ଝିଅ ମାଁ ବାବା କଥା ଵୁଝୁନି ପର କଥା କୁ ମାନନ୍ତି ଆଜି କାଲି ପୁଅଝିଅ

  • @gyanranjanranjan8651
    @gyanranjanranjan8651 7 месяцев назад +1

    ରାଧେ ରାଧେ 🌹🌸🏵️🌼🌺 ଶ୍ରୀ ହରି ବଂଶ 🙏🙏🙏🙏

  • @ranjanjena7803
    @ranjanjena7803 9 месяцев назад +3

    Absolutely correct prabhuji

  • @baikunthanathadas3657
    @baikunthanathadas3657 9 месяцев назад +1

    ପ୍ରଣାମ ବାବା ! ସୁନ୍ଦର ପ୍ରବଚନ।

  • @satyapriyabiswal3691
    @satyapriyabiswal3691 7 месяцев назад +1

    Pranam guruji. Your all words are absolutely correct. Hare krishna Hare krishna.

  • @RashmiMishra-hm6gl
    @RashmiMishra-hm6gl 2 месяца назад

    Harekrishna Prabhu ji A video re bahut sundar bhabe bujhaidele aapana. Bhala loka hi dukkha paucchhi aajira dunia re🙏

  • @juliesvocals4644
    @juliesvocals4644 9 месяцев назад +2

    Harekrishna Guruji 🙏🙏🙏 Atyanta Hrudaya sparsi video 🙏🙏🙏Jay shreeman Narayana Narayana Hari Hari 🙏🙏🙏

  • @puspajitpanda6712
    @puspajitpanda6712 4 месяца назад

    ହରେକୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 🙌

  • @philurout
    @philurout Месяц назад

    Pranam guruji ❤❤❤ bahuta sundar katha kahile

  • @kunimohanty552
    @kunimohanty552 7 месяцев назад +2

    Sir your teaching style is so sweet ❤❤

  • @tarulatamohanty4893
    @tarulatamohanty4893 8 месяцев назад

    Apananka charanatale koti koti pranam prabhuji Apananka prabachana bahut hrudayasparsi.mu sabubele sunuchhi.kintu ketedur Apananka upadesaku karyakari kariparibi janena.

  • @rkmcreations21.22
    @rkmcreations21.22 Месяц назад

    ଗୁରୁଜୀ ଆପଣ ଯାହା କହିଲେ ଠିକ ଯେ ଆଜି କାଲି ସମୟ ରେ ଅତ୍ୟଧିକ ମାନସିକ ଚାପ ରେ ହାର୍ଟ ଆର୍ଟକ ହଉଚି 🙏🏻🙏🏻🙏🏻

  • @SujataDas-mq4ek
    @SujataDas-mq4ek 12 дней назад

    Beautiful,,,,,prabachana

  • @prabhat81prabhatbarik56
    @prabhat81prabhatbarik56 9 месяцев назад

    Apanku Ashesh Ashesh Dhanyabad, Really Apanka nikataru bahuta kichhi Sikshya Arjan karibara Achhi mote🙏🙏

  • @LililataNayak-i4k
    @LililataNayak-i4k 5 месяцев назад +2

    Kote kote pranam prabhuji😭🙏🙏🙏🙏🙏🙏🙏🙏🙏😭🌹🙏🙏❤️

  • @LililataNayak-i4k
    @LililataNayak-i4k 5 месяцев назад

    Hare Krishna prabhuji apana katha purasata Thankyou prabhuji🙏🙏🙏🙏😭😭

  • @Subasinibehera-j9m
    @Subasinibehera-j9m 6 месяцев назад +1

    ହରେକୃଷ୍ଣ ଦଣ୍ଡବତ ଗୁରୁଜୀ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️

  • @rajaswain7684
    @rajaswain7684 9 месяцев назад +31

    ନନା ଏ ସଂସାରରେ ରହିକି କିଛି ଲାଭ ନାହିଁ ମୁଁ ଚାହୁଁଛି ଭଗବାନ କଂର ସେବା କରିବାପାଇଁ ହେଲେ ଘରେ ରହିକି ବି କରିପାରୁନି ମୁଁ ଚାହୁଁଛି କୋଉଠି କି ଯିବି ମୁଁ ସେଠି ରହନ୍ତି

    • @jasoji
      @jasoji 9 месяцев назад +5

      ଆରେ ବୋକା ନିଜକୁ ନିଜେ ଚିହ୍ନ ଆଗେ ତାପରେ ଠାକୁର ସେବା କରିବୁ ନିଜ ଦେହ ରେ ବ୍ରହ୍ମ/ଆତ୍ମା/କୁଣ୍ଡଳୀ ଠାକୁର ଅଛନ୍ତି ଏକୁ ଚିହ୍ନ ଆଗ । କୁଆଡେ ଯିବା ଦରକାର ନାହିଁ ଘରେ ତୁ ପାଇବୁ । ଦେହ ସେବା କଣ ଠାକୁର ଯେମିତି ଯାହା ଖାଆନ୍ତି ସେପରି ଖା ଯୋଗ ଧ୍ୟାନ କର ଭଲ ସାଙ୍ଗ ସାଥୀ କର ପାଠ ବା କୋଉ କର୍ମ୍ ରେ ଲଗିଯା କିଛି ସମାଜ ସେବା କର ଏମିତି କେତେ ଜିନିଷ । 😁

    • @sankarsahu9612
      @sankarsahu9612 9 месяцев назад

      Bhai loko ku help kara ...bhagaban asijibe Tama pakhaku

    • @Urcollection
      @Urcollection 8 месяцев назад

      ଭଗବାନ ତ ପଠେଇଛନ୍ତି ଏଇ ସଂସାର କୁ ଦୀନହୀନ ନିହାତି ଗରିବ ଦୁଃଖୀ ବ୍ୟକ୍ତି ଙ୍କ ସେବା ପାଇଁ
      ଯାହା ଫଳରେ ଭଗବାନ ଖୁସି ହୁଅନ୍ତି ,
      ଭଗବାନ ଙ୍କ କି ସେବା ଆଉ ଆପଣ କରିବେ @rajaswain

    • @abinashmohanty546
      @abinashmohanty546 3 месяца назад

      ​@@jasojiAshram ku jiba sabuthu best.

    • @abinashmohanty546
      @abinashmohanty546 3 месяца назад

      ​@@sankarsahu9612bala na loka ta magana naba pain anei hhanti.needy people nku help Kariba darkar.

  • @debasishsahoo164
    @debasishsahoo164 8 месяцев назад +2

    Thanks pr...mate changed karithibaru ..1st time meet with sangramjeet pr at isckon

  • @chandrarekhapradhan9797
    @chandrarekhapradhan9797 9 месяцев назад

    Prabhuji koti koti pranam 🙏🙏🙏nice explanation. Pls upload videos explaining every shlok of Gita that will reach upto each simple people , even an illiterate person could understand .we will be greatful to U 🙏🙏🙏

  • @rinaranimishra6356
    @rinaranimishra6356 9 месяцев назад +1

    Harekrishna dandabat pranam pravuji 🙏

  • @manoranjanpradhan2966
    @manoranjanpradhan2966 9 месяцев назад

    Beautiful thinks so nice koti. Koti...pranam

  • @goutamasahu4041
    @goutamasahu4041 9 месяцев назад +1

    Dandabad Guruji. Hare Krishna, Hare Ram.

  • @pramilasahu4916
    @pramilasahu4916 9 месяцев назад +1

    Hare Krishna prabhuji kotti kotti dandabat pranam 🙏🏻🙏🏻

  • @tapandash1282
    @tapandash1282 2 месяца назад +1

    Good education

  • @kamalakantabaghar25
    @kamalakantabaghar25 23 дня назад

    Guruji bahut badhiya advice 🙏

  • @debidattamohanty7231
    @debidattamohanty7231 7 месяцев назад +1

    Hare Krishna 🙌😇... Badhiya bujheile... Emiti video banei chalantu

  • @KahnuCharansahoo-j1j
    @KahnuCharansahoo-j1j 3 месяца назад

    ଭଗବାନ କହୁଛନ୍ତି ମୁଁ ଯାହାକୁ ଭଲପାଏ ତାକୁ ଅଧିକଦୁଃଖ ଦେଇ ତାକୁ
    ମୋଆଡକୁଟାଣିନିଏ,ଠିକ କଥା।
    ଆପଣଗୋଟିଏକଥା ଲକ୍ଷକରିବେ
    ଯେଉଁଠିକିଛି ଧର୍ମକଥାଆଲୋଚନା
    ହେଉଥାଏ ସେଠିଯଦିପ୍ରଶାଦ ଖାଇ
    ବାର ବ୍ୟବସ୍ଥା ଥାଏ ସେଠାକୁ ବହୁତଲୋକଯାଆନ୍ତି, ଯଦି ଖାଇବାର ବ୍ୟବସ୍ଥା ନଥାଏ ସେଠାକୁ ବହୁତ କମଲୋକଯାଆନ୍ତି
    ଏମିତିକଣ ପାଇଁ ହୁଏ ଦୟାକରି
    ଟିକିଏ କହିବେ।

  • @sabitakuni4404
    @sabitakuni4404 Месяц назад

    Apana nkara Katha sunikari bahuta bhala lagila

    • @sabitakuni4404
      @sabitakuni4404 Месяц назад

      Apananku koti koti dhanyabada🙏🙏🙏🙏

  • @jyotiramabhuyan5319
    @jyotiramabhuyan5319 9 месяцев назад

    Hare Krishna Prabhuji🙏🏻🌷
    So you are right 100%

  • @Orrisavlog
    @Orrisavlog 28 дней назад

    Prabhu Apananku mora namaskar 🙏🙏🙏 barta suni dhanya heigoli... Jay radhe krishna 🙏🙏🙏 satya srdha hi karma bhagwaan hi sbu kichii... Jay jagannath 🙏🙏🙏

  • @GouttamDas-e6z
    @GouttamDas-e6z 3 месяца назад

    Hare Krishna prabhuji absolutely correct guruji

  • @educationchannel481
    @educationchannel481 Месяц назад

    ଜ୍ଞାନ କାହାକୁ କୁହାଯାଏ ? ଏହା ବିଷୟରେ କହିଲେ ଭଲ ହୁଅନ୍ତା ।

  • @sanjuktabhuyan6507
    @sanjuktabhuyan6507 9 месяцев назад

    Jay Jagannath Samastanka Bhalare rakhantu. Thank Charanare Ananta koti pranam 🙏❤🙏❤️🙏❤️🙏❤️🙏 baba pranam 🙏🙏bahut Sundar Katha kahile, sethipai bahut bahut dhanyabad.

  • @SharmisthaPrusty-kq5pc
    @SharmisthaPrusty-kq5pc 3 месяца назад

    Bhala au gyana thiba sehi loka pakhaku jiba jie katha bhuji bhujie pariba

  • @saumyaranjanbhuyan7442
    @saumyaranjanbhuyan7442 Месяц назад

    Nana utara ta satispy lagilani
    Bhala loka jadi sabubele dukha paiba .samaste kharapa haba ku chanhibe.dhire dhire sanshara ru bhala loka bilupta heijibe.

  • @saratsamal9981
    @saratsamal9981 9 месяцев назад

    COERERS OF SALUTATION FOR YOUR VALUABLE ADVICE TO OUR SOCIETY

  • @AkruraPradhan-h8k
    @AkruraPradhan-h8k 9 месяцев назад +1

    Hare Krishna dandavat pranam prabhuji 🙇🙇🙇

  • @piyushanayak
    @piyushanayak 9 месяцев назад +1

    Hare Krishna Prabhuji 🪷
    Thankyou for making so nice videos 🙏

  • @mamatamishra7988
    @mamatamishra7988 Месяц назад

    କୋଟି କୋଟି ପ୍ରଣାମ ବାବା ମୋମନ ର କଥା କହିଲେ ମୋମା ଠିକ୍ ଏପରି ଦୁଃଖରେ ସବୁ ବେଳେ ଉଁ

  • @sudhanshusekhartripathy838
    @sudhanshusekhartripathy838 9 месяцев назад

    Bhai pranam... Bhala lagila suniki.... Satya kathana...

  • @BhaktiNayak-k5k
    @BhaktiNayak-k5k 3 месяца назад

    ଆପଣ ଙ୍କ କଥା ଶୁଣି ମୋ ଆଖି ରୁ ଲୁହ ଆସିଗଲା
    ,ମୋ ର ବହୁତ ଦୁଃଖ , ମୁଁ ଆଉ ସହି ପାରୁନି

  • @vastavkumar9482
    @vastavkumar9482 9 месяцев назад

    Tahnk u prabhu. My doubts cleared 100%

  • @sushreesaritapradhan7445
    @sushreesaritapradhan7445 7 месяцев назад

    Jay jagannath. Jadi amaku nija loka hi bujhi paribeni, au ta pai family re ashanti lagi rahuthiba. Tara kana upachara? Nija loka nku protect kariba vala rasta ku aniba ta ama kartabya na? Ignore ta kariba thik habani au sansara re jebe jaye achhu sebe jaye ta rahibaku haba samastanka saha misiki .

  • @PrativaDas-o2r
    @PrativaDas-o2r 3 месяца назад

    Pravuji 👃👃👃 pranam mun apanka Sangha re sadasya hebaku chahunchhi diikhya nebaku chahunchhi apana bata dekhantu

  • @sankardasmonstar5527
    @sankardasmonstar5527 9 месяцев назад +2

    I love u sir your words god wishshes 👌🙏🙏

  • @sabyasachiray6827
    @sabyasachiray6827 9 месяцев назад +2

    Hare Krishna prabhuji ❤

  • @satyanarayanpanda8564
    @satyanarayanpanda8564 3 месяца назад

    ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 🙏🙏🙏🙏

  • @nityanandakar6753
    @nityanandakar6753 9 месяцев назад +1

    ପ୍ରଭୁ କୃପା କରନ୍ତୁ ଆପଣଙ୍କୁ

  • @G.binayakReddy-ce4dj
    @G.binayakReddy-ce4dj Месяц назад

    Love you sir ❤❤❤❤❤

  • @namitakhuntia8220
    @namitakhuntia8220 4 месяца назад

    Bhala lagila guruji 🙏🙏🙏

  • @rasmirekhasahoo9717
    @rasmirekhasahoo9717 9 месяцев назад

    Pranam prabhuji 🙏🙏🙏mo life re semiti dukha deichanti prabhu .....mo colour kala pain ama bhitare sabubele disturbance hauchi .....3yr heigala sahi sahi au sahi hauni ....bhabuchi se change heijibe se jama change haunahati khali bhautik jagat katha bhabuchanti adhytmika line katha kahile b sununahati kahuchanti thakura nahanti thakura thile kain mo bhalia bhala pilaku kala pila dele mana pasand ra thakura deleni....nije dekhibaku na jai last re ete katha ....😭

    • @prafullapadhan7066
      @prafullapadhan7066 9 месяцев назад

      ମୋର ପତ୍ନୀ ମୋତେ କଳା ଆଉ ବେଶୀ age କହି avoiad କରି ଫୋନ୍ ଭି block କରିଛନ୍ତି ଭଗବାନ ସମସ୍ତଙ୍କୁ ସଦ ବୁଦ୍ଧି ଦିଅନ୍ତୁ।

  • @subhadrikalaxmipriyasahoo3069
    @subhadrikalaxmipriyasahoo3069 9 месяцев назад

    Hare Krishna Prabhuji Dandabata Pranam 🙏🙏🙏🙏🙏

  • @batapanda3141
    @batapanda3141 9 месяцев назад +1

    Hare krishna Prabhuji

  • @SureshChandra-mk9sq
    @SureshChandra-mk9sq 3 месяца назад

    Sabu bele dukha deeki tannku khushi laguchi jagi a sansara re maya re ame rahile se dukha deeuchanti tahale se a sansara ru amaku neejantu setaka b karunahanti khali dukha deeuchanti😭😭😭😭😭😭😭😭😭😭😭😭😭kn karibu na sahi hauchi na rahi hauchi amiti hele ta bhawan nka uparu bharasa,biswas sabu bela pain chali jiba😞 mu jadi kichi bhul kahithib ta khama karidebe🙏🏻mote.

  • @SaraswatiBehera-f8i
    @SaraswatiBehera-f8i 2 месяца назад

    Hare Krishna🙏dhanyabad guruji🙏

  • @Jabahar-x7b
    @Jabahar-x7b Месяц назад

    Atfast I. Salut to you sar. Youradvise is very nice

  • @sarojnayak5024
    @sarojnayak5024 9 месяцев назад +1

    ପ୍ରଣାମ ଗୁରୁଜୀ❤

  • @krushnachandrabehera1039
    @krushnachandrabehera1039 2 месяца назад

    ହରେକୃଷ୍ଣ ହରେକୃଷ୍ଣ 🙏🙏🙏🙏🙏

  • @puspalatanayak3246
    @puspalatanayak3246 9 месяцев назад +1

    ପ୍ରଣାମ ପ୍ରଭୁଜୀ 🙏🌹🙏

  • @sabitakuni4404
    @sabitakuni4404 Месяц назад

    Radhe Radhe Guru ji

  • @rameshchandrabhoi8916
    @rameshchandrabhoi8916 7 месяцев назад

    Guru ji mu bi tama pari hebaku chhanhe.❤❤❤❤Jay shree ram jay hanuman Jay shree krishna krishna krishna hare hare hare hare

  • @anirudhakanhar8374
    @anirudhakanhar8374 9 месяцев назад +1

    ହରେ କ୍ରିଷ୍ଣା 🙏

  • @JanmejayBastia-rw9ug
    @JanmejayBastia-rw9ug Месяц назад

    Ame niga ra bhala pain Anya janaku haraiba anyara khusi bhagaban chhadaineba kn thik se sina bhakta ku sabudebe hele jahaku nei jauchhanti se kn paiba

  • @swarnashreerath6968
    @swarnashreerath6968 9 месяцев назад

    Very very very excellent pura 100 percent thik 🙏🙏🙏

  • @Parija-gw9ft
    @Parija-gw9ft 6 месяцев назад

    Guruji pranam apn jaha kahile sabu thiki kintu mu ta kahar kharap chauni mor sabu kharap ଚଚନ୍ତି

  • @jayantiDas-xx6hb
    @jayantiDas-xx6hb 9 месяцев назад

    Bahut sundar anuchint

  • @karunakarsahu3886
    @karunakarsahu3886 9 месяцев назад

    🙏💞ଶ୍ରୀ ରାଧେ ରାଧେ💞🙏

  • @maminadasmahapada3289
    @maminadasmahapada3289 6 месяцев назад

    Hare Krishna prabhuji dandbat pranam 👏

  • @KamalakantaPradhan-n4c
    @KamalakantaPradhan-n4c 3 дня назад

    Mu day one ru dukhha pauchhi Prabhu 🙏

  • @iam.legend.god-999
    @iam.legend.god-999 15 дней назад +1

    Ranjan kumar nayak

  • @sasmitatutotialclasses4010
    @sasmitatutotialclasses4010 6 месяцев назад

    ହରେ କ୍ରିଷ୍ଣା ପ୍ରଭୁଜି 🙏🙏🙏

  • @pratapmalik9701
    @pratapmalik9701 3 месяца назад

    ଭଗବାନ ପରୀକ୍ଷା କରନ୍ତି କଷ୍ଟ ନ ଦେଲେ ଭଗବାନ ଙ୍କୁ କେହି ମନେ ପକାଇବନି

  • @LovelyPriyankaofficial
    @LovelyPriyankaofficial 9 месяцев назад +1

    Hare Krishna prabhuji 🙏🥹

  • @pramodiniroul8054
    @pramodiniroul8054 3 месяца назад

    Hare krishna hare krishna hare krishna hare krishna hare krishna hare krishna hare krishna hare krishna hare krishna hare krishna

  • @ramkrishnadasa1868
    @ramkrishnadasa1868 9 месяцев назад

    Harekrisna 🙏 dawnntbat parnma parbhuji 🙏🙏🙏🙏

  • @SureshChandra-mk9sq
    @SureshChandra-mk9sq 3 месяца назад

    Hn ame ta achu loka mananka dukha time re tanku help karibu kintu ame puni dukha paeebu .chada 😭mu ta jaha b karuchi kharap .a sabu apana nka katha sunile mana ku aram laguchi kintu pare puni dukha ate badhi jauchi j puni dukha laguchi😭😭😭😭😭😭😞😞😞

  • @bibekanandamallick8420
    @bibekanandamallick8420 9 месяцев назад +1

    ହରେକୃଷ୍ଣ 🙏

  • @subhalaximipradhan3335
    @subhalaximipradhan3335 Месяц назад

    Radhe Krishna 🙏