Natia Comedy Part 332 || Borewell re Natia

Поделиться
HTML-код
  • Опубликовано: 7 окт 2024
  • Download Pathasala app - play.google.co...

Комментарии • 2,2 тыс.

  • @prativamohanta4291
    @prativamohanta4291 Год назад +52

    ଗେଣ୍ଡୁ ପରି ସାଙ୍ଗ ଭାଗ୍ୟ ରେ ଥିଲେ ମିଳେ l❤

  • @rockin-rk
    @rockin-rk Год назад +57

    ପାରା ବସିଛି ଛାତରେ,
    ନଟିଆ ପଡିଲା ଗାତରେ,
    ଭିଡ଼ିଓ ଟା ଦେଖି ବଢିଆ ଲାଗିଲା
    ଲାଇକ୍ କଲି ମୁଁ ହାତରେ ।
    ❤😅👼👏👍

  • @subhadra_123
    @subhadra_123 Год назад +634

    କିଏ କିଏ ନଟିଆ କୁ ଦେଖିବାକୁ ଭଲପାଆନ୍ତି ଓ କାହାକୁ ଆଜିର ଏପିସୋଡ୍ ଭଲ ଲଗିଲା ଜଣାନ୍ତୁ👍ଜୟ ଜଗନ୍ନାଥ🙏

  • @Sudhansu__Jena
    @Sudhansu__Jena Год назад +58

    Odisha Most Popular Hero... ନଟିଆ❤️
    ଯିଏ ମୋ କଥାରେ ଏକମତ 👍 କର🥰
    🙏🙏ଜୟ ଜଗନ୍ନାଥ 🙏🙏

  • @laxmipriyajena-v1g
    @laxmipriyajena-v1g Год назад +116

    ଡାଙ୍ଗ,ନେଉଳ ଯେତେ ବିଛୁଆତି ହେଲେବି ତାଙ୍କର ମାନବିକତା ଅଛି । ବିପଦ ସମୟରେ ସେ ଦୁଇ ଜଣଙ୍କ ଆଇଡିଆ କାହାକୁ କାହାକୁ ଭଲଲାଗିଲା ଲାଇକ୍ କର ।

  • @Happy_hari_53
    @Happy_hari_53 Год назад +31

    ଜୟ ଜଗନ୍ନାଥ ❤ ସକାଳୁ ସକାଳୁ ଦେଖିକି ବହୁତ ଭଲ ଲାଗିଲା Good morning all friends ଯେଉ ମାନେ comment ପଢୁଚ ❤❤❤❤❤🎉

  • @susilpradhan7531
    @susilpradhan7531 Год назад +189

    ଜୟ ଜଗନ୍ନାଥ ସାଙ୍ଗମାନେ❤ ଏପିସୋଡଟି ବହୁତ ଭଲ ଲାଗିଲା ଯେଉଁ ମାନେ ନଟିଆ ଓ ଗେଣ୍ଡୁକୁ ଭଲ ପାଉଛନ୍ତି👍 କର....।

  • @kumarjayjeet1907
    @kumarjayjeet1907 Год назад +125

    ଡାଙ୍ଗ ଆଉ ନେଉଳ ବହୁତ୍ ଦିନ ପରେ ଭଲ କାମ ଗୋଟେ କରିଲେ 😆😆😆😆

  • @sujitmohanty7715
    @sujitmohanty7715 Год назад +15

    କେଉଁ ମାନେ ଏଇ ଭିଡିଓ କୁ ସହ ହୃଦୟ ର ସହ ଭଲ ପାଆନ୍ତି ❤️❤️❤️

  • @jagacreation8490
    @jagacreation8490 Год назад +19

    ଏହି episode ଟି ବହୁତ ଭଲ ହୋଇଛି 👍❤️❤️❤️

  • @Freefiremax2.0-m6l
    @Freefiremax2.0-m6l Год назад +15

    ଏହି episode ଟା ବହୁତ ଦୁଃଖ ଦାୟକ ଏବଂ Heart touching story , ଏମିିତି ବୋରୱେଲ ପାଇଁ ବହୁତ ପଶୁ ପକ୍ଷୀ ଏବଂ ମଣିଷ ମାନଙ୍କର ଜୀବନ ଚାଲି ଯାଉଛି , ଯେତିକି ବୋରୱେଲ କର୍ମ ଚାରି ଅଛନ୍ତି ସମସ୍ତ ଙ୍କୁ ଏତିକି ଅନୁରୋଧ କି ବୋରୱେଲ ଖଳି ସାରି ଗାତ ଉପରେ ଯେ କୋଣସି ଜିନିଷ ଦେଲେ କୋଣସି ପଶୁ ପକ୍ଷୀ ଏବଂ ମଣିଷ କେହି ବି ବୋରୱେଲ ଗାତ ରେ ପଡ଼ିବେ ନାହିଁ, ଜୟ ଜଗନ୍ନାଥ ❤Good morning

    • @Deepadeepadeepa12
      @Deepadeepadeepa12 Год назад +3

      Apana thik kahichhanti

    • @Freefiremax2.0-m6l
      @Freefiremax2.0-m6l Год назад +2

      @@Deepadeepadeepa12 ଭାଇ ଏଇଟା Real story, ଗଲା ବର୍ଷ ରାହୁଲ ନାମ ରେ ଗୋଟେ ପିଲା ବୋରୱେଲ୍ ରେ ପୋଡ଼ିଯାଇଥିଲା , ସବୁ ମିଡ଼ିଆ ରେ ଚର୍ଚ୍ଚା ଚାଲି ଥିଲା, ଜୟ ଜଗନ୍ନାଥ 🙏❤️

    • @sabitagontha4249
      @sabitagontha4249 Год назад +1

      Thik kahichhanti sir.

    • @sabitagontha4249
      @sabitagontha4249 28 дней назад

      Exactly sir.

    • @sabitagontha4249
      @sabitagontha4249 28 дней назад +1

      Exactly sir.

  • @harissamal2630
    @harissamal2630 Год назад +53

    ଆଜି ଆଖିରୁ ଲୁହ ଝରି ପଡ଼ିଲା 😢😢
    I love 💕 natia ❤

  • @kendujharatok
    @kendujharatok Год назад +129

    ନଟିଆ କମେଡି ର ଆଜି ପର୍ଯ୍ୟନ୍ତ ସବୁଠୁ ଭଲ ପାଟ ❤

  • @bipinintertenment462
    @bipinintertenment462 Год назад +11

    ନଟିଆ କମେଡି ତୁମ ଟିମ୍ କୁ ମୋର ଅନନ୍ତ କୋଟି ପ୍ରଣାମ 🙏 ସମସ୍ତ ହୁଦୟ ବାନ ଲୋକଙ୍କ ଓ ପିଲାଙ୍କ ଆଖିରୁ ଲୁହ ଆସିଗଲା ମହାପ୍ରଭୁଙ୍କ ପାଦତଳେ ମୋର ଏତିକି ପ୍ରାର୍ଥନା ନଟିଆ କମେଡି ଧାରାବାହିକ ସାରା ଭାରତ ବର୍ଷରେ No 1 ହୋଇ ଏମିତି ସଦା ସର୍ବଦା ରହିଥାଉ , ❤

  • @sumeshmaharana7779
    @sumeshmaharana7779 Год назад +9

    ଉଦ୍ଧାରକାରୀ ଦଳ ମାନଙ୍କୁ ଅଶେଷ ଧନ୍ୟବାଦ,ସେମାନଙ୍କ ଅଦମ୍ୟ ସାହସ ଆଉ ପରିଶ୍ରମ ଯୋଗୁଁ ଅନେକ ଦୁର୍ଘଟଣାରୁ ପିଲାମାନେ ବର୍ତ୍ତୀ ଯାଇଛନ୍ତି।

  • @Abhi-panda
    @Abhi-panda Год назад +32

    ଆଜି ର ବିଷୟ ବହୁତ ହୃଦୟସ୍ପର୍ଶି ଥିଲା।। ଧନ୍ୟବାଦ୍ ଉତ୍କଳଗୌବ ବାବୁ।।

  • @onlineclasses2194
    @onlineclasses2194 Год назад +79

    ଏହି ଗାଁ ର ଲୋକମାନେ ବହୁତ୍ ଭଲ ସମସ୍ତେ ମିଳିମିଶି ରହୁଛନ୍ତି ଭଲ ଲାଗେ ଏହା ଦେଖିବାକୁ 🙏

    • @subhendhusubhendhu5620
      @subhendhusubhendhu5620 Год назад +1

      Very good

    • @onlineclasses2194
      @onlineclasses2194 Год назад +1

      @@subhendhusubhendhu5620 thanks broooooo

    • @OnlyOdiamusic
      @OnlyOdiamusic Год назад +1

      ହେଲେ ଆମ ଗାଁ ରେ କିଏ ହଜିଲେ କେହି ଖୋଜିବେନି ଗାଁ ଲୋକ

    • @karunbag-h6y
      @karunbag-h6y Год назад

      Lllllll

    • @narendrapanda6099
      @narendrapanda6099 Год назад

      ​@@subhendhusubhendhu5620❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @Madhaba_Dora
    @Madhaba_Dora Год назад +34

    I Love ❤ Natia Comedy ❤️ ଜୟ ଜଗନ୍ନାଥ 🙏 !

  • @DandapaniSingh
    @DandapaniSingh Год назад +2

    Gendu and khusi ku thanks ❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉😊😊😊😊😊😊😊😊😊😊😊🎉🎉🎉🎉🎉🎉🎉🎉🎉🎉🎉

    • @Pramila8931
      @Pramila8931 Год назад

      😮😮😅😅😅😂🎉😢😮😅😊😊

  • @Kalakar.Rout.7847
    @Kalakar.Rout.7847 Год назад +2

    Super episode ଯେତେ ଭିଡିଓ ଅଛି ସବୁଠାରୁ ଭଲ ଭିଡିଓ ଏଇଟା

  • @Madhaba_Dora
    @Madhaba_Dora Год назад +25

    Neula & Danga ପ୍ରଥମ ଥର ପାଇଁ ଗୋଟିଏ ଭଲ କାମ ଟେ କରିଛନ୍ତି ! 💙 Utkal Babu 🤘 Natia ra Mada handi Kebe Aasiba ! ? Always Awesome 😀 Natia Comedy ❤️ Jai jagannath 🙏🔱🚩

  • @PSCREATIONPAPUN
    @PSCREATIONPAPUN Год назад +87

    ବାପା ଆଉ ମା କୁ ଭଲ ପାଉଥିଲେ like କର 😍😍🥰🥰 ଜୟ ଜଗନ୍ନାଥ 💙😍🥰

  • @whatdidurthink3780
    @whatdidurthink3780 Год назад +24

    ଭଉଣୀ ର ଡାକ ଶୁଣି ନଟିଆ କେମିତି ଉଠିଲା ସବୁଟୁ ସୁନ୍ଦର ସମ୍ପର୍କ ଭାଇ ଭଉଣୀ ର ❤

  • @saratdora1770
    @saratdora1770 Год назад +3

    ଆଜି ଆଖି ରୁଲୁହଝରିପଡିଲା😭😭😭

  • @manoranjanmahakuda817
    @manoranjanmahakuda817 Год назад +6

    ଦୁଃଖ ତ ଲାଗିଲା ହେଲେ ଖୁସିବି ଲାଗିଲା ଯେ ଅଗ୍ନି ସମ ବିଭାଗ ଆସି ଉଧାର କଲା, ତାହା ପୁଣି ସେହି ସମୟରେ🎉🎉🎉🎉🎉

  • @mrbibek6249
    @mrbibek6249 Год назад +150

    ଜଉ ମାନଙ୍କୁ ନଟିଆ କମେଡି ଦେଖିବା କୁ ଭଲ ଲାଗେ..❤❤ plz like କରନ୍ତୁ 👍👍👍👍

  • @rakeshpradhan4440
    @rakeshpradhan4440 Год назад +19

    ସତରେ ଛାତି ଥରା ଦୃଶ୍ୟ ଦେଖିବାକୁ ବହୁତ୍ ଭୟ ଲାଗିଲା 😮😮

  • @SubhamKumar-wl6sq
    @SubhamKumar-wl6sq Год назад +34

    ସୁଭ ସକାଳ🌄ଆଜିର ଦିନଟି ସମସ୍ତଙ୍କ ପାଇଁ ଖୁସି ର ଦିନ ହେଉ ଜୟ ଜଗନ୍ନାଥ 🙏🙏🙏💗💓💕💞

  • @maheswarmandalofficial5028
    @maheswarmandalofficial5028 Год назад +8

    କିଏ କିଏ ଭାବୁଛ ବାପା ମା ପାଦ ରେ ସ୍ବର୍ଗ ଅଛି ବଲି ?

  • @biswaranjanjena242
    @biswaranjanjena242 Год назад +1

    ଭାଇ ଏଇ ଅଧ୍ୟାୟ ରେ ନଟିଆ ପ୍ରତି ଯୋଉ ବାପା ମା ଆଉ ଗାଁ ଲୋକ ଙ୍କ ଭଲ ପାଇବା ଦେଖିବାକୁ ମିଳିଲା ସତରେ ହୃଦୟ କୁ ଛୁଇଁଲା ଭଳି
    ଆଉ ଗୋଟେ କଥା କି ଏଇ ଅଧ୍ୟାୟ ଆମ ମନକୁ ଶିଖେଇଲା କି ଜୀବନ ରେ ତମେ କେତେ ବଡ ବିପଦ ରେ ଥାଅ ପଛକେ ସେଇ ବିପଦ ରେ ଆଗ ତମ ବାପା ମା
    ଆଉ ଏକ ସାଙ୍ଗ ହି ଆଗରେ ଛିଡା ହୁଅନ୍ତି ଆଉ ସେଇ ମାନଙ୍କ ଆଖିରେ ହି ଲୁହ ଆସିଥିଏ
    କୋଉ ଝିଅ ବିପଦ ରେ ତମର ସାଥ ଦେଇନଥିଏ କି ତମ ପାଖକୁ ଆସିନଥିଏ 🙂.. ଯେ ପରି କି ପୂଜା...
    ବାସ ଏତିକି କହୁଛି ଜୀବନ ଯେ ପଯନ୍ତ ଅଛି ନିଜ ବାପା ମା କୁ ଭଲ ପାଅ 😇☺️ ସେହି ତମର ସବୁ କିଛି..
    ଜୟ ଜଗନ୍ନାଥ 🙏❤️

  • @princesukanta2052
    @princesukanta2052 Год назад +7

    ଶୁଭ ସକାଳ 🌅🌅🌅
    ଜୟ ଜଗନ୍ନାଥ 🙏🏻🙏🏻🙏🏻
    ସକାଳୁ ସକାଳୁ ନଟିଆ ଭିଡ଼ିଓ ଦେଖି ଖୁସି ଲାଗିଲା 😊😊😊

  • @Krishnadasbls180
    @Krishnadasbls180 Год назад +18

    Episode ଦେଖି ବହୁତ ମଜା ଲାଗିଲା 👍

  • @monalisamonalisa5165
    @monalisamonalisa5165 Год назад +15

    ଆମେ ଯେତେ ବି ଭୁଲ କରୁ ନା କାହିଁକି ।😞 ବାପା ମା ଆମ କୁ ସବୁ ବେଳେ ବଡ଼ ବଡ଼ ବିପଦ ସମୟରେ ରକ୍ଷା କରିଥାନ୍ତି ନିଜ ପିଲା ମାନଙ୍କୁ 😊😊😊😊🙏🙏🙏 love you 😘 ମା ବାପା

  • @9xm50
    @9xm50 Год назад +4

    Jay Shree Jagannath Swamy 📿⭕❗⭕🚩🙏
    ❤Lot Of Love From PuriDham 🚩🙏

  • @mrprakash1148
    @mrprakash1148 Год назад +3

    Ye episode bahut bhala heichhi sabu tharu bhala lagila

  • @dusmantbehera144
    @dusmantbehera144 Год назад +150

    କିଏ କିଏ ନଟିଆ ଆଉ ଉତ୍କଳ ବାବୁ ଙ୍କୁ ହୃଦୟ ରୁ ଭଲପାଏ ସେମାନେ ଏ କମେଣ୍ଟ ରେ ଲାଇକ ଦେବ👍👍👍👍👍👍👍👍😊😊😊😊

  • @dilseswadhin9621
    @dilseswadhin9621 Год назад +8

    ହୃଦୟ ଗଜଲ୍ ଗଜଲ୍ ହେଇଗଲା❤ 13:05

  • @MR.RahulShorts_Official
    @MR.RahulShorts_Official Год назад +32

    7 मिलियन की एडवांस में बधाई हो🎉🎉🎉💓

  • @Nabakishorsahoo9
    @Nabakishorsahoo9 Год назад +4

    ସତରେ, ଆଖିରେ ଲୁହ ଆସିଗଲା, ନଟିଆ କାର୍ଟୁନ ଯେଉଁ ମାନେ ଦେଖିବାକୁ ଭଲ ପାଅ କମେଣ୍ଟ ରେ ନିଶ୍ଚୟ କହିବ 😂😂😂👍👍

  • @debasishbehera3132
    @debasishbehera3132 Год назад +1

    Khushi voice ❤ bhai bhauni samparka best

  • @padminibehera8203
    @padminibehera8203 Год назад +9

    Ei episode dekhi sakalu sakalu akhi re luha asigala , Jay Jagannath samastya nku bhala re rakhantu 🙏

  • @pareshkumarbehera1483
    @pareshkumarbehera1483 Год назад +7

    ଜୟ ଶ୍ରୀଜଗନ୍ନାଥ*💐ଶୁଭ ଶନିବାର/This is a v.greatful video(operation Natia)/Thanks to UCW team.

  • @kanhubarada3562
    @kanhubarada3562 Год назад +5

    ଙ୍କଦେଇ ଦେଲୁମ😢😢😢😢 ନଟିଆ ଏ ଏପିସୋଟି ବୋହୋତ୍ ଭଲ ହେଇଛି 👍👍👍

  • @dheerenjena6126
    @dheerenjena6126 Год назад +1

    Kerkera episode
    Love it ❤❤❤

  • @Sudhansu__Jena
    @Sudhansu__Jena Год назад +6

    ନଟିଆ ❤ର ଏହି Episode ❤️ଟି ବହୁତ ସୁନ୍ଦର ହେଇଛି।
    ଦେଖିବାକୁ ଭଲ ଲାଗିଲା
    ନଟିଆ ❤Always Awesome 🥰🥰🥰

  • @hinduodia5440
    @hinduodia5440 Год назад +113

    Natia is not a comedy episode...it's our emostion.. ❤️ love you nattu ❤️

  • @ajunaik8510
    @ajunaik8510 Год назад +19

    ସତ ରେ ଭାଇ ମାନେ ନଟିଆ episode ଟି ଦେଖିଲେ ମନ ଖୁସି ଲାଗି ଥାଏ ❤

    • @ajunaik8510
      @ajunaik8510 Год назад

      ନିଶ୍ଚୟ କରିବି ଭାଇ ❤️❤️❤️

  • @samarndra977
    @samarndra977 Год назад +303

    0%over confidence
    0%Fake
    100%Real
    100%Talented
    You are the natua

    • @MINDVLOGS430
      @MINDVLOGS430 Год назад

      ruclips.net/video/O5YB4C5nmJk/видео.html

    • @MINDVLOGS430
      @MINDVLOGS430 Год назад

      ruclips.net/video/O5YB4C5nmJk/видео.html

    • @EditByKanha
      @EditByKanha Год назад +10

      Mankada basichi dala re to comment mo bala re😂😂

    • @lip457
      @lip457 Год назад +3

      Most

    • @priyankabehera3342
      @priyankabehera3342 Год назад +2

      Not correct

  • @odialifestyleinodisha4649
    @odialifestyleinodisha4649 Год назад +2

    ଏପିସଡ଼ ଟି ବହୁତ ଭଲ ଲାଗିଲା ❤

  • @jitendrakumarnath
    @jitendrakumarnath Год назад

    This the best video of utkal cartoon world and natia series, dekhiki akhiru Luha asigala , au sabutharu bhala lagila khushi ra Katha ,thank you Gaurav sir emiti video pain au ama samastanku entertainment kariba pain ,Thank u utkal cartoon world all member and specially natia smrutiranjan

  • @beherarailway9996
    @beherarailway9996 Год назад +7

    ପୁରା ବୋବାଲ , excellent episode 👍👍👍♥️♥️♥️♥️

  • @sandeeprout8707
    @sandeeprout8707 Год назад +42

    Natia is a hero 👍❤️
    ଜୟ ଜଗନ୍ନାଥ ❤️❤️❤️🙏

  • @sanjurout7049
    @sanjurout7049 Год назад +8

    Natia ra maadahaandi episode ku dekhiba paain mu bahut excited achhi kebe aasiba utkal babu

  • @amarendradalasinghar5951
    @amarendradalasinghar5951 Год назад +6

    Super video ❤❤❤ excellent performance video ❤❤ comidy video 🥰💯🥰🥰🥰🥰

  • @kaliprasadpraharaj4534
    @kaliprasadpraharaj4534 Год назад +1

    Best episode natia sabu episode ra sesa re mada khauthila kintu natia aji mada khaini 😊

  • @MR.RahulShorts_Official
    @MR.RahulShorts_Official Год назад +127

    0% ego
    0% attitude
    100% honest
    100% hardwork
    Love you bhaiya 💓💓

  • @lizaraniroutray8881
    @lizaraniroutray8881 Год назад +12

    ସତରେ ଏ episode ଦେଖିକି ଆଖିରୁ ଲୁହ ଆସିଗଲା🙏🙏

  • @Sudhansu__Jena
    @Sudhansu__Jena Год назад +36

    Really ଉତ୍କଳ ବାବୁ 🥰 It Was A Heart Touching ❤❤😢😢 Episode ❤️
    We Are Proud For You❤❤...
    You Are Great Sir ❤🥰❤️...

    • @nilamanidash8669
      @nilamanidash8669 Год назад

      Î9
      L

    • @saratamahalik130
      @saratamahalik130 Год назад +1

      Pari❤❤❤❤❤❤🎉🎉🎉🎉🎉😅😅😅😊😊😊😊😅😅😊😊❤

    • @saratamahalik130
      @saratamahalik130 Год назад

      Sneha❤❤❤❤❤🎉🎉🎉🎉😅😅😅😅😅😅😅😊😊😊😊😊😊❤

    • @saratamahalik130
      @saratamahalik130 Год назад

      Rohan❤❤❤😊😊😊😅😅🎉🎉🎉🎉🎉❤❤❤❤😅😅😅😅😊😊

  • @mamuni3915
    @mamuni3915 Год назад +1

    Heart touching episode ❤️🥺

  • @hemantasamal9987
    @hemantasamal9987 Год назад +24

    Wow mind blowing episode❤❤

  • @Madhaba_Dora
    @Madhaba_Dora Год назад +40

    Mind Blowing Comedy 😂 Super Screenplay 🥰!,

    • @MINDVLOGS430
      @MINDVLOGS430 Год назад

      ruclips.net/video/O5YB4C5nmJk/видео.html

    • @kunasahoo2618
      @kunasahoo2618 Год назад +2

      Hello. Madhaba dora

    • @vicky...07111
      @vicky...07111 Год назад +6

      It's not a comedy it's a social message

    • @kumarjbehera
      @kumarjbehera Год назад

      ruclips.net/user/shortsr-fgBabHIiU?feature=share

    • @sorajmallik6845
      @sorajmallik6845 Год назад

      Magia tate comedy bholi laguchi😠

  • @sagardehury4036
    @sagardehury4036 Год назад +28

    ନଟିଆ କୁ Kao ମାନେ ପସନ୍ଦ karuchhu ଗୋଟେ like hao

  • @ayusmitadash5756
    @ayusmitadash5756 Год назад +3

    So imotional video ❤

  • @rakeshdas1224
    @rakeshdas1224 Год назад +1

    So Life is precious 💞💞Does not come again.. every moment enjoy your family & friend,, it is great message for all🙏👍👍

  • @sushilsanghamitra3858
    @sushilsanghamitra3858 Год назад +5

    Natia comedy dekhibaku wait karithilu 👍

  • @smtoonturkce
    @smtoonturkce Год назад +19

    *I love natia comedy ❤*

  • @mamamalik9584
    @mamamalik9584 Год назад +4

    Bapa ..maanka......good... wishes. . ....thile ...amo re kichhi bi hueni........ mind blowing episode.... .......🙁☹️☹️🙁thanks natia all Tim ku.........👍😢😊☺️

  • @kanha123
    @kanha123 Год назад +2

    Nice story

  • @meghnasekhina1438
    @meghnasekhina1438 Год назад +1

    Thank you uttkal cartoon channel for this lovely and beautiful video........🙏🏻

  • @Madhaba_Dora
    @Madhaba_Dora Год назад +14

    ଯେଉଁମାନେ Natia ❤️ Comedy ଦେଖିବାକୁ ଭଲ ପାଅ ?! 😂

  • @Hindistorytv66
    @Hindistorytv66 Год назад +8

    କିଏ କିଏ ନଟିଆ ର ଏକୋଇଶିଆ ଦେଖିବାକୁ ଚାହୁଁଛ Like କର

    • @rockin-rk
      @rockin-rk Год назад

      ତୁ ଯା ମ ବାଳ . . . .

  • @soumayaranjanbarik9446
    @soumayaranjanbarik9446 Год назад +37

    It is the true love of brother and sister ❤️😍 i. e Khushi and natia

  • @omprakashsatapathy7398
    @omprakashsatapathy7398 Год назад +6

    ଏହା ଏକ ସତ ଘଟଣା 😢
    କିଛି ଦିନ ତଳର ଛତିଶଗଡ଼ ରାଜ୍ୟର ହେଇଥିଲା 😢😢

  • @Kumar_Rakesh_3587
    @Kumar_Rakesh_3587 Год назад +5

    Really heart touching video😢 ଆଖି ରୁ ଲୁହ ଆସିଗଲା 😥ଭିଡିଓ ବହୁତ ଭଲ ହୋଇଛି ❤ salute of odraf and ndrf & police team 🙏🏻

  • @cmaxstatusyt9999
    @cmaxstatusyt9999 Год назад +50

    Good morning everyone

  • @sushanthpanigrahi8687
    @sushanthpanigrahi8687 Год назад +31

    So sad 😭episode 😭😭😭 gendu acting is so beautiful 👌& natia acting So emotional😢 and sad & beautiful👌.

  • @sritamswain2802
    @sritamswain2802 Год назад +6

    Sakalu sakalu ... Natia ku ki a dekhi baku bhala paa like kara ... Sabe 😊

  • @tariniprasad1289
    @tariniprasad1289 Год назад

    ଏହି ବୋରୱେଲ ଭିତରକୁ ଛୁଆ ଗଳି ପଡ଼ିବା ଦୁର୍ଘଟଣା ଘଟୁଛି ଅନେକ ସମୟରେ.. ଏହି ବିଷୟ ଉପରେ ଭିଡ଼ିଓ କରି ଥିବାରୁ ଧନ୍ୟବାଦ୍

  • @SoumyashreeBehera-w7j
    @SoumyashreeBehera-w7j Месяц назад +2

    ଆଖିରୁ ଲୁହ ପଲି ଆସିଲା😢 ସମାଜ ପାଇଁ ଭଲ ମେସେଜ❤

  • @MR.RahulShorts_Official
    @MR.RahulShorts_Official Год назад +24

    kon kon मानता है कि मां संसार की सबसे बड़ी योद्धा है💓🙏.!!!

  • @ajayacteative
    @ajayacteative Год назад +7

    କାହା କାହା ଆଖି ରୁ ଲୁହ ଝରି ପଡ଼ିଲା ଏଇ ଏପିଶୋଡ ଟି କୁ ଦେଖି କି 😢 ଗୋଟେ ଲାଇକି ହେଇ ଯାଉ ?

  • @sonalisahoo8676
    @sonalisahoo8676 Год назад +38

    This episode is very pain full and heart touching❤

  • @salimaojha
    @salimaojha Год назад +15

    Bahut emotional video

    • @TikaswarMajhi
      @TikaswarMajhi 3 месяца назад

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😢😅😅😮🎉😮😢😢😅😅😢😢😅😅😢😅😢😅😢😅😢😅😅😢😅😮😢❤❤😮😮😂😂😮😮🎉😮🎉😮🎉😮🎉😮😂😂😮😅😂😮🎉😮🎉😮😂😮😂😮😂😅😅🎉🎉🎉😮🎉😮🎉😮🎉😮🎉😮🎉😮😮😅🎉😮🎉😮😂😮🎉😮🎉😮🎉😮🎉😅😂🎉😮😂😮😮😂😮🎉😮🎉😮🎉😮🎉😮🎉😮🎉😮🎉😮🎉🎉😮😮🎉😮🎉😮🎉😮🎉😢😢🎉😢😢😂😢😂😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😢🎉😮😮😮😮😮🎉😢🎉🎉😢🎉😮😢🎉😢🎉😢😢🎉😢🎉😢🎉😢😢🎉😢🎉😢😢🎉😢🎉😢🎉😢🎉😢🎉😢🎉😮🎉😢🎉😢🎉😢😢😂😮😮😮😂😮😂😮🎉😢😢😂😮🎉😮🎉😮🎉😮🎉😮😢🎉😮🎉❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂❤❤❤❤❤❤❤❤❤❤❤❤❤

  • @kanhayt2995
    @kanhayt2995 Год назад +3

    So beautiful ❤❤❤

  • @mssportsofficial07
    @mssportsofficial07 Год назад +10

    ନଟିଆ କୁ କେଉଁ ମାନେ ହୃଦୟ ରୁ ଭଲ ପାଅ ଗୋଟିଏ ଛୋଟିଆ 👍 କର... ❤️

  • @Jr.murmuvlogs123
    @Jr.murmuvlogs123 Год назад +10

    Are khusi I can't stop my crying
    😢😢😢love from MAYURBHANJ, BISOI

  • @alivaaratibehera1770
    @alivaaratibehera1770 Год назад +16

    Ajira episode bahut bhala heichi 👌👌 au Natia ra situation dekhi bahut sad laguchi 😞😞

  • @santanukumarsahoo2779
    @santanukumarsahoo2779 Год назад +1

    ଏମିତି କିଛି ଅସୁବିଧା ମୋ ସହିତ ମଧ୍ୟ୍ୟ ହୋଇଥିଲା ଆମ ଘର ଲୋକ ଏମିତି କାନ୍ଧୁ ଥିଲେ

  • @RabinaKumbhar-hu2en
    @RabinaKumbhar-hu2en 8 месяцев назад +3

    I like it natia comedy

  • @Zxzx.maanu1234
    @Zxzx.maanu1234 Год назад +12

    Good morning everyone ☀️
    Bahut emotional episode 😢

  • @AkashMalik-gg2pq
    @AkashMalik-gg2pq Год назад +12

    Natia comedy is the best comedy channel in RUclips ❤❤❤❤

  • @jiturana5372
    @jiturana5372 Год назад +5

    ବହୁତ ଦୁଖିତ ଲାଗିଲା😢😢😢

  • @Jitu94...
    @Jitu94... Год назад

    ଏହି story ହେଉଛି ଛତିଶଗଡ ର ରେଲ ଷ୍ଟୋରୀ ❣️❣️❣️❣️🥰🥰🥰🥰save life ❣️❣️

  • @itsurbriten8994
    @itsurbriten8994 Год назад +9

    Notia comedy show is love ❤😅🌻
    This episode is 😭😭

  • @akashku10
    @akashku10 Год назад +6

    Suva sakala natia and utkal carton all members jay Jagannath

  • @lalitaswain-fb3vd
    @lalitaswain-fb3vd Год назад +26

    My all time favorite natia comedy ❤❤super good morning 🙏 🌄 Jay jaganatha 🙏

  • @sumanpatra6150
    @sumanpatra6150 Год назад +24

    Jie mo comment padhuchi Tara aji dina ti mangala heu❤❤❤ natia comedy pai gote like te heu

  • @thisistapas
    @thisistapas Год назад +3

    ସତରେ ଲୁହ ଆସିଗଲା 😢❤❤❤

  • @gopalhantalgopal1963
    @gopalhantalgopal1963 Год назад +1

    Natia comedy always best 💜

  • @sonalibehera1146
    @sonalibehera1146 Год назад +7

    Good morning all of you
    Very nice episode❤❤
    🙏Jay Jagannath 🙏