| ଶ୍ରେଷ୍ଠ ପୁରୁଷଙ୍କ ଆଚରଣ କିପରି ହେବା ଉଚିତ | ଆଚରଣର ପ୍ରଭାବ |
HTML-код
- Опубликовано: 19 дек 2024
- | ଶ୍ରେଷ୍ଠ ପୁରୁଷଙ୍କ ଆଚରଣ କିପରି ହେବା ଉଚିତ | ଆଚରଣର ପ୍ରଭାବ |
ଏହି ଭିଡ଼ିଓରେ, ଶ୍ରେଷ୍ଠ ପୁରୁଷଙ୍କ ଆଚରଣ କିପରି ହେବା ଉଚିତ ଓ ତାଙ୍କ ଆଚରଣର ପ୍ରଭାବ ସମାଜରେ କି ପରିବର୍ତ୍ତନ ଆଣିପାରେ ତାହା ବିଷୟରେ ଆଲୋଚନା କରାଯାଇଛି | ଶ୍ରୀଭଗବାନ ଏହା ବିଷୟରେ ଭାଗବତ ଗୀତାର ତୃତୀୟ ଅଧ୍ୟାୟର 21 ନମ୍ବର ଶ୍ଲୋକରେ ଆଲୋଚନା କରିଛନ୍ତି |
#bhagwatgeeta
#bhagwatkatha
#bhagavadgita
#bhagwantmann
#bhagwat
#geetasaar
#geetagyan
#geeta
#srikrishna
#mahabharat