Sukanya ତମେ ଧନ୍ୟା - Soulful singing on Studio Round - Mun Bi Namita Agrawal Hebi- Sidharth Tv
HTML-код
- Опубликовано: 9 дек 2024
- Click the link below to watch the original song of Namita Agrawal
• HE BANSHIDHARA ହେ ବଂଶୀ...
Song: He Banshidhara - Album: Tilaka Chandana - Music Label: Sidharth Music - Lyrics: Arun Mantri - Music Director: Prem Anand
Producer: Sitaram Agrawal
Singer: Namita Agrawal
---------------------------------------------------------------------------------------------------------------------
Sidharth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
SIDHARTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, SITI- 18001234001, NXT Digital- 18602120400, Ortel - 9776091111
Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on RUclips to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #MunBiNamitaAgrawalHebi #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal
ତୁମେ ଆମ ତାଳଚେର ମାଟି ପାଇଁ ଗର୍ବ ଏବଂ ଗୌରବ..ବହୁତ ଆଗକୁ ଯାଅ
🙏ଜୟ ଜଗନ୍ନାଥ🙏ଜୟ ମା ହିଙ୍ଗୁଳା🙏
ଭଗବାନଙ୍କ ଆର୍ଶୀବାଦ ଅଛି 🙏
Bahut sundar voice.mu sabu episode khoji khoji dekhuchhi Sukanya ra .
Mu bi
ବହୁତ ଭଲ ଗାଉ ଛ ନ୍ତୀ ଜଗନ୍ନାଥ ଭରସା
ଭଲ ଗାଉଛ ମା ଜଗନ୍ନାଥ ଆଶୀର୍ବାଦ ଦିଅନ୍ତୁ
ଏକ ନିଆରା କଣ୍ଠ ,ବହୁତ ବଢିଆ ଗାଇଛନ୍ତି ।
ruclips.net/user/shortsC2F07EhMtp8?feature=share
ଦ୍ବିତୀୟ ନମୀତା ଅଗ୍ରୱାଲ,,, ଖୁବ୍ ସୁନ୍ଦର ଭଜନ ପରିବେଷଣ କଲେ ସ୍ତିତି
Clean...voice... Beautiful singing...
Ama Talcher koila khani ra HEERA .. bhauni sukanya...
ସୁକନ୍ୟା ଗୀତ selection କରିବା ଆଉ slow pitch ଗାଇବା ରେ ପୁରା Master, ଗତ Round ରେ ଗାଇଥିବା '''ଶୁଣୁମିତ ବ୍ରହ୍ମମୟପରା ଏଇଜଗତ'''
ଗୀତ ଏ Round ର ଏହି ଗୀତ ପୁରା ମନକିଣିନେଲା, ଭଗବାନ ତାକୁ ବହୁତ ଆଗକୁ ନିଅନ୍ତୁ 👌👌👌👌
Sweet Dreamsn
Gyggycin thing e lku
Cry j
Iiiiiiiiiiiiiiiiiìiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiiizi
Bhai Sukanya song kahiki asunI,kuha bhai
ଅତି ସୁନ୍ଦର ❤
Next Level Performance ❤️❤️😘
She is our Next
Namita Agrawal 🥰🤭☺️☺️
Wow ama talcher jhia bohut bhala gita gaile .....🥰👌👌mast Didi
A unique voice👌
First studio round ର 22 ଜଣଙ୍କର ଦେଲ ଆଉ ଦୁଇ ଜଣଙ୍କ ର ବାକି ରଖି ସାରିଦେଲ, ପୁଣି studio round part 2 ଛାଡିଲ,ଆରେ ପୁରା episodes ଛାଡୁନ
❤️❤️❤️so sweet yarrr ❤️ etesundara 🥰🥰Geeta gaucha 🥰🥰🥰🥰god bless you 🙏🙏
I miss you Sukanya Didi 😭😭😭
I just wathed this programme for one and Sukanya...Great going Sukanya. All the Best.
ବହୁତ ସୁନ୍ଦର ବୋଲୁଛ ଭଉଣୀ ।
ସିଦ୍ଧାର୍ଥ ଟିଭି ଦିଷ୍ଟ୍ ଟିଭି Airtel re ଛାଡ଼ନ୍ତୁ please
Very Very nice singer sukanya didi
ବହୁତ ସୁନ୍ଦର
Bahut bhala gaucha Jay jaganatha
Heart touching song 💜💜💜
Bahut badhiya singing kalo.... God bless you 🙏🙏🙏😍😍😍 tumo Geeta apekhyare mu sabubele ruhe ....
Satisfactory performance by Sukanya. Keep it up.
So sweet singar mama 🥰🥰🥰tuma sundara voice suni 🥰🥰🥰 bohut bohut bhala lagila 🥰🥰🥰🥰🥰🥰🥰❤️❤️😘😘😘god bless you 💐💐🎂🥳
Ati Sundar Bhakti Song 📀🎶🙏
Jay Shree Krishna Prabhu 📿🙏
Failure is pillar of success keep singing shows ur talents, God bless u..
Thank you so much Manmath Sir....This type of judgement is rare....🙏🙏🙏
Bahut sundar song
bahut sundar singing
Bahut sunder
Sweet voice ❣️God bless you sister
There is no world without music....
Bahut sundar g
अति शूद्रर ❤️
Outstanding singing. Amazing future is waiting for you maa. Stay blessed 👍
God bless u ❤️
3rd viewer
Jay shree radhe Krishna 🙏🙏🙏
Proud of uh didi😍🤗 your will power towards the song have brought you this far....Go ahead
I got the vibe of Tapu Mishra....🥰🥰🥰🥰🥰 people who agrees.....tap the like button👍👍👍....🥰🥰🥰🥰🥰🥰
ସୁକନ୍ୟା ହବ ଏକ ନ୦ହବ👍👍👍
Very good marks obtained by Sukanya
Beautiful song
Bahut badhia bhajan 🙏🙏
ଭଉଣୀ ଙ୍କର ଟିକିଏ ଜିଭ ଲାଗୁଛି, କିନ୍ତୁ ଆଶା ଟପ୍ 5 ଭିତରେ ଆଶିବାର ବହୁତ ସମ୍ଭାବନା ଲାଗୁଛି, ବହୁତ ଭଲ ଗାଉଛ ପ୍ରାଟିକ୍ସ ଜାରି ରଖ, ସାର୍ ମାନଙ୍କ ଟିପ୍ସ କୁ ଧ୍ୟାନ ଦିଅ
Vare nice Jay Srikrisna🙏🙏🙏🙏🙏👍🙏👍🙏
Nice keep it up and running😍😍🥳🥳🥰
Ba ba ki lekha / bahuta badhia gaila
So sweet voice ❤️❤️❤️ sukanya didi
ବହୁତ ଭଲ ତମର ପାଟି ଲାଗୁଚି କିନ୍ତୁ ତମେ ଧନ୍ୟ
ସିକୁନି ଙ୍କ କଥା ରେ ତାକୁ ପାଟି ଲାଗୁଚି ବୋଲି କହୁଚ, ଆରେ ଗୀତ ରୁ ଜାଣୁନ, ଭଲ ଜାଗା ରେ ଭାଲିଆ ?, ଏ ସିକୁନି ତା ପାଇଁ ତା ପାଇଁ ଅଭିଶାପ ହେଇଗଲେ, ଜଗନ୍ନାଥ ତୁମେ ବୁଝିବ, ଜୟ ଜଗନ୍ନାଥ 🙏
Excellent judgement of manmatha sir....👌👌👌👌👌
ଭଲ ଗାଇଛ ଭଉଣୀ God bless u
ruclips.net/user/shortsC2F07EhMtp8?feature=share
Beautiful singing
Beautiful Singing
Beautiful Singing Beautiful Singing
No 1st view
3rd view
Superb 👍❤️👍
Mu bahhuta khusi aama jilara jhia
ପ୍ରଣାମ ଆଜ୍ଞା, ଜୟ ଜଗନ୍ନାଥ 🙏
ସୁନ୍ଦର voice ❤️
Hii
Supar bhajan
Suit voice sukanya good bles you
Best Best
Mu wait kari thili dekhiba ku
Fabulous 😊😊😊😊
Owoo nice singing🎤
Bahut sundar voice..👌👌👌👌👌
Beautiful singer
God bless u
Excellent sir
Sukanya Odisara kanya prabhu Jagannath nk saha Odishabasin kar asirbad ta upare rahila.
କୋଟି ପ୍ରଣାମ ଆପଣ ଙ୍କୁ, ଆପଣ ଙ୍କ ଆଶୀର୍ବାଦ ପାଇଁ 🙏
Jay Jagannath 🙏🙏🙏
2nd view
1st viwee
Playback singer bhali gauchanti 🔥🔥🔥🔥👌👌👌
Very nice vaic 👍❤️❤️
Nice
Tumo gito sunile sotore lomo tankuri uthuchhi but kemiti kotigolo a show ru aaji parjyanto jani parilini ...!
'ସ' ଅକ୍ଷରର ସଠିକ ଯତ୍ନ ନିଅ । ଭଲ କଣ୍ଠ ଟିଏ ଭଗବାନ ଦେଇଛନ୍ତି । ଶୁଭକାମନା ।
So sweet voice...👍
💖😀😙💫
0qm
Nice 👍👍👍👍
🙏🙏🙏🙏🙏 hari bol
So beautiful song very nice voice Jay Shree Radhe Krishna
Good singing
Sukanyatumaku. Krushnabhagaban. Mangalakarantu
Good
Ooo Jay shree krishna 🙏🙏🙏🙏🙏🙏🙏
Woooow👍👍👍👍
Nice touch
Super super
Good singer good voice
Nice voice
Mind blowing
Very nice
Atti chamtkar singing
My favourite
AMAZING👍.
Jay shree krishna 🙏🙏🙏 nice voice
Best singar
Nice voice🥰🥰🥰🥰🥰
Super ❤️