ASO ଚାକିରୀ କରେଇଦେବା ଲୋଭ ଦେଖାଇ ଲୁଟିନେଲେ 15 ଲକ୍ଷ ଟଙ୍କା,ଠକେଇ ପରେ ଧରାଛୁଆଁ ଦେଲେନି

Поделиться
HTML-код
  • Опубликовано: 2 дек 2024

Комментарии • 973

  • @MaheshBabu-js6lr
    @MaheshBabu-js6lr 2 года назад +140

    ଭାଇ ତମ ମୁହଁକୁ ଲଜ୍ୟା ନାହିଁ media ସାମ୍ନାରେ ଯେମିତି କହୁଛ ଲାଗୁଛି ତମେ olympic ମେଡାଲ ଜିତିକି ଆସିଛ.. ତମକୁ ଆଗେ jail ହବା କଥା... ତମ ଭଳିଆ କେତେଟା ଚୁତିଆ ଲୋକଙ୍କ ପାଇଁ ଆମ ଭବିଷ୍ୟତ ନଷ୍ଟ ହଉଛି... ଆମେ ଏଠି ଦିନରାତି ଏକ କରି ଖାଇବା ଶୋଇବା ଭୁଲି ପଢ଼ୁଛୁ କେତେ କଷ୍ଟ କରୁଛୁ, ଭୁବନେଶ୍ୱର ରେ ଘରଭଡା ଦେଇକି ରହୁଚୁ ଘରୁ ପଇସା ଆଣିକି ଆଉ library ପଇସା ଦେଇକି ଯାଇପାରିବୁନି ବୋଲି କୋଉ ପାର୍କରେ ବସି ପଢ଼ୁଛୁ ଖରାବର୍ଷାରେ ଆଉ ତମ ଭଳିଆ କେତେଟା ଦେଶଦ୍ରୋହୀ ଆମ ସ୍ବପ୍ନକୁ ଚୁରମାର କରିଦଉଚ...ଆମ ବାପା ମା ଙ୍କର ଆଶା ବି ହରାଉଛୁ ତମ ଭଳିଆ କେତେଟା ଲୋକଙ୍କ ପାଇଁ... ଏବେ ଯଦି ହେଇ ଯାଇଥାନ୍ତା କଣ media ଆଗରେ କହିଥାନ୍ତ କି ମୋର ହେଇ ଗଲା ASO ପଇସା ଦେଇଥିଲି!! ତମେ ଶଳା ଆମ ଦେଶର କଳଙ୍କ...ତମ ଭଳିଆ ଲୋକର ମୁହଁରେ କଳା ବୋଳିକି ରୋଡ ଉପରେ ଗଧ ଉପରେ ବସେଇକି ବୁଲେଇବା କଥା.....
    (ମୋର ଭାସ୍କର news କୁ ଅନୁରୋଧ ଏମିତି ଚୁତିଆ ଲୋକଙ୍କୁ ଖୋଜିକି ବାହାର କରୁ... ନହଲେ ଆମେ ସେମିତି ପଢୁଥିବୁ ଆଉ ଯିଏ ଚାକିରି ପାଇବା କଥା ଏମିତି ପଇସା ଦେଇକି ପାଉଥିବେ🙏)

    • @thegyanifamily.
      @thegyanifamily. 2 года назад +2

      Same concept bro

    • @studystation9851
      @studystation9851 2 года назад +2

      Bhai perfect..ha ha ha

    • @bibhutinandi7556
      @bibhutinandi7556 2 года назад +1

      Right

    • @Bkp888
      @Bkp888 2 года назад +1

      Bhai thik katha

    • @prakashkumar1695
      @prakashkumar1695 2 года назад +2

      Right katha kahila bhai garib pila mane kete kast karik rati dina ek karik parisram Hard work karuchanti gote job paibapae aau emane sala bhabuchhanti bina parisram re Raja habapae...
      Sala nku khali current suck daba darkar desa re ei manak vali kete vala pilanka jiban barbaad hauch

  • @drasimanupamswain1451
    @drasimanupamswain1451 2 года назад +186

    ଲାଞ୍ଚ ଦେଉଥିବା ଆଉ ନେଉଥିବା ଲୋକ ଦୁଇ ଜଣ ଦୋଷୀ
    ତେଣୁ ଏ ଭଦ୍ର ଲୋକଙ୍କୁ ବି ଗିରଫ କରାଯାଉ

    • @pkcreation145
      @pkcreation145 2 года назад +7

      ଠିକ୍ କହୁଛ ଭାଇ👌👌👌🙏🙏🙏🙏🙏🙏

    • @sanjitbag1061
      @sanjitbag1061 2 года назад +5

      Ek dum wright yaku bi giraf kara🤣🤭

    • @kishanmeher8834
      @kishanmeher8834 2 года назад +1

      Absolutely right

    • @chinmay6518
      @chinmay6518 2 года назад +7

      E toka ku au ta maipa ku aga punishment dia jau,future re kichi job pain apply na karariparantu

    • @NarendraYadav-be7tr
      @NarendraYadav-be7tr 2 года назад +1

      Immediately arrest kara jau.

  • @kishordharua
    @kishordharua 2 года назад +157

    ପ୍ରଥମେ ୟାକୁ arrest kara ପଇସା ଦେଇ ଚାକିରୀ କରିବ

  • @sarfaroshkitamanna8388
    @sarfaroshkitamanna8388 2 года назад +111

    ଏମିତି ଲୋକ ଦୁର୍ନୀତି କୁ ପ୍ରଶୟ ଦେଉଛନ୍ତି ।। ଭଲ ଏଇଛି ମୋ ମତରେ।

  • @diptimayeesahoo6249
    @diptimayeesahoo6249 2 года назад +387

    😂😂😂ଯେତେବେଳେ ତାଙ୍କୁ 15lakhs dela,ସେତେବେଳେ ସୋସିଆଲ ମିଡିଆ ରେ janeilani ,ଆଉ ଏବେ କାଇଁ କହୁଛ।😁😁ଆମେ ପାଠ ପଢ଼ୁଛୁ କଷ୍ଟ କରୁଚୁ ,ଆଉ ତମେ ଟଙ୍କା ଦେଇ ଚାକିରି ପାଇବ।😁

  • @arabindam
    @arabindam 2 года назад +88

    ଟଙ୍କା ଦେଲା ବେଳେ, ମିଡିଆ ରେ ଜଣେଇଲ ନାହିଁ ?? ଏବେ ପଇସା ବୁଡିଲା ଆଉ ଚାକିରୀ ହେଲାନି ବୋଲି ଆଜି ମିଡିଆ ରେ ଜଣାଉଛ। ବହୁତ୍ ବଢିଆ ଲାଗିଲା ତୁମ ୟେ ଅବସ୍ଥା କୁ ଦେଖି। ତୁମ ଠୁ ଆଉ କିଛି ଦଲାଲ୍ ଆଉ ପିଲା ବି କିଛି ଶିଖିବେ

    • @prakashkumar1695
      @prakashkumar1695 2 года назад +4

      Garib pila mane dina rati Hard work karuchanti gote job pae aau ye bhai aamar bina parisram re Raja habapae swopna dekhuchhanti... ekdum badhiya heich bhagwan uchit sikhya sikheichhanti....

    • @arabindam
      @arabindam 2 года назад

      @@prakashkumar1695 thik katha bhai

  • @bishnuprasadgomango8054
    @bishnuprasadgomango8054 2 года назад +40

    ପିଲା ମାନେ ଏତେ ପରିଶ୍ରମ କରୁଛନ୍ତି,ଏମାନେ ଟଙ୍କା ଦେଇ ନେବେ!,,,ଭାଇ ଓ ଭଉଣୀମାନେ ମୋତେ ଖରାପ ଭାବିବନି,,,ଏଭଳି ଲୋକଙ୍କ ପାଈଁ ଗୋଟିଏ word,, ga*di ମରୁ,,😡😡😡 ଆଉ, arrest ହଉ,,,

    • @debashishdash401
      @debashishdash401 2 года назад +1

      Yaku aga jail re purao

    • @sanvi_priya2.0
      @sanvi_priya2.0 2 года назад

      Bhai kete patho padhile paisa nahi tah job nahi...jay jagnnath 🙏

  • @jitraytudu9655
    @jitraytudu9655 2 года назад +137

    ଏଭଳି ଖବର ପାଇ ମୁଁ ବହୁତ ଖୁସି

    • @RM_Mahesh07
      @RM_Mahesh07 2 года назад

      Hahahahah 🤣🤣🤣

    • @suvendupadhy
      @suvendupadhy 2 года назад +1

      ଭଲ ହେଇଛି..

    • @kishanmeher8834
      @kishanmeher8834 2 года назад +1

      Mu bi bahut khusi... Jie paisa dauchi amiti hi hau

    • @somiyahansdah9613
      @somiyahansdah9613 2 года назад

      Me to

    • @abhisekpanda1364
      @abhisekpanda1364 2 года назад

      Jahara paisa deiki hauchi sala tanku police kebe dhariba.
      .
      Bjd wala chora ....yanka thu paisa neiki election re kharcha karuchanti

  • @sbehuria
    @sbehuria 2 года назад +28

    ସେ ବିଧାନ ଙ୍କୁ ଧନ୍ୟବାଦ. ୟେ ଶଳା ଆଉ ସାହସ କରିବନି ଟଙ୍କା ଦେଇ ଚାକିରୀ କରିବ ବୋଲି. ଏମିତି ବିଧାନ ଆହୁରି ଆସନ୍ତୁ.

  • @malayaranjanpati94
    @malayaranjanpati94 2 года назад

    ଧନ୍ୟ ଏ ସଂସ୍ଥା କୁ କେବେ ସୁଧୁରିବେ ...?????ଜୟ ଜଗନ୍ନାଥ

  • @hariharpradhan1177
    @hariharpradhan1177 2 года назад +37

    ତମେ ଟଙ୍କା ଦେଇ ଚାକିରୀ କରିବ,ଆମେ କଣ ନିଆଁ ରେ ମୁତିଛୁ

  • @himansusekhar007
    @himansusekhar007 2 года назад

    ଭଲ ହୋଇଛି

  • @STUDYTABLEMINISCHOOL
    @STUDYTABLEMINISCHOOL 2 года назад +82

    Ye ପିଲାଟା future ରେ କେତେ corrupotion କରିଥାନ୍ତା....🤣🤣

    • @STUDYTABLEMINISCHOOL
      @STUDYTABLEMINISCHOOL 2 года назад +7

      @GUDI &GUDI ASO SALARY 4 LAC /YEAR
      15 LAC ମାନେ 4 ବର୍ଷ FREE ଖଟିବା 🤣
      TA ଠୁ ଭଲ 2 ବର୍ଷ ପରିଶ୍ରମ କରି... ASO JOB TALENT ରେ ପାଅ.. ପଇସା ବଞ୍ଚିଯିବ I
      ମାଡି ଚାଲ..... HOPE ସବୁ ପିଲା ବୁଝିବେ...✌️

    • @kustogamingyt9681
      @kustogamingyt9681 2 года назад +1

      100/100

  • @satyanandasahu4328
    @satyanandasahu4328 2 года назад

    ନେବା ଲୋକ ଠିକ୍ ଲୋକ,,,, ଗୁଡ଼

  • @tarasbabu430
    @tarasbabu430 2 года назад +97

    Ki ବେଲଜ୍ଜl ଲକ ..ତୁମେ.... ପିଲା ପାଠ ପଢୁଛନ୍ତି...ଆଉ ତୋମେ ପଇସା ଦେଇ ଚାକିରି କରିବ...ଭାବୁଛ

  • @prashantakumarbehera6245
    @prashantakumarbehera6245 2 года назад

    ବହୁତ ଖୁସି ଲାଗୁଛି

  • @padhakuhub6654
    @padhakuhub6654 2 года назад +36

    ଏଇ ଭଳିଆ ଲୋକଙ୍କ ପାଇଁ ଆମ ଭଳିଆ preparation କରୁଥିବା ପିଲାମାନେ ଚାକିରୀ ପାଇପାରୁନାହିଁ ଏଇଟା ବହୁତ ବଢିଆ ହେଲା ସଳା 15ଲକ୍ଷ ଯଦି ଦଉଛୁ କାହିଁକି ଚାକିରୀ କରିବୁ ଏରେବାବୁ ଏଇଥିପାଇଁ ଅଫିସର ମାନେ ଲୁଟୁଛନ୍ତି ek number ଠିକ ହୋଇଛି ସରକାର ଭି online exam କରିବା କଥା ସେଥିରେ ଟିକେ କମିଯିବ question viral

    • @prakashkumar1695
      @prakashkumar1695 2 года назад

      Ekdum thik kahile bhai aame ete parisram karuch gote job paibapae aau bhai amar bhabuchhanti bina parisram re Raja gadire basibe...badhiya heich

  • @mydiary1561
    @mydiary1561 2 года назад

    Jie 15 lakh tanka deichi taku aga arrest karajau 🙏🙏🙏 ଯିଏ ୧୫ ଲକ୍ଷ ଟଙ୍କା ଦେଇଛି ତାକୁ ଆଗ arrest କରାଯାଉ।। 🙏🙏🙏।।।

  • @biswajit9265
    @biswajit9265 2 года назад +23

    ଠିକ ହେଇଛି ଆମେ ପଢ଼ିବୁ ବର୍ଷ ସାରା ତମେ ଟଙ୍କା ଦେଇ ଚାକିରୀ ନବ
    ଭାଇ ତୁ ବଂଚିବା ଅପେକ୍ଷା ମରିଯିବା ଭଲ ବେହିଆ ଭଳିଆ ମିଡ଼ିଆ ସାମ୍ନା କୁ ଆସିଛୁ

    • @krushnasethy5014
      @krushnasethy5014 2 года назад

      Tme padhile b paibani ..bahut seat bikri sarithiba

    • @biswajit9265
      @biswajit9265 2 года назад

      @@krushnasethy5014 jete bikuchhanti bikantu top50 bhitare asiba pain chesta kara kemiti napaiba dekhiba, less than 100 hi bikri heijiba adhika nuhe

  • @mukesh_sahu
    @mukesh_sahu 2 года назад +1

    Thik hoo e che...

  • @RameshYadav-nd5te
    @RameshYadav-nd5te 2 года назад +23

    ବେଲଜ୍ୟା ଆସିଛୁ ଆହୁରି case ଦବା ପାଇଁ.....

  • @ajayanath5319
    @ajayanath5319 2 года назад

    ଆଜିକାଲି ସରକାରୀ ଚାକିରୀ କଳିଙ୍ଗ ଷ୍ଟାଡିଅମ ପାସ ଭଳି ହେଇ ଗଲାଣି.

  • @dhirendrakumarbehera8418
    @dhirendrakumarbehera8418 2 года назад +27

    ଓଡ଼ିଶା ରାଜଧାନୀ ଭୁବନେଶ୍ୱର ରେ ବି ଏମିତି ମେଣ୍ଢା ଲୋକ ଅଛନ୍ତି।
    Aso post ପୁଣି apply ନାହିଁ, ବିନା ଦରଖାସ୍ତ ରେ ଚାକିରୀ। ବାଃ ବାଃ ତୁ ତ ଏକା ହିଁ ଚାଲାକ୍। ସେ ଗରୀବ ହେଉ କି ଧନୀ ହେଉ। ଯେଉଁ ମାନେ opsc ରେ qualify କରିବେ ,ସେମାନେ ଓରାଲ exam ଦେବେ, select ହେଲେ join କରିବେ। ଆଉ ତୁ , ପାଠ ଜ୍ଞାନ ନ ଥିଲା ନାହିଁ ସାଠ ଜ୍ଞାନ ବି ନାହିଁ। ଜାଣିଛୁ , ଲାଞ୍ଚ ନେବା ଲୋକ ଯେତିକି ଦୋଷୀ ନୁହେଁ, ଦେବା ଲୋକ୍ ତା ଠାରୁ ୧୦୦% ଦୋଷୀ। ଆରେ ତୋ ଘର କେଉଁଠି କିରେ? ନାମ ନେଲୁଟି। ତାକୁ ଟ୍ରାକିଂ କରି ଧର। ଟଙ୍କା ତ ଦେଇ ପାରିବନି । ତା ଝିଅ ବାହଘର ରେ ସାରି ଦେଇଛି।
    ତୋ ଘରେ ମୂଲିଆ ଲଗାଇ ଅସୁଲ କରି ନେ ରେ ଧୋନ।

  • @rajendramadhi2471
    @rajendramadhi2471 Год назад +1

    ଲାଜ ଲାଗୁନି ଲାଞ୍ଚ ଦେଉଛ ଭଲ ହେଇଛି

  • @prayashjitofficialborntohe7947
    @prayashjitofficialborntohe7947 2 года назад +20

    ଗାଣ୍ଡି ମରଉଥା ଚାକିରୀ କରିବ ପଇସା ଦେଇକି

  • @umarabdullhatripathy8540
    @umarabdullhatripathy8540 2 года назад

    Thik haeche

  • @nirmalendurout4244
    @nirmalendurout4244 2 года назад +58

    The govt. Should arrest you first

  • @rajeshkumarpradhan7820
    @rajeshkumarpradhan7820 2 года назад

    ପ୍ରଥମେ ଏଇ ମାଗିହା କୁ arrest କର

  • @subhasishnayak9221
    @subhasishnayak9221 2 года назад +142

    This type of news is really demoralising for aspirants those who are working hard day and night for a post🤬

  • @MoraMarndi143
    @MoraMarndi143 2 года назад

    Bhai କେବେବି ପଇସା ଦେଇକି କାହାକୁ ବିଶ୍ୱାସ କରନ୍ତୁ ନାହିଁ 🙏🙏🙏🙏 ନିଜେ ପଢିକି ହେବ ଯଦି job ହେବ ନ ହେଲେ କେହି କରିପାରିବେନି 😭😭😭

  • @dancersunandaniku2566
    @dancersunandaniku2566 2 года назад +15

    😂😂😂 ଆରେ ହେ ,ଏ ଲୋକ ଏଡେ ପଇସା ବାଲା ଯେ ପଇସା ଦେଇ job ହାତେଇବା ।ବଢିଆ ହୋଇଛି😂😂😂😂

  • @pksupdates5943
    @pksupdates5943 2 года назад

    ଭାରି ସହଜିୟା ବାଟରେ ଯାଉଥିଲ....☺️

  • @generaliquest4397
    @generaliquest4397 2 года назад +7

    ଭାଇ ମତେ କହିଲନି ମୁଁ ବି ୧୫ଲକ୍ଷ ଦେଇଥାନ୍ତି।😂😂😂l

  • @mr.nobdy0786
    @mr.nobdy0786 2 года назад

    ଠାକୁର ଙ୍କୁ ଡାକୁଚି , ସେ ଲୋକ ତୋର ସବୁ ଟଙ୍କା ଖାଇ ଦଉ

    • @teluguentiammayi3679
      @teluguentiammayi3679 2 года назад +1

      Tu ulha gihapa sabu bele Khali Anya ra manda panche bhagawannn karantu tu bhikari hei jaa kusto rogo re mare aids re mare

  • @priyadarshinisahoo408
    @priyadarshinisahoo408 2 года назад +4

    ଭଲ ହେଇଛି ଠକି ଦେଇଛନ୍ତି। ଏମାନଙ୍କୁ ଏମିତି ଦରକାର। ପିଲା ପରିଶ୍ରମ କରି ପାଉନାହାନ୍ତି ଏମାନେ ପଇସା ଦେଇକି ପାଇଯିବେ।

  • @Jyotiranjan783
    @Jyotiranjan783 2 года назад

    ଭଲ ହେଇଛି ଶଳା କୁ. ଆମେ ଏଠି ପାଠ ପଢି ପଢି ଛିଣ୍ଡି ଗଲାଣି ତମେ ଶଳା କେମିତି ପାଇବ

  • @Bhaktigramofficial
    @Bhaktigramofficial 2 года назад +3

    ଗାଣ୍ଡୀ ରେ ଆଂଗୁଳି ଦେଇକି ବସ 😂

  • @chinmayjena3788
    @chinmayjena3788 2 года назад +2

    ଭାଇରେ ୟେ 4G ଯୁଗ କିନ୍ତୁ ତୁମେ ପରଲେଗୀ ବିସ୍କୁଟ ଯୁଗର ମୂର୍ଖ

  • @deepakkumarmalik5992
    @deepakkumarmalik5992 2 года назад +37

    Whoever wants for government job without study by making frud..they will suffer...It has been written in God's book..

  • @sachitrasahu6133
    @sachitrasahu6133 2 года назад

    thik haichi

  • @sanjibmahala559
    @sanjibmahala559 2 года назад +8

    ଭାଇ କଣ ଲାଇନ୍ ଟେ କହିଲ ଏ ଲୋକ ଠକି ବନି ଠିକ୍ ରେ କାମ କରିବ। ଠକ କାମ କରିବ ପୁଣି thik କାମ ଆଶା କରିବା । ଧନ୍ୟ ତମ ମହିମା 🙏🙏🙏

  • @RRP2090
    @RRP2090 2 года назад

    Tu କିଳା ନେ😀😀😀😀😀
    ଆଉରି ପଇ ସା ଦେ ଶଳା ଚାକିରୀ ପାଇବୁ

  • @ranjan3010
    @ranjan3010 2 года назад +5

    ଭଲ ହେଇଛି , ଏମିତି ଲୋକ କୁ ଏଇଟା ହିଁ ଦରକାର ।ପିଲା ଦିନ ରାତି ପାଠ ପଢ଼ୁଛନ୍ତି ତୁମେ ଟଙ୍କା ଦେଇ ଚାକିରି କରିବା । ତୁମକୁ ଲାଜ ଲାଗୁ ନି । ଏ ଲୋକକୁ ପ୍ରଥମେ ଦଣ୍ଡ ଦେବା କଥା ।

  • @prakashmuduli2581
    @prakashmuduli2581 2 года назад

    ଏଇ ଶଳାକୁ ଆଗୁଆ jail ରେ ପୁରା

  • @bansidharpradhan1385
    @bansidharpradhan1385 2 года назад +5

    ଭଲ ହୋଇଛି 👍👍👍👍👍 ଶିକ୍ଷିତ ହୋଇ କ'ଣ ମୂର୍ଖ ଭଳି କାମ କରୁଛ ନାମ ନେ ରେ ପୁଅ

  • @nickreynold
    @nickreynold 2 года назад

    ସିଧା ବାଟରେ ନଯାଇ ଗଳା ବାଟରେ ଯାଇକି କାମ ହାସଲ ପ୍ରକୃତି ସମାଜରେ ବ୍ୟାପିଗଲାଣି. ଅବଶ୍ୟ ସମାଜ ବି ଏଥିପାଇଁ ଦାୟୀ. କିଏ କଷ୍ଟ କରିକି ୪୦-୫୦ ନମ୍ବର ରଖିଲେ ଲୋକ ହସୁଛନ୍ତି ଆଉ କିଏ କପି ଧରାଧରି କରି ୩୮ କୁ ୮୩ କରିକି ବାହାବା ନେଉଛନ୍ତି. ଲାଞ୍ଚ,ଧରାଧରି ଏସବୁ ଏମିତି ବ୍ୟାପିଲାଣି,ଯେ ସବୁ କାମରେ ପଶିଯାଇଛି. ତେଣୁ ବାରମ୍ବାର ଖବର ବାହାରୁଥିଲେବି ଲୋକ ଚାକିରୀ,ଆଡ଼ମିସନ,ବାହାଘର,ପ୍ରେମ ସବୁଥିରେ ଠକି ଯାଉଛନ୍ତି. ସ୍ୱାର୍ଥ,ଉଚ୍ଚଆଶା ଏବଂ କଳାଟଂକା ଏସବୁକୁ ବଢ଼ାଉଛି. ୧୫ ଲକ୍ଷ ଦେଇକି ୧୫ କୋଟି ଲଂଚରେ କମେଇଥାନ୍ତା,ଦରମା ପଇସାରେ ହାତ ବାଜିନଥାନ୍ତା.ସରକାରୀ ଚାକିରୀ ଦେଖିକି ଝିଅଘର ମହୁମାଛିପରି ଆଗେ ପଛେ ବୁଲି ଥାନ୍ତେ.ମୋଟା ଅଙ୍କର ଯୌତୁକ ତଣ୍ଟିଚିପି ନେଇଥାନ୍ତା.ରାତିକେ ହାତୀ କମେଇବା ଚକ୍କରରେ ସବୁ ଗଲା.କାମନା ହିଁ ଦୁଃଖର କାରଣ.

  • @SkulT-bq3fi
    @SkulT-bq3fi 2 года назад +28

    First arrest this person..they are the real criminal who promote such activity....

  • @malaya4473
    @malaya4473 2 года назад

    ୟାକୁ ଆଗେ ଭଲ ଉତ୍ତମ ମଧ୍ୟମ ଦେଇକି ଭିତରେ ପୁରା

  • @chinmaypattanaikk
    @chinmaypattanaikk 2 года назад +29

    This guy himself is a corrupt as he agreed to enter into the service in this way.

    • @chhatraykisku4149
      @chhatraykisku4149 2 года назад

      He is a corrupted person... Paithile kichi kohinothanta... Sola ame hoiran huonte

  • @prabhu4171
    @prabhu4171 2 года назад

    Thik heichi

  • @mrasutosh5258
    @mrasutosh5258 2 года назад +7

    ତୁ ମୂର୍ଖ ମାନଙ୍କ ଗୁରୁ ରେ ।ପଇସା ଦେଇକି କୋଉଠି ଚାକିରୀ ହେଇଚି ନା ହବ ।ଏବେ କିଳା ନେ

  • @Prior_Motivational
    @Prior_Motivational 2 года назад

    ଲାଜ,ସରମ ଲାଗୁ ନାହିଁ। ପ୍ରଥମେ ତ ତମକୁ ଏରେଷ୍ଟ କରିବା କଥା। ଲାଞ୍ଚ ଦବା ଆଉ ନବା ଅପରାଧ।

  • @niharmohanty7799
    @niharmohanty7799 2 года назад +23

    Arrest first above all so called Victim then mastermind chitter.. Please give set example for next feature job aspirants.
    Because in our law both is criminal
    For bribes( sender , receiver/Give, take)
    So I appeal government & police please give appreciate action in this case & set a example.

  • @alekhabehera5094
    @alekhabehera5094 2 года назад

    ମୁଁହ ରେ ଟିକେ ବି ଲାଜ ନାହିଁ । ଚାକିରି ମିଲିଯାଇଥେଲେ ଏସବୁ କହନ୍ତା ନାହିଁ

  • @prayashjitofficialborntohe7947
    @prayashjitofficialborntohe7947 2 года назад +3

    ତୁ salati jail ଯିବୁ

  • @AdvocateChamber
    @AdvocateChamber 2 года назад

    ତୁ ତ ନିଜେ fraud କରିବା ପାଇ ଦେଇଥିଲ
    ସେ ତୁମକୋ ଠକି ନେଲା ତାହାଲେ କାହି କାନ୍ଦୁଛ ।।

  • @basantaparhi6055
    @basantaparhi6055 2 года назад +13

    Request police to arrest this person.

  • @Jyotiranjan783
    @Jyotiranjan783 2 года назад

    ତମ ପରିକା ଲୋକ ଙ୍କ ପାଇଁ ଆଜି ଓଡିଶା ପରିସ୍ଥିତି ଏମିତି ଏବେ 15 ଲକ୍ଷ ଦବ ତା ପରେ ଚାକିରୀ କରିକି ଲୋକ ଙ୍କ ପଇସା ମାରିକି 15 ଲକ୍ଷ collection କରିବା. ଏମିତି ଲୋକ ଚାକିରୀ କରିକି ଦୁର୍ନୀତି କରୁଛନ୍ତି ପଇସା, ଚୁଡା, ଚାଉଳ ଦିଆ ଚାକିରୀ

  • @petlover3379
    @petlover3379 2 года назад +6

    ବାଳ ପାଠ ପଢେ।

  • @rameshkumar-ow5rk
    @rameshkumar-ow5rk 2 года назад

    🤩🤩🤩🤩🤩

  • @chinmayakumarbiswal8590
    @chinmayakumarbiswal8590 2 года назад +10

    Paisa neithiba lokaku job paen padhuthiba pilamana nka taraf ru bahut sara thanks , Emiti kete jana kale vala aspirant mananku job miliba. Bhai again thanks a lot.

  • @raja-cs9dp
    @raja-cs9dp 2 года назад

    ମାଘିଆ ଭଲ ହେଇଛି

  • @liliranibehera4277
    @liliranibehera4277 2 года назад +22

    Tk km tanka nele. Au 15 lakh neithile bhala heithanta. Ame patha padhiki ama abasta kharap. Ethi tanka deiki chakiri kariba

  • @gobindachandranayak9576
    @gobindachandranayak9576 2 года назад

    ହେ ଲୋକ ଠାରୁ ଟାଉଟର ବେଶି ତୁମେ ମାନେ ସବୁ

  • @Skstarvlog3735
    @Skstarvlog3735 2 года назад +5

    Tanka deiki paiba .sc st gandimariki paibe .general pila kn vakua

    • @manoranjan4175
      @manoranjan4175 2 года назад +1

      general pila nku kan paisa debaku kia mana karichi ki?

    • @hapankuli
      @hapankuli 2 года назад

      Nija category re competion kariparunu.alaga category ku dosa deuchhu laja lagiba katha

  • @awwtv2408
    @awwtv2408 2 года назад

    ମାଘୀୟା ଗାଣ୍ଡି ମରା ଶଳା ଆମେ ପଢି ପଢି ବୟସ ଗଡୁ ଛି ତମ ଭଳିଆ ଲୋକ ପାଇଁ ଆମ ଭଳିଆ ଗରିବ ପିଲା ଖାଲି ହନ୍ତ ସନ୍ତ ହୋଉ ଛେ...

  • @ରବିବାରଦିନକଲବନ୍ଦ

    ଯାହା ହେଇଛି ଭଲ ହେଇଛି । Action should be take to those persons involve in illegal activities. First arrest this person. ଯୋଗ୍ଯତା ଥାଇ ପିଲା ପାଉ ନାହାଁନ୍ତି, ଟଙ୍କା ଦେଇ ଚାକିରି ନେବାକୁ ଆସିଛି। SC-ST ପିଲା ଏମିତି ହେଇଥିଲେ ଏବେ କିଏ କେତେ କଥା କହିଥାନ୍ତେ।

  • @gyanaranjanbarik4721
    @gyanaranjanbarik4721 2 года назад

    Bhala heichi....bahut khusi lagila 😀😀😀😀😀😀

  • @sea4758
    @sea4758 2 года назад +11

    ଶାଳ ମୁଁ ପଢି ପଢି ପାଗଳ hegali ପାଇଲିନି

    • @sea4758
      @sea4758 2 года назад

      ଓଡିଶା ରେ ଆଉ ରହିବାକୁ ଇଚ୍ଛା ନହିଁ ରାତି ଦିନ ଏକ କରିଦଉଛୁ ପଠା ପାଇଁ ଦେଖିଲା ବେଳକୁ ମୁଗୁରା ଗାଣ୍ଡି ମେଲା

  • @Litty_Litty
    @Litty_Litty 2 года назад +1

    ଦୁର୍ନୀତି କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ମୋର ହାତ ଯୋଡି ବିନମ୍ର ନିବେଦନ।ଦୟାକରି, ଗରିବ ବାପା ର ଛୁଆ ଯିଏକି ଟଙ୍କା ଦେଇ ଚାକିରି କିଣିପାରିବ ନାହିଁ ତାର ରାସ୍ତାରେ ଏହି ଭଳି କଣ୍ଟା ସାଯିବା ବନ୍ଦ କରନ୍ତୁ।

  • @krishnaprasadrath
    @krishnaprasadrath 2 года назад +8

    Semiti bhadra thaka ku ta biswas kala, ebe ASO nuhen direct SO banila bhai. 🙏🙏🙏

    • @9090571312
      @9090571312 2 года назад

      So nue, direct under secretary. 😁

  • @pramodkumarmohanta8349
    @pramodkumarmohanta8349 2 года назад

    Very nice ....bahut badhia heichhhi.....

  • @jp-fu1bn
    @jp-fu1bn 2 года назад +6

    Be careful odisha government and OPSC department

  • @akshayapradhan1342
    @akshayapradhan1342 2 года назад

    ଭଲ ପାନେ ପାଇଚ

  • @Logan-1998
    @Logan-1998 2 года назад +13

    Jie paisa deichi taku jail hau... Illegal kamarey both side ruu bhul... Aspirants day and night parishram karuchanti emane ethi tanka karbar karuchi... First of all tanka deiki chakiri nabara ichaa hin bhul ehi lokoku jail hau

  • @gobindachandranayak9576
    @gobindachandranayak9576 2 года назад

    ଏ ଲୋକଟା ପୁରା ମିଛ କହୁଛି

  • @akvlogs9752
    @akvlogs9752 2 года назад +5

    ଭାଇ ଆପଣଙ୍କ ଭଳି ଲୋକ ପାଇ ଆମେ ମାନେ ଆଜି ହଇରାଣ ହଉଛୁ

  • @majhibabubsm3891
    @majhibabubsm3891 2 года назад

    Thik hei6i

  • @sipun4850
    @sipun4850 2 года назад +15

    Thick heichi aku aga jail re purao ଆମ ସବୁ job pain mari padiki padhibu Au tume mane paisa deiki job paiba thick heichi auhuri 15 ଲକ୍ଷ neithile vala heithanta... Tte aga jail neba katha

  • @mr.sanjayinformationdiscov3282
    @mr.sanjayinformationdiscov3282 2 года назад +10

    ଭାଇ ତମେ ଚାକିରୀ କରିଥିଲେ ବି ଅନେକ ଦୃନୀତି କରିଥାନ୍ତ, ଯେତେତୁ ତମ ଆରଂଭ ସେଇ ଦୃନୀତି ରୁ ହେଇଛି।।।।

    • @chandanmurmu5920
      @chandanmurmu5920 2 года назад +1

      Right

    • @rjrocking1042
      @rjrocking1042 2 года назад

      Aee bhai ku gandi re dui lata mara sala din rati padibe allu cholibe sala tor paisa achi job karibu

  • @biswaJIT4944
    @biswaJIT4944 2 года назад +1

    tu Magya 15 lakh deiki job paijibu, au jou sabu ethi library re 15 basuchhanti, pagala bodhe

  • @jhakaasfilm8714
    @jhakaasfilm8714 2 года назад +4

    Aso job hei jai thile..... media re kahi thanta na..... 😂.....choro ta....... arrest this man...😠😠

  • @dibyaranjanprusty8192
    @dibyaranjanprusty8192 2 года назад

    Bhala haechi

  • @prakashkumarbarik7076
    @prakashkumarbarik7076 2 года назад +7

    Bhala heichi...👍...

  • @rikashsingh4726
    @rikashsingh4726 2 года назад

    Bhala haiche

  • @brucewaine4178
    @brucewaine4178 2 года назад +6

    This person should be punished instead of accused.

  • @misagulachhenal6478
    @misagulachhenal6478 2 года назад

    ଦିନ ରାଇତ ଏକ୍ କର୍ ଦଉଚନ ପିଲା ମାନେ ପଢ଼ବାର ଲାଗି ଆଉ ତୁଇ ବିନା ପରିଶ୍ରମ ରେ ଚାକରି ପାଇବୁ ପଇସା ଦେଇ କି ।।। ସେଟା ଜାନା ବି ହଉ ଇଥରୁ ଗୁଟେ ଜିନିଷ୍ ଜଣା ପଡଲା ଯେ ASO ପୋଷ୍ଟ ଵି ବିକ୍ରି ହଉଛେ ବହୁତ୍ ଖରାପ୍ ଲାଗ୍ଲା ସୁନି କି

  • @binodinisahu8643
    @binodinisahu8643 2 года назад +9

    Bhala heichi 😀

  • @bhagirathimajhi2539
    @bhagirathimajhi2539 2 года назад

    ବଢିଆ ହେଇଛି ଏହି ଖୁସିରେ ଗୋଟିଏ party ହେଇଯାଉ ଆଉ କଣ ।

  • @bhusanbibhuti4703
    @bhusanbibhuti4703 2 года назад +10

    Bhala karichhi sie byakti nku🙏🙏🙏

  • @radhakrishnaprem8685
    @radhakrishnaprem8685 2 года назад +6

    Abe bi aso pai direct kamo houchi 15LAKH RE KINTU THIK JAGARE HATO BAJIBA DARKAR

  • @rakeshsahoo5283
    @rakeshsahoo5283 2 года назад

    Nice news I am very happy ,kila nea

  • @xaviersfather464
    @xaviersfather464 2 года назад +10

    bhala heichi

  • @rsangramkumar4212
    @rsangramkumar4212 2 года назад +8

    Vala heichi re M.g.i.a ....tm manank pain pure tallented pila hairan hauchanti...sabu post paisa dei khaijauch.....tmku frst jail nebaku padib

  • @bhagirathimajhi2539
    @bhagirathimajhi2539 2 года назад

    ଚାକିରି ପାଇବୁରେ ଆଉ ଜନମକୁ ।।।।। Aspirants କଣ ଭକୁଆ ଯେ ଏତେ କଷ୍ଟ କରୁଛନ୍ତି ,,,,,ଆଉ ତମେ ଟଙ୍କା ଦେଇ ଚାକିରି କିଣି ମଉଜ କର ହୋ,,,,ବାବୁରେ ଚାକିରି ପାଇଥିଲେ ତୁ କହିଥାନ୍ତୁ ମୁଁ କଷ୍ଟ କରି ଚାକିରି କରିଛି ବୋଲି। ।।।

  • @krushnasuna2032
    @krushnasuna2032 2 года назад +3

    First take this person to jail 🙏

  • @saikhmustaq4353
    @saikhmustaq4353 2 года назад

    Bhut bhdiya

  • @rohitkumarpanda6916
    @rohitkumarpanda6916 2 года назад +36

    Those who offered money and asking a job.These people are the main caused of corruption. They are sole victim. First arrest them who offered money for a govt. Job.
    Aspirants are making their day & night and putting their hard earning money to getting job.

    • @studystation9851
      @studystation9851 2 года назад

      Yes bro..
      Absolutely right

    • @srustisumedhasahoo4348
      @srustisumedhasahoo4348 2 года назад

      Right

    • @tanmaysahuvlogs5682
      @tanmaysahuvlogs5682 2 года назад

      Yes... These rascales are the real culprit for corruption....they should be treated as a criminal and should be arrested as soon as possible...Students are dedicating/sacrificing their time with lots of hard work to get a job in this Competative world... But some of these immoral people are trying to buy a job like groceries in footpath......

  • @srabanikumarisahu6325
    @srabanikumarisahu6325 2 года назад +4

    Vala heichhi

  • @rajendrasahu7393
    @rajendrasahu7393 2 года назад

    Thek haeche