Jagannath nkra jati kan | ଜଗନ୍ନାଥ ଙ୍କର ଜାତି କଣ | ହଜାରେ ନାଗ ଛୁଆର ମା କିଏ | odia prabachan part-33

Поделиться
HTML-код
  • Опубликовано: 20 окт 2024
  • ନମସ୍କାର ପ୍ରିୟ ଦର୍ଶକବନ୍ଧୁ ମୁଁ ଜଗନ୍ନାଥ ଆପଣଙ୍କୁ
    ସ୍ୱାଗତ କରୁଛି ଆମ
    dibya patha
    RUclips
    channel କୁ | ପ୍ରବଚକ ବିଜୟ କୁମାରଙ୍କ ମୁଖରବିନ୍ଦରୁ || ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ || ସୁନ୍ଦର କଥା ବସ୍ତୁ ||
    ସମସ୍ତ ତଥ୍ୟ ବିଭିନ୍ନ ବୈଦିକ ଗ୍ରନ୍ଥ | ଗୀତ | ଭାଗବତ
    ପୁଥ | ପୁରାଣ | ଉପନିଷେଦ | ଏବଂ ମହାପୁରୁଷଙ୍କ ଲେଖନୀରୁ ସଂଗୃହିତ ||
    ଆମ ଦିବ୍ୟ ପଥ ଚେନାଲ ରେ ଦେଖିପାରିବେ ||
    ନୃତ୍ୟ | ସଙ୍ଗୀତ | କୀର୍ତ୍ତନ | ସାଙ୍ଗକୁ ପ୍ରବଚନର ଆସର |
    କୋୖଣସି ତଥ୍ୟ କାଳ୍ପନିକ ନୁହେଁ ||
    RUclips
    Facebook

Комментарии • 11

  • @sarojpalkia9856
    @sarojpalkia9856 Год назад +1

    ହରି ଓଁ...... 🙏

  • @Rupali0852
    @Rupali0852 2 месяца назад

    Sundar

  • @BishnukumarBaral
    @BishnukumarBaral 26 дней назад

    ଆଜ୍ଞା ମହାପ୍ରଭୁଙ୍କ ଜାତି ଉପରେ ଯେଉଁ ସ୍ରୋତା ଏବଂ ବକ୍ତା ଆଲୋଚନା କରନ୍ତି ସେମାନେ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ଏବଂ ବଡ଼ ମହାମୁର୍ଖ ଏହା ଧ୍ରୁବସତ୍ୟ , ଆଜିର ସ୍ରୋତା ଏବଂ ଦର୍ଶକ ବୃନ୍ଦତ ଅଜ୍ଞାନ ଅନ୍ଧକାର ଭ୍ରମୁଛନ୍ତି ଦୋଷଦେବା କାହାକୁ ,? କବିଚଣ୍ଡୀଦାସ ,

  • @sanjulatapatra1487
    @sanjulatapatra1487 2 года назад +1

    Jay jagannath 👌👌👌

  • @ranjanrout6378
    @ranjanrout6378 2 года назад +2

    Jay Jagannath🌟🌟🌟🌟🌟

  • @BishnukumarBaral
    @BishnukumarBaral 26 дней назад

    ମହାଶୟ ବିଜୟ ବାବୁ ଆପଣ ଏତେ କଣ ଭୁଲ କଥାବସ୍ତୁ ଆଲୋଚନାକରି ସମାଜକୁ ଭ୍ରମିତ କରୁଛନ୍ତି ?

  • @Rupali0852
    @Rupali0852 2 месяца назад

    ❤❤❤❤❤❤❤❤

  • @HarsRrrr-kf4gd
    @HarsRrrr-kf4gd 5 месяцев назад +1

    କେଉ ବହିର ଲେଖା ପ୍ରମାଣ ଦେଇ କୁହନ୍ତୁ

  • @usharanisamantaray2864
    @usharanisamantaray2864 5 месяцев назад

    ଶୀମନଦିର ସମୁଖରେ ଲଂଗଳା ଝିଅର ଚିତ୍ର ଅଛି କହିକି?

  • @kaibalyamohapatramahapatra7340
    @kaibalyamohapatramahapatra7340 2 года назад

    Au Chandra Dev ketejan bivhah Kari thile sir