Natia Comedy Part 248 || Bhalu

Поделиться
HTML-код
  • Опубликовано: 2 фев 2025

Комментарии • 3,5 тыс.

  • @dmmusicworld6744
    @dmmusicworld6744 2 года назад +943

    Namaskar utkal cartoon world ra sabu team member manamku, mu ganjam berahmpur re rahuchi. Ei video time dekhi mate au ma sango manamku bahut prerana milichi. Ei video ru janapadychi j ame hi gaccha lagauche au ame hi gaccha catuche , tenu ama mananka pain animal mane, birds mane asubidha re paduchanti au jangal madhya nasta hauchi. Ei video re bhalu ra dukha au natia ra sahasha ku dekhi mu aji nispati neichi j , mu au ama sango mane sabu misi gote barsha ku besi nahale samaste gotie lekhae brukhya ropono karibu. Ei vdo to aji bahut dukho lagila.
    MU apanonka darsoko
    Dibakar maharana( from ganjam Berahmpur)

  • @dusmantbehera144
    @dusmantbehera144 2 года назад +417

    ନଟିଆ କମେଡି କୁ କେଉଁ ମାନେ ଭଲ ଲାଗେ ସେମାନେ ମୋର କମେଣ୍ଟ କୁ ଲାଇକ ‌ଦେବ 👍👍👍👍🐻🐻🐻🐻🐻🐻🐻😂😂🤣🤣

  • @Madhaba_Dora
    @Madhaba_Dora 2 года назад +39

    ଭାଲୁଟିକୁ ଦେଖି ସତରେ ବହୁତ ଦୁଃଖ ଲାଗିଲା 😪
    ନଟିଆ ର ଏଫିସୋଡ ଟି ବହୁତ ଭଲ ହୋଇଛି ଏବଂ ଆଶା କରୁଛି ଏହି ଏଫିସୋଡ ଟି ସମସ୍ତ ଙ୍କୁ ଭଲ ଲାଗିଥିବ♥️♥️♥️♥️I love Natia Comedy👌👌👌👌

  • @pragatiswain3011
    @pragatiswain3011 2 года назад +8

    ପ୍ରକୃତ ରେ ଏହା ଏକ ମନଛୁଆଁ କାହାଣୀ ..
    ସବୁ ଠାରୁ ବହୁତ ଭଲ ଲାଗିଲା ଏହି episode... ଧନ୍ୟବାଦ ନଟିଆ ଟିମ......❤️

  • @pratapbeura6603
    @pratapbeura6603 2 года назад +355

    😊 mind fresh video......❤❤
    natia comedy is the best comedy...😊
    natia and gendu best friend❤forever
    କାହାକୁ ସବୁବେଳେ ନଟିଆ କମେଡି ଦେଖିବାକୁ ଇଚ୍ଛା ହୁଏ ?? 👍 ଲାଇକ ଟେ ହଉ.....my happiness only in this comedy.......🎉

    • @skramjan6446
      @skramjan6446 2 года назад +5

      Mate bhai

    • @sweety4703
      @sweety4703 2 года назад +6

      My in BTS and Natia comedy

    • @binatabiswal2567
      @binatabiswal2567 2 года назад +3

      Emiti kahiki like chanhucha

    • @haripriyasarangi6725
      @haripriyasarangi6725 2 года назад +4

      ନଟିଆ କମେଡି ବହୁତ ଭଲ ଲାଗେ ଦେଖିବାକୁ

    • @binatabiswal2567
      @binatabiswal2567 2 года назад +6

      @@haripriyasarangi6725 tahale like dia

  • @sangramsahu3820
    @sangramsahu3820 2 года назад +23

    ଏଇଟା ସମସ୍ତଙ୍କ ପାଇଁ ଗୋଟିଏ ଗୋଟିଏ ଶିକ୍ଷା ଜଙ୍ଗଲ କାଟିବାଦ୍ୱାରା ବନ୍ୟଜନ୍ତୁ ସବୁ ଏମିତି ହଇରାଣ ହରକତ ହେଉଛନ୍ତି ଖାସ କରି ଯୋଉ ମାନେ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ କାଟୁଛନ୍ତି

  • @rajakishoreswain4636
    @rajakishoreswain4636 2 года назад +9

    ଏହି କମେଡି ଗୋଟିଏ ମନଛୁଆଁ । ନଟିଆ କମେଡି ସବୁଠାରୁ ସୁନ୍ଦର କମେଡି। ❤️😍

  • @gktubeodia
    @gktubeodia 2 года назад +38

    ବହୁତ ଭଲ episode... ଏହି episode ରୁ ବହୁତ କିଛି ଶିଖିବାକୁ ମିଳିଲା.. ସମସ୍ତେ ଗଛ ନ କାଟି ଗଛ ଲଗାଇବା ଉଚିତ..

  • @MrSanu143-s5l
    @MrSanu143-s5l 2 года назад +31

    ନଟିଆର ଏହି ଭାଲୁ episodeକୁ କେଉଁମାନେ ଅପେକ୍ଷା କରିଥିଲ
    👇
    👇

    • @Manoranjan_12
      @Manoranjan_12 2 года назад +2

      😂😂😂😂😂😂😂😂🤣🤣🤣🤣🤣🤣🤣

    • @asarjung4968
      @asarjung4968 2 года назад +1

      Mu

    • @subhamsahu2683
      @subhamsahu2683 2 года назад +2

      Mu karithili 👌 natia comedy

    • @subhamsahu2683
      @subhamsahu2683 2 года назад +2

      Mate bahut khushi lagila forest amar amulya sampada mu bahut dukhi je bhalu ra kichibi vule nathi taku marile 😭🐻🐻

    • @puspanjalijena5663
      @puspanjalijena5663 9 месяцев назад

      ​@asarjung49w Saeed be😂1j
      In enan in TV in GCC~
      On
      😮68

  • @mrganjamtoka
    @mrganjamtoka 2 года назад +11

    ବହୋତ ଦୁଃଖ ରକଥା ଜେ ଆମପରି ଲୋକ ମାନେ କିଛି ଲୋକ ଗଛ ତ ଲଗାଇ ବେନି ମାତ୍ର ଗଛ କାଟିବେ ମାତ୍ର ଆଉ କିଛି ଲୋକ ମାନେ ଗଛ ଲଗାଉଛନ୍ତି ସେହି ଥୀପାଇଁ ଆମେ ମାନେ ବଂଚି ଛନ୍ତ ବହୋତ୍ ବହୋତ୍ ଧନ୍ୟବାଦ ଆପଣ ମାନଙ୍କୁ ଏହି ଭିଡିଓ ଦୁରା କିଛି ଲୋକମାନେ ବୋଝିବେ ଆସାକରୁଛି 🙏🙏🙏🙏 Jay jagannath

  • @learnwithprabhat
    @learnwithprabhat 2 года назад +40

    ଏହି Episode ରେ ବହୁତ୍ ଭଲ Social Message ଥିଲା,
    କିଛି ଦୁର୍ନୀତି ଗ୍ରସ୍ଥ ଅମାନବୀୟ ମଣିଷ ନିଜର ସ୍ବାର୍ଥ ପାଇଁ ଜଙ୍ଗଲ ର ସବୁ ଗଛ କାଟି ସଫା କରି ଦେଉଛନ୍ତି , ଯାହା ଫଳରେ କି ଜଙ୍ଗଲର ଜୀବ ଜନ୍ତୁ ରହିବାକୁ ଉପଯୁକ୍ତ ପରିବେଶ ନ ପାଇ ଗାଆଁ ଆଡେ ଆସୁଛନ୍ତି , ଆଉ ମଣିଷ ଆତଙ୍କିତ ହେଇକି ନିଜର ସୁରକ୍ଷା ପାଇଁ ମିଶିକି ବାଡେଇକି ତାଙ୍କୁ ମାରୁଛନ୍ତି । *ସମସ୍ତଙ୍କୁ ଅନୁରୋଧ ସମସ୍ତେ ଗଛ ଲଗାନ୍ତୁ* 🙏
    ଗଛ ଲଗାଇବା ଦ୍ଵାରା କେବଳ ପରିବେଶ ଆଉ ଜୀବଜନ୍ତୁ ନୁହେଁ ମଣିଷ ନିଜର ବି ବହୁତ୍ ଉପକାର କରିବ , ଗଛ ନଥିଲେ ମଣିଷ ଉପଯୁକ୍ତ Oxygen ବି ନିଶ୍ବାସ ନବାକୁ ପାଇବନି , ସେଥିପାଇଁ ସମସ୍ତେ ଗଛ ଲଗେଇବା କଥା ।👍

    • @aditibiswal1655
      @aditibiswal1655 2 года назад +3

      ସେଥିପାଇଁ କୁହନ୍ତି...
      Save Tree 🌲 Save Life 🧍

    • @namitapanda1894
      @namitapanda1894 2 года назад +2

      @@aditibiswal1655 You are right 👍 Sis

    • @pujaguru8482
      @pujaguru8482 2 года назад +3

      Jangala amar Bada Sampada
      Se sampada thile Nahi Bipada ☝🌴🌳🌲🌺

  • @somanathpanda1214
    @somanathpanda1214 2 года назад +251

    ଭାଲୁ ଟିକୁ ଦେଖି ସତରେ ମତେ ଦୁଃଖ ଲାଗିଲା ମୁଁ କାନ୍ଦି ପକେଇଲି 😭😭

  • @ahalyamantry9078
    @ahalyamantry9078 2 года назад +8

    It is the best, awesome, fantastic and heart touching episode 😌😌😌 really Thanks to Natia comedy and all the members of this family ❣️❣️❣️i can't express how much i love 💕💕💕 please save trees and save also animals ☺️☺️☺️ plant a tree and takes care of 🌳🌳🌳Natia comedy is best comedy and it gives also morality and motivation to all 💞💞💞

  • @learnwithprabhat
    @learnwithprabhat 2 года назад +17

    5:15 ନଟିଆ : ଅଜା ଆଇ ଭାଲୁ ଏଇଠି😜 , ଭାଲୁ ନାଚ କରି ବଜାଇ ମାଡ଼ ମତେ ପାରୁଛ ଯଦି ଧର , ମତେ ପାରୁଛ ଯଦି ମାର 🤣
    11:47 ଆରେ ଏଇଟା ତ ସତ ସତିକା ଭାଲୁ ରେ , କାକୁଡି ପଛେ ଖାଉ ମୁଁ ଯାଏ ଘରକୁ ନହେଲେ ମତେ ଖାଇଦେବ 🤣

  • @cutepie873
    @cutepie873 2 года назад +32

    mind fresh vedio🥰🥰
    natia comedy always best comedy 🥰🥰😊
    ନଟିଆ ଏବଂ ଗେଣ୍ଡୁ ବହୁତ୍ ଭଲ ସାଙ୍ଗ 👬
    ସକାଳୁ ଏ vdo ଦେଖିଲା ପରେ ଲାଗୁଚି ଆଜି ଦିନ ଟା ଭଲ ରେ ଭଲ ରେ କଟିବ 😊😊
    love from dhenkanal❤️
    jay jagannath 🙏

    • @Chhatu_Edits
      @Chhatu_Edits 2 года назад +2

      Jay Jagannath Swami 🙏

    • @cutepie873
      @cutepie873 2 года назад +1

      @@Chhatu_Edits 🙏

    • @cutepie873
      @cutepie873 2 года назад

      @90 sub challenge with 8 video 1 day 🧐🙄

  • @fightclub803
    @fightclub803 2 года назад +1

    ନଟିଆ କମେଡି ଟିକେ ନି ଦେକଲେ daily mind ଟା ଫ୍ରେଶ ନିଲାଗେ

  • @Madhaba_Dora
    @Madhaba_Dora 2 года назад +8

    କିଏ କିଏ ଟୁଇଁ ଟୁଇଁ ର ମାଡ ହାଣ୍ଡି Part 2ଟି ଦେଖିବାକୁ Fully Excited ର ରହିଛ ???😊👍
    Plz comment❤❤👆👆👆👌👌

  • @Mature_thouts
    @Mature_thouts 2 года назад +19

    ସମସ୍ତଙ୍କୁ ଖୁସି ରେ ରଖନ୍ତୁ ଜଗନ୍ନାଥ 🙏

  • @tanu4448
    @tanu4448 2 года назад +1

    Story ବହୁତ ଭଲ ହେଇଛି ହେଲେ cartoon କୁ କେବେ modlaing କରିବ ,, ଯେମିତିକି ମୋଟୁ ପତଲୁ🔥,ବାବ୍ଲୁ ଡବ୍ଲୁ🔥, ଜଙ୍ଗଲ book,,, .........🙏🙏🙏🙏🙏🙏🙏🙏🙏🙏🙏

  • @dilsansanu8049
    @dilsansanu8049 2 года назад +116

    I am serious with natia comedy because he give me happiness 😊...

  • @Krishnadasbls180
    @Krishnadasbls180 2 года назад +157

    ଭାଲୁ ଉପରେ ବହୁତ ସୁନ୍ଦର ଭିଡ଼ିଓ ହଇଛି ମନ ଖୁସି ହଇଗଲା ସମସ୍ତ ଙ୍କୁ ଭିଡ଼ିଓ କୁ like କରିବା ଦରକାର 👍👍👍👍😃😃😃ବହୁତ ସୁନ୍ଦର ହୋଇଛି 😃

  • @ujjalnayak5044
    @ujjalnayak5044 2 года назад +9

    Salute to each and every member of utkal cartoon world ❤️❤️ great message.

  • @oneonly_sagar_3218
    @oneonly_sagar_3218 2 года назад +11

    ଭାଲୁ କୁ ଏତେ ବଡ଼େଇବାର ନଥିଲା
    Love you all 😍

  • @rajeshpanda1998
    @rajeshpanda1998 2 года назад +41

    I love natia comedy because it gives joy and some knowledge.
    Who is agree with me then like my comment.

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @sampatpratap3083
    @sampatpratap3083 2 года назад +9

    Award winning video. Amazing idea and befitting animation. All credit goes to the entire Utkal cartoon Natia team . Really proud of you. It's all because of deforestation. So let's commence afforestation.👏👍👌❤🌳🌲🌴🍀🌿

  • @experimentwithprachi3818
    @experimentwithprachi3818 2 года назад +38

    The saddest and heart touching episode ever... This is the reality of each bad man.... 🥺😭🥺 Save trees and save life for your next jeneration.. 🌱

  • @kalpanabehera8054
    @kalpanabehera8054 2 года назад +7

    Sakalu sakalu natia comedy dekhile mind ta pura fresh heijae........ 😇😇😊☺

  • @Durgatechcraft
    @Durgatechcraft Год назад +1

    ଭାଲୁର ମା କୁ କଣ ପାଇଁ ମାରିଲେ 😭😭😭😭😭😭

  • @chandanpothal8920
    @chandanpothal8920 2 года назад +9

    ବୋହୁତ କିଛି ଶିଖିବାକୁ ମିଳିଲା ଏହି ଭିଡିଓ ରୁ ନା କଣ ସାଙ୍ଗମାନେ 🥰

  • @trjayakrishnasahoo8801
    @trjayakrishnasahoo8801 2 года назад +13

    ଗୋଟିଏ ଦିନ ନଟିଆ ପରିବାର ଆଉ ସନିଆ ପରିବାରର ମହାମିଳନ କରାଯାଉ। ଯିଏ agree like ମାର।

  • @panli-119
    @panli-119 2 года назад +1

    Gacha choto ru Bodo heiki jangal heigola kintu natia jemiti thila semiti ochi❤️🤣🤣🤣

  • @Krishnadasbls180
    @Krishnadasbls180 2 года назад +21

    12:56 ଯାହାକୁହ ଛୁଟ ଭାଲୁ ଟା ମସ୍ତ ହଇଛି 😂😃😄

  • @rutuparna-priyadarshini446
    @rutuparna-priyadarshini446 2 года назад +54

    Natia comedy all team members did a great work.. Taught every one a good lesson.. It was a good learning point for all... One day this will be true and our next generations will suffer a lot for our today's work... So from today we should save our natural resources..

  • @susantapradhan416
    @susantapradhan416 2 года назад

    ପ୍ରଥମ ଥର ଆଜି ନଟିଆ କମେଡି ରେ ପୂଜା ର କିଛି ବି ଦୃଶ୍ୟ ଦେଖାଇଲେ ନାହିଁ ଦୁଃଖ ଲାଗିଲା 😔

  • @daizyaizyinstareel6925
    @daizyaizyinstareel6925 2 года назад +11

    Imaging getting 💓 from natia comedy 🤣

  • @pncreation2057
    @pncreation2057 2 года назад +8

    ଯାହା ହେଉ ଆପଣ ଏ ଭିଡିଓ ମାଧ୍ୟମରେ । ଦୁନିଆକୁ ଗୋଟେ ବହୁତ ବଡ଼ ବାର୍ତ୍ତା ଦେଲେ ♥️🙏।

  • @pujalin890
    @pujalin890 2 года назад +12

    Such an informative video for all human being . Children will learn many from this since their childhood . Thank you #utkalcartoonworld members for making this awareness 👍🏻

  • @pujaguru8482
    @pujaguru8482 2 года назад +188

    Very Heart touching Story 😔😔Natia Comedy ru sububele kichhi Sikhiba pain miluchhi ☝👌👍Thank u so much Utkal Cartoon World Tram for your Important dedication 😍🙏

  • @pravaspattnayak8348
    @pravaspattnayak8348 2 года назад +5

    ସବୁଠୁ ସୁନ୍ଦର କାହାଣୀ , ଉତ୍କଳ କାର୍ଟୁନ୍ ୱାଲ୍ଡ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଅଜସ୍ର ଧନ୍ୟବାଦ, ଏବଂ ଏହିପରି କାହାଣୀ ଆହୁରି ଆଣିବା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ।

  • @rutupravapal9173
    @rutupravapal9173 2 года назад +2

    Jaha hou aji khusi ku dekhili🥰🥰🥰

  • @deaily_short
    @deaily_short 2 года назад +32

    Congratulations natiaa comedy. Of 248 episode 🎊🎊🎊🎊🎊🎊🎊🎉🎉🎉🎉🎉🎊🎊🎉🎉🎉

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

    • @SushantaDas-ge7tq
      @SushantaDas-ge7tq 5 месяцев назад +1

      H oh hii u❤❤❤❤❤❤❤❤❤❤❤❤❤❤❤❤❤❤

  • @jaysmitasethy9936
    @jaysmitasethy9936 2 года назад +8

    ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ନଟିଆ କମେଡି ମାଧ୍ୟମ ରେ ଅନେକ ଶିକ୍ଷା ଯୋଗାଉଥିବା ରୁ 🙏🙏🙏

  • @pratikshyasatpathy7808
    @pratikshyasatpathy7808 2 года назад +1

    କେତେ ଭଲ ମେସେଜ ଆପଣ ମାନେ ସମସ୍ତଙ୍କୁ ଦଉଚନ୍ତି। Thank you for sharing these type of things. ଏମିତି ଭଲ ଭଲ ଜିନିଷ ଦେଖାନ୍ତୁ ଯେମିତି ଲୋକ ମାନେ ଶିଖି ପାରିବେ। Natia comedy is the best.

  • @Mkoffical1408
    @Mkoffical1408 2 года назад +14

    Nice episode 🙏🙏🙏🙏❤️❤️❤️❤️
    And emotional story 😭😭😭😭😭

  • @gabindachopadi2553
    @gabindachopadi2553 2 года назад +6

    ଏହି ଗୋପ ଆମକୁ ଏହା
    ଶିକ୍ଷା ଦେଲା ଯେ ଗଛ କାଟିବା ବଦଳରେ ଗଛ ଲଗାଇବା

  • @TOTALFINDOUT
    @TOTALFINDOUT 2 года назад +1

    ସବୁ ଠାରୁ ଭଲ କମେଡି ଆଜିର କମେଡି

  • @Niranjansethi609
    @Niranjansethi609 2 года назад +25

    Utkal cartoon would making all odisha people proud 🤗🤗

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @RkN-pz6kf
    @RkN-pz6kf 2 года назад +37

    Now I'm crying😭😭😭😭 for last scene. very heart touching episode Good message of our society I love this episode thanks natia entire team👋👋👋👌👌👌👌

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

    • @supriyaparida6444
      @supriyaparida6444 2 года назад

      😱😱😱😱😱😱😱😱😱😱😱😱😱👍👍👍👍👍😅👍

    • @puspanjalibehera6883
      @puspanjalibehera6883 2 года назад +1

      😭😭😭😭😭😭😭

    • @puspanjalibehera6883
      @puspanjalibehera6883 2 года назад +1

      😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @likurout9162
    @likurout9162 2 года назад

    ଏ ଭିଡ଼ିଓ ଦେଖି ବହୁତ ଦୁଃଖ ଲାଗିଲା ତଥାବି ଏ ଭିଡ଼ିଓ ରୁ କିଛି ଶିକ୍ଷା ମିଳୁ ଛି ଏ ସମାଜକୁ ❤💞❤💞👍👍

  • @Laxmipriyadas2099
    @Laxmipriyadas2099 2 года назад +18

    11 hours re 1.3 millions views.😍😍😍😍😍craze of natia.🥰🥰🥰

  • @subhamsethi7783
    @subhamsethi7783 2 года назад +26

    I am always waiting for natia comdy ❤✌

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @narayanbhai2983
    @narayanbhai2983 2 года назад

    ବହୁତ ସୁନ୍ଦର video ଟି.. ପ୍ରକୃତରେ ଆମେ ଯଦି ଜଙ୍ଗଲର ଗଛ ଏଭଳି କାଟିବା.. ତାହାଲେ ଜଙ୍ଗଲରେ ଥିବା (ଯିବ ଯନ୍ତୁ ପଶୁ 🐅🦊🐒🐂🦌🐘🕊️🐦🐥🦃
    🐍ପକ୍ଷୀ ମାନେ କୋଠେ ରହିଵେ )ଆଉ ଏଥିସହ **utkal cartoon team କୁ 🙏🙏🙏🙏**

  • @Priyattama_sethy
    @Priyattama_sethy 2 года назад +11

    Odisha Proud of u sir,such a real story 🙏🙏good social news our society....

  • @satyaprakashofficial...2786
    @satyaprakashofficial...2786 2 года назад +4

    Utkal cartoon world ର ସଦସ୍ଯ ମାନେ ଏହିଭଳିanimal&bird video ଵନାଅ❤️❤️❤️❤️

  • @Bishwaranjansahoo1234
    @Bishwaranjansahoo1234 2 года назад +1

    Satare bhalu au ta chua ku dekhi mate bohut dukha lagila mu kadideli 😭😭😭😭😭😭😭😭😭🥺🥺🥺🥺🥺🥺🥺🥺🥺🥺🥺

  • @sudhanshutanty4403
    @sudhanshutanty4403 2 года назад +115

    In this episode utkal cartoon informed all people to not destroy forest
    And save animals that's the best thing 😌
    Keep it up always 😉❣️

    • @dillipkirtyraj5769
      @dillipkirtyraj5769 2 года назад +2

      You have amazing thoughts
      But people seita peoples nuha
      Check your comment

    • @sudhanshutanty4403
      @sudhanshutanty4403 2 года назад +1

      @@dillipkirtyraj5769 uhh I'm extremely sorry brō because I don't know English 😈

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video.

    • @rabindramallik3703
      @rabindramallik3703 2 года назад +1

      @@dillipkirtyraj5769 lll ok l

  • @anshumanjena749
    @anshumanjena749 2 года назад +18

    ଭଲ କଥା ଆମ ସମାଜକୁ ଶିକ୍ଷା ଦେବାରୁ ଧନ୍ଯବାଦ

  • @fireonff660
    @fireonff660 2 года назад +7

    Legend know what is meaning of :- noobda😆😆😆😆🤣

  • @dthodia3980
    @dthodia3980 2 года назад +8

    Utkal cartoon world ଧନ୍ୟବାଦ
    ବହୁତ ଭଲ ଲାଗୁଛି ଅତି ସୁନ୍ଦର ଭିଡିଓ
    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @Laxmipriyamohanty108
    @Laxmipriyamohanty108 2 года назад +28

    Such an amazing story this is😊.. Heart touching also😍.. & a very meaningful message for all the cruel people.. Request to all to helpful for all the wild life also🤗

  • @manoranjansahoo8166
    @manoranjansahoo8166 2 года назад

    ଧନ୍ୟବାଦ Utkal Cartoon World Ra Samasta Member ମାନଙ୍କୁ ଏହି କାହାଣୀ ରୁ ଆମକୁ କିଛି ଶିଖିବାକୁ ମିଳିଲା । 🙏🙏🙏🙏

  • @kanhei1439
    @kanhei1439 2 года назад +16

    One of very good cartoons for children's 👍

  • @Milubabu2
    @Milubabu2 2 года назад +4

    Congratulation utkal channel for 248 episode 🎉🎉🎉🎉🎉🎉 mu dukhita je teddy bear tiku Bina vule re taku marile and jeu Mane ama forest nasta karuchant semanaku tanku danda diajau 🐻🐻🐻🐻😭😭😭😭🌱🌱🌱🌱

  • @prabhabhue1932
    @prabhabhue1932 2 года назад

    ସତରେ ନଟିଆ କମେଡି ଆଜି ମତେ ବହୁତ ଭଲ ଲାଗିଲା ଆମକୁ କିଛି ଶିଖିବା ପାଇଁ ଏମିତିଆ video ଟି ତିଆରିହେଇଛି । ଜଙ୍ଗଲ ଆମ ପାଇଁ ଓ ଅନ୍ଯ ପଶୁ ପକ୍ଷୀ ମାନଙ୍କ ହିତ ପାଇଁ ଗଛ କାଟିବା ନାହିଁ🙏🙏🙏

  • @Kalyanamayee
    @Kalyanamayee 2 года назад +11

    ସତକଥା sir ଜଙ୍ଗଲ କୁ କାଟି ସଫା କରିଦେବା ଦ୍ବାରା ଜୀବଜନ୍ତୁ ମାନେ ଗାଁକୁ ପଶି ଆସୁଛନ୍ତି ଯାହା ଦ୍ଵାରା ତାଙ୍କର କ୍ଷତି ହେଉଛି ଆଉ ଆମ୍ଭ ମାନଙ୍କର କ୍ଷତି ହେଉଛି।beautiful story 🥰 thank you 🥰🥰🥰🥰

  • @Laxmipriyadas2099
    @Laxmipriyadas2099 2 года назад +5

    ଜଙ୍ଗଲ କାଟନ୍ତୁ ନାହିଁ ଥରେ ଜୀବଜନ୍ତୁ ଙ୍କ କଥା ଭାବନ୍ତୁ। ଗଛ ଲଗାନ୍ତୁ।ସୁନ୍ଦର ବାର୍ତା।🥰🥰🥰 କିଛି ନ ବୁଝି ସୁଝି ଜୀବ ଜନ୍ତୁ ମାନଙ୍କୁ କଷ୍ଟ ଦିଅନି।

  • @chiranjibipallar
    @chiranjibipallar Год назад +2

    Not only comedy, lot of emotional scene is there that's why I love Natia Comedy.😂😢❤

  • @toxiccreation220
    @toxiccreation220 2 года назад +102

    I am proud to be an odia because we have this kind of channels which are making odia laguage more popular

  • @bismitasalinimahakhud9685
    @bismitasalinimahakhud9685 2 года назад +68

    When mind is stressed 😫 natia comedy will release all the pain 🥰

  • @sibaprasadsethi2619
    @sibaprasadsethi2619 2 года назад +4

    The tree gives us oxygen.. very good concept by utkal cartoon Network..💞🙏🏻

  • @ccreation9910
    @ccreation9910 2 года назад +7

    ବହୁତ ଦୁଖ ଲାଗିଲା.......ବିଚରା ପଶୁ ପକ୍ଷୀ ସେମାନେ କେତେ ନିରିହ.....

  • @mastersaswat
    @mastersaswat 2 года назад +7

    Very nice message for new generation through this video...people need to understand the importance of nature and wildlife animals....please keep making Such meaningful videos. ❤

  • @sritishriyadash6417
    @sritishriyadash6417 Год назад +1

    Thanks natiya comedy and natiya all friends Because you are would best tim❤❤❤

  • @bimalkumarnayak9318
    @bimalkumarnayak9318 2 года назад +8

    One tree can make a million matches, One match can destroy a million trees. Trees are green gold. Save forests, save the climate❤

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @sukantbhoi6480
    @sukantbhoi6480 2 года назад +10

    Inspirationął episode, save tree save life... 👍

  • @mangalbhatra039
    @mangalbhatra039 2 года назад

    Nice emotional video ଲୋକମାନଙ୍କ ଅସଚେତନତା ପାଇଁ ଏମିତି ହେଉଛି। ଗଛ କାଟି ବଣ ସଫା କରିଛନ୍ତି ସେଥିପାଇଁ ବନ୍ୟ ଜନ୍ତୁ ମାନେ ଗ୍ରାମ ପସିଆସୁଛନ୍ତି। thank you natia chanel ra ଭାଇମାନଙ୍କୁ। ଆମେ ମାନେ ଆଜିଠାରୁ ସପତ୍ ନେବା ଆଉ ବୃକ୍ଷ ରୋପଣ ରେ ସମସ୍ତେ ସାମିଲ ହେବା ଗୋଟିଏ ଗଛ କାଟିଲେ 10 ଟା ଗଛ ଲଗାଇବା। ବୃକ୍ଷ ହିଁ ଜୀବନ। ଗଛ ସୁରକ୍ଷା ଜୀବନ ରକ୍ଷା।

  • @djkingdipu19
    @djkingdipu19 2 года назад +9

    The story is totaly heart touching ❤️ God bless you the creator... 🙏🙏

  • @btechnology6669
    @btechnology6669 2 года назад +5

    Advance congratulations for 6 million subscribers 🎉🎉🎉🎉

  • @saipragyanpanda3149
    @saipragyanpanda3149 Год назад +1

    Natia teddy bear bhitaru kemiti dekhiparuchi😂😂😂😂😂😂😂

  • @videovoyage6950
    @videovoyage6950 2 года назад +11

    Really Imotional. But Indeed a Good Message to the Society.

  • @biwanandanapallai9063
    @biwanandanapallai9063 2 года назад +6

    It was the best part of Natia comedy series . Loved it .It was so heart touching. I am an Animal lover and animals are so innocent.

  • @SATYABRATA-gk7zf
    @SATYABRATA-gk7zf 2 года назад

    😭😭😭😭😭😭😭😭🙏🙏🙏🙏🙏🙏 ଆମେ ଜଙ୍ଗଲୀ ଜନ୍ତୁଙ୍କୁ ବଞ୍ଚିବାକୁ ଦେବା ଉଚିତ...

  • @charlyunique151
    @charlyunique151 2 года назад +16

    The moral of the story -"SAVE TREES SAVE LIVES. "Thanks to utkal cartoon world for their amazing stories.💙💙🎉

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @prakashcreation9021
    @prakashcreation9021 2 года назад +11

    Heart touching episode and it's reality of our society

  • @rashmiranjanghadei5470
    @rashmiranjanghadei5470 2 года назад +7

    Such a great massage for our society ...save forest.. save animals ...save human being, thanks to Utkal cartoonworld and team.

  • @bangtanarmy9357
    @bangtanarmy9357 2 года назад +6

    Utkal cartoon world making all odisha people proud and gives us knowledge in every time😊😊😊😊. keep it up best wishes from me 👍👍👍🥰🥰

    • @priyabratadash8680
      @priyabratadash8680 2 года назад

      ruclips.net/video/9yfNU0Ibxz8/видео.html new cartoon video

  • @DIVINEMOTIVATION75
    @DIVINEMOTIVATION75 2 года назад +4

    I love Utkal cartoon, all members, I respect thire hard work, and Thank u for giving joy, learning, comedy , to all of us. Thank u so much

  • @manoranjanmoharana905
    @manoranjanmoharana905 Месяц назад

    ସାଧୁ ସାଧୁ। ବହୁତ୍ ଶିକ୍ଷଣିୟ ବିଷୟ ବସ୍ତୁ ପ୍ରଦର୍ଶନ । ଉତ୍କଳ କାର୍ଟୁନ୍ world ର ସମସ୍ତ କର୍ମ କର୍ତ୍ତା, କର୍ତ୍ତି ମାନଙ୍କୁ ଅଶେଷ ଧନ୍ୟବାଦ୍। 😊

  • @Soumyarray
    @Soumyarray 2 года назад +53

    This concept is old..... But your way of presentation absolutely new and inspiring.....🔥❤️

  • @anilsahu3923
    @anilsahu3923 2 года назад +13

    My favourite comedy 🥰

  • @baekunthachataria2467
    @baekunthachataria2467 2 года назад

    Salaam ultra cartoon members manaku ama pribesha ra gote garba ra Katha🙏🙏🙏🙏

  • @representingculture41
    @representingculture41 2 года назад +129

    One of the best episode till now.Such a great message to the human being towards the nature and it's protection 😊. Thank you utkal gourav sir & team ❤️.

  • @brutalworld007
    @brutalworld007 2 года назад +29

    It's not only a new episode of Natia Comedy it's but also a big social message for our society ☑️

  • @subhasishsahoo230
    @subhasishsahoo230 2 года назад +55

    ନଟିଆ କମେଡି ର best episode 🎉🎉.. The way they highlighted the current issues of biodiversity conservation by a short story, with many characters along with awesome audio visual effects and superb editing. 🎉🎉🎉Hats off to Natia Comedy. Best wishes for upcoming episodes 🎉

  • @ayushswain1098
    @ayushswain1098 2 года назад +7

    utkal cartoon world making all odisha very proud.

  • @rinkumahankuda263
    @rinkumahankuda263 2 года назад +4

    Nice thought
    I really appreciate utkal cartoon world
    ଆଗ କୁ ଏମତୀ ହି କିଛି soicial help ର video ବନାଓ ଯୋଉଥିରେ ଲୋକ ମାନେ କୁ କିଛି ଶିଖବାପାଇଁ ମିଳିବ
    Good job team .....

  • @sumatimalik8743
    @sumatimalik8743 Год назад +1

    Utkal catoon world making all odisha peoplw proud🎉🎉

  • @rr...n8802
    @rr...n8802 2 года назад +9

    Salute to all utkal cartoon team 👍🏻👍🏻..
    really feeling so sorry for the animals and birds 😞🥺🥺

  • @anuradhadalabehera568
    @anuradhadalabehera568 2 года назад +3

    Very nice video on the topic of deforestation. Really humans are very selfish creatures made by god. They only think for their comfort.
    Thanks to Utkal cartoon world team for coming with such a heart touching content.❤️❤️❤️

  • @Nobita86446
    @Nobita86446 2 года назад +4

    I love natia comedy 👌😎 woww