Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଉଭୟ ଟି ସୌରୀ ଓ ସୋନୁ ନିଗମ ଉଚ୍ଚକୋଟୀର ଗାୟକ । ସୋନୁ ନିଗମ ଙ୍କ କଣ୍ଠରେ ଅଧିକ ସୁନ୍ଦର ଲାଗୁଛି।
ଏମିତି ଗୀତ ଯେତେ ଶୁଣିଲେବି ଆଉଥରେ ଶୁଣିବାକୁ ଇଛା ହୁଏ
dj ra
ଏ ଗୀତ ଶୁଣିଲା ପରେ ପୁଣି ଫେରି ଯାଉଛି ସେଇ ଦିନକୁ ମନେ ପଡୁଛି ଗୋଟିଏ tv ସାମ୍ନା ରେ ପୁରା ପରିବାର ଭାଈ, ଭଉଣୀ, ସାଙ୍ଗ ଙ୍କ ସହିତ ସିନେମା enjoy କରୁଥିଲୁ।
sat katha
ବାସ ପିଲାଦିନକୁ ଫେରିଯିବାକୁ ଏଭଳି ଗୀତ ହିଁ ଯଥେଷ୍ଟ 😢😢😢😢❤❤❤❤ଫେରି ଆ 😢😢😢ମୋ ପିଲାଦିନ
ଉତ୍ତମ ମହାନ୍ତି ସାର ରିଅଲ ସୁପର ଷ୍ଟାର... ବାବୁଶାନ୍ ଉତ୍ତମ ମହାନ୍ତି ର ପାଦ ଧୂଳି ଭି ହବନି, ଉତ୍ତମ ସାର ୪୫ ବୟସ ଯାଏଁ ହାଣ୍ଡସମ ଦିଶୁଥିଲେ ଆଉ ସେ ବହୁତ୍ ଭଲ ବ୍ୟବହାର କରନ୍ତି ମିଡ଼ିଆ ଆଉ ଲୋକ ସହିତ....❤
Babusan superstar nuhen au Daman ta kemite superhit movie hela India re
ବହୁତ୍ ପୁରୁଣା ଗୀତ, ସତରେ ସେ ଦିନ ଆଉ ନାହିଁ କି ଆଉ ସେ actor ନାହାନ୍ତି, ଏବେ ଖାଲି ଲଙ୍ଗଳା ପାର୍ଟି
Right vayi thiki kahile
Amm
Reallyyy....Odia industry kahile....UTTAM MOHANTY....Yrrr.. .
My super star sidharth mahapatra
Omg ଯେତେ ଶୁଣିଲେ ବି ବାର ବାର ଶୁଣିବାକୁ ଇଚ୍ଛା ହେଉଛି ❤❤❤
ସ୍ବରୂପ ନାୟକ ଆଜି ଆମ ଗହଣ ରେ ନାହାନ୍ତି ସତ,କିନ୍ତୁ ଏହି ଗୀତ ମୋ ପିଲା ଦିନ କୁ ମନେ ପକାଇ ଦିଏ,ସ୍ବରୂପ ତୁମେ ଅରୂପ ଅମର
କିଏ କିଏ 2024ଅଗଷ୍ଟ 4ରେ ବୀ ଶୁଣୁଛ ଏ ଗୀତ ❤ old is gold
ମୋ ପୂର୍ବ ଜନ୍ମ ର ଗୀତ ଏହି ଜନ୍ମ ରେ ଶୁଣି ବହୁତ୍ ଭଲ ଲାଗିଲା 🤗
You will love this song in your next birth also, brother...
2024😂😂😂😂
Loo maaa 😱
Loo bapa 😮😮😮
double janma nela gita suniba pain
💥Evergreen Sonu Nigam and old is gold . ସୋନୁ ନିଗମ ସାର୍ ଯେତେବେଳେ ଗୀତ ଗାଇବେ ସବୁବେଳେ ସୁପର୍ ହିଟ୍ 🎉🎉🎉
Absolutely right bhai apnka kathare ekamta
@@ajayjena6370❤
Khali nam nehi hai brand hai brand
Mu jetebele school re 6th class re padhuthil ei Gita sabubele mu radio re sunuthili
ସୁନ୍ଦର ଫିଲ୍ମ ସୁନ୍ଦର ଗୀତ ଭୁଲିପାରୁ ନାହିଁ
ମୋ ଛୋଟ ବେଳେ ପ୍ରଥମେ କରି ଫିଲ୍ମ ହଲ ଯାଇଥିଲି. ❤️ମୁଁ ବହୁତ ଖୁସି ଏଇ ଗୀତ ଆଉ ଫିଲ ଆଣିଛ 🙏🙏🙏
ଏ ଗୀତ ଟି ଭାରି ମଧୁର ଲାଗେ ଶୁଣିଲେ ଏବେ ଆଉ ଏମିତି ଗୀତ ଶୁଣିବାକୁ ମିଳୁନି ❤❤❤❤
ଗୀତ ଯେମିତି ସୁନ୍ଦର ଦୁଇ ଆକଟର ମଧ୍ୟ ବହୁତ ସୁନ୍ଦର ଦିଶୁଛନ୍ତି
କିଏ ଏହି ଗୀତ ସେପ୍ଟେମ୍ବର 2024 ରେ ଶୁଣୁଛନ୍ତି ❤
Mu
😅
Mu❤
♥️
Uttam Nana No1 Hero❤😢🎉
Kie kie a gitaku 2024november masare sunucha like me
🎉 ସ୍ମୃତି ସେହି ଅଭୁଲା ଅତୀତର ଆଜି ମଧ୍ୟ ମନେ ପକାଇ ଫେରିଯିବାକୁ ଇଛା ହେଉଥିଲା ହେଲେ ସେ ସମୟ ଚାଲିଗଲା ତା ବାଟରେ 😅😢😂❤❤😢😮🎉🎉🎉😂
Rachana Didi your contribution for the Odia film industry will be always rememberable 😂😂😂😂❤❤❤
ତୁମକୁ ପାଇବା ପାଇଁ ହାତ ମୋର ପାଉନାହିଁ, ଅମାନିଆ ପାଦ ମୋର ଥକି ଯାଏ ଧାଇଁଧାଇଁ, ପାଗଳ ମତେ କରିଚି ଯିଏ ସେଇ ଝିଅଟି ତୁ,
Hero❤jagasinghpur DRDA. Office.
Uttam Mohanty the legendary superstar of our ollywood industry ❤
Aah ki sundar Gita Sonu Nigam kanthare❤❤❤
Bahut sundar video ahuri amiti old video pathantu sir
Sonunigam sir ebebi handsome, ❤
ମୁଁ ଯେତେବେଳେ love କରୁଥିଲି ଛୋଟ ବେଳେ ଏ ଗୀତ ବହୁତୁ ଶୁଣିଚି ❤️
Sonu Nigam is the best singer in India.
ସ୍ୱରୂପ ନାୟକ ଙ୍କ ଗୀତ ଓ ସଙ୍ଗୀତ ମାନେ ହି hit 🎯
ଖୁବ ସୁନ୍ଦର ❤️
ସେଇ ଭଳି ଗୀତ ଏବେ ଆଉ ନାହିଁ। ଯେତେ ଶୁଣିଲେ ବି ମନ ଭରୁନି। ସେଇ ସ୍ମୃତି ରେ ବେଳେ ବେଳେ ଆଖିରେ ଲୁହ ଆସିଯାଏ। ସତରେ ସେଇ ଦିନ ଗୁଡ଼ିକ ପୁଣି ଥରେ ଫେରି ଆସନ୍ତା କି !😢
Aaji first time sunili ye song sonu sir gaichhanti boli😍🥰😍... But picture song tone T Souri sir...
ଧନ୍ୟବାଦ ଭାଇ। ଫିଲ୍ମ ରେ ଟି.ସୌରୀ ଙ୍କ ସ୍ଵର ଅଛି। କିନ୍ତୁ ଏହି ଭିଡିଓ ରେ ସୋନୁ ନିଗମ ଙ୍କ ଭଏସ୍ ଅଛି।
2 Jana nku deiki record heithila ..film re t souri nka voice thila kintu video version re Sonu nigam nkara
Rachana banarjee so beautiful 👌👌👌
Sir aei movie ra A babu jaucha kuade song upload karantu 🙏
ଆଗ କଳାକାର ପ୍ରକୁତରେ ହିରୋ ଆଉ ସୁପର ଷ୍ଟାର. ଥିଲେ ସେତେବେଳେ ସବୁ ଯାକ ଫିଲିମ ଭଲ ଲାଗୁଥିଲା ଦେଖିବା ପାଇଁ.. ଆଉ ଏବେ ଓଡ଼ିଆ ଫିଲିମ ନାଁ ଶୁଣିଲେ ଛେପ ପକେଇବାକୁ ଇଚ୍ଛା ହୋଉଛି 🙏🙏🙏🙏
ସତରେ ଗୀତ ଟି ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ଅଟେ
Sonu nigam dhamaka ❤❤
One of the of My Favourite ❤ Song It's really a Soulful Romantic 🤩 Song without any Vorgularity.
ମନ ଶାନ୍ତି ହେଇ ଗଲା , ଏଇ ଗୀତ ଶୁଣି କି
Best singera Sonu Nigam my favourite singera one only one ayu superastra uttam mohanty sir my favourite hero my favourite heroine Rachna banajai
ଚିରଦିନ ପାଇଁ ସୂୁତି🎉🎉🎉🎉🎉🎉🎉🎉🎉
Plz telecast movie also🙏🙏🙏
Bahut pasand Aaasibee odia song very sweet Mora Karnataka rahicher
Sonu Nigam voice so sweet❤ ❤
Tutunalco😅
Bhut acha hai
T shourie sir nka voice bahut badhia laguchi Ae voice Apeksha thanks sorupa Sir
Exactly mu just ei katha hin kahithanti. Sonu Nigam sir nka voice re recording heithila but ei song ku T.souri sir gaithile and film re bi t.souri and ira mam nka voice achhi.
Sonunigam voice t should nuhe
@@sidhantabehera6875 Thik kahichanti
Best song of Ollywood Industry❤😘🥰
❤❤❤❤❤❤❤😂😂😂
There is no comparison of legendary ## Swaroop Nayak
Utam mahanti sir oriya filim jagataku ageye chanti.
No one can beat Sonu Nigam
Beautiful video
Sonu nigam is best
ଏଇଟା ଗୀତ ଟା ଶୁଣିବା ପାଇଁ ମହୁ ଭଳି ଲାଗୁଛି 😂😂
ଏ ଗୀତ ଯିଏ ବନେଇଛି ତାକୁ କଣ କହିବି ଯେ ❤❤❤
Super 👌 dupar 🎉❤
Satare se samaya Abe feri asanta ki old memories
ଚ -ରେ ଗୀତ ପଏଣ୍ଟ କଲାବେଳେ ସମସ୍ତେ ଏଇ ଗୀତଟିକୁ ବୋଲନ୍ତି ❤
ଏ ଗୀତ ଥରେ ନୁହେଁ ଶହେ ଥର ଶୁଣିଲେ ବି ମନ ବୁଝୁନି । ଆଉ ଏବେ ର ଯୋଉ ବାଳ ଗୀତ ଶୁଣିବାକୁ ଇଚ୍ଛା ନାହିଁ............
Odia song sabubole Sundar ❤
ATI Sundar song
Siddharth Music please upload all old odia movie full hd version
OLD IS GOLD 🥇❤
ONE OF BEST ODIA SONG OF SONU JEE
My favorite lady singer ira mohanty
Please upload 90s olluwood song,mmmsidhant,rachana,mihir das,Vijay mohantys sirs and maps song
ଏହି ଗୀତ ଶୁଣି ଆଜି ମୋ ପିଲା ଦିନ କଥା ମନେ ପଡୁଛି
Bahut Bhala Lage Old song
Mo pila dina katha bhaut Mane padchhi gita suni😢
Mane pade sei college katha
Sonu negam best singer odia hit songs 👌👌❤️❤️
Satare puruna song kete Sundar old is gold
Ati sumadhura ahhh❤
Mr Gulua ର reels ଦେଖିକି କିଏ ଆସିଛ
Old is gold
Aie Gita manaku chuin jae bahut vala lage
ଆମ ପିଲା ଦିନ ର ଓଡ଼ିଆ ଗୀତ ❤❤❤❤❤❤❤❤❤❤❤❤❤❤❤❤❤❤
Sonu Nigam tharu best' t shourie
Old is gold🥰🥰🥰🥰
Odia song king
ଏ ଗୀତ ଯେତେ ଥର ଶୁଣିଲେ ବି ମନ ସବୁବେଳେ ବ୍ୟାକୁଳ. ସେ ସମୟ ଟିଭି ପାଖରେ ଘର ର ପ୍ରତିଟି ସଦସ୍ୟ ଙ୍କ ଦେଖିବା ନିଆରା
Sonu Nigam is the legend.
Odia Film industry re eka matra Hero Uttam dada jieaki Hero pari dekhajaanti
So lovely song I like this song ❤❤❤❤❤
Mo sanga mane ae gita gaiki chidauthile mate!!😂❤️
Super duper video songs
osm
Heart touching love song ❣️ really miss that day
All time favorite song !!! 😘😘😍
Mast sweet song and beauty seen❤❤❤❤
ସତରେ ସେ ସମୟ କଣ ଥିଲା 😢😢😢😢😢
Very nice song 🥰🙏
ଟି ସୌରୀ ଏହି ଗୀତ ଯେତେ ସୁନ୍ଦର ଭାବ ଦେଇ ଗାଇ ଛନ୍ତି ସୋନୁ ନିଗମଙ୍କ କଣ୍ଠ ଏଠି ଫିକା l
Sonunigam hi gaichi
@@tapankumarbedi1659 ଏହା ସୋନୁ ନିଗମ କଣ୍ଠ ସ୍ୱର l କେବେ ଆପଣ ଙ୍କୁ ସୁଯୋଗ ମିଳିଲେ ଟି ସୌରୀ ଙ୍କ ଏହି ଏକା ଗୀତ ଶୁଣ ନ୍ତୁ ନିଶ୍ଚୟ ଫରକ ଜାଣି ପାରିବେ l
Sonu Nigam best
Same Salam bhai odisha ra garba
Old is always gold ❤❤
Woww
Nice looking for you song
Handsome hero

One of the of My Favourite ❤ Song
It's really a Soulful Romantic 🤩 Song without any Vorgularity.