Odia Asmita Or Past Grudge? Why Is Naveen Patnaik’s BJD Tough In Raghubar Das’ Son Assaulting ASO ?
HTML-код
- Опубликовано: 6 сен 2024
- Odia Asmita Or Past Grudge? Why Is Naveen Patnaik’s BJD Tough In Raghubar Das’ Son Assaulting ASO ?
ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ?
#odishapolitics #raghubardas #naveenpatnaik #odishaassembly #odishasambad
***
This is an official RUclips Channel of Odisha's leading 24x7 Odia news website www.odishasambad.in. Part of Bhubaneswar-based Frontier Media, which also owns
Odisha's premier English news website www.odishabytes.com and dedicated education & employment news website www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.
ରାଗ ସୁଝା ହଉ କି ଓଡ଼ିଆ ଅସ୍ମିତା. ଏଇଟା important ନୁହଁ. ଜଣେ ଓଡ଼ିଆ ମାଡ ଖାଇଛି ଆଉ ଜଣେ ବାହାର ଲୋକ ମାରିଛି. ତେଣୁ ସବୁ ଓଡ଼ିଆ ନବୀନ ବାବୁ ଙ୍କର ସାଥ ଦେବା ଉଚିତ.
Kichi odia chup
Salute bro, well said👍👍👍
Sabu odia nabin babu nka satha debe nabin babu satha douchhanti tamiliku dhanyare odia
@@ranjansamal4782 ସେଥିପାଇଁ ଓଡ଼ିଆ ମାନେ ତାଙ୍କୁ power ରୁ ହଠେଇଲେ. କିନ୍ତୁ ତମେ କୁହ ସିଏ ଜଣେ ଏକ୍ସ army ଆଉ govt employee ବି. ତାଙ୍କୁ କେହି ଜଣେ ଏମିତି ଆସିକି ମାରିଦେବ. ଆମେ ଯୋଉଥି ପାଇଁ change କରିଥିଲେ କଣ ଏଇଟା ତାର ଉଦେଶ୍ୟ ଥିଲା??
Right 👍...Jay Nabin 🙏
Government should take action against Raghubar 's son
jay Nabin babu🎉🎉🎉
Governor ku hotajau
Naveen Babu is Great 🙏🙏🙏
Ei governor ta bjp ra criminal Gunda.
ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ
ଝାଡ଼ଖଣ୍ଡି ମାଡ଼ ରେ ଓଡ଼ିଆ ଅସ୍ମିତା ଛିନ୍ ଛତର। ଏଇ ଖୁସିରେ ଅନ୍ଧ ଭକ୍ତ ମାନେ ଟିକେ " ମୋଦୀ ମୋଦୀ" ନାରା ଲଗେଇ ଦିଅ
ଏଇଟା ଗୋଟେ ଲାଜସରମ ନଥିବା Rajyapala .
Governor should be resigned on moral grounds
Besharam Rajyapal . Se nije resign karibe nahi . Kebala dhakka dei bahar Kariba darkar .
ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ତାଙ୍କ ପୁଅ ଙ୍କୁ ଆଣି surrender କରନ୍ତୁ
Raghu out
ଏବେ ଗୁଜରାଟୀ ଆସି ଓଡ଼ିଆ ଙ୍କୁ ମାରିବେ
To maa ku
Gujju😂
Rajyapal na BJP gunda
Bjp ra gunda
Raghua ku mada darakar
ଏହି ରାଜ୍ୟପାଳ ତ ହିନ୍ଦି ଫିଲ୍ମର ଗୁଣ୍ଡା ପରି ଲାଗୁଛି ହୋ
Right
ଏହି ରାଜ୍ୟପାଳ ରାଜ୍ୟକୁ ଫାଳ କରିବ ନିଶ୍ଚୟ
ରାଜ୍ୟପାଳ କିଛି ଦିନ ପୂର୍ବରୁ ସବୁ ଯୋଜନାର ସମୀକ୍ଷା ବୁଲି ଦେଖିଛନ୍ତି ତେଣୁ ବିଜେଡି ଉପରେ action ନିଅନ୍ତୁ🎉🎉🎉🎉🎉🎉🎉🎉
ବାଳ ଟା...
ରଘୁବର ନୁହେଁ ରାବଣ
Ha ha ha..... Aa... Aa......
ରାଜ୍ୟପାଳ ବୁଲୁଥିଲେ ବୋଲି ତାଙ୍କ ପୁଅ ମାଡ଼ ମାଇଲେ
ଓଡ଼ିଆ ଅସ୍ମିତା କୁଆଡେ ଗଲା ବିଜେପି ଭୁଲି ଯାଇଛି ଓଡ଼ିଆ ଅସ୍ମିତା। ଜଣେ ଓଡ଼ିଆ ମାଡ ଖାଇଛି ଆଉ ଜଣେ ବାହାର ଲୋକ ମାରିଛି. ତେଣୁ ସବୁ ଓଡ଼ିଆ ନବୀନ ବାବୁ ଙ୍କର ସାଥ ଦେବା ଉଚିତ.
Bahut bhala se kukura ghia arrest kara aau ta bopa ku any rajya ku theli dia
Mokalu Govt should resign.It is very shame.
ସତ କଥା
Dharma ra jay Jay jagannath
ରାଜ୍ୟପାଳ ଇସ୍ତପା ଦେଇ ତାଙ୍କ ପୁଅକୁ ପୋଲିସ ଜିମା ଦିଅନ୍ତୁ।
ରାଜ୍ୟପାଳ ଙ୍କ ପୁଅ ଆରେଷ୍ଟ ହେବା ଦରକାର
True instead of blaming Naveen sir rajyapala nka pua ku arrest kara jau
Je mada ଖାଇଛି ସେ କିଛି କହିନି ତମର କାଇଁ ଫତୁଛି
ଏମିତ^ ସବୁ ଅନ୍ୟ ରାଜ୍ୟଗୁଡିକ ରେ ନାମ ଚେଞ୍ଜ୍ କରୀ କରୀ ହିନ୍ଦୀ ରାଜ୍ୟଗୁଡିକ ନିଜେ Bjp ଚେଞ୍ଜ୍ ହେଗାଲା | ଏମାନକ କାମ ହେଲା ପୁରୁଣl କାମ ର ନାମ ଅlଉ ରଙ୍ଗ ବାଦାଲେଇ କାହିବା ବିକାଶ ହେଇଗଲା ! ଏଇଟା ଅନୟ ରାଜ୍ୟ ବୁଜି ଗଲେନି .. ଆମ୍ କୁ ଟିକେ ସମୟ ଲାଗିବ ... 😁😁
ବିଜେଡି ହାରିବା ମୁଖ୍ୟ ଭୂମିକା ରାଜ୍ୟ ପାଳଙ୍କର ଥିଲା
Modi asking vote for defence, but not action about govt people, washing machine wash all.....
ରଘୁବର ଦାସ ଏବଂ ପୂର୍ବତନ ରାଜ୍ୟପାଳ ଧନକଡ ଙ୍କ ବୁଦ୍ଧି ସମାନ।
ବିରୋଧୀ ଠିକ କରୁଛନ୍ତି... ଜଣେ ଓଡ଼ିଆ ଅଫିସର ଙ୍କୁ ଜଣେ ଅଣଓଡ଼ିଆ ଆସି ମାରିକି ପଳେଇବ କଣ ନ୍ୟାୟ ଦେଇପାରୁନି ବିଜେପି ସରକାର
ରାଜ୍ୟପାଳ ଏତେସବୁ ଘଟିବା ପରେ ନିଜେ ଇସ୍ତଫା ଦେଇଦେବା କଥା
Who will take action ?
Naveen sir is grade CM of world 🌎 Naveen sir is no 1 CM
Completely agree with Mr Naveen sir 's word
କଣ ପାଇଁ ପୋଲିସ ଚୁପ୍ ଅଛି କାହିଁକି ଗୋଟେ ଅଫିସର କୁ ନ୍ୟାୟ ଦିଆ ଯାଉ ନାହି !
Should Strict action against governor's son
ରାଜ୍ୟପାଳ ଇସ୍ତପା ନା ଦେଲେ ସାରା ରାଜ୍ୟରେ ଆନ୍ଦୋଳନ କୁ ଓହ୍ଲାଇବା
Jay Jagannath Jay BJD Jay Naveen Pattnaik sir love for odisha
THERE IS NO OLD ANGER, & NEW ANGER. LAW IS ON HEAD..BE CAREFUL..
Jay Naveen
Only nabin patnaik golden gorgeous iconic CM personality for odisha utakal Pradesh odisha asmita no other
Bahara kara odisha ru
Should give his son to police voluntarily
Rajyapala puaku BJD mada deu ,BJD ku Public badantu !
Saha କଥା mananahi mohan sir Arrest କର otherwise .......
ନବୀନ ବାବୁ ଓଡିଆ ରେ କୁହନ୍ତୁ,, ସେ କଣ କହୁଛନ୍ତି
Jay bjd jay navena
B,J,D ku Haraibar MulwaPakria
KiHoipar?🙏🙏🙏
ରାଜ୍ୟପାଳ ପଦରେ ଜଣେ ବିଜ୍ଞା ଅଣ ରାଜନୀତିଜ୍ଞ ରହିବା ଉଚିତ୍,
ନ୍ୟାୟ ଦରକାର
The action s against the criminal son of Raghubar Das be taken by the Government immediately.
Yes
Wrong thing happened now, take action, why you are targeting Honorable Naveen Pattnaik
ରାଗ କାହିଁକି ସୁଝେଇବେ, କଣ ଝାଡ଼ଖଣ୍ଡର ଏଇ ମନ୍ତ୍ରୀ, ମହାନଦୀ ଜଳ କୁ ଅଟକାଇ ରଖିଥିଲେ, ଆଉ ମୋଦୀ ଝାଡ଼ଖଣ୍ଡ କୁ ସପୋର୍ଟ କରୁଥିଲେ ବୋଲି ରାଗ ସୁଝାଉଁ ନାହାନ୍ତି, ନବୀନ ମୋଦୀ ପରି ନୁହେଁ, ପାଟିରେ ମଧୁର ଆଉ ପେଟରେ ଜହର ଓଡ଼ିଶା ପ୍ରତି, ସେ ତ ଓଡ଼ିଶା ର ଗୋଟେ ଲୋକ କୁ ଝାଡ଼ା ଝଣ୍ଡର ଏଇ ରାଜ୍ୟ ପାଳଙ୍କ ପୁଅ ମରଣାନ୍ତକ ଆକ୍ରମଣ କରିଥିଲେ ସାଙ୍ଗ ସାଥିଙ୍କ ସହ, ଗୋଟେ ଦାମୀ ଗାଡ଼ି କାହିଁକି ପଠେଇ ଲେନି ବୋଲି, ଭାଗ୍ୟ ଭଲ ପୂର୍ବତନ ରାଜ୍ୟ ପାଳ ପ୍ରାଣ ବିକଳ ରେ ସେଠାରୁ ଖସି ଆସିଲେ, ନହେଲେ ତ ସବ ଥାଆନ୍ତା
Rajyapala BJP pain Kaala haba …..
Nabinbabu zindabad
Rajyapala rajaniti Kariba Odisha Vali rajya ra durbhagya boli kuhajiba .
ଏଥି ମାଡ଼ ଖାଉଛି
Bjd time mari ଦେଉଥିଲେ
ଆବେ ସବୁ ଅନ୍ଧ ହେଇ ଯାଇଛ କି,
ଦୋଷୀକୁ ଦଣ୍ଡ ଦଉନ କାହିଁକି,
ଆମର କୋଉଠି ଟିକେ ଝଗଡ଼ା ହେଇଗଲେ,
ପୋଲିସ ନେଇ ଯାଉଛି ଥାନାକୁ, ସିଏ ରାଜ୍ୟପାଳ ପୁଅ ବୋଲି ତା ପାଇଁ ଆଇନ୍ କାନୁନ୍ ସୋଇଛି,
ଆଜି ତାକୁ ମାରିଲା,
କାଲି କା ଝିଅ ବୋହୂକୁ ରେପ୍ କରିବ,
କାଲି କାହାକୁ ମର୍ଡର କରିବ
It shows total frustration!
Alajya rajyapal nka vasana rajya basi sunibeni shiskhya debe wait.
Odisha khali jaliba agaku khaliseia heba
ରାଜ୍ୟପାଳ ନିର୍ବାଚନ ପୂର୍ବରୁ ରାଜ୍ୟସରକାର ଙ୍କର ଜଣେ ଛଦ୍ମବେଶୀ କେନ୍ଦ୍ର ମନ୍ତ୍ରୀ ଭଳି କାର୍ଯ୍ୟ କରିଥିଲେ । ରାଜ୍ୟପାଳ ଆସନ ରେ ରହି BJP ଦଳର ମୁଖ୍ୟ ସଂଗଠକ ଭାବରେ ନିଜକୁ ନିୟୋଜିତ କରି ଥିଲେ ।
Where is asmita, see raghubar, your son is not rajyapel , must go to jail, see asmita, with modi your life line going from Delhi 😄
Raghubar das governor haba pai jogya nuhe
Governor beshi politics karuchanti BJP neta nka tharu adhika
Joyguru joy sree Jagannath joy NOBINBABU
Jay Jagannath
Jahrkhandi ku ta aukat dekhai ta rajya ko pathai dia
"Why is bjd tough in raghubar das's son assaulting ASO case?" Odisha Sambad what kind of question is this!? It means according to this news channel it's ok to beat a working honest govt officers or commoner!? This is absurd totally. Shame on you odisha Sambad channel
Ex governor Mr Ganeshi lal was a very brilliant and kind hearted governor but presently Raghubar Das is not a fittest candidate for our Odisha Governor
Rajya Pala nirapekhya rahiba darkar thila se sampurna bhabe BJP ku sahajag karuthile .
ଓଡ଼ିଶାରେ ଅନେକ ରାଜ୍ୟପାଳ ଆସିଛନ୍ତି କିନ୍ତୁ ଏ ରାଜ୍ୟପାଳ ନିଜ ମର୍ଯ୍ୟାଦା ହାନି କରିଛନ୍ତି, ଏ ରାଜ୍ୟପାଳ କମ୍ BJP ନେତା ଅଧିକ
ରାଜ୍ୟପାଳ ପୁଅ ଉପରେ ଛଂଦି ବିଧାନ ସଭା ଶେଷ ହେବା ଓଡ଼ିଶା ର ବିକାଶ କି
#ଗାଲୁଆଙ୍କ_ବାରବାଟୀ_ଚାଷ ରେ ହଜିଛି #ଜୋଡା_ମେସିନ_ସରକାର ଙ୍କ #ଓଡ଼ିଆ_ଅସ୍ମିତା
Nabin gote falior neta
First arrest the son of the governor.
Jogya.no.landpala
ଏହି ରାଜ୍ୟପେଳ ଠିକ ନୁଁହ
This is Modi garenti. Governor will do politics rather than neutrality.
We didn't choose u this year for this...
Aru nabina samaya re jen mantri manemurder karuthile nabina ra akhi phuti jaithila ki ?😊
Babu se Governor pua ku jail oathao au Governer ku Odisha ru bida karinsabu thik chaliba😊
24sasan.re.bjd.kana.karichhi.sebisayare.30jilara.bikas.jojana..sabura.hisaba..kalinga.outtakala.odisa.ku.kete.thaki.chhanti.taha.odisa.janichhi..kajya.karta..janichantiki.nahi.tahajaniba.nihati.darakar..
କେତେ ନାରୀ ପାରିଛନ୍ତି, ବିଜେଡି ଦଳ, ଏବେ ଗୋଟେ ଭୁଲ ଦେଖା ଯାଉଛି, 🙏
Tu kimba tobhai jadi mada khai thanta
ଲୋକମାନଙ୍କ ନଜର ହଟାଇବା ଚାଲସବୁ
ବାଳ ହବ
Sara desa ku adibasi karidiya 😅😅😅
ତୋର governor ହେବାର ଯୋଗ୍ୟତା ନାହିଁ।
Navin babu ❤
BJP ଆଉ କେତେ ଦିନ ପରେ ରଘୁବିର ନା change କରି ଦେବ ,ରାବଣ ଦାସ କରି ଦେବ ,ଓଡ଼ିଶା ବାସୀ ଧନ୍ୟ ହୋଇ ଯିବେ
Nonsens Raghubar's son
ରାଜ୍ୟପାଳ ଛି ଛି ନିଜ କଥା ତ ସେଥିପାଇଁ ଭଲ ପାଟି ବନ୍ଦ କରିକି ଅଛ।ଆରେ ଆରେ ଭୁଲି ଯାଇଥିଲି 😂bjp ବା sasta washing machine 😂
ଆଇନ ଅନୁସାରେ ଦୋଷ କରିବ ଯିଏ ,ଦଣ୍ଡ ମିଳିବ
Rajyapaala nko pua kn Raja ki😂😂😂😂😂
ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା ମାନେ
Yehi raghubar ro son hi tata re main chair re ochonti etaku Jairam mahto jharkhand re peli dei theli kintu ethi peli baro odisha re sahoso nahanti kaharo
Kn sarkar nku dekha jauni ki