Tithi Bhojan To Be Introduced For School Students In Odisha by BJP Government | Argus Digital
HTML-код
- Опубликовано: 14 окт 2024
- ଖୁବଶୀଘ୍ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ 'ତିଥି ଭୋଜନ'। ୧୦୦ ଦିନ ଭିତରେ ଥରେ ମିଳିବ ଏହି ତିଥି ଭୋଜନ। ପିଏମ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ମିଳିବ ତିଥି ଭୋଜନ
#ArgusDigital #tithiBhojan #mealideas #student #MiddayMealScheme
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Tithi Bhojan To Be Introduced For School Students In Odisha by BJP Government | Argus Digital
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
RUclips- / @argusdigital.official
Instagram: / argustvdigital
ଆମିଷ ଖାଦ୍ୟ ଦିଅନ୍ତୁ ନାହିଁ। କେବଳ ନିରାମିଷ ଖାଦ୍ୟ ଦିଆଯାଉ। ଖାଦ୍ୟ ସଫା, ପରିଷ୍କାର, ପରିଚ୍ଛନ୍ନ, ସ୍ୱଚ୍ଛ ଓ ସ୍ୱାଦିଷ୍ଟ ଯୁକ୍ତ ହେବା ନିହାତି ଆବଶ୍ୟକ ଅଛି। ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ଆଜ୍ଞା।
Tarkari re pariba thik se miluni aalu hin aalu tenu egg ku protein pai daba ta thik
ଓଡିଶା ସରକାର ଙ୍କୁ ଧନ୍ଯବାଦ
100 ଦିନ ନୁହେଁ 365ଦିନକୁ ଥରେ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ଏତେ କମ ଦିନରେ ଦେଲେ ଛୁଆ ଖାଇକି କାଳେ ଫୁଲିଯିବେ ।
ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍ 🎉🎉🎉
ସବୁ ସ୍କୁଲ ମାନଙ୍କରେ ସାଧା ଖାଦ୍ୟ ହେଲେ ଭାରି ଭଲ ହବ
Right
Gote Dina egg dei anya Dina re veg itom raru
Egg badalare paneer dia jau
@@sign1941egg re protein besi
@@sign1941 thik kahile kintu go atyachar badhiba😢
ପାଠ ଛାଡି ବାକି ସବୁ ଯୋଜନାରେ ଆମ ସରକାରଙ୍କ ଧ୍ୟାନ ବହୁତ୍ ଅଧିକ ଥାଏ
5.90ପଇସାରେ କିପରି ଭୋଜନ ଦିଆଯାଉଛି ସେ କଥା ଚିନ୍ତା କରନ୍ତୁ
ସ୍କୁଲ ରେ ପଢା ପଢ଼ି କେମିତି ହେବ ସେ ପ୍ରତି ଧ୍ୟାନ ଦିଅନ୍ତୁ
5.90ପଇସା ର ତିଥି ଭୋଜନ କାହିଁ କି ହାତୀ ଭୋଜନ ଦେବ ନା bazar rate କଣ ହେଲାଣି ଜାଣିପାରି ନ ବୋଧୟ
ଖାଇବା ବନ୍ଦ କରି ଶିକ୍ଷକ ନିଯୁକ୍ତି ଦିଅ ପିଲା ଭଲ ପଢ଼ିବେ
Attandance
ସ୍କୁଲ ରେ ଶିକ୍ଷକ ଅଭାବ । ୧୦୦ ଦିନ ରେ ଥରେ ତିଥି ଭୋଜନ କଲେ ପାଠ ପଢ଼ା ଫୁଲ ଦମ୍ ରେ ଚାଲିବ ।
Sir Mane khaidebe tike dekhiki
Birthday Kon Sabu Madara palan karanti ki
ଅଧିକାଂଶ ପିଲା ମାନେକିନ୍ତୁ ଆଇଁଷ ଭୋଜନ ପ୍ରିୟ !!
Hn pania dali poka misa bhata🎉🎉🎉
Sabu masare diajiba darkar
School ku jetiki paisa allot kruchanti setiki ru adha ru adhika ta cooker n anya mananka hatare .5 ta chua school gale semane 50 ta lekhi ki setiki paisa nija hata re kri neuchanti . Ama tax paisa ra jemiti sahi utilize heu .au jadi besi banti baku icha govt ku tahle se black money jau ana heuchi sethiru deu
Aurgus tv deba pariba
Kai 5 yr re ta thare daba au
ଆହାର କେନ୍ଦ୍ରର ବିଲ 25 ଟଙ୍କା
ଓଡିଶା ସ୍କୁଲ ମାନଙ୍କର ମଧ୍ୟାହ୍ନ ଭୋଜନରେ 10 ଟଙ୍କା ରୁ କମ୍ ବଧେ
ଏତିକି ଟଙ୍କାରେ କି ବାଳ ପୁଷ୍ଟିକର ଖାଦ୍ୟ ଦିଆଯିବ।
Thik kahila kintu ei katha cm nku x re tag kari kahile se janibe kintu ethi comment dele kehi janibeni
Odisha re agaru thiti bhojan pandia khauthila
Pagal shiksha mantri ra pagal niti.Shiksha mantri ku kuha randhi ki deba.
Gote dina kn paee , sabu dina diya , pila hauchanti aama desha ra bhabisata , dayakari sabu dina emiti khadiya dia jau.
Private and English medium students should benifited, if no why .these students are not Indian
Mukhya lakhya durei jau6i
Michha prachara bandakara🤬🤬🤬🤬