It is copy of our traditional song Asadhare megha radi chhadai gachharu patara jhadi padai gadiare phute knaine bhrulata nachei Rasika nagara kari delu mate bai Sraban masare ghora barasa lagi thila dhana rua beusa padi thhila indra dhanu Kia buda mule mana diania pasori deluki manu Bhadraba masare khudurukuni toki bhuasuni osei tuni khai dala thhabe thhabe mangala kothire akhi thara thari pasori deluki ebe Gitara swar re be kichhi nua nahinee agaru ei swara hni thila
Mo tarapharu koti koti namhakar bhumishta panama ira Didi Humen Bhai % Malaya sir nka pain jabaradast song fantastic performances and really the great 👍👍👍
Aau jane thile Swarup Nayak but tankara death heigala kichi dina purbaru. But Malay Mishra aau film re music direction deu nahanti sethipain vala laguni
@@gautampradhan3182 . Legend sabubele legend mun kahuni purba vali se bahut film ra music direction diantu. But one year re gote movie ra ta music dei paribe.
ମଳୟ ମିଶ୍ର sir ଙ୍କ ପାଇଁ ମୋର ପଦେ .... Sir କୋଉଠୁ ପାଉଛନ୍ତି ଏ line 🎉👌🏾 mast ହେଇଚି song..... ସେ ଦିନୁ ମୁଁ ହୁଁନୁ ହୁଁନୁ
ମଳୟ ମିଶ୍ର sir ଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ମଳ ନାୟକ sir ଙ୍କ ଗୀତ ରଚନା ଦାୟିତ୍ୱ ମାନେ ❤❤ Zabardast
❤❤❤❤❤❤❤❤❤❤❤❤❤❤❤❤❤❤❤
It is copy of our traditional song Asadhare megha radi chhadai gachharu patara jhadi padai gadiare phute knaine bhrulata nachei Rasika nagara kari delu mate bai Sraban masare ghora barasa lagi thila dhana rua beusa padi thhila indra dhanu Kia buda mule mana diania pasori deluki manu Bhadraba masare khudurukuni toki bhuasuni osei tuni khai dala thhabe thhabe mangala kothire akhi thara thari pasori deluki ebe Gitara swar re be kichhi nua nahinee agaru ei swara hni thila
ଆମେ ଓଡ଼ିଆ ଆମ ପର୍ବ ପର୍ବାଣୀ ବହୁତ୍ ଭଲ ।ଗୀତ ଆଗ ଧାଡ଼ିର କଣ୍ଠଶିଳ୍ପୀ ଙ୍କ କଣ୍ଠରେ ସୁନ୍ଦର୍ ଲାଗିଲା ।ସବୁ ମାସକୁ ନେଇ ଗୀତଟି ରଚନା କରାଯାଇଛି ।ସେଥିପାଇଁ ଗୀତଟି ସୁନ୍ଦର୍ ଲାଗୁଛି ।
Yes..
Right❤
Sambalpur jay samaliye Sagar dada titala garh Sambalpuriya pila
Q😂😂@@AmulyaBag-lo1sd😂
ମାସ ଓ ତରୁଣ ମନୋଭାବନା'ର ଏକ ମନ୍ମୟ ରସାୟନ ଏଇ ସାଙ୍ଗୀତିକ ସୃଷ୍ଟି...
ମନକୁ ଛୁଇଁଲା
ସଂଶ୍ଲିଷ୍ଟ ସମସ୍ତ ଶିଳ୍ପୀଙ୍କୁ ହୃଦୟ ରୁ ଶୁଭେଚ୍ଛା.. 🌹🌹🌹
ଗିତଟିରେ ସମସ୍ତ ବାଦ୍ୟ କାର ବନ୍ଧୁ ମାନଙ୍କୁ ଧନ୍ୟ ବାଦ୍ ସୁନ୍ଦର୍ ଭାବରେ ସଜେଇ ଛନ୍ତି❤❤❤
Nirmal Sir, କମାଲ୍.....,🤗
ଆଜି ଦିନ ସାରା ଏଇ ଗୀତ ଟି କାନ ରେ ବାଜୁଚି। ବଢ଼ିଆ ଗୀତ ଟିଏ ।।ଧନ୍ୟବାଦ୍ ମଳୟ ସାର୍ ❤
Same here
ଖାଲି ହୁନୁ ହୁନୁ 😄
ଗୀତ ଅତି ସୁନ୍ଦର 👍👍👍
ମଳୟ ସାର ଓ ଇରା ଅପାଙ୍କୁ ବହୁତ ଦିନପରେ ଗୋଟେ ଗୀତ ରେ ପାଇଲି ସେଥିପାଇଁ ଧନ୍ୟବାଦ 🙏
😮😅❤❤❤❤😂😂😂😢😢😮😅😅😅😅 nd floor 🏡🏠🏠🏡🏡🏠🏠
Right
@@anantadaharua5458 jjdrkrkr
🎉🎉dvdbd❤dhjrbuhrvsnr
ଇରା ନୁହେଁ ସେତ ହୀରା ଆଉ ହୀରାର ମୂଲ୍ୟ ଯେତେବେଳେ ଦେଖ କେବେ କମିନଥାଏ ଆଉ ବାକି ରହିଲା ମଳୟ ମିଶ୍ର sir ମଳୟ ଆସିଲେ ସେ ପବନ ବହିବ ସବୁବେଳେ ନୁହେଁ ତେଣୁ ସାଙ୍ଗରେ ସାଗର ମିଶିଗଲେ ସେ ତ ଅତି ସୁନ୍ଦର ହେବ ହିଁ ହେବ ତେଣୁ thank you so much super & mindblowing 👍👍👍
What a valuable statement your comment also unique
😊😊
Hh graphical@@RajeshKumar-vj8oj
ସୁନ୍ଦର୍ ହେଇଛି ଗୀତ ଟି😊❤ଦେଖିଲେ ମନ ଭାରୁନି ନ ଦେଖିଲେ ମନ ବୁଝୁନି ☺️🤗🥰👍👍👍👍😃💯
ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା ସହ , ପ୍ରେମିକ ର ଭାବନାକୁ ସଙ୍ଗୀତ ମାଧ୍ୟମରେ ଉପସ୍ଥାପନା କରିଛନ୍ତି। ଅଶେଷ ଅଶେଷ ଧନ୍ୟବାଦ ଗୀତିକାର ବନ୍ଧୁ, ତଥା ସଙ୍ଗୀତକାର ଏବଂ ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ❤🙏❤
Laguchi asigala sei 90s ra jamana ... Gita suni dele deha sitei jauchi ... emiti Gita hin darkar ... bahut sundar heichi song sir ❤
❤❤❤❤😊😅 mm œ
90ଦର୍ଶକ ର ଗୀତ ଭଳି ଲାଗିଲା ବହୁତ ସୁନ୍ଦର 🙏🙏
Sata katha ,, pura 90 ra geeta pari laguchi sunile
Malay mishra+Nirmal Nayak=Full Bobal
Qqssssaaaaaaaaàaàaaaaaaaaaàaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaààaaaà ji ji ji ji TV@@tapasranjan3405
Nice song
Ok bro
ଏତେ ଦିନ ପରେ ଗୋଟେ ହୁନୁ ହୁନିଆ ଗୀତ ଟେ ଆସିଚି 😂❤
ଗୀତ ବଢ଼ିଆ ହେଇଛି 🥰ପୁରୁଣା ଯାଜନିକା ଗୀତ ପରି ହେଇଛି 🤭ଇରା ଦିଦି ସୁପର 🤩ମାର୍କେଟ ଘାଣ୍ଟିବ🤩🤩🤩🤩
ହ୍ୟୁମାନ୍ ସାଗରେ ପ୍ରେମର ଜୁଆର
ଇରା ମହାନ୍ତି ସୁମଧୁର ଠାଣି
ନିର୍ମଳ ଲେଖାରେ ବାରମାସୀ ପ୍ରେମ
ମଳୟ ସଙ୍ଗୀତ ଚହଲା ମାରୁଛି, ମନ ନେଉଛି ଟାଣି
🎶🎶🎶🎶🎶🎶🎶❤️❤️❤️❤️❤️🎶🎶🎶🎶 ବହୁତ ସୁନ୍ଦର ହେଇଛି ଗୀତଟି
😅
😅
😅
😅
😅
ମାସ ମାସ ରେ ଗୀତ ଟା ସରିଗଲା 😊😊😊👍👍
ଇରା ଅପା ଆପଣଙ୍କ ସିଙ୍ଗିଙ୍ଗ୍ ଷ୍ଟାଇଲ୍ ହୃଦୟ ଛୁଇଁ ଯାଉଛି ❤️❤️❤️❤️🎉🎉🎉
Right ❤
ଏ ଗୀତ ବହୁତ ଭଲ ହେଇଛି। ମୁଁ insta ରୁ ସଙ୍ଗେ ସଙ୍ଗେ ଧାଇଁ ଆସିଲି full ଗୀତ ଶୁଣିବା ପାଇଁ 😊😊😊😊❤❤❤❤
ଅନେକ ଦିନ ପରେ
Evergreen song ର entry❤
Wow
Excellent 👌👍👍👍
ମଳୟ ମିଶ୍ରଙ୍କ ଗୀତ ଆଉ ଇରା ମହାନ୍ତିଙ୍କ କଣ୍ଠ...ଅତୀତ ରୁ ଲେଖା ଅଛି ।ମାର୍କେଟ ଘାଣ୍ଟିବ ମାନେ ଘାଣ୍ଟିବ 👍ଫୁଣି ମଳୟ ମିଶ୍ର ଯୁଗ ଫେରିଲା ଖୁସି ଲାଗିଲା...।ଜୟ ଜଗନ୍ନାଥ🙏
ଫୁଲ ବୋବାଲ🥰 ଖୁଦୁରୁକୁଣୀ ଶେଷ ପାଳିରେ ମାର୍କେଟ ଘାଣ୍ଟିବ 😘😘😘😘ହୁଁନୁ ହୁଁନୁ
ସବୁ ଦଶହରାରେ🎉ଏହି ଗିତ ଘାଣ୍ଟିବ ❤️❤️❤️❤️👍👍👍
ଆମେ ଓଡ଼ିଆ ଆମ ଭାଷା ବଢିଆ ସାରା ଦୁନିଆରେ ଆମରି ଗିତ❤❤❤ ସେଥି ପାଇଁ ପାଇଁ ତ ଆମେ ଓଡ଼ିଆ ଆମ ଭାଷା ବଢିଆ ଆଇ ଲଭ ୟୁ ❤❤❤❤
Malaya sir bahut dino pore puni au thore bholo odia album song dekhiba pain milila. Bahut khusi lagichi. Au sei punei janha album katha mone poduchi.
ଆଃ କି ସୁନ୍ଦର ଗୀତ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ଯବାଦ।
ଦୁଇ ଲିଜେଣ୍ଡ ଏକାଠି ଆସିଲେ ଓ ଗୋଟେ ଦମଦାର ଓଜନିଆ ଗୀତ ଖଣ୍ଡେ ଶୁଣିବାକୁ ମିଳିଲା । ଶସ୍ତା ଗୀତ ଶୁଣିଶୁଣି ଚିଡା ଲାଗୁଥିଲା । ମଳୟ ସାର, ନିର୍ମଳ ସାର ଜିନ୍ଦାବାଦ...
super song
ଗୀତ ଯିଏ ଲେଖିଛି ତାଙ୍କୁ ବହୁତ ଧନ୍ୟବାଦ୍ ଗୀତ ବହୁତ ଭଲ ହେଇଚି
ଡଃ ନିର୍ମଳ ନାୟକ ରଚନା କରିଛନ୍ତି ଗୀତ। ତାଙ୍କ ଲେଖା, ମଳୟ ମିଶ୍ର ସାର୍ ଙ୍କ ମ୍ୟୁଜିକ୍ ଏବଂ ଗୀତ ଟି ପୁଣି ଇରା ମ୍ୟାମ୍, ହ୍ୟୁମାନ ଭାଇ ଗାଇଛନ୍ତି ପୁରା ମେଲୋଡି 🎉
❤❤❤❤
Pachpat de aa
🤣🤣🤣🤣🤣🤣
@@indrazeetzeet89082
Aji Morning ru evening prajyant maximum 100 time's sunilini. Tathapi ichha heuchhi ahuri suniba ku. Ira Mohanty Madam nka voice re Maa Saraswati Achhanti.
ମଳୟ ମିଶ୍ର ଙ୍କ ସବୁ ଗୀତ ସୁପର ହିଟ୍।।ବହୁତ୍ ସୁନ୍ଦର୍ ହୋଇଛି ଏହି ଗୀତ।।
❤❤❤❤
I, m from assam. This song is very very nice ❤🙏🏻😇i love Odisa and chhattisgarh ❤ Jay Shree Ram 🙏🙏🙏
ଏ ଗୀତ ଶୁଣିଲା୦ୁ ମୋ ଦେହରେ ନିଆଁ ଲାଗି ଯାଉଛି🔥 😡🤮
I also love this
Need more number of hits by Malaya Mishra sir.
It is also a beautiful song.
ଏଇ ଗୀତ ଶୁଣିଲେ ସତରେ mood chenge କରିଦେଉଛି🥰😊
Kainki ba bro jharaka patr teka marithila ki😂
@@saraswatisahoo3913 hmm lo maa
🤨🤨
@@saraswatisahoo3913 nahi mu se teka mara mari kare nahi mu directly katha heijaa😅😅
ଗୀତ ଟି ପୁରା superhit ହେଇଛି ଗୋଡ଼ ଖାଲି ନାଚିଯାଉଛି ଯିଏ ଏଇ ଗୀତ ଟି ଲେଖିଛି ତାଙ୍କୁ ମୋର ❤❤ରୁ ଧନ୍ୟବାଦ ❤
ମୋ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ମଳୟ ସାର୍ l 🙏🙏
Odisha's great female singer Ira Mohanty ❤❤❤❤ love you 🙏
Odisha's great male singer is MR.HUMAN SAGAR SIR I ALWAYS RESPECT YOU
Human sagar kuha Hindu bhajan gote hau
❤
Tu ira mahanty ki Muslim ajan gaiba pain kaha
କିଏ କିଏ ୨୦୨୩ ଅକ୍ଟୋବର ଦଶହରା ରେ ଏହି ଗୀତ ଶୁଣୁଛନ୍ତି ତଳେ ଲାଇକ କରନ୍ତୁ 👇👇👍👍👇👍👇👍 ଜୟ ଶ୍ରୀ ରାମ 🚩🙏
Jay shree ram 🙏
Jai Sri ram
😅
ମଳୟ ସାର ଙ୍କ ଗୀତ ର ମେଲୋଡି ଅଲଗା ପ୍ରକାର 👌👌
ଭାଇ ମାନେ ହିମାନ ସାଗର ଙ୍କୁ କିଏ କିଏ ଭଲ ପାଅ ତାଙ୍କ ପାଇଁ ❤❤❤❤❤❤imosi coment କର
ମୁ ଏ ଗୀତ ବାର ବାର ଶୁଣିବାକୁ ପଡୁଛି 😍😍❤️❤️👌👌କିଏ ମୋ ଭଳି ଶୁଣୁଛ like କର
Mo tarapharu koti koti namhakar bhumishta panama ira Didi Humen Bhai % Malaya sir nka pain jabaradast song fantastic performances and really the great 👍👍👍
ମୋତେ ଏଇ ଗୀତ ଟି ବହୁତ ଖୁସି କରାଉଛି , ଗୋଡ ଉଠିଯାଉଛି ଶୁଣିକି, ମଳୟ ସାର୍ ବଢିଆ ମେଲୋଡି ଦେଇଛନ୍ତି ।
Odisha re no1 music director malaya Mishra....❤❤
Dr nirmal nayak sir is the best lyricist in our odia music industry
ମୋ ପରି କିଏ କିଏ ଆଗ youtube ରେ ଦେଖିକି ପରେ instagram reels ରେ ପରେ ଏହି ଗୀତ ଶୁଣିଚ like କର ❤😀✌️
ବହୁତ ସୁନ୍ଦର ଗୀତ ..ଶୁଣି ମନ ଖୁସି ହୋଇଗଲା
Ama odia bhasa sabuthu badhia verry proud to me I'm Odia JAY JAGANATH ⚫️‼️⚫️
Heart touching love song ...Mind blowing... ଓଡ଼ିଆ ମାସରେ ଲେଖିଥିଲେ ଆହୁରି ସୁନ୍ଦର ହେଇଥାନ୍ତା।।
😅😅😅😅😅😅😅😅😅
ଏଥର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ରେ ଉଠିବ ପଡିବ ଏହି ଗୀତ ରେ...
Wow supar ama odisha culture ra song👍👍👍👍👍🤷🤷🤷🤷🤷❤️❤️❤️sabu bele no 1 malya sir❤️❤️🤷🎂🤷
ଇଂଲିଶ ମାସ ନାମରେ ଓଡ଼ିଆ ଗୀତ ଓ ସଂଗୀତର ଚମତ୍କାର ସଂଯୋଜନା। ମଳୟ ମିଶ୍ରଙ୍କ ଜମାଣିଆ ଉପହାର ❤
Singer Ira mohanty + Composer Malay Mishra= deadly combo ...
ଯେତେ ଶୁଣିଲେ ବି ଏ ବୋଲୋ ମାନୁନି ବାରମ୍ବାର ଶୁଣିବାକୁ ଇଛା ହେଉଛି super song mind blowing
Beutyful track it's a next level lyrics and many many thanks to human bhai and ira mam❤❤❤
Beautiful
ମଳୟ ସାର ଆଉ ନିର୍ମଳ ସାର ଏତେଦିନ କେଉଁଠି ଥିଲେ ❤
ଜୟ ଜଗନ୍ନାଥ
Ghare😂😂😂😂😂😂😂😂
Hy
@@SubratMahapatra-rj3nb 🤣
Super - duper hit song of 2023, Thanks to ira maam,humane sir and all the work who made this song,specially great malaya sir.
😮
😂😂😂😊😅
ବହୁତ ବହୁତ ବହୁତ ବଢିଆ ଗୀତ
90S song return thanks to melody king malaya sir and odisha hira ira apa and sad song king human bhai.
No words to express the details. Hats of to malaya mishra, human bhai, era mohanty di.
ଓଡ଼ିଆ ଙ୍କ ପ୍ରତେକ୍ ମାସ ର ପର୍ବପର୍ବାଣୀ ନେଇ ଗୀତ ହୋଇଥିବାରୁ ବହୁତ ସୁନ୍ଦର ହୋଇଛି ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ସବୁଠୁ ବଢିଆ I love my odisha
What a mind-blowing rythem
Very very beautiful song
ବର୍ଷ ସାରା ମୁଁ ହୁନୁ ହୁନୁ ଆପଣଙ୍କ ଗୀତ ଶୁଣି 😀
ଏତେ ସୁନ୍ଦର ଗୀତ କେବଳ ମଳୟ ସାର ଙ୍କ ପାଇଁ ହିଁ ହେଇଚି, ପୁରା ମାର୍କେଟ କୁ ଖାଇଲା ଏ ଗୀତ.
Puni Aame 90'S Song ku ferile ❤ Love u Malaya Mishra Sir ❤️🙏
Supper se upper Bahut Sundar Lyrics ❤❤❤
ସଙ୍ଗୀତ ଟା ଅତି ସୁନ୍ଦର ହେଇଛି
Kya baat ira maam ek badhkar ek super duper hit gaana
ଇରା ମାମ୍ ଙ୍କ ଜବାବ୍ ନାହିଁ
❤❤❤❤❤❤❤
ବହୁତ ବଢିଆ ଗୀତ ଟି ହେଇଛି,ପୂରା ଫୁଲ୍ ବୋବାଲ 🤭🤭🤭🎉🎉🎉🎉
ଗୀତ ଶୁଣି ମୁଁ ହୁନୁ ହୁନୁ ❤❤❤❤❤
💝 Human & Ira 💝
Nice Duet Memorable Song Love You Malaya Mishra Sir ❤
❤❤❤
Lovely Ira❤❤sweet voice ❤
Wow superb song❤.... I really enjoy this beautiful lyrics😊
This line-octobar mase dashara medha
Bhida jami thila Sonu(lyrics osm)
Love you human bhai from malkangiri ❤❤❤❤
ମଳୟ ମିଶ୍ର ସାର୍ ହେଉଛନ୍ତି ସଙ୍ଗୀତ ଜଗତର ସମୁଦ୍ର🙏👏🌹🌷
😢😮
Agree
Music is so beautiful as compared to other trending songs. Most powerful composition of Malay Mishra ji
Lll
😢
A Qatar 8 q ^0 q 107 w17n5 l b
Nice combination of malay sir and Ira mam.
ଏହି ପରି ଗୀତ ଭଲ ଲାଗୁଛି.... ଆଗକୁ ଆହୁରି ଏମିତି ଗୀତ ମଳୟ sir, ନିର୍ମଳ ନାୟକ sir ଙ୍କ ଦ୍ୱାରା ହେଲେ ଭଲ ଲାଗିବ... 👍👍👍
Malay Mishra The king of odia Album 🎉
Ira mohanty rocks again this music ❤❤🎉
ଯେତେ ପ୍ରଶଂସା କଲେବି କମ୍ ପଡ଼ିବ ଇରା ମ୍ୟାମଙ୍କୁ ଏହି ଗୀତ ପାଇଁ ❤❤❤💯💯💯💯🙏🙏
All steps are best and human sagar voice amazing ira mahanty best and better 🤙🤙🤙🤙
Ira mohanty the legend singer ❤❤❤❤
Wowwww... bahut sundar aau dhamaakedaar gita tie satare👌👌👌🤗🤗🤗🤞🤞🤞.... Really, Zabardast heichi gita ti🥰🥰🥰💯💯💯🤞🤞🤞...
Heart touching song.. According to odia traditional festival.. Simply described by this song
Melodious Music with Unique type of Lyrics, Great Collaboration 👍
କି ସୁନ୍ଦର୍ ହେଇଛି ଗୀତ 😮
Malay mishra is a creative music director ❤.very lovable song.I listen his compositions of songs from my childhood.
No words !! Fantastic song 👍
Thanks to entile Team. 😍
Writer of this song great ❤
Hope He'll bring more songs like this soon.
ଆମେ ଓଡ଼ିଆ ଭରି ବଢିଆ ❤
The legend ❤Malay Mishra sir..
Super Malaya sir 🎉🎉🎉🎉..🎉🎉
Super
Mayurbhanja mahotsav:-ira mohanty 😊❤
Only Malaya Mishra can bring this type of Melodious Song …🎉🎉Recalling to 2004-2008❤❤❤
Aau jane thile Swarup Nayak but tankara death heigala kichi dina purbaru. But Malay Mishra aau film re music direction deu nahanti sethipain vala laguni
@@bhagabansadangi1996Bhai eba new film song ashuchi Malaya Mishra sir om swaha.au eba new new music director ashilani ta Sethi film song ashunahi
@@gautampradhan3182 . Legend sabubele legend mun kahuni purba vali se bahut film ra music direction diantu. But one year re gote movie ra ta music dei paribe.
@@gautampradhan3182a
Hiiiio
ଆମ ଓଡ଼ିଆ ସଂସ୍କୁତୀ ନାଇ ଗୀତତା
ହଇଛି ❤❤❤
What a lovely Voice Ira Madam ... From my Childhood to till date I am your Fan ..
Now not original voice. Digital effect added . Voice Chen cheina suna jauchhi
What a feeling.....by human sagar superb 👌
Human bhai nka voice Ira mam nka voice super duper super❤❤❤