Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ବହୁତ୍ ସୁନ୍ଦର୍ ସୁମଧୁର କଣ୍ଠ ସୁନ୍ଦର୍ ପରିବେଷଣ କରି ଛନ୍ତି ଗାୟକ ମହାଶୟ କ୍ନୁ ଧନ୍ୟବାଦ୍ ରାଧେ ରାଧେ🎉
Dhanyvad
ବହୁତ୍ ସୁନ୍ଦର। ପାଲା, ଦାସକାଠିଆ ଓ କୀର୍ତ୍ତନ ପ୍ରାୟ ଲୋପ ପାଇବାକୁ ବସିଲାଣି। ଯାହାହେଉ ଏ ଯୁବକ ଏହି ସଂସ୍କୃତି କୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି। ବହୁତ ବହୁତ ସାଧୁବାଦ୍ ❤
Thank you das sir
ବହୁତ ସୁନ୍ଦର ଉଦଣ୍ଡ କୀର୍ତ୍ତନ, ଏହିପରି ଭକ୍ତି ଭାବ ପୁର୍ଣ ସଂଗୀତ ପରିବେଷଣ କଲେ, ସମାଜ ର ମଙ୍ଗଳ ହେବା ସହିତ ଉନ୍ନତି ହୁଇପାରିବ l ଜୟ ଶ୍ରୀ ରାଧେ ରାଧେ 🙏
Radhe Radhe
Radhe Radhe. Very heart touching. Lots of love and respect to al the person... Very good voice really... Radhe Radhe
Thanks a lot
ମୋ ଜାଣିବାରେ ପ୍ରାୟତଃ କୀର୍ତ୍ତନ ଭଳିଆ ସଂସ୍କୃତି ବୁଡ଼ିବାକୁ ବସିଲାଣି ଓଡ଼ିଶାରେ । ପୂର୍ବ ଓଡ଼ିଶାରେ କେହି ଏହାର ଆଦୃତି ନ କରିବା ବେଳେ ପଶ୍ଚିମ ଓଡ଼ିଶାରେ ଏତେ ସଂଖ୍ୟାରେ ଲୋକ ଏହାକୁ ଦେଖିବା ସହ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ସାହାଯ୍ୟ କରିଛନ୍ତି, ଯାହା କି ଧନ୍ୟବାଦର ଯୋଗ୍ୟ । ଈଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ ।
Thank you so much
Bhai purba odishare bahut kirtan hauchi but emti high budget re nuhe odishi sankirtan hauchi dola purnamire gain re dekhi paribe
@@pabitrasahoo9199 ହଁ ହେଉଚି ଗାଆଁ ରେ ମଧ୍ୟ । କିନ୍ତୁ ସେତିକି ଆଗ୍ରହ ଏବେ ଆଉ ଲୋକଙ୍କ ମନରେ ନାହିଁ କୀର୍ତ୍ତନ ପ୍ରତି । ହୁଏ ତ ଆଉ 10 କି 20 ବର୍ଷ ବେଳକୁ କୀର୍ତ୍ତନ ତାର ଅସ୍ତିତ୍ବ ହରାଇ ପାରେ ଯାହା କି ଆମ ଉତ୍କଳୀୟ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହଁ ।
ଆଜିକା ଯୁଗ ରେ କୀର୍ତ୍ତନ ପରମ୍ପରା ହଜି ଯାଉଥିବା ବେଳେ,ଆପଣ ମାନେ ଏହାକୁ ଶୃତିମଧୂର୍ ଭାବେ ପରିବେଷଣ କରି ,ଲୋକଙ୍କୁ କୀର୍ତ୍ତନ ପ୍ରତି ଆଗ୍ରହ ବଢ଼ାଉ ଥିବାରୁ ,ଆପଣଙ୍କୁ ଓ ଆପଣଙ୍କ ସମ୍ପୂର୍ଣ୍ଣ କୀର୍ତ୍ତନ ମଣ୍ଡଳୀ ଙ୍କୁ ଅନେକ ଅନେକ ସାଧୁବାଦ 🙏ହରିବୋଲ 🙏
କୀର୍ତ୍ତନ ପରମ୍ପରାକୁ ଅତ୍ୟନ୍ତ ଭାବୋଦ୍ଦୀପକ ଓ ଶୃତି ମଧୁର କରି ପରିବେଷଣ କରିଥିବାରୁ , ଜଣେ ବାୟକ କୀର୍ତ୍ତନୀୟା ହିସାବରେ ମୁଁ,ସମସ୍ତ ବନ୍ଧୁ ମାନଙ୍କୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି ।
Ati sundar🙏🙏🙏
Bhai ❤
Remix of Pala, Daskathia, Kirtana. Excellent presentation. My best wishes. 💐💐💐
Many thanks
Pranam
ହୃଦୟସ୍ପର୍ଶୀ ତଥା ଆକର୍ଷଣୀୟ କୀର୍ତ୍ତନ ଏବଂ ସୁନ୍ଦର ଗାୟନ ..... ଧନ୍ୟବାଦ ଗାୟକ ଆଜ୍ଞା
Thank you
Radhe radhe
Hare krushna Hari bol ❤
Hare Krishna ❤
Radhe Krishna
Jay srikrishna Jay ❤❤❤❤❤❤❤❤❤❤❤❤
Jai jagannath 🎉🎉🎉🎉🎉
Jay Jagannath
Jay srikrishna jay jaganntha
Jay shree radhe
You are best singer, Many many thanks and God bless of all you
ଏହି ଭାବପୂର୍ଣ୍ଣ ସଂକୀର୍ତ୍ତନ ବେଶ୍ ହୃଦୟସ୍ପର୍ଶୀ। ରାଧେ ରାଧେ।
Radhe krishna very nice
OM namah bhagabate Basu Debaya namo namah
😊
Excellent and modern style kirtanJai jagannath
Hare Krishna hare ram Jay jagannath 🎉
❤Hare Krishnna ❤🚩🙏
ସୁନ୍ଦର କିତ୍ରନ୍
Jay Jagannath ⭕‼️🙏
❤❤❤❤❤ ବହୁତ ଭଲ
ଧନ୍ୟବାଦ୍
Radhe Radhe very nice
Thank you medam
Jai shree krishna jai shree Radhe Jai shree ram ji Dolamani dada Nice song Nice voice
jay jagannath
Very good 🎉
Thanks 😊
ମହାରଣା ଗାୟକ, ବାହକ, ତଥା ପାଳିଆ ଭାଇ ସମସ୍ତ ଙ୍କୁ ଧନ୍ୟବାଦ
Hari bol 🙏🙏
Thank
ଆଧୁନିକତା ରୁ ବାହାରି କିଛି ଭଲ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଦଣ୍ଡଵତ ପ୍ରଣାମ❤️🙏ଆଶା କରୁଛି ଏଭଳି ପଦକ୍ଷେପ ବାଟବଣା ହୋଇଯାଇଥିବା ଯୁବଗୋଷ୍ଟି ଙ୍କୁ ଭଲ ବାଟରେ ଆଣିବା ପାଇଁ ll
Jai Jagannath.... Jay Shree Krishna... Jay Radhey Radhey...... Beautiful singer and group... heartiest attractive....🌹🙏🙏🙏
Bohut Sundar
Wow amazing
Thanks a lot 😊
Jay srilrishna ❤❤❤❤❤❤❤❤
Bahut sundar kantha Radhe Krishna........ gopal ku tike sheha re ta padatale sarana nele hela
Nice voice
ପ୍ରତି ଗ୍ରାମ ରେ ସଙ୍କୀର୍ତ୍ତନ ମଣ୍ଡଳୀ ଗଢିବା ଦରକାର , ତା ହେଲେ ପୁରା ସଂସାର ଟା ନାମାମୟ ହେଇଯିବ ❤ ଜୟ ଜଗନ୍ନାଥ
Dhanyawad
Jay Radha madhaba ...Jay kunja bihari 🙏
Hare Krishna hare ram 🙏🙏🙏🙏
Namah shivaaya🙏🙏🙏. Thanks for your support to society. You are the best creator of your own best destiny👏👏👏
Thank you so much 🙂
Nice kirtan
Kirtan gauthiba vakta nku tanka ra hara/mala upahar Deba krisha Nam/bhakti Ku apaman heba.
🙏🙏🙏🙏🙏🙏🙏🙏🙏🙏🙏
Bahut bhal lagla
Hare Krishna hare Krishna Krishna Krishna hare hare hare ram hare ram ram ram hare hare
ରାଧେ କୃଷ୍ଣ
God bless you bro 🙏❤
Bahut sundar kirtan avali henadarkar apurba vaktivabara lahari kheluchhi heudaya pullakita heuchhi akhiru luhajhari paduchhi hrudaya re ramancha jagrata heuchhi bahut sundar
Radhe Krishna 😢 radhe Krishna
ରାଧେ ରାଧେ 🥰
Jay Sri Krishna Hari Hari Hari bol 🥺😭😔😔🙏🙏🙏🙏❤❤❤❤❤❤❤
Beautiful performance ❤
Thank you very much!
HAR HAR MAHADEV SAHA TUME JAY SHREERAM JAY SHREEHANUMAN SAHA TUME JAY JAGANNATH SAHA TUME
ଏମିତି କୀର୍ତ୍ତନ ପ୍ରୟାସ ସବୁ ଦିନ ବଞ୍ଚିରହିଥାଉ 🙏 ରାଧେ ରାଧେ 🙏
Very nice brother ❤❤❤
Thank you so much 😀
Excellent Jay Sri Krishna Jay Sri Radhe Radhe Om Namo Bhagabate Basudebaya Om Shanti
Jai Shree Jagannath
Outstanding.
🙏💐ରାଧେଶ୍ୟାମ 🙏💐
I like you good job
So beautiful bhajan 👌
ସୁନ୍ଦର୍ ପରିବେଷଣ। ଧନ୍ୟବାଦ୍
କୀର୍ତନ ବହୁତ ଜବରଦସ୍ତ.. କିନ୍ତୁ.. ଗାୟକ. ର unique voice.. ଗାୟକ ଯଦି ଫିଲ୍ମ ଦୁନିଆରେ ଚେଷ୍ଟା କଲେ.. ବି ନିଶ୍ଚୟ ସୁଯୋଗ ପାଇ ଯିବେ କିଛି ସନ୍ଦେହ ନାହିଁ
Thank you for your compliment
Ati sunder
ପ୍ରକୃତରେ ଏଇଟାକୁ କୀର୍ତ୍ତନ କୁହାଯାଏ । ଏଥିରେ ଭକ୍ତିଭାବ ରହିଛି । କିନ୍ତୁ ଆଜିକାଲି କିଛି ଲୋକ ଝିଅ ମାନଂକୁ ନେଇ ଯେଉଁ ଉଦଣ୍ଡ ନୃତ୍ୟ ଗୀତ ପରିବେଷଣ କରୁଛନ୍ତି , ସେଇଟାକୁ କୀର୍ତ୍ତନ କୁହାଯାଏ ନାହିଁ । ତାହା କେବଳ ମନୋରଞ୍ଜନ କରିଥାଏ । ସେଥିରେ ଭକ୍ତିଭାବ କାଣିଚାଏ ଵି ନାହିଁ ।
ଧନ୍ୟବାଦ୍ ପୁରୁଷ ଉଦଣ୍ଡ କୀର୍ତ୍ତନ କୁ ପସନ୍ଦ କରିଥିବାରୁ
Very high level bhakti bhara kirtan. Avoid tukel kirtan
Starting is wonderful.I honour you all.
Very Beautiful team
Thanks all
ଅତି ସୁନ୍ଦର
Radhe krishna hare hare hare
ବହୁତ ସୁନ୍ଦର ପରିବେଷଣ
Se kete Sundar bhaba re Hari nama gauchhanti ehha heuchhi live dekhibaku sunibaku
Bahut val laguche radhe radhe
ଅତି ଉଚ୍ଚ କୋଟି ପରିବେଷଣ..........❤
Thank you so much sir
ମନମୁଗ୍ଧକର ସଂଗୀତ🎉
ଧନ୍ୟବାଦ
Bahut vala laguchi kirtan
ବହୁତ ସୁନ୍ଦର। ଗାୟକଙ୍କ ପୋଷାକ ଉନ୍ନତ ମାନର ହେଲେ ଆହୁରି ଭଲ ହେବ।
ଓଁ ଜୟ ଜଗନ୍ନାଥ ସ୍ୱାମୀ କି ଜୟ
Very nice Thanks to all are
Many many thanks
ଭକ୍ତି ଭାବ ପୂର୍ଣ୍ଣ କୀର୍ତ୍ତନ,🙏🙏💐
🙏🙏🙏🙏🙏🙏
ଜୟ ରାଧେ. ବହୁତ ସୁନ୍ଦର କଣ୍ଠ ରେ ଗାଇଛନ୍ତି ଗାୟକ ମହାଶୟ. ବାୟକ ମହାଶୟକ ଙ୍କୁ ଅଶେଷ ଧନ୍ୟବାଦ. ସମସ୍ତ କଳାକାରଙ୍କୁ ଧନ୍ୟବାଦ
ଜୟରଧେ
Good KirtanJai Radha
ଆପଣଙ୍କ କୀର୍ତ୍ତନ ରେ କି ଭାବ ଅଛି ସତରେ ହୃଦୟ ସ୍ପର୍ଶୀ,ମହାପ୍ରଭୁଙ୍କ କୃପା ଏମିତି ଆପଣଙ୍କ ଉପରେ ଥାଉ ଆଉ ଆପଣ ଏମିତି ଅତି ସୁନ୍ଦର ସୁନ୍ଦର କୀର୍ତ୍ତନ କରୁଥାନ୍ତୁ,,,,ଜୟ ଜଗନ୍ନାଥ
Bahut. Sundrr
Very nice Radhe Radhe
Forever singer in kirtan
Radhe Radhe Radhe Radhe Radhe 🙏🙏🙏
Bahut badhia kirtan 👌
ଅତି ସୁନ୍ଦର ଭାବରେ ଗାଈ ଛନ୍ତି
ରାଧେ ରାଧେ, ଜୟ srikrushn
Best best best kirtan
Ji,sri,ram
Jay jay ram
ବହୁତ୍ ସୁନ୍ଦର୍,ଧନ୍ୟବାଦ୍।ଗାୟକ ଭାଇ।unik kirtan
ଅତି ସୁନ୍ଦର l କୀର୍ତ୍ତନ ମଣ୍ଡଳୀର କୌଣସି ଯୋଗାଯୋଗ ନମ୍ବର ଦେବାକୁ ଅନୁରୋଧ l
Discription re dia hoiche
ଭାଇ ଙ୍କର ବଢିଆ କୀର୍ତ୍ତନ ଉପସ୍ଥାପନ
So nice Jabardast
Har Har Mahadev. 🙏🙏🙏
Jay shiv sambhu
Jay Jagannath 🙏🙏
ବହୁତ୍ ସୁନ୍ଦର୍ ସୁମଧୁର କଣ୍ଠ ସୁନ୍ଦର୍ ପରିବେଷଣ କରି ଛନ୍ତି ଗାୟକ ମହାଶୟ କ୍ନୁ ଧନ୍ୟବାଦ୍ ରାଧେ ରାଧେ🎉
Dhanyvad
ବହୁତ୍ ସୁନ୍ଦର। ପାଲା, ଦାସକାଠିଆ ଓ କୀର୍ତ୍ତନ ପ୍ରାୟ ଲୋପ ପାଇବାକୁ ବସିଲାଣି। ଯାହାହେଉ ଏ ଯୁବକ ଏହି ସଂସ୍କୃତି କୁ ଉଜ୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି। ବହୁତ ବହୁତ ସାଧୁବାଦ୍ ❤
Thank you das sir
ବହୁତ ସୁନ୍ଦର ଉଦଣ୍ଡ କୀର୍ତ୍ତନ, ଏହିପରି ଭକ୍ତି ଭାବ ପୁର୍ଣ ସଂଗୀତ ପରିବେଷଣ କଲେ, ସମାଜ ର ମଙ୍ଗଳ ହେବା ସହିତ ଉନ୍ନତି ହୁଇପାରିବ l ଜୟ ଶ୍ରୀ ରାଧେ ରାଧେ 🙏
Radhe Radhe
Radhe Radhe. Very heart touching. Lots of love and respect to al the person... Very good voice really... Radhe Radhe
Thanks a lot
ମୋ ଜାଣିବାରେ ପ୍ରାୟତଃ କୀର୍ତ୍ତନ ଭଳିଆ ସଂସ୍କୃତି ବୁଡ଼ିବାକୁ ବସିଲାଣି ଓଡ଼ିଶାରେ । ପୂର୍ବ ଓଡ଼ିଶାରେ କେହି ଏହାର ଆଦୃତି ନ କରିବା ବେଳେ ପଶ୍ଚିମ ଓଡ଼ିଶାରେ ଏତେ ସଂଖ୍ୟାରେ ଲୋକ ଏହାକୁ ଦେଖିବା ସହ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ସାହାଯ୍ୟ କରିଛନ୍ତି, ଯାହା କି ଧନ୍ୟବାଦର ଯୋଗ୍ୟ । ଈଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ ।
Thank you so much
Bhai purba odishare bahut kirtan hauchi but emti high budget re nuhe odishi sankirtan hauchi dola purnamire gain re dekhi paribe
@@pabitrasahoo9199 ହଁ ହେଉଚି ଗାଆଁ ରେ ମଧ୍ୟ । କିନ୍ତୁ ସେତିକି ଆଗ୍ରହ ଏବେ ଆଉ ଲୋକଙ୍କ ମନରେ ନାହିଁ କୀର୍ତ୍ତନ ପ୍ରତି । ହୁଏ ତ ଆଉ 10 କି 20 ବର୍ଷ ବେଳକୁ କୀର୍ତ୍ତନ ତାର ଅସ୍ତିତ୍ବ ହରାଇ ପାରେ ଯାହା କି ଆମ ଉତ୍କଳୀୟ ସଂସ୍କୃତି ପାଇଁ ଆଦୌ ଶୁଭଙ୍କର ନୁହଁ ।
ଆଜିକା ଯୁଗ ରେ କୀର୍ତ୍ତନ ପରମ୍ପରା ହଜି ଯାଉଥିବା ବେଳେ,ଆପଣ ମାନେ ଏହାକୁ ଶୃତିମଧୂର୍ ଭାବେ ପରିବେଷଣ କରି ,ଲୋକଙ୍କୁ କୀର୍ତ୍ତନ ପ୍ରତି ଆଗ୍ରହ ବଢ଼ାଉ ଥିବାରୁ ,ଆପଣଙ୍କୁ ଓ ଆପଣଙ୍କ ସମ୍ପୂର୍ଣ୍ଣ କୀର୍ତ୍ତନ ମଣ୍ଡଳୀ ଙ୍କୁ ଅନେକ ଅନେକ ସାଧୁବାଦ 🙏
ହରିବୋଲ 🙏
କୀର୍ତ୍ତନ ପରମ୍ପରାକୁ ଅତ୍ୟନ୍ତ ଭାବୋଦ୍ଦୀପକ ଓ ଶୃତି ମଧୁର କରି ପରିବେଷଣ କରିଥିବାରୁ , ଜଣେ ବାୟକ କୀର୍ତ୍ତନୀୟା ହିସାବରେ ମୁଁ,ସମସ୍ତ ବନ୍ଧୁ ମାନଙ୍କୁ ଅନ୍ତରରୁ ଅଭିନନ୍ଦନ ଜଣାଉଛି ।
Ati sundar🙏🙏🙏
Bhai ❤
Remix of Pala, Daskathia, Kirtana. Excellent presentation. My best wishes. 💐💐💐
Many thanks
Pranam
ହୃଦୟସ୍ପର୍ଶୀ ତଥା ଆକର୍ଷଣୀୟ କୀର୍ତ୍ତନ ଏବଂ ସୁନ୍ଦର ଗାୟନ ..... ଧନ୍ୟବାଦ ଗାୟକ ଆଜ୍ଞା
Thank you
Radhe radhe
Radhe radhe
Hare krushna Hari bol ❤
Thank you
Hare Krishna ❤
Radhe Krishna
Jay srikrishna Jay ❤❤❤❤❤❤❤❤❤❤❤❤
Radhe radhe
Jai jagannath 🎉🎉🎉🎉🎉
Jay Jagannath
Radhe Krishna
Radhe radhe
Jay srikrishna jay jaganntha
Jay shree radhe
You are best singer, Many many thanks and God bless of all you
Thank you so much
ଏହି ଭାବପୂର୍ଣ୍ଣ ସଂକୀର୍ତ୍ତନ ବେଶ୍ ହୃଦୟସ୍ପର୍ଶୀ। ରାଧେ ରାଧେ।
Thank you
Thank you
Radhe krishna very nice
Thank you
OM namah bhagabate Basu Debaya namo namah
Radhe Krishna
😊
Excellent and modern style kirtan
Jai jagannath
Thank you so much
Hare Krishna hare ram Jay jagannath 🎉
Thank you
❤Hare Krishnna ❤🚩🙏
Thank you
ସୁନ୍ଦର କିତ୍ରନ୍
Jay Jagannath ⭕‼️🙏
Thank you so much
❤❤❤❤❤ ବହୁତ ଭଲ
ଧନ୍ୟବାଦ୍
Radhe Radhe very nice
Thank you medam
Jai shree krishna jai shree Radhe Jai shree ram ji Dolamani dada Nice song Nice voice
Thank you
jay jagannath
Jay Jagannath
Very good 🎉
Thanks 😊
ମହାରଣା ଗାୟକ, ବାହକ, ତଥା ପାଳିଆ ଭାଇ ସମସ୍ତ ଙ୍କୁ ଧନ୍ୟବାଦ
Thank you
Hari bol 🙏🙏
Thank
ଆଧୁନିକତା ରୁ ବାହାରି କିଛି ଭଲ ପଦକ୍ଷେପ ନେଇଥିବାରୁ ଆପଣଙ୍କୁ ଦଣ୍ଡଵତ ପ୍ରଣାମ❤️🙏
ଆଶା କରୁଛି ଏଭଳି ପଦକ୍ଷେପ ବାଟବଣା ହୋଇଯାଇଥିବା ଯୁବଗୋଷ୍ଟି ଙ୍କୁ ଭଲ ବାଟରେ ଆଣିବା ପାଇଁ ll
Thank you so much
Jai Jagannath.... Jay Shree Krishna... Jay Radhey Radhey...... Beautiful singer and group... heartiest attractive....🌹🙏🙏🙏
Bohut Sundar
Thank you so much
Wow amazing
Thanks a lot 😊
Jay srilrishna ❤❤❤❤❤❤❤❤
Thank you so much
Bahut sundar kantha Radhe Krishna........ gopal ku tike sheha re ta padatale sarana nele hela
Thank you so much
Nice voice
Radhe Krishna
ପ୍ରତି ଗ୍ରାମ ରେ ସଙ୍କୀର୍ତ୍ତନ ମଣ୍ଡଳୀ ଗଢିବା ଦରକାର , ତା ହେଲେ ପୁରା ସଂସାର ଟା ନାମାମୟ ହେଇଯିବ ❤ ଜୟ ଜଗନ୍ନାଥ
Dhanyawad
Jay Radha madhaba ...Jay kunja bihari 🙏
Thank you
Hare Krishna hare ram 🙏🙏🙏🙏
Thank you
Namah shivaaya🙏🙏🙏. Thanks for your support to society. You are the best creator of your own best destiny👏👏👏
Thank you so much 🙂
Nice kirtan
Thank you
Kirtan gauthiba vakta nku tanka ra hara/mala upahar Deba krisha Nam/bhakti Ku apaman heba.
🙏🙏🙏🙏🙏🙏🙏🙏🙏🙏🙏
Bahut bhal lagla
Thank you so much
Hare Krishna hare Krishna Krishna Krishna hare hare hare ram hare ram ram ram hare hare
ରାଧେ କୃଷ୍ଣ
God bless you bro 🙏❤
Thank you
Bahut sundar kirtan avali henadarkar apurba vaktivabara lahari kheluchhi heudaya pullakita heuchhi akhiru luhajhari paduchhi hrudaya re ramancha jagrata heuchhi bahut sundar
Thank you
Radhe Krishna 😢 radhe Krishna
Thank you
ରାଧେ ରାଧେ 🥰
Radhe radhe
Jay Sri Krishna Hari Hari Hari bol 🥺😭😔😔🙏🙏🙏🙏❤❤❤❤❤❤❤
Thank you
Beautiful performance ❤
Thank you very much!
HAR HAR MAHADEV SAHA TUME JAY SHREERAM JAY SHREEHANUMAN SAHA TUME JAY JAGANNATH SAHA TUME
Radhe radhe
ଏମିତି କୀର୍ତ୍ତନ ପ୍ରୟାସ ସବୁ ଦିନ ବଞ୍ଚିରହିଥାଉ 🙏 ରାଧେ ରାଧେ 🙏
Thank you
Very nice brother ❤❤❤
Thank you so much 😀
Excellent Jay Sri Krishna Jay Sri Radhe Radhe Om Namo Bhagabate Basudebaya Om Shanti
Thank you
Jai Shree Jagannath
Jay Jagannath
Outstanding.
🙏💐ରାଧେଶ୍ୟାମ 🙏💐
Radhe radhe
I like you good job
Thank you so much
So beautiful bhajan 👌
Thanks a lot
ସୁନ୍ଦର୍ ପରିବେଷଣ। ଧନ୍ୟବାଦ୍
Thank you
କୀର୍ତନ ବହୁତ ଜବରଦସ୍ତ.. କିନ୍ତୁ.. ଗାୟକ. ର unique voice.. ଗାୟକ ଯଦି ଫିଲ୍ମ ଦୁନିଆରେ ଚେଷ୍ଟା କଲେ.. ବି ନିଶ୍ଚୟ ସୁଯୋଗ ପାଇ ଯିବେ କିଛି ସନ୍ଦେହ ନାହିଁ
Thank you for your compliment
Ati sunder
Thank you
ପ୍ରକୃତରେ ଏଇଟାକୁ କୀର୍ତ୍ତନ କୁହାଯାଏ । ଏଥିରେ ଭକ୍ତିଭାବ ରହିଛି । କିନ୍ତୁ ଆଜିକାଲି କିଛି ଲୋକ ଝିଅ ମାନଂକୁ ନେଇ ଯେଉଁ ଉଦଣ୍ଡ ନୃତ୍ୟ ଗୀତ ପରିବେଷଣ କରୁଛନ୍ତି , ସେଇଟାକୁ କୀର୍ତ୍ତନ କୁହାଯାଏ ନାହିଁ । ତାହା କେବଳ ମନୋରଞ୍ଜନ କରିଥାଏ । ସେଥିରେ ଭକ୍ତିଭାବ କାଣିଚାଏ ଵି ନାହିଁ ।
ଧନ୍ୟବାଦ୍ ପୁରୁଷ ଉଦଣ୍ଡ କୀର୍ତ୍ତନ କୁ ପସନ୍ଦ କରିଥିବାରୁ
Very high level bhakti bhara kirtan. Avoid tukel kirtan
Starting is wonderful
.I honour you all.
Very Beautiful team
Thanks all
Thank you
ଅତି ସୁନ୍ଦର
Thank you
Radhe krishna hare hare hare
ବହୁତ ସୁନ୍ଦର ପରିବେଷଣ
Thank you
Se kete Sundar bhaba re Hari nama gauchhanti ehha heuchhi live dekhibaku sunibaku
Thank you
Bahut val laguche radhe radhe
Thank you
ଅତି ଉଚ୍ଚ କୋଟି ପରିବେଷଣ..........❤
Thank you so much sir
ମନମୁଗ୍ଧକର ସଂଗୀତ🎉
ଧନ୍ୟବାଦ
Bahut vala laguchi kirtan
Thank you
ବହୁତ ସୁନ୍ଦର। ଗାୟକଙ୍କ ପୋଷାକ ଉନ୍ନତ ମାନର ହେଲେ ଆହୁରି ଭଲ ହେବ।
Thank you
ଓଁ ଜୟ ଜଗନ୍ନାଥ ସ୍ୱାମୀ କି ଜୟ
Thank you
Very nice Thanks to all are
Many many thanks
ଭକ୍ତି ଭାବ ପୂର୍ଣ୍ଣ କୀର୍ତ୍ତନ,🙏🙏💐
Thank you
🙏🙏🙏🙏🙏🙏
ଜୟ ରାଧେ. ବହୁତ ସୁନ୍ଦର କଣ୍ଠ ରେ ଗାଇଛନ୍ତି ଗାୟକ ମହାଶୟ. ବାୟକ ମହାଶୟକ ଙ୍କୁ ଅଶେଷ ଧନ୍ୟବାଦ. ସମସ୍ତ କଳାକାରଙ୍କୁ ଧନ୍ୟବାଦ
Thank you
ଜୟରଧେ
Good Kirtan
Jai Radha
ଆପଣଙ୍କ କୀର୍ତ୍ତନ ରେ କି ଭାବ ଅଛି ସତରେ ହୃଦୟ ସ୍ପର୍ଶୀ,ମହାପ୍ରଭୁଙ୍କ କୃପା ଏମିତି ଆପଣଙ୍କ ଉପରେ ଥାଉ ଆଉ ଆପଣ ଏମିତି ଅତି ସୁନ୍ଦର ସୁନ୍ଦର କୀର୍ତ୍ତନ କରୁଥାନ୍ତୁ,,,,ଜୟ ଜଗନ୍ନାଥ
Thank you
Bahut. Sundrr
Very nice Radhe Radhe
Thank you
Forever singer in kirtan
Thank you so much
Radhe Radhe Radhe Radhe Radhe 🙏🙏🙏
Radhe radhe
Bahut badhia kirtan 👌
Thank you so much
ଅତି ସୁନ୍ଦର ଭାବରେ ଗାଈ ଛନ୍ତି
Thank you
ରାଧେ ରାଧେ, ଜୟ srikrushn
Radhe Radhe
Best best best kirtan
Thank you so much
Ji,sri,ram
Jay jay ram
ବହୁତ୍ ସୁନ୍ଦର୍,ଧନ୍ୟବାଦ୍।ଗାୟକ ଭାଇ।unik kirtan
Thank you so much sir
ଅତି ସୁନ୍ଦର l କୀର୍ତ୍ତନ ମଣ୍ଡଳୀର କୌଣସି ଯୋଗାଯୋଗ ନମ୍ବର ଦେବାକୁ ଅନୁରୋଧ l
Discription re dia hoiche
ଭାଇ ଙ୍କର ବଢିଆ କୀର୍ତ୍ତନ ଉପସ୍ଥାପନ
Thank you
So nice
Jabardast
Thank you
Har Har Mahadev. 🙏🙏🙏
Jay shiv sambhu
Jay Jagannath 🙏🙏
Jay Jagannath