Kn ta miluchi sabe bele to agare pauchanti jaha sesare balia sei ga bhika bhalia deuchi govt tume jau level re acha tumar jagyata jete sei level fight karo anyo bhago ku tumar ki adhi karo
Poor general cast people leave India due to reservation, as they are suffering from due to reservation policy from the time of Independence, why they suffer due to reservation,why they should not be given reservation according to their percentage of their population.
ସମାଜ ରେ ଜାତି ପ୍ରଥା ଅଛି ମାନେ କୋଟା ବି ରହିବ ଦରକାର
Right 100%
Kintu jati pratha kehi manu nahanti au😅 reservation ku maniba katha nuhe
Ri8 decision sir🙏
@@50k892vtu bodhe odisha ra basinda nuha aa tote dekheibi jaati pratha
ସମାଜରେ, ବର୍ଣ୍ଣ ବ୍ୟବସ୍ଥା, ଜାତି ବ୍ୟବସ୍ଥା, ଅସ୍ପୃଶ୍ୟତା, ରହିଲେ ସଂରକ୍ଷଣ ବ୍ୟବସ୍ଥା ଜାରି ରହିବ,,
ଜାତି ପ୍ରଥା କଂଗ୍ରେସ ଆରମ୍ଭ
କରିଥିଲା-ଏବେ ତାର ପରିଣାମ
ଲୋକେ ଭୋଗୁଛନ୍ତି
Right
ଜାତି ପ୍ରଥା ଉଚ୍ଚ ନୀଚ୍ଚ ଭେଦ ଭାବ ପଣ୍ଡିତ ମାନେ ତିଆରି କରିଛନ୍ତି । ସେଥିପାଇଁ ଦେଶ ଆଗକୁ ଉନ୍ନତି କରିପାରୁ ନାହିଁ ।
Palana kie karuthila?
hatauni sabu general pilanka dayi semane reservation hatile sc st pilanka bhalia strike kari support daunahanti govt kn kariba kemti utheiba
You are crying for only ST ,SC,OBC, Not for General, Muslim, Christian,
ଜାତି କୋଟା କାଟି ସବୁ ଉଠିବା ଦରକାର ଜିଏ ପାଠପଢିବ ସିଏ ଚାକିରି କରୁ ସମସ୍ତ ଲୋକଙ୍କୁ ସମାନ ଅଧିକାର ମିଳୁ ଆ ମେ ସଵୁ କଂଗ୍ରେସ କୁ େଭାଟ୍ ଦେବୁ
Ame bi raji kintu ସମାଜରୁ ଛୁଆ chuuti ହାତ ଯାଉ କୁଆଡୁ ସବୁ ଆସି ଯାଉଛ ଚାକିରୀରେ ସମ୍ମାନ ଅଧିକାର darkar ସମାଜରେ ଉଚ୍ଚ ବର୍ଗର ରେ ବସିବ , ଆମକୁ kn pain ଛୁଟ ଜାତି ରେ ରହିବୁ ,ସବୁ ସୁବିଧା ତ ତମେ ନବ ଆମେ କଣ ଖଡା ଖଉବୁ sala ସମାଜ ରେ ଉଛ ରେ ରହିବ ,ଚାକିରି ରେ ସମାନ ଅଧିକାର darkar ,amaku ଜାତିରେ ସମାନତା ଦିଅ ତମେ କୋଟା ରେ ସମ୍ମାନ ହୁଅ କିଏ ମନା କରୁଚି
BHAI JANICHA ODISHA KETE SC ST ACHHANTI.JIA SC ST KU BIRODH KARIBO SIA HARIBO ODISHA RE
OBC ମାନଙ୍କର 27% reservation ଓଡ଼ିଶାରେ କାହିଁକି ଦେଉନାହାନ୍ତି ଓଡିଶା ସରକାର। ଯୋଉ department ରେ ବି ଯେତେ ପୋଷ୍ଟ ବାହାରିଲେ ବି obc ପୋଷ୍ଟ zero ରଖିଦେଉଛନ୍ତି। ଆଉ ଗୋଟେ ଧନ୍ଦା ଲଗେଉଛନ୍ତି ଓଡ଼ିଶାରେ କଣ ନା SEBC, ଯଦି ବି SEBC କଲ OBC କୁ ତାହେଲେ SEBC ପୋଷ୍ଟ କାହିଁକି zero ରଖୁଛ? ଏଇଟା ସବୁ ଧନ୍ଦା ଆରମ୍ଭ କରିଥିଲା ବିଜେଡି ଆଉ ସେଟା କୁ କାମରେ ଲଗାଉଛି ବିଜେପି। ଜାଗ obc ଲୋକ ଜାଗ। ଆମ ହକ ଅଧିକାରର ସବୁ ଲୁଟ ଚାଲିଛି। ଯଦି ଓଡିଶା ରେ OBC ଙ୍କୁ 27%reservation ଦିଆ ନହେଲା ତାହେଲେ ଆଗାମୀ election ରେ ସବୁ ହିସାବ ହବ। 🙏
ଭାଇ ରେ OBC ମାନଙ୍କୁ ବୁଝେଇ ପାରିବୁନି କାରଣ ସେମାନେ genral ପଛରେ ଗାଣ୍ଡୀ ମରେଇ ହେବେ।ନିଜ ଅଧିକାର ପାଇଁ st sc ଲଡୁଛନ୍ତି ଯଦି ObC ମାନେ ବୁଝି ପାରିଲେ ଭଲ ହୁଅନ୍ତା।
ଜାତିପ୍ରଥାକୁ ଉସୁକାଉଛନ୍ତି, ବିଭିନ୍ନ ଦଳରେ ଥିବା ଅଜାତିଆ ରାଜନେତା। ପାଠ ପଢିବା ପାଇଁ ଯେତେ ଟଙ୍କା sc/st ଙ୍କୁ ଦିଅ। ଚାକିରୀ ରେ ନିଜ ଦକ୍ଷତା ବଳରେ ପାଆନ୍ତୁ। ସେମାନେ ମଧ୍ଯ ସମ୍ମାନର ସହ ବଞ୍ଚିବେ।
ଦୁଃଖ ଲାଗୁଚି,ଓଡ଼ିଶାର obc ଏବେବି ଅବୁଝା ରହୁଛନ୍ତି ଯେ ତାଙ୍କର ହକ ଅଧିକାର କିଏ ଖାଉଛି।sc, st ତାଙ୍କ reservation ଆଧାର ରେ ଆଜି ମୁଖ୍ୟମନ୍ତ୍ରୀ ଠୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ହୋଇପାରିଛନ୍ତି .......ମାତ୍ର obc ଓଡ଼ିଶାରେ sc, st ଙ୍କୁ ବିରୋଧ କରି ମନୁବାଦି ଦକ୍ଷିଣପନ୍ଥି ରାଜନୈତିକ ଦଳକୁ ଜିତେଇ ବି ମୁଖ୍ୟମନ୍ତ୍ରୀ ପଦ ଟିଏ ନେଇ ପାରି ନାହାନ୍ତି।କଥା ବଡ ବଡ ନିଜ ଭାଇଙ୍କୁ ବିଶ୍ୱାସ ନାହିଁ ତଥା ବିରୋଧ କରିବା.....ନନା ଙ୍କ ଗୁଣଗାନ କରିବା ଇତ୍ୟାଦି ଇତ୍ୟାଦି।
ଭାଇ ଏଇ କଂଗ୍ରେସ ଲାଗି ହିଁ ସବୁ ସମସ୍ୟା ।ଏମାନେ 70 ବର୍ଷ ଶାସନ କଲେ ତଥାପି କିଛି ସମାଧାନ କରିପାରିଲେ ନି?ଲଜ୍ଜ୍ୟା ଲାଗିବ କଥା ଏବେ ବି ଏମାନେ ଗରିବୀ ହଟଇବା ନାରା ଦେଉଛନ୍ତି।
Thanks
Magiya narendra Modi kiye be se be Jane OBC
ଆମ ର 54% ଅଛୁ ମାନେ obc/sebc ଆମ କୁ ବି 54% ଦିଅ ଆରକ୍ଷଣ
ଓଡ଼ିଶାରେ ନୁଆ ସରକାର ଆସିଲେ ବି କିଛି କରି ପାରିବନି କାହିଁକି କି ଏହି ରଜ୍ୟ ରେ ଟଙ୍କା ଉପରେ କାରବାର ଚାଲିଛି ଯାହାର ଟଙ୍କା ଅଛି ସେ ଚାକିରୀ କରିବ ଆଉ ଯାହାର ଟଙ୍କା ନାହିଁ ସେ ବାହର ରାଜ୍ୟରେ ଦାଦନ କଟି ଯିବ......
Right
ସାର୍ ରାଜ୍ୟ ର ସବୁ ଜାତି ର ଲୋକଙ୍କୁ ସମାନ ଭାବରେ ସରକାରୀ ସୁବିଧା ଯୋଗାଇ ଦେଉ ସବୁବେଳେ ଖାଲି sc,St ଙ୍କୁ ହଁ ସୁବିଧା ମିଳୁଛି। ଆଉ ଅନ୍ୟ ଜାତି ର ଲୋକ କ'ଣ କରିବେ ।
Are sc st kahiki ରଖିଛନ୍ତି ପଚରୁନ ବ୍ରାହ୍ମଣ ବାଉରୀ ସବୁ ଗୋଟେ କହୁନ ,ଏହା କହିବାକୁ ଜିଭରେ ହାଡ଼ ଯଦି ଅଛି ,ତ କୁହ
Kn ta miluchi sabe bele to agare pauchanti jaha sesare balia sei ga bhika bhalia deuchi govt tume jau level re acha tumar jagyata jete sei level fight karo anyo bhago ku tumar ki adhi karo
ଚାକିରୀରେ ଜାତିପ୍ରଥା ରହିବା କଥା ନୁହ କାରଣ ଅଯୋଗ୍ୟ କୁ ଦେଲେ ଦେଶ କ୍ଷତି ସହିବ ଲେଖକ କବି ସଙ୍ଗୀତ କାର କଳାକାର ରେ କୋଟା କରି ଦେଖାଅ
@@pravatkumarmishra9760 85%chakiri general hatare 15%chakiri st/sc/obc pakhore
ଏଇ ଦେଶରେ ଯେତିକି Corruption, scam ଆଉ ଅପରାଧ ରେ ଲିପ୍ତ ଲୋକ ଅଛନ୍ତି ସବୁ (max. )GENERAL ସମ୍ପ୍ରଦାୟର ଲୋକ । ଆଉ ହଁ ସବୁ ବଡ଼ ପଦବୀ ରେ ରହିକି ଏଇ ସବୁ କାମ କରୁଛନ୍ତି । ଦେଶକୁ ଖୋଳ କରିବା ସହିତ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି।
Corruption, scam ଆଉ ଅପରାଧ ରେ ବି sc/st ଙ୍କୁ ଆଗକୁ ଦେବେନି 😂। ଚାକିରି ତ ଛାଡ଼ 🙏
A ଦେଶ ବ୍ରାହ୍ମଣ ଙ୍କ ପାଇଁ ଖାସ୍ କରି ବହୁତ୍ କ୍ଷତି ସହିଛି ।
Mandira puja re bi sc st ruhantu
@@sontoshkusulia5472right
Jati pratha hin utha jau
ଧନ୍ୟବାଦ ❤
Poor general cast people leave India due to reservation, as they are suffering from due to reservation policy from the time of Independence, why they suffer due to reservation,why they should not be given reservation according to their percentage of their population.
କୋଟା ହଟାଓ ଯେ ଯେମିତି ଯୋଗ୍ୟ ହେବ ସେହିଭଳି ସ୍ଥାନ ଅଧିକାର ପାଇବ
ଜାତି ପ୍ରଥାକୁ ଆଗ ହଟାଅ ତାପରେ ସବୁ ଠିକ ଠାକ୍ ହେବ।
କୋଟା ରହିବ ନାହିଁ ଯିଏ ପାଠ ପଢିଲା ସିଏ ଚାକିରୀ କରିବ ଏ ହା ଠିକ
Balana ta Katha re desa chaliba ....
Tu bukachuda ketebodo ponditogyun
ଜାତି ରହିବା ଟା କୋଟା ରହିବା
ଜାତି ହଟିବା କୋଟା ହଟିବା ,ରାଜି ତ?
@@hansdahpurudhul9160ସମ୍ବିଧାନ ପଢ଼ କୋଟା କଣ ବୁଝି ଯିବ ,ଅନ୍ଧ ଭାବେ କହିଲେ ଲାଭ ନାହିଁ ।
@@NiranjanOram-fu1qtCorrect 💯
Agaru achi mane abe b rahiba darkar
ଜାତି ପ୍ରଥା ଉଚ୍ଚ ନୀଚ୍ଚ ଭେଦ ଭାବ ପାଖଣ୍ଡବାଦ୍ ପଣ୍ଡିତ ମାନେ ତିଆରି କରିଛନ୍ତି । ସେଥିପାଇଁ ଦେଶ ଉନ୍ନତି କରିପାରୁ ନାହିଁ । ନିଜକୁ ଶ୍ରେଷ୍ଠ ଭାବିବା ବନ୍ଦ୍ କରି ସମାନତା ସ୍ୱତନ୍ତ୍ରତା ବନ୍ଧୁତା ଭାଇଚାରା ଶିକ୍ଷା ମାଧ୍ୟମରେ ଦେଶ ଆଗକୁ ଯିବ ।
Obc ଭାଇ ମାନେ ଏକାଠି ହୁଅ ନିଜ ହକ ପାଇଁ ଲଢେଇ କରିବା
❤
ଯେଉଁ ମାନଙ୍କୁ କଟାରେ ନିଯୁକ୍ତି ଅନାନ୍ୟ ସୁବିଧା ଦିଆଯିବ.
ସେହି ବର୍ଗ ର ଲୋକେ ଭୋଟ ଦେବେ, ସାଧାରଣ ବର୍ଗ ର ପାଖରୁ ଭଟ ଆଶାକରିବ ନାହିଁ.
ଠିକ୍ କହିଛନ୍ତି ,ଆମ ଲୋକ ଠିକ୍ ଠିକ୍ ନାଇ ସାଧାରଣ ବର୍ଗ ର ଲୋକ ଏକଜୁଟ ହେଇ ଭୋଟ ନ ଦେଲେ ଭଲ ହୁଅନ୍ତା
Amaku ସମାଜରେ , ସମାନ ଅଧିକାର ଦିଆଯାଉ ,ଗୋଟେ bramhan jemiti banchuchi ,gote gouda jemiti banchuchi , tahele ame raji ,ସମାଜର ରୁ ଛୁଆଁ chuti hatantu ,khali bhasan marile hebani ,
@@villagegirllali1816ri8
This is country needs new constitution with accountability.
100% ରିଜରବେଶନ ହେବା ଉଚିତ
ମାଗୀଆ ତୋର ଯୋଗ୍ୟତା ନାହିଁ କି ବିନା ଆରକ୍ଷଣ ରେ ଚାକିରି କରିବାକୁ
ଜାତି ପ୍ରଥା ପ୍ରଥମେ ବ୍ରାହ୍ମଣ ମାନେ ହିଁ କରି ଥିଲେ ସେ ମାନେ ଏବେ ଜାତି ପ୍ରଥା ଉଠା ଯାଉ baluchhat
SC ST ku general mane tanka jhia diantu o jhia niantu,jatipratha uthijau
ଯଦି ଓଡ଼ିଶାରେ sc ଜନସଂଖ୍ୟା 17% ସେମାନଙ୍କୁ 16.25% ଆରକ୍ଷଣ ମିଳୁଛି।
St ଜନସଂଖ୍ୟା 23% ତାଙ୍କ ଆରକ୍ଷଣ 22.50% ଦେଇ ପାରିଲ।
ତେଣୁ SEBC/OBC ଜନସଂଖ୍ୟା 54% ତାଙ୍କୁ କାହିଁକି 53+++ ଆରକ୍ଷଣ ମିଳିବନି।
ଆମକୁ ବି ଦିଅ
ସାଧାରଣ ବର୍ଗଙ୍କ ପାଇଁ ସାନ୍ତ୍ବନାମୂଳକ ଭାବେ ଗୋଟିଏ ପଦ କୁହାଯାଇନାହିଁ ସେଥିରେ ପୁଣି ଲେଖୁଛ ସାଧାରଣ ବର୍ଗଙ୍କ ପାଇଁ ଖୁସି ଖବର!
ସାଧାରଣ ଲୋକ କଣ ଭୋଟ ଦେଇ ନାହାନ୍ତି। କେବଳ ତୁମ ପାଇଁ ସଂରକ୍ଷଣ। ପୂରା ସଂରକ୍ଷଣ ଉଠାଇ ଦେବା କଥା। ଯାହାର ଯୋଗ୍ୟତା ଅଛି ସେ ଚାକିରି ପାଇବା କଥା। ନିୟମ ଅଲଗା କାହିଁକି।
1st general cast ଉଠାଅ, ପରେ sc st ଉଠେଈବ
Right bro
ବୋକାଚୋଦା general ବୋଲି ଗୋଟେ କୋଉ ଜାତିର କୋଟା ଅଛିକି ?
Maghia nahita general ku gali kale tate kahi ki badhuchi
ଆଉ ସାଧାରଣ ର୍ବଗ ପିଲାମାନେ ସବୁ ଧନୀ ଖାଲି SC ST ପିଲାମାନେ ଗରିବ ସଳା କୌଠୁ ଆସିଲ ବେ
Bhala Kari st cast ku kana bhabuchhu a desha heouchhi st ra
Ok sir
Sc st Cristina dhormo nele general kamiti hai jauchanti au taku kichi subhudha nhi
ଜେନେରାଲ ପିଲା ମାନେ କଣ କରିବେ କହିଲ ନାହିଁ 😮
Gandi morei hua
@@Somanath-j1l to bou ku gia
@@Somanath-j1l😂😂😂 thik bhai kahichha 😂
@@hksahoo8755 ତୁମେ କାଳେ ବହୁତ୍ ବହୁତ୍ ବହୁତ୍ talented pila general re seat nauna । Bahut talented ।
Tumara ଗାଣ୍ଡିରେ ଜ୍ଞାନ , ବାଳ ରେ ଜ୍ଞାନ , ପେଳ ରେ ଜ୍ଞାନ , ଯେତେବେଳେ କୋଟା ର କୋଟାଧାରି ମାନେ କୋଟାରୁ ବାହାରି UR re ଲଢେଇ କରିବେ ସେତେବେଳେ , ତୁମେ କହିବ ଏବେ ଆମକୁ ବି Reservation ଦିଆଯାଉ ।
କୋଟା ଶାସନ କଂଗ୍ରେସ ଦଳ କରିଛି BJP ଦଳ ସେଥିରୁ ହଟାଇ ଦେଇ ଗୋଟିଏ ଦେଶ ଗୋଟିଏ ଜାତି ଗୋଟିଏ ଚାକିରି ମିଳିବ ଏବେ
To bhauni ku aga gote harijan pila ku marage karibaku de ta. Pare kahibu
@@pitambersethi7403 ଓଡିଶାରେ ପ୍ରତି 100ଜଣ ଲୋକ ଭିତରେ 54ଜଣ obc 22ଜଣ St/sc 24ଜଣ ସାଧାରଣ ଲୋକ ବାସ କରନ୍ତି ଏବେ ଜାତି ପ୍ରଥା ଉଠିଗଲେ ତୁମର ଫାଟିବ 100% ମାର୍କ ପାଇଥିବା obc gen ପିଲା ଚାକିରି ନାହିଁ 30%ମାର୍କ ରଖିଥିବା ପିଲା ଚାକିରି ଏ କି ଶାସନ ମୂର୍ଖ ଶାସନ କୋଟା ଶାସନ କଂଗ୍ରେସ ଦଳ କରିଛି ତାହା ମୋଦୀ ସରକାର ପରିବର୍ତନ ଆଣି ଏକ ଦେଶ ଏକ ଜାତି ଏକ ନାଗରିକ ବହୁତ ଭଲ
@@pitambersethi7403bhai horijono kn pain se age santali loko pakhhore Baha koreiba pain kuhonti tapare jaha kothha
@@pitambersethi7403bhai right answer
ସମାଜରେ ଏ ଜାତିପ୍ରଥା କିପରି ଉଠିବ ସେଥିପାଇଁ ପ୍ରୟାସ ନାହିଁ. ଚାକିରି କଥା ପଢିଲେ ପ୍ରସ୍ତୁତ ହୋଇଯାଉଛନ୍ତି. ଉଚ୍ଚ ଜାତିର ଲୋକେ ହଜାର ହଜାର ବର୍ଷ ଧରି ଫାଇଦା ଉଠେଇଛନ୍ତି. ଆମ କୁ ଭାରତ ସ୍ୱାଧୀନତା ର ଶହେ ବର୍ଷ ବି ପୁରିନାହିଁ ଆମ ସୁବିଧା କୁ ତମେ ସହି ପାରୁନ. ଆମ ଯେତେବେଳେ ହଜାର ହଜାର ବର୍ଷ ଧରି ଅଶିକ୍ଷିତ କରି ରଖିଥିଲ ସେତେବେଳେ କଣ ଜାଣିପାରୁ ନଥିଲା କେତେ କଷ୍ଟ. SC STପିଲାଙ୍କୁ ସୁବୁଧା ମିଳୁଛି ଆଗକୁବି ମିଳିବ ତମେ ବାଣ୍ଡ ଓପାଡିବ
😊😊😊
@@rupeshbag3376 ମାଗିହାଁ ହସୁଛୁ କଣ ପାଇଁ
Absolutely right jena sir.
Right katha kshuchaanti sir👍🏽👍🏽❤️❤️
ଯେଉଁ ମାନେ ଦାଦନ ଯାଉଛନ୍ତି ତାଙ୍କର କାଟେଗୋରି ଗଣିବା ଦରକାର। ଖାଲି ଓବିସି କହିଲେ ହେବ କି?
Obc ର କଣ ଗରିବ ନୁହନ୍ତି କି
କୋଟା ସ୍ଵଷ୍ଟଏମ ହଟେଇ ବା ଦରକାର
Jati hatao cota ape hatijib ,mulu maile jib sari ଦେବଙ୍କ ସଙ୍ଗେ କିମ୍ପା କଲି ,
Sabu subidha darkar nuh , ସମାଜରେ ଉଚ୍ ରେ ବସିବ ,ଆଉ ଆମେ କେତେ complein କରୁଛୁ ,
Sc ST ଏକାଠି ହୁଅ ଦେଶ ପାଇଁ ଆନ୍ଦୋଳନ କର। ଯଦି ଆନ୍ଦୋଳନ କରିବ ପ୍ରଧାନ ମନ୍ତ୍ରୀ ପଦ ପାଇବ ନ ହେଲେ ଏ general, OBC କରେଇଦେବେନି। Jago SC ST
ଚାକିରୀ ରେ ଜାତିପ୍ରଥା ବିରୋଧ କିନ୍ତୁ ସମାଜରେ ପ୍ରଚଳିତ ଜାତିପ୍ରଥା କାହାକୁ ଦିଶୁନି
ସାଧାରଣ ବର୍ଗର ପିଲାମାନେ କଣ ଦାଦନ ଖଟିବାକୁ ଯିବେ।
ସରକାରୀ ସ୍ତରରେ କୌଣସି ଆରକ୍ଷଣ ରଖା ନ ଯାଉ। ଏହା ପ୍ରକାରାନ୍ତରେ ଜାତିପ୍ରଥା କୁ ସ୍ବୀକୃତି ଦେଉଛି।
ବ୍ରାହ୍ମଣ କ୍ଷେତ୍ରୀୟ ଙ୍କୁ କଣ ଓଡ଼ିଶା ରୁ ବାହାର କରିଦେବା? ଆପଣ ଙ୍କ ବାପାଙ୍କ ଫ୍ୟାକ୍ଟ୍ରି ରେ ଚାକିରି ଦେଇ ଦିଅନ୍ତୁ।ଆପଣ ରାଷ୍ଟ୍ରପତି କିମ୍ବା ପ୍ରଧାନ ମନ୍ତ୍ରୀ ନ ହୋଇ ଏଠାରେ ଲେକ୍ଚର ମାରୁଛ।ଏ ଭାରତ ଆପଣଙ୍କ ବାପର ନୁହେଁ।
Thik kahila
Mohapatra babu to bhouni mote dei de mu baha hebi, mu Adivasi pila 😂😂😂 kota ape ape sorijibo 😂😂😂😂
କୋଟା ରହିବା ଆବଶ୍ୟକ ନାହିଁ। ଯିଏ ପାଠ ପଢିବା ତାକୁ ଚାକିରୀ ଦିଅ
@@srikantarath3580 ବ୍ରାହ୍ମଣ ମାନେ ଚାକିରି କ୍ଷେତ୍ର କୁ ଆସିବା ମନା । ପୂଜା କିଏ କରିବ । ଯଜମାନ କାମ କିଏ କରିବ ।
@@srikantarath3580 ତୁମେ talented tume agare ରହିବ ପଛୁଆ ଲୋକଙ୍କ କଥା କାହିଁକି ଚିନ୍ତା କରୁଚ। ତାଙ୍କ କର୍ମ ସେମାନେ କରୁଛନ୍ତି ।
Absolutely right sir..I'm agree with you
Very nice.❤
ନିଜର ଧନ ସମ୍ପତି ଏଇଠି ଦେଖୋଉଚ ନା
କୌଣସି ଜାତିଭିତ୍ତିକ ସଂରକ୍ଷଣ ରଖି ଦେଶକୁ ଦୁର୍ବଳ କରନାହିଁ ।ଯଥେଷ୍ଟ ଦିନ ସଂରକ୍ଷଣ ନେଇ ସାଧାରଣ ବର୍ଗକୁ ହଇରାଣ କଲାନି ।ସଂରକ୍ଷଣ ବନ୍ଦ କର ।
Mandir ka reservation tum log chhoddo jo chahe puja karo
Brahman, kshyatriya, Biisya ,emane kan jati bisesa re Bharatre purbaru nathile.
Brahman-budhiman, gyani thile
Kshyatriya- Balaban, shaktishali thile.
Baishya-Dhanashali thile
HELE BHARAT KAHINKI BARAMBAR BIDESHI SATRU MANANKA DWARA ADHINASTHA
HOITHILA ....????
Setebele tuma desha durbala na
Sabala thila. Ebe sc,st,kota jogu desha durbala heigala........???
ଆମର 54% ଦିଅ SEBC ଆରକ୍ଷଣ
ଓଡିଶାରେ ସାଧାରଣ ବର୍ଗର ପିଲାମାନେ ସବୁ ଅର୍ଦ୍ଧ ଶିକ୍ଷିତ ଓ କୋଟିପତି
ତେଣୁ ସେମାନେ ଚାକିରୀ କାହିଁ କରିବେ କି ? ଆଉ sc st ପିଲାମାନେ ଉଚ୍ଚ ଶିକ୍ଷିତ ଓ ଗରିବଶ୍ରେଣୀର ତେଣୁ ତାଙ୍କୁ ସବୁ ପ୍ରକାର ସୁବିଧା ମିଳିବା ଉଚିତ କି ?
Thank you sir🙏🙏🙏
💯 Raigh 👍👍👍
It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur
I want Srikant Jena should be PCC president
ଗରିବ ମାନଙ୍କୁ କୋଟା ଦିଅ । ଜାତି ଭିତିକ କୋଟା ନାହିଁ ।
Good by speech you are
କୌଣସି ଚାକିରୀରେ ଜାତି ପ୍ରଥା ରହିବା ଉଚିତ୍ ନୁହଁ ଯୋଗ୍ୟ ଙ୍କୁ ବଛା ଜାଉ କୋଟା ରେ ଦେଲେ ଦେଶ ପାଇଁ କ୍ଷତିକାରକ ହବ
ଜାତି ଜନଗଣନା ଶୀଘ୍ର କରାଯାଉ , ଓଡିଶା ଏକ ପଛୁଆ, ଗରିବ ରାଜ୍ୟ ହେବାର ମୁଖ୍ୟ କାରଣ ସାମାଜିକ ବିଷମତା, ଶୋଷଣ ଓ ଅନ୍ୟାୟ l ସବର୍ଣ୍ଣଙ୍କ ହାତରେ ସବୁ ପ୍ରକାର କ୍ଷମତା, ସବୁ ସମ୍ପତ୍ତିର ଅଧିକାରୀ ସେମାନେ l ସମ୍ବିଧାନ ଅନୁଯାୟୀ ଓବି ସୀଙ୍କୁ ନ୍ୟାୟ ମିଳୁ l ପାଛୁଆ ବର୍ଗର ଗରିବ ଲୋକଙ୍କ ପାଇଁ ଏଲଢେଇ, ଯେଉଁମାନେ କ୍ରୀମୀ ଲେୟର ସେମାନେ ସାଧାରଣ ବର୍ଗ ସହ ସମାନ lସଂଗ୍ରାମ ଜାରି ରହିବ l ଜୟ ଓବୀ ସି ଜୟ ମଣ୍ଡଳ
OBC ପିଲାଙ୍କପାଇଁ ଯେଉଁ ଅନ୍ୟାୟ ଦୀର୍ଘ 21 ବର୍ଷ ହେଲା ହେଇଆସୁଛି ତାହାର ପରିଣାମଶ୍ଵରୂପ ଆଗାମୀଦିନରେ ଓଡ଼ିଶାରେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟିହେବ. (OBC ର 27%କୋଟା ଦିଆଯାଉ, ନତୁବା ST SC କୋଟା ହଟାଯାଉ )
ମତାମତ ସ୍ବାଗତଯୋଗ୍ୟ
ଶିକ୍ଷା ଜ୍ଞାନ ଭିତ୍ତିକ ଚାକିରୀ ନୁହଁ ଜାତି ଭିତ୍ତିକ |
In both job and selling of land / property, it is necessary.
SC ST Land OBC/General people kini parantu
Right
Right sir thank you sir
Sir ଠିକ କହିଛନ୍ତି
Resurvation kahiki rahiba ? Resurvation Bala kan Bhagaban?
First write the word correctly,then give comments.
U should feel ashamed of your being a higher caste but are committing mistakes in spelling.
PEHLE JATI HATAO~KOTA APNE AAP HATT JAEGA !!😂😂😂
This is the dynamic leader from congress.
କଥା କୁହା କପିଳା, ସବୁ ରାଜନୀତି ଭାଇ.
Right sir👏👏🙏
St sc ପିଲାମାନଙ୍କୁ general cast re married କରିବେ, bramhan khandayat ଝିଅ ବାହା ହେବେ ଯଦି cota ଉଠାଅ
Right 🎉
Right
Right
ଠିକ୍ କଥା କିନ୍ତୁ ତୁମରି ଭାଇମାନେ ଯେଉଁ ମାନେ କି ଏ ସୁବିଧା ପାଇସାରିଛନ୍ତି ସେମାନେ କାହିଁକି ଆଉ ନେଇଛନ୍ତି ? ତୁମର ଅନ୍ୟ ମାନଙ୍କୁ କାହିଁକି ଛାଡୁନାହାନ୍ତି ? ଥରେ ଭଲ ଭାବରେ ଚିନ୍ତା କର କେତେଜଣ ଗରିବ ପାଉଛନ୍ତି? ରହିଲା ବାହାଘର କଥା, ନିଜ କାଷ୍ଟ କୁ ନିଜେ ଏତେ ଘୃଣା କାହିଁକି କରୁଚ ?
Right 👍
ତମ ଜୀବନ ରେ ଆଉ ବିଧାନସଭା ମାଡିପାରିବନି ଲାଗୁଛି 😂
Privet school abang english medium school band karajau sabu pila govt schoolre padhantu.
Thanks sir
Jati uthei dia jau sir
Bahut badhiya
Right Srikant Babu. Reservation should totally abolish for any government Recruitment. Only merit list only be the critira.....?
Good Decision of Odisha Education Development
ପ୍ରତ୍ୟେକ ଜିଲ୍ଲାରେ 1000 sit ଲାଇବେରୀ କରଯାଉ।
Excellent
Right my brother
ରାଜନୀତି କରି ଶ୍ରୀକାନ୍ତ ଉମେଶ ନଳିନୀ
S U N ଏଇ ତିନି ବନ୍ଧୁ ଅନେକ ସୁବିଧା
ବିଜୁ ପଟ୍ଟନାଏକ ଠାରୁ ଲାଭ କରିଛନ୍ତି!
ଶ୍ରୀକାନ୍ତ ଙ୍କ ପାଇଁ ବିଜୁ ବାବୁ ଭାରତ ର ପ୍ରଧାନ ମନ୍ତ୍ରୀ ହୋଇ ପାରିଲେନି!
ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଥିଲା!
All right
Ha ha ha 😂 bhai ତମେ ପରା କ୍କାଷ୍ଟ୍ system କରି vote ରାଜନୀତି କରୁଥିଲା 70 ବର୍ଷ ତଳୁ।ତାଥପି ବି ସେମାନେ ଉନ୍ନତି କରିପାରିଲେ ନାହିଁ କଣ ଲାଗି?
Right 👍👍👍👍
Congress is best for odisha
Right sir st pila 30 mark re govt chakiri paijau chhanti hele obc/general pila 50 mark rakhi le bi pau nahanti
General ra post sabu bele sc st ru adhika thae seta ta kahuna
Hmmm bhai thhik kothha general to post sabubele sts sc thharu odhhiko
Moreover General people are very much talented than sc st
Ys library plz...i also very disappointed for this and i have so many problems also..i want to countinue education bt ...😢
👍Nice Jobs
Good very nice
ସବୁ ଭାଷାରେ ପରୀକ୍ଷା ହେଉ ❤
ସାଧାରଣ ଲୋକଙ୍କର ଦୋଷ କଣ ?
Good job
Right sir
Thankyou. Sir
Welcome sir
ଶିକ୍ଷାରେ ଏ କି ଅବସ୍ଥା।ଯିଏ ଭଲ ରେଜଲ୍ଟ କରିବ ସିଏ ପାଇବ ❤❤
You are Right Sir, I salute you
It is right disition.good advance to all over India for general categories students.
କୋଟା ରାଜନିତି ଛାଡ ଶ୍ରୀକାନ୍ତ ବାବୁ
Very very nice sir 🙏🙏🙏🙏🙏🙏🙏🙏🙏🙏
ରାଜନୀତି ଛାଡ
Ok thanku