ହିନ୍ଦୁ ସମାବେଶ ଉମରକୋଟ ସହର ଦେଖୀବାକୁ ମିଳିଛି ଏହି ସଭାକାର୍ଯ୍ୟ ରେ ସୈାଭାଗ୍ୟ

Поделиться
HTML-код
  • Опубликовано: 21 сен 2024
  • ହିନ୍ଦୁ ସମାବେଶ ହଜାର ହଜାର ହିନ୍ଦୁ ଉମରକୋଟ ସହର ଠାରେ ଦେଖୀବାକୁ ମିଳିଛି ଏହି ସଭାକାର୍ଯ୍ୟ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ନାଗରିକ ମାନେ ଏହି ହିନ୍ଦୁ ସଭା କାର୍ଯ୍ୟକ ରେ ଉମରକୋଟର ମହାନ ହିନ୍ଦୁ ସଂଘର ସଭାପତି ଶ୍ରୀ ଯୁକ୍ତ ଜୟଦେବ ପରିଡା ଯୋଗଦେଇଥିଲେ ଏଥୀରେ ଅଲେଖ ମହିମା ଗୁରୁ ସୈାଭାଗ୍ୟ ବାବା ସମେତ ଅଲେଖ ଧର୍ମର ସମସ୍ତେ , ହିନ୍ଦୁ ଆଦିବାସୀ , ହିନ୍ଦୁ ହରିଜନ , ହିନ୍ଦୁ ବେଙ୍ଗଲି , ଏହି ପରି ବିଭିନ୍ନ ହିନ୍ଦୁ ଜାତିର ଆଜି ବିଶାଲ ରାଲି କରି ଉମରକୋଟ ତହସିଲ ଦାରୁକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ କୁ#Pcn_blog_ହିନ୍ଦୁ

Комментарии • 7