କେମିତି ଜାଣିବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ସହ ଆଧାର କାର୍ଡ Seeding ଅଛି କି ନାହିଁ?

Поделиться
HTML-код
  • Опубликовано: 6 окт 2024
  • #aadharseeding #aadharcard #seeding #dbt
    #aadharseedingstatus #bankseedingstatus
    #bankdbt #aadharlink
    Hello ସାଙ୍ଗମାନେ । ମୋ channel କୁ ଆପଣମାନଙ୍କୁ ସ୍ଵାଗତ । ଏହି video ମାଧ୍ୟମରେ ଆପଣମାନେ କିଛି ନୂଆ ତଥ୍ୟ ଜାଣି ପାରିବେ ।
    ଆଧାର seeding କଣ ଓ ଆଧାର ଲିଙ୍କ୍ କଣ? କାହିଁକି ଆଧାର seeding kariba ଏବଂ କେମିତି ଜାଣିବା ଆଧାର seeding ଅଛି କି ନାହିଁ? ଏହି video ସମ୍ପୂର୍ଣ ଦେଖିବା ପରେ ଆପଣ ଜାଣି ପାରିବେ ।
    My Aadhar Link:- myaadhaar.uida...
    ଏହି video ଟି ଆପଣଙ୍କୁ କେମିତି ଲାଗିଲା ଆମକୁ comment ମାଧ୍ୟମରେ ଜଣାଇପାରିବେ ଆଉ ଯଦି ଭଲ ଲାଗିଥାଏ like ଓ Share କରନ୍ତୁ। ଆଉ ଏହି ଭଳି video ଦେଖିବାକୁ ଚାହୁଁଥିଲେ ଏବେ ହିଁ ଆମ channel Subscibe କରନ୍ତୁ।

Комментарии •