ରାଜ୍ୟପାଳ କହୁ କହୁ ଉଠି ପଳାଇଲେ ନବୀନ | BJD AND Congress Quit Assembly | Odisha Assembly Session 2024

Поделиться
HTML-код
  • Опубликовано: 14 окт 2024
  • ରାଜ୍ୟପାଳ କହୁ କହୁ ଉଠି ପଳାଇଲେ ନବୀନ | BJD AND Congress Quit Assembly | Odisha Assembly Session 2024
    17th Odisha Assembly session begins on stormy note; govt to work in an unbiased manner, says Governor. The first session of the 17th Odisha Legislative Assembly started contentiously with BJD and Congress walking out during Governor Raghubar Das's address on 'Odia Asmita'. The 2024-25 budget will be presented on July 25 by Chief Minister Mohan Majhi’s BJP government.Odisha Assembly Session: Oppositions stage protest as Governor Raghubar Das began his address .
    #naveenpatnaik #bjd #bjp #congress #odishagoverner #raghubardas #assemblyspeech #odishaassemblysession #assemblysession2024 #naveenpatnaik #monsoonsession #odishaassemblymonsoonsession #cmmohanmajhi #odishabudget2024 #budget2024 #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии • 192

  • @karunakarbarik8956
    @karunakarbarik8956 2 месяца назад +78

    ରାଜ୍ୟର ରାଜ୍ୟପାଳ ହିନ୍ଦୀ ରେ ପଢୁଛନ୍ତି। ଓଡ଼ିଆ ଅସ୍ମିତା କୁଆଡେ ଗଲା।

  • @kanhucharanprusty1487
    @kanhucharanprusty1487 2 месяца назад +34

    ଓ ଡି ଆ ରେ ରାଜ୍ଯପାଳ ଙ୍କ ପ୍ରଥମ ଭାଷଣ ହେବା ଥିଲା ଦେବନାଗରୀ ଲିପି ରେ ଓଡିଆ ଭାଷଣ ଲେଖା ଯାଇ ପାରିଥାଆନ୍ତା 🙏🏼🙏🏼ଜୟ ଜଗନ୍ନାଥ

  • @prasantakumar7040
    @prasantakumar7040 2 месяца назад +5

    ଅତି ସୁନ୍ଦର ଭାଷଣ ଭଲ ଲାଗୁଛି କିନ୍ତୁ ସୁପୁତ୍ର ସଂସ୍କାର ଶିଖିବା ରେ ଅଭାବ ରହିଛି l 😢

  • @makarsenapati1213
    @makarsenapati1213 2 месяца назад +44

    ଓଡ଼ିଶା ର ରାଜ୍ୟପାଳ ହିନ୍ଦୀ ରେ ଯେଉଁ ଅଭିଭାଷଣ ଦେଉଛନ୍ତି ତାକୁ ଆମ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ଵୁଝି ପାରୁଛନ୍ତି ତ

  • @SadashibaSa
    @SadashibaSa 2 месяца назад +8

    ସର୍ବ ପ୍ରଥମ ଭାଷଣ ଓଡିଆରେ ହେବା ବିଧେୟ, ଅନାବଶ୍ୟକ ବ୍ୟକ୍ତିଙ୍କ କରେ ଶାଲେଗ୍ରାମ ।

  • @SANTOSHKUMAR-zo6cb
    @SANTOSHKUMAR-zo6cb 2 месяца назад +44

    ରାଜ୍ୟ ପାଳ ସାର୍
    ଆମ ମୁଖ୍ୟମନ୍ତ୍ରୀ ଆପଣ ଭାଷା ବୁଝି ପାରୁଛନ୍ତି????????
    ଇଏ କଣ ଓଡ଼ିଆ ଅସ୍ମିତା BJP ସରକାର ବା ( ,,, ) ସରକାର

    • @SarojiniSarojinisahoo-pi3um
      @SarojiniSarojinisahoo-pi3um 2 месяца назад +5

      ଚୁଲି କି ଗଲାଣି ଓଡ଼ିଆ ଅସ୍ମିତା

    • @SANTOSHKUMAR-zo6cb
      @SANTOSHKUMAR-zo6cb 2 месяца назад +1

      @@SarojiniSarojinisahoo-pi3um right 👍 ବ୍ରୋ

    • @abhimanyubisi594
      @abhimanyubisi594 2 месяца назад

      Hindi rastra bhasa he.
      Itnto pata hona chahiye aap logo ko

  • @purnachandrapradhan2399
    @purnachandrapradhan2399 2 месяца назад +8

    ନିଲଠା Rajyapala ବେଲଜୀ ରଘୁବରଦାସ ତୋପୁଅ ବିଷୟରେ କହ ତେଲିଆ କଥା କହନି ଭାଡୁଆ

  • @rasmiranjanbehera7396
    @rasmiranjanbehera7396 2 месяца назад +29

    Governor Down down

  • @sadanandajena8216
    @sadanandajena8216 2 месяца назад +17

    ଅସ୍ମିତା

  • @sanjeebkumarsahoo5132
    @sanjeebkumarsahoo5132 2 месяца назад +15

    ଦଲାଲ୍ ରଘୁବର😠

  • @fatefaith5147
    @fatefaith5147 2 месяца назад +14

    ଏ ଭଳି ବ୍ୟକ୍ତି ମୁହଁରେ ଜଗତର ଜଗନ୍ନାଥ ଙ୍କ ନାଁ ଶୋଭା ପାଉନି କି ଅସ୍ମିତା ର,,,,,

  • @JuguMajhi-oq1vg
    @JuguMajhi-oq1vg 2 месяца назад +20

    ଓଡ଼ିଆ ଓଶିମିତା କୁଆଡେଗଳା ହିନ୍ଦୀ ରେ ବାଶଣ ମାରୁଛୁ

  • @DillipSahoo-h8e
    @DillipSahoo-h8e 2 месяца назад +19

    ଓରିଆ ରେ କୁହନ୍ତୁ ହିନ୍ଦୀ ରେ କକଣ ବାଳ ବଳ କହୁଛନ୍ତି

  • @rajkishorsahu7686
    @rajkishorsahu7686 2 месяца назад +10

    ଆଗରୁ ମଧ୍ୟ ବିଧାନସଭାରେ ତାଙ୍କର ବସିବାର ଧୈର୍ଯ୍ୟ ନ ଥିଲା

  • @PradeepkumarBhanja-u4l
    @PradeepkumarBhanja-u4l 2 месяца назад +13

    ରାଜ୍ୟ ପାଳ sir ଆଗ ତୁମ ପୁଅ ବିରୁଧରେ କଣ ପଦ ଖେପ ନେଉଚ୍ଚ ତାକୁ ବିଧାନ ସଭାରେ ଡିକିଲାର କରନ୍ତୁ

  • @kabisusanta5369
    @kabisusanta5369 2 месяца назад +3

    ନବିନ ଓଡିଆ ବୁଝୁନାହିଁ ବସିକି କଣ କରିବ

  • @Birabhue-t7s
    @Birabhue-t7s 2 месяца назад +18

    ତୋ ପୁଅକୁ fast arrest କର

  • @swadhikarbetaj3768
    @swadhikarbetaj3768 2 месяца назад +2

    ହିନ୍ଦି ଆମର ରାଷ୍ଟ୍ରଭାଷା ଅଟେ।ଏଣୁ ଏ ଭାଷାକୁ ଓଡ଼ିଶାର ସବୁ ବର୍ଗର ଲୋକେ ବୁଝି ପାରିବେ, ମାତ୍ର ପୂର୍ବତନ ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀରେ ଯେଉଁ ପ୍ରକାର ଦି ଧାଡିଆ ବାଳ ଭାଷଣ ଦିଅନ୍ତି ତାକୁ କିଏ ବୁଝେ??

  • @pratiharpradhan1305
    @pratiharpradhan1305 2 месяца назад +30

    ତମ ସରକାର ର ପ୍ରାଥମିକତା ହେଲା ପୁଅ କୁ ସୁରକ୍ଷା

  • @biranchinarayanmohanty4699
    @biranchinarayanmohanty4699 2 месяца назад +2

    ପ୍ରଥମେ ପୁଅକୁ ଟିକେ ସୁଧାର ଓ ଜେଲ ପଠା

  • @anantacharansingh1495
    @anantacharansingh1495 2 месяца назад +3

    ରାଜ୍ୟପାଳ କୁ ବିଧାନ ସଭା ଭିତରକୁ ପୁରେଇ ଦେବାର ନ ଥିଲା

  • @jiyamishra7777
    @jiyamishra7777 2 месяца назад +22

    ଅଭଦ୍ର ଲୋକଟା

  • @UdayaMallaUdaya-xe4hs
    @UdayaMallaUdaya-xe4hs 2 месяца назад +15

    Rajyapala odiare kaha

  • @subashchnayak681
    @subashchnayak681 2 месяца назад +17

    ଏ ହେଉଛି ଚୋର କାହିଁକି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହଁ।

  • @biswamberbhutia3280
    @biswamberbhutia3280 2 месяца назад +20

    ତମେ ଵାଳ 4 ଟା କାରଣ ପାଇଁ ଲୋକ ଭୋଟ ଦେଇଥିଲେ ବିଜୂଳି 300 ୟୁନିଟ ଛାଡ, ପେନସନ୍ 3000,ଧାନ ବଢିବ, 2.ଲାଖ ମହିଳା ସଶକ୍ତିକରଣ କୁ ମିଳିଵ ଗୋଟିଏ ବି ସଫଳ ନୁହେ

  • @ThabiraMahananda-s9x
    @ThabiraMahananda-s9x 2 месяца назад

    ଏଇ ହେଉଛି ଓଡିଆ ଅସ୍ମିତା (ଜୟ ଜଗନ୍ନାଥ)

  • @SantoshkumarBehera-jk3mk
    @SantoshkumarBehera-jk3mk 2 месяца назад +18

    ଓଡ଼ିଆ ଅସ୍ମିତା

  • @rayadvocate7711
    @rayadvocate7711 2 месяца назад +5

    Arrest Governor's son. Why police is silent

  • @DillipSahoo-h8e
    @DillipSahoo-h8e 2 месяца назад +7

    ଆପଣଙ୍କ ପୁଅ କଥା କୁହନ୍ତୁ

  • @maheswarbiswal8232
    @maheswarbiswal8232 2 месяца назад

    ହିନ୍ଦୁ, ହିନ୍ଦୁସ୍ଥାନ, ଆମର ରାଷ୍ଟ୍ରଭାଷା ହିନ୍ଦୀ।ରାଜ୍ୟପାଳ ହିନ୍ଦୀରେ ଭାଷଣ ଦେଇଥିଲେ ସେଥିପାଇଁ ଓଡ଼ିଆ ଅସ୍ମିତାକୁ ସମାପ୍ତ କରିଥିବା ସେହି ଦଳ ବିରୋଧ କରିବାକୁ ସମଗ୍ର ଓଡ଼ିଶା ବାସୀ ଦେଖୁଛନ୍ତି। ବିରୋଧୀ ଦଳ ନେତା ଯେଉଁ ଅଭିଭାଷଣ ରଖିଲେ ତାହା କଣ ଓଡ଼ିଆ ଅସ୍ମିତା? ପରଦେଶୀ ଭାଷା ହେଉଛି ଓଡ଼ିଆ ଅସ୍ମିତା। ବାଃ ବାଃ ରେ ଓଡ଼ିଆ ଅସ୍ମିତା ପାଇଁ ଲଢ଼ୁଥିବା ବିରୋଧୀ ଦଳ ।

  • @montupujari8699
    @montupujari8699 2 месяца назад +1

    Naveen Jay bjd❤❤❤

  • @rajanikantachoudhury2343
    @rajanikantachoudhury2343 2 месяца назад +3

    ରାଜ୍ୟପାଳ ଜଣେ ଅଣ ଓଡ଼ିଆ ଏଣୁ ସେ ରାଷ୍ଟ୍ର ଭାଷାରେ ନିଜ ଅଭିଭାଷଣ ରଖିଲେ ଏଥିରେ କିଛି ଅସୁବିଧା ନାହି ନବୀନବାବୁ କଣ ଓଡ଼ିଆ ରେ କେବେ ଭାଷଣ ଦେବା ନଜିର ଅଛି? ବିରୋଧୀଙ୍କ ସତସହସନାହଁ କିମ୍ବା ଧର୍ଯ୍ୟନାହିଁ ଶୁଣିବା ପାଇଁ.

    • @makarsenapati1213
      @makarsenapati1213 2 месяца назад +1

      ଆରେ ଭାଇ ଇଏ କଣ ଓଡ଼ିଆ ଅସ୍ମିତା

    • @makarsenapati1213
      @makarsenapati1213 2 месяца назад +1

      ବିଜେପି ସରକାର ଯେଉଁ ଓଡ଼ିଆ ଅସ୍ମିତା କଥା କହୁଥିଲା ସେ କଥା କୁଆଡେ ଗଲା

    • @makarsenapati1213
      @makarsenapati1213 2 месяца назад +1

      କଣ ରାଜ୍ୟପାଳ ହେବା ପାଇଁ ଓଡିଶାରେ ଓଡ଼ିଆ କେହି ନାହାଁନ୍ତି

    • @makarsenapati1213
      @makarsenapati1213 2 месяца назад +1

      ବିଜେଡି କୁ ପାନ୍ଡିଆନ ଚଳାଉଥିଲା ବିଜେପି କୁ ଅମିତ୍ ଶାହା ଚଳାଇବ ଓଡିଆ ଲୋକ ଆଗରୁ ଯେମିତି ଥିଲେ ସେମିତି ରହିବେ

  • @RamakantaPradhan-uv8cq
    @RamakantaPradhan-uv8cq 2 месяца назад +1

    ମୋହନ ମାଝି ହିନ୍ଦୀ ବୁଝି ପାରୁଛନ୍ତି ତ ?

  • @pravatpanda7138
    @pravatpanda7138 2 месяца назад +1

    Mohanmajhi,rajyapal,ku,bahar,kar,na,hele,mohan,majhi,estpadia

  • @rijibpatra3563
    @rijibpatra3563 2 месяца назад +9

    Mg ku Tani aana chair ru

  • @sakarsansarafsankar9235
    @sakarsansarafsankar9235 2 месяца назад

    ସଭେ ମୂରତ୍ତିଗୁଡ଼ିକୁ BJP ସରକାର ହଟା ଯାଇ ନବୀନ ପଟ୍ଟନାୟକ ଜଣେ ସବୁ କିଛି

  • @prabodhadwivedy1159
    @prabodhadwivedy1159 2 месяца назад +10

    Pua virudha re kn action nela,ASO ki nyaya dela aga kuha

  • @udaybhanuroutray6430
    @udaybhanuroutray6430 2 месяца назад +5

    To pua kebe arrest haba

  • @PradiptaNayak-j9e
    @PradiptaNayak-j9e 2 месяца назад +1

    Guilty person should not be remained as Governor

  • @SadashibaSa
    @SadashibaSa 2 месяца назад +2

    ଏ ଓଡ଼ିଆ ଅସ୍ମିତା ଵାଲେ, ତୁମର ପୁଓ ଅନ୍ଯେ କଲେ ବି ତାହାକେ ସପଟ୍ କର ।

  • @dharmudharpodha5405
    @dharmudharpodha5405 2 месяца назад +7

    Nabeen does not know the value of democracy 😅😅😅😅

  • @Bibilophile-t6u
    @Bibilophile-t6u 2 месяца назад

    Jai Naveen sir🎉

  • @SarojiniSarojinisahoo-pi3um
    @SarojiniSarojinisahoo-pi3um 2 месяца назад +6

    ତୁମ ପୁଅ ଯେଉଁ ଭୁଲ କଳା ଟା ପାଇଁ କଣ କିଛି କାର୍ଯ୍ୟାନୁଷ୍ଠାନ ନାହିଁ

  • @SANDIPKUMAR-o6t
    @SANDIPKUMAR-o6t 2 месяца назад

    କୁଆଡେ ଗଲା ତମ ଓଡ଼ିଆ ଅସ୍ମିତା.. ଓଡ଼ିଆ ଅସ୍ମିତା କଣ ଇଏ କହି ପାରିବ କି ବିଜେପି ର ଅନ୍ଧ ଭକ୍ତ ମାନେ.. 👆🏻

  • @sudhakarsahu333
    @sudhakarsahu333 2 месяца назад +1

    Nabin babu bidhana sabha re agaru kebe basibara abhyasa nahine , bahari gale ..

  • @Dadsbeta2
    @Dadsbeta2 2 месяца назад

    Sahi kiye the legend Naveen Patnaik

  • @susantadehuri664
    @susantadehuri664 2 месяца назад

    ଓଡ଼ିଆ ଅମ୍ମୀତା କୁଆଡେ ଗଲା

  • @AlladiniBehera
    @AlladiniBehera 2 месяца назад

    ଓଡ଼ିଆ ଅସ୍ମିତା କୁଆଡେ ଗଲା

  • @mihirkumarbarik6867
    @mihirkumarbarik6867 2 месяца назад +8

    Tautor ta pari dekhajauchhi

  • @radhashyammuduli4857
    @radhashyammuduli4857 2 месяца назад

    Excellent speech and address to the house.

  • @gurucharanmohapatra4508
    @gurucharanmohapatra4508 2 месяца назад

    Belajya , lajya laguni?

  • @ramashankarmishra8125
    @ramashankarmishra8125 2 месяца назад +2

    Naveen should avoid the Governer .

  • @purnachandrapradhan2399
    @purnachandrapradhan2399 2 месяца назад

    IBJD and Congress have done the right thing.

  • @debasishpatra1366
    @debasishpatra1366 2 месяца назад

    Well done Mr leader of Opposition Party .

  • @SusantaNayak-ps2sx
    @SusantaNayak-ps2sx 2 месяца назад

    ଆମେଯ ଉ ଭୋଟଦେଇଥଲେ ଭୋଟର ଫଳ

  • @kumarrajendra1171
    @kumarrajendra1171 2 месяца назад

    ଇ ଏ କୋଉ ଅସ୍ମିତା

  • @drkrishnachandramallik8742
    @drkrishnachandramallik8742 2 месяца назад

    ଏ ଅସ୍ମିତା ମାନେ କଣ ବା?

  • @JyotsnaBiswal-b5d
    @JyotsnaBiswal-b5d 2 месяца назад +3

    Governor kab beta arrest Odia asmita Jai Jagannath.

  • @debanandasahu7298
    @debanandasahu7298 2 месяца назад +1

    Sir odia re kuhantu

  • @NarayanaMatia
    @NarayanaMatia 2 месяца назад

    TV TV❤

  • @santoshsethy1237
    @santoshsethy1237 2 месяца назад

    God blessed all news18 odia all staff BUT - odia ASMITA kuade Gala OTV and Argus and OR Chanel kuadegale odia asmita kuade Gala kuhantu odia asmita jharkhand rajyapala son tharu madaakhauchi

  • @MunaRout-tb9nw
    @MunaRout-tb9nw 2 месяца назад

    ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା

  • @sneha6303
    @sneha6303 2 месяца назад

    Naveen Patnaik chaligale kana Odisha assembly bhangijiba

  • @sanjayachandrasahoo169
    @sanjayachandrasahoo169 2 месяца назад

    Odia asmita

  • @Srinusundhi
    @Srinusundhi 2 месяца назад

    ଏ ରାଜ୍ୟପାଳକୁ ଚପଲ ପିଙ୍ଗ

  • @PrabirDey-zv5jd
    @PrabirDey-zv5jd 2 месяца назад

    Great leader❤❤❤❤❤

  • @srinivasmurthy1900
    @srinivasmurthy1900 2 месяца назад

    Governor Sir when you Son is going to punish pl say date and time 🙏🙏

  • @lovesolution6400
    @lovesolution6400 2 месяца назад

    Governor ku immediately arrest karajau

  • @bariyalhembram5044
    @bariyalhembram5044 2 месяца назад

    Naveen CM thile 25 yrs tike v lajo laguni

  • @mmmadan-vt4vn
    @mmmadan-vt4vn 2 месяца назад

    ଅଣଓଡ଼ିଆ ( modi, shah, hemant,...) ବିଜେପିକୁ ଓଡ଼ିଆ ଅସ୍ମିତା ଶିଖାଇଲେ ଏଇଆ ହିଁ ଆଶା କରିବ....

  • @katurusanta3814
    @katurusanta3814 2 месяца назад

    ଓଡ଼ିଆ ଭାଷା କୁହ ବୁଝିହେଉନାହି

  • @purnachandrapradhan2399
    @purnachandrapradhan2399 2 месяца назад

    ହଇରେ ଗାଂଡିଆ ବିଜେପି ଭାଇମାନେ Rajyapala କାହିକି ଓଡିଆରେ କାହିକିକି କହିଲେନି ?

  • @ShaktiNewsliveodia
    @ShaktiNewsliveodia 2 месяца назад

    ରାଜ୍ୟପାଳଙ୍କ ପୁଅ କେବେ ଗିରଫ ହେବ

  • @BibhupadaParida
    @BibhupadaParida 2 месяца назад

    Bapa numberi Beta 10 numberi

  • @gitanjalibehera9648
    @gitanjalibehera9648 2 месяца назад +1

    Dekhile raga chiduchi a governer nku

  • @BimalaBanerjee
    @BimalaBanerjee 2 месяца назад

    Odisha ra asmita kuyada gala

  • @PrasantaParida-kp3jf
    @PrasantaParida-kp3jf 2 месяца назад

    Apnaka pua kathha kuhantu?

  • @PratimaBiswal-g8m
    @PratimaBiswal-g8m 2 месяца назад

    Kaise odia asmita.

  • @SulekhaRout-t1c
    @SulekhaRout-t1c 2 месяца назад +2

    ନବିନଙ୍କୁ ଝାଡା ଦେଖାଇଲା

  • @AjitKumar-ed9dz
    @AjitKumar-ed9dz 2 месяца назад

    Odia Ashmita kuade gala?

  • @ashokrout3910
    @ashokrout3910 2 месяца назад

    Bjp sarkar darkar nahi

  • @madhusudanparida4161
    @madhusudanparida4161 2 месяца назад

    Very unfortunate comments by Governor. He should feel regret about dirty & unsocial action to Aso by his son.

  • @MunnakarjeeMunnakarjee-ph1lj
    @MunnakarjeeMunnakarjee-ph1lj 2 месяца назад

    Odia asmita kn first janantu governor sir,then odia asmita upare tipani debe ok..🙏🙏🙏

  • @purnachandrapatrapurnachan774
    @purnachandrapatrapurnachan774 2 месяца назад +2

    Rajyapala Babu tuma pua katha prathame bhasan deantu bhala heba jadi prakruta re gentle man hoithibe asmita katha kahibe

  • @BimalaBanerjee
    @BimalaBanerjee 2 месяца назад

    Odia kuha asmita nasta huche

  • @jyotiranjannayak8017
    @jyotiranjannayak8017 2 месяца назад

    ଏଇଟା evm ଚୋର

  • @ashoksahoo9580
    @ashoksahoo9580 2 месяца назад +3

    Government down, odiaa ashimita 😂😂😂

  • @ShreeNalinexpress
    @ShreeNalinexpress 2 месяца назад

    Governer puaku jail pathauna asubidha kouthi. Se kaun ki

  • @kulamanibhuyan5281
    @kulamanibhuyan5281 2 месяца назад

    Odia a kuha ham nahi samje parahu

  • @minakhipriyadarshini2925
    @minakhipriyadarshini2925 2 месяца назад

    You don't.have any right to utter Lord Jagannatha 's nama. Your Son badly tortured an Odiya officer on duty . Before ellection you had visited many parts of Odisha to give justice to odiya people. But where u r now ? Why do u remain silent on your son's issues ? Don't speak odiya Ashmita ,Odiya people r every where to take care of Odiya Ashmita.

  • @issacmanasranjan7288
    @issacmanasranjan7288 2 месяца назад

    ୟାକୁ ପିଟ ବେ

  • @PrasantaParida-kp3jf
    @PrasantaParida-kp3jf 2 месяца назад

    Odia asmita ?

  • @babyparul77
    @babyparul77 2 месяца назад

    Meri sarka 😂

  • @trilochonrautaray2092
    @trilochonrautaray2092 2 месяца назад

    Odia asmita 😢😂😂😂😂

  • @sagarrauta1782
    @sagarrauta1782 2 месяца назад

    Odia asmita ra chalanta udaharan

  • @HarapriyaJena-n7p
    @HarapriyaJena-n7p 2 месяца назад +2

    Rajyapalkuyehittibada

  • @PrabirDey-zv5jd
    @PrabirDey-zv5jd 2 месяца назад

    Governor selected from centre india

  • @judhistirdas9861
    @judhistirdas9861 2 месяца назад

    Rajyapala jhabada

  • @ashokrout3910
    @ashokrout3910 2 месяца назад

    BJP HATAO

  • @Gurukulodisha
    @Gurukulodisha 2 месяца назад

    5 saal nahin tikega, BJP sarkar 😁😁😁