କୋର୍ଟଙ୍କ ନିର୍ଦ୍ଦେଶ ମାନିଲେନି ବ୍ରହ୍ମପୁର ବୋହୁ ଡିମ୍ପଲ, ରାଜରାସ୍ତାରେ ଦେଖିବାକୁ ମିଳିଲା ହାଇଡ୍ରାମା

Поделиться
HTML-код
  • Опубликовано: 2 ноя 2024

Комментарии • 381

  • @ArtistDipu123
    @ArtistDipu123 2 года назад +84

    ସବୁ ଓକିଲ ଟାଉଟର, ଡକାୟତି, ଲାଞ୍ଚୁଆ..... ଏଠି କେହି ବି ନ୍ୟାୟ ପାଇବେନି.... ସେମାନେ ପରା ପଇସା ଖାଇଛନ୍ତି.... ସେ ଡାକ୍ତରର ବହୁତ ପଇସା.... ତାର ଯୋଡି ଭଉଣୀର ଏଭଳି ଅବସ୍ଥା ହେଇଥାନ୍ତା ତା ହେଲେ ସେ ବୁଝିଥାନ୍ତା....

  • @jitendradas5990
    @jitendradas5990 2 года назад +44

    ପ୍ରମିଳା ମା ଠିକ୍ କରିଛନ୍ତି, ତପସ୍ଵିନୀ ଙ୍କ ପ୍ରତି କୋର୍ଟ ନିଶ୍ଚିତ ଅନ୍ୟାୟ କରିଛନ୍ତି, ଏମିତି ହେଲେ ନ୍ୟାୟପାଳିକା ଉପରୁ ସବୁ ମହିଳା ମାନଙ୍କ ର ଭରଷା ଉଠିଯିବ, ଏମିତି ଅନ୍ୟାୟ ତପସ୍ଵିନୀ ସହିଛନ୍ତି ଧର୍ମ ନସହନତୁ, ଭଗବାନ ସହିବେନି, ମତେ ଆଶଚଯୟ ଲାଗୁଛି କୋର୍ଟ ଏମିତି ଏକ ରାୟ ଶୁଣାଇଲେ,

    • @sanjaybehera363
      @sanjaybehera363 2 года назад +3

      jete bele chahinba rahiba, mana ichha paleiba case daba puni asi jatra kariba Court jaha karichhi right

    • @lebogouda4338
      @lebogouda4338 2 года назад

      Bichar pati Manisa ki pasu

  • @s.mohapatra-i1k
    @s.mohapatra-i1k 2 года назад +54

    ବରମପୁର ବସିନ୍ଦାଏବେ ରାଜରାସ୍ତା କୁ ଆସନ୍ତୁ ମାମଲା final

  • @chandankumarpanigrahi
    @chandankumarpanigrahi 2 года назад +86

    କାହିଁକି ମାନିବ ?
    ଜର୍ଜ ମଧ୍ୟ ଲାଞ୍ଚ ଖାଇ ନ୍ୟାୟ ଦେଇ ପାରିଲାନି ଚୋର ଶଳା ।

  • @nirmalasethi4928
    @nirmalasethi4928 2 года назад +47

    ସବୁ ତ ଧନୀ ଲୋକ ମାନେ ଆଇନ୍ କାନୁନ୍ କରିବେ.....
    ଓଡ଼ିଶାର ବହୁ ମାନେ ସବୁ ବେଳେ ଅବହେଳିତ ହଉଛନ୍ତି...
    ଏଠାରେ ଲୋକଙ୍କ ବିଶ୍ଵାସ ବିଚାରପତି ଙ୍କ ଉପରୁ ଅସ୍ତା ଉଠିଗଲା....

    • @jitendrakumarrana9108
      @jitendrakumarrana9108 2 года назад

      Satre bhi.tankabthilr athi sabu kichibkari heba

    • @lebogouda4338
      @lebogouda4338 2 года назад +1

      Right kauchanti

    • @sibareddy7201
      @sibareddy7201 2 года назад +2

      କଳିଯୁଗରେ ତ ଝିଅ ଠିକ୍ ନା

    • @nirmalasethi4928
      @nirmalasethi4928 2 года назад +1

      ଯୋଉଟା ଠିକ୍ ସେଇଟା ଦୁନିଆ ଦେଖୁଚି. ମୁଁ ଅଧିକ ଜାଣିଛି ନା ଆପଣ ମାନେ ଜାଣିଛନ୍ତି. ଯୋଉଟା ହଉଚି ଭଲ ହଉଚି ଯୋଉଟା ହବ ଭଲ ହିଁ ହବ.

    • @JPSAMAL
      @JPSAMAL 2 года назад +4

      ସବୁ ବେଳେ ଝିଅ ଠିକ୍ ହେବା ତାହା ଉଚିତ୍ ନୁହଁ।
      କଳିଯୁଗ ମାନେ ପୁଅ ସବୁବେଳେ ଖରାପ ତାହା ଭାବିବା ଠିକ ନୁହଁ।

  • @saishreesindhuja1159
    @saishreesindhuja1159 2 года назад +78

    ଏଠି ନା ସୌମ୍ୟରଞ୍ଜନ, ବେବିନା, ମମିତା, ପରି, କେହି ନ୍ୟାୟ ପାଇଲେନି... ଏ ଝିଅ ବି ପାଇ ଲାନି

    • @somanathbisoyee258
      @somanathbisoyee258 2 года назад

      Amiti re b jete jhhia achhanti Sabu ehanka pari Heba but aji jayen se Justice paileni kn Pai, court kn Pai tanku deunahanti

    • @IIMASPIRANT_24
      @IIMASPIRANT_24 2 года назад +3

      COURT. JUSTICE KEU ADHARA RE DABA.... EPATE JHIA NIJE SECTION 498 A TORTURE CASE DEICHHI..... SEPATE KAHUCHHI SASU SASURANKA SAHA RAHIBI....SEPATE SWAMI DIVORCE FILE KALANI.... ETHI KAHA ADHARA RE DECISION ASIBA...... JADI JHIA 498A CASE DEICHHI PUNI KEU HISAB RE KAHUCHHI SETHI RAHIBA BOLI.... KAN GUARENTEE ACHHI SEMANE AAU THARE TORTURE NA KARIBE BOLI.....

    • @ramyabehera7011
      @ramyabehera7011 2 года назад +3

      Bahut daya tum manakaro, married purbaru jau randuami karuthila sete kauthi thilo ki ree.

    • @ramyabehera7011
      @ramyabehera7011 2 года назад +2

      History is witness,you not understand the girls. I respect all mothers but this type character girl is bad for earth

    • @lebogouda4338
      @lebogouda4338 2 года назад

      Bjd sarkar para

  • @dilipmalik6606
    @dilipmalik6606 2 года назад +33

    ମୋ ବାଳ କୋଟ ତାକୁ ନ୍ୟାୟ ଦେଇ ପାରିଲେନି ସେ କଣ ପାଇଁ ସଖି ସେଣ୍ଟର ର ରେ ରହିବ

    • @Sunlinearts
      @Sunlinearts 2 года назад

      Thik katha bhai athire BJD link achhi pura Jana paduchhi

  • @rudrichemistryacademy8781
    @rudrichemistryacademy8781 2 года назад +10

    ଧନ୍ୟବାଦ ପ୍ରମିଳା ତ୍ରିପାଠୀ ମା, ତୁମେ ମହାନ ଗୋଟେ ଝିଅ ପାଇଁ ତୁମେ ଲଢେଇ କରୁଛ, ଭଗବାନ ତୁମ ମଙ୍ଗଳ କରନ୍ତୁ

  • @anasuyanayak7569
    @anasuyanayak7569 2 года назад +21

    ଓକିଲ ଓ଼ ହାରାମି ପୋଲିସ ମିଶି ଆମ ଆଇନ ବ୍ୟବସ୍ଥା କୁ ଗିଳି ଦେଲେଣି. ଆଉ ନ୍ୟାୟ କଣ ଅଛି. ଛି ଛି..

    • @priyacharandas7352
      @priyacharandas7352 2 года назад

      ଘୋର କଳି ଯୁଗ ର କରାଳ ରୁପ

  • @sabhapatichhatria5802
    @sabhapatichhatria5802 2 года назад +15

    ଶଶୁର ଘରେ ରହିଲେ କ'ଣ ଅସୁବିଧା ହେଉଛି ,ଯେ
    ତାକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି, ଝିଅ ଯେଉଁ ଜାଗାରେ ରହିବାକୁ ଚାହୁଁଛନ୍ତି ସେହି ଜାଗାରେ ରହିବାକୁ ଦିଅନ୍ତୁ,,,,,,,,

  • @vijaypradhan5121
    @vijaypradhan5121 2 года назад +16

    Great work pramila mam 👏 👍

  • @sasmitarout2215
    @sasmitarout2215 2 года назад +17

    ଅନ୍ୟାୟ ହଉଛି ନିଶ୍ଚିତ, ଯଉ ଝିଅ 6 ଦିନ ରାତି ଧାରଣାରେ ବସିପାରିଲା ସେ ଆଉ 1 ଦିନ ବସିପାରିବନି ? ସଖି ସେଣ୍ଟର କଣ ପାଇଁ ଯିବ? କି ନ୍ୟାୟ

  • @divergentthinker143
    @divergentthinker143 2 года назад +6

    ବ୍ରହ୍ମପୁର ଲୋକ ସବୁ ମିଶିଲେ କିଛି ଗୋଟେ ହବ 👍

    • @gugulavlog
      @gugulavlog 2 года назад +2

      Odisha basi nku etiki request samaste ek heiki dimple bhauni nku nyaya daba chesta karantu nahele emiti janaka pare jane nari emiti torture hauthiba nyaya paibani eti low ama pari sadharana gariba nka pain nuhe bada neta paisa bala nka pain semane pakaiki low ku nija pocket re dhariki buluchanti ethi case ru jana padila low nhi plz 🙏🙏

    • @kameswarYouTubeExpress
      @kameswarYouTubeExpress 2 года назад

      Right information Brhampur development heba darkar grater Brhampur city

  • @chandanpati6810
    @chandanpati6810 2 года назад +5

    ପ୍ରଥମେ ଏହି ଭଦ୍ର ମହିଳା ଜଣଙ୍କ court ର ନିୟମ କୁ ମାନିବା କଥା , ଏଥିରୁ ଜଣାପଡିଲା ଯେ ଏହି ମହିଳା ଜଣଙ୍କ court କୁ ଅବମାନନା କରୁଛନ୍ତି , ସାଧାରଣ ଲୋକଙ୍କ ଜାଣିବା ଦରକାର ଏହି ମହିଳା ଜଣଙ୍କ କେଉଁ ଭଳିଆ ହୋଇଥିବେ। ଏହି ମହିଳା ଜଣଙ୍କ ଫୋଟ ଗ୍ୟାଲେରୀ ଆଗରେ ଏମିତି ଫୋଟ ଗ୍ୟାଲେରୀ ଅନୁପସ୍ଥିତିରେ କେଉଁ ଭଳିଆ ଆଚରଣ ହେଉଥିବ।

    • @loveyouzindegi4981
      @loveyouzindegi4981 2 года назад

      ଆଉ ତା ସ୍ବାମୀ ଯୋଉ କୋର୍ଟ କୁ ଆସିଲାଣି
      ସେ କଣ ସବୁ ନିୟମ ମାନିଲା
      ଭାଇ ଭଲ ସେ ଭାବିକି ଝିଅର ଦୋଷ ଦିଅନ୍ତୁ

  • @attitudeboyraj7686
    @attitudeboyraj7686 2 года назад +3

    ଦୁନିଆ ରେ ଟଙ୍କା ଠାରୁ କେହି ବଡ଼ ନୁହେଁ .... ସବୁ କିଛି ଟଙ୍କା ର ଗୁଲାମ.... ଅର୍ଥ ସାମ୍ନାରେ ମଣିଷ ସର୍ବଦା ନତ ମସ୍ତକ....
    Money power ବୁଝି ପାରୁଥିବେ l

  • @deepakjena4910
    @deepakjena4910 2 года назад +32

    Nadighosh TV, journalists you are state government employee....

  • @bichitranandasahoo841
    @bichitranandasahoo841 2 года назад +1

    ବାହା ହେବା ଡିଭସ ଦେବା ପୁଅର ପ୍ରସନାଲ୍ କୋର୍ଟ ବିଚାରକୁ ବାପା ଆସିବା ଇଏ କୋଉ ପ୍ରସନାଲ ସେଗୋଟେ ପାଗଳ ବାପା ଜୟ ଜଗନ୍ନାଥ

  • @laxmipriyagiri705
    @laxmipriyagiri705 2 года назад +13

    Very good job dimple

  • @satyanandapradhan6998
    @satyanandapradhan6998 2 года назад +2

    ଏଇ ଟିଭି ଆଙ୍କର ଝିଅ ନା ପୁଅ ? ଯଦି ଝିଅ ହୋଇଥାନ୍ତା ଏମିତି କହିବାକୁ ଖରାପ୍ ଲାଗିଥାଆନ୍ତା

  • @laxmipriyasahoo3874
    @laxmipriyasahoo3874 2 года назад +17

    Nandighosh TV jemiti repprting karuchi.. Ye case Saha nandighosh tv ra jemiti kichhi personalsatruta achi.. samajsebi nka Saha nandighosh tv ra satruta thilabhali reporting karuchhhi.. shame on nandighos tv

  • @bichitranandasahoo841
    @bichitranandasahoo841 2 года назад

    ସମସ୍ତ ସମାଜ ସେବୀ ସଦସ୍ୟ ମାନଙ୍କୁ ଅନୁରୋଧ ଆପଣ ଡ୍ରିମ୍ପଲ୍ ଭଉଣୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ଅନିଆୟକୁ ବିରୋଧ କରାନ୍ତୁ ଏହା ଇଶ୍ୱୋରଙ୍କ ଏକ ସେବା ଏହା ହିଁ ସମାଜ ସେବା ଜୟ ଜଗନ୍ନାଥ ନମସ୍କାର

  • @gobindamarndibhai3090
    @gobindamarndibhai3090 2 года назад +1

    May God bless you 🙏 jay Jagannath

  • @syashmisvlog9405
    @syashmisvlog9405 2 года назад +5

    Right decision by pramila mam. Why she will stay in sakhi centre. Barsha priyadarshini kn pain sakhi centre galani. Kn pain court nije right to resident of woman ku violate kale. Sakhi centre kn taku baha heithila?? Se namard hinjida swami kan pain esabu dekhi ki chup rahichi. Jadi ta bapa maa sabu kichi tahale se baha kain hauthila . Se kan janini bapa maa sahita wife ra b jibana re kichi mulya thaye boli. Bapa maa jaha kahibe seia kariba jadi maariage kn bapa maa kahithile boli karithila??? N ebe mana karibaru aau accept kari paruni? Bapa behia b chup chup kari katha kahuchi dhara padijiba boli. Kn na nijaswa decision semana nkaea. Nijaswa ta jhia ra achi but pua tama manaka under re kama karuchi seita kain kahi paruni. Khali naa ku tanka ichha boli chaleichi gote. Kintu prakruta re bhitiria mind game chaluchi pua ku hata kari. Aau se hinjida pua kapurusa stree ra luha n kasta ku jiye ete dina hela dekhiki chup rahichi se kou type bhala paithiba jana paduchi. Khali enjoy kariba tara intention thila jemti ghara loka support kaleni tapare ghara loka nku ghodei ki stree ku para karidela. Waahh. To bhali man e pura purusa jati pain kalank. But sabu purusa to bhali nuha b. Thanks to them those type men who knows how to handle own marriage life n own parents . Who knows how to balance both the relationship..

  • @itishreesenapati5102
    @itishreesenapati5102 2 года назад +4

    ଆଇନ ଦରକାର.....

  • @odiamovieReactionreview
    @odiamovieReactionreview 2 года назад +7

    Jaha bi hei chi thiki hechi ma mata re👍👍👍👍👍

    • @artieglitter4944
      @artieglitter4944 2 года назад +2

      Kana sabu jhia Katha re ...desha ra aeen boli kichi acchi na nahi ...se pramila kana aeen upare? Court order Manibaku badhya ...Sala gote Pala chalaechi 6 din hela ..bhagao taku

  • @alokkhuntia3143
    @alokkhuntia3143 2 года назад +6

    Arrest judge direct send jail

  • @saumendrajally2030
    @saumendrajally2030 2 года назад +3

    Good

  • @Sibanitarai
    @Sibanitarai 2 года назад

    ଭାରତ ସ୍ଵାଧୀନ ହେଲା କିନ୍ତୁ ଦୁଃଖର କଥା ଭାରତର କୋଟ ସ୍ବାଧୀନ ହେଇ ନାହିଁ ଆଗେଇ ଆସ ପ୍ରଥମେ କୋଟ କୁ ସ୍ବାଧୀନ ଦେବା ତାପରେ ତପସ୍ଵିନୀ ଙ୍କୁ ନ୍ୟାୟ ଦେବା

  • @pkpanda1371
    @pkpanda1371 2 года назад +1

    ପ୍ରମିଳା tripathy କୋର୍ଟ ର କଥା କୁ ମାନୁ ନାହାନ୍ତି । ତପସ୍ଵିନୀ ଆମ ଭଉଣୀ, ଆମ ସୁନା ଝିଅ । ସମଗ୍ର ଓଡ଼ିଶା ତାଙ୍କ ସହ ଅଛି । ତାଙ୍କ ପାଇଁ ସମସ୍ତ ଙ୍କ ଆଖିରେ ଲୁହ । ସମାଜ ସେବୀ ପ୍ରମିଳା ଦେବୀ କୋର୍ଟ ରୁ ବଡ଼ କି ?

  • @jkvlogs336
    @jkvlogs336 2 года назад +6

    Anyaya . 🙏🙏🙏🙏

  • @ranjanmohanty4020
    @ranjanmohanty4020 2 года назад

    Pramila maa nku anek anek dhanyabad o pranam

  • @rkschemistry3574
    @rkschemistry3574 2 года назад +2

    ଆମେ ଆମ ଗୌରବମୟ ଓଡ଼ିଶାର ମା ଓ ଭଉଣୀ ମାନଙ୍କ ସଂମାନ ପାଇଁ ଆଜି ହିଁ ଶପଥ ନେବା, "ବିଜେଡି କୁ ହଟାଇ ଓଡ଼ିଶା ମା କୁ ରକ୍ଷା କରିବା"

  • @Sahoocreation74
    @Sahoocreation74 2 года назад

    courtବି ବିକ୍ରି ହେଇ ଯାଇଛି। ପଇସା ଯେଉଁଠି ନ୍ୟାୟ ସେଇଠି।

  • @prafullabarik7085
    @prafullabarik7085 2 года назад +3

    Dimple has already suffered like anything at the hand of blind emotions and inertia. It is high time she gets the justice now.

  • @Sibanitarai
    @Sibanitarai 2 года назад

    ପ୍ରମିଳା ମା ତୁମକୁ ଧନ୍ୟବାଦ ଆଜି ଆମ ଓଡିଶା ର ନ୍ୟାୟ ଦେଖି ନାରା ଦେବାକୁ ପଡ଼ିବ ଜିନ୍ଦାବାଦ ଜିନ୍ଦାବାଦ ଓଡ଼ିଶାର ନବୀନ ସରକାର ଝିଅ ମାନଂକ ପାଇଁ ସବୁ ପ୍ରକାର ସାହାଯ୍ୟ କରୁଛନ୍ତି ହେଲେ ତପସ୍ଵିନୀ କଣ ବିଜେଡି କୁ ଭୋଟ ଦେଇନାହିଁ ତାଙ୍କ କଣ ତାରଖ୍ ପରେ ତାରିଖ୍ ତାରିଖ୍ ପରେ ତାରିଖ୍ ଦ ଦେଉଛନ୍ତି

  • @narendrasahu119
    @narendrasahu119 2 года назад +3

    So sad

  • @ajitkumarbehera270
    @ajitkumarbehera270 2 года назад +5

    Aree jhiaa Court ku mana. Society kahara nuhe mo maa. Au Maa kaun kahibi nije bhul karicha. Maa eita hi true so accept it. Bhagwaan achanti se tumku nyaya debe.

  • @MRcreation2023
    @MRcreation2023 2 года назад

    Justice for dimphal

  • @sliimksmusic9972
    @sliimksmusic9972 2 года назад +1

    Hey God, plz do something good for dimpal mam,,

  • @gugulavlog
    @gugulavlog 2 года назад +1

    Se kainki sakhi center re rahiba judge mahasaya sasura ghare rahiba pain kainki nirdosha delani

  • @niranjanstatusvideo4613
    @niranjanstatusvideo4613 2 года назад +1

    ସେ ବାପ ପୁଅ ମଣିଷ ନା ଆଉ କିଛି।।ଗୋଟେ ଝିଅ 6ଦିନ ହେଲାଣି।।ଦୁଆରେ ଅଛି।।ସେ ପୁଅର ବାପ ବୋହୁ ନ କରିବାକୁ ନାରାଜ।।ସେ ବାପର ଝିଅ ଜଦି ଏମିତିକା କରିଥାନ୍ତା।।କେମିତିକା ଲାଗିଥାନ୍ତା।।

  • @ranjankumarbehera11
    @ranjankumarbehera11 2 года назад

    Great work pramila maa you are great maa 🙏🙏🙏

  • @pramodkumarbehera6126
    @pramodkumarbehera6126 2 года назад +2

    ଗୋଟେ ଯାତେରା କରୁଛି, ଘରୁ ଗୋଡ଼ କାଢି ଆସିଲା ବେଳକୁ କୁଲୁ କୁଲୁ ଲାଗୁ ଥିଲା, କୋଉ ଶଶୁର ଟା ଘରେ ପୁରେଇବ

  • @sarojinemallick3260
    @sarojinemallick3260 2 года назад

    Bhala karichhanti

  • @Kabul.123
    @Kabul.123 2 года назад +4

    Barshapriyadarshani ku b sakhigruhare rakhajaau

  • @gourisankarmahapatra8004
    @gourisankarmahapatra8004 2 года назад

    All barmpur bhai maa manay sumstay supot karuchnti karibay dimpal nku sabu nya miliba tankay tanka swami nku paibay

  • @jyosnaranirout3613
    @jyosnaranirout3613 2 года назад

    Pranam pramila mam, thank you so much maa

  • @Sada-b2r
    @Sada-b2r 2 года назад +1

    ଛି, ଛି ନବୀନ ବାବୁ କି ଶାସନ ତୁମର। ହେ ପ୍ରଭୁ ସତରେ କଣ ତମେ କଳିଯୁଗରେ ପଥର ପାଲଟିଗଲ ।

  • @tapankumardas8427
    @tapankumardas8427 2 года назад +2

    ଆମ ଦେଶ ମହାନ । ସେ ଝିଅ ମଧ୍ଯ କହି ଥିବ ମୋ ଦେଶ ମହାନ। ହେଲେ ଆଜି ତା' ଆଖିର ଲୁହ ପୋଛିବାକୁ ଆଇନ୍ ନାହିଁ। କିନ୍ତୁ ରାତାରାତି ଲୋଟ୍ (ଟଙ୍କା) ବନ୍ଦ ହୋଇ ଯାଏ। କୋର୍ଟରେ ବିଚାର କରୁଥିବା ବ୍ଯକ୍ତି "ନ୍ୟାୟଳ"କୁ ଗୋଟିଏ ଘର ଭାବନ୍ତୁ ନାହିଁ।

  • @amitamajhi5665
    @amitamajhi5665 2 года назад +3

    Thiki karichanti pramila madam 🙏🙏🙏

  • @alokkhuntia3143
    @alokkhuntia3143 2 года назад +1

    I suppprt

  • @alokkhuntia3143
    @alokkhuntia3143 2 года назад +6

    Judge give money by doctor

  • @smrutiodiavlogs1805
    @smrutiodiavlogs1805 2 года назад

    U r great pramila ma'am

  • @akshaykumarprusty8791
    @akshaykumarprusty8791 2 года назад +1

    Very good Job madam..

  • @bipinkumarop3448
    @bipinkumarop3448 2 года назад +2

    କିtvବୈତୁ କିଖବରପଢୁଚୁତୁ ସେଝିପତିଜୌଅନିୟହୈଈଚି ସେଈଟାକହୁନୁ

  • @pemisingh3229
    @pemisingh3229 2 года назад +4

    Brahmpur ra maa bhauni mane tuma jhio dandare basi 6dina heba kanduchi tume kn karucha raja rasta ku ulhei asa 🙏 dekh tuma jhio ra abasta 🙏😭😭

  • @yudhistirapradhan6717
    @yudhistirapradhan6717 2 года назад +6

    The court has done a great mistake

  • @prabahitimalaik4338
    @prabahitimalaik4338 2 года назад

    Bhala

  • @ashishfunu
    @ashishfunu 2 года назад +6

    Ki nyaya Odisha court kn pain se ashanre basichha jadi nyaya deiparuna chhi tuma nyaya ku.

  • @sangitanayak8253
    @sangitanayak8253 2 года назад

    Thank you pramila maa. Ainn jadi bhul hauchi manisa hinn aku thik kariba.

  • @banabdehury7386
    @banabdehury7386 2 года назад +3

    Tate semimiti haba darkar news anker

  • @susantanahak8945
    @susantanahak8945 2 года назад

    pramila medam good

  • @basantisagaria8457
    @basantisagaria8457 2 года назад +2

    Nyaayo kbe milibo....😡😡😡😡😡naa dimpal dii ku Mari dabaku cahuch.😡😡😡😡😡

  • @rajasree8067
    @rajasree8067 2 года назад +1

    High court hni darkar

  • @sulochananahak6784
    @sulochananahak6784 2 года назад +1

    Court has given right decission

  • @arpitajena4783
    @arpitajena4783 2 года назад +1

    Pramila madam jaha karichhanti thiki

  • @biswajitpanda6047
    @biswajitpanda6047 2 года назад

    Great Pramila Mam ...

  • @priyadamishra2639
    @priyadamishra2639 2 года назад +2

    She is not above the order of court. Very arrogant lady, making high drama.

  • @bichitranandasahoo841
    @bichitranandasahoo841 2 года назад

    ଯେ ଆନିଆୟ କରୁଛି ଈଶ୍ୱର ତାଙ୍କୁ ଶୀଘ୍ର ଦଣ୍ଡ ଦିଅନ୍ତୁ ସେ ନାରୀ ହେଉ କି ପୁରୁଷ ଜୟ ଜଗନ୍ନାଥ କି କୋର୍ଟ ଇଏ କିବିଚାର ହେ ଈଶ୍ୱର ଆପଣ ଆସନ୍ତୁ ଜୟ ଜଗନ୍ନାଥ ପ୍ରଣାମ

  • @abcd-wp4eq
    @abcd-wp4eq 2 года назад +1

    E TV channels kebe bi agaku jaiparibani, budi jau e channel

  • @RaniRani-bw6lf
    @RaniRani-bw6lf 2 года назад +1

    Swaviman sahakare banchiba sikha kichhi darakara nahi taa ghara bahare basiba.

  • @mragrncy9144
    @mragrncy9144 2 года назад +14

    Police should by force evict her. No one is above Law. It will create anarchy

    • @manasdash6055
      @manasdash6055 2 года назад +1

      Maaghia .. to banda na

    • @sangramapadhiari9435
      @sangramapadhiari9435 2 года назад

      I think you don't have sister

    • @sangramapadhiari9435
      @sangramapadhiari9435 2 года назад

      She have own house why she go to sakhi Center , by the way in today not present judge sheab in the absence sub collector issue this order ,I knew how to manipulate

    • @vijaypradhan5121
      @vijaypradhan5121 2 года назад

      Great work pramila mam 👏 👍

    • @dibya63
      @dibya63 2 года назад

      ତୁ ଶଳା ଟି ହଣା ଖାଇବୁ sure

  • @kadambinibiswal7331
    @kadambinibiswal7331 2 года назад

    Pramila Maa apana Jhunu ku bhi Ahibhali support diantu please please please please please please please please

  • @basantapanda9910
    @basantapanda9910 2 года назад

    ଏଠି କୋଟ ବି ଟଙ୍କା ରେ ଚାଲେ ଭଗବାନ ସହିବେନି

  • @itushreesmilegudia563
    @itushreesmilegudia563 2 года назад

    Jhia ta kete bhala pae se puo ku ..asabu kebala taku paeba pae ...kintu se puo tk bi bujhiparuni ..se jhia taku paeba pae kete kn na karuchiii seriously great salute ,aimiti bhala paeba ku 🙏

  • @SKumar-rb1tz
    @SKumar-rb1tz 2 года назад +5

    Whàts going on??? It's not a proper way to got justice from the court. She may wait 5, 10 year's as per faulty Indian judiciary system. Case is pending for next due date, next date and next date.......????

  • @shova94
    @shova94 2 года назад +1

    This is completely in acceptable.corrupt govt and his law

  • @dillipdas4450
    @dillipdas4450 2 года назад +2

    Court is also in pressure of politics n money,really disgusting

  • @padminipradhan5529
    @padminipradhan5529 2 года назад +4

    Cort thik raya deini tu ate au kanilo

  • @nirmalbaral8257
    @nirmalbaral8257 2 года назад

    Thik karisanti pramila madam ok

  • @susenamahakuda7261
    @susenamahakuda7261 2 года назад

    Thick karicha

  • @soubhagya9093
    @soubhagya9093 2 года назад

    😭😭😭

  • @dibyabehera7267
    @dibyabehera7267 2 года назад

    Hats off you pramila madam for support tapaswini das

  • @Ayankarnalifestyles
    @Ayankarnalifestyles 2 года назад +1

    Duijana drama karuchanti.badnam karuchanti familiku.Game kheluchanti lady.Doctorku phasei deichi

  • @mantuswain1345
    @mantuswain1345 2 года назад +1

    Kotra nispati thik nuhe

  • @namitajena8790
    @namitajena8790 2 года назад +4

    Bjd tv lajalagunahi

  • @meenaraninayak9967
    @meenaraninayak9967 2 года назад +2

    Se judge low janichi ki nhi eita kouthi ra nyao

  • @sanjitakumarbehera4583
    @sanjitakumarbehera4583 2 года назад +1

    Court vi emiti eka

  • @suvendupradhan3174
    @suvendupradhan3174 2 года назад

    Nandighos TV thik reporting karuni. Dimpal ku naya milu...

  • @sisirrout9968
    @sisirrout9968 2 года назад

    Kn pain neunahanti se jhiha ku... Tanka saha semiti kichhi heichi boli...

  • @dibyanshiofficialhealthyli7317
    @dibyanshiofficialhealthyli7317 2 года назад

    Barhampur public ekjut hei se vauninku nyaya diantu.

  • @sangramapadhiari9435
    @sangramapadhiari9435 2 года назад +3

    How to told ,refuse court order ,pls see this situation , see and say

  • @pinakinandanbehera531
    @pinakinandanbehera531 2 года назад +2

    Tame ta law ku manilani...... Jadi court sumit saha rahibaku order debe auu jadi sumit bi tama bhali law manibeni....???

  • @shakti2937
    @shakti2937 2 года назад +5

    Mu sunili je ae couple👫 due jana jaka tanka habaku thiba pila ra abortion Karichanti mane direct murder Karichanti. Tenu due janaku arest kari jail pathao. Abe gote week healani drama chalichi.

  • @nalinipattanaik9860
    @nalinipattanaik9860 2 года назад

    Court raya ku sanmhan dia

  • @subhrajeetsahoo8271
    @subhrajeetsahoo8271 2 года назад

    Bhala karichanti tapaswani madam

  • @mukeshbiswal5339
    @mukeshbiswal5339 2 года назад

    ଚୋର ନଦିଘୋଷ ଟିଭି ଶାଳ ବିଜେଡି ଦଳରେ ଚାମଚ୍

  • @ajaypradhan499
    @ajaypradhan499 2 года назад

    Nandighosa saetan

  • @myownshot143
    @myownshot143 2 года назад

    Kichi haidrama nai jaha hauchi thick hauchi jaha ku kichi problem hauchi tanka ghare bhauni achi tii ....soo I kindly request jaha satya taku support diantu 🙏🏻🙏🏻🙏🏻

  • @manasdash6055
    @manasdash6055 2 года назад +3

    #NandighoshTV ku boycott kara..
    Maaghia gida paisa khaichanti