ପାଲା ଆଖଡ଼ା ରେ ମେଘ ମାଲ୍ଲାର ରାଗ ଗାଇଲେ ବର୍ଷା ହେଲା #

Поделиться
HTML-код
  • Опубликовано: 24 ноя 2024

Комментарии • 8

  • @hrusikeshpanda9528
    @hrusikeshpanda9528 7 дней назад +2

    ମେଘମଲ୍ଲାର ରାଗର ପରିବେଷଣ ହୃଦୟର ସରୋବରରେ ଏଭଳି ବାରି ବର୍ଷଣ କରିଛି ଯଦ୍ୱାରା ହୃଦୟ ସରୋବର ଭାବପୂର୍ଣ୍ଣ ହୋଇ ଉଛୁଳି ପଡ଼ିଛି।

    • @odiapala
      @odiapala  7 дней назад

      ଆପଣଙ୍କ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିବାରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ସହ ସାଧୁବାଦ ଜଣାଉଛୁ

  • @narendrapanigrahi5042
    @narendrapanigrahi5042 10 дней назад +2

    Jay jagannath

  • @ସରାଫପ୍ରଦ୍ୟୁମ୍ନପ୍ରଦ୍ୟୁମ୍ନସରାଫ

    🙏ଜୟ ଜଗନ୍ନାଥ

  • @AffectionateBassGuitar-gg2co
    @AffectionateBassGuitar-gg2co 10 дней назад +2

    Jay Jagannath

  • @akshayabaral8808
    @akshayabaral8808 7 дней назад +2

    ଜୟ ଜଗନ୍ନାଥ। ମେଘ ମଲ୍ଲାର ରାଗ ରେ ପ୍ରକୃତି ବର୍ଷା କରିବ କି ନାଇଁ ସେକଥା କହିହେବ ନାହିଁ କିନ୍ତୁ ଶ୍ରୋତା ମନ ଭିତରେ ଭାବ ର ବର୍ଷା ହେବା ନିଶ୍ଚିତ। ତେବେ ମୋ କଥାରେ ଜଦି କିଛି ତୃଟି ଥିବ କ୍ଷମା କରିବେ।

    • @odiapala
      @odiapala  7 дней назад +1

      ଆପଣ ଙ୍କ ମହତ୍ତ୍ଵ ପୂର୍ଣ୍ଣ ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିବାରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ସହ ସାଧୁବାଦ ଜଣାଉଛୁ। ବହୁ ମାତ୍ରାରେ share କରିବାକୁ ଅନୁରୋଧ ରଖିବୁ। ଜୟ ଜଗନ୍ନାଥ ସତ୍ୟନାରାୟଣ

  • @diptiranjanrout2085
    @diptiranjanrout2085 9 дней назад +2

    ରାଗ ଦୀପକ ରେ ଗୋଟେ ସଙ୍ଗୀତ ହେଲେ ଭଲ ହେବ । ଦେଖନ୍ତେ ସତରେ ନିଆଁ ଲାଗୁଚି କି ନାହିଁ