Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Very nice
ଭଲ
Video re bhala sikhya miluchi khushi lagila
Nice video. Easy way to grow drum sticks plant in balcony. Will try.
April to July,August
Bahut sundar heichi Bhai
Good
Nice
👍
New subcriber ❤❤❤🥰🙏 ଗତକାଲି ଅନଗୁଳ ଯାଇଥିଲି,,, କିଣିକି ଗୋଟେ ଆଣିଛି ତ,,, ଭିଡ଼ିଓ ଦେଖିଲି, ସେ ଗଛ ଲଗେଇବା ସହ ଆଉ କିଛି ନିଜେ ତିଆରି କରିବି😊
Thanks bhai
Dala lagaibara prakrusta samaya ba masa kebe kuhantu, kana bartaman lagaile heba ?
ବୈଶାଖ, ଜ୍ୟେଷ୍ଠ ମାସ ରେ ଲଗେଇବା ସମୟ
ମାନେ କଉ ମାସରେ ଏହି କାମ କରିବା ଉଛିତ୍
March, April re kari paribe
ସାର୍ roting ହରମ କୁ ସବୁ ଗଛର ଡାଳ କୁ ଚେର ପାଇଁ ବ୍ୟବହାର କରିହେବ କି ଜଣାଇବେ।
କରି ହେବ
ବହୁତ୍ ଭଲ ତଥା ଉପାଦେୟ ଭିଡିଓ ଟି ହୋଇଛି। ଏହି ପଦ୍ଧତି ରେ ମୋର ଛୋଟ ଛାତ ଉପରେ ମୁଁ ସଜନା ଗଛ ନିଶ୍ଚୟ ଲଗେଇବି। ଯଦି ସଜ ଗୋବର ନ ମିଳେ ତେବେ ମୁଁ ସଜନା ଡାଳ ର ଉପରେ fungicide saaf ଲଗାଇ ପାରିବି କି ?ଆପଣ ଏତେ ଭଲ ଭିଡିଓ କରି ଆମକୁ ଅନେକ ଉପାଦେୟ ତଥ୍ୟ ଦେଉଛନ୍ତି। ଆପଣଙ୍କ ନିଶ୍ଚୟ ବଗିଚା କିମ୍ବା rooftop garden ଥିବ। ଦୟାକରି ତାର ଏକ ଭିଡିଓ ନିଶ୍ଚୟ ପଠାଇବେ। ଏହି ଆଶା ରେ ରହିଲି। ଧନ୍ୟବାଦ।
ଆପଣ ଠିକ ଭାବିଛନ୍ତି ମୋର rooftop garden ଅଛି ଏବଂ ଏହି chennal ରେ ଦେଖନ୍ତୁ ମୋର ଅନେକ ଗୁଡ଼ିଏ ଭିଡିଓ ଅଛି। ମୁଁ ମୋର garden ରେ ଯାହା ସବୁ କରି ସଫଳତା ପାଇଛି ତାହା ମୁଁ ଭିଡିଓ ରେ ଦେଖାଇଥାଏ । ମୋର ଛୋଟ ବେଳରୁ ଗଛ ଲଗେଇବା ଓ ଚାଷ କରିବାରେ ଅହେତୁକ ଆଗ୍ରହ ରହିଛି। ଏହି ସବୁ କାମ କରିବା ସମୟରେ ମତେ ଭୋକ ଶୋସ ଆଦୌ ଲାଗେ ନାହିଁ କଷ୍ଟ ମଧ୍ୟ ଜଣାପଡିନି
Which month is appropriate for rooting the drumstic branch.
अप्रैल से सितम्बर तक
ମୁଁ ଯେତେ ସଜନା ଗଛ ଲଗାଉଛି କାହିଁକି ଫଳ ଆସୁନାହିଁ, ଦୟାକରି କହିବେକି
ଭାଇ ଇଏ ସଜନା ଗଛ ନା ମୁଗୁନା ଗଛ ର ଡ଼ାଲ ?
ସଜନା ଗଛ ଡାଳ
Thank you
ଏଇ କାମ କଉ ମାସରେ କରିଲେ ହେବ ସାର୍
ଯେ କୌଣସି ସମୟରେ କରି ପାରିବେ। ମାର୍ଚ ଏପ୍ରିଲ ମାସରେ ଭଲ ହେଇ ଥାଏ
ସାର୍, ଆପଣଙ୍କ ମୋବାଇଲ No/ Whatsaap No ଜଣାଇବେ କି ?
Very nice
ଭଲ
Video re bhala sikhya miluchi khushi lagila
Nice video. Easy way to grow drum sticks plant in balcony. Will try.
April to July,August
Bahut sundar heichi Bhai
Good
Nice
👍
New subcriber ❤❤❤🥰🙏
ଗତକାଲି ଅନଗୁଳ ଯାଇଥିଲି,,, କିଣିକି ଗୋଟେ ଆଣିଛି ତ,,, ଭିଡ଼ିଓ ଦେଖିଲି, ସେ ଗଛ ଲଗେଇବା ସହ ଆଉ କିଛି ନିଜେ ତିଆରି କରିବି😊