Odisha : Vigilance Nabs Municipality Head Assistant and Peon Accepting Bribe in Balasore | Sanket Tv

Поделиться
HTML-код
  • Опубликовано: 5 июн 2023
  • 6 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ର ମୁଖ୍ୟ କିରାଣୀ ସୁମିତ୍ରା ପାଣିଗ୍ରାହୀ । ସେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଗଣପତି ରାଉତ ଙ୍କ ନିକଟରୁ ଏରିଅର ବିଲ କରାଇ ଦେବା ପାଇଁ ଏହି ଟଙ୍କା ପିଅନ ପୀତବାସ ଦାସଙ୍କ ଜରିଆରେ ନେଉଥିଲେ ।
  • РазвлеченияРазвлечения

Комментарии • 2

  • @khageswarprusty8733
    @khageswarprusty8733 Год назад

    Strict action should taken against them... i salute to vigilance department

  • @niyaz251787
    @niyaz251787 Год назад

    Eai vigilance wala tike aamor balasore municipality office re b tike bhala roko raid maranta ki..