Maa Manikeswari's Chhatar Jatra Begins In Bhawanipatna

Поделиться
HTML-код
  • Опубликовано: 10 окт 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: live.odishatv.in/
    RUclips: goo.gl/Ehz6OP
    Facebook: / otvnews
    Circle on G+: google.com/+otvodisha
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 454

  • @dillipnaik5397
    @dillipnaik5397 5 лет назад +17

    jai maa manikeswari 🙏🙏
    kalahandi pila like here 👍👍

  • @biswajitsahoo9357
    @biswajitsahoo9357 5 лет назад +9

    ପଶୁପକ୍ଷୀ ମାନଙ୍କୁ ମାରିବା ଠିକ ନୁହେଁ ଏମାନଙ୍କର ବି ଜିବନ ଅଛି। ଆମ ସନ୍ତାନ ମାନଙ୍କୁ ଯଦି ମରାଯାଏ କିଭଳି ଲାଗିବ ସାରା ସନସାର ପରମାତ୍ମାକ ପରିବାର ତାଙ୍କ ସନ୍ତାନକୁ ମାରି ଆମେ ପରମାତ୍ମା ଠାରୁ ଆଶୀର୍ବାଦର ଆଶା ନୁହେଁ ଅଭିଶାପ ହିଁ ପାଇବା।

    • @odishadevelopment5604
      @odishadevelopment5604 5 лет назад

      Super message se god nuh se gote kancha bedhata

    • @biswajitsahoo9357
      @biswajitsahoo9357 5 лет назад

      @@odishadevelopment5604ଜୀବନ ଦେଇପାରିବ ନାହିଁ ଅନୟର ଜିବନକୁ ନଷ୍ଟ କଣ ପାଇଁ କରୁଛ।

    • @Madhu-69
      @Madhu-69 11 месяцев назад +1

      Achha tu Chicken, mutton, aau macho khaile seita kichi nuhe.. seithibto bina jibanare jaiki khauchu asu

  • @Rajguru_Gopinath_Debagoswami
    @Rajguru_Gopinath_Debagoswami 2 года назад +4

    ବଳି ପ୍ରଥା ଓ ପଶୁ ହତ୍ୟା ଏକ ଅପରାଧ
    ଏହାକୁ ରୋକିବା ନିହାତି ଆବଶ୍ୟକ

  • @iamrupeshnaik
    @iamrupeshnaik 5 лет назад +12

    Jai Maa Manikeswari!

  • @sushilkumarseth6564
    @sushilkumarseth6564 5 лет назад +5

    🙏 🙏ଜୟ ମାଁ ମାଣିକେଶ୍ଵରୀ🙏 🙏🙏

    • @odishadevelopment5604
      @odishadevelopment5604 5 лет назад

      Ma bandeawari nirih pasu pakhinku hatya karajauchi se gote kancha bedha ta

  • @dr.surendramohapatra5547
    @dr.surendramohapatra5547 4 года назад +1

    Would femas chhatajatra Jaya Maa Manikeswari

  • @D0707
    @D0707 5 лет назад +5

    Jai Maa Manikeswari 🙏🙏

  • @riteshkumarnaik8124
    @riteshkumarnaik8124 4 года назад +2

    🙏Jay Maa Manikeswari

  • @GobindKumar-wf7sg
    @GobindKumar-wf7sg 5 лет назад +2

    Maa Manikeswari

  • @sushantmajhi8
    @sushantmajhi8 3 часа назад

    🙏Jai maa manikeswari 🙏🌺

  • @snsahu6846
    @snsahu6846 3 года назад +1

    Jaymaamanikeswarisnsahu

  • @purundharmajhi7405
    @purundharmajhi7405 5 лет назад +5

    Jai maa manikeswari 🙏🙏

  • @kajalnaik8208
    @kajalnaik8208 5 лет назад +3

    Joy maa manikesweri

  • @Ckantmajh
    @Ckantmajh 5 лет назад +3

    Jai Maa Manikeswari

  • @adityakumarnaik3800
    @adityakumarnaik3800 4 года назад +1

    ଜୟ ମା ମାଣିକେଶ୍ୱରୀ ।।
    ଐତିହ୍ୟ ସଂପର୍ଣ୍ଣ ବଳୀ ପ୍ରଥା ଅମର ରହୁ ।।

    • @debashiskumar1990
      @debashiskumar1990 2 года назад

      Tote boli dele kemiti lagibo , Nirlojo kouthikaro aro janmare Poshu te hei jonma he, Niriho poshunku mari kou maa khusi huontini .All are Blind Belief

    • @adityakumarnaik3800
      @adityakumarnaik3800 2 года назад

      @@debashiskumar1990 😀😀😀 oooo Babu ... Ame to barso re dine but baki jau chiken Motton kahi ki pasu pakhi deli mara hauchi se katha kahin kahunu seguda kan niroho nuhanti ki re ......

    • @debashiskumar1990
      @debashiskumar1990 2 года назад

      @@adityakumarnaik3800 Se kotha aloga , but emiti mass killing very pathetic.

    • @adityakumarnaik3800
      @adityakumarnaik3800 2 года назад

      @@debashiskumar1990 ଆରେ ବାବୁ ଛାଡ଼ ଖାଇ ଆଗେ ବନ୍ଦ କର , ଆଉ ସେ କଥା ଅଲଗା କେମିତି ସେ କଥା ରେ କଣ crime କରି ଥିବା ଖାସି ମାନଙ୍କୁ ବାଛି ବାଛି କଟା ହଉଛି କି .. ଚାଲିଛି ଚାଲିବ ... ଆଦି ପରମ୍ପରା .. ଆମର ବଦା ଆମର ପାରା ଆମର କୁକୁଡ଼ା ଆମର ଠାକୁରଣୀ .. ଅନ୍ୟ କୁ ମିରିଚି କଣ ପାଇଁ .. ???

    • @debashiskumar1990
      @debashiskumar1990 2 года назад

      @@adityakumarnaik3800 Tame Sabu Munda Adivasi manonku bujhhei hebo ni re .....Maichalo au Dhormo Kari Chalo... juhaar

  • @preetymahananda2421
    @preetymahananda2421 5 лет назад +3

    Jay maa manikeswari

  • @ashokkumaracharya3170
    @ashokkumaracharya3170 Год назад

    Sacrifice is the law of nature , God can kill at the same time can give life hence nothing for grief , be happy , jai manikeswari devi .

  • @pradeepbag1170
    @pradeepbag1170 5 лет назад +2

    Maa manikeswari

  • @jagyankilifestylemore.....8191
    @jagyankilifestylemore.....8191 5 лет назад +1

    Jai maa manikeswari ki jai ho

  • @nirbedamajhi9190
    @nirbedamajhi9190 5 лет назад +2

    Jaya maa manikeswari

  • @r.kproduction248
    @r.kproduction248 5 лет назад +2

    Jai maa Manikeshwari

  • @ambikanandanmattam155
    @ambikanandanmattam155 5 лет назад +3

    JAI MAA MANIKESWARI

  • @tapansupakar8783
    @tapansupakar8783 5 лет назад +4

    jai maa manikeswari chants ghodei rakhitha

  • @suryamanisingh7639
    @suryamanisingh7639 5 лет назад +1

    ଜୟ ମା

  • @adityakisan3857
    @adityakisan3857 3 года назад

    Jay maa

  • @ziddi-cute-angel6163
    @ziddi-cute-angel6163 3 года назад

    Jai maa manikeswari 🙏🙏🙏🙏🌺🌺🌺🌺

  • @rohitadunguri5893
    @rohitadunguri5893 5 лет назад +5

    Jay maa manikiswri🙏🙏🙏🙏🙏🙏🙏🙏🌷🌷🌷🌷🌼🌼🌼🌸🌸🏵️🏵️🌺🌼🌼

  • @manoranjansamal5001
    @manoranjansamal5001 4 года назад

    Jay maa manikaswari maa mote khyama karidia tamaku mora prathana maa 🙏🙏🙏🙏

  • @abhimanyuchouhan1900
    @abhimanyuchouhan1900 5 лет назад +2

    Agyan sir mote gote katha tike kuhantu mora doubt achhi, joumane kahuchhanti pashu hatya hauchhi, murkhami karuchhanti, dayakari kahibe ki kou emity pashu ra hatya hauchhi jouta ki kouthi B hueni? Cheli kukuda ra hatya to dokan re b hauchhi au apana mane mast fry kariki masala dei ki anguli chati chati khaila bele ehi daya dharma manaku asuni ki? Maa manikeshwari nka traditional jatra barsa barsa chali asuchhi sethi maa nka na re hi bali dele asubidha kana,Kou anya pashu ra to hatya hauni, gai balada kukura hathi bagha bhalu kahara bali dia hauchhi ki. Mote tike kuhantu agyan mu e katha jama bujhi paruni.. . .

    • @RSR551
      @RSR551 5 лет назад

      Sir these people will never say,they love tangdi kabab,fish fry and mutton masala.These all people are vegetarians so don't have any answers for your questions 🤣

    • @abhimanyuchouhan1900
      @abhimanyuchouhan1900 5 лет назад

      @@RSR551 They might have common sense right! Should not talk something about traditional things without any knowledge. 1st should get educate and then point out . These people don't have voice to raise for gouhatya (🐄 cow) and they always be 1st on this type of nonsense talk. Grow up yar it's India democracy county. Everyone has right to lv on their own way.

    • @satyabantada4911
      @satyabantada4911 4 года назад

      Joumane kahuchanti semane nka madhya ru kete %khauchanti kuhantu

    • @abhimanyuchouhan1900
      @abhimanyuchouhan1900 4 года назад

      @@satyabantada4911 agyan sei data bodhe taanka pakhare thiba jie kahuchhanti! Mote data magile mu kouthu anibi

  • @mafiaaprasantap.pbuilders1962
    @mafiaaprasantap.pbuilders1962 4 года назад

    Jay maa manikeswari
    My fevrite place

  • @veersb5396
    @veersb5396 5 лет назад +2

    Jay maa manikeswari 🙏

  • @vladimirputin6530
    @vladimirputin6530 5 лет назад +14

    Pasu badhh band heba Saha islam jete bele bakri idd karuchhanti b band Kara . Hindu Dharma re parisankyan bidhi re Bali byabastha thila ate sankhya re nuhna . Jay MAA manikeswari

    • @pradyumnapanda1270
      @pradyumnapanda1270 5 лет назад +1

      @the bharat global power
      କୋଉ ପରିସଂଖ୍ୟାନ ବିଧିରେ ବଳି ପ୍ରଥା ଥିଲା।
      ଯିଏ ବି ବଳିପ୍ରଥା ବାହାର କରିଛି ତାଠାରୁ ବଳି ମୂର୍ଖ ଆଉ କେହି ନାହିଁ।
      ପୃଥିବୀର ସର୍ବ ପ୍ରଥମ ଈଶ୍ୱରଙ୍କ ବାଣୀ ହେଉଛି "ବେଦ"।
      ଯିଏ ବେଦ ଜ୍ଞାନ ଜାଣିନାହାଁନ୍ତି ଓ ଶାସ୍ତ୍ରର ଭୁଲ ଅର୍ଥ ବାହାର କରି ଏଇ ବଳି ପ୍ରଥା ପ୍ରଚଳିତ କରିଛନ୍ତି।
      ବାକି ରହିଲା ମୁସଲମାନ ମାନଙ୍କ କଥା।
      ତାଙ୍କ ଧର୍ମ ଶାସ୍ତ୍ର "କୋରାନ" ରେ ମାଂସ ଖାଇବା ଠିକ ବୋଲି ଲେଖାଯାଇଛି ସେଇଥିପାଇଁ ସେମାନେ ଛେଳି,ଗାଈ ଆଦି କାଟୁଛନ୍ତି।
      ପ୍ରକୃତରେ ତାଙ୍କ ଧର୍ମଶାସ୍ତ୍ର ଈଶ୍ୱରଙ୍କ ବାଣୀ ନୁହେଁ। ତାଙ୍କର ପ୍ରଥମ ଧର୍ମ ପ୍ରଚାରକ ନିଜ ମନଇଚ୍ଛା ଯାହା ଲେଖି ଦେଇଛି ସେମାନେ ସେଇଆ ମାନୁଛନ୍ତି।
      "ବେଦ" ରେ ସମଗ୍ର ପୃଥୀବୀର ମଣିଷ ମାନଙ୍କୁ ସମାନ ବୋଲି କୁହାଯାଇଛି। ମଣିଷ ମାତ୍ରେ ହିଁ ଜୀବହତ୍ୟା କରିବା, ମାଂସ ଖାଇବା, ହିଂସା ଏସଵୁ ମହାପାପ ବୋଲି କୁହାଯାଇଛି।
      ବେଦରେ କୌଣସି ଗୋଟିଏ ଧର୍ମ,ଗୋଷ୍ଠୀ ଓ ଜାତି କଥା କୁହାଯାଇନି। ସମଗ୍ର ଜୀବଜଗତ କଥା କୁହାଯାଇଛି। " ବେଦ" ହେଉଛି ଈଶ୍ୱରଙ୍କ ସମ୍ବିଧାନ। ସେହି ସମ୍ବିଧାନର ନିୟମ ଅନୁସାରେ ସମଗ୍ର ପୃଥିବୀର ମାନବ ଗଣ ପରିଚାଳିତ ହେବା ଉଚିତ। ଯିଏ "ବେଦ"ର ନିୟମ ନମାନିବ ତାକୁ ଈଶ୍ୱରଙ୍କ ନିୟମ ଅନୁସାରେ ଦଣ୍ଡ ଅବଶ୍ୟ ମିଳିବ। ଅନେକ ଲୋକ ଦଣ୍ଡ ଭୋଗୁଛନ୍ତି ମଧ୍ୟ। ତଥାପି କିଛି ମୁଢ ମୂର୍ଖ ମାନେ ଜାଣି ପାରୁନାହାନ୍ତି।

    • @bazzigar4828
      @bazzigar4828 5 лет назад

      @@pradyumnapanda1270ତୁ ସବୁ ଜାଣିଚୁ ତାହେଲେ ତୁ ଧର୍ମ ର ଠିକା ଡର ହେଇଯାଆ

    • @pradyumnapanda1270
      @pradyumnapanda1270 5 лет назад +1

      @Bazzigar Bhai
      ମୁଁ ଜଣେ ନେଲେ ହେବନିରେ ଭାଇ। ସମସ୍ତେ ଧର୍ମକୁ ଜାଣିବା ଦରକାର।
      ଧର୍ମ ଅଧର୍ମକୁ ମାନି ପୂଜା କରିବା ଉଚିତ।

    • @ମହାରାଜାରାଜାମାନଙ୍କରରାଜା
      @ମହାରାଜାରାଜାମାନଙ୍କରରାଜା 5 лет назад +2

      Satakatha bhaai sabubele sallaamane aama dharma uparaku him aanguthi dekhaau chanti

    • @vladimirputin6530
      @vladimirputin6530 5 лет назад

      @@pradyumnapanda1270 Veda ku kia na manila bhai , bali pratha bhul hele parisankhan bidhi hela ki , bama margi mana nku bhul margaru bancheiba pain au bhala marga ku naba pain , bhagaban nka nikatare mantra dwara pasuku parabarti dibya sarira diya jiba pain bidhibadha mantra ra byabahara karaae. au amisa khaibaku ichhuka byakti b grahana kare. emiti dharajau jane chain smoker ku smoking ru bancheiba pain 100 cigarette jaga re 2 ta dia jaipare o dhire dhire sia sethiru mukta hua. Beda, bedanta au purana hauchhi bhagaban nka gyana. engrej mane ahaku myth kahi bhrama tiyari kale. arjya samaj pari english manasikata dwara prabhabita hoi sathik gyaan abhab re loka nku bhramita kale. jadi adhika janibaku ichha jagadguru sankarachajya puri nkara youtube channel follow karantu.kintu mlechha ( islam, isayee )mana nku b bitadita karibara achhi. jay hindurastram

  • @soujendrakumarpatra9980
    @soujendrakumarpatra9980 5 лет назад +5

    Saw the mass killing of animals during bakri eid. No you will not. 100s Goats are killed everyday for eating but you are not showing it.

    • @raazkumar627
      @raazkumar627 5 лет назад

      Yes brother u are right,,,, they don't have courage to show the bakra a eid

  • @sanjayakumbhar7041
    @sanjayakumbhar7041 4 года назад

    Jay Maa Manikeswari 🙏🙏

  • @pradyumnapanda1270
    @pradyumnapanda1270 5 лет назад +25

    ବିଶ୍ୱାସ ଅର୍ଥ ଏଇଆ ନୁହେଁ ଯେ ବଳି ଦିଆଯିବ।
    କିଛି ମୂର୍ଖ ଲୋକ ବେଦ ଶାସ୍ତ୍ରରେ ଲେଖାଥିବା ଶ୍ଳୋକ ଗୁଡିକର ସଠିକ ଅର୍ଥ ନଜାଣିବା କାରଣରୁ ଏଭଳି ଭୁଲ ପ୍ରଥା ସବୁ ମାନିବସିଛନ୍ତି।
    ଶାସ୍ତ୍ର ରେ ଲେଖାଅଛି ମଣିଷର ପଶୁ ପ୍ରକୃତିକୁ ବଳି ଠାକୁରଙ୍କ ପାଖରେ ବଳି ଦେଇଦେବା ଉଚିତ। କିନ୍ତୁ କିଛି ମୂର୍ଖ ଏହାର ଓଲଟା ଅର୍ଥ ବୁଝି ପଶୁ ମାନକୁ ବଳି ଦେବା ଆରମ୍ଭ କଲେ।
    କିଛି ଦିନ ପରେ ପୁଣି ପକ୍ଷୀ ମାନଙ୍କୁ ବଳି ଦେବା ଆରମ୍ଭ କଲେ।
    ଅନେକ ଲୋକ କହନ୍ତି ଯେ ଯଦି ବଳି ଦିଆନଯିବ ବା ବଳି ଦେବାପାଇଁ ଯିଏ ମନା କରିବ ତାର ଝାଡା ବାନ୍ତି ହେବ, ଅନେକ ଅମଙ୍ଗଳ ହେବ, ଏମିତିକି ମୃତ୍ୟୁ ମଧ୍ୟ ହେବ।
    ଆଉ ମଧ୍ୟ କହନ୍ତି ଯେ ଅନେକ ଲୋକ ମନା କରିବାରୁ ସେମାନଙ୍କର ପୁଅ କିମ୍ବା ପରିବାରର ସଦସ୍ୟ ମୃତ୍ୟୁ ବରଣ କରିଛନ୍ତି।
    ସେଇଥିପାଇଁ ଭୟରେ କେହି ମନା କରନ୍ତି ନାହିଁ।
    ଏହି କଥା ପ୍ରକୃତରେ ସତ୍ୟ ନୁହେଁ।
    ଯଦି କେହି କହେ ଯେ ମୁଁ ପରୀକ୍ଷା ଫଳ ଦେଖିବାକୁ ଗଲା ବେଳକୁ ବାଟରେ ଭଙ୍ଗା ହାଣ୍ଡିଟିଏ ଦେଖିଲି କିମ୍ବା ବିଲେଇ ରାସ୍ତା କାଟିଥିଲା ସେଇଥିପାଇଁ ମୁଁ ପରୀକ୍ଷାରେ ଫେଲ ହେଇଗଲି।
    ଏମିତି ଯିଏ କହେ ତାକୁ ପାଗଳ ବୋଲି କୁହାଯାଏ।
    କାରଣ ଯେଉଁ ଘଟଣା ହେବା ପଛରେ ଯେଉଁ ଘଟଣାର ହାତ ଥାଏ ସେଇ କଥା ନକହି ଅନ୍ୟ କଥା କହିଲେ ତାକୁ ପାଗଳ ବୋଲି କୁହାଯାଏ।
    କାରଣ ପରିକ୍ଷା ସେ ଅନେକ ଦିନ ପୂର୍ବରୁ ଦେଇ ସାରିଥାଏ କିନ୍ତୁ ବିଲେଇ ରେଜଲ୍ଟ ବାହାରିବା ଦିନ ଦେଖିଥାଏ। ବିଲେଇ ଦେଖିବା ଓ ପରୀକ୍ଷାରେ ଫେଲ ହେବା ସହିତ କୌଣସି ସମ୍ପର୍କ ନାହିଁ।
    ସାଙ୍ଗେ ସାଙ୍ଗେ ଘଟୁଥିବା ଦୁଇଟି ଘଟଣା ଯେ ଗୋଟେ ଅନ୍ୟ ଗୋଟିକର କାରଣ ହେବ ସେମିତି କିଛି ବି ନିୟମ ନାହିଁ। ହେଇବି ପାରେ ନ ହେଇ ବି ପାରେ।
    ବୁଦ୍ଧି ସହିତ ବିଚାର କଲେ ହିଁ ଜଣାପଡେ ଯେ କେଉଁ ଘଟଣା କାହାର କାରଣ।
    ଦେବୀ ଅସନ୍ତୁଷ୍ଟ ହେଲେ ବୋଲି ଯେ କାହାର ଦେହ ଖରାପ ହେଇଗଲା ବା କେହି ମରିଗଲା ତାହା କହିବା ଅନ୍ୟନ୍ତ ବୁଦ୍ଧି ହୀନତାର ପରିଚୟ।
    ଉଦାହରଣ ସ୍ୱରୂପ ହାଡ଼ଫୁଟି ଓ ମିଳିମିଳା ରୋଗକୁ ଠାକୁରାଣୀ ଧରିଛନ୍ତି ବୋଲି ମାନ୍ୟତା ଦେଲାଭଳିଆ। କିନ୍ତୁ ପ୍ରକୃତରେ ତାହା ଏକ ଭୂତାଣୁ ଜନିତ ଚର୍ମ ରୋଗ। ସେହି ରୋଗ ହେବାର କାରଣ ମଧ୍ୟ ଅଲଗା।
    ଏହା ଏକ ଘୃଣ୍ୟ ମାନସିକତା।
    ଯେଉଁ ଘଟଣାର ଭୟ ଅନେକ ଲୋକ ମାନଙ୍କ ମନରେ ଅନେକ ଦିନ ଧରି ବସା ବାନ୍ଧି ଆସିଛି ତାହା ଦୂର କରିବାକୁ ହେଲେ ପ୍ରତେକ ଲୋକଙ୍କୁ ଗୋଟିଗୋଟି କରି "ବେଦ"ରେ ଲେଖାଥିବା ବାଣୀକୁ ଶୁଣାଇ, ପରମାତ୍ମାଙ୍କ ଗୁଣ ଗୁଡିକର ଅସଲି ପରିଚୟ ଦେଇ ବୁଝାଇ ସଚେତନ କଲେ ଯାଇ ହେବ।
    ଦେବୀ କାହାକୁ କୁହାଯାଏ?
    ଦେବତା କାହାକୁ କୁହାଯାଏ?
    ବଳି ଶବ୍ଦର ଅର୍ଥ କଣ?
    କେଉଁ କେଉଁ ଶାସ୍ତ୍ରରେ ବଳି ବିଷୟରେ କଣ କଣ ଲେଖାଅଛି?
    ଆତ୍ମା କଣ?
    ପରମାତ୍ମା କଣ?
    ମୃତ୍ୟୁ କଣ?
    ଜନ୍ମ କଣ?
    ପୂଜା କାହାକୁ କୁହାଯାଏ, ପୂଜା କେମିତି କରାଯାଏ?
    ଆତ୍ମାର ଗତି କଣ?
    ଏମିତି ଅନେକ "ବେଦ" ବାଣୀଙ୍କୁ ଲୋକଙ୍କ ପାଖରେ ଯେତେବେଳ ପହଞ୍ଚା ଯିବ ତାପରେ ଯାଇ ଲୋକ ବୁଝିବେ।
    ସେଇଥିପାଇଁ ପ୍ରତେକ ଲୋକକୁ "ବେଦ" ଜ୍ଞାନକୁ ଜାଣିବା ଦରକାର।

    • @studywithgirishkumar8271
      @studywithgirishkumar8271 5 лет назад

      Woooooooo...... Good

    • @jitupalei5596
      @jitupalei5596 5 лет назад +1

      Bhai tame veg ki non-vegetarian😁😁😁😁

    • @pradyumnapanda1270
      @pradyumnapanda1270 5 лет назад

      jitu palei
      ମୁଁ ଆମିଷ ଖାଏ ନାହିଁ।

    • @pkumar3797
      @pkumar3797 5 лет назад +1

      Are vegetarian boli e sabu kahucha.maa nka pakhe bali deba ku kharap kahucha au daily motton chicken pain jete

    • @bhabanisankar1397
      @bhabanisankar1397 5 лет назад

      You are great sair

  • @somnathchattar9903
    @somnathchattar9903 3 года назад

    Plz send tha Sandhya alalati video I request u

  • @abhilashabhilash1341
    @abhilashabhilash1341 5 лет назад

    ଜୟ ମା ମାଣି କେଶରୀ

  • @nabinmajhi3117
    @nabinmajhi3117 2 года назад

    Jay maninkeswari

  • @laxmipriyaojha8243
    @laxmipriyaojha8243 5 лет назад +2

    Niriha pasu pakhinku dana kale kn gote maa khusi hue🙏🙏🙏🙏

  • @kajalnaik8208
    @kajalnaik8208 5 лет назад +2

    🙏🙏🙏🙏

  • @jublidas4771
    @jublidas4771 5 лет назад +1

    Mor maa kandsi jete bele e pasu bagir manis tar baki niriha chhuya manke ate nrusansa re marsan kintu mor maa ra luha k kehi nai dekhan khali e pasu manis manke tankar patira lalsa dissi. Mor maa henta naise take e mane henta karei deichan. Kahsan na bhakta tar bhaktire bhagwan dywara kichhi b kareiparsi kintu nijar khusi lagi sabe mor maa ra naa kharap karsan kintu tar man k kehi nai bujhan seta khob dukh lagsi.😭😭😭

  • @hariarjunabissoi8979
    @hariarjunabissoi8979 5 лет назад +1

    maa Durga...amenaku ku sadbudhi diyo maa kebe...janibe....maa rakta nai bhkta bhakti absyka kare....

    • @RSR551
      @RSR551 2 года назад

      Well said sir..i m myself from bhawanipatna and i m against this ritual.. Government should take strict action and ban this ASAP

  • @digambarchhatria1433
    @digambarchhatria1433 3 года назад

    Jai maa maanikeswari 🙏🏻🙏🏻

  • @Patnaik_TUNA
    @Patnaik_TUNA Год назад

    Ma 😢

  • @deepak-zs2gp
    @deepak-zs2gp 5 лет назад +2

    Jai maa manikeswari 🙏🙏🙏 maa daya Kari Bali niantu nahi

  • @himanshubuda2264
    @himanshubuda2264 5 лет назад +1

    Jay mata manikeshawree.

  • @arnobroy6835
    @arnobroy6835 5 лет назад

    Joy maa manikesiri
    Joy chinnamastake

  • @jcbguru999
    @jcbguru999 5 лет назад

    Jai.maa.manikeswri.kalahandia.like.kar

  • @biswambersahu8168
    @biswambersahu8168 5 лет назад +6

    .nishpap pasu Pakhi Ku Bali daiki khusi hauchanti.tamaku sei bhaila Jagannath hanibe ruha .Tama khusi chadiba setebele sala

    • @Smile_girl626
      @Smile_girl626 5 лет назад +2

      Dear tame Jagannath thakura nku jete bishwas Kara ame maa manikeswari nku karu bhaina e please keu kalaru chali asichi taku bandh kari habani jadi bi jie bandh karibaku chesta kare tahara jhada banti hoichhi deha asusta hoichi

    • @imaks1003
      @imaks1003 5 лет назад +2

      Biswamber sahu... Tama mane prabu Jagganath Bhagwannka name ne ki.. jau bhikiya magu cha seta band kara......... Tama emiti loka paine loka bhoka re sui chanti

    • @biswambersahu8168
      @biswambersahu8168 5 лет назад +1

      @@Smile_girl626 sorry for wrong information Jagannath nku jaumane biswas karanti mnu janichi semanaka Ra kebe bi kichi hue na ....kau maa kebe Bali chanhena ...e heuchi Loko manakanra bhrama .so mnu maa nku biswas kare but e sabu ghatia pratha Ku nunhe

    • @sitanshupujhari3066
      @sitanshupujhari3066 5 лет назад +2

      @@biswambersahu8168 tmar ktakia mane khali jagannath heu thaa
      Amar lagi ma manikeswari sabukichhi

    • @akashdansena4717
      @akashdansena4717 5 лет назад +1

      @@biswambersahu8168 bhai tame kahucha seta b thik ame b Mahaprabhu shree Jagannath ku biswas karu baki ame hele kana kariba jeu pratha barsa barsa dhari chali asuchi seta kemiti band kari pariba tame kaha jadi Mahaprabhu nka ratha yatra band hei jiba tahele kana heba mahapralay hi asiba na

  • @bjena34
    @bjena34 3 года назад

    ନିରୀହ ପଶୁକୁ ବଳି ଦେଲେ ତାହା ହେଉଛି ବାଳ ଯାତ୍ରା

  • @veersb5396
    @veersb5396 5 лет назад +3

    Katkia puid manke .. thesa ...

  • @ranjitnaik9860
    @ranjitnaik9860 5 лет назад +4

    Jebe Brahman mane puja karibara niyama rahichi au taku Mana karibara samarthya nahi ta adibasi nka Bali parampara ku kana pain band karajiba?

    • @vladimirputin6530
      @vladimirputin6530 5 лет назад

      Dekhantu adibasi sabda gote bhramatmaka sabda jahaku adibasi kahuchhanti semane hindu thu alaga nuhnanti semane antyeja au semana nka parampara mandhya sastra sammata kintu kebe kebe kuriti pratha ku nasta karidia sethira sastra sammata sanksodhana abasyaka . Jay maa manikeswari

    • @satyabantada4911
      @satyabantada4911 4 года назад

      Ta mane kan niriha jiba manaku marajiba kan thik

  • @sujatapradhan7177
    @sujatapradhan7177 5 лет назад +4

    E andha biswas kebe lokanka manaru dura heba kejane

  • @PurusottamGuru
    @PurusottamGuru 5 лет назад +1

    Maagia e loka maane kebe badalibe,,, salaa andhabiswas re manisha marijiba

  • @lunatandiofficial303
    @lunatandiofficial303 5 лет назад +2

    Saitan jatra

  • @diptikantasahoo8748
    @diptikantasahoo8748 5 лет назад +1

    Vai Bali should be banned !!! It is true !! But you only report Hindu festival never
    Inform when lakhs of goats killed in Bakrid!!! That's your hypocracy!!

  • @tulasiramtulasiram5236
    @tulasiramtulasiram5236 5 лет назад +1

    Jai maa manikeswari😊😊😊😊😊😊
    😊😊😊😊😊😊
    ☁☁😊😊☁☁
    ☁☁😊😊☁☁
    ☁☁😊😊☁☁
    ☁☁😊😊☁☁
    ☁☁☁☁☁☁
    🙏🙏☁☁🙏🙏
    🙏🙏☁☁🙏🙏
    🙏🙏🙏🙏🙏🙏
    🙏🙏🙏🙏🙏🙏
    🙏🙏☁☁🙏🙏
    🙏🙏☁☁🙏🙏
    ☁☁☁☁☁☁
    😁😁☁☁😁😁
    😁😁☁☁😁😁
    ☁😁😁😁😁☁
    ☁☁😁😁☁☁
    ☁😁😁😁😁☁
    😁😁☁☁😁😁
    😁😁☁☁😁😁

  • @sibasishskillempowerment
    @sibasishskillempowerment 5 лет назад

    Bhagwan apan samastanku au samastanka Parivar Ku saman dukha diyantu jemiti apan mane aye pasu manaku deichanti. Ashirwad ta Miliba ni, abhishap jarur miliba

  • @narayanpradhan7148
    @narayanpradhan7148 5 лет назад +1

    Prakrutare Jadi maa chalichanti maa pakhare pasutiku chadantu Jadi pasuta marijaya tahahele janibaje maa chalichanti manisa Sala khaibalalasare maranti .maa manisabali chahile debe ?

  • @rajkishoredas9431
    @rajkishoredas9431 5 лет назад

    Jie niriha pasu manankara bali grahana karuchi se maa na rakhsyasi aau jie Bali dauchi se pasu tharu b hina

  • @MANOJKumar-vj6no
    @MANOJKumar-vj6no 5 лет назад +2

    Please a niriha jiba manonku Bali diantuni

  • @hetlove4528
    @hetlove4528 5 лет назад +1

    Niriha pasu mananku amiti karuchanti agudaka bhala nai piz amiti pasu mananku marantu nahi

  • @rsd5868
    @rsd5868 5 лет назад +3

    Samaste bhagaban ra chhua. Pasu pakhi b. Mane bhagaban samastankara ma bapa. Kou ma bapa nija chhua ku khaiba pai chahiba??

    • @labanyashing5890
      @labanyashing5890 5 лет назад +1

      Mu Abe seita kahithanti bt ama loko nka mentality Kia change karipariba mu ta aji Jain nija ghara lokomanaku change kariparilini🙁

    • @rsd5868
      @rsd5868 5 лет назад

      @@labanyashing5890 bada mananku bujhei haba ni. Amara future generation ku ame bujheile semane karibeni.

    • @akashdansena4717
      @akashdansena4717 5 лет назад

      @@rsd5868 dekhma tamar future generation non veg khaibe ki nai au sebel jana padba j kie beda r kie intelligent

    • @rsd5868
      @rsd5868 5 лет назад

      @@akashdansena4717 Non veg khaiba asubidha nai se. Bhagaban ra naa re non veg khua hauche seta kharap katha.

    • @akashdansena4717
      @akashdansena4717 5 лет назад +1

      @@rsd5868 non veg khaibar ta kana asubidha naise tamke kie hak dela j gute speechless prani k mar kari khaibar ta thik boli

  • @avayarath
    @avayarath 5 лет назад +1

    These killings are wrong practice irrespective of time, place, event, and religion. But those commenting too need to grow up and show only through their action, not only through talk here. Can you give up eating meat and encourage others to do so? Then this practice will automatically go away after some time. Action is better than a mere talk.

  • @pragyanswain2589
    @pragyanswain2589 4 года назад

    Raju uncle kahuchanti

  • @nityananda478
    @nityananda478 5 лет назад

    Jay maa manikeswari kalahandi daini

  • @shakuntaladas3089
    @shakuntaladas3089 5 лет назад +2

    Chhi apari parampara niriha pasu manku Amti karucha.. Dekhiba Tuma Deha re chhunchi phutile kemti laguchi... Jeumane Amti karucha seimane Bali paduna

  • @daiwik9067
    @daiwik9067 5 лет назад

    Shame...dear news channel plz condemn this sacrifice along with news then only many can b aware or raise voice.... Shame...

  • @aliskaroy1730
    @aliskaroy1730 5 лет назад

    Emty Koro ne plzzz

  • @rajeshbehera5402
    @rajeshbehera5402 5 лет назад

    This is reality of Indian people Hindu nature....If you search best stopped people in world,you must get top list India people👎👎👎👎👎👎👎👎👎👎👎👎👎👎👎😁😁😁😁

  • @novelmeher2521
    @novelmeher2521 5 лет назад

    Kalahandi ka sab janata ki bali pasu ki nahi

  • @shivsundernayak3714
    @shivsundernayak3714 2 года назад

    Maa kebe bhi boli magini
    Ehi boli CHANDI CHAMUNDA NKU DIA HOUCHI
    JAI MAA MANIKESWAR
    JAI MAA MANGALA
    JAI MAA JHANKARDEVI
    JAI MAA BIRAJA
    🌸🌸🙏🙏🌸🌸🙏🌸🌸🙏

  • @priyadarshan2022
    @priyadarshan2022 5 лет назад

    Bali daba pratha kharab kintu ,
    1.Bakri id re whole bharat re sabu family ru 1 or 2 bali dia jaye sebe e sabu gyana daba loka kuade jayanti? Court au Media ?
    2.Sabu dina non-veg khaiba loka b Hindu festival re Gyana daba ku bhulantini , jadi Bali daba barsha ku thare kharap , baki dina non-veg khaiba kemti bhala ?

  • @ମହାରାଜାରାଜାମାନଙ୍କରରାଜା

    Salaa semaananku adivasi kandha kauchha semaane hin odishara aradhya devata Jagannath nka mula pujaari nilamadhav sampradayara loko respect deba sikha

  • @sadhusukantdas2133
    @sadhusukantdas2133 5 лет назад

    Manikeswari nka patire mutantu

    • @arjunswain27
      @arjunswain27 5 лет назад

      Bhai I'm seriously oppose animal killing but you please don't comment like that. Respect our goddesses.

  • @satyabantada4911
    @satyabantada4911 4 года назад

    Jibe Aame Sunday re chicken mutton khaiba tahale sdibasinku kan bujheiba aeta kan balli thu kan kam ki

  • @maheshkumarmandal3188
    @maheshkumarmandal3188 5 лет назад

    Pashu bali deley maa santustho hebey. Nijo bali debaro khyamata nahi innocent animals ku murder kara hauchi. Etey bali debaro achhi nijo chhua manaka bali diyo dekhiba k miti lagguchi

    • @RSR551
      @RSR551 5 лет назад

      Bhai are you vegetarian or non vegetarian and for your kind information, only edible animals are sacrificed that day and also consumed properly.So keep calm

  • @SriHarikirttan
    @SriHarikirttan 5 лет назад +8

    This bad tradition should be abandoned soon by the help of Govt. How is devotion possible in violent surrounding ? Killing is not Dharma in Hinduism.

    • @futureindianarmy4682
      @futureindianarmy4682 2 года назад +1

      I is not bad tradision. It is the faith os people towards maa manikeswari 🙏🙏

    • @saswatranjan1246
      @saswatranjan1246 2 года назад

      Pua tu kichi janinu

    • @sarmisthapadhi7737
      @sarmisthapadhi7737 2 года назад

      just shut up u bloody fool bas phn mein dekh k kuch v mat bol uski history pehel Jan le kyu hota hai Ghar mein beth k bhasan mat de

    • @sarmisthapadhi7737
      @sarmisthapadhi7737 2 года назад

      tu kis tradition se hai be

    • @saswatranjan1246
      @saswatranjan1246 2 года назад

      @@sarmisthapadhi7737 tu kou tradition ta maa nku manuchu na.nai

  • @debasishacharya4797
    @debasishacharya4797 5 лет назад

    Ae mane thare niriha pasu hele hin pain ta bujhibe vai....sala khali tare jete kahile b munda re pasibani....
    Kou maa chahenin he se gote chua ku mari anya chua mananka khuwais fulfil karibi....chi tamara manisa jati ku...

  • @prachitanayapatra3404
    @prachitanayapatra3404 5 лет назад

    Pls pasu balidei papo karantunahi

  • @veersb5396
    @veersb5396 5 лет назад +1

    Jete sabu bhadra guda Ka .. Bali pratha ku birodh karuchhanti .. eita gote ecosystem... Manisha banchiba Ra .... Jadi emanku na mara jae ... Tebe dine ehi pashu mane ... Manisha manaku maribe....Manisha jibana ku maniba ku hele Eid bi darkar aau pashu Bali v darkar

    • @veersb5396
      @veersb5396 5 лет назад

      @@chandbsingh2295 Abe maaagihaaa jharlaburrrr.... Daaariiirrr pilll... Ghudagehirrrta ..... Fusi ... Maadarrchoood.... Rendir puho..... Tar MAA k .... Sandh balad mane gihabe

    • @veersb5396
      @veersb5396 5 лет назад

      @@chandbsingh2295 sure Katha ha.. nai hele ... Giha gehi ne Kalahandia pila manke nai paru.... Gharu beti Kari tarrr MAA k gihei demu

    • @RohitKumar-hh2le
      @RohitKumar-hh2le 4 года назад +1

      Mar mgya ktkia

    • @veersb5396
      @veersb5396 4 года назад

      @@RohitKumar-hh2le maagihe katkiye uchhluchhan

  • @wojak5308
    @wojak5308 5 лет назад +1

    पेरियार राधास्वामी जी के कुछ कथन 1 क्या तुम कायर हो जो हमेशा छुपे रहते हो किसी के सामने नहीं आते ?
    2 क्या तुम खुशामद परस्त हो जो लोगों को दिन रात ईबादत करवाते रहते हो ?
    3क्या तुम भूखे हो जो चढ़ावे में मिठाई दृध घी आदी लेते रहते हो ?
    4 क्या तुम मांसाहारी हो जो लोगों से जानवरों की कुर्बानी मांगते हो ?
    5 क्या तुम सोने के व्यापारी हो जो लाखों टन सोना मंदिरों में दबाये बैठे हो ?
    6 क्या तुम व्यभिचारी हो जो मंदिरों में देवदासियाँ रखते हो ?
    7 क्या तुम कमजोर हो जो बलात्कार को नहीं रोक पाते
    8 क्या तुम मुर्ख हो जो तुम्हे दुनियाँ के भूखे लोग नहीं दीखते और अरबों खरबों के खाने पिने की चीजें नदियों में बहा देते हो ?
    9 क्या तुम बहरे हो जो एक मरते हुए बेक़सूर और रेप पीड़ित बच्ची की आवाज़ नहीं सुन पाते ?
    10 क्या तुम अंधे हो जो रोज होते अपराध नहीं देख पाते
    11 क्या तुम आतंकवादियों से मिले हुए हो जो रोज बेगुनाह इंसानों का खून बहाते फिरते हैं ? 12 क्या तुम आतंकवादी हो जो ये चाहते हो की लोग तुम से डर कर रहे
    13 क्या तुम गूंगे हो जो एक शब्द नहीं बोल पाते लेकिन करोड़ों लोग तुम से सवाल पूछते हे
    14 क्या तुम बेईमान हो जो गरीबों को कभी कुछ नहीं देते जबकि गरीब मेहनत से कमाए गये पैसे तुम पर न्योछावर कर देते हैं ?
    15 क्या तुम मुर्ख हो जो हम जैसे नास्तिकों को पैदा किया जो तुम्हे खरी खोटी सुनाते रहते हैं और तुम्हारे अस्तित्व को ही नकारते हैं ?

  • @IndSefron4975
    @IndSefron4975 5 лет назад

    Magihe pahala kasei khana , bakrid re,pasu Bali. Band Karo tapare e gyan debo ...

  • @bm-yo5yy
    @bm-yo5yy 5 лет назад +3

    Bahut anyaya, rape pain jadi phasi saja, pasubali pain kana saja, vote bank juade govt siade

  • @archanabehera8324
    @archanabehera8324 5 лет назад

    Andha biswas ku nei ki niriha jibana ku khyati karuchanti jodi kahaku jibana dana kari paribani toh semanka jibana nastha karibar adhikar kiye deichi ei nishtura nirmya loka mananku 😭😭😭

  • @jnpradhan248
    @jnpradhan248 5 лет назад +2

    Bali Pratha Bhul,
    Kintu Bakre Eid re chup kahiki
    2ta kupratha ku Band Kara jau.

  • @manasdeep3732
    @manasdeep3732 4 года назад

    Duniya Mein jitne non-veg khane wale Sab mutton chicken khana band kar de Agar band nahin kar sakte to god ke liye kyun band kar rahe ho. Agar tum log Apna Swad Nahin Chhod Sakte ???to Bhagwan Kyon Kyon chhudwa rahe ho ???

  • @mithunnayak3943
    @mithunnayak3943 5 лет назад

    odisha ku kahuchhanti mandira malini sahara and sanskruti odishare bahut achhi boli kahuchhanti sabu bliend belive tenu aji odisha develop state hei paruni au samaste jauchhanti dadana khatibaku bidesh ku tenu a sabu andha biswas kateibaku padiba amaku

  • @poojasable7322
    @poojasable7322 3 года назад

    Inhuman

  • @kamakhayasutar7933
    @kamakhayasutar7933 5 лет назад

    Sasura pua prasasan kanna mariganniki

  • @BikramKumar-w3v
    @BikramKumar-w3v 11 месяцев назад

    Yeh sab fhaltu chez keliye desh aage nei bad raha hae enta devta ke mui gihasi

  • @umakantapradhan9438
    @umakantapradhan9438 5 лет назад

    Magihan media bala musalman mane jau kurbani karuchanti se sabu kan pain kahuna

  • @chandbsingh2295
    @chandbsingh2295 5 лет назад +1

    E magia mane chang hebenahi

  • @arunmishra9397
    @arunmishra9397 5 лет назад +2

    Chor ETV katkia kn janichu b Tu, tama pari loka asucha kain b,

  • @novelmeher2521
    @novelmeher2521 5 лет назад

    Bali roko

  • @sasmitasamal7927
    @sasmitasamal7927 5 лет назад +4

    Salaa murkha loka maa kebe bi bali chaheni kau maa chahibani yeh ta devi maa sala manisha murkha andhabiswasa re achi

  • @prakashchandrapradhan107
    @prakashchandrapradhan107 5 лет назад

    Meda ku kama nahe

  • @sapangarjan6875
    @sapangarjan6875 5 лет назад

    Modi kucha hehi kete he ky

  • @ajitkumar-hb5lp
    @ajitkumar-hb5lp 5 лет назад

    aaa thu.... ea ki barba be .jauthi hajar hajar pasunka bali dia jau6i

  • @bijaygopaldasadhikari2091
    @bijaygopaldasadhikari2091 5 лет назад

    Sabu khaibara natak.... Pagal cultural