JHARAO ASISHA AMA MANA MANDIRE// CHRISTIAN ODIA KARAOKE SONG
HTML-код
- Опубликовано: 5 фев 2025
- Lyrics:-
ହେ.. ହେ.... ଆ... ଆ... ଲା.... ଲା...
ଝରାଅ ଆଶିଷ ଆମ ମନ ମନ୍ଦିରେ
ଝରି ଯାଉ ଜାଗରଣ ପ୍ରତି ମନ ଆତ୍ମାରେ ×2
ଝରାଅ ଆଶିଷ...........
1. ଅଶାନ୍ତ ପୃଥିବୀ ବକ୍ଷରେ ତମସାର ଘେର ରେ ×2
ହାରିଯାଏ ରେ ମାନବ ଜୀବନର ସଂଗ୍ରାମ ରେ ×2
ଡାକୁଛୁ ପୁର୍ଣ୍ଣ ହୃଦୟେ (ବିନତି ଶୁଣ ବାରେ ×2)
ଝରାଅ ଆଶିଷ.........
2. ପ୍ରତିଜ୍ଞାତ ଆଶିଷ ଧାରା ଢାଳ ସବୁରି ପରେ ×2
ଅଭିଷେକ ସେ ଅଗ୍ନୀ ଜଳାଅ ପ୍ରତି ପ୍ରାଣ ରେ ×2
ସମର୍ପୁଛୁ ଏ ଜୀବନ ତୋଳି ନିଅ ବାହୁରେ ×2
ଝରାଅ ଆଶିଷ.........
Please share, like, comment and subscribe to this channel.
And Pray for me.
❤❤❤❤❤
Sir eigitara track kaku mu bahu dina hela khoji thaili dhany bad
God bless you brother, subscribe karantu au Anyanya track upload karibi
Au kau Gita ra track darkaar mote link pathei dio mu upload karibi
Not original