Passenger alleges loot of Rs 15,400 in Mo Bus in Bhubaneswar

Поделиться
HTML-код
  • Опубликовано: 24 ноя 2024

Комментарии •

  • @bikramkishore942
    @bikramkishore942 2 года назад +36

    ଧର୍ମ ସହିବନି ରେ ମାଗିହେ ଚୋର
    ମରିବ accident ରେ

  • @manmathsahoo46
    @manmathsahoo46 2 года назад +1

    ଚୋରି କେବଳ ହୋଇଛି ବ୍ରାଉନ ସୁଗାର ପାଉଡର ପାଇଁ ।

  • @mukundasahoo1319
    @mukundasahoo1319 2 года назад +33

    ବାରମ୍ବାର ମୋ ବସ୍ ରେ ଚୋରି ଅଭିଯୋଗରେ ଥରୁଛି ଭୁବନେଶ୍ୱର,, ଏଠି ଫୁଟଣୀ କଢ଼ୁଛୀ ୫ଟି ସରକାର।।

  • @sujitkumarbehura1058
    @sujitkumarbehura1058 2 года назад

    ଆରେ ସେ ଓଟିଭି ସାଙ୍ଗରେ ମିଶିକି କଣ ପାଇଁ ମଉସା ମୋ ବସ କୁ ବଦନାମ କରୁଛ । ତମ ଟଙ୍କା ଚୋର ନେଲା ଆଉ ତମେ ମୋ ବସ କୁ ବଦନାମ କରୁଛ ।

  • @kalyanpanda5885
    @kalyanpanda5885 2 года назад

    ଏଠି ପୋଲିସ ଚୋର ର ଶଳା ଭିଣେଇ ସମ୍ପର୍କ ରେ ଭାଇ

  • @satyanayakodiavlogs
    @satyanayakodiavlogs 2 года назад

    IIC ଛାଡିଦେଲା iic ମଉସାରା ପଇସା ଦବକି
    ମଉସା କେତେକଷ୍ଟରେ ପଇସା ଆଣିଥିଲେ ମେଡିକାଲ ରେ ତାଙ୍କର ଟ୍ରିଟମେଣ୍ଟ ପାଁଇ ସେପଇସା କିଏ ଦବ
    ଗୋଟେ ଗରିବ ଲୋକଙ୍କୁ କଥା ଆଉ ଗୋଟେ ଗରିବ ଲୋକ ହାନି ବୁଝିପାରିବ AC ରେ ବସୁଥିବା ଚୋର ମନେ କେମିତି ବୁଝିପାରିବେ
    ସେ ଚୋରର ଆଉ iic ର ଲିଙ୍କ ଅଛି

  • @santoshnayak4949
    @santoshnayak4949 2 года назад

    Right

  • @b_chintu
    @b_chintu 2 года назад

    ମୋ bus ମୋ ବାଳ bus mg 🤣ଗାଈ ଗୁରୁ ପରି ଲୋକ ଲୋଡ୍ କରୁଛନ୍ତି

  • @shivabhai1264
    @shivabhai1264 2 года назад +31

    ଏଥିପାଇଁ ପ୍ରଥମତ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ହି ଦାୟି । କାରଣ ସେମାନେ ଓଭର୍ ଲୋଡ୍ ରେ ନେବା ହି ଏହାର ଅସୁବିଧା ।

    • @engineerchintu4203
      @engineerchintu4203 2 года назад +1

      Na nele ba mada hauchi Bichara conductor kn kariba

    • @shivabhai1264
      @shivabhai1264 2 года назад +1

      @A ASHISH ତମର ଗଞ୍ଜାମ୍ କି ଭାଇ

  • @nilakanthadalai3458
    @nilakanthadalai3458 2 года назад

    Thanks bro your saport

  • @sunilkumarpatnaik6953
    @sunilkumarpatnaik6953 2 года назад +44

    STRONG ACTION REQUIRED BY POLICE.....

    • @Rani_Snigdha
      @Rani_Snigdha 2 года назад

      Samaste soichanti jaha pakhare tanka achi police tankoro amo voli janata nku pachare kie

  • @reenasahu347
    @reenasahu347 2 года назад +5

    ବସ ଡ୍ରାଇଭେର ଓ କଣ୍ଟକଟର ଲୁଟ କେଶ ରେ ଇନଭାଲବ ଗୋଟେ ହାତେ ତାଳି ବଜେ ନାହିଁ

  • @rojalinbaral7911
    @rojalinbaral7911 2 года назад

    He bhagavan

  • @shriyanskumarsahugelhu1093
    @shriyanskumarsahugelhu1093 2 года назад

    ଏଠି ମାଗିହା ଚୋର ପୋଲିସ ର ଚୋରାପୀରତି ଚାଲିଛି

  • @rintujena2259
    @rintujena2259 2 года назад

    ମାଗିହା ପୁଲିସ ମାନେ ଗାଡ଼ିର ହେଲମେଟ ନ ପିନ୍ଧିଲେ ସେମାନଙ୍କର ସଚୁଟ ଗିହା ବାହାରି ପଡେ । କିନ୍ତୁ ଗୋଟିଏ ଗରିବ ଲୋକର ୧୫୦୦୦ହଜାର ଟଙ୍କା ଚୋରି ହେଇଗଲା ଆଉ କିଛିକରି ପାରିଲେ ନାହିଁ । ବା‌ଣ୍ଡ ପୋଲିସର କାମ କ'ଣ । ହେଲମେଟ ଚେକିଙ୍ଗ କଲେ ଥାନାରେ ମାଛ ମାଂସ ତରକାରୀ ହେବ। ଆଉ ଏ ବୁଢାର ଟଙ୍କା ଚୋରକୁ ଧରିଲେ କ'ଣ ମାଛ ମାଂସ ମିଳିବ ? ଏ ସଳାଙ୍କର ଖାଲି ହାତୀଗିହା କଥା ସଳା।

  • @budhirambehera7435
    @budhirambehera7435 2 года назад

    Jay jagannath

  • @madmen4272
    @madmen4272 2 года назад +1

    First se no bus ku 15000 fine kara jau kn pain overload gadi neiki jaithila bike re 3 jana gale au govt bus re 100 gale fine nahi wahh odisha govt..this is called odisha poltics ethi sala sabu chora mu ta kahibi sei mo bus ru fine kara jaiki se mausa nku fera jau

  • @Khana-khao1042
    @Khana-khao1042 2 года назад

    ଓଟିଭି ଚ୍ୟାନେଲ କୁ ମୋର ନମସ୍କାର ମୁ ଚନ୍ଦ୍ରଗିରି ଗଜପତି ଜିଲ୍ଲାରୁ କହୁଛି ମୋତେ ଏବଂ ମୋ ପରିବାର କୁ ଓଟିଭି ର ସହାୟତା ଦରକାର କାରଣ ଆମକୁ ଏ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଠାରୁ ସହାୟତା ମିଳିଲା ନାହିଁ , ମୋର ବାବା କୁ ୩ ବର୍ଷ ବୟସରେ ମୋର ଜେଜେ ବାପାଙ୍କ କର୍କଟ ରୋଗରେ ମୃତ୍ୟୁ ଘଟିଥିଲା ସେ ଶିକ୍ଷକ ହୋଇଥିଲେ ଓ ୧୯୭୩ ମସିହାରେ ମୃତ୍ୟୁ ବରଣ କରିଥିଲେ , ମୋ ଜେଜେମା ମୋର ବାବା କୁ ଧରି କଷ୍ଟ ଯନ୍ତ୍ରଣା ରେ ରହିଥିଲେ ମୋ ବାବା ପାଠ ନ ପଢି ପାରିବାରୁ ସେ ଆଜି ଆମକୁ ଗାଈ ସେବା କରି ପରିବାର ଭରଣ ପୋଷଣ କରୁଛନ୍ତି ସେ ଆଜି ପର୍ଯ୍ୟନ୍ତ ମୋ ଜେଜେମା ର ପେନସନ ପାଇଁ ଲାଗିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହେଇ ପାରିଲା ନାହିଁ ସେ ଦିଲ୍ଲୀ ସୁପ୍ରିମକୋର୍ଟ ମଧ୍ୟ ଯାଇଛନ୍ତି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ହାଇକୋର୍ଟ ତାହା କରୁ ନାହିଁ ସେଥିପାଇଁ ମୁ ଓଟିଭି ର ସହାୟତା ମାଗୁଛି ଏହା ହେଇଗଲେ ମୋର ପାଠ ପଢ଼ିବାରେ ଅସୁବିଧା ହୋଇନଥାନ୍ତା ସେଥିପାଇଁ ମୋତେ ଓଟିଭି ପକ୍ଷରୁ ସହାୟତା ଦରକାର ୭୯୯୧୦୧୭୨୫୨

  • @anamasamantaray5228
    @anamasamantaray5228 2 года назад +3

    Si ଏଠି କଣ କହୁଛନ୍ତି ନା iic କହିଛନ୍ତି ସେ ଲୋକ କୁ କୁହ ଥାନା ରେ ଆସି complain ଦବ.ମୋ bus କୁ detained କରନି.. ସେ ବୃଦ୍ଧ ଲୋକ ଟି ଆସିଥିଲା ମେଡିକାଲ କୁ ମେଡିସିନି ପାଇଁ ଏବେ ସେ knକରିବ.. ମୋ bus ରେ ସଦାବେଳେ ଚୋରି.. ଚୋର ତ ନେଇକି ପଳେଇଲାଣି.. ପୋଲିସ ବାଳ ଆଉ କାହାକୁ ଧରିବ

    • @deepakkusahoo8928
      @deepakkusahoo8928 2 года назад +1

      ଠିକ କହିଲ ଭାଇ 🙏🏻🙏🏻

  • @biswanathnayak4619
    @biswanathnayak4619 2 года назад

    ମାଗିଆ ପୁଲିସ ବଢ ହାରାମି

  • @bagunhembram4374
    @bagunhembram4374 Год назад

    ଏ ଶଳା ବୁଡା ମିଛ କହୁଛି ଏ ଜହୁ 16500କିଏ ଦେଖିଥିଲେ 16500 ଅଛି ବଲି ମୁଁ ବସ୍ ରେ ଯାଉଛି ଟଙ୍କା ଦାଇତ୍ୱ ରେ ରକିନତିଲାକି ତାହା ବଲି ମ ବସ୍ ଦାଈକି ଏଯହଉ ଓଡ଼ିଶା ବାସୀ କହୁଛନ୍ତି ମ ବସ୍ ରେ ଟଙ୍କା ମୋବାଇଲ୍ ଚରି ହଉ ଛି ତାହାହେଲେ ମ ବସ୍ ରେ ଏତେ କାହିଁ ଯାତ୍ରା କରୁଛନ୍ତିି ଏ ମାନଙ୍କୁ ସରକାର ଯେତେ ସୁବିଧା କଲେବି ତାଙ୍କର ଘାଡି ପାଟୁଛି ଆଉ ଦିନେ କାହାର ସୁନା ବା ରୂପା ହଜିବ ସେ ଦିନଠୁ ମ ବସ୍ ବଦ କରେଇ ବେ ବଦେ ଏ ଗଳା ସବୁ ଲାଜର କଥା

  • @ranjitparida6572
    @ranjitparida6572 2 года назад

    pls atto kariki jao kintu mo bus re jani 😓😓😓old is gold atto is best

  • @barshapriyadarshinii
    @barshapriyadarshinii 2 года назад

    ଯାହା ହେଉ ଭାଇ ଆପଣ ତ ଆପଣଙ୍କ ମୋବାଇଲ୍ ଟି ଫେରି ପାଇଲେ ।। ହେଲେ ଏ ବୁଢା ମଉସା ଜଣକ କେତେ କଷ୍ଟ ରେ ଏଠୁ ସେଠୁ ଧାର୍ ଉଧାର କରି ଟଙ୍କା 15 ହଜାର ନେଇ କି ଆସିଥିଲେ ସେତକ ଚୋର ନେଇ ଗଲା ସେ ଏବେ କଣ୍ କରିବେ,ଭଗବାନ୍ ଚୋର ମାନଙ୍କୁ ଟିକେ ସଦ ବୁଦ୍ଧି ଦିଅନ୍ତୁ ସେମାନେ ଏ ଗରିବ ଲୋକ ମାନଙ୍କ ତଣ୍ଟି ନ ଚିପି ଯାଆନ୍ତୁ ନେତା ମନ୍ତ୍ରୀ ମାନଙ୍କ ଘରୁ ଚୋରି କରିବେ ସେମାନଙ୍କର ଅକମ୍ପ ଧନ ସମ୍ପତ୍ତି ସେମାନଙ୍କୁ କିଛି ଫରକ ପଡିବନି

  • @debasmitanaik4126
    @debasmitanaik4126 2 года назад

    Prabhu Jagannath tume hin dekhucha

  • @sanjaymallik7274
    @sanjaymallik7274 2 года назад

    Police kama
    Bina helmet balanku
    Fine katiba
    Au Neta minister's
    Surakshya.

  • @asutoshdebata1550
    @asutoshdebata1550 2 года назад

    Police kichhi kariparibani eta government ra

  • @maarecipe8842
    @maarecipe8842 2 года назад

    Please Emiti karani yr mausa nkaa muha dekhiki tanka mana kete dukha hospital asichanti se....

  • @5yyzhjzjzjzj
    @5yyzhjzjzjzj 2 года назад

    Jaganth plz him 🙏🙏🙏

  • @snehalatabalabantaray5838
    @snehalatabalabantaray5838 2 года назад

    E choramananka pain loke kete hairaan heuchhanti. Mora bi mobile, purse chori heithila.

  • @abinashrath6185
    @abinashrath6185 2 года назад

    Mo bus ru chori heichi jadi govt se paisa brudhanku diantu

  • @sumantdehury5870
    @sumantdehury5870 2 года назад

    Nija jinisha nija daityore rakhantu.

  • @pradiptakumarsahoo6675
    @pradiptakumarsahoo6675 2 года назад +1

    Mo bus Malika daba

  • @mithunnaik1955
    @mithunnaik1955 2 года назад

    E mg nku kie reporter kala kejanii .....Khali ta boom khande dharidele media Bala naa kn .....😡😡😡

  • @Dinesh-fy6pz
    @Dinesh-fy6pz 2 года назад

    CC Camera thai paida kana ??

  • @idfcfirstbank6173
    @idfcfirstbank6173 2 года назад +3

    ମୋ ବସର ସବୁ କର୍ମଚାରୀ ଙ୍କୁ ଥାନା କୁ ବନ୍ଧୀକି ନିଅ ଯାଉ. ଏମାନେ ସବୁ ଏଥିରେ ସତଲ ଅଛନ୍ତି. ଲୋକାଲ ଡ୍ରାଇଭର ଆଉ କୋଣ୍ଡୋକଟର କୁ ବାହାର କର....

    • @namitabehera4585
      @namitabehera4585 2 года назад

      No conductor bhai bhala karana mora sabu SATHIFIKET haji jaithila ctc re se bhai adha batare gadi rakhi lift magi mote ctc pathaile mo ctc ra bustop re se sabu Dacoment chdi thili se conductor bhai jo go mu Thik samayare exam re pahanchi gali mu ebe govt high school re teacher achhi THANK U 🙏🙏 BHAI

  • @Shan-Sankar-Sanku
    @Shan-Sankar-Sanku 2 года назад

    Mo Bas ku off kar sara odisha re Mora phones chori heithila Bhubaneswar re

  • @nirodchandrapradhan1522
    @nirodchandrapradhan1522 2 года назад

    Sala police nhi chora.. Chi Chi lajya police👮..

  • @e-educationtechnology3900
    @e-educationtechnology3900 2 года назад

    Plz plz plz God Help Hime...

  • @DipuLucky
    @DipuLucky 2 года назад

    ଚୋରକୁ ଧର ହାତ ନହେଲେ ଗୋଡ ଗୋଟେ ଭାଙ୍ଗିଦିଅ ପୋଲିସ କୁହନି

  • @bijaymohanty756
    @bijaymohanty756 2 года назад

    Mo request karuchi 5T Sachibanku dayakari moo bus re jane hele Police kimba Home Guard diagale bodha hue choramankar chori kariba pain atee sahasa huants nahi.Bijay Mohanty.Uttara Chhak. BBSR

  • @pritilataswain1378
    @pritilataswain1378 2 года назад +1

    Bus re ete loka.

  • @sumitnag8292
    @sumitnag8292 2 года назад +22

    CCTV system is there in bus or not. Police can check thoroughly. They will get some clue from those footage.

  • @odishahandloom64
    @odishahandloom64 2 года назад

    Cctv re check kari paisa fereidia

  • @sanketkumarpatra
    @sanketkumarpatra 2 года назад

    I have complaint for a cyber scam but till now no action and it is also fraud of more than 1.5 lakh per person

  • @sahanubhutibarik7588
    @sahanubhutibarik7588 2 года назад

    Mora 9,500 chori hei Gala. police action nau

  • @padduupadamalochna7955
    @padduupadamalochna7955 2 года назад

    Media. Kn koruchi

  • @rajeshchemistry6045
    @rajeshchemistry6045 2 года назад

    Police should check all the passenger but our police is busy and take strong action on helmet checking ::::::😁

  • @syhjada1032
    @syhjada1032 Год назад

    Kahi city bus jaam hauchi hey 😠😠

  • @ipsitakishan2333
    @ipsitakishan2333 2 года назад +1

    He god...cancer patients ta..tar tanka b khaijiba tume ...ki dharmachadda Loko gudaka ajikali

  • @princebicky2749
    @princebicky2749 2 года назад

    Mo bus re aneka ghatana ghatuchi camera lagajau sabu Bus re

  • @ajitkumarkar524
    @ajitkumarkar524 2 года назад

    Mo bala newswala ..ki question ❓

  • @madandas3812
    @madandas3812 2 года назад

    Bhai CCTV kuaade gala, public ra tanka chori gale police ra kana jauchi

  • @kailashojha8502
    @kailashojha8502 2 года назад

    Mo bus re sabu bele chori,sabu line re

  • @tusarmanagement7159
    @tusarmanagement7159 2 года назад

    Mo bus re mo pocket ru galani...tama pocket ru Kain gala??ethire mo bus ra dosha kn??otv Ku mada darkar

  • @gurubhai6646
    @gurubhai6646 Год назад

    Sir kn mo bus camera lagiki kn faiyida..🙏

  • @dailydutyenything1399
    @dailydutyenything1399 2 года назад

    Jana jana check kalani...

  • @odfact77
    @odfact77 2 года назад

    Thana re asi complain kale kn tanka Paisa se pai jibe,na Sethi check na kari IIC KAHILE CHHADIDIA IIC TANKA PAISA DIANTU

  • @rajkishoredash
    @rajkishoredash 2 года назад +1

    15k may be less for the reporter but it is huge for a lowclass guy..........justice shall be given to that guy and please co-operate

  • @ranjitparida6572
    @ranjitparida6572 2 года назад

    Ethire driver condactor samili achanti

  • @bimalbisoi8750
    @bimalbisoi8750 2 года назад

    Bhubaneswar re bahut chori hauchhi

  • @nainitanayak3072
    @nainitanayak3072 2 года назад

    Mo bus re c c tv lagu sigra actions niya jau

  • @odishahandloom64
    @odishahandloom64 2 года назад

    Treatment ra byabasta kara cancer pidita nku

  • @saraswatibiswal6437
    @saraswatibiswal6437 2 года назад

    1 week haba, same case haethila, mo bus ru jane burdha lokankara 12000 tanka chori haethila. Phuni repete. Target kara jauchi burdha lokanku.
    Please strong action niajau.🙏🙏🙏

  • @pritilataswain1378
    @pritilataswain1378 2 года назад +5

    Police paisa neuchhi .sethipai chhadi dele.

  • @SJCreationsodisha2019
    @SJCreationsodisha2019 2 года назад

    gotie gotie bus re police sir nku duty re rakhile Bala hoba para

  • @chittaranjanmohanty7502
    @chittaranjanmohanty7502 2 года назад

    A gariba lokara tanka Jia bi neichi se alpa dine g mareiba 100%

  • @rasmitaentertenmentndkitch4578
    @rasmitaentertenmentndkitch4578 2 года назад +8

    Kete niriha loka te 16000 tanka kn kam helani kete kasta re anithibe

  • @bijaykumarpanda3255
    @bijaykumarpanda3255 2 года назад +1

    Chori hauchi sampurna satya

  • @bijaykumarpanda3255
    @bijaykumarpanda3255 2 года назад +13

    Driver au conductor nka upare tadanta karajau.

  • @jamadarpingua8128
    @jamadarpingua8128 2 года назад

    More be sir (mo bus )ru chori hehijahitila .fire station ru jahitili sum hospital ku .

  • @birensarangi2488
    @birensarangi2488 2 года назад

    Police chor se kan dharib

  • @subratbehera4636
    @subratbehera4636 2 года назад

    Gadi re jetiki sit setiki Loko basantu
    Bhida hele chori hauchi

  • @sanjuvlog8144
    @sanjuvlog8144 2 года назад

    ପ୍ରତି bus ରେ ଜଣେ ଜଣେ police ରହିବl ଆବଶ୍ୟକ

  • @odishahandloom64
    @odishahandloom64 2 года назад

    Mo bus ra chori ra jantra

  • @susilkumarsubudhi6831
    @susilkumarsubudhi6831 2 года назад

    Police hin bada chora , check na kariki chadibata,iic kahidele bus ku chada au si babu chadidele -jemiti iic sir tanka,tanka money purse ru deidebe

  • @Binodkumar-if6lk
    @Binodkumar-if6lk 2 года назад

    Mo bus band Kara .... Pura chora bus...

  • @dilseswadhin9621
    @dilseswadhin9621 2 года назад +1

    Jouthi chora sarkar Sethi mo bus chi

  • @niranjan12362
    @niranjan12362 2 года назад +3

    Bhai ur right jahara chori haiechi se janithiba ta dekha

  • @niranjanbhakta3732
    @niranjanbhakta3732 2 года назад

    Nabin babu mo bus re full cctv shestam karantu

  • @amareshp7231
    @amareshp7231 2 года назад

    Chori heba bhul. Dukha da katha. But a state re a sabu common. Gariba ra ki value

  • @satyanarayanswain5168
    @satyanarayanswain5168 2 года назад

    Over loka neiki jauchi mo bus ate bhidare chori ta haba

  • @prabasmishra4171
    @prabasmishra4171 2 года назад

    Police'soichi au prasa sana bi soichi

  • @biswajitdalai4651
    @biswajitdalai4651 2 года назад

    Systems pura kharap

  • @banitagouda8805
    @banitagouda8805 2 года назад +1

    Bbsr IIC Besi budhi

  • @kishwarkaanar5727
    @kishwarkaanar5727 2 года назад

    Tanka iic debe

  • @ramkrushnagiri8808
    @ramkrushnagiri8808 2 года назад

    Goribo pani kichi nahi kebola vote dobo

  • @pradipkandi5112
    @pradipkandi5112 2 года назад +1

    Mo bus band kara jau

  • @hksahoo5365
    @hksahoo5365 2 года назад

    Police or chor duhe misichanti

  • @Sidhu-x7l
    @Sidhu-x7l Год назад

    Please keep new rules.
    choro pai sabu Mo bus re special person ku rakha jau and check karajau.
    Jadi special person absent ruhe tebe
    Other person ku rakha jau.
    Day and night re vi .....
    Even , please check for women.
    For womens, please keep new special women in every Mo bus for checking.
    It will be more secure for both males and females.
    Why educated person become thief?
    I can't understand.
    Please keep new rules.
    Otherwise, it will be more dangerous for everybody in the future.
    The government doesn't have a responsibility for odisha.
    Even, Smart City is called BBSR.
    After, It will be become stupid city. 🤣🤣
    Even, Capital of odisha.
    I like it.
    🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

  • @rameshchandrasahoo8872
    @rameshchandrasahoo8872 2 года назад

    Mo bus besi din noy, mo bus band hale mo tanka panire padiba. Karan nagarik nka tax Paisa re kina hoichi, apanakar bi

  • @keshabakumarkanhar9055
    @keshabakumarkanhar9055 2 года назад

    ବସ୍ ର ହି ଭୁଲୁ

  • @debasishnaik9879
    @debasishnaik9879 2 года назад +1

    Jetiki seats setiki loko nku jibaku anumati diontu,standing pain anumati dia no jau

  • @OfficialDjs30
    @OfficialDjs30 2 года назад

    Police Paisa khauchi

  • @sushilkumarsahoosilu3016
    @sushilkumarsahoosilu3016 2 года назад +1

    Mg bbsr loka joumane paisa chori karucha gandi mareiba ... Mg loka nka majboori bujhuna daya dharma boli kichi nahiii mana re

  • @Sima_one
    @Sima_one 2 года назад

    Goribo lokoro kamo heboni

  • @prakaschandra3007
    @prakaschandra3007 2 года назад +2

    Mo bus re camera kan kama karuni

  • @silarout4987
    @silarout4987 2 года назад

    Jie chori kala tar dosa na police nk kama chori atkeiba katha

  • @prabhatswain5972
    @prabhatswain5972 2 года назад

    MO bas nuha ho agudaka chora bas sabadhan

  • @kppatro5300
    @kppatro5300 2 года назад +1

    Bus stapp hai. Choor. Chore o. Police busstaff. Akho no. 1. Choor

  • @miligiri342
    @miligiri342 2 года назад

    Mo bus re chori hachi Bapa ro5000chori haichi 18no busre