Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
News@9 debates on OTV won't be the same again ... All the best for your future endeavours Bhai 💖🙏 ଓଟିଭି ର ଅନ୍ୟ ନାଁ ଭବାନୀ ମହାପାତ୍ର ❤❤
Without Bhabani sir, OTV is meaningless.
ଓଟିଭି ମାନେ ଭବାନୀ ମହାପାତ୍ର ଭବାନୀ ମହାପାତ୍ର ମାନେ ଓଟିଭି
My favourite Bhabani Sir
ରାଧାବିନାକୃଷ୍ଣ ଅଧୁରା ଭବାନୀବିନା ଓଟିଭି ଅଧୁରା
ମନୋରଞ୍ଜନ ମିଶ୍ର, ଭବାନୀ ସାର୍, ସଂଗ୍ରାମ ସାର୍, ଆଗରୁ ଥିଲେ ଆଗ ଧାଡ଼ିର ଲିଜେଣ୍ଡ 🙏🙏
Another one Mrunalkanta Nanda
Right bhai
😊😊😊😊
ଭବାନୀ ମହାପାତ୍ର ଜନମଞ୍ଚ ପ୍ରୋଗ୍ରାମର ଜଣେ ଭଲ ଉପସ୍ଥାପକ.....
ହେଇପାରେ ଭବାନୀ ବାବୁ ମିଛ ଖବର ପ୍ରସାରଣ କୁ ବିରୋଧ କରୁଥିଲେ, ଅଥବା କାହାର ଚତୁକରିତା କରିବାକୁ ଅସନ୍ତୋଷ ପ୍ରକାଶ କରୁଥିଲେ।ନହେଲେ ଓଟିଭି କୁ ନିଜର ଆଦର୍ଶ ଭାବୁଥିବା ଲୋକ ଆଜି ନିଜର ଆଦର୍ଶ ପରିବର୍ତ୍ତନ କରିନଥାନ୍ତେ।
Bhabani sir OTV ra ମୁଖ୍ୟ ଭୂମିକା ଅଛି
ଓଟିଭି ମାନେ ଭବାନୀ ବାବୁ 🎉🎉
My first preference BhabaniWay of talking style, what can i say? Just awesome
My favourite vabani sir
ଆରେ ଭାଇ କେତେ ଗପୁଛ, ଡାଇରେକ୍ଟ ପ୍ରସଙ୍ଗ ଉପରକୁ ଆସୁନ କଣ ପାଇଁ 😡
ଶୁଦ୍ଧ ଓଡ଼ିଆ, ଉଚ୍ଚାରଣ ସହିତ ସମ୍ପୂର୍ଣ ବାକ୍ୟ୍ୟ ବଳି ଏବଂ ଜଣେ ଦକ୍ଷ ସାମ୍ବାଦିକ l ହେଉଛନ୍ତି ଭବାନି ବାବୁ Best ସାମ୍ବାଦିକ ଓଡିଶା ର ବିଭୁତି ବାବୁ ମନୋରଞ୍ଜନ ବାବୁ ଭବାନି ବାବୁ ରାଜଶ୍ରୀ ମାଡାମ ସଂଗ୍ରାମ ବାବୁ. ଏ ମାନେ ଅତି ସୁନ୍ଦର ଭାବରେ ଖବର ପ୍ରସାରଣ କରନ୍ତି l
Best news reader in odisha
ନିହାତି ବାଜେ topic ଆଜିର podcast....ଭବାନୀ ବାବୁ O tv ର bussiness ପାର୍ଟନର ନ ଥିଲେ କିମ୍ବା ମାଲିକ ନ ଥିଲେ l ସେ ଜଣେ ଚାକିରୀଆ l ଜଣେ କର୍ମଚାରୀ କମ୍ପାନୀ ପରିବର୍ତ୍ତନ ଟା ସ୍ବାଭାବିକ ଏବଂ ବ୍ୟକ୍ତିଗତ l
Tume sure BJP supporters
@@BiswamberBhutia Manji katha ta dharicha bhaina 😂
Right katha
Bhabani Babu ଜଣେ ଭଲ ସାମ୍ବାଦିକ କିନ୍ତୁ ଓଟିଭି ମାଲିକ କଥାରେ ଭୁଲ news ପରିବେଷଣ କରିବା ବହୁତ ବଡ଼ ଭୁଲ ସେଥିରୁ ନିବୃତ ରହିବା ଭଲ, 2004 ରୁ ମୁଁ tv କିଣିଲି OTV ଛଡା ଆଉ କୌଣସି news ଦେଖେନି but Jay Panda BJD ରୁ ଯିବା ପରେ OTV ର ସମ୍ବାଦ ପରିବେଷଣ ନିମ୍ନମାନର ଥିଲା ସେ ଦିନ ଠାରୁ ମୁଁ କୌଣସି ଓଡ଼ିଆ news channel ଦେଖୁନି tv recharge ବି କରୁନି 😮
Otv BJP ର ପାଦ ଚଟା Channel 😂😂😂😂😂 Otv ମୁଁ ଦେଖେନି ଭୁଲ୍ ଖବର ମିଛ ଖବର ର ଭରପୁର Otv News Channel 😂😂😂😂😂😂😂
To bopa au tu janma helathu otv 😂.tu nandia tv dekhuchu ebe pandu tiari karichi seita chanel nuhn tamil chanel
Bhasa. Sikha ta pare social media re coment deba@@Skstarvlog3735
Biju Patnaik pai otv aschhi to bopa ku pachar pada chata media otv@@Skstarvlog3735
R8 bro
200 tu 200 correct...sala otv faltu odia News channel
ଭବାନୀ ବାବୁ ବିଜେଡି କାମକୁ ପ୍ରଂଶସା କରିବାରୁ ଓଟିଭି ବାହାର କରିଦେଲା
ଯେତେ ମିଡ଼ିଆ ଅଛି, ଆଉ ତାହାର ସବୁ ଯେତେ ଉପସ୍ଥାପକ ଅଛନ୍ତି ସବୁଠାରୁ ଭଲ ଏବଂ ବହୁତ ଶୋବର ମଧ୍ୟ.
He has an expert and perfect person on TV screen.
ଭବାନୀ ମହାପାତ୍ର ଓଟିଭି ଛାଡି news7 କୁ ବି ଯାଇଥିଲେ
Bhabani sir Otv chhadile mane ajithu Otv news re ame miss kariba tanku 😢
ଭଲ ଲୋକ ସମସ୍ତଙ୍କୁ କଣ୍ଟା ଭଳି ଲାଗନ୍ତି
ଭବାନୀ ସାର ଜଣେ ଭଲ ଲୋକ ତାଙ୍କ କଥା ଭାତା ଭଲ ଲାଗେ
Bhala heichi
O Tv ରେ ଭବାନୀ ବାବୁଙ୍କ ଉପସ୍ଥାପନା ଓ କହିବା ଶୈଳୀ ନିଆରା
OTV mane hin bhabani sir❤
GE... BhaiThanks for sharing sad story, he was a great orator, No one can replace his place, He was making us understand perfectly on TV screen.
Debasish sir bhabani babu OTV re rahunahanti mane OTV au OTV heiki rahiba nahi OTV kahile bhabani.bhabani kahile OTV
Bhabani Mohapatra Sir Is The Great & Knowledgeable Personality. Respect For Him Always 🎉
great senior jarnalist otv bhul karichanti good job bhagaban achanti tanku bhala chanel 🙏
ଉଚ୍ଚ କୋଟିର ସାମ୍ବାତିକ ଭବାନୀ ଭାଇ 👑❤🫡
ଭବାନୀ ମାନେହିଁ otv.
ଭବାନୀ ବାବୁ ଜଣେ ସଚ୍ଚୋଟ ସାମ୍ବାଦିକ।ମିଛ କହିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ସେ ସତ କହିବାକୁ ପସନ୍ଦ କଲେ। ସେଥିପାଇଁ ତାଙ୍କୁ ବାହାର କରାଗଲା
ଆପଣ news ରେ ଦେଶ ବିଦେଶ, ତଥା ଆଞ୍ଚଳିକ news ପ୍ରସାରଣ କରନ୍ତୁ,,, ଆଉ ଆପଣ ସେ ସବୁ ନ କହି,,, otv ରୁ କିଏ ଛାଡିଲା,, କିଏ ଆସିଲା.... ଏଗୁଡା କଣ ଗୋଟେ news? ଜଣେ ଗୋଟେ ଜାଗାରୁ ଛାଡିଲା,, ପୁଣି ଅନ୍ୟ ଜାଗାରେ job କରିବ... କେହି କାହାକୁ ବାନ୍ଧି ରଖିପାରିବନି....କିନ୍ତୁ ଆପଣଂକ ପାଖରେ କିଛି news ନ ଥିବାରୁ ଏହି ଭଳି news ପ୍ରସାରଣ କରୁଛ..ତୁମ ମାଲିକ ପ୍ରଥମେ କୋଉ news ରେ ଥିଲେ,, ପୁଣି କନକ news ରେ join କଲେ,, ପୁଣି ସେଠୁଛାଡି, ଗୋଟେ ୱେବ chhanel କଲେ... ମାନେ ମନୋରଞ୍ଜନ ମିଶ୍ର,,,,, ତାଙ୍କ ବିଷୟରେ ଟିକେ ଚର୍ଚ୍ଚା କରନ୍ତୁ
ଭଲ ହେଇଛି ପଣ୍ଡା କୁ ଖୁସି କରିବା ପାଇଁ ନବୀନ ପଟ୍ଟନାୟକ କୁ ବହୁତ ଗାଳି ଦେଇଛି ଏଇ ଭବାନୀ
Otv ଓ kanak news ଓଡ଼ିଶାର ଦୁଇଟି ସ୍ୱାଭିମାନୀ ଚାନେଲ, ଅନ୍ୟସବୁ କ୍ରୀତଦାସ ! ଭବାନୀ ବାବୁ ଓଟିଭି ଛାଡ଼ିବା ଅନୁଚିତ ! ପୂର୍ବରୁ ମନୋରଞ୍ଜନ ମିଶ୍ର ଓଟିଭି ଛାଡ଼ି କନକ ଯାଇଥିଲେ ଶେଷରେ ଯାହାହେଲା ସମସ୍ତେ ଦେଖିଛନ୍ତି !
ଭବାନୀ ବାବୁ ଜଣେ ସଚୋଟ ସାମ୍ବାଦିକ । Otv ତାଙ୍କୁ ବିଜେପି ସପକ୍ଷରେ news bite ଦେବାକୁ କୁହନ୍ତି ତେଣୁ ସେ chadile
Jemitiki Kanak News Manoranjan Sir saha bi emiti karichi.
OTV ର ଭବାନୀ ସାରଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶି 🙏🏻
ଭବlନୀ ହିଁ ଗ୍ରେଟ ଉପସ୍ଥାପକ ତାଙ୍କ ଭଳି କେହି ଓଟିଭି ରେ ନାହାନ୍ତି ଓଟିଭି ମାନେ ଭବାନୀ ଙ୍କୁ ବୁଝାଏ
ଆଗ ଓଟିଭି ତା'ପରେ ଭବାନୀ ମହାପାତ୍ର ନା ଆଗ ଭବାନୀ ମହାପାତ୍ର ତାପରେ ଓଟିଭି ଆଗ ବୁଝ
Good journalist
Bhabuni sir Bahut bhala loko
ଦେବାଶିଷ ଭାଇ ଆପଣ ଆସନ୍ତୁ ଓଟିଭି କୁ ଦେଖିବା ପାଇଁ ଭଲ ଲାଗିବ ଭବାନୀ ଭାଇ ଙ୍କ ସିଟ ରେ ବସିବେ ଜୟ ଜଗନ୍ନାଥ
Bhala haichhi
Bhabani babu jaithile bhala heithanta tuma podcast ku kichhi katha reveal heithanta
ଭବାନୀ+ଓଟିଭି=ଓଡ଼ିଆ ନ୍ୟୁଜ❤ହେଲେ ବର୍ତ୍ତମାନ ......?
May departure of Bhabani Mohapatra from OTV bring blessings of Lord Jagannath
Bhabani sir is great
Without Bhabani otv is meaningless
Jay Jagannath
Debasisbabu apana short shirt re bahut cute laguchanti I love you ❤️❤️❤️❤️❤️❤️
ଭବାନୀ ବାବୁ OTV ଛାଡ଼ିଦେବା ତାଙ୍କ ପାଇଁ ଶୁଭଙ୍କର ହେବ.
Bhala loko sabubele dhoka khanti bhabani sir OTV ru bahariba bahuta derikaridele aahuti jaldi baharibar thila
Where is the podcast?Why you put this type of thumbnail?
ଭବାନୀ ଭାଇ ଭଲ ଥିଲା ଓଟି ଭି
Jay Jagannath 🙏🙏❤️❤️
Otv ମାନେ ଭାବନି ଭାଇ
Argus news re ଯୋଗଦାନ କରିବେ ଭବାନୀ ବାବୁ
ପୁଣି aurgues ରେ ମୁଣ୍ଡ ବିକିବେ
Otv thila,achi and Rahiba, News Anchor asibe jibe
Full episode upload karantu please request
Ohhh my god
ସେ କନକ ନ୍ୟୁଜକୁEDITOR ହେଇ ଯାଉଥିବେ ଯେ ନିଶ୍ଚୟ!
Debasish bhai namskar
Bhabani sir nko pain otv dekhuthili ebe mo reciver re otv deactivate koribi
*East or west our bhabani sir is best*
Bhabani Sar namskar
Otv is BJumlaParty channel. Boycott godi media. 💙🇮🇳💙 Jay Shree jaggnath
ମିଛ କହୁଛ ଭବାନୀ ଏବେ ଟେଲିକାଷ୍ଟ ରେ ଅଛନ୍ତି
#BJP party' Bhabani bhai ku 24election kharcha delani boli #ragiki chadichanti bro ..
Jaha Katha kahucha se ta nahantiii adhika kahideuaa tkk 🤝
Bhabani babu sabubele right katha kahanti Argus bahapia Durga bhalia reporter nuhanti bjp tekiki kahiba
ଏଇଟା ପୋଡ଼ କାଷ୍ଟ ନାଁ ଆପଣଂକ ଲାଇଭ ନିୟୁଜ
Bhabani sir ku aji dekhithili cha dokan re
Bhavani babu my favourite
Kuch baatein kitabo mai achhe lagte hai...
Bhabani bhai please you are come to OTV.plese please please
ଆଉ କିଏ ଏବେ ଟିଭି ଦେଖୁଛନ୍ତି news ପାଇଁ? ତମକୁ ଆଉ କିଛି ବିଷୟ ମିଳିନା ହିଁ ବୋଧେ
Mo bhai vala news dela
Sambadika mane juo party poisa dela tar bhol news dekheibe...khorap news kebe b dekheibe..
Good apna ko video ku forward kari ki dekhibaku paduchi.
ଭବାନୀ ବାବୁ OTV ରେ ବେଶୀ ବିଜେଡ଼ି କୁ ପ୍ରଶଂସା କରୁଥିଲେ। କେବଳ ବିଜେଡ଼ି ଟିକେଟ ପାଇବା ଆଶାରେ ।
Useless comments
Bhabani Babu journalism ra standard maintain karanti sata kuhanti ......ta Mane nuha je otv false news spread kareiba jemti ki Anya journalist karuchanti....
Fake katha
Bhul Katha
Na
Jetiki sambadika achanti tankathu manash bhai sabuthu bhala
Bhabani Mohapatra jane bhala patrakar
Bhabani mohapatra news 7 odia re sambadika karuthiba bele michha sambada paribesana Kariba dwara parala khemundi moharaja nka karmachari atma hatya karithile
Rajashree , bhabani, radhamadhaba,Puja ,manoranjan josi samaste otv pain bahut bhala kama karichanti
Kanak news nahele news 18 ku jibe 😂😂😂😂
ଟୋକି ଖେଳ ଧରା ପଡିଗଲେ ବିଦାୟ
😂😂😂..Debasish babu..aapank podcast ku aasi nahanti ok but tame thumbnail re mic 🎤 kn pai deichha....
Mor mata re odisha kahuchha baki eta aye j baki sabu district ra tiki nikhi khabar sabu nai dekhabar Laj lagbar katha
କେତେ ମିଛ କହିବେ ଠ ଟିଭି
Podcast ta karu no thumbnail use kariki view neba chakare awaa😂😂😂😂
My favourite
ଭବାନୀ ଭାଇ ଜଣେ ଭଲ ମଣିଷ
Good decision otv chadiba.
Kichi nahi bhai Sudhir Chaudhary ta z news chadi Aajtak news re entry kale
Mu Agaru Janithili Se Kanak News Ku Jibe Boli Sangram Bhai Kanak News Chhadiki Argus ku Asile Au Jane Bhai News 18 ku Gale Semiti Chaliba Au Km
Se au thare otv re join karantu 🙏
News@9 debates on OTV won't be the same again ... All the best for your future endeavours Bhai 💖🙏
ଓଟିଭି ର ଅନ୍ୟ ନାଁ ଭବାନୀ ମହାପାତ୍ର ❤❤
Without Bhabani sir, OTV is meaningless.
ଓଟିଭି ମାନେ ଭବାନୀ ମହାପାତ୍ର
ଭବାନୀ ମହାପାତ୍ର ମାନେ ଓଟିଭି
My favourite Bhabani Sir
ରାଧାବିନାକୃଷ୍ଣ ଅଧୁରା ଭବାନୀବିନା ଓଟିଭି ଅଧୁରା
ମନୋରଞ୍ଜନ ମିଶ୍ର, ଭବାନୀ ସାର୍, ସଂଗ୍ରାମ ସାର୍, ଆଗରୁ ଥିଲେ ଆଗ ଧାଡ଼ିର ଲିଜେଣ୍ଡ 🙏🙏
Another one Mrunalkanta Nanda
Right bhai
😊😊😊😊
ଭବାନୀ ମହାପାତ୍ର ଜନମଞ୍ଚ ପ୍ରୋଗ୍ରାମର ଜଣେ ଭଲ ଉପସ୍ଥାପକ.....
ହେଇପାରେ ଭବାନୀ ବାବୁ ମିଛ ଖବର ପ୍ରସାରଣ କୁ ବିରୋଧ କରୁଥିଲେ, ଅଥବା କାହାର ଚତୁକରିତା କରିବାକୁ ଅସନ୍ତୋଷ ପ୍ରକାଶ କରୁଥିଲେ।
ନହେଲେ ଓଟିଭି କୁ ନିଜର ଆଦର୍ଶ ଭାବୁଥିବା ଲୋକ ଆଜି ନିଜର ଆଦର୍ଶ ପରିବର୍ତ୍ତନ କରିନଥାନ୍ତେ।
Bhabani sir OTV ra ମୁଖ୍ୟ ଭୂମିକା ଅଛି
ଓଟିଭି ମାନେ ଭବାନୀ ବାବୁ 🎉🎉
My first preference Bhabani
Way of talking style, what can i say? Just awesome
My favourite vabani sir
ଆରେ ଭାଇ କେତେ ଗପୁଛ, ଡାଇରେକ୍ଟ ପ୍ରସଙ୍ଗ ଉପରକୁ ଆସୁନ କଣ ପାଇଁ 😡
ଶୁଦ୍ଧ ଓଡ଼ିଆ, ଉଚ୍ଚାରଣ ସହିତ ସମ୍ପୂର୍ଣ ବାକ୍ୟ୍ୟ ବଳି ଏବଂ ଜଣେ ଦକ୍ଷ ସାମ୍ବାଦିକ l ହେଉଛନ୍ତି ଭବାନି ବାବୁ
Best ସାମ୍ବାଦିକ ଓଡିଶା ର
ବିଭୁତି ବାବୁ
ମନୋରଞ୍ଜନ ବାବୁ
ଭବାନି ବାବୁ
ରାଜଶ୍ରୀ ମାଡାମ
ସଂଗ୍ରାମ ବାବୁ. ଏ ମାନେ ଅତି ସୁନ୍ଦର ଭାବରେ ଖବର ପ୍ରସାରଣ କରନ୍ତି l
Best news reader in odisha
ନିହାତି ବାଜେ topic ଆଜିର podcast....ଭବାନୀ ବାବୁ O tv ର bussiness ପାର୍ଟନର ନ ଥିଲେ କିମ୍ବା ମାଲିକ ନ ଥିଲେ l ସେ ଜଣେ ଚାକିରୀଆ l ଜଣେ କର୍ମଚାରୀ କମ୍ପାନୀ ପରିବର୍ତ୍ତନ ଟା ସ୍ବାଭାବିକ ଏବଂ ବ୍ୟକ୍ତିଗତ l
Tume sure BJP supporters
@@BiswamberBhutia Manji katha ta dharicha bhaina 😂
Right katha
Bhabani Babu ଜଣେ ଭଲ ସାମ୍ବାଦିକ କିନ୍ତୁ ଓଟିଭି ମାଲିକ କଥାରେ ଭୁଲ news ପରିବେଷଣ କରିବା ବହୁତ ବଡ଼ ଭୁଲ ସେଥିରୁ ନିବୃତ ରହିବା ଭଲ, 2004 ରୁ ମୁଁ tv କିଣିଲି OTV ଛଡା ଆଉ କୌଣସି news ଦେଖେନି but Jay Panda BJD ରୁ ଯିବା ପରେ OTV ର ସମ୍ବାଦ ପରିବେଷଣ ନିମ୍ନମାନର ଥିଲା ସେ ଦିନ ଠାରୁ ମୁଁ କୌଣସି ଓଡ଼ିଆ news channel ଦେଖୁନି tv recharge ବି କରୁନି 😮
Otv BJP ର ପାଦ ଚଟା Channel 😂😂😂😂😂 Otv ମୁଁ ଦେଖେନି ଭୁଲ୍ ଖବର ମିଛ ଖବର ର ଭରପୁର Otv News Channel 😂😂😂😂😂😂😂
To bopa au tu janma helathu otv 😂.tu nandia tv dekhuchu ebe pandu tiari karichi seita chanel nuhn tamil chanel
Bhasa. Sikha ta pare social media re coment deba@@Skstarvlog3735
Biju Patnaik pai otv aschhi to bopa ku pachar pada chata media otv@@Skstarvlog3735
R8 bro
200 tu 200 correct...sala otv faltu odia News channel
ଭବାନୀ ବାବୁ ବିଜେଡି କାମକୁ ପ୍ରଂଶସା କରିବାରୁ ଓଟିଭି ବାହାର କରିଦେଲା
ଯେତେ ମିଡ଼ିଆ ଅଛି, ଆଉ ତାହାର ସବୁ ଯେତେ ଉପସ୍ଥାପକ ଅଛନ୍ତି ସବୁଠାରୁ ଭଲ ଏବଂ ବହୁତ ଶୋବର ମଧ୍ୟ.
He has an expert and perfect person on TV screen.
ଭବାନୀ ମହାପାତ୍ର ଓଟିଭି ଛାଡି news7 କୁ ବି ଯାଇଥିଲେ
Bhabani sir Otv chhadile mane ajithu Otv news re ame miss kariba tanku 😢
ଭଲ ଲୋକ ସମସ୍ତଙ୍କୁ କଣ୍ଟା ଭଳି ଲାଗନ୍ତି
ଭବାନୀ ସାର ଜଣେ ଭଲ ଲୋକ ତାଙ୍କ କଥା ଭାତା ଭଲ ଲାଗେ
Bhala heichi
O Tv ରେ ଭବାନୀ ବାବୁଙ୍କ ଉପସ୍ଥାପନା ଓ କହିବା ଶୈଳୀ ନିଆରା
OTV mane hin bhabani sir❤
GE... Bhai
Thanks for sharing sad story, he was a great orator, No one can replace his place, He was making us understand perfectly on TV screen.
Debasish sir bhabani babu OTV re rahunahanti mane OTV au OTV heiki rahiba nahi OTV kahile bhabani.bhabani kahile OTV
Bhabani Mohapatra Sir Is The Great & Knowledgeable Personality. Respect For Him Always 🎉
great senior jarnalist otv bhul karichanti good job bhagaban achanti tanku bhala chanel 🙏
ଉଚ୍ଚ କୋଟିର ସାମ୍ବାତିକ ଭବାନୀ ଭାଇ 👑❤🫡
ଭବାନୀ ମାନେହିଁ otv.
ଭବାନୀ ବାବୁ ଜଣେ ସଚ୍ଚୋଟ ସାମ୍ବାଦିକ।ମିଛ କହିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ସେ ସତ କହିବାକୁ ପସନ୍ଦ କଲେ। ସେଥିପାଇଁ ତାଙ୍କୁ ବାହାର କରାଗଲା
ଆପଣ news ରେ ଦେଶ ବିଦେଶ, ତଥା ଆଞ୍ଚଳିକ news ପ୍ରସାରଣ କରନ୍ତୁ,,, ଆଉ ଆପଣ ସେ ସବୁ ନ କହି,,, otv ରୁ କିଏ ଛାଡିଲା,, କିଏ ଆସିଲା.... ଏଗୁଡା କଣ ଗୋଟେ news? ଜଣେ ଗୋଟେ ଜାଗାରୁ ଛାଡିଲା,, ପୁଣି ଅନ୍ୟ ଜାଗାରେ job କରିବ... କେହି କାହାକୁ ବାନ୍ଧି ରଖିପାରିବନି....
କିନ୍ତୁ ଆପଣଂକ ପାଖରେ କିଛି news ନ ଥିବାରୁ ଏହି ଭଳି news ପ୍ରସାରଣ କରୁଛ..
ତୁମ ମାଲିକ ପ୍ରଥମେ କୋଉ news ରେ ଥିଲେ,, ପୁଣି କନକ news ରେ join କଲେ,, ପୁଣି ସେଠୁଛାଡି, ଗୋଟେ ୱେବ chhanel କଲେ... ମାନେ ମନୋରଞ୍ଜନ ମିଶ୍ର,,,,, ତାଙ୍କ ବିଷୟରେ ଟିକେ ଚର୍ଚ୍ଚା କରନ୍ତୁ
ଭଲ ହେଇଛି ପଣ୍ଡା କୁ ଖୁସି କରିବା ପାଇଁ ନବୀନ ପଟ୍ଟନାୟକ କୁ ବହୁତ ଗାଳି ଦେଇଛି ଏଇ ଭବାନୀ
Otv ଓ kanak news ଓଡ଼ିଶାର ଦୁଇଟି ସ୍ୱାଭିମାନୀ ଚାନେଲ, ଅନ୍ୟସବୁ କ୍ରୀତଦାସ ! ଭବାନୀ ବାବୁ ଓଟିଭି ଛାଡ଼ିବା ଅନୁଚିତ ! ପୂର୍ବରୁ ମନୋରଞ୍ଜନ ମିଶ୍ର ଓଟିଭି ଛାଡ଼ି କନକ ଯାଇଥିଲେ ଶେଷରେ ଯାହାହେଲା ସମସ୍ତେ ଦେଖିଛନ୍ତି !
ଭବାନୀ ବାବୁ ଜଣେ ସଚୋଟ ସାମ୍ବାଦିକ । Otv ତାଙ୍କୁ ବିଜେପି ସପକ୍ଷରେ news bite ଦେବାକୁ କୁହନ୍ତି ତେଣୁ ସେ chadile
Jemitiki Kanak News Manoranjan Sir saha bi emiti karichi.
OTV ର ଭବାନୀ ସାରଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶି 🙏🏻
ଭବlନୀ ହିଁ ଗ୍ରେଟ ଉପସ୍ଥାପକ ତାଙ୍କ ଭଳି କେହି ଓଟିଭି ରେ ନାହାନ୍ତି ଓଟିଭି ମାନେ ଭବାନୀ ଙ୍କୁ ବୁଝାଏ
ଆଗ ଓଟିଭି ତା'ପରେ ଭବାନୀ ମହାପାତ୍ର ନା ଆଗ ଭବାନୀ ମହାପାତ୍ର ତାପରେ ଓଟିଭି ଆଗ ବୁଝ
Good journalist
Bhabuni sir Bahut bhala loko
ଦେବାଶିଷ ଭାଇ ଆପଣ ଆସନ୍ତୁ ଓଟିଭି କୁ ଦେଖିବା ପାଇଁ ଭଲ ଲାଗିବ ଭବାନୀ ଭାଇ ଙ୍କ ସିଟ ରେ ବସିବେ ଜୟ ଜଗନ୍ନାଥ
Bhala haichhi
Bhabani babu jaithile bhala heithanta tuma podcast ku kichhi katha reveal heithanta
ଭବାନୀ+ଓଟିଭି=ଓଡ଼ିଆ ନ୍ୟୁଜ❤
ହେଲେ ବର୍ତ୍ତମାନ ......?
May departure of Bhabani Mohapatra from OTV bring blessings of Lord Jagannath
Bhabani sir is great
Without Bhabani otv is meaningless
Jay Jagannath
Debasisbabu apana short shirt re bahut cute laguchanti I love you ❤️❤️❤️❤️❤️❤️
ଭବାନୀ ବାବୁ OTV ଛାଡ଼ିଦେବା ତାଙ୍କ ପାଇଁ ଶୁଭଙ୍କର ହେବ.
Bhala loko sabubele dhoka khanti bhabani sir OTV ru bahariba bahuta derikaridele aahuti jaldi baharibar thila
Where is the podcast?
Why you put this type of thumbnail?
ଭବାନୀ ଭାଇ ଭଲ ଥିଲା ଓଟି ଭି
Jay Jagannath 🙏🙏❤️❤️
Otv ମାନେ ଭାବନି ଭାଇ
Argus news re ଯୋଗଦାନ କରିବେ ଭବାନୀ ବାବୁ
ପୁଣି aurgues ରେ ମୁଣ୍ଡ ବିକିବେ
Otv thila,achi and Rahiba, News Anchor asibe jibe
Full episode upload karantu please request
Ohhh my god
ସେ କନକ ନ୍ୟୁଜକୁ
EDITOR ହେଇ ଯାଉଥିବେ ଯେ ନିଶ୍ଚୟ!