Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସବୁ ଅଭିନେତା କରୁଥିଲେ ଜୀବନ୍ତ ଅଭିନୟ. କଥାରେ ଅଛି old is gold.ଆଉ ଏବେ ସବୁ ବେକାର ଅଭିନୟ କିଛିଟା ଭଲ ଅଭିନେତା ଅଛନ୍ତି ହେଲେ ସୁଯୋଗ ପାଉନାହାନ୍ତି.
Dhanya aapanka acting ku,, sata janma re bi aau emiti movie milibani.. Respect always 🙏🙏🙏
Old always gold..... ସତରେ ଏ ପରି movie ଦେଖିଲାବେଳକୁ ଆଖିରେ ଲୁହ ଆସିଯାଉଛି
Hmm re bhai aau sedina asibani
Yes sir sedina aau asibani
ମନ ଖୁସି ହେଇଗଲା ଏ ସିନେମା ଦେଖି
ଏହି ଭଳି ଅଭିନୟ ଆଉ କଳାକାର ଓଡ଼ିଆ ସିନେମା ଜଗତ କେବେ ପାଇବ ନାହିଁ,,,🥹🥹🥲🥲 ପ୍ରତିଟି ଛବିରେ ଆଖିରୁ ଲୁହ ଆସୁଛି ..!
Hnn
Very true 😢😢
Right
ପ୍ରକୃତରେ ପ୍ରତେକ ଟି ସିନ୍ ରେ ଆଖି ରୁ ଲୁହ ଆସିଯାଏ ଏହି ଭଳି ଫୀଲ୍ମି ଦେଖି ବାକୁ ମିଳୁନି ଜୟ ଜଗନ୍ନାଥ 🙏🙏🙏🙏
Satare 😢😢akhiru luha asi jauchi 😔 Jay jagannatha 🎉
Hmm re bhai
ହେଲେ ଏବେ ଯଦି ଏମିତି ଫିଲ୍ମ ହୁଏ, ସତରେ କଣ ତୁମେ ଫିଲ୍ମ ହଲ କୁ ଯାଇକି ଦେଖିବ ??? ପ୍ରଥମେ ନିଜକୁ ପଚାର
Au se time nahi re bhai kete bhala thila se samaya rabibar ku aneithilu
ଚରିତ୍ର ଗୁଡ଼ିକୁ ଭଲ ଭାବରେ ଦେଖନ୍ତୁ,ଅନେକ କଳାକାର ଏବେ ନାହାଁନ୍ତି, ନିତ୍ୟାନନ୍ଦ ମିଶ୍ର : ଗାଁ ଟାଉଟର ହଉ କିମ୍ବା ଝିଅର ଶଶୁର ସେ ସବୁଥିରେ ମାହିର ଥିଲେ। ଦେବୁ ବୋଷ : ବାପା,ମଉସା କିମ୍ୱା ଚାଚା ତାଙ୍କ ଭଳିଆ କେହି କରିପାରିବେ ନାହିଁ, ସୁଜାତା ଆନନ୍ଦ : ସେ ଭଳିଆ ମା ଓଡିଆ ସିନେମା ଆଉ କେବେ ପାଇବ ନାହିଁ ,ବିଜୟ ମହାନ୍ତି : ଯୋଉ ରୋଲ୍ ଦେବେ ନିଖୁଣ ଭାବରେ ଫୁଟେଇ ଦେବେ , ଅଜିତ୍ ଦାସ : ଜଣେ ଭଲ ସହ ଅଭିନେତା।ଏମାନଙ୍କୁ ହରାଇ ଓଡିଆ ସିନେମା ଯେ ଶ୍ରୀହୀନ ହେଇଯାଇଛି ସେଥିରେ ଦ୍ଵିମତ ନାହିଁ ,ମୁଖ୍ୟ ନାୟକ ହିସାବରେ ଉତ୍ତମ ମହାନ୍ତିଙ୍କ ଅଭିନୟ ଆଜି ଯାଏ ବି ଛାପ ହେଇ ରହିଛି। ୟାକୁ ହିଁ କୁହନ୍ତି ପ୍ରକୃତ ଓଡ଼ିଆ ସିନେମା,କେତେ ନିଖୁଣ ଅଭିନୟ।
Brother bahut vala movie 1991 re ama ghara ama sansar super hit hoithila
Full movie upload karantu sir please
I miss you bijay mohanti sir 😢😢
Satare sekala pakhala aau ebe nahi😢😢ki abhinaya ki actor ,kn aau kahibi😢😢😢😢😢😢😢😢Kebala Gote katha kahibi,,, old is gold
ମୋ ଛୁଆ ବେଳ ବହୁତ୍ ସୁନ୍ଦର୍ ଥିଲା 😊
Ai ଫିଲ୍ମ ta mate bahuta ଭଲ ଲାଗେ au କାହାକୁ ଭଲ lage👍କର ❤️🙏
🙏
Mote bi pasand
Me
Mote b
Bhauja friendship kariba
ବୋହୁତ ବୋହୁତ ଧନ୍ୟବାଦ....
Wow...emiti movie always memorable....All are legendary actors who are in this movie
ଆଜିର star, mega star, super star, ଦୟା କରିକି ଗୋଟେ ଗୋଟେ second ର seen ଦେଖନ୍ତୁ,i think u will know better what is acting.
ଏଇ ମୋଭି ତି ଏତେ ସୁନ୍ଦର ହେଇକି ବି ୟୁଟ୍ୟୁବରେ ଫୁଲ୍ ମୋଭୀ ନାଇ ଭାଇ ଟିକେ ଫୁଲ୍ ମଉଭି ତଥା ଉପଲୋଡ କର
Those were the days when the whole family sat to enjoy these masterpieces ❤
ନିଖିଳ ଅଭିନୟ ❤
ଓଡ଼ିଆ ଇନ୍ଦ୍ରଷ୍ଟ୍ରି ଆଉ ସାତ ଜନ୍ମ ଲାଗିଲେ ବି ଏମିତି କା ଫିଲ୍ମ ତିଆରି କରି ପାରିବନି
😂😂😂
Y r right vhai
Write
Thik kahila Bhai ❤
Ok
Se ସମୟର ୧୦,୦୦୦ ଟଙ୍କା ବହୁତ
ଦଶ ହଜାର ଏବେ ଦଶ ଲକ୍ଷ ସହିତ ସମାନ.
ଏବେ କା ଫିଲ୍ମ ଗୋଡ଼ା ଭଲ ଲାଗୁନି.. Old is god word ଟା ସତ
old is gold
5:38
2024 ରେ କିଏ କିଏ ଦେଖୁଛ like କର ❤❤❤
Old cinema is gold.
କିଏ କିଏ 2023 ରେ ଦେଖୁଛନ୍ତି ଲାଇକ କରନ୍ତୁ
2024
2024 re
Mun b 2024
ସତରେ ବହୁତ ଦୁଃଖ ଦାୟକ ଚଳଚ୍ଚିତ୍ର,ଜୟ ଜଗନ୍ନାଥ 🙏🙏🙏🥲🥲🥲
Emotional scene😭, acting heart touching, full movie upload karantu story ❤
ଭାଇ ଫୁଲ୍ ଫିଲ୍ମ ଛାଡ
Old is god aji ସିନା ବିଜୟ ସାର୍ ଆଉ ନାହାନ୍ତି ସେ ଆମକୁ ଭେଟି ଦେଇ ଥିବା ତାଙ୍କ ଅଭିନୟ ଆଜି ବି ବହୁତ ମନେ ପଡେ ତାଙ୍କ ପାଇଁ ଗୋଟେ like ହଉ 🎉🎉🎉🎉🎉🎉🌹🌹🌹🌹🌹🌹🌹
ଏଇ ସିନେମାରେ ଅଭିନୟ ଏତେ ସୁନ୍ଦର ଯେ ଆଖିରୁ ଲୁହ ଆସି ଯାଉଛି ।
ସତ କହୁଚ ଭାଇ
Hmm bhai
କୁଆଡେ ଗଲେ ଏ କଳାକାର ମାନେ ସାରା ଓଡ଼ିଶା ଝୁରୁଛି ତାଙ୍କୁ।
@@rabindrabehera1530 TV unit
Hna bhai
ଆମ ର କି ଭାଗ୍ୟ ଆମେ ଏମିତି ଫିଲ୍ମ ଦେଖିଛୁ
They are the real actors of Ollywood.
Uttam Mohanty and Bijay Mohanty ea dui Jana actor jou film re thaanti...se film super hit hue.
Prakuta fillm aaku kuhantiAau ajiikali film na kahiba bhala. bahut bhala lagila
ଏଇଭଳି ଓଡିଆ ସିନେମା ଆଉ ଦେଖିବାକୁ ମିଳୁନି।ଚମତ୍କାର ଅଭିନୟ।
Aau milibani.....tenu mun aau cinema hall jauni..
ଏଇ ସିନେମାରେ ଅଭିନୟ କରିଥିବା କଳାକାର କିଛି ଦୁନିଆରେ ନାହିଁନ୍ତି..... 😢😢😢
I have watched this movie highest no of timesIt is the rational painting of Odisha people and their way of living with attitude
Uttam mohanty is d legend actor of all time olyood super star
English sabu vul val kahuchanti hele emotion sabu bujhihauchi #old_is_gold❤
Se stayel re kahuchanti jani paruna au comedy English
GOLDEN ERA.....AMAZING ACTOR....
Thank you big cinema ❤❤❤❤
ଅତି ସୁନ୍ଦର ସିନ୍ ଦୁଃଖ ଲାଗିଲା
Bhai...pura movie ta upload karantu ...its my childhood best movie...❤❤
Bijaya Mohanty is simply masterclass...
What a time in ollywood ❤
ସୁନ୍ଦର ଅଭିନୟ
Old movies old memories yar
Only 19's century can understand these movies.Amazing
Both uttam sir and Bijay sir are legendary actors...no alternative oh them Mihir sir also in this category....
What an acting.. Anubhav mohanty should learn from this
Well said bhai
Na...se Bala Kalinga sandha hebaku baharichi
😂😂😂😂
Yess
Are anuvab anuvab🔥no 1hero
Ehi bholi film sabu dekhi ki mu bodo heichi,mu garba anuvab kore old odia film pain, bhout sanskaro re tiari hou thila film bijay mahanti,uttam mahanti aparajita mahasweta mihir emane sabu legend acters 🙏
ଏ ଭଳି ସିନେମା ଦେଖିବା ଏବେ ସୋପ୍ନ
୯୦ ଦଶକର ହୃଦୟ ଛୁଆ ଚଳଚିତ୍ର
Ohh morning mind fresh story thanks 👍 you ❤🎉
ଏତେ ଭଲ ମୁଭି ଆମକୁ ଦେଇ ଥିବା ଡାଇରେକ୍ଟର କୁ ଧନ୍ୟବାଦ୍
Excellent....old movie dekhile Akhire luha asi jaye .
Uttam mohanty, Ajit das and Bijay mohanty all are great and versatile actor and all are from Mayurbhanj district
ସତରେ ଆଖିରୁ ଲୋହ 😢 ଆସିଗଲା
Bijay mohannty entry is very interesting ❤❤😊😊
Yes
ବେଷ୍ଟ ଅଭିନୟ ସୁଜାତା
My family story,I miss you movie
Satare akhi ru luha asijauchi , heart ❤️ touching film
Every screenplay brings social message in different angles ❤
Old is gold😊ପୁରୁଣା ହେଉଚି ସୁନା 😊
Netrananda Mishra was like Kanhaiya Lal of Ollywood
ବହୁତ ନିଖୁଣ ଅଭିନୟ😊😊😊
Masterpiece
ଓଡ଼ିଆ ସିନେମା କେବେ ଏପରି ବନିବ ❤
Undoubtedly , this unique living story will bring some social reformation ❤
ବିଜୟ ସବୁବେଳେ ବିଜୟ ହିଁ ହୋଇଥାଏ l
That diloug delivery 💥 bijay sir ❤️
Inside each Indian family this movie must be played & watched by every member ❤
Pura jibanta abhinaya 😢😢😢
Beautiful 🎉
Aei cinema dekhi mo akhire luha asijauchhi
Cinema nem kn
ସତରେ ଆଗ କାଳର ଫିଲ୍ମ ଫିଲ୍ମ.... ଆଉ ଶଳା ଏବେ କାର ଫିଲ୍ମ ନା ଲଙ୍ଗଳା ନାଚ
Hey bhagwan badhia movie
ଆଜି ର ପ୍ରତ୍ୟେକ ଅଭିନେତା ଅଭିନେତ୍ରୀ ଏମାନଙ୍କ ଠାରୁ ଜ୍ୱଳନ୍ତ ଅଭିନୟ ଶିଖିବା କଥା
Excellent film.Such type of film & artists are dream nowadays.
ନେତ୍ରାନନ୍ଦ ନିଶ୍ର ଭଲ ଅଭିନେତା.
❤❤❤old is gold👍👍😢
Super imosinal family movie.old is gold
ମନ ଛୁଆଁ ଗୀତ ଅପାସୋରା କାହାଣି ଆଉ କଳାକାର ମାନଂକ ନିଖୁଣ ଅଭିନୟ ପୁଣି ଅଭୁଲା ସେ ପିଲାଦିନ ।
Right bro
Aji kali duniya re amiti film kouthi dekhibaku miluchi so sad
All Legendary Veteran actors in a single frame...
All are legend Actors.
Au a story au a kalakar kuade gale really miss u old actor
Jai shree jagannath
Chhua dinare dekhi thili aau thare dekhi akhire Pani aasi gala😢❤
This is the odia film industry and this is movie and these are actual actors
ନିଖୁଣ ଅଭିନୟ ସହ ବଳିଷ୍ଠ ସଂଳାପ ଆଭ ମହାନ୍ ଅଭିନେତା ଆଉ ଦେଖିବାକୁ ମିଳୁନାହାଁନ୍ତି,
All legendary actor in one mvie 😮
Iconic picture of odia film industry
Super nice old is gold
My favourite movie.....
Old is gold
Ye jou Background music la jabab...❤
Bijay mohanty acting dekhile akhire luha palei aase
Ruma uthila parika seen. Kain se dina kuade gala😢😢
Golden Era...
Sujata acting fabulous
ଏବେ ଏ ସିନେମା କାହିଁ
Diamond movie...amiti movie au Kain abe..
ସବୁ ଅଭିନେତା କରୁଥିଲେ ଜୀବନ୍ତ ଅଭିନୟ. କଥାରେ ଅଛି old is gold.ଆଉ ଏବେ ସବୁ ବେକାର ଅଭିନୟ କିଛିଟା ଭଲ ଅଭିନେତା ଅଛନ୍ତି ହେଲେ ସୁଯୋଗ ପାଉନାହାନ୍ତି.
Dhanya aapanka acting ku,, sata janma re bi aau emiti movie milibani.. Respect always 🙏🙏🙏
Old always gold..... ସତରେ ଏ ପରି movie ଦେଖିଲାବେଳକୁ ଆଖିରେ ଲୁହ ଆସିଯାଉଛି
Hmm re bhai aau sedina asibani
Yes sir sedina aau asibani
ମନ ଖୁସି ହେଇଗଲା ଏ ସିନେମା ଦେଖି
ଏହି ଭଳି ଅଭିନୟ ଆଉ କଳାକାର ଓଡ଼ିଆ ସିନେମା ଜଗତ କେବେ ପାଇବ ନାହିଁ,,,🥹🥹🥲🥲 ପ୍ରତିଟି ଛବିରେ ଆଖିରୁ ଲୁହ ଆସୁଛି ..!
Hnn
Very true 😢😢
Right
ପ୍ରକୃତରେ ପ୍ରତେକ ଟି ସିନ୍ ରେ ଆଖି ରୁ ଲୁହ ଆସିଯାଏ ଏହି ଭଳି ଫୀଲ୍ମି ଦେଖି ବାକୁ ମିଳୁନି ଜୟ ଜଗନ୍ନାଥ 🙏🙏🙏🙏
Satare 😢😢akhiru luha asi jauchi 😔 Jay jagannatha 🎉
Hmm re bhai
ହେଲେ ଏବେ ଯଦି ଏମିତି ଫିଲ୍ମ ହୁଏ, ସତରେ କଣ ତୁମେ ଫିଲ୍ମ ହଲ କୁ ଯାଇକି ଦେଖିବ ??? ପ୍ରଥମେ ନିଜକୁ ପଚାର
Au se time nahi re bhai kete bhala thila se samaya rabibar ku aneithilu
ଚରିତ୍ର ଗୁଡ଼ିକୁ ଭଲ ଭାବରେ ଦେଖନ୍ତୁ,ଅନେକ କଳାକାର ଏବେ ନାହାଁନ୍ତି, ନିତ୍ୟାନନ୍ଦ ମିଶ୍ର : ଗାଁ ଟାଉଟର ହଉ କିମ୍ବା ଝିଅର ଶଶୁର ସେ ସବୁଥିରେ ମାହିର ଥିଲେ। ଦେବୁ ବୋଷ : ବାପା,ମଉସା କିମ୍ୱା ଚାଚା ତାଙ୍କ ଭଳିଆ କେହି କରିପାରିବେ ନାହିଁ, ସୁଜାତା ଆନନ୍ଦ : ସେ ଭଳିଆ ମା ଓଡିଆ ସିନେମା ଆଉ କେବେ ପାଇବ ନାହିଁ ,ବିଜୟ ମହାନ୍ତି : ଯୋଉ ରୋଲ୍ ଦେବେ ନିଖୁଣ ଭାବରେ ଫୁଟେଇ ଦେବେ , ଅଜିତ୍ ଦାସ : ଜଣେ ଭଲ ସହ ଅଭିନେତା।ଏମାନଙ୍କୁ ହରାଇ ଓଡିଆ ସିନେମା ଯେ ଶ୍ରୀହୀନ ହେଇଯାଇଛି ସେଥିରେ ଦ୍ଵିମତ ନାହିଁ ,ମୁଖ୍ୟ ନାୟକ ହିସାବରେ ଉତ୍ତମ ମହାନ୍ତିଙ୍କ ଅଭିନୟ ଆଜି ଯାଏ ବି ଛାପ ହେଇ ରହିଛି। ୟାକୁ ହିଁ କୁହନ୍ତି ପ୍ରକୃତ ଓଡ଼ିଆ ସିନେମା,କେତେ ନିଖୁଣ ଅଭିନୟ।
Brother bahut vala movie 1991 re ama ghara ama sansar super hit hoithila
Full movie upload karantu sir please
I miss you bijay mohanti sir 😢😢
Satare sekala pakhala aau ebe nahi😢😢ki abhinaya ki actor ,kn aau kahibi😢😢😢😢😢😢😢😢
Kebala Gote katha kahibi,,, old is gold
ମୋ ଛୁଆ ବେଳ ବହୁତ୍ ସୁନ୍ଦର୍ ଥିଲା 😊
Ai ଫିଲ୍ମ ta mate bahuta ଭଲ ଲାଗେ au କାହାକୁ ଭଲ lage👍କର ❤️🙏
🙏
Mote bi pasand
Me
Mote b
Bhauja friendship kariba
ବୋହୁତ ବୋହୁତ ଧନ୍ୟବାଦ....
Wow...emiti movie always memorable....All are legendary actors who are in this movie
ଆଜିର star, mega star, super star, ଦୟା କରିକି ଗୋଟେ ଗୋଟେ second ର seen ଦେଖନ୍ତୁ,i think u will know better what is acting.
ଏଇ ମୋଭି ତି ଏତେ ସୁନ୍ଦର ହେଇକି ବି ୟୁଟ୍ୟୁବରେ ଫୁଲ୍ ମୋଭୀ ନାଇ ଭାଇ ଟିକେ ଫୁଲ୍ ମଉଭି ତଥା ଉପଲୋଡ କର
Those were the days when the whole family sat to enjoy these masterpieces ❤
ନିଖିଳ ଅଭିନୟ ❤
ଓଡ଼ିଆ ଇନ୍ଦ୍ରଷ୍ଟ୍ରି ଆଉ ସାତ ଜନ୍ମ ଲାଗିଲେ ବି ଏମିତି କା ଫିଲ୍ମ ତିଆରି କରି ପାରିବନି
😂😂😂
Y r right vhai
Write
Thik kahila Bhai ❤
Ok
Se ସମୟର ୧୦,୦୦୦ ଟଙ୍କା ବହୁତ
ଦଶ ହଜାର ଏବେ ଦଶ ଲକ୍ଷ ସହିତ ସମାନ.
ଏବେ କା ଫିଲ୍ମ ଗୋଡ଼ା ଭଲ ଲାଗୁନି.. Old is god word ଟା ସତ
old is gold
5:38
2024 ରେ କିଏ କିଏ ଦେଖୁଛ like କର ❤❤❤
Old cinema is gold.
କିଏ କିଏ 2023 ରେ ଦେଖୁଛନ୍ତି ଲାଇକ କରନ୍ତୁ
2024
2024 re
Mun b 2024
2024
ସତରେ ବହୁତ ଦୁଃଖ ଦାୟକ ଚଳଚ୍ଚିତ୍ର,ଜୟ ଜଗନ୍ନାଥ 🙏🙏🙏🥲🥲🥲
Emotional scene😭, acting heart touching, full movie upload karantu story ❤
ଭାଇ ଫୁଲ୍ ଫିଲ୍ମ ଛାଡ
Old is god aji ସିନା ବିଜୟ ସାର୍ ଆଉ ନାହାନ୍ତି ସେ ଆମକୁ ଭେଟି ଦେଇ ଥିବା ତାଙ୍କ ଅଭିନୟ ଆଜି ବି ବହୁତ ମନେ ପଡେ ତାଙ୍କ ପାଇଁ ଗୋଟେ like ହଉ 🎉🎉🎉🎉🎉🎉🌹🌹🌹🌹🌹🌹🌹
ଏଇ ସିନେମାରେ ଅଭିନୟ ଏତେ ସୁନ୍ଦର ଯେ ଆଖିରୁ ଲୁହ ଆସି ଯାଉଛି ।
ସତ କହୁଚ ଭାଇ
Hmm bhai
କୁଆଡେ ଗଲେ ଏ କଳାକାର ମାନେ ସାରା ଓଡ଼ିଶା ଝୁରୁଛି ତାଙ୍କୁ।
@@rabindrabehera1530
TV unit
Hna bhai
ଆମ ର କି ଭାଗ୍ୟ ଆମେ ଏମିତି ଫିଲ୍ମ ଦେଖିଛୁ
They are the real actors of Ollywood.
Uttam Mohanty and Bijay Mohanty ea dui Jana actor jou film re thaanti...se film super hit hue.
Prakuta fillm aaku kuhanti
Aau ajiikali film na kahiba bhala. bahut bhala lagila
ଏଇଭଳି ଓଡିଆ ସିନେମା ଆଉ ଦେଖିବାକୁ ମିଳୁନି।ଚମତ୍କାର ଅଭିନୟ।
Aau milibani.....tenu mun aau cinema hall jauni..
ଏଇ ସିନେମାରେ ଅଭିନୟ କରିଥିବା କଳାକାର କିଛି ଦୁନିଆରେ ନାହିଁନ୍ତି..... 😢😢😢
I have watched this movie highest no of times
It is the rational painting of Odisha people and their way of living with attitude
Uttam mohanty is d legend actor of all time olyood super star
English sabu vul val kahuchanti hele emotion sabu bujhihauchi #old_is_gold❤
Se stayel re kahuchanti jani paruna au comedy English
GOLDEN ERA.....
AMAZING ACTOR....
Thank you big cinema ❤❤❤❤
ଅତି ସୁନ୍ଦର ସିନ୍ ଦୁଃଖ ଲାଗିଲା
Bhai...pura movie ta upload karantu ...its my childhood best movie...❤❤
Bijaya Mohanty is simply masterclass...
What a time in ollywood ❤
ସୁନ୍ଦର ଅଭିନୟ
Old movies old memories yar
Only 19's century can understand these movies.
Amazing
Both uttam sir and Bijay sir are legendary actors...no alternative oh them Mihir sir also in this category....
What an acting.. Anubhav mohanty should learn from this
Well said bhai
Na...se Bala Kalinga sandha hebaku baharichi
😂😂😂😂
Yess
Are anuvab anuvab🔥no 1hero
Ehi bholi film sabu dekhi ki mu bodo heichi,mu garba anuvab kore old odia film pain, bhout sanskaro re tiari hou thila film bijay mahanti,uttam mahanti aparajita mahasweta mihir emane sabu legend acters 🙏
ଏ ଭଳି ସିନେମା ଦେଖିବା ଏବେ ସୋପ୍ନ
୯୦ ଦଶକର ହୃଦୟ ଛୁଆ ଚଳଚିତ୍ର
Ohh morning mind fresh story thanks 👍 you ❤🎉
ଏତେ ଭଲ ମୁଭି ଆମକୁ ଦେଇ ଥିବା ଡାଇରେକ୍ଟର କୁ ଧନ୍ୟବାଦ୍
Excellent....old movie dekhile Akhire luha asi jaye .
Uttam mohanty, Ajit das and Bijay mohanty all are great and versatile actor and all are from Mayurbhanj district
ସତରେ ଆଖିରୁ ଲୋହ 😢 ଆସିଗଲା
Bijay mohannty entry is very interesting ❤❤😊😊
Yes
ବେଷ୍ଟ ଅଭିନୟ ସୁଜାତା
My family story,I miss you movie
Satare akhi ru luha asijauchi , heart ❤️ touching film
Every screenplay brings social message in different angles ❤
Old is gold😊
ପୁରୁଣା ହେଉଚି ସୁନା 😊