Janata Darabar: Cow Politics

Поделиться
HTML-код
  • Опубликовано: 8 дек 2018
  • For latest Odisha News Follow us:
    Visit: kanaknews.com/
    RUclips: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- • Casting Couch In Ollyw...
    Wah Wah Re Camera: • Video
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...
    Olta Palta: • Video #KanakNews

Комментарии • 293

  • @dksofficialentertainmentmu1592
    @dksofficialentertainmentmu1592 2 года назад +13

    ମା,ଭଉଣୀ ମାନଙ୍କୁ ମା ବଲି ନ ମାନି ଗାଈ କୁ ମା ମାନିବା କେଉଁ ସମ୍ବିଧାନ ର ଏବଂ ମା, ଭଉଣୀ ମାନଙ୍କୁ ରାସ୍ତା ଘାଟରେ ଗଣ ଦୁ୍କର୍ମ କରିବା କେଉଁ ସମ୍ବିଧାନ ର।

  • @gopalchandra6455
    @gopalchandra6455 5 лет назад +14

    ଗୋ ମାତା ର ମା୦ସ ସପ୍ଲାୟ କରିବାରେ ଭାରତ ଦୁନିଆରେ ନ୦ 1 .
    Beaf exporter company keoun jati borgaro, eta jano. Hindumane gai mata kati taro mansa supply karanti.
    SC, ST , OBC hindu nuhanti . Emane gai palonti posonti seba koronti , gai logei chaso kamo koronti kintu emane gaiku mata boli manonti nahi.
    Gai mata nuhe a posu ote. A ghaso khae , municipality area re ointtha, bisttha, kagojo khae. Rastare sue borsare bhije.
    Vivekananda chikago re BOUDH dharm prachar koritthile, hindu nuhe .

  • @bulubehera5855
    @bulubehera5855 3 года назад +7

    ଏଥିଉତ୍ତାରେ ପରମେଶ୍ୱର କହିଲେ, “ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍‍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ,” ତହିଁରେ ସେପରି ହେଲା।
    25 ଏହି ରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ।

  • @bonoshsahoo7894
    @bonoshsahoo7894 Год назад +3

    ଗାଈ ଆମର ମାଆ କେବଳ ରାଜନୀତି ପାଇଁ ।।।। ସତକଥା ହେଉଛି ଆଜି ଆମେ ବିଫ୍ ରପ୍ତାନି ରେ ବହୁତ୍ ଆଗରେ ।।।।

  • @mallikadinabandhu6781
    @mallikadinabandhu6781 2 года назад +3

    AC,St,obc ଯଦି ହିନ୍ଦୁ ନୁହନ୍ତି ତା ହେଲା ପ୍ରକୃତ ହିନ୍ଦୁ କିଏ

  • @sudarsanschannel5536
    @sudarsanschannel5536 2 года назад +4

    ଏ ଦୁନିଆରେ ନିଜ ମାଆକୁ ମାଆ ମାନିବା କୁ ନାରାଜ । ସେଥିପାଇଁ ହଜାର ହଜାର ବୁଦ୍ଧ ଆଶ୍ରମ ଗଢିଉଠିଥଛି।

  • @rajendraswain5470
    @rajendraswain5470 3 года назад +4

    ହିନ୍ଦୁ ମାନେ ସଂସ୍କୃତ ବା ପଢ଼ି ଇଂରାଜୀ କାହିଁକି ପଢୁଛି।

  • @rajaashoksamrat417
    @rajaashoksamrat417 2 года назад +5

    ଜିଏ ନିଜକୁ ଭଗବାନ କହିବ ଜିଏ ନିଜକୁ ମହାପୁରୁଶ
    କହିବ ଜିଏ ଧରମ ନାରେ ଠକିବ ଶିଏ ହେଉଛି ହିନ୍ଦୁ

  • @pravat3068
    @pravat3068 5 лет назад +5

    Super Manoranjan sir . I salute your opinion.

  • @rajendraswain5470
    @rajendraswain5470 3 года назад +2

    ଗାଈ ବିଷୟରେ ଏକ ତର୍କ ଜନତା ଦରବାର ହୋଇଥିବାରୁ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଉଛି।ଏଥିରେ ହିନ୍ଦୁ ଧର୍ମର ସଂଜ୍ଞା ଆମର ମନୋରଞ୍ଜନ ମିଶ୍ର ଦେବାକୁ ଚେଷ୍ଟା କରୁଛନ୍ତି।ତେବେ ହିନ୍ଦୁ ଧର୍ମର ସଂଜ୍ଞା ଭବିଷ୍ୟତରେ ଯଦି ହେବ -"ଯିଏ ସବୁ ଯିବ,ଉଦ୍ଭିଦ ହେଉ କି ପ୍ରାଣୀ ହେଉ,ସବୁ ଭାଷା, ସବୁ ପରିଧେୟ,ସବୁ ଗୃହ,ସବୁ ଜୀବିକା ଆଦରିନେବ,ପାରୁ ପର୍ଯ୍ୟନ୍ତ ତାଙ୍କର ରକ୍ଷଣା ବେକ୍ଷଣ କରିବା ପାଇଁ ଚେଷ୍ଟା କରିବା,ସେ ହିଁ ହିନ୍ଦୁ ପଦବାଚ୍ୟ ହେବା ଓ ଶ୍ରେଷ୍ଠ ହିନ୍ଦୁ ହିଁ ପୃଥିବୀକୁ ନିୟନ୍ତ୍ରଣ କରିବା ଯେପରିକି ବିରାଡ଼ି,ତ। ପର ମଣିଷ ଦେଶ ମାନଙ୍କୁ,ଯେପରି ବାଣୁଆ ବିରାଡ଼ି,ଓ ତା ପଛ ଲୋକ କେବଳ ରାଜ୍ୟ ମାନଙ୍କୁ ନିୟନ୍ତ୍ରଣ କରିବେ,ଯେପରିକି ବାଘ।ଆଜିକାଲିର ନେତାମାନେ ତ ନିଜର ଗ୍ରାମର ସବୁ ଲୋକଙ୍କଙ୍କ ସହ ଖାପ ଖୁଆଇ ଚାଲି ପାରୁ ନାହାନ୍ତି ଘୁଷୁରୀ ଘୃଣା କରୁଛନ୍ତି ନେତା ହେବେ କିଆଁ?

  • @rajatkumarnayak2128
    @rajatkumarnayak2128 Год назад +2

    ଆଗ ନିଜ ମା କୁ ମା ବୋଲି କହିଶିଖ
    ତାପରେ ଗାଈ ଗୋରୁ ମାନଙ୍କୁ ମା ବୋଲିକହିବ
    ପ୍ରଥମେ ନିଜ ଜନ୍ମ ଦେଇ ଥିବା ମା ର ସେବା କର

  • @niranjanoram1667
    @niranjanoram1667 2 года назад +2

    ଗାଈ ଏକ ଗ୍ରୁହପାଳି ପଶୁ ।ଯେ ପର୍ଯ୍ୟନ୍ତ କ୍ଷୀର ଦେଉଛି ସେତେବେଳ ଯାଏ ହିନ୍ଦୁମାନେ ମା କହୁଛନ୍ତି
    କିନ୍ତୁ ଗାଈ ବ୍ରୁଧା ହୋଇଗଲେ ଏଇ ହିନ୍ଦୁମାନେ ତାକୁ ଅଣଦେଖା କରି ଥାନ୍ତି ।ଗାଈ ମରିଗଲେ ତାକୁ ମେହେନ୍ତର ହାତରେ ଟେକିଦିଅନ୍ତି ।ଗାଈ ଯଦି ମା ତାହେଲେ କାହିକ ଗାଇର ସବ ସତ୍କାର କରନ୍ତି ନାହି କି ଶ୍ରାଦ୍ଧ କ୍ରିୟା କରାଯାଉନି ।

  • @TapanKumar-oc1kf
    @TapanKumar-oc1kf 2 года назад +1

    ଗାଇ ଗୋଟେ ପଶୁ। ଯଦି କେହି ମା କିମ୍ବା ଆଉକିଛି ନିଜ ପରିବାର ସଦସ୍ୟ ମାନେ ତାହା ନିଜ ନିଜ ପସନ୍ଦ।

  • @bhaskarchandrakhara
    @bhaskarchandrakhara Месяц назад +1

    Prodip Naik you are wise man

  • @anilmahananda9872
    @anilmahananda9872 Год назад +2

    Jay bhim jay sambidhan

  • @Congresskhan7949
    @Congresskhan7949 3 года назад +1

    Thanx kanak news

  • @sureshharpal984
    @sureshharpal984 Год назад +2

    ଯିଏ ଯାହା ଖାଇଲେ କ୍ଷତି କଣ ଅଛି ଏହି ଦେଶ ସମ୍ବିଧାନ ରେ ଚାଲେ ଆଇନ ରେ ଚାଲେ କୌଣସି ଧର୍ମରେ ନୁହେଁ l ଧର୍ମ ରେ କ୍ଷତି ମାନବିକତା ରେ ଉନ୍ନତି ସମସ୍ତେ ଜାଣି ରଖନ୍ତୁ l

  • @gadadharpradhangadadhar4658
    @gadadharpradhangadadhar4658 2 года назад

    Thanks so much Jagabandhumishra. NamaskarAllOdisha.

  • @sureshharpal984
    @sureshharpal984 Год назад +1

    ଗାଈ ଯଦି ତୋ ମା ତାହେଲେ ବାଛୁରୀ ତୁ
    ଗାଈ ମା ନୁହେଁ ଏକ ଗୃହ ପାଳିତ ପଶୁ
    ଗାଈ କୁ କେବଳ ଦୁଗ୍ଧ ପାଁଇ ମାନ୍ୟତା ଦିଆହୁଏ l ସେଥିପାଇଁ ଯତ୍ନର ସହିତ ପାଳିବା ହିନ୍ଦୁ ଧର୍ମରେ ଯୋଡ଼ା ଯାଇଛି l ମା ସମସ୍ତଙ୍କ ଗୋଟିଏ l

  • @gajnybhai955
    @gajnybhai955 2 года назад +2

    'ହିନ୍ଦୁ' କାହାକୁ କୁହାଯାଏ ଓ ହିନ୍ଦୁତ୍ବ ର ବଶାଳ ଅର୍ଥ ବୁଝନ୍ତି ନାହି । 'ହିନ୍ଦୁ' ଯାହା ଭାରତ ବର୍ଷର ପ୍ରାଚୀନରୁ ପ୍ରମାଣ ଅଛି ତାହା ଅନୁସନ୍ଧାନ କରିବା ଆବଶ୍ଯକ।

  • @SantoshKumar-zx4hk
    @SantoshKumar-zx4hk 5 лет назад +3

    Abhiram sir you r great.jay Bhim jay mulnibasi.

  • @user-pf6ct9nj7n
    @user-pf6ct9nj7n Год назад

    ଜୟ ଗୁ ମାତା

  • @ramachandra2341
    @ramachandra2341 Год назад +1

    ଗାଈ ଯଦି ତୁମ୍ଭମାନଙ୍କର ମା ତା ହେଲେ ତୁମ କୁ 9ମାସ ଗର୍ବରେ ଧରି ଜନ୍ମ ଦେଲା ସେ କିଏ, ଗାଈ ହେଉଛି ଗୋଟେ ଗୃହ ପାଳିତ ପଶୁ ,,, କେବେବି ଗୋଟିଏ ପଶୁ ମା ହଇ ପାରିବ ନାହିଁ କେବେବି ପଶୁ ପଶୁ ହିଁ,,ମଣିଷ ମଣିଷ ହିଁ,,

  • @niranjanoram3605
    @niranjanoram3605 Год назад +1

    ଯେଉମାନେ ଏ ଦରବାର ରେ ଗାଈକୁ ମାଁ କହୁଛନ୍ତି
    ସେମାନଙ୍କୁ ଜଣାଇ ଦିଆଯାଉ ଯେ ଭାରତ ଗୋ ମାଂସ ରପ୍ତାନି ରେ ପୃଥିବୀରେ ଦ୍ବିତୀୟ । ଆଉ ଯେଉମାନେ ଗୋମାଂସ ରପ୍ତାନି କରୁଛନ୍ତି ସେମାନେ ହିନ୍ଦୁ । ହିନ୍ଦୁ ମାନଙ୍କୁ ଲାଇସେନସ୍ ଦେଲାକିଏ ବୁଝାଇ ଦିଅନ୍ତୁ ।

  • @rajendraswain5470
    @rajendraswain5470 3 года назад +1

    ଅନ୍ୟ ଧର୍ମ ବାହାରିବାର କାରଣ ହେଲା ଅନ୍ୟ ଧର୍ମ ରେ ବିବାହ,ଶ୍ର।ଦ୍ଧରେ କମ ଖର୍ଚ୍ଚ ହେଉ ଥିବାରୁ ଅନ୍ୟ ଧର୍ମ ଆଦର ପାଇଲା।

  • @srabinarayanreddy7821
    @srabinarayanreddy7821 2 года назад +2

    Sc,St,obc, ଉଠାଇ ଦିଆ ଯାଇ ସମସ୍ତଙ୍କୁ,general,caste,କରାଗଲେ, କଣ ଅସୁବିଧା ହେବ,ସମସ୍ତେ ସମାନ ହେବେ ନାହିଁ କି,

  • @odiashorts7873
    @odiashorts7873 5 лет назад +6

    Gai ku nei rajaniti band kara

  • @rajendraswain5470
    @rajendraswain5470 3 года назад +1

    ଗ୍ରାମମାନଙ୍କରେ ଦଳିତ ମନ୍ଦିରକୁ ଯାଇ ପାରେ ନାହିଁ।

  • @gadadharpradhangadadhar4658
    @gadadharpradhangadadhar4658 2 года назад +2

    JayGomataThanks.

  • @basabaphakir5815
    @basabaphakir5815 2 года назад

    Good

  • @minaketanhikaka2242
    @minaketanhikaka2242 3 года назад +5

    ରାଷ୍ଟ୍ର ଭାଷାରେ ଭାରତ , ଇଂରାଜୀ ଭାଷାରେ ଇଣ୍ଡିଆ , ଗାଈକୁ ଦୂତିୟ ମାତା ରୂପେ ଯିଏ ମାନନ୍ତି ନାହିଁ ସେମାନେ ଧରିତ୍ରୀ ,ଭୂମି କୁ ମଧ୍ୟ ମାନୁନଥିବେ । ଏମାନେ ଚାଏ , ଦହି , ଚାଲା , ଗାଈ କ୍ଷୀର ବର୍ଜନ କରନ୍ତୁ ।

  • @rajendraswain5470
    @rajendraswain5470 3 года назад +1

    ବିଭିନ୍ନ ଦେଶର ଖାଦ୍ୟ ବିଷୟରେ ପଢ଼ି ଅଂଶ ଗ୍ରହଣ କଲେ ଭଲ।

  • @anantamarndi3513
    @anantamarndi3513 2 года назад +1

    କାହାକୁ ମା ବୋଲି ଅାମେ କୁହୁଥାଉ ବା ଡାକୁଥାଉ ଯେଏ ଅାମକୁ ଜନ୍ ମ ଦେଇଛନ୍ତି ତାହାକୁ ମା ବୋଲି ଡାକୁ ଯଉଁ ଜିନିଷ ଅାମେ ଖାଇବା ପିଇବା ଖାଦୟ ବୋଲି କହୁଥାଉ ଅାମେ ଗାଈ ଗୋରୁ ଗଛ ଲତା ପାଖରୁ ଜନ୍ମ ହେଇ ନାହିଁ ତାକୁ ମା ବୋଲି ଡାକି ପାରିବୁ ନାହିଁ କିନ୍ତୁ ଗଛ ଲତା ର ଫଳ ଗାଈ ଗୋରୁ ଛେଳି ପକ୍ଷି ଖାଦୟ ବୋଲି କହୁଥାଏ

    • @anantamarndi3513
      @anantamarndi3513 2 года назад

      ଖାଇ ବା ପିଇବା ଜିନିଷ ମା ବୋଲି କହୁନାହିଁ କିମ୍ବା ଡାକୁ ନାହିଁ ଖାଦୟ ବୋଲି କହୁଥାଉ

  • @dhaneswarbehera7633
    @dhaneswarbehera7633 Год назад

    ରଞ୍ଜନ ବାବୁ ଆପଣ କହିଲେ ସବୁ ହିନ୍ଦୁ , ଭୁଲ୍ , ଜାତି ଦୁଇ ପ୍ରକାର, ଗୋଟିଏ ହିନ୍ଦୁ ଆଉ ଗୋଟେ ମୁସଲମାନ

  • @samantabag269
    @samantabag269 5 лет назад +4

    Good job abhiram sir Jay bhim

  • @soumyaranjansutar492
    @soumyaranjansutar492 3 года назад +4

    Gai Amar maa, 🙏🛕🔱 Jai bhabani, Jai hindu, love from ♥️ kendrapada,

  • @azmalglobal1225
    @azmalglobal1225 5 лет назад +8

    Why India is No.1 exporter?

  • @nirmalashaoo2284
    @nirmalashaoo2284 2 года назад

    Right

  • @ekalabyagaigaria9679
    @ekalabyagaigaria9679 5 лет назад +6

    Hindu manakar maa

    • @ravan8268
      @ravan8268 5 лет назад +1

      Aauo to bapa sanda

  • @Santi-yt9uk
    @Santi-yt9uk 2 года назад +1

    Sansarara kaunase dhrma nahi
    Ki kaunase jati nahi
    Khale duite jati nare aau purusa

  • @user-ou4hn7mo1m
    @user-ou4hn7mo1m 2 месяца назад

    ଭାରତ ଗୋ ମାଂସ ରପ୍ତାନି କରୁଛନ୍ତି ହିନ୍ଦୁ ମାନେ

  • @dhulibajkumar791
    @dhulibajkumar791 2 года назад +1

    S. T, S. C, cast ro loko kebe hindu heiparibe nahi Abhiram mallick sir extually apono soto kohichhonty

  • @ajaybiswal1274
    @ajaybiswal1274 2 года назад

    It is Right

  • @mdofficialpege6154
    @mdofficialpege6154 2 года назад +1

    Hindu mane ଆସ୍ତେ ଆସ୍ତେ ପରିବର୍ତନ କରିବା ବୋଲି କହୁଛନ୍ତି କିନ୍ତୁ chritian mane ତ ସେମିତି ନୁହନ୍ତି।ପୂର୍ବରୁ ଯେମିତି ଆଜିବି ସେମିତି କଣ ପାଇଁ।

  • @jitennayak9093
    @jitennayak9093 11 месяцев назад +1

    Gai Gotie pashu.pashu kebe manisa ra maa heba nahi.

  • @chamankhan9470
    @chamankhan9470 3 года назад

    Gud...neuz

  • @sadhucharana9074
    @sadhucharana9074 2 года назад +4

    ଜୋଉ ମାଘୀଆ କହିଲା ଭାରତ ହୀନ୍ଦୁ ରାଷ୍ଟନୁହିଁ ସେହାରାମି ନାଁରେ ଏତଲା ଦେଇ ଜେଲକୁ ପଠାଜାଉ

  • @milkhasinghvlog
    @milkhasinghvlog 2 года назад

    Right sir sc, St , obc not Hindu

  • @phudalmurmuyoutubechannel4495
    @phudalmurmuyoutubechannel4495 6 дней назад

    Who is mother? Mean born takecare sacrifice

  • @markandachhatria6422
    @markandachhatria6422 2 года назад

    Best Discussion

  • @onlinestudy9705
    @onlinestudy9705 3 года назад

    ଗାଈ ମା ସଦୃଶ ମାନବସମାଜର କଲ୍ୟାଣକାରୀ ତାର ଖତ ମୁତ ଓ ତାର ସମସ୍ତ ଶରୀର ଅନ୍ୟ ପ୍ରାଣୀ ଠାରୁ ସ୍ୱତନ୍ତ୍ର ଅଟେ ।ଏହାର ଅନୁସନ୍ଧାନ କରାଯାଉ।ଗାଈର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଉ, ଖାଇବା
    ନ ଖାଇବା ଉପରେ ତର୍କ ନ ହେଉ।

  • @aswinibehera9559
    @aswinibehera9559 2 года назад

    SC .ST .OBC .SAbu saman hele Chakiri .Sabuthire SC.ST Manaku Adhika subidha diajau6

  • @saluramtudu4074
    @saluramtudu4074 5 лет назад +2

    gaiku Kia palan karibo se taku khai paribo.jia pig rakhibo se taku khaibo. kanasi Muslim kahu nahanti ki pig ku khaoni. gai eko jatiyo sampati nahi byaktigata sampati. jia palon karibo se khaibo.

  • @sonam..6340
    @sonam..6340 Год назад

    Bharata heuchi go Mansa raptani re prithibi re number two.

  • @sankarprasadpanda3095
    @sankarprasadpanda3095 Год назад

    ପ୍ରକୃତିର ନିୟମ ଅନୁସାରେ ମନୁଷ୍ୟ ନିରାମିଷାସି ।କାରଣ ମଣିଷ ଶୋଷିକରି ପାଣି ପିଏ ଯେମିତି ନିରାମିଷାସି ପଶୁ ପିଅନ୍ତି ।ବିଲେଇ ,କୁକୁର, ବାଘ ,ସିଂହ ଭଳି ଆମିଷାସି ପ୍ରାଣୀ ଜିହ୍ବାରେ ଚାଟି ପାଣି ପିଇଥାନ୍ତି । ଏଣୁ ଜୀବ ହତ୍ୟା କରିବା ଅନୁଚିତ ।

  • @ajayjena4448
    @ajayjena4448 2 года назад +1

    Gaaii ra export aaji percent badichhi naa kamichhi.... definitely badichhi..firr ehi aalochana kete door pain..
    .kebala kichhi nuhen... BJP Ra Mula mantras...

  • @DambaruNaikyes
    @DambaruNaikyes 2 года назад

    ତାମାନେ sc. St ଜୀବନସାରା ମେନ୍ସ ହେଇକି ବୁଲୁଛନ୍ତି.

  • @sanjaysethi4601
    @sanjaysethi4601 3 года назад +1

    ନୈକ khan ହିନ୍ଦୁ na ପଠାଣ ସେଟା କହିଲନିଜେ

  • @fagutudu8128
    @fagutudu8128 4 года назад +2

    Gai jyodi maa moisi kon kahin ki durga maa moysasur ku ku marila moisi ko khiro diye nahin

  • @sonam..6340
    @sonam..6340 Год назад

    AlkabiraHindu is not a religion
    It s a way of life

  • @gupteswargons6051
    @gupteswargons6051 2 года назад +3

    ଯିଏ ପ୍ରଶ୍ନ କଲା, ଯେ ଗାଇଯଦିମା ତାହେଲେ ବାପା କିଏ? ସେ ମାଗିହାକୁ କିଛି ଜଣାନାହିଁ, ସେ କେବଳସେଟିଦେକେଇହେବାକୁ ଉପସ୍ତିତହେଇଚନ୍ତି, ହାରାମଜାଦା

  • @sudhansumahapatra726
    @sudhansumahapatra726 5 лет назад +1

    We are getting Milk from Cows. We are using it, so we should take care of cows.

  • @samantabag269
    @samantabag269 5 лет назад +3

    Gou matake maa maa bali didh khau6 gou maa jetebele mari rasta kadare paduchhi kehi chhu nahanti kahiki uttar diantu

  • @soumyaranjansutar492
    @soumyaranjansutar492 3 года назад +1

    Gai ku nei rajniti band kara

  • @ganeshpradhani8644
    @ganeshpradhani8644 Год назад

    Sir Mane bhout gieni Mane kintu bharato ro lokomane gote nuhnti

  • @pradiptabehera7340
    @pradiptabehera7340 5 лет назад +1

    Kamala Sara Bala..........

  • @parshurambadhei4316
    @parshurambadhei4316 2 года назад

    Dharmanirapeksha niti jenshasanar barat,Adharmar sapeksha hela tar bhitiri arath.

  • @Congresskhan7949
    @Congresskhan7949 3 года назад

    Nice spitch

  • @bhaktabandhunayak698
    @bhaktabandhunayak698 5 лет назад +5

    Plz having the knowledge,come to the debates.plz tell us before 2019 years where was esai .before 1300years where was Muslims
    So plz respect the culture of bharat Ramayana

  • @sonam..6340
    @sonam..6340 Год назад

    ST/SC are not treated as hindu in the society

  • @user-jl6im6mp7c
    @user-jl6im6mp7c 7 месяцев назад

    Certificate tatwa right ataintion it.

  • @user-pf6ct9nj7n
    @user-pf6ct9nj7n Год назад

    ଆପଣ ମିଛ କହିଛନ୍ତି,sc st କେବଳ ହିନ୍ଦୁ କାହିଁକି ନା ତରି ପ୍ରମାଣ ମହେନ୍ଦ୍ର ତାନୟା ଆପଣ ମାନେ ଯାହାନ୍ତୁ ସେଠି ଥିବା ମନ୍ଦିର ନା ଚର୍ଚ୍ଚ

  • @oxgenmane4834
    @oxgenmane4834 2 года назад

    S JAYJAGANAT

  • @gajnybhai955
    @gajnybhai955 2 года назад +3

    ମୂର୍ଖ ଲୋକ ଯେକି ଗୋମାତାର ମହତ୍ବ ଜଣା ନାହିଁ ସେମାନଙ୍କୁ ବିଚାର ପାଇଁ ଷ୍ଟୁଡିଓକୁ ଡାକିଲେ ସେମାନେ କଣ ଉତ୍ତର ଦେବେ!

  • @hemantakhillathanksyouijir8819
    @hemantakhillathanksyouijir8819 2 года назад

    Bests Dickinson rajniti khahiki hidia

  • @sudhansumahapatra726
    @sudhansumahapatra726 5 лет назад +1

    Previously we knew two -- Harijan and Adivasi. But who created S.C., S.T. and O.B.C. ?

  • @jayramjiki143
    @jayramjiki143 2 года назад

    Ji

  • @laxmangouda9954
    @laxmangouda9954 3 года назад

    D

  • @pradiptabehera7340
    @pradiptabehera7340 5 лет назад +1

    Nija dharma para dharma kahaku nahanti age bujhantu........

  • @b9571
    @b9571 3 года назад +1

    Cow mom 🐄🔱❤️

  • @jagamallick4344
    @jagamallick4344 Год назад

    🙏🏼🙏🏼🙏🏼🚩🚩🚩🚩🥰🥰🥰

  • @pratapmallick2919
    @pratapmallick2919 3 года назад

    I support Pradeep Nayak

  • @KHUSHIk655
    @KHUSHIk655 2 года назад +1

    Hindu dharm Mein Gau Mata ko Mata Karte Hain bell ku to bap ke na chaye

  • @srikantsahoo5957
    @srikantsahoo5957 2 года назад

    Eita parampara nuhen hiñsatmaka manovaba

  • @tuku106
    @tuku106 5 лет назад +1

    Atank badi manankra dharma hela Bharat ku kshyti pahancheiba O lokanku Hatya Kariba, Bharat ra army manankra dharma hela Bharat ku Rakshya kariba, thik sehi pari HINDU manankra dharma hela go-mata ku rakshya kariba, kahinki na lord krushna bi Gai O goru manaku vala pau thile , jiye prakurtare hindu taku go-mata bisayare kahibaku padiba nahi, Atank badi = GO hatya kari

  • @sambitkumar628
    @sambitkumar628 2 года назад +1

    Abhiram Babu 🤣 Kete Tume Murkha

  • @user-mq4sk3zb8g
    @user-mq4sk3zb8g 7 месяцев назад

    44:22 😅😅😅😅😅😅😊😊😊😊😊😊

  • @parshurambadhei4316
    @parshurambadhei4316 2 года назад

    Amejadi anyayarapratibada nakariba tahele samagra manabasamaja nindiya heba

  • @biswanathmaharana7651
    @biswanathmaharana7651 3 года назад

    Jay shree ram

  • @user-jl6im6mp7c
    @user-jl6im6mp7c 7 месяцев назад

    Posak stana nei unifonm karajae.

  • @ajaybiswal1274
    @ajaybiswal1274 2 года назад

    Abhirambabu gai jadi mata nuhen dugdh kahik khauchhanti

  • @sktofan3403
    @sktofan3403 3 года назад

    ସାର, ଯେନମ, କଲାମାକୁ,ଲେକ,ଅନାଥ,ଆସ୍ରମରଛାଡିଦେଉଚନୃ,ପସୁକୁ,ମା,କୂଚ,,,ଠିକି

  • @binayakara8242
    @binayakara8242 3 года назад

    In

  • @pradeepkumartripathy5410
    @pradeepkumartripathy5410 5 лет назад

    Manoranjan Mishra is most intelligent man

  • @laxmangouda9954
    @laxmangouda9954 3 года назад

    Deon load

  • @arjunpradhen2479
    @arjunpradhen2479 2 года назад

    Dharmara heba jay

  • @pradiptabehera7340
    @pradiptabehera7340 5 лет назад

    Santulan rakhya Pai Sabu haba darakar.......

  • @saratjena2057
    @saratjena2057 Год назад

    Jai Bhim 🙏🙏🙏

  • @tanmayakumbhar4888
    @tanmayakumbhar4888 5 лет назад +1

    jay bhim

  • @akashmahananda1001
    @akashmahananda1001 2 года назад

    My favourite food is cow meat