Jibana Do Chakire Ashara Alok Ep 188 | 16 Nov 2019 | ନବବିବାହିତ ବୋହୁ ଠାରୁ ଅଧିକ ଆଶାରଖିବା କେତେ ଯଥାର୍ଥ?

Поделиться
HTML-код
  • Опубликовано: 18 янв 2025

Комментарии • 611

  • @prabakarkumar7993
    @prabakarkumar7993 4 года назад +10

    ଶଳା ଦେଢ଼ଶୁର ek no ହାରାମି ଏବଂ ଶାଶୁ ତୋ ପୁରା ବଦମାସ ଅଛି

  • @saibabawxyz6392
    @saibabawxyz6392 5 лет назад +155

    ସୁନ୍ଦର ଜୀବନ ଦୁଇଟି ମିଶିଗଲେ ମୁଁ ବହୁତ ଖୁସି ଦେଢଶୁର ଓ ଶାସୁ ପକା ବଦମାସ ଅଛନ୍ତି ସେମାନଙ୍କୁ ମୋର ଅନୁରୋଧ ପୁଅ ବୋହୂ ଙ୍କୁ ଟିକିଏ ନିଜର କରନ୍ତୁ

  • @berserkgmes6048
    @berserkgmes6048 3 года назад +16

    ବଡ ଭାଇର ଟିକେ ଆତ୍ମବଡିମା ବୋଧହୁଏ ଅଧିକ
    ଗୋଟିଏ ମା ଛେଉଣ୍ଡ ଝିଅକୁ ସହାନୁଭୂତି ଦେଖେଇବା ଶାଶୁ ଓ ବଡଯାଆର ଉଚିତ

  • @susantapradhanoffical
    @susantapradhanoffical 4 года назад +10

    ମିହିର ବାବୁ ଦେଦେଶୁର ଭଲ ନୁହେଁ
    ନହେଲେ ଏମିତି କହାନ୍ତାନି
    ସେ ଝିଅଟିର ମା ନାହିଁ ବୋଲି ଏମିତି କହୁଛି
    ସେ ଝିଅ ଟି ବହୁତ ଭଲ
    ତାକୁ ଜଗନ୍ନାଥ ମଙ୍ଗଳ କରିବେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ

  • @meenakshikar6351
    @meenakshikar6351 3 года назад +28

    ଅତି ସୁନ୍ଦର ମହିର ଭାଇ । ୟେ ଝିଅଟି ବହୁତ ଭଲ ଓ ସରଳ । ଶାଶୁ ଆଉ ଯା ଦେଢଶୁରଙ୍କର ତାକୁ ହଇରାଣ କରୁଛନ୍ତି ।ଏତେ କଷ୍ଟ ପରେ ବି ସେ ତା ସ୍ବାମୀ ସହିତ ନାଚି ପାରିଲା । ଜଗନ୍ନାଥ ତାକୁ ଦୟା କରନ୍ତୁ ଭଲରେ ରଖନ୍ତୁ।ଜୟ ଜଗନ୍ନାଥ।

  • @jyotsnaraniparamanik4415
    @jyotsnaraniparamanik4415 5 лет назад +100

    ମିହିର ଭାଇ ଆପଣ ଙ୍କୁ ଭଗବାନ ଲକ୍ଷେ ଆୟୁଷ ଦିଅନ୍ତୁ

    • @cableoparetergodrejhomeapi7887
      @cableoparetergodrejhomeapi7887 5 лет назад +3

      ମିହିର ଭାଇଙ୍କୁ ତମେ ଭଗବାନ କରିଦିଅ

    • @gajendrabaliarsingh7638
      @gajendrabaliarsingh7638 4 года назад +1

      @@cableoparetergodrejhomeapi7887 ତମେ ଠିକ୍ କହିଛ ଭାଇ ା ସେ ବେଶିଦିନ ନ ବଞ୍ଚିଲେ ଝିଅମାନଙ୍କୁ ସପୋର୍ଟ କରି କିଏ ଅବାନ୍ତର କଥା ସ୍ବାମୀ ମାନଙ୍କୁ ଶୁଣେଇବ ା ତେଣୁ ସେ ଭଗବାନ୍ ହେଇଯିବା ଉଚିତ ହେବ ା

    • @kuninath9253
      @kuninath9253 4 года назад

      Mihir bhai aapanku dhanyabad

    • @kuninath9253
      @kuninath9253 4 года назад

      Ei episode ti bahut vala lagila khusi b lagila thanks to Otv

    • @Skumar-vm1qr
      @Skumar-vm1qr 2 года назад

      ବିଧିର ବିଧାନ ବଡ଼ ବିଚିତ୍ର

  • @SureshKumar-dh8dg
    @SureshKumar-dh8dg 7 месяцев назад +1

    Mihir sir aap great ho God bless you ❤❤

  • @biswanathsitha5142
    @biswanathsitha5142 4 года назад +7

    ସ୍ବାମୀ ଦୋକାନରୁ ଫେରିଲା ପରେ ସ୍ତ୍ରୀ ର ଭଲମନ୍ଦ କଥା ପଚାରି ବୁଝିବା କଥା ।ଶୟନ କକ୍ଷକୁ ଗଲାପରେ ଭଲମନ୍ଦ ,ମାଆ କଣ କିଛି କହିଛି କି ?ଭଲରେ ଖିଆପିଆ କରୁଛ ତ ,ଏମିତି କିଛି ପଚାରି ବୁଝିବା କଥା ।

  • @sagarsanju1279
    @sagarsanju1279 5 лет назад +20

    ଧନ୍ୟବାଦ୍ ,,otv ଆଶାର ଆଲୋକ

  • @AjayKumar-xk4zg
    @AjayKumar-xk4zg 5 лет назад +56

    ଆରେ ଭାଇ ମ ଘର ଏମାନ ଘର ପାଖରେ
    ଏ ପୁଅ ଘର ମହା ହାରାମି
    ଦୁଇ ଭାଇ ସବୁ ପୁରା ମିଛ କହୁଛନ୍ତି

  • @bidyadharpathy2900
    @bidyadharpathy2900 2 года назад +1

    Mihir sir aapana bhali gote loke a duniyare kie janma nebani sir I love you sir....

  • @kalyanisahoo8536
    @kalyanisahoo8536 5 лет назад +1

    Eai jhia ti bahut bhala,Sasu ghara loka bahut kharap,Thanku Asara aloka and Thanku OTV channel

  • @amritapoudar5872
    @amritapoudar5872 5 лет назад +126

    ଦେଢଶୁର ଗୋଟେ ହାରାମି ଲୋକଟେ,ଭାଇବୋହୂ କଣ କଲା ତୁ କଣ ଲୁଚିକି ଦେଖୁଥିଲୁ କିରେ ଚୋର ଦେଢଶୁର....,ଝିଅଟା ଭଲ...

    • @cableoparetergodrejhomeapi7887
      @cableoparetergodrejhomeapi7887 5 лет назад +5

      ତମ ଝିଅ ଜାତି ପୁରା ଭଲ

    • @mohansahoo4358
      @mohansahoo4358 4 года назад +3

      Right

    • @gajendrabaliarsingh7638
      @gajendrabaliarsingh7638 4 года назад +1

      ଏଣିକି ଶାଶୁମାନଙ୍କୁ କୁହାଯାଉ, ସେମାନେ ବୋହୁମାନଙ୍କୁ କାନ୍ଧରେ ବସାଇ ଖାଲି ଆଦର କରି ବୁଲାନ୍ତୁ ା କିନ୍ତୁ କୌଣସି କଥାରେ କିଛି ଆକଟ କରି କହିପାରିବେନି ା ଖାଲି ନିଜ ଝିଅ ଭଳି ଆଉଁସିବେ, କିନ୍ତୁ ନିଜ ଝିଅକୁ ଯେପରି ଆକଟ କରାଯାଏ ସେପରି କରିପାରିବେନି ା କାରଣ ଜଜ୍ ମହୋଦୟ ମଞ୍ଚରେ ଅଛନ୍ତି,ସଙ୍ଗେ ସଙ୍ଗେ ଆଇନ୍ କଥା ମନେ ପକେଇ ଦେବେ ା ପୁଣି କହୁଥିଲେ ଛୋଟ ଝିଅ ବାହା ହୋଇ ଆସିଛି ା ଏଠାରେ ଛୋଟ ଝିଅ ବାହାଘରରେ ଆଇନ୍ କଥା ମନେ ପଡୁ଼ନି ା ଖାଲି ଶାଶୁଘର ଲୋକେ ବୋହୁକୁ ଆଦର କରି ଭଲରେ ରଖିବେ,ବୋହୁ କିନ୍ତୁ କୁକୁର ମାଙ୍କଡ଼ ପରି ପଛେ ବ୍ୟବହାର କରୁ,ସେ କଥାକୁ କେହି ଯେପରି ନ ଧରନ୍ତି ା ଶାଳୀର ଯେଉଁ ପ୍ରକାର ମନୋବ୍ରୁତ୍ତି ସେ ଯେଉଁ ଘରକୁ ବୋହୁ ହୋଇ ଯିବ,ସେ ଘରଟି ଜାଣ ଉଜୁଡି଼ବ ା(ଭଉଣିକୁ support କରି ଯେପରି ମିଛ କଥା କହୁଛି)

    • @gajendrabaliarsingh7638
      @gajendrabaliarsingh7638 4 года назад +1

      ଝିଅମାନେ ଯାହ କଲେବି ଝିଅ ଦର୍ଶକ ମାନେ ତାଙ୍କୁ support କରିବେ,ତାଙ୍କର ସବୁ ଦୁର୍ଗୁଣ ସେମାନଙ୍କୁ ସୁଆଦିଆ ଲାଗିବ ା

    • @amritapoudar5872
      @amritapoudar5872 4 года назад +7

      @@gajendrabaliarsingh7638 ତୁମେ ସେହି ଦେଢଶୁର କି

  • @chandannayak494
    @chandannayak494 5 лет назад +1

    Mihir sir Aapanku bhagban bhala re rokhantu Aapana jaubhali poribar misa u chhanti misaichalatu Aapanku bhagban 100 years bhala re rokhatu 😊😊😊

  • @bholranjanjyoti6234
    @bholranjanjyoti6234 5 лет назад +23

    ଓ ଟିଭି କୁ କୋଟି କୋଟି ପ୍ରଣାମ 🙏

  • @kumarkumar-bs8qq
    @kumarkumar-bs8qq 4 года назад +1

    thank you asara aloka.... 👨‍👩‍👦‍👦👨‍👩‍👦‍👦👨‍👩‍👦‍👦

  • @manojkumarsahoo2277
    @manojkumarsahoo2277 5 лет назад +27

    ଦେଢଶୁର ର caretor ବହୁତ୍ ଖରାପ ଲାଗୁଚି? ଗୋଟେ ଝିଅ କୁ ବା ଗୋଟେ ବହୁ କୁ ଖରାପ କହିବା... ଯାହାର ନିଜ caretor ଖରାପ ସେ ଏ କଥା କୁହନ୍ତି

  • @namitanaik1068
    @namitanaik1068 5 лет назад

    My favourite show aau mihir sir se samastanka bhagaban hoijaichhanti thank you sir samastanka sansara ku aemiti sajeidauthibaru

  • @BsStudio3
    @BsStudio3 5 лет назад +3

    Thanks otv .. spacial thanks mihir sir

  • @ajitajitkochiariindia8659
    @ajitajitkochiariindia8659 5 лет назад +3

    Super otv aita bhala lagila

  • @lilimagardia4211
    @lilimagardia4211 5 лет назад +1

    Husband wife misigale sethipain mu bahut khushi but dedhasura katha suniki bahut kharab lagila. Stage ku Bhul bachibaku asithile dedhasura babu.... Stage re basithiba Sabu sir madam mananku asesh asesh dhanyabad.... Mora favorite actor Mihir sir nku..... Bhagaban Sabu bele bhalare rakhantu and lakhe barsha ayusha diantu....god Bless you all..... Of you.....

  • @phglovechannel8600
    @phglovechannel8600 5 лет назад +2

    Dedhusura madagolia...no 1
    Jhia bahuta bhala jhia ku hairana kale dharma sahibani
    Jhia god bless u ...tama kasta bhagabana dura karibe. Odisha bashi nkara arshibada achhi.

  • @surathachandrajena9514
    @surathachandrajena9514 Год назад

    ଏ ଯୋଡି ବିଧାତା ବିଧାନ ବୋଲି ମନେହୁଏ।। ଗରୀବ ମାଆଛେଉଣ୍ଡ ଯେଣୁ ସ୍ୱାମୀ ବେଶି ଭଲ ପାଇବାଉଚିତ।ଧୈର୍ଯ୍ୟ
    ଆବଶ୍ୟକ।ସବୁ ଠିକ୍ ହୋଇଯିବ।
    ମହିମା ଅଲେଖ ନିରଞ୍ଜନ।।

  • @saumitribisoyi3192
    @saumitribisoyi3192 3 года назад +1

    mo matre tankuthu tiki durei ruhantu sana pua bohu bahuta bhala haeba

  • @Adi-start
    @Adi-start 7 месяцев назад

    Mihir Sir is really Nice 😊😊😊

  • @aratibarik3665
    @aratibarik3665 5 лет назад +1

    Sir samaste bahut beautiful line
    Kahile tq

  • @hindusanatandharm3726
    @hindusanatandharm3726 5 лет назад +1

    OTV odisha ra no. 1change God bless u all

  • @trinathdehury8848
    @trinathdehury8848 4 года назад +21

    Jharana mam my favorite 🙏🏼❣️❣️

  • @mylifemyrules2387
    @mylifemyrules2387 4 года назад +1

    Ending is waooo sirsly bht khusi lagila😁😁😘😘😘😘god blsd both

  • @GhasiramSa
    @GhasiramSa 5 месяцев назад

    ଆସାର ଆଲୋକରେ ଖାଲି ପୁଅର ଭୁଲ୍ ଝିଅର ଭୁଲ୍ ନାହଁ 😊😊😊😊😊

  • @ranjitabijayjena4497
    @ranjitabijayjena4497 3 года назад +1

    I Love jharana maam

  • @kumarkumar-bs8qq
    @kumarkumar-bs8qq 4 года назад +1

    Thanks Mihir sir.. 🙏🙏🙏

  • @bijayasubha7018
    @bijayasubha7018 5 лет назад

    Thankyou OTV Asar Alok God family

  • @nicebehera8600
    @nicebehera8600 5 лет назад +6

    Mihir sir aap great ho God bless you

  • @tanulatabiswal1845
    @tanulatabiswal1845 5 лет назад +13

    I like 2councillor a lot in this show jharana swain & jayashree mohapatra.... I want to see both of them in every episode.

  • @amarendrabehera1302
    @amarendrabehera1302 4 года назад +23

    ଦେଢୁଶୁର ପକା ହାରାମି

  • @ramakantapatra8978
    @ramakantapatra8978 3 года назад +2

    Mihir sir , NAMASTEY. Thanks OTV.all credit goes to MIHIR SIR , really very intelligent....

  • @smrutiranjansahoo7935
    @smrutiranjansahoo7935 5 лет назад +43

    ମଣିଷ ଜୀବନ ରେ ବହୁତ କଷ୍ଟ ଅଛି. ଭାଗବାନ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ.

  • @teesmaarkhanvlogs728
    @teesmaarkhanvlogs728 2 года назад

    Wonder Full Kaka

  • @nanditachanel8760
    @nanditachanel8760 5 лет назад +34

    Jhhia bahut vala,pua family bekkar loka

  • @maniksahu5865
    @maniksahu5865 5 лет назад +1

    Asara aloka .... program Ku swagata..
    Bhangi jaaithiba paribaaro Ku hata re hata misei chalibaa sikhaae.... bahut bholo padakhep .... many many thanks ..otv chenal
    One request.....
    Sabu family members nkara review..
    Paribara misilaa pare KN semane karuchhonty,AAU semanko Ra brtamano
    Stithi KN ....
    Sei kathaa asaro alokare dekhile aneka khusilagibo... please please 🙏

  • @krushnamaharana3952
    @krushnamaharana3952 2 года назад

    Mihir babu great apana

  • @vlogerpradeepnahak
    @vlogerpradeepnahak Год назад

    Love you Mihir Sir ❤

  • @ratanagrawal9146
    @ratanagrawal9146 Год назад

    Thanks sir

  • @simanchalsahu8168
    @simanchalsahu8168 3 года назад

    Thanks

  • @binodinibarad7762
    @binodinibarad7762 5 лет назад +6

    Jharana mam best 👍💯love you 😍😘😘

  • @Ugre143
    @Ugre143 4 года назад

    Super discuss

  • @chandrasekharsahu4029
    @chandrasekharsahu4029 3 года назад

    Mehar Sir. Good morning. I always enjoy your show Ashara Aloka &it's good show

  • @balrampujari2601
    @balrampujari2601 4 года назад +2

    ମିହିର ଦାସ ଦିଲ୍ ସାଲମ୍

  • @jyostnaraninanda3848
    @jyostnaraninanda3848 4 года назад +1

    ❤️❤️woww hb bhala loka😁😁dance ta mast lagila😂😂😂

  • @sushantkumarnayak2661
    @sushantkumarnayak2661 4 года назад

    Mihir sir nku Mora namaskar. Au mo sabu ayusa tumanku bhababan deauntu. Ateke Mora bhagaban nka pakhare prathana

  • @MuktiNayakbalasore
    @MuktiNayakbalasore 3 года назад +1

    Good job otv keep it on

  • @borunkumar5835
    @borunkumar5835 4 года назад +4

    ବଡ଼ ଭାଇ ଭିଲିଆନ୍ ଭଳିଆ କହୁଛି ।

  • @amritapoudar5872
    @amritapoudar5872 5 лет назад +5

    ଯା,ଦେଢଶୁର,ଶାଶୂ ସବୁ ହାରାମି....ସବୁକୁ ଥାନାରେ ପୁରେଇଦେବା କଥା

  • @teesmaarkhanvlogs728
    @teesmaarkhanvlogs728 2 года назад

    Amazing

  • @MamoniMaity-k8f
    @MamoniMaity-k8f 3 месяца назад

    Good, sir

  • @surathachandrajena9514
    @surathachandrajena9514 Год назад

    ଦେଢଶୁରଙ୍କ ମୁଖରୁ ସାନବୋହୁ ତାଙ୍କ
    ପ୍ରତି ( ସେ ଗୋଟିଏ ଖରାପ ଝିଅ ) ବାକ୍ୟ
    ମଞ୍ଚରେ କହିବା ।ଏକ ମାରାତ୍ମକ କଥା ।
    ପୁଣି କହିଲେ - ଆମେ କୁନି ଝିଅଟିକୁ ଆମ ପାଖରେ ରଖିବୁ,ସେ(ବୋହୁ) ବାପଘରେ
    ରହିବେ ଯଦି....... ରୁହନ୍ତୁ ।ଏ କଥା
    ଆଇନ୍ ବିରୁଦ୍ଧ ଓ ଏହା ଅନେକ କିଛି
    ବୟାନ କରୁଛି ।***"""""
    ଆଶାର ଆଲୋକ ଇ ଏହି ସମସ୍ୟାର
    ସଠିକ୍ ବୁଝାମଣା କରିଥିବାରୁ ଅଶେଷ
    ଧନ୍ୟବାଦ ।
    ମହିମା ଅଲେଖ ନିରଞ୍ଜନ କୃପା କରନ୍ତୁ।
    ଭଲରେ ରୁହ ।

  • @sudhansumallik3249
    @sudhansumallik3249 5 лет назад +2

    Gopabandhu sir miss you

  • @mangulisahoomangulisahoo6715
    @mangulisahoomangulisahoo6715 3 года назад

    ମଦ ଏବଂ ମୋବାଇଲ ଏ ଦୁଇ ଟି ବିଷୟ ରେ ସବୁ ବିଷୟ ରେ ରହୁଛି ତେଣୁ ଏବିଷୟରେ ଅଧିକ ତାହା କରାଗଲେ ଭଲହୁଅନା

  • @umeshkumardehury5318
    @umeshkumardehury5318 4 года назад +1

    So sweet both....💐💐💐

  • @antarjyamibhoi5004
    @antarjyamibhoi5004 5 лет назад +4

    Thanks mihir sir love you

  • @debanshidas2792
    @debanshidas2792 5 лет назад +19

    Mihir sir you are great 😊😊

  • @nanditachanel8760
    @nanditachanel8760 5 лет назад +90

    Sasu jadi thhik rahibe family re problem asiba nahni

  • @mahandarpadhan66
    @mahandarpadhan66 5 лет назад

    Wow varry nice sabu vulu bada bhai ra

  • @kamalmahanta7731
    @kamalmahanta7731 5 лет назад +5

    ଦୁଇ ଭାଇ ଯାକ ହାରାମି

  • @PradeepKumarPandaEconomist
    @PradeepKumarPandaEconomist 5 лет назад +3

    best show

  • @sudakarbarik1792
    @sudakarbarik1792 5 лет назад +10

    I salute Mihir sir, god bless you,

  • @prabashpal5715
    @prabashpal5715 4 года назад +1

    Mihiri sir u r Great man I love you otv and asara aloka

  • @kamalakantasahu5624
    @kamalakantasahu5624 3 года назад

    ସବୁଠାରୁ ଏହି ଟା ଭଲ ଲାଗିଲା 👌👌👌👌👍👍👍👫

  • @paridasanthosh7213
    @paridasanthosh7213 4 года назад

    Good and God bless you

  • @Cdash366
    @Cdash366 5 лет назад +11

    Bada bhai ra bahut kharap guna.. Sana bhai apekhya bada besi gapuchi.
    Sweet couple ❤️

  • @pintupujapintupuja7430
    @pintupujapintupuja7430 4 года назад

    Very good bhuja dhari bor

  • @basudevnayak5841
    @basudevnayak5841 3 года назад +2

    Se ghare manisha rahibani re to jiban nasta heijiba heichi madhya se pua bhala but ta family members bahut kharap 🙏🙏🙏🙏

  • @kmanojdora3182
    @kmanojdora3182 4 года назад +1

    Meher Bhai good man

  • @shradhangalijena622
    @shradhangalijena622 5 лет назад +1

    mihir bhai your great

  • @ajayakumarmishra2159
    @ajayakumarmishra2159 5 лет назад +3

    Bada Vai jadi vala heithanta se maa ku bujhei paranta. Tenu sabu dosa a bada vaira. Nice couple

  • @ratikantalenka5841
    @ratikantalenka5841 5 лет назад +59

    Dhik to dedhasura pania ku

  • @mohanmurudi2808
    @mohanmurudi2808 5 лет назад +2

    Nice episode pua is best👍💯

  • @prabhasinimohanty3250
    @prabhasinimohanty3250 5 лет назад

    Puaa au jhiaa 2 jana naram padi jauchanti ta sethi pain..semane fayada uthauchanti....aji kali 2ta bahu vitare sasu aasi ki bahut kharap kari dauchanti rltnship ku..jhiaa mana re bahut dukha thaae se jinisa ta vala bhabe ae jhiaa mana re dekha jauchi...se jhiaa chota dinaru ta maa ku haraechi...gote best frnd boli maa ku kuha jae taku Haraechi....2nd maa sasu rupe paaechi...se 2nd maa b sabata maa bhaliaa bvr dekhaele taku bahut badhuchi...daya kari se family ku mora anurodh ki tanka small family ku sabu bele happy rakhantu

  • @laxmansethilaxmansethi2552
    @laxmansethilaxmansethi2552 5 лет назад

    Awesome program in lndian television.na Kabhi ayatha na Kabhi ayega.love u o TV.

  • @asmatsiddiqua
    @asmatsiddiqua 2 года назад

    God bless them

  • @sarojmalik24
    @sarojmalik24 5 лет назад +1

    Jaha heu dui jana misigale bahuta khusi lagila bhagaban tamaku bhalare rakhantu

  • @saideviprasad8663
    @saideviprasad8663 5 лет назад +2

    Ending ta bahut bhala lagila

  • @sushantkumarnayak2661
    @sushantkumarnayak2661 4 года назад

    Mihir sir nku Mora namaskar. Au mo sabu ayusa tumanku bhababan deauntu. Ateke Mora bhagan nka pakhare prathana

  • @s.jagnyasenipradhan6547
    @s.jagnyasenipradhan6547 3 года назад +1

    Mihir sir my favorite hero

  • @kcjena9563
    @kcjena9563 5 лет назад +1

    Vari khusi lagila.ha ha

  • @sasmitasahoo1030
    @sasmitasahoo1030 4 года назад

    Mihir sir u are great

  • @keshabchandraparhi9631
    @keshabchandraparhi9631 5 лет назад

    Bahut Sundar .....

    • @malisethi5688
      @malisethi5688 5 лет назад

      Bada bhai au sasu sudhi ri ba darkar. Wife and husband both areas good nature.

  • @nirupama1964
    @nirupama1964 5 лет назад +2

    Bilkul thik kahile sir dui pakar personality jeuthithae se mahila heu ki purusa seithi asubidha .

  • @khusiandqti6775
    @khusiandqti6775 3 года назад

    Nice episode 😘😘😘😘.

  • @ranjitranjansethi195
    @ranjitranjansethi195 5 лет назад

    Due jana khusi re ruha ghara loka kn kahuchhanti mundare napurei khusire ruha nija Bhitare understanding thik rakha god bless u

  • @tukunasatapathy6851
    @tukunasatapathy6851 5 лет назад +1

    God bless both of u

  • @shubhasmitabhoi333
    @shubhasmitabhoi333 5 лет назад +1

    Thank u mihir sir

  • @ranjitamunnayoutubevlog.2141
    @ranjitamunnayoutubevlog.2141 5 лет назад +2

    Aasa karuchu ki emane dui Jana athu galaa pore khusire ruhantu sabhinku nei...sasu au bohu Ku anurodha dui Jana milimisi maa jhia pori ruhantu....bhagaban Tama sabhinku bhalare rakhantu..

  • @hippoplife3565
    @hippoplife3565 Год назад +1

    Se dedhasura nija jhie hele bi taku chadibani ta upare bi kharap najar rakhibaaa🤣🤣🤣🤣

  • @biswajitpradhan6396
    @biswajitpradhan6396 4 года назад

    Mihir Bhai good bless you Bhai

  • @smrutismaranikamallick1895
    @smrutismaranikamallick1895 4 года назад +2

    Jhia ta vala

  • @sriharirout4017
    @sriharirout4017 5 лет назад +3

    ସମସ୍ତଙ୍କ ଘରେ ସାନ ମାନଙ୍କ ପ୍ରାଧାନ୍ୟ ଟିକେ କମ୍।

    • @rubinasahoo1456
      @rubinasahoo1456 5 лет назад +1

      U r wrong
      Adhika thae

    • @mahantbehera5303
      @mahantbehera5303 5 лет назад

      Satare last re kete lover couple dekha jauchanti

    • @mahantbehera5303
      @mahantbehera5303 5 лет назад

      Satare so sweet couples.... ebe jemti bhasare misucha agaku sabubele semti bhalase misikari ruhantu... Jay jagannath

  • @vlogerpradeepnahak
    @vlogerpradeepnahak Год назад

    My favourite show ❤❤❤

  • @sagarswain6184
    @sagarswain6184 4 года назад

    Tq sir last ku mate bahuta khusi lagila amiti khusi deithibaru all otv ku