120 କୋଟିର ହିସାବ ଦିଅ ମୋହନ ମାଝୀ । Kalinga Today Live ।

Поделиться
HTML-код
  • Опубликовано: 2 фев 2025

Комментарии • 311

  • @ramanayak7620
    @ramanayak7620 21 день назад +27

    ଆଜ୍ଞା 🙏🙏 ଆପଣ CM ହେଇଯାଉନ୍ତୁ 😅

    • @sunilkumardalai1437
      @sunilkumardalai1437 17 дней назад

      To ଘରୁ ଦେଇଦେଲୁନି ଏଟା କଣ ଗଣ୍ଡିମରାପଇସା ଥିଲା ଖର୍ଚ୍ଚ କରିଦେଲା ଭତ୍ତା ବୃଦ୍ଧି କରିବାକୁ କହିଥିଲା ତାକୁ ଛାଡି ବାଣ୍ଡ ଧନ୍ଦା କରାଯାଉଛି

  • @sumantakumarshorts
    @sumantakumarshorts 17 дней назад +17

    ଆପଣ ଯଦି ସବୁ ଜାଣିଛନ୍ତି ତାହେଲେ ନବୀନ ବାବୁ hockey ଷ୍ଟାଡିୟମ କରିଲେ 600 କୋଟି ଟଙ୍କା କେତେ ଦିନ ପରେ ସେ ଷ୍ଟାଡିୟମ ନଷ୍ଟ ହୋଇଗଲା ସେ ପଇସା କାହାର କଣ ପାଇଁ ଏତେ ଖର୍ଚ୍ଚ କରାଗଲା

    • @archanabarik2330
      @archanabarik2330 13 дней назад

      Tume sabu paisa khai chha.......😡😡

    • @sumantakumarshorts
      @sumantakumarshorts 13 дней назад +3

      @archanabarik2330 ତୁମେ କେମିତି ଜାଣିଲ ତୁମେ କଣ ଭାଗ ନେଇଥିଲ କି ସେଥିରୁ

    • @archanabarik2330
      @archanabarik2330 13 дней назад

      @sumantakumarshorts you are right 👍👍👍👍

    • @dasofficial229
      @dasofficial229 13 дней назад +1

      Hockey stadium kauthi bhangila jadi bhangi thiba bjp bjd ku badanam karibaku bhangichhi😅😅

    • @sumantakumarshorts
      @sumantakumarshorts 13 дней назад

      @@dasofficial229 ହଁ ପରା ସେ ସମୟ ରେ BJD govt ଥିଲା ଯେତେ ବେଳେ ପଡିଆ ଭିତରେ ପାଣି ଜମୁଥିଲା ରାଉରକେଲା ରେ ଆଉ ବିଶ୍ରାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲା ଯେତେ ବେଳେ କି ହକି ଷ୍ଟାଡିୟମ ତିଆରି କରିଥିଲେ BJD ହକି ବିଶ୍ବ କପ ପାଇଁ ଏଇ ତ BJD

  • @ganeshpradhan6900
    @ganeshpradhan6900 21 день назад +35

    ମୋ ଓଡିଶା ନବୀନ ଓଡିଶା ନୁଆଁ ଓ କାର୍ଯ୍ୟକ୍ରମ ରେ କେତେ ଖର୍ଚ୍ଚ ହେଇଛି ସେ ହିସାବ ଆଗ ମାଗ ତୋ ବୋପା କୁ l

    • @bollywoodgossip123-b8v
      @bollywoodgossip123-b8v 20 дней назад

      Kan kahila mo bhai

    • @gokulanandasing3627
      @gokulanandasing3627 20 дней назад +1

      Guthuka patire rokhi kan kohuchhi pagol ta

    • @jagatkumartudu090
      @jagatkumartudu090 20 дней назад

      😂😂😂😂😂

    • @DusasanDwari
      @DusasanDwari 20 дней назад +1

      ତ ବୋପା BJP ତ ସରକାର ରେ ଅଛି ତ ବୋପା କୁ କହ ତଦନ୍ତ କରିବେ

    • @bollywoodgossip123-b8v
      @bollywoodgossip123-b8v 20 дней назад

      Ta maa ghyta je kahuthele mu taku kahuche tu ta chamcha na kan

  • @anadisoy6886
    @anadisoy6886 12 дней назад +1

    Thanks

  • @sushilakumarnayak8410
    @sushilakumarnayak8410 21 день назад +8

    ହଁ ଜ୍ଞାନୀ ପୁରୁଷ

    • @DusasanDwari
      @DusasanDwari 20 дней назад +1

      ନାହିଁ ତୁ ସୃଷ୍ଟିକର୍ତା ତ ଠୁ ଆରମ୍ଭ 😂😂

  • @pabitrakumarjadab8089
    @pabitrakumarjadab8089 21 день назад +9

    ଆରେ ଭାଇ ଯେତେବେଳେ ବ୍ୟଗ ଯୋଜନା 13 ସହ କୋଟି ଖର୍ଚ୍ଚ ହୋଇଥିଲା ସେତେବେଳେ କେଉଁଆଡେ ଯାଉଥିଲେ

  • @srikanta671
    @srikanta671 16 дней назад +6

    ଶ୍ରୀକ୍ଷେତ୍ର ପରିକ୍ରମା 4200କୋଟି ଟଙ୍କା ଘୋଟାଲା
    ତାର ହିସାବ ଦିଏ,, ରାମ ମନ୍ଦିର ହେଲା ପରିକ୍ରମା ହେଲା 1400କୋଟି ଟଙ୍କା ର
    ଜୟ ଶ୍ରୀ ରାମ

    • @manasrout2969
      @manasrout2969 5 дней назад

      Ram Mandir Hela, Khola Padia Jagare, Hele Shree Kshetra Parikrama Jou Hela , Sethi Pain Kete Gudie Dokane Ghara Matha Mandir Bhangibaku Padichi, au Tanku tar Mulya Debaku Padichi

    • @kalpatarusahoo1682
      @kalpatarusahoo1682 5 дней назад

      Ram mandir hela kn adha khandia tapare jou kichi dokan bhanga gala tanku kichi diagala nahi tapare intial cost 1800 cr ahuri kharcha achi re kichi janinu gapuchu kahiki

    • @srikanta671
      @srikanta671 5 дней назад

      @kalpatarusahoo1682 ତୁ ଜଗନ୍ନାଥ ଛୁଇଁ କି କହିପାରିବୁ,, ତୁ କହୁଚୁ ସତ କହୁଚୁ,, ଅଳ୍ପ ଦିନରେ ତୁମ ବଂଶ ବୁଡ଼ିଯିବ ଜଗନ୍ନାଥ କୁ ନେଇ ରାଜନୀତି କରୁଛ,,ସଳା

    • @srikanta671
      @srikanta671 5 дней назад

      @@manasrout2969 ତୁ ସେହି ଜଗନ୍ନାଥ ଛୁଇଁ କହିବୁ,,ତୁମ ବଂଶ ବୁଡ଼ିଯିବ, ଜଗନ୍ନାଥ କୁ ନେଇ ରାଜନୀତି,କରୁଛ,,,, କୂଳ ଦେବତା ଜୟ ଜଗନ୍ନାଥ

  • @muskan-i6g7o
    @muskan-i6g7o 20 дней назад +3

    ନିର୍ଲଜ ରାଜାକୁ ବେହିଆ ମନ୍ତ୍ରୀ ଛି ଛି ଛି

  • @amarcreation0655
    @amarcreation0655 21 день назад +36

    ହେଇରେ ମାଗିଆ ବିଜେଡି ଯାହା କରୁଥିଲା ତା ହିସାବ ଆଗ ମାଗେ

    • @sarojpatbandha1218
      @sarojpatbandha1218 21 день назад +1

      Right 💯

    • @bollywoodgossip123-b8v
      @bollywoodgossip123-b8v 20 дней назад +2

      Right

    • @santoshchoudhury2083
      @santoshchoudhury2083 20 дней назад

      ତୋ ବୋଉ କୁ କହିଦେ ହିସାବ ଦେବୀ

    • @KalashchandraMeher
      @KalashchandraMeher 19 дней назад

      Haire magiha bjd tora kana khyati karichhi? Au BJP kan ta tekichhi Tu aga kaha. 2014 re petrol 65/70abe105 kebe kahichhu magiha

    • @SidhantaMalik-tm6xh
      @SidhantaMalik-tm6xh 19 дней назад

      Haire magiha nabin hisab delani boli harila ta band re daudi dabu ja sala golam

  • @SumantKumarDey
    @SumantKumarDey Час назад

    Thank you brother

  • @AayanPradhan-d6j
    @AayanPradhan-d6j 20 дней назад +11

    ସୁନ୍ଦର ଚିନ୍ତାଧାରା

  • @saratbhai5418
    @saratbhai5418 9 дней назад

    Pura thick kotha

  • @ramachandramandal9191
    @ramachandramandal9191 21 день назад +23

    ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ନାମରେ ୪୨ ଶହ କୋଟିରୁ ହିସାବ/ ଘୋଟାଲା ହୋଇଥିବା ହିସାବ ଟିକେ‌ଦିଅନ୍ତୁ

    • @subratroutsubratrout5598
      @subratroutsubratrout5598 17 дней назад +1

      Parikrama prakalpa re 600 koti kharcha heichi hele argus au otv taku 4200 tanka kahi tv re bajeichhanti

    • @digitalplatform3208
      @digitalplatform3208 17 дней назад

      Right

    • @digitalplatform3208
      @digitalplatform3208 17 дней назад

      ​@@subratroutsubratrout5598sabu news Bala ta nandighosa tv Bala bi

    • @tapasswain3231
      @tapasswain3231 15 дней назад

      ​@@subratroutsubratrout5598Biju juba bahini re 800 crore kn pain kharch kala BJD tike kuha

    • @dasofficial229
      @dasofficial229 13 дней назад

      Are murkh tu jaa se khargosh channel re rahibu

  • @rabijena4494
    @rabijena4494 21 день назад +2

    Jay jagannath jay Naveen Patnaik odisha good 👍👍 BJD jay Naveen sir

  • @roulvillagfarm
    @roulvillagfarm 21 день назад +1

    Perfect news ,, I proud of you brother,, you talking is so absolute right

  • @sukantkumar9346
    @sukantkumar9346 12 дней назад

    Perfect speech

  • @AntaryamiSwain-ut8vw
    @AntaryamiSwain-ut8vw 21 день назад +1

    ମୋ ଓଡ଼ିଶା ନବୀନ ଓଡ଼ିଶା ନୂଆ ଓ ଆକର୍ଷଣୀୟ ବେଶ ଅନୁଷ୍ଠିତ ହେଉଛି kସ୍ୱତନ୍ତ୍ର ଖ😂🎉ଚ୍ଚ କେତେ ହେଉଛି ଆଗ ହିସାବ ଦିଅ😂🎉

  • @Duniyya
    @Duniyya 13 дней назад

    Bhai you have given good talk

  • @BrushBagarty
    @BrushBagarty 21 день назад +2

    BjD ku ହିସାବ ୨୪ ବର୍ଷ ରେ

  • @barunakanhar2610
    @barunakanhar2610 8 дней назад

    thik kahicha❤

  • @ERoyalBarik-mz7lb
    @ERoyalBarik-mz7lb 15 дней назад

    Ur right your question is right

  • @NakulNayak-v6x
    @NakulNayak-v6x 20 дней назад +2

    ଭାଇ କାହିଁକି ରାଗୁଛନ୍ତି ଶୀତ ଏକା ଥରକେ ଯାଏନି ପୁଣି ସେଇ ନବୀନ ବାବୁ ଆସିବବେ ଯାହା ହେଇଚି ଭଲ ହେଇଚି ଲୋକମାନେ ସବୁ ଜାଣିଛନ୍ତି ବେସ୍ତ ହବା ଦରକାର ନାହିଁ...

  • @BiseswarsinghSingh
    @BiseswarsinghSingh 20 дней назад +2

    କାହିଁ ଖର୍ଚ୍ଚ କଲା ଆପଣ ଯାଣି ନାହାଁନ୍ତି, ଆଗରୁ ଲଂଗଳା ହେଇ ଥିଲା ଟଙ୍କା ପାଇଲା ବେଳକୁ ସବୁ ଯାକ ତା ମାଇଳା କୁ ଦେଲା ଆଉ କ'ଣ ସେ ଟଙ୍କା ମୋହନ୍ ସରକାର ଦେବେ, ଏକଥା ଭୁଲି ଯାଓ, ଏବେ ବହୁତ୍ ଗର୍ବ ହୋଇଛି

  • @ganeshmoharana982
    @ganeshmoharana982 21 день назад +2

    Right

  • @padmanavparida8552
    @padmanavparida8552 21 день назад +1

    Thank s for your voice

  • @TankadharBhatra-fz7jb
    @TankadharBhatra-fz7jb 13 дней назад

    Nirata sata mobile jai jagannath

  • @DanielDaniel-kh6vp
    @DanielDaniel-kh6vp 8 дней назад

    ଭାଇ ତମର ଭଲ ଚିନ୍ତାଧାରା କିନ୍ତୁ ଆପଣଂକଙ୍କ କଥା କିଏ ଶୁଣିବ ଓଡିଶା ରେ ବହୁତ ଚୋର ଟାଉଟର କଙ୍କର

  • @prakashbhuyan9337
    @prakashbhuyan9337 16 дней назад

    ଠିକ କଥା. ଧନ୍ୟବାଦ

  • @ODIAMBJSHORT003
    @ODIAMBJSHORT003 14 дней назад +1

    ହୟ ରେ ବୋକାଚଦା ୨୪ ବର୍ଷରେ bjd ku କ'ଣ କେତେ ହିସାବ ମାଗିଛ

  • @janaranjansabar5420
    @janaranjansabar5420 16 дней назад

    ଠିକ୍

  • @bimalkumarjena7838
    @bimalkumarjena7838 21 день назад +3

    ଭାଇ ଠିକ୍ କଥା କହିଛନ୍ତି ବିଜେପି ଦଳ ପ୍ରଥମ ଲୁଟ ସବୁ ଲୁଟେରା

  • @prasannakumarmishra610
    @prasannakumarmishra610 21 день назад +3

    ଓଡିଶା ଲୋକଙ୍କର ପଇସା ବାରବାଦହ.

  • @Someshkumar013
    @Someshkumar013 20 дней назад

    You are right bro jago india jago

  • @DillipKumarNayak-w4n
    @DillipKumarNayak-w4n 16 дней назад

    Good

  • @kalyanpanda5885
    @kalyanpanda5885 10 дней назад

    ବଡ ଜ୍ଞାନୀ ଟିଏ ଭଳି ଲାଗୁଚି

  • @rameshkeshari5325
    @rameshkeshari5325 21 день назад +1

    Thik kotha

  • @SurendraKarjee-pk8bu
    @SurendraKarjee-pk8bu 18 дней назад

    👍👍👍👍👍

  • @tatahunngama7828
    @tatahunngama7828 20 дней назад +4

    ଭାଇ ବିଜେପି ସରକାର କଥା କୁହା ସରକାର ଖାଲି ସ୍ୱୋପ୍ନ ଦେଖାଇବା ଜାଣିଛି କାମ କୁ ନୁହେଁ ପୁରା 0 ଭାଇ ଅନ୍ଧ ଭକ୍ତ ମାନେ ଏମାନେ 😂😂

    • @parsibitivloger6909
      @parsibitivloger6909 20 дней назад +2

      Nabin Bando janichhi😅😅😅😅😅

    • @tatahunngama7828
      @tatahunngama7828 20 дней назад +2

      @parsibitivloger6909 ଦାଦନ ମୁକ୍ତ କାଉଠି ଗଲା

  • @nikhilsahu381
    @nikhilsahu381 20 дней назад

    Good .salute for your opinion.emiti satsahasi pila baharile govt tk dariba.

  • @anandaswain6460
    @anandaswain6460 21 день назад +3

    Bhai you are 💯% right

  • @AITAJIBANA14
    @AITAJIBANA14 17 дней назад

    Great bhai

  • @sapankumarsing9620
    @sapankumarsing9620 8 дней назад

    ମା ଗିହା ଵୀଜୁଯୁଵବାହିନିରେ କେତେ ଖର୍ଚ ହେଇଛୀ

  • @AAKHIODIA
    @AAKHIODIA 15 дней назад

    ❤❤❤

  • @prasantkudas3438
    @prasantkudas3438 21 день назад +3

    BJD ଶାସନ ସମୟରେ ବହୁତ ଟଂକା ଖର୍ଚ୍ଚ କରିଛି

  • @Shibu9437
    @Shibu9437 21 день назад +1

    ନୂଆ ଢ଼ୋ ପ୍ରୋଗ୍ରାମ କିଏ କରୁଥିଲ ତାର ହିସାବ ଦିଅ... ଅଖା ବ୍ୟାଗ ବାଣ୍ଟିବାର କିଛି ଆବଶକ୍ୟତା ନଥିଲା ହେଲେ ବଟିଲ ତାର କେତେ ଖର୍ଚ ହିସାବ ଦିଅ... ତୋ ପାଣ୍ଡିଆ ବାପା ହେଇକ୍ୟାପ୍ଟର ରେ ବୁଲିକି କେତେ ଖର୍ଚ କରିଛି ତାର ହିସାବ ଦିଅ.... 24ବର୍ଷ ହେଲା କୋଉଠି ସୋଇଥିଲୁ ଏବେ ବାହାରିଲୁ

  • @prakashdigal8550
    @prakashdigal8550 21 день назад +1

    Right brother

  • @sabitakumarijena9881
    @sabitakumarijena9881 18 дней назад

    All right sir

  • @ktccreation9722
    @ktccreation9722 19 дней назад

    ଏତେ ଟଙ୍କା ରାଜସ୍ବ ଖର୍ଚ୍ଚ କଲେ ଦେଖିବା ପ୍ରବାସୀ ଭାରତୀୟ କେତେ ଟଙ୍କା ବିନିଯୋଗ କରି କେତେ ଲାଭ ଓଡ଼ିଶାକୁ ଦେଉଛନ୍ତି। ଆସନ୍ତା ବର୍ଷ ରେ ହିସାବ ହେବ 😂

  • @ChandramaniTarai-yq9mr
    @ChandramaniTarai-yq9mr 12 дней назад

    Right Bhai. Chora sarkar

  • @bkarankumar8952
    @bkarankumar8952 21 день назад

    Absolutely right ▶️

  • @PravatSahoo-ch3pc
    @PravatSahoo-ch3pc 21 день назад +4

    24 barasare prati Block re colstor hoieparilani sethi pain tu dai🤣🤛
    1400.cr tanka kharcha kari BJD byag banei la sethi pain tu dai🤣🤛
    26/11 re man mohan sing sarkar re
    Kasaab ku atank baad ku dhari ta pichhare 80 .cr kharch hela sethi pain tu dai 🤣🤛
    Ta pare tu kahu chhu jay BJD 🧟👈
    🤔😭🤣😂😁🤫

  • @SudarDehury
    @SudarDehury 20 дней назад

    Bhai ok

  • @susantapanda3531
    @susantapanda3531 19 дней назад

    Nice Video

  • @somanathkhara8368
    @somanathkhara8368 16 дней назад

    କ'ଣ ପାଇଁ ଖର୍ଚ୍ଚ ଆପଣ ଜାଣି ନାହାଁନ୍ତି କି? ଦେଶର ହିତ ପାଇଁ ହିଁ କାମ କରାଯାଏ।

  • @JimendraDigal-rf8sw
    @JimendraDigal-rf8sw 19 дней назад

    100%right

  • @SashikantaMohalik
    @SashikantaMohalik 20 дней назад

    🎉🎉🎉

  • @pradipray6127
    @pradipray6127 21 день назад +11

    ଆରେ ଚାମଚା ହକି ଖେଳରେ କେତେ ଖର୍ଚ ହୋଈଛ ହିସାବ ମାଗୁନୁ

  • @vimacharanmajhi9211
    @vimacharanmajhi9211 20 дней назад

    ହଇରେ ବୁକା ଘିଆ ପଠାନ ଗରୁ ଖିଆ ଚୁପ

  • @salmababyanwar291
    @salmababyanwar291 19 дней назад

    Nira pakhya katha ❤

  • @parabatikantha5853
    @parabatikantha5853 13 дней назад

    ଲାଟିନ ପୁରୀ ହିସାବ deiki
    ପଛେ jaha kuha

  • @premdanlakra6417
    @premdanlakra6417 20 дней назад

    Very good

  • @PankajKumar-wo9mc
    @PankajKumar-wo9mc 16 дней назад

    Rightt bahai

  • @MuraliDharjani-w3q
    @MuraliDharjani-w3q 17 дней назад

    Good bay sir

  • @amiyakantalohar7646
    @amiyakantalohar7646 21 день назад

    Thanks bhai

  • @Trilochannaik556
    @Trilochannaik556 20 дней назад +1

    ଆଗରୁ ଶୋଇଥିଲ ବିଜେଡି ଯେତେବେଳେ ଗୋଟିଏ bus stop ପିଛା 5,22,000/ ଖର୍ଚା ହେଲା ସେଠିର ହିସାବ ତ ମାଗିଲନି, ତମ ଭଳିଆ ଚାମଚା ପୃଥିବୀ ର ଗୋଟିଏ ବୋଝ

    • @welcomeodisha469
      @welcomeodisha469 20 дней назад

      Enquiry karuni ei sarkar...jie kariba Katha ta karuni aau sie karichi eie karini kana kahucha...mature hua

    • @HarischanndraSethy
      @HarischanndraSethy 17 дней назад

      Nahi tu kaauthi thilu ki bjd KU pocha ri luni

  • @Jayant-yi1xl
    @Jayant-yi1xl 20 дней назад +1

    Bjp ବାଲା କାହିକି ତୋମେ ରାଗୁଛ

  • @kumarphiroj3569
    @kumarphiroj3569 12 дней назад

    ଆରେ ଭାଈମାନେ ବିଜେପି ସରକାର ଚର ଏହି ମାଧ୍ୟମରେ ଚରକରନ୍ତି ବୁଝିବା ଦରକାର

  • @UntalentedGuy147
    @UntalentedGuy147 14 дней назад

    Bhai thik kahila

  • @chanducreation1851
    @chanducreation1851 21 день назад +1

    ଭାଇ ଗୋଟେ Educated person 😂😂😂😂

  • @PratyushMaharana-jc3wg
    @PratyushMaharana-jc3wg 17 дней назад

    💯 Persent right 👍

  • @biranchibaral7519
    @biranchibaral7519 16 дней назад

    A. Sir perfect katha kahuchati
    A. Tautor B. J. P. Sarkaar

  • @Saicateringserviceno-1
    @Saicateringserviceno-1 21 день назад

    Semane am mankar .atithi

  • @garibaparisad
    @garibaparisad 19 дней назад

    Tank you

  • @Skgbul470
    @Skgbul470 19 дней назад

    ମୋହନ ମାଝୀ ଧର୍ମେନ୍ଦ୍ର ପ୍ରଧାନ
    ମୋଦୀ ଶାହା ଏଇ ଚାରି ଜଣ ଙ୍କ ଚାନ୍ଦା ରେ 125 କୋଟି ଟଙ୍କା ଖର୍ଚ୍ଚ କରାଗଲା.

  • @solomonpurty2671
    @solomonpurty2671 16 дней назад

    ଗଣତନ୍ତ୍ର ର modififaction ଦରକାର ଅଛି । ଓଡ଼ିଶା ର ନିୟମ କାନୁନ, ଆଇନ ପ୍ରଣୟନ, ଶାସନ ଖସଡ଼ା ର ନିୟନ୍ତ୍ରଣ କେବଳ ୧୪୭ ନିର୍ବାଚିତ ପ୍ରତିନିଧି କି ସର୍ବ ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ଵାରା ଲାଗୁ କରାଯାଇ ପାରିବ ନାହିଁ। ଗ୍ରାମ ଜନ ପ୍ରତିନିଧି ଓ ତହସିଲ/ ବ୍ଲକ ସ୍ତରୀୟ ଜନ ପ୍ରତିନିଧି ମାନ ଙ୍କୁ ନିଯୁକ୍ତି ଦେଇ ଭୋଟ ଜରିଆରେ ସମସ୍ତ ଜିନିଷ ର ରୂପରେଖ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ କରାଯାଉ।

  • @mr_crown-x
    @mr_crown-x 20 дней назад

    Thik katha bhai

  • @jeetchefcooking
    @jeetchefcooking 21 день назад +2

    Modi odisha ku biki daba😂😂😂😂😂

  • @manojjena7608
    @manojjena7608 21 день назад +2

    Right👍🏿

  • @BrundabanSahoo-ty6vq
    @BrundabanSahoo-ty6vq 21 день назад +1

    ଲୋକଙ୍କ ର ଵିରୋଧି ସରକାର ଦରଦାମ ଆକାଶ ଛୁଆ ଗରିଵ ଲୋକଙ୍କୁ ଏ ସରକାର ମାରିଦଵ

  • @chanducreation1851
    @chanducreation1851 21 день назад

    ପଛ ଜଳିବା ଆରମ୍ଭ ହେଲା, ଆଗକୁ ସବୁ ଦିନ ଗୋଟେ ଗୋଟେ educated ପିଲା ସବୁ ଆସି ଭାଷଣ ମାରିବେ, ଏ ଯୋଉ type ରେ କହୁଚି ଏମିତି ଭାଷଣ କେବଳ ଗୋଟେ educated ପିଲା ଦେଇପାରିବ 😂😂😂😂

  • @pkmohanty1005
    @pkmohanty1005 21 день назад

    Very true... 👍

  • @kalyanpanda5885
    @kalyanpanda5885 10 дней назад

    ବାଳ ନୂଆ ଓ ରେ ଖର୍ଚ ହେଇଥିବା କୋଟି କୋଟି ଟଙ୍କା କଣ ହେଲା

  • @rameshnayak6188
    @rameshnayak6188 20 дней назад

    ଏ ଚର କିଛି ଜାଣିନି ବିଜେଡ଼ି ର ଚର

  • @swatiranjanswain1770
    @swatiranjanswain1770 21 день назад

    Right 👍

  • @BudhiaHansdah-c8r
    @BudhiaHansdah-c8r 17 дней назад

    ପିଠା ଜଜନାରେ କେତେ ଟଙ୍କା ଖର୍ଚ୍ଚ ହେଇଥିଲା

  • @MeghanadPradhan-p2k
    @MeghanadPradhan-p2k 21 день назад

    Bhari badhhila

  • @bijayapppradhan4563
    @bijayapppradhan4563 10 дней назад

    ଭାଇ ରେ ଆଉ ପାଦ ଚାଟେ ନି ବିଜେଡି ର. ମହା ଜ୍ଞାନୀ ଟା ଜ୍ଞାନ ବଣ୍ଟନ କଲା

  • @BishwaRanjanDas-wn1ru
    @BishwaRanjanDas-wn1ru 13 дней назад

    🙏

  • @dhirenkumarmahakud1597
    @dhirenkumarmahakud1597 18 дней назад

    Thik

  • @Mahakaal-u8n
    @Mahakaal-u8n 21 день назад

    ରାଇଟ ଭାଇ ପରଫେକ୍ଟ କଥା କହିଲ ❤

  • @bollywoodgossip123-b8v
    @bollywoodgossip123-b8v 20 дней назад +1

    Pandian helecopter kharcha hisab maga aga deha daruche na kan

  • @banamalipanigrahi9104
    @banamalipanigrahi9104 20 дней назад

    💯

  • @tapaswinisahoo5837
    @tapaswinisahoo5837 21 день назад +1

    Eb lokamane sachetana hei hisab magucha ..kni 5t re ranga ju laguthila sete bele soithila ki ???? Mangana khaiki
    Tama manasikta ete kharab helani ebe sabu niche badhiba. Jay Jagannath 🙏🙏

  • @PurnaPujari-z6q
    @PurnaPujari-z6q 20 дней назад

    ସାଲା ବିଜେଡି ବାଲା ବିଜେଡି କରୁ ତିଲାକୀ ନାହିଁ ବେ ଆକି ପୁଟି ତି ଲା କି ବେ

  • @MISHIKA833
    @MISHIKA833 21 день назад

    right

  • @parabatikantha5853
    @parabatikantha5853 13 дней назад

    ଆପଣଙ୍କର ବୟସ heini ତର୍ଜମା kai

  • @kalpatarusahoo1682
    @kalpatarusahoo1682 13 дней назад

    Naveen babu bhul kale 1999 pare odisha ku develop karibara nathila ete semiti jharkhanda chhatisgarh bhali rakhithante bhala heithanta khali sabubele khaigala kahucha odisha situation ete kharap thila RBI loan dabaku bi mana karideli Naveen babu management kariki development karile ta puni every disaster ku face kariki taku dekha jauni kete khaila yei hisab hauchi

  • @pradeepmeher2535
    @pradeepmeher2535 16 дней назад

    OK

  • @kararokikumar7289
    @kararokikumar7289 20 дней назад

    ମୋର ପ୍ରଶ୍ନ ନବୀନ ବାବୁ ମନ୍ଦିର ପରିକଳ୍ପନା ରେ ଯୋଉ 4200କୋଟି ବିଲ ଦେଖାଓ ଆଉ ବିଜେଡି କେରୁତା କମ୍ପାନୀ କରିଛନ୍ତି ଟିକେ କହିବେ

  • @jitendramallik2076
    @jitendramallik2076 11 дней назад

    Bag bele kauthi thila. Wait kara