Very good explain for geography student. But less informative for geology student. Sir you are confused about divergent plate boundaries. You know p and s wave passes through asthenospher that means it's not liquids or semi liquids also it deform like Maxwell substance.
@@PINASODIAPHYSICS-vm1fu Could you find the time and place when these supernatural powers have appered Or acted for mankind in the time of highest tragedy & necessity???? But you are right... It is a belief only. And there is a difference between Fact & Belief.
ବହୁତ୍ ବଢିଆ ଲାଗିଲା sir ଏ ବିଷୟରେ ଜାଣିବାର ଇଚ୍ଛା ବହୁତ ଥିଲା ❤ ଜାଣି ବହୁତ୍ ଭଲ ଲାଗିଲା , 🎉🎉🎉 ଧନ୍ୟବାଦ୍
ଜାଣି ଖୁସି ହେଲି
ସାର୍ ପାହାଡ଼ ତଳରୁ ଝରଣା କେମିତି ବାହାରୁଛି ସେ ବିଷୟରେ ବିଡ଼ିଓ କରନ୍ତୁ ସାର୍ ଧନ୍ୟବାଦ।
ନିଶ୍ଚୟ
ନିହାତି କରନ୍ତୁ ସାର୍।
Yes sir
Very nice explan sir ❤❤❤❤
Thanks
Thank you so much sir.. ଆପଣଙ୍କ ସରଳ ଭାଷାରେ ବୁଝାଇବା ଶୈଳୀ, ଆଉ ବିଜ୍ଞାନକୁ ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବାକୁ।ଧନ୍ୟବାଦ୍ ସାର୍।
Apananku madhya dhanyabad
These classes are fundamental for all new competative aspirants.thank you sir do more videos ❤❤❤
Sure
Very good and best video sir
Thanks for watching
nice teaching for all so God bless you.
Thanks
Thank you sir. Sethipani Pruthibi ku Maa Laxmi Kuha jae. Jay Pruthibi Mata
Han pura thik
ସାର୍ ଆପଣଭଲଭାବରେ ବୁଝାଉ ଛନ୍ତି ହେଲେ ଏ ନଦୀ, ପାହାଡ଼ ଆସିଲା କୁଆଡୁ 🙏🙏
Ok
Very interesting subject sir
Thanks
Very nice sir God bless you.
Thanks
Very good sir thank you.
Welcome
❤️❤️❤️❤️❤️❤️
Thanks
🙏
Namaskar
Sir ଆପଣଙ୍କୁ, ବହୁତ ଧନ୍ୟବାଦ, ଏତେ ସୁନ୍ଦର ବିଜ୍ଞାନ ଭିତିକ ଜ୍ଞାନ ଅମଙ୍କୁ ପ୍ରଦାନ କଲେ, ଏବଂ ଆମେ ଅତି ସହଜ ରେ ଜାଣିପାରିଲୁ, 💐💐🙏🙏🙏🙏
ଆପଣଙ୍କୁ ମଧ୍ୟ ଧନ୍ୟବାଦ୍
Love you Sir ❤❤❤❤
Ok
ସୁନ୍ଦର ଉପସ୍ଥାପନା 👍
ଧନ୍ୟବାଦ୍
Fantastic explanation sir
Thanks
Thank you sir 🙏
Welcome
Thank you sir 👍👍🙏
Most welcome
Aapana nka padheba style bahut badhiya sir.🙏
Thanks
Sir namaskar bahut vala sir😊😊
Dhanyabad
Very interesting video
Thanks
Thanks
Thank you sir ❤❤❤❤❤
Welcome
Good morning sir
Good morning
❤❤❤❤ thanks sir
Welcome
Bahut badhia ki bujhauchhanti sir
Thanks
Nice
Thanks
Very nicely explained sir❤🙏🙏
Thanks
Thank you sir
Welcome
All doubt clear sir, purbaru evali video dekhinathili
Happy to note it
Thank you sir super
Thanks
Sir, your description is very nice. Please make a video relating how mountain strea is formed and it never dries. Thank you.
Sure
ସାର୍ ବର୍ଷା ସମୟରେ ଆକାଶରୁ କୁଆପଥର କାହିଁକି ପଡ଼େ ସେ ବିଷୟରେ ବୁଝାନ୍ତୁ ❤
Ok sure
ଦିବ୍ୟ ଜ୍ଞାନ କହୁଛି ମାଟି,ପାଣି, ପବନ, ଅଗ୍ନି,ଆକାଶ ଏହି ପଞ୍ଚ ମହା ଭୂତ ରେ ପୃଥିବୀ ତିଆରି ହୋଇଛି। ନିଜ ଶରୀର ମଧ୍ୟ ପଞ୍ଚ ଭୂତରେ ଗଠନ ହୋଇଛି। କିନ୍ତୁ ଭୈାତିକ ଜ୍ଞାନ ଦ୍ବାରା ଏହାକୁ ଜାଣିଵା କଠିନ ହେବ।
ହଁ ଭୌତିକ ବିଜ୍ଞାନ ଆଉ ଦିବ୍ୟ ଜ୍ଞାନ ଦୁଇଟା ଆମର ଜ୍ଞାନ ବଢାଏ
ଶାର ନମସ୍କାର ମୁଁ ଦେଖିଛି ଯେ କିଛି ଜାଗାରେ ତୁବୱେଲ ଖୋଲିଲେ ଆପେ ଆପେ ପାଣି ଉପରକୁ ଜୋର୍ ରେ ବାହାରି ଥାଏ ।କଣ ପାଇଁ ? ଟିକେ କହିବେ ଶା ର।
ନିଶ୍ଚୟ ଏଇ ଟପିକ ଉପରେ ଭିଡିଓ ବନେଇବୀ
ସାର୍ ଚନ୍ଦ୍ର ଗ୍ରହର ବିଷୟ ରେ କିଛି ଭିଡିଓ ଆଣନ୍ତି
Ok
ସାର ଋତୁ କେମିତି ପରିବର୍ତନ ହଉଚି ସେ ବିଷୟରେ ଗୋଟେ ଭିଡ଼ିଓ ଆଣନ୍ତୁ
ନିଶ୍ଚୟ
Bhol patha sabo
Ok
ଖାନ୍ ସାର୍ ଙ୍କ ଭିଡିଓ କୁ ଟିକେ ଦେଖନ୍ତୁ ପ୍ଲିଜ
କଣ ପାଇଁ ଦେଖିବି ଅନ୍ୟ କାରଣ
Sir views Jama jauni
Han sikhya sambadhiya topic re viewership badheibaku time lage
Very good explain for geography student. But less informative for geology student. Sir you are confused about divergent plate boundaries. You know p and s wave passes through asthenospher that means it's not liquids or semi liquids also it deform like Maxwell substance.
Yes but I am focusing for common mass
You are a science teacher, do you believe in mythological gods?
Do have beliefs in supernatural power
@@PINASODIAPHYSICS-vm1fu Could you find the time and place when these supernatural powers have appered Or acted for mankind in the time of highest tragedy & necessity???? But you are right... It is a belief only. And there is a difference between Fact & Belief.
ପୃଥିବୀ କୁ ତ hole କରି କରି ଖୋଳପା କରି ସାରିଲେ ନି
Yes
Sir H2o ଉପେରେ ଗୋଟିଏ ଭିଡିଓ ଆସନ୍ତୁ ପାଣି ଭିତରେ oxygen ଉପରେ କୁହନ୍ତୁ
ହଉ ନିଶ୍ଚୟ
Sir 1989 ku apana 1998 kahuchhanti 😅😅
Han kahila bele mistake
ଭୁତଳ ଜଳ କେତେ କିଲୋମିଟର ପର୍ଯ୍ୟନ୍ତ ଗଛିତ ଅଛି
Mu janini but study karibi for sure
ପାଣି କୋଉଠି ଅଛି, ବୋରିଂ କଲେ ପାଣି kameti ବାହାରୁଛି, ଗୋଟେ ଗୋଟେ tibula ରୁ ସବୁବେଳେ ପାଣି ବାହାରୁ ଥାଏ ନ ମାଡ଼ିଲେ be , ଗୋଟିଏ video କରନ୍ତି।
ହଉ ଵନେଇବି ଟାଇମ ଦେଖିକି