Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Sir osssc DEO post kebe asibo sir
Sir age limit 38yrs hebe ki sir 2025re
Ha
କେହି grievance ଦିଅନ୍ତୁ ନାହିଁ କାରଣ osssc ର ଇଏ ଗୋଟିଏ ଚାଲ, ସିଧାସଳଖ osssc ବିରୋଧରେ ନିଜର candidate login id ରୁ compalin କରିବା ମାନେ osssc ପାଖରେ ଆପଣ ସବୁବେଳ ପାଇଁ ଚିନ୍ହିତ ହୋଇ ରହିବେ. କାରଣ ତାଙ୍କର ଅଧିକାରୀ staff ସମସ୍ତେ ତାଙ୍କ ସପକ୍ଷରେ ଯିବେ, ଆଉ ଏମିତିରେ chairman change କରାଯାଇଛି ପିଲାମାନଙ୍କର ଅଭିଯୋଗ ଉପରେ ସେମାନେ ଆହୁରି ପ୍ରତିଶୋଧ ପରାୟଣ ହୋଇ ଅଛନ୍ତି. କେହି ନିଜର login id ରୁ grievance ଦେଇ ଚିନ୍ହା ପଡନ୍ତୁ ନାହିଁ. ଅଯଥାରେ ଅନ୍ୟ ମାନଙ୍କ ବୁଦ୍ଧିରେ ନିଜେ ବୁଦ୍ଧିଭ୍ରଷ୍ଟ ହୋଇ ଭୁଲ କରିବାରୁ ବିରତ ରୁହନ୍ତୁ. ଆମେ ପିଲା ମାନେ govt ସହ ଲଢେଇ କଲେ ବି ତାଙ୍କ ହାତ ବହୁତ ଲମ୍ବା କାରଣ ଏତେ strike ପରେ ବି ସେ ଆମ କଥା ଶୁଣୁଛନ୍ତି କି. ଆପଣମାନେ ନିଜେ ଦେଖନ୍ତୁ ଆମେ login id ରେ ଯାହା ବି exam ଦେଉଛେ ତାର ସବୁ ରେକର୍ଡ ଆମେ କଣ ଦେଇଛେ ବିଗତ ଦିନ ମାନଙ୍କରେ ସବୁ record ରହୁଛି, ତେଣୁ ଆପଣ ଏବେ osssc ବିପକ୍ଷରେ ଯାହା ବି ଲେଖିବେ ତାହା ସବୁବେଳ ପାଇଁ ତାଙ୍କ ପାଖରେ record ରହିଯିବ.
Grievance ଦେଲେ OSSSC ଜାଣିପାରିବ ଯେ... ପ୍ରକୁତ ରେ କେତେ ଜଣଙ୍କର ଅନ୍ୟାୟ ହେଇଛି....