Ki Nadare Prana Sangini | କି ନାଦରେ ପ୍ରାଣ ସଂଗିନୀ | Namita Agrawal | Sidharth Music
HTML-код
- Опубликовано: 11 фев 2025
- Sidharth Music presents devotional video song "Ki Nadare Prana Sangini" from the bhajan album Hrudayara Gita Vol-8. This is the bhajan album of Namita Agrawal recorded in the year 2010. Namita Agrawal others has acted in the video song.
Song: Ki Nadare Prana Sangini
Album: Hrudayara Gita Vol-8
Singer: Namita Agrawal
Video Artiste: Namita Agrawal
Music Director: Traditional
Lyrics: Traditional
Video Director:
Producer: Sitaram Agrawal
Music Label: Sidharth Music
Year: 2010
________________________________
♪ Full Song Available on ♪
JioSaavn : bit.ly/39iC9W5
Wynk : bit.ly/39jpfa9
Gaana : bit.ly/38y5Hj9
Apple Music : apple.co/3oLD1c0
Amazon Music : amzn.to/3q99GZE
iTunes : apple.co/3oLD1c0
Spotify : spoti.fi/3bB1UU2
___________________________________
For Caller Tune : Operator Codes
Airtel Users Dial 5432115639931
Airtel Users also get it free from Wynk App
Vodafone Users Dial 5378136961
BSNL (East/ South) Users sms BT 8136961 To 56700
Idea Users Dial 567898136961
Jio Users get it free from JioSaavn App
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" RUclips Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other RUclips Channels:
👉 Namita Agrawal : / namitaagrawal
👉 Sidharth Music: / sidharthmusic
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal
#SidharthMusic #SidharthTV #SitaramAgrawal #NamitaAgrawal
ବହୁତ୍ ସୁନ୍ଦର୍ ଭାବପୂର୍ଣ ପରିବେଶଣ ବୋଲି ମୁଁ କହିବି, କାରଣ ଅନେକ ଜାଗାରେ ଶାସ୍ତ୍ରୀୟ ଅଳଙ୍କାର ଯେମିତି ମୁର୍କି ର ସ୍ଵାଭାବିକ ପ୍ରଦର୍ଶନ ଫଳରେ ଗୀତଟି ଖୁବ୍ ଶ୍ରୁତି ମଧୁର ଲାଗୁଛି। ତେବେ, ନମିତା ଅଗ୍ରୱାଲ ଙ୍କୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ବା ଅନ୍ୟ କେଉଁ ଲବ୍ଧ ପ୍ରତିଷ୍ଠ କଣ୍ଠଶଳ୍ପୀ ଙ୍କ ସହିତ ତୁଳନା କରି ଦେଖିବା ଅନ୍ୟାୟ ନିଶ୍ଚୟ। ଶାସ୍ତ୍ରୀୟ ରାଗ ଆଧାରିତ ଗୀତ ଗାୟନ ରେ ରଘୁନାଥ ପାଣିଗ୍ରାହୀ ଓ ସୁନନ୍ଦା ପଟ୍ଟନାୟକ ଯେ ଅପ୍ରତିଦ୍ଵନ୍ଦୀ କଳାକାର ଥିଲେ ଏହା ନିସନ୍ଦେହରେ କୁହାଯାଇ ପାରେ।
Kintu Namita mam bahut bhala gaichanti
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
ସୃତିରେ ସୁଧା ବରଷି, ସୃତିରେ ସୁଧା ବରଷି
ଧୃତି ନଆସେ ମୋ ଜୀବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
ଦିଗ ବିଦିଗେ ପ୍ରସରି, ଖଗମୃଗ ଜଣା କରି
ଦିଗ ବିଦିଗେ ପ୍ରସରି, ଖଗମୃଗ ଜଣା କରି
କୁଳପତି ନିବିଗ୍ରନ୍ଥୀ , କୁଳପତି ନିବିଗ୍ରନ୍ଥୀ
ଫିଟାଉଛି ଅଯତନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
ଜଳସ୍ଥମ୍ଭ ଗ୍ରାବ ଦ୍ରବ , ହୋଇଲା କି ଅସମ୍ଭବ
ଜଳସ୍ଥମ୍ଭ ଗ୍ରାବ ଦ୍ରବ , ହୋଇଲା କି ଅସମ୍ଭବ
ଆଜ ନ ମୁଁ, ଆଜ କୁ ମୁଁ , ଆଜ ନ ମୁଁ, ଆଜ କୁ ମୁଁ
ଶୁଣି ତ ନଥିଲି ଦିନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
ଆସୁ କି 'ବା ମୋ ପାଶକୁ, ଲଭିଲି ଟିକି ଦଶାକୁ
ଆସୁ କି 'ବା ମୋ ପାଶକୁ, ଲଭିଲି ଟିକି ଦଶାକୁ
ନିପଫୁଲ ପରି ଲୋମ , ନିପଫୁଲ ପରି ଲୋମ
ପୁରିଲା ମୋ ଅପଭାନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
ତୋଳିଲା କୁସୁମ କରୁ, ଗଳିପଡ଼ିଲା ରମ୍ଭରୁ
ତୋଳିଲା କୁସୁମ କରୁ, ଗଳିପଡ଼ିଲା ରମ୍ଭରୁ
ରହି ପାରିବିନାହିଁ ମୁଁ, ରହି ପାରିବିନାହିଁ ମୁଁ
ଛାଡ଼ିଦେ ନେଇ ସଦନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
ବଜାଉଛି ରସାଳସି, ନିକୁଞ୍ଜ ଦେବତା ବଂଶୀ
ବଜାଉଛି ରସାଳସି, ନିକୁଞ୍ଜ ଦେବତା ବଂଶୀ
ଗୋପାଳକୃଷ୍ଣ ଭାସଇ,ଗୋପାଳକୃଷ୍ଣ ଭାସଇ
ପ୍ରକଟିଲା ତ୍ରିଭୁବନେ
କି ନାଦରେ ପ୍ରାଣ ସଙ୍ଗିନୀ, ଶୁଭୁଛି କଦମ୍ବ ବନେ
କି ନାଦରେ ପ୍ରାଣ ସଙ୍ଗିନୀ
I don't find any word how to praise Namita didi।she is out standing for serving in the field of ।usic for a longer period in odisa।I wish a long life।❤❤❤
Jay Jagannath 🙏Namita apa nku anurodh Jete odissi geet achhi sabu gai odishar tek rakhantu , odissi geet apanank voice re ati sunder laguchhi mahaprabhunk kruparu emiti gauthantu 👌🌹👌
Namita didi your cultural and artistic journey should continue inspiring many young artist of odissa because you are roll model to many।your struggle,endevour made you great much established Many thanks to you।people of odissa still expects more ।😂😂😂
Jay Jay shree jagannath 🙏🙏🙏my favorite bhajan 🙏🙏🙏
Bahutasunder vajan thank you namita maa
Sweet voiice melodious song
Jay Jay shree jagannath 🙏🙏🙏very sweet voice namita mam🙏🙏🙏
Wow sunile mana nachi uthuchi , super mam
OM NAMAH SHIVAY. OBSERVED DEVOTIONAL SONG AS RESPECTS LORD SHRI KRISHNA PRESENTED BY NAMITA AGRAWAL AN EMINENT SPIRITUAL SINGER CONTRIBUTING UNIQUE CHARMING GOD GIFTED VOICE SUPPORTED BY A GROUP OF ARTISTS ENHANCES RANGE OF DEVOTIONS.
Beautiful very Very nice thanks from RUKMINI PRODUCTION 🎉🎉🎉
Sabudoma sunchi ❤
Namita didi God bless you didi 🙏🙏🙏
Exlent. composition of Late Gopalkrishna.
Dream musical composition
Excellent vocal Odishi.
My favorite singer Namita agrawal mam ❤️❤️❤️
Great performance
So sweet
Bhala gita
It is really ❤ teaching song
Sundar
Jagannth swhami
Jay Jagannath
Very very nice
I like odisi chhanda champu
*ଜୟ ଜଗନ୍ନାଥ ସ୍ବାମୀ*
Piladene mo baba a geta ku radio re suni kandipakauthile
Jay jagannath
Very beautiful odishi song
fevorite song
Ganesh Barik bakar
Paramparika nirdista swara re gaiba ra thila
Thia odisi song isnot from odisi style. Thanked.
🙏🙏🙏
Original song was by Pt. Raghunath panigrahi. It's beyond comparision
sunder
Music or singer?
febraity song