Home ଶାନ୍ତି | Vastu Shastra | ଘରେ ଅତୃପ୍ତଆତ୍ମା ବାସ କଲେ କେଉଁ କ୍ଷତି ହୁଏ ? NandighoshaTV

Поделиться
HTML-код
  • Опубликовано: 22 ноя 2024

Комментарии • 304

  • @judhisthiranaik2503
    @judhisthiranaik2503 9 месяцев назад +5

    🙏ସାର ନମସ୍କାର, ଆପଣ 100%ସତ କଥା କହୁଛନ୍ତି, ଆପଣ ବହୁତ ସୁନ୍ଦର ଭାବରେ ବୁଝାଇ ଆମ ମାନଙ୍କ ମଧ୍ୟରୁ ଭ୍ରାନ୍ତ ଧାରଣାକୁ ଦୂର କରୁ ଥିବାରୁ ବହୁତ ବହୁତ ଧନ୍ୟବାଦ 🌺ଜୟ ଜଗନ୍ନାଥ 🌺🙏

  • @giridharimahapatra2119
    @giridharimahapatra2119 2 года назад +4

    ମଉସାଙ୍କ ଅଭିନୟ ସୁନ୍ଦର

  • @auroprakashbarik1141
    @auroprakashbarik1141 2 года назад +25

    ଟିକେ ଅଧିକା ହେଇଗଲା ମାଉସା ଙ୍କ ର ଅଭିନୟ ....କିନ୍ତୁ ବହୁତ ଭଲ ଲାଗିଲା ଗପ ସହିତ ଅଭିନୟ...🥰

    • @ultraabhi5954
      @ultraabhi5954 2 года назад +1

      50 rupee cut ✂ for over acting

    • @biswajitpanda9232
      @biswajitpanda9232 2 года назад +1

      Video 1st ra reality ta overacting barbad Kari dela....

    • @creatordeepakkumaroffical921
      @creatordeepakkumaroffical921 2 года назад +1

      ପାଗଳ ଗପ ଲାଗୁଚି ତମ ସହ ଏମିତି ହେଲେ ଜାଣିବ

  • @jyotiprakashdas3182
    @jyotiprakashdas3182 2 года назад +1

    Bahut badhia information sir..

  • @suryakanta7282
    @suryakanta7282 2 года назад +11

    ମୋତେ ବହୁତ ଖୁସି ଲାଗୁଛି ଆପଣ ଭୁତ କଥା କହୁଛନ୍ତି,,ଗୀତ,ଭାଗବତ,ବେଡ଼,ବେଦାନ୍ତ ନାମ ନେଉଛନ୍ତୁ
    ଜୟ ଜଗନ୍ନାଥ ସ୍ୱାମୀ

  • @sahajogaparibar7303
    @sahajogaparibar7303 2 года назад +21

    Sir ବହୁତ ବହୁତ ଧନ୍ୟବାଦ 🙏ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ 🙏🙏🙏

  • @sureshchandrajena9134
    @sureshchandrajena9134 2 года назад +1

    Great mentalist.

  • @ThoughtsofMindpilupilu
    @ThoughtsofMindpilupilu 2 года назад +1

    Jay jagannath

  • @balaramsahoo2004
    @balaramsahoo2004 2 года назад +1

    Really excellent hope .....…....

  • @kumarkaliakhordha5950
    @kumarkaliakhordha5950 Год назад

    Sir apan bahut bhala katha kahuchanti

  • @rinkypatnaik1990
    @rinkypatnaik1990 2 года назад +2

    8.57..this is true..things disappear and gets misplaced@paranormal activity.dont know abt vaastu shastra.
    Bt evil spirits exist for sure

  • @rakeshmandal7000
    @rakeshmandal7000 2 года назад +2

    Jai hanuman

  • @narottamsethi6918
    @narottamsethi6918 Год назад

    🙏🙏Bahut Bahut Dhanyawad 🙏🙏

  • @debasmitasahoo8225
    @debasmitasahoo8225 2 года назад +1

    Hare krisna hare krisna bolo

  • @bishnupriyaodiadailyroutin5090
    @bishnupriyaodiadailyroutin5090 2 года назад +5

    ସାର୍ ନମସ୍କାର ଆପଣଙ୍କୁ ଆମ ଘରକୁ ଡ଼ାକିବାକୁ ଚାହୁଁଛୁ please help କରନ୍ତୁ ଆମେ ଜାଣି ପାରୁନୁ

  • @bilasinijena3969
    @bilasinijena3969 2 года назад +1

    Dhanyavaad 🙏🙏🙏🙏🙏

  • @manoramabhuyan6275
    @manoramabhuyan6275 2 года назад +4

    ବାସ୍ତୁବିଜ୍ଞାନୀ ଜୀରା ରୁ ଶିରା ବାହାର କରିବା ଲୋକୋ. ନିଜ ଘରେ ଭି କେତେ ଭୁଲ ଥିବ.

  • @biswabhusanrath2814
    @biswabhusanrath2814 2 года назад +2

    Dhanyabad Pandit mahashayanku.
    Jay Jagannath. 🙏🙏🙏

  • @pitabassahoo7318
    @pitabassahoo7318 2 года назад +1

    ଦୁର୍ଭାଗ୍ୟ ଏ ଦେଶର ନିଜର ସ୍ବାର୍ଥ ପାଇଁ ଯୋତିସ ଶାସ୍ତ୍ର ଅର୍ଥ ର ଅନର୍ଥ କରିଦେଲେଣି କିଛି ପଣ୍ଡି ପୂଜାରୀ ମାନେ। ଯେମିତି ଏମାନେ ଇଶ୍ଵର ଙ୍କ ସୃଷ୍ଟିରେ ଇଶ୍ଵର ଙ୍କ ହିଁ ନିୟମ ବିରୁଦ୍ଧ କାମ କରୁଛନ୍ତି। ସୃଷ୍ଟିର ଆରମ୍ଭରେ ପରମେଶ୍ବର ମଣିଷ କୁ ବେଦ୍ ପ୍ରଦାନ କରିଥିଲେ । ପୁରାଣ ଗ୍ରନ୍ଥ ନାହିଁ।

  • @sonaqueen2387
    @sonaqueen2387 Год назад +1

    Jay sri ram

  • @sakuntalasethi447
    @sakuntalasethi447 3 месяца назад

    Sir pranam ama katha sunine❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @pitabassahoo7318
    @pitabassahoo7318 2 года назад

    ତମ ମାନଙ୍କ ଯୋଗୁଁ ଆଜି ସନାତନ ଧର୍ମ ର ବେପାର ଚାଲିଛି । ବେଦରେ କୌଣସି ଭୂତ୍ ପ୍ରେତ ର ବର୍ଣ୍ଣନା ନାହିଁ। ହଁ ଇଶାଇ ଧର୍ମ ଇସଲାମ ଧର୍ମ ରେ ଅଛି କାହିଁକି ନା ସେମାନେ ,ପୂର୍ଣ୍ଣ ଜନ୍ମ, ମାନେ ପୁଣି ଥରେ ମଣିଷ ଜନ୍ମ ହୁଏ ବୋଲି ବିଶ୍ବାସ ନାହିଁ । ସେଇଥି ପାଇଁ ସେମାନଙ୍କ ର ମଲା ପାରେ ,ଭୂତ, ପ୍ରେତ ହୁଅନ୍ତି ।

  • @Travelandmore-01
    @Travelandmore-01 2 года назад +1

    Ete asana ghara

  • @Goslow3037
    @Goslow3037 Год назад

    @11:05, ଆଗନ୍ତୁକ, ଅନ୍ଧ ବିଶ୍ବାସ କଥା କହୁଛନ୍ତି 🙄।
    ଆଜି କାଲି ର ଦୁନିଆ ରେ , ସରକାର, ବୁଦ୍ଧିଜୀବୀ ସମସ୍ତେ କନ୍ୟା ସନ୍ତାନ କୌଣସି ଗୁଣ ରେ ପୁତ୍ର, ଠାରୁ କମ ନୁହେଁ ପ୍ରଚାର କରୁଛନ୍ତି ।
    ସେଇ ସମୟ ରେ, ସେ ଲୋକୋ ଓ ନନ୍ଦିଘୋଷ ପ୍ରଚାର କରୁଚି କି, ଭୁତ ପ୍ରେତ ବାସ ଥିଲେ ଘରେ କନ୍ୟା ସନ୍ତାନ ଜନ୍ମ ହୁଅନ୍ତି ??
    ଏହା କଣ ଦେଖେଇ ବାକୁ ଚାହାଁନ୍ତି, ! ଯାହା ଘରେ କନ୍ୟା ସନ୍ତାନ ଅଛନ୍ତି , ସେଇ ମାନଙ୍କ ଘରେ ଭୂତ ପିଶାଚ ଅଚନ୍ତି ?

  • @subratsubratbehera4714
    @subratsubratbehera4714 7 месяцев назад

    🙏ସାରେ ମାଟି ଆପଣେ ଦେଖନ୍ତି 🙏

  • @InvestmentGk
    @InvestmentGk 2 года назад +7

    ଭାଇ ଯେଉଁ ମାନେ ନିଜ ଝାଳ ବୁହା ଧନରେ ଘର କରନ୍ତି ତାଙ୍କର ଘର ସବୁବେଳେ ଠିକ ହୋଇଥାଏ କାରଣ ତାଙ୍କ କଷ୍ଟ ଅର୍ଜିତ ଧନ ଭଗବାନଙ୍କ ଆଶ୍ରିବାଦ ରୁ ଆସିଥାଏ. ଆଉ ଯେଉଁ ମାନେ ଲାଞ୍ଚ ନେଇକି ଘର ତିଆରି କରନ୍ତି ତାଙ୍କ ଘରେ ସବୁବେଳେ ଆସନ୍ତି

  • @sureshchandrajena9134
    @sureshchandrajena9134 2 года назад +1

    ଆପଣ ଜଣେ ଥଣ୍ଡା ଠକ। ଆପଣ କଣ ଭଗବାନ? ସବୁ ଠିକ କରି ଦେବେ? କିଛି କରିବାର ନାଁହି। ସଫା ସୁତରା କରି ରହିଲେ ହେଲା। ପୁଳାଇ ବହି ପଢି କହୁଛ। ଏହା ଗୋଟି ବେପାର।

  • @143shreeradhe
    @143shreeradhe 2 года назад +2

    ଗୋଟେ ପାଲା ଲଗେଇ ଛ।

  • @sudhirjena7237
    @sudhirjena7237 2 года назад +1

    12.35 sec pacharile taku handi rakha hue ta tapare answer sunile aau mu janithili agaru mane kana bahut diplomatic show aita

  • @gayatridas9563
    @gayatridas9563 2 года назад +1

    Sir aamo ghore bi abholia houchi moro bi bar bar operation houchi onta re pabana otakuchi

  • @Suneheripuja
    @Suneheripuja 2 года назад

    Bahut bhaut dhanya bad

  • @planetearthindiaworldkk7708
    @planetearthindiaworldkk7708 2 года назад

    Jay bhole... Keep it up.. God bless you..

  • @armangeming4840
    @armangeming4840 2 года назад

    Sir fees kete lagiba bhutval laguchi apanka programme biswas b laguchi

  • @sangitadehurysangitadehury1951

    Sir bahutu bhalo bujhanti ama Ghar semiti heitila tanka kata Suni Sabu karila Dena TU Sabu thik

  • @prasantakhuntia9083
    @prasantakhuntia9083 2 года назад

    You are great sir🙏🙏🙏

  • @minumishra6511
    @minumishra6511 2 года назад +1

    Om shanti 🙏

  • @padmalochansethi6335
    @padmalochansethi6335 2 года назад

    hm mo ghare achi gote atupta atma
    au mu ta sahita bahut khusi re achi

  • @geetanjalisethi7619
    @geetanjalisethi7619 2 года назад +5

    Sir thank you so much 🙏🏻Radhe krishna😊

  • @rabinarayanpanda1779
    @rabinarayanpanda1779 2 года назад +5

    dhanyabad.sir

  • @pratapchandramohapatra2950
    @pratapchandramohapatra2950 9 месяцев назад

    West south road East North Block gate & maingate West & South area 29× 28 =812 sq.ft watet tannk in middle point latrine sefty tank in middle north

  • @Mr.Harish131
    @Mr.Harish131 2 года назад +10

    ଘରକୁ ଆସି ବା ଓ ପ୍ରତିକାର କରିବା ପାଇଁ ଆପଣଙ୍କ ଫିଜ୍ କେତେ ଆଜ୍ଞା....?

    • @mr.aninanacomedy1999
      @mr.aninanacomedy1999 2 года назад +3

      Michha sabu paisa lutibara

    • @durgaprasadsethi7565
      @durgaprasadsethi7565 2 года назад

      ଆଗ ଭାରତକୁ ମହାନ କର । ତା ପରେ ବାଳ ବେପାର କରିବ ।

  • @rameshsenapati7247
    @rameshsenapati7247 2 года назад

    Sir thakora ghare Tali chitra thakora rakhi poja Kari habaki

  • @runilataroutray5425
    @runilataroutray5425 2 года назад

    Beautiful

  • @lalitakantabehera6757
    @lalitakantabehera6757 2 года назад

    jay jay

  • @worldmoviesstar2.0
    @worldmoviesstar2.0 2 года назад

    Bhuto preto samosya pain reply diontu...

  • @sharatnayak5181
    @sharatnayak5181 2 года назад +1

    Hariom prabhuji jay.gurudev jay.jagannath

  • @debasmitasahoo8904
    @debasmitasahoo8904 2 года назад

    Sir pilanka patha mane rakhiba paei ratire gotie letter kahithile kana aauthare kahidiantu

  • @cricketlover.4868
    @cricketlover.4868 2 года назад

    Jay Jagannath

  • @bijaypradhan3967
    @bijaypradhan3967 2 года назад

    Hare Krishna 🙏🙏🙏🙏🙏🙏🙏

  • @putulmunda1381
    @putulmunda1381 2 года назад +2

    Sir pranam 🙏🙏🙏

  • @jharanaswain7801
    @jharanaswain7801 Год назад

    Sir amara bahut asubidha hauchi

  • @pitabassahoo7318
    @pitabassahoo7318 2 года назад

    ଏ ମାନେ ବାସ୍ତୁ ଦୋଷ କହି । ବେଦ ବିରୁଧ କାମ କରୁଛନ୍ତି। ବେଦ ଇଶ୍ଵର ଙ୍କ ବାଣୀ । ସିଧା କଥା କହିବାକୁ ଗଲେ ,ବେଦ ହେଉଛି ଗୋଟେ ବିଜ୍ଞାନ , ବେଦ ହେଉଛି ସନାତନ ଆମେ କଣ କରିବା କଣ ନ କରିବା , କୋଉ ବସ୍ତୁରୁ କିପରି ଲାଭ ନବା ଏସବୁ ବେଦ ରେ ଅଛି, ଯଦି ଏମାନେ ଜୋତିଷ ଶାସ୍ତ୍ର ଦ୍ଵାରା ଲୋଙ୍କ ମାନଙ୍କ ଭବିଷ୍ୟ ଠିକ୍ କରିଦେବେ । ତାହେଲେ ଇଶ୍ଵର ବା ଭଗବାନ ଙ୍କ ସୃଷ୍ଟିରେ ନିୟମ ବିରୁଦ୍ଧ ହବ । ଭାରତ ଗୋଟେ କୃଷି ଦେଶ ହଁ ଜୋତିଷ ଶାସ୍ତ୍ର ଅନୁଯାୟୀ ଭବିଷ୍ୟ କହିହେବ କିନ୍ତୁ ଲୋକମାନଙ୍କର ନୁହେଁ। ଜଳବାୟୁ ର ପାଣିପାଗର

  • @chinmayakumarmallick9465
    @chinmayakumarmallick9465 2 года назад +1

    Sir namaskar

  • @bhabanisankar6889
    @bhabanisankar6889 2 года назад

    Ai duniya re sabuthu adhika bhayankar hauchi Manisha.. Kali juga ra Manisha ku bhuta preta bhaya karanti.

  • @ghrxyuvgaming8341
    @ghrxyuvgaming8341 2 года назад

    Jay Jagannath 🙏🏻

  • @ajayakumarnath3799
    @ajayakumarnath3799 2 года назад

    Sir🙏🙏🙏

  • @MrChinnmaya
    @MrChinnmaya 2 года назад +1

    Sir gharaku dekhibaku kete fee laguchi

  • @rabindrakumarmohanty9415
    @rabindrakumarmohanty9415 2 года назад +2

    ସର୍ଵ ମଙ୍ଗଳ ଜଗନ୍ନାଥ, ଆତ୍ମା କଣ କିଛି ନାହିଁ
    । ଦୁର୍ବଳ ମାନସିକତାର ନିଦର୍ଶନ ହେଉଛି ଭୂତ ପ୍ରେତ ର ଭୟ।ମାନସିକ ସ୍ତରରେ ଦୃଢ ଲୋକଙ୍କ ପାଖରୁ ଭୂତ ପ୍ରେତ ଡିଆଁ ମାରି ପଳାଇ ଯାଆନ୍ତି।ପଞ୍ଚ ମହାଭୁତ ରେ ଗଢା ଏ ଶରୀର ପଞ୍ଚ ମହାଭୂତ ରେ ବିଲିନ ହୋଇ ଯାଏ। ଆମର ମହାନ ଶାସ୍ତ୍ର ଭଗବତ୍ ଗୀତା କହେ ଆତ୍ମା ର ମୃତ୍ୟୁ ନାହିଁ ତାହା ପୁଣି ପରମାତ୍ମା ଙ୍କ ପାଖକୁ ଚାଲିଯାଏ ଓ ନୁତନ ଶରୀର
    ଗ୍ରହଣ କରେ।

  • @misslenybiswal7185
    @misslenybiswal7185 2 года назад

    Nice

  • @durgaprasadsethi7565
    @durgaprasadsethi7565 2 года назад +1

    ସେ ଘରେ ଯୋଉ ଭୂତ ଅଛି ତା ବୋଉ ବିଆ

  • @shaikhshaikh5859
    @shaikhshaikh5859 Год назад

    Sir ama ghara bi semitiya hauchi

  • @subratsubratbehera4714
    @subratsubratbehera4714 7 месяцев назад

    🙏ସାରେ ଜମିଟି କିଣିଛି ମାଟି ଟିକେ ଦେଖି ଥାନ୍ତେ 🙏

  • @chandrakantidash1121
    @chandrakantidash1121 2 года назад

    Sir maind karibe nahi mate khusi lagila dekhiki 🙏🙏🙏🙏

  • @sahoo300
    @sahoo300 2 года назад

    🙏🙏🙏🙏🙏 Thnx angya ,🙏

  • @cutykhusboo3098
    @cutykhusboo3098 2 года назад

    Sir mo ghare emiti hauchi pls help me

  • @AS-kf6op
    @AS-kf6op 2 года назад +1

    watching this at 2:30 AM !!

  • @janmayjayjena1916
    @janmayjayjena1916 2 года назад +1

    Sir please ama gharaku asantu

  • @sampadakumar8342
    @sampadakumar8342 2 года назад +6

    You are an auspicious man in our society

  • @haraharidas4907
    @haraharidas4907 2 года назад

    JAY JAGANNATH 🙏 🙏

  • @pankajlochandas3536
    @pankajlochandas3536 2 года назад

    Badia katha

  • @BapunSoundAgarapada
    @BapunSoundAgarapada 2 года назад +1

    Ama Gharaku Ashantu Please 😔😨😰

  • @pabitrabiswal9744
    @pabitrabiswal9744 2 года назад

    🙏🙏

  • @Lipurout_2022
    @Lipurout_2022 2 года назад

    Ghara Ra ayusha purijaye ki sir

  • @pinkisahoo4336
    @pinkisahoo4336 2 года назад

    Hi

  • @chandrakantidash1121
    @chandrakantidash1121 2 года назад

    Kete tanka neuchanti eithi pain ?

  • @SantoshKumar-ev9zj
    @SantoshKumar-ev9zj 2 года назад

    Sir samaskar apana jaha b pratikar kahile taha kana ame b utilize kari paribu ki aau apana kete fizz neuchanti sir.ame apanaku dakibaku chahun chhu

  • @kanhucharanpanda7267
    @kanhucharanpanda7267 2 года назад

    ଡକାୟତଙ୍କ ଠିକାଦାର

  • @prasantakar5655
    @prasantakar5655 2 года назад

    ମହାଶୟ କେତେ ପଇସା tanka≥

  • @ashishkumarsahu6931
    @ashishkumarsahu6931 2 года назад +2

    ଉତରପୁର୍ବ ସିତି ଘର ଅଛି ଏଥିରେ ଅସୁବିଧା ଅଛିକି

    • @InvestmentGk
      @InvestmentGk 2 года назад +4

      ଭାଇ ସୂଯ୍ୟ କିରଣ ଘରେ ପଡିବା ପରି ବ୍ୟବସ୍ଥା କର ସବୁ ଠିକ ହୋଇଯିବ. ଆଉ ଉତ୍ତରପୁର୍ବ ଦକ୍ଷିଣାପଶ୍ଚିମ ହବ ଯଦି ତୁମକୁ ଯେତେ ଭଲ ଘର ଦେଲେବି ତୁମେ ରହିପାରିବନି. ଲୋକଙ୍କୁ ଘର ମିଲୁନି ରହିବାକୁ ତୁମକୁ ଭଗବାନ ଘର ଦେଇଛନ୍ତି ଶାନ୍ତିରେ ରୁହ.
      ଯଦି ଜଳବୁହା ଟଙ୍କାରେ ଘର ତିଆରି କରିଥିବ ତାହାହେଲେ ସବୁବେଳେ ଠିକ haba

  • @VERSION.SHORTreels
    @VERSION.SHORTreels 2 года назад

    Sir nkar mane rahuni kou katha

  • @user-rn6bt8dx5p
    @user-rn6bt8dx5p 2 года назад

    Bahut vhal more ghare Bahut prabalem hauchi mu bahut karjare samukin hauchi health prabalem batapaunahi kankariba pai

  • @mamalirout1798
    @mamalirout1798 2 года назад

    Nice video sir

  • @dibyansidas1507
    @dibyansidas1507 2 года назад +1

    Kabat badauchi.hasuchi.kanduchi.kana kahuchi bujhi parunu.

  • @rssexpress8743
    @rssexpress8743 2 года назад

    Sir kehi jadi apananku tanka gharaku dakibe tebe kichhi charge padeki?

  • @prakashjenaofficial8761
    @prakashjenaofficial8761 Год назад

    Great astrologist❤

  • @bibekanandanayak9413
    @bibekanandanayak9413 2 года назад

    Sabu hnm beautiful acting

  • @chinmayakumarmallick9465
    @chinmayakumarmallick9465 2 года назад

    Hello

  • @sangramnayak6724
    @sangramnayak6724 2 года назад

    Pranam sir
    ama Ghare blue stone lagei Paribi ki

    • @sangramnayak6724
      @sangramnayak6724 2 года назад

      ame husband and wife blue stone ra ring lageiparibu ki

    • @sangramnayak6724
      @sangramnayak6724 2 года назад

      Mora brusha Rasi Au wife Tula rasi

  • @akambrabehera2308
    @akambrabehera2308 2 года назад

    Usha patra Kahaku kuha jaye

  • @babulabehera6018
    @babulabehera6018 2 года назад

    Guruji amo ghare sabu Ashanti rogi bohut hauchi

  • @shubendosharma9899
    @shubendosharma9899 2 года назад +8

    Sir, thank you for your video. Could you please also mention the directions in English along with Odia. This will help us to understand better.

  • @AshokNayak-id6jw
    @AshokNayak-id6jw 2 года назад

    Apana jaha kahu chanti taha Sabu sata laguchi Amaghare madhya emiti jauchi

  • @karunakarmishra2942
    @karunakarmishra2942 2 года назад +1

    Mun Bigyanko Ete mane Nahin sabura mula omnkar Dharile karika Dura heba jaimaakamakshya jaigurudev

  • @rosynayak-myflavourtales9378
    @rosynayak-myflavourtales9378 2 года назад +1

    Manipulation not maniculation

  • @dr.prakashkalia292
    @dr.prakashkalia292 2 года назад

    Mo ghoro ku asontu sir

  • @onlygoorie
    @onlygoorie 2 года назад +2

    Ghara bahut apariskar achi

  • @anshumanmartha_1613
    @anshumanmartha_1613 2 года назад

    Jay Sri Ram🙏🙏🙏

  • @tapasmitarout3630
    @tapasmitarout3630 2 года назад

    Sir chata fhutuchi kn karibi kichi problem achi khuanhtu

  • @panchanannahak8580
    @panchanannahak8580 2 года назад

    Aangyaa aapananka fees kete kahibe?

  • @pradeshjena2472
    @pradeshjena2472 2 года назад +2

    sarathi baba kahuchhanti ki😂😂 sry bt mote lagila soo...
    by the way jay jagannath 🙏🏻🙏🏻🙏🏻