Jagatsinghpur MLA Amarendra Das Criticizes Police Station Officials For Disregarding CM's Orders

Поделиться
HTML-код

Комментарии • 412

  • @kalucharanpatra5767
    @kalucharanpatra5767 3 дня назад +123

    ପ୍ରକୃତରେ ସାର୍, ପୋଲିସ୍ ସବୁଠୁ ଗାଲୁଆ । ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଉ ସାର୍

    • @devilkingraaz
      @devilkingraaz 3 дня назад

      Emiti mgh ku dekhile bht mad mara mgh ku bitch road re

    • @manojbehera54
      @manojbehera54 2 дня назад +2

      ଗାଲୁଆ ମାନଙ୍କୁ ପଦବୀରୁ ହଟାଇ ନୁଆଁ କର୍ମଚାରୀ ନିଯୁକ୍ତି କରାଯାଉ l ଦେଖିବା କେମିତି ଗାଲୁଆମୀ କରୁଛନ୍ତି l ଲୋକମାନଙ୍କ ଟଙ୍କାରୁ ଦରମା ପାଇ କେମିତି ଲୋକମାନଙ୍କୁ ଗାଲୁଆମୀ ଦେଖୁଛନ୍ତି ଦେଖିବା l ଓଡ଼ିଶାରେ କର୍ମଚାରୀ ଙ୍କ ଅଭାବ ନାହିଁ l ସରକାର ଙ୍କୁ ଏଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର l

    • @user-kg3dn4zo7j
      @user-kg3dn4zo7j 21 час назад

      ସେ ଭାବୁଛନ୍ତି ମାସକୁ ମାସ ଦରମା ଟା ସରକାର ଦେଉଛି ସେ କିନ୍ତୁ ଭାବୁ ନାହାନ୍ତି ଯେ ସରକାର ସେଇ ଦରମା କାହାଠାରୁ ନେଇକି ଦେଉଛି ବୋଲି (ଏଠି ଖାଲି ଚାକିରୀ ପାଇଲେ ହେଲା କାମ ନକରିଲେ ଗଲା 😂)

  • @patitakumarchoudhury9855
    @patitakumarchoudhury9855 3 дня назад +76

    ଏମିତି MLA ଙ୍କ ଠାରୁ ସମସ୍ତେ ଶିଖିବା ଦରକାର.

  • @SureshPusti
    @SureshPusti 3 дня назад +150

    ଏସବୁ ପୋଲିସ୍ ବାବୁଙ୍କ ଉପରେ ଶିଘ୍ର କାର୍ୟ୍ଯାନୁଷ୍ଠାନ୍ ନିଆଜାଉ,

  • @dillipkumarpanda2875
    @dillipkumarpanda2875 3 дня назад +110

    ଏଭଳି ପୋଲିସ କୁ ତାନ୍ତିଆ ମାରି ବିଦା କରିଦେବା ଉଚିତ୍

    • @nimainswain7184
      @nimainswain7184 3 дня назад +5

      Bartaman mukhyamantri DG au sp ku ae corrupt officer nk upare turanta action naba darkar

  • @rameshswain9269
    @rameshswain9269 3 дня назад +109

    ପୋଲିସ୍ ମାନକୁ ଖାଲି ପଇସା ଦରକାର

  • @sanyasi1231
    @sanyasi1231 3 дня назад +80

    ବହୁତ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ, ସମସ୍ତ ବିଧାୟକ ଏବଂ ସାଂସଦ ଏଭଳି କାର୍ଯ୍ୟ କରିବା ଉଚିତ

  • @SatyamebaJayate-ml8qx
    @SatyamebaJayate-ml8qx 3 дня назад +39

    ଏଇ ପୁଲିସ ମାନଙ୍କର ପୂର୍ବର ବାବୁରାଜ ର ହ୍ୟାଙ୍ଗଓଭର ଏଯାଏଁ ଯାଇନି..

  • @prasannakumarnayak2278
    @prasannakumarnayak2278 3 дня назад +70

    ପ୍ରତେକ ବିଧାୟକ ଏପରି ତାଗିତ କରନ୍ତୁ

    • @sonusamantaray4190
      @sonusamantaray4190 6 часов назад

      Mamuli bidhayak 5 years pai ta katha maniba DG kan pai achi

  • @Binodkumarpanigrahi2187
    @Binodkumarpanigrahi2187 3 дня назад +49

    ବହୁତ୍ ବଢିଆ ଲାଗିଲା, ଶାସନ୍ ଏମିତି ହେବା ଦରକାର

    • @studyforsuccess9513
      @studyforsuccess9513 21 час назад

      ruclips.net/video/_0UyvzBlWsY/видео.htmlsi=ioUko5Yu8-1MIBj_

  • @SaniaMajhi-wh5gw
    @SaniaMajhi-wh5gw 3 дня назад +37

    ନେତା ହେବତ ଏମିତି ବହୁତ ବହୁତ ଧନ୍ୟଵାଦ।

    • @SAIKO60
      @SAIKO60 День назад

      Mu neta ku kahi thili sethi pai

  • @sadhudas2758
    @sadhudas2758 3 дня назад +56

    ଧନ୍ୟବାଦ ବିଧାୟକ

  • @laxmipriyadas8373
    @laxmipriyadas8373 3 дня назад +60

    ଟିଟୁ ଭାଇ ବହୁତ୍ ବହୁତ୍ ଧନ୍ୟବାଦ୍ 🙏🙏🙏🙏

    • @studyforsuccess9513
      @studyforsuccess9513 21 час назад

      ruclips.net/video/_0UyvzBlWsY/видео.htmlsi=ioUko5Yu8-1MIBj_

  • @khirodhota1440
    @khirodhota1440 3 дня назад +25

    ଭାଣ୍ଡୁଆ ନବୀନ ଶାସନ ଏଇଭଳି ଚାଲିଥିଲା ଦୀର୍ଘ 25 ବର୍ଷ ହେଲା

  • @dillipparida9257
    @dillipparida9257 3 дня назад +16

    ପୁଲିସ୍ ନାଁ କୁ ପରିବର୍ତ୍ତନ କରାଯାଇ , ସାଧାରଣ ଜନତାଙ୍କ ହିତ ଅଧିକାରୀ ଲେଖା ଜାଉ , ତାହାଲେ ଜନସାଧାରଣ ଉପକୃତ ହେବେ,

  • @madhabdash985
    @madhabdash985 3 дня назад +34

    ଆଗରୁ ଏମିତି ହେଉଥିଲା ଏବେ କିଏ ସରକାର ଜଣାପଡୁନି ଏମାନଙ୍କୁ ଏମିତି ଦଣ୍ଡ ଦିଅ ଆଉ କେହି ଭୁଲ୍ ହେବନାହିଁ

  • @laxmansahoo4681
    @laxmansahoo4681 3 дня назад +10

    ସବୁ ବିଭାଗର କର୍ମଚାରୀ ସମେତ ସମସ୍ତ ବିଜେଡି ନେତା ପିମ୍ପୁଡି ଠାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ ସମସ୍ତଙ୍କର ମନେ ନାହିଁ ବିଜେଡି ଶାସନରେ ନାହିଁ ବୋଲି 🎉

  • @pradhanashok5005
    @pradhanashok5005 3 дня назад +16

    ବେକାରୀ ସମସ୍ୟା ଓଡ଼ିଶା ରେ ପ୍ରବଳ....
    ଏମାନଙ୍କୁ ଚାକିରି ରୁ ଶୀଘ୍ର ବିଦା କର...
    ଏମାନଙ୍କ ସ୍ଥାନ ରେ ନୂଆ ନିଯୁକ୍ତି ଦିଆ ଯାଉ....
    ଯାହାର କାମ କରିବାକୁ ଇଚ୍ଛା ନାହିଁ, ତାକୁ ଚାକିରି ରୁ ଅବସର ଦିଆଯାଉ, ସେ ଯାଇ ଘରେ ତା ସ୍ତ୍ରୀ କୁ କାମ ରେ ସାହାଯ୍ୟ କରିବ😂😂😂

  • @sachidanandasamantaray
    @sachidanandasamantaray 3 дня назад +19

    Jagatsingpur kahinki
    Odisa ra Sabu thana ra ebhali abasta
    MLA nku dhanyabad
    Se 100%thik katha kahichhanti
    Sabu area ra MLA eha Kariba uchit

  • @user-ny4uk5nz6w
    @user-ny4uk5nz6w 3 дня назад +17

    Police should be people's police

  • @rakshakarkunar215
    @rakshakarkunar215 3 дня назад +12

    Bahut sala ମଗଜିଆ ହୋଇଯାଇଛନ୍ତି।

  • @balarammurudi7149
    @balarammurudi7149 3 дня назад +9

    ଶଳା ଗର୍ବ ଦେଖ ଟିକେ ବି ଲାଜ ନାହିଁ

  • @user-lg5bi1kx7f
    @user-lg5bi1kx7f 3 дня назад +13

    Suspend kar police ku

  • @keshabchandramahanta597
    @keshabchandramahanta597 3 дня назад +3

    ବିଧାୟକ ବନ୍ଧୁକ ଆଣିବା ପାଇଁ ଯାଇଛନ୍ତି । ସେ ବସିଛନ୍ତି respect ମିଳୁନି ।ଦୁର୍ଭାଗ୍ୟ....

  • @Dream_India_tour
    @Dream_India_tour 3 дня назад +6

    ଗତକାଲି ଏକ ଦୁର୍ଘଟଣା ଜନିତ ସମସ୍ୟା ର ସମାଧାନ ପାଇଁ ଜୁନାଗଡ A S I ଙ୍କୁ ଭେଟିଲି ମୋତେ ଲାଗିଲା ସେ ଜଣେ ଥାନାବାବୁ ନୁହଁ ବରଂ ବନ୍ଧୁ ଭଳିଆ ❤❤

  • @sanjaybiswal9242
    @sanjaybiswal9242 3 дня назад +3

    ଏ ପୋଲିସ ବହୁତ ଦିନ ଧରି ରାଜ୍ୟରେ ରହି କାର୍ଯ୍ୟ ବିଜେଡି ରେ କାମ କରନ୍ତି

  • @anantabehera4836
    @anantabehera4836 3 дня назад +4

    ପୋଲିସ ର ବିଜେଡି ନିସା ଏପର୍ଯ୍ୟନ୍ତ ଛାଡିନି

  • @narendrabehera1623
    @narendrabehera1623 3 дня назад +7

    Thanks ÀML sir

  • @BINOD.77355
    @BINOD.77355 2 дня назад +2

    ଏମିତି ପୋଲିସ ଅଫିସର ମାନଙ୍କୁ ସସସ୍ପେଣ୍ଟ କରାଯାଉ

  • @bikashdas2218
    @bikashdas2218 3 дня назад +5

    Shame for Indian police

  • @rasmitanayak4552
    @rasmitanayak4552 3 дня назад +4

    Thank you titua bhai❤

  • @JayantakumarDas-rr6rf
    @JayantakumarDas-rr6rf 3 дня назад +3

    IIC MUST BE SUSPENDED

  • @Technical-Amit
    @Technical-Amit 3 дня назад +4

    Excellent 👌🏻

  • @subhabratamishra4465
    @subhabratamishra4465 3 дня назад +2

    ଅମରେନ୍ଦ୍ର ଆଜ୍ଞାଙ୍କୁ ଆମର୍‌ ହୃଦୟର ଗଭୀରତମ ପ୍ରଦେଶ୍‌ରୁ ସଲାମ୍‌ ।

  • @sipungarnayak8962
    @sipungarnayak8962 3 дня назад +1

    ଧନ୍ୟବାଦ

  • @rajeshbiswal6358
    @rajeshbiswal6358 3 дня назад +1

    ବିଧାୟକ ହେବତ ଏମିତି 👍

  • @HiralalSahu-bb3hl
    @HiralalSahu-bb3hl 3 дня назад +3

    Right Right

  • @user-om8jd5ns4q
    @user-om8jd5ns4q 3 дня назад +2

    Every thing can change But police can't change, that's true

  • @sasmitarani3453
    @sasmitarani3453 3 дня назад +1

    We are salute to Jagatsinghpur MLA.🙏

  • @hariharpani9156
    @hariharpani9156 3 дня назад +1

    Lazza. S.P.Nayagarh is shining example.I am a retired Addl.S.P. but DCP Bhubaneswar not listening to me.Thanx to present system of Police.It is due to unexperienced Officer promoted to the rank of Inspector within 7 years instead of 17 years and the IPS Officers having no knowledge of Law .Again I thanx to this department.

  • @SURENDRAKHURA
    @SURENDRAKHURA 3 дня назад +1

    MLA good ସମସ୍ତେ ଶିକ୍ଷିତ ହୁଅନ୍ତୁ

  • @Hariharpatra109
    @Hariharpatra109 3 дня назад +2

    ଭଲ ଉପଦେଶ

  • @KishoreChandraSubudhi
    @KishoreChandraSubudhi 3 дня назад +2

    Thankyou sir

  • @ranjanpanda466
    @ranjanpanda466 21 час назад

    ସାର୍ ଆପଣଙ୍କ ବିଚାର ପାଇଁ ଅନେକ ସାଧାରଣ ଜନତା ବହୁତ ଉପକୃତ ହେବେ।ଜୟ ଜଗନ୍ନାଥ ❤

  • @hrusikeshsarangi5156
    @hrusikeshsarangi5156 3 дня назад +1

    Good job sir
    GOD BLESS YOU
    Odisha re police department darakara nahi

  • @sailajaswain8008
    @sailajaswain8008 3 дня назад +3

    Real hero bidhyak sir

  • @darkrose7728
    @darkrose7728 3 дня назад +1

    Now they can write a fir in online too.

  • @suvendumohapatra7869
    @suvendumohapatra7869 3 дня назад +3

    Please lodge complain through online cctns portal

  • @Kanhusahu725
    @Kanhusahu725 3 дня назад +1

    Immediate action should be taken।

  • @kamaleshmandal1709
    @kamaleshmandal1709 3 дня назад +2

    Thanks MAL sir

  • @SurendraMajhi2001
    @SurendraMajhi2001 3 дня назад +1

    Good job

  • @ramprasadnayak4807
    @ramprasadnayak4807 3 дня назад +1

    ଥାନା ରେ କେତେ ଜଣ ଲୋକ ଅଛନ୍ତି ପଇସା ନ ନେଲେ କେସ ସମାଧାନ କରୁନାହାନ୍ତି ଫୁଣି ତାଙ୍କ ଉପରେ ପକେଇ ଦେଉଛନ୍ତି

  • @user-tk9cw3ws3p
    @user-tk9cw3ws3p 3 дня назад

    ବହୁତ ସୁନ୍ଦର ପଦକ୍ଷେପ ନେଇଛନ୍ତି

  • @supervilogs2videos275
    @supervilogs2videos275 3 дня назад +3

    Good job Armendra sir

  • @user-ln5uv9nb6r
    @user-ln5uv9nb6r 3 дня назад +1

    Thank you sir

  • @JayantakumarDas-rr6rf
    @JayantakumarDas-rr6rf 3 дня назад +1

    Disregard of Chief Minister's order by IIC MUST BE SUSPENDED

  • @manojdalua1428
    @manojdalua1428 3 дня назад +1

    ପୋଲିସକୁ କଣ ପାଇଁ request କରୁଛନ୍ତି.. ତୁରନ୍ତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ..

  • @binadas3165
    @binadas3165 3 дня назад +1

    Thank you

  • @KishoreParamanik-yy1nk
    @KishoreParamanik-yy1nk 3 дня назад +1

    Thanks for MLA Sir

  • @surendrarana1932
    @surendrarana1932 3 дня назад +1

    ଯାହାର ଜାନ୍ତା ଅଭ୍ୟାସ ଅଛେ ସେ ଜେନ ସରକାର ଆସ୍ଲେ ହେଲେ ଛାଡବା କେଁ

  • @user-bj9iv9fv9f
    @user-bj9iv9fv9f 3 дня назад +1

    ଏଥିପାଇଁ ମୋହନ ଙ୍କୁ cm ନ କରି ଅପରାଜିତା ଙ୍କୁ cm କରିବାର ଥିଲା madam sidha ection ନିଅନ୍ତି କିନ୍ତୁ ମୋହନ ବାବୁ ତ ଜମାରୁ ଅମାନିଆ ଙ୍କୁ ସାବଢ଼ କରିପାରୁ ନାହାନ୍ତି କେବେ ection ନେବେ କେ ଜାଣି

  • @sumitsingh6607
    @sumitsingh6607 3 дня назад +1

    Well warning

  • @baradakantatripathy972
    @baradakantatripathy972 3 дня назад +4

    Police Babu nkar charbi hei galani

  • @rajanikantanayak8242
    @rajanikantanayak8242 3 дня назад +3

    Suspend karajao

  • @GeetajiBehera
    @GeetajiBehera День назад

    ଧନ୍ଯବାଦ🎉

  • @laxmidharsingh8259
    @laxmidharsingh8259 3 дня назад +1

    It is too much

  • @rasmitaroutrout7938
    @rasmitaroutrout7938 3 дня назад

    Thanks sir

  • @balarammurudi7149
    @balarammurudi7149 3 дня назад +2

    ସେ ସଲା କୁ transfer କରି ଦିଅ ଜମ୍ମୁ କାଶ୍ମୀର ସେଇଠି କହିବେ କାଗଜ ନାହିଁ।

  • @RathaKumar-cq7zw
    @RathaKumar-cq7zw 20 часов назад

    ପୋଲିସ ବାଲାଙ୍କୁ ପଇସା ଦରକାର

  • @abhidas8340
    @abhidas8340 3 дня назад +1

    Right

  • @rabi510
    @rabi510 10 минут назад

    Thank amarendra bhai

  • @sanjayabehera2896
    @sanjayabehera2896 3 дня назад

    Yes

  • @laxminarayanpanda1463
    @laxminarayanpanda1463 3 дня назад +2

    Ea hela manisa pania 👏

  • @user-ir1dh1ts6v
    @user-ir1dh1ts6v 3 дня назад +1

    ❤❤❤❤❤❤❤❤❤

  • @parvakarnayak645
    @parvakarnayak645 3 дня назад +2

    Before 24 years home department rasted BJD

  • @srikumarnanda7511
    @srikumarnanda7511 День назад

    Thanks titu bhai.🙏🙏🙏👍

  • @mragrncy9144
    @mragrncy9144 3 дня назад +2

    It possible because he is a BJP MLA. No BJD MLA had such liberty.

  • @user-no1zv9bd8q
    @user-no1zv9bd8q 3 дня назад

    👏👏👏

  • @mr.dillipkumar4854
    @mr.dillipkumar4854 3 дня назад

    🙏🙏🙏

  • @parshuramnayak7650
    @parshuramnayak7650 3 дня назад

    😭😭

  • @ganeshprasadbehera1448
    @ganeshprasadbehera1448 2 дня назад

    Thankyou 👍

  • @radheshyamkechhu5134
    @radheshyamkechhu5134 3 дня назад +1

    Suspend kara jau

  • @swarnamohanty3121
    @swarnamohanty3121 2 дня назад +1

    Transfer to Ganjam.

  • @sadhudas2758
    @sadhudas2758 3 дня назад +4

    ମୋହନ ବାବୁଙ୍କ ଶୁଣାଣି ଚାଲିଛି । ଛି ଛି

    • @Cookinginreal
      @Cookinginreal 3 дня назад

      Pandiyan chamcha asigala re.tamil chamcha ku dekha😂😂😂

  • @chandramanidas7442
    @chandramanidas7442 3 дня назад

    Thanks titu bhai

  • @bichitrabiharijena2094
    @bichitrabiharijena2094 3 дня назад

    ପ୍ରତ୍ୟେକ ଥାନା ରେ rating system ରହିବା ଦରକାର ଥାନା ର ସମସ୍ତ ଙ୍କ ପାଇଁ contable to si ପର୍ଯ୍ୟନ୍ତ
    ୧ ରୁ ୧୦ ଯାଏଁ ରହିଲେ ଠିକ ହବ.ଠିକ

  • @user-sq8mr7eh7h
    @user-sq8mr7eh7h 3 дня назад

    ଦେ ଭାଇ ଭଲ କରି

  • @mr-meghanadabhoi5220
    @mr-meghanadabhoi5220 2 дня назад

    Dhanyabad birhayika sir

  • @ajitdas5052
    @ajitdas5052 2 дня назад +1

    good news 😄😄😄😄😄😄😄😄😄😄😄😄

  • @ramachandramurmu6108
    @ramachandramurmu6108 3 дня назад

    Thanks 🙏🙏🙏🙏🙏 AmarenDra Das..Sir

  • @sunandabehera-uh9rr
    @sunandabehera-uh9rr 3 дня назад +1

    Good

  • @bapunsahu5049
    @bapunsahu5049 3 дня назад

    ଏମିତି ସାଧାରଣ ଲୋକଙ୍କ ପ୍ରତି ଅପବ୍ୟବହାର ପାଇଁ ପୋଲିସ ମାନଙ୍କର ତିନି ମାସର ଦରମା ବନ୍ଦ କରାଯାଉ

  • @pramodnaik6980
    @pramodnaik6980 3 дня назад

    Sir right kahichnti

  • @user-pi2ic4eq4b
    @user-pi2ic4eq4b 3 дня назад +2

    Police 😢

  • @prakashmajhi7201
    @prakashmajhi7201 3 дня назад

    ଏ ବାସ୍ତବିକ କଥା ସତ ଯେ ଲୋକେ ଉରୁଛନ୍ତି ଥାନା କୁ ଅଭିଯୋଗୋ ନେଇ ଯିବା ପାଇଁ

  • @RajeshBehera-mq4lm
    @RajeshBehera-mq4lm 3 дня назад

    ❤❤❤❤❤

  • @karunakarpanda725
    @karunakarpanda725 3 дня назад

    Excellent work ssir

  • @sunitanayak4051
    @sunitanayak4051 День назад

    Bahut vol korile sir....I salute sir

  • @kbseducation4725
    @kbseducation4725 3 дня назад

    Excellent 👌

  • @Katak_Dk
    @Katak_Dk 3 дня назад

    Badhia

  • @user-ok8ii7ib3m
    @user-ok8ii7ib3m 2 дня назад

    ପୋଲିସଙ୍କ ନାମ ବଦଳାଇ ଲୋକଙ୍କ ଚାକର ନାମ ରଖାଯାଉ