୨୦୨୪ ବିଜେପି ବିଜୟରେ ପ୍ରଶ୍ନ ଚିହ୍ନ ଲଗାଇଲା ଏଡିଆର ଓ ଭୋଟ୍ ଫର୍ ଡେମୋକ୍ରାସି, ଓଡ଼ିଶାରେ ୧୮ଟି ଆସନରେ ଗଡବଡ଼ |

Поделиться
HTML-код
  • Опубликовано: 7 ноя 2024

Комментарии • 732

  • @DeepakKumar-lv4li
    @DeepakKumar-lv4li 3 месяца назад +251

    ବିଜେପି ହଟାଓ ଓଡ଼ିଶା ବଞ୍ଚାଅ ଦୁଇମାସ ଭିତରେ ଓଡ଼ିଶାର ଜନସାଧାରଣ ଅଣନିଃଶ୍ବାସୀ ହୋଇଗଲେଣି

    • @RKD-h4j
      @RKD-h4j 3 месяца назад +6

      Tu marija

    • @anandaelectrical973
      @anandaelectrical973 3 месяца назад +3

      କାଖ ରେ ଵାଲ ନାହିଁ କାନ୍ଦୁଛୁ କାହା ପାଇଁ
      କାଖରେ ଵାଲ ଥାନ୍ତା କାନ୍ଦି କି ଲାଭ ଥାନ୍ତା

    • @SwapnaSwain-cr6lu
      @SwapnaSwain-cr6lu 3 месяца назад +2

      Sata

    • @realloveexpress4640
      @realloveexpress4640 3 месяца назад

      😂😂😂😂​@@anandaelectrical973

    • @RIDERPIPU
      @RIDERPIPU 3 месяца назад

      😮

  • @Kapilishharam-dg8on
    @Kapilishharam-dg8on 3 месяца назад +250

    ଚୋର ଶଳା ବିଜେପି ଏଇଟା ଆଗରୁ ଜାଣିଥିଲୁ

    • @bijaypradhan7051
      @bijaypradhan7051 3 месяца назад +7

      Sarkar re Thae bi BJD . Evm chori hela kemoti

    • @JagamohanNaik-x5o
      @JagamohanNaik-x5o 3 месяца назад +1

      Right

    • @kuanrtudu9960
      @kuanrtudu9960 3 месяца назад

      ଗାଣ୍ଡୀ ମୋରେଇହୁଓ । ଲେଖାଶ୍ରି ପୋଷ୍ତଇହୋଉଛି ।

    • @subhransudalai8360
      @subhransudalai8360 3 месяца назад

      ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ନିକଟରେ ନତମସ୍ତକ ହେଉଥିଲେ ​@@bijaypradhan7051

    • @bijaykumarmarandi4047
      @bijaykumarmarandi4047 3 месяца назад +1

      Jete sobu Staff Thile sobu BJP Bala Thile ​@@bijaypradhan7051

  • @GeniusAcademii
    @GeniusAcademii 3 месяца назад +274

    We want vote again
    ପୁଣି ଥରେ ଭୋଟ କରାଯାଉ

    • @LKSOfficial-rd6ri
      @LKSOfficial-rd6ri 3 месяца назад +4

      😢

    • @niharpalai3774
      @niharpalai3774 3 месяца назад +1

      @@GeniusAcademii 🤣Day Dream🤣

    • @BinayakaDas-ph6bg
      @BinayakaDas-ph6bg 2 месяца назад

      👌

    • @PrakashKumar-ps5md
      @PrakashKumar-ps5md 2 месяца назад

      ​@GbpDesiamusic-sl6buekdam right 👍

    • @pashupati55
      @pashupati55 2 месяца назад

      ହଁ ତୁ ତ ପ୍ରଧାନ ମନ୍ତ୍ରୀ ତୋ କଥା ରେ ଆଉଥରେ ଭୋଟ ହବ ଆଉ😂😂

  • @bathteach..4739
    @bathteach..4739 3 месяца назад +99

    ବିଜେପି ସବୁଠାରୁ ବଡ ଠକାମି ,ଆଉ ଥରେ ଗଣତି ବା ଭୋଟ ହେବା ଦରକାର

  • @Kailashsutar121
    @Kailashsutar121 3 месяца назад +208

    100% evm ହେରଫେର ହେଇଛି

    • @LuckyPujari-el4os
      @LuckyPujari-el4os 3 месяца назад

      Chodi hayegala sethu 😂

    • @rajeshbag4453
      @rajeshbag4453 3 месяца назад +2

      ଗଣତିରେ ହେର ଫେର ହୋଇଛି ବୋଧେ 😮😮

    • @jitubehera8947
      @jitubehera8947 2 месяца назад +1

      R8

    • @manojkumarsi5364
      @manojkumarsi5364 2 месяца назад +1

      Jetebele BJD jituthila sete bele haunothila Alajugia

    • @PrakashKumar-ps5md
      @PrakashKumar-ps5md 2 месяца назад

      Right jemiti 24 year hela bjd karuthila😂😂😂

  • @Tulachandbariha
    @Tulachandbariha 3 месяца назад +80

    Balet pepar ଭୋଟ କରାଗଲେ bjp 4 ପା ର୍ ବି ହେବନି

  • @SanatanchattarChattar
    @SanatanchattarChattar 3 месяца назад +20

    ଆଉଥରେ ଭୋଟ କରା ଯାଉ,,,,ବାଲଟ ପେପର ରେ ଦେଖିବ ,bjd bjp ହାରିବା କଂଗ୍ରେସ ଆସିବ

  • @akshyakumarmishra8038
    @akshyakumarmishra8038 3 месяца назад +82

    ପୁଣି ନିର୍ବାଚନ କରା ଯାଉ ଭାରତ, ଗଣତନ୍ତ୍ର ରାଷ୍ଟ୍ର, ରାଜତନ୍ତ୍ର ନୁହଁ ଲୋକମାଙ୍କର, ଆସ୍ଥା, ତୁଟି ଯିବ 🙏🙏🙏🙏

  • @singerbadrinarayan304
    @singerbadrinarayan304 3 месяца назад +127

    ଯୋଉପିଲା coppy କରିକି pass କରିଥାଏ
    ଅସଲ ଜାଗାରେ ଧରା ପଡିଥାଏ ଏଥିରେ ସନ୍ଦେହ ନାହିଁ 🙏🙏ଜୟ ଜଗନ୍ନାଥ 🙏🙏

  • @SanjuktaLenka-e6b
    @SanjuktaLenka-e6b 3 месяца назад +100

    ଠିକିକଥା କହିଛନ୍ିଲେଖାମାଡାମ ବିଜେପିଦଳ ଜୁମୁଲାଦଳ ୨୦୨୯- ର ଭାରତରିଲୋପପାଇିଜିବ

  • @sanjayakumar146
    @sanjayakumar146 3 месяца назад +291

    ଆଉ ଥରେ ଭୋଟ କରାଯାଉ

  • @ସାଧାରଣଜନତା-ର9ଥ
    @ସାଧାରଣଜନତା-ର9ଥ 3 месяца назад +40

    ଜଦି ଜାଲିଆତି କରି ଜିତିଥିବ ବିଜେପି ପ୍ରଭୁ 🙏ଜଗନ୍ନାଥ ତାଙ୍କୁ କେବେ ସହିବେ ନାହିଁ କମ ଦିନ ଭିତରେ ଏ ସରକାର ଭାଙ୍ଗି ଜିବ ଏଇଟା ସତ୍ଯ, ଜଗତର ନାଥ ଜଗନ୍ନାଥ କେବେ ତାଙ୍କ ରାଜ୍ଯ ରେ ମିଛ କୁ ପଶୟ ଦେବେନି ,ଶଳା ଦମ ନାହିଁ ମାଇଚିଆ ଜାଲିଆତି କରି ଜିତୁଛି ବିଜେପି

  • @MadanMohan-q4p
    @MadanMohan-q4p 2 месяца назад +7

    18ସିଟ ରେ ଗଡ଼ ବଡ଼ ମୋଦିଜୀ କରିଛି

  • @jullysamal6626
    @jullysamal6626 3 месяца назад +14

    ଜୟ ନବୀନ BJD ଓଡ଼ିଶା
    ଆଉ ଥରେ ଭୋଟ ହେଉ

  • @kanhadalei6752
    @kanhadalei6752 3 месяца назад +40

    ଓଡ଼ିଶା ବାସୀ ଆର ଘୋର ବିରୋଧ ପ୍ରଦର୍ଶନ କରିବା ଦରକାର୍। ଆଉ ସବୁ ଜିଲ୍ଲାରୁ ଯୋଉ ବିଧାୟକ ମାନେ ହାରିଛନ୍ତି। ସେମାନେ ସମସ୍ତେ ମିଶିକି ସୁପ୍ରିମ୍ କୋର୍ଟଙ୍କ ରେ ଯାଇ କେଶ୍ କରନ୍ତୁ। ନଚେତ୍ ସବୁ ଜିଲ୍ଲା ରେ ବିରୋଧ ପ୍ରଦର୍ଶନ କରନ୍ତୁ। ନହେଲେ ୫ ବର୍ଷ ପର୍ଜନ୍ତ୍ ଓଡ଼ିଶା ବାସୀ ବିଜେପି ନେତା ମାନଙ୍କ ର ଯୁଲୁମ୍ ସହିବାକୁ ପଡ଼ିବ, ମିସନ୍ ଶକ୍ତି ମାଆ ମାନେ ବିରୋଧ ପ୍ରଦର୍ଶନ କରନ୍ତୁ। ଆମର କୋଟି କୋଟି ଓଡିଆଙ୍କ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସଂଶଦ୍ ରେ ବିରୋଧ ପ୍ରଦର୍ଶନ କରନ୍ତୁ।

  • @padhanBILEISUNI
    @padhanBILEISUNI 3 месяца назад +75

    ବିଜେପି ର ଦମ ଅଛି ଯଦି ବାଲାଟ ପେପର ରେ ଭୋଟ ହେଉ କେମିତି ଜିତିବ ବିଜେପି EVM ହ୍ୟାକ କରି ଜିତୁଛି

    • @nandankumardash3160
      @nandankumardash3160 3 месяца назад +2

      Ba ba kn kahila Bhai super

    • @niharpalai3774
      @niharpalai3774 3 месяца назад +4

      Balat paper re tame her fer kari ଜିତିଥିଲ 24 barsa , ମୁହଁରେ ଲାଗି ଯାଇଛି😂

    • @kamalakantapatra5521
      @kamalakantapatra5521 3 месяца назад

      BJD jete bele jitu thila seta bele sabu thik thila

    • @TusarDas-tn5ct
      @TusarDas-tn5ct 2 месяца назад

      Bjd ❤❤

  • @subhransudalai8360
    @subhransudalai8360 3 месяца назад +25

    ନେତା ଜନମତ କୁ ସମ୍ମାନ କଥା କହିଲେଣି ବିଜେପି ଜନମତକୁ କେତେ ସମ୍ମାନ ଜଣାଏ ତାହା ସମସ୍ତଙ୍କୁ ଜଣା ,ଭୂତ ଭୋଟ ପାଇ ଭୂତ ସରକାର ହୁଏ ଏବେ ଜାଣିଲି

  • @dillipcreation
    @dillipcreation 3 месяца назад +122

    EVM chora bjp

    • @JagamohanNaik-x5o
      @JagamohanNaik-x5o 3 месяца назад +4

      Right

    • @nandansahu3832
      @nandansahu3832 3 месяца назад

      Evm chori kari bjp jituchhi boli kichhi pramana kara. Au kahile kana heba?

  • @mithunapradhan2321
    @mithunapradhan2321 3 месяца назад +8

    Modi 10 ବର୍ଷରେ କଣ କରିଛନ୍ତି ତୁ କଣ କହିବୁ ଜନତା କହୁଛନ୍ତି ଶୁଣ 😮
    1 ,ଦର ବୃଦ୍ଧି ହୋଇଛି 😂
    2, ଗ୍ୟାସ୍ ସିଲିଣ୍ଡର୍ 400 ରୁ 1200😂
    3, education ରେ ସବୁଠୁ ଅଧିକ gst😂
    4, ଚୁଡ଼ା ମୁଢ଼ିରେ gst😂
    5, electrol bond 😂
    6, ଗୋ ମାଂସ କମ୍ପାନୀ ରୁ ଚାନ୍ଦା ଆଦାୟ କରିଛି 😂
    7,ପେଟ୍ରୋଲ diesel ⛽ 110 ପାର 😂
    8,ସବୁ କମ୍ପାନୀ କୁ ଆଦାନୀ କୁ ବିକୁଛି😂
    9,2 cor ଚାକିରି ମିଳିନି 😂
    10 ,15 laks ଟଙ୍କା ମିଳିନି 😂
    11,ହିନ୍ଦୁ ମୁସଲିମ ପରିବାର ବାଦ କହି ଲୋକଙ୍କୁ ମଧ୍ୟରେ ମାଡ଼ ଗୋଳ କରନ୍ତି 😂
    12,kishan କୁ ବିରୋଧ କରି ବାଟରେ କଣ୍ଟା ବାଡ ରଖିଛ 😂
    13,kishan ଆୟ 2022 ସୁଦ୍ଧା 2 ଗୁଣ ହବ କାହିଁ ହେଉନି 😂
    14,8500 cor ଟଙ୍କା ର ପ୍ଲାଇନ୍ ରେ ଉଡୁଛି ,3 lak ଟଙ୍କା ର ବ୍ଲେଜର 😂ଆଉ 2 lak ra pen 🖊️ ଧରୁଛି 😅
    15, ସ୍ୱଚ୍ଛ ଭାରତ ଅଭିଯାନ ରେ ସବୁ ଅଳିଆ ନେତା କୁ ନିଜ waising messine ରେ ସଫା କରୁଛି 😂
    16, ସବୁ godi media ku ନିଜ ଦଳ ରେ ସାମିଲ କରୁଛ 😂
    17, ଲୋକୁଙ୍କ ED,CBI KAHI ଡରୁଛ😂ଆଉ ନିଜ ଦଳ ରେ ସାମିଲ କରୁଚ 😂
    18 ,ଦୁନିଆ ର ସବୁ ତୁ ଭ୍ରଷ୍ଟଚର୍ କୁ ନିଜ ଦଳ ରେ ରଖିଚ 😂 ହେମନ୍ତ ବିଶ୍ୟ ଶର୍ମା ,ଅଜିତ ପାୱାର,ନବୀନ ଜିନ୍ଦଲ , ଶିବ ରଜ ସିଂ ଚୱନ୍, ଏପରି ନେତା ମାନେ କୁ ନେଇ ନିଜ ଦଳ ରେ ରଖିଚ 😂
    ଆଉ ତୋର ଯଦି ସାହାସ ଅଛି JAY SHREE RAM ଙ୍କ ସହିତ JAY JAGANNATH କହ 🙏

    • @CNayaK1
      @CNayaK1 2 месяца назад +1

      ❤❤❤❤❤❤❤

  • @MunaBhai-qh9fl
    @MunaBhai-qh9fl 3 месяца назад +6

    ଜୟ ଜଗନ୍ନାଥ🙏🏻 ଆଉଥରେ ଭୋଟଗଣାଯାଉ ବିଜେପି ହଟାଅ ଓଡ଼ିଶା ବଞ୍ଚାଅ 😭😭

  • @Anupyourmail
    @Anupyourmail 3 месяца назад +91

    🥇Win BJD

  • @jagannathbhagwan9385
    @jagannathbhagwan9385 3 месяца назад +72

    ବିଜେପି ର ପୁରା ହେରଫେର

  • @brajakishorepadhi4022
    @brajakishorepadhi4022 2 месяца назад +1

    ବାଳ ଚିହ୍ନ ଲଗେଇ ଲା। ବୁଢା ଯେତେବେଳେ ଜିତୁଥିଲା ସବୁ ଠିକ୍ ଥିଲା। ବୁଢା ଯେତେବେଳେ ହାରିଗଲା ସେତେବେଳେ ସବୁ ଭୁଲ। ୟେ ତମାସା କିଛି ଫଳପ୍ରଦ ହେବନି। ବଂର ନବୀନ ସମସ୍ତ କୁଂ କିଣି ବାରମ୍ବାର ଜିତୁଥିଲା। ଏଥର ନିରବାଚନ କମିସନର କଂ ଶାଣିତ ଆକସନ ବୁଢା ନବୀନ କୁ ହାମୁଡେଇ ଦେଲା।

  • @damodarmajhi4897
    @damodarmajhi4897 3 месяца назад +17

    Vote ବେବଧାନ ହେଇଛି ମାନେ ଜଣେ ମୂର୍ଖ ବି ଜାଣି ପାରିବ ଯେ evm vote ra ଲୁଟ ହେଇଛି।BJP ଏତେ ତଳକୁ ଯାଇପାରେ। କୁକୁର ଠୋ ବି ହିନ। ଯଦି ବଜପି ସତ ରେ ଆଛି।election commission ସ୍ପଷ୍ଟ କରିବା ଦରକାର। ପାଣି ପାଣି କ୍ଷୀର କ୍ଷୀର ହେଇଯିବ।

  • @dumarbhatra7910
    @dumarbhatra7910 3 месяца назад +5

    ECI ଓ ଓଡ଼ିଶାର ସବୁ IAS OFFICER ମାନେ ସାମିଲ ଅଛନ୍ତି ବିଜେପିକୁ ଜିତାଇବାରେ ଜାଣିଶୁଣି ମଧ୍ୟ ସୁପ୍ରିମକୋର୍ଟ ପଦକ୍ଷେପ ନେହୁ ନାହିଁ ଚିନ୍ତାର ବିଷୟ।

  • @JuguMajhi-oq1vg
    @JuguMajhi-oq1vg 3 месяца назад +22

    ବିଜେପି ଜାଲିଆତି କରିଛି

  • @reemamaohapatra9821
    @reemamaohapatra9821 3 месяца назад +55

    Jay Nabin patnayak

  • @arjunkumarDas-mb3lr
    @arjunkumarDas-mb3lr 3 месяца назад +65

    Jay bjd

  • @AbhijitSahoo-s3d
    @AbhijitSahoo-s3d 3 месяца назад +4

    ବିଜେପି ହଟାଅ ଓଡ଼ିଶା ବଞ୍ଚାଅ ୫୦ ଦିନ ମଧ୍ୟରେ ଓଡ଼ିଶା ବାଶି ଅଣନିଶ୍ୱାସି ହେଇଗଲେଣି ପୁନର୍ବାର ଭୋଟ ଗଣତି ହେଉ.......

    • @PrakashKumar-ps5md
      @PrakashKumar-ps5md 2 месяца назад

      Tame sabu bjd chamcha tamaku semiti hi lagiba baki sabu loka bahut khusi achanti😂

  • @gudubadajenagudu8750
    @gudubadajenagudu8750 3 месяца назад +23

    ଲୋକେ ଝା ହା ଭାବୁ ଥିଲେ ସେଆ ହେଲା ନାହିଁ ମଦ ବନ୍ଦ ହେଲାନି କିନ୍ତୁ ଯେ ଚୋରା ମଦ ବିକିବ ସେ ଧରା ହବ କାଇଁକି ନା ସେ ମଦ ରେ ଟ୍ୟାକ୍ସ ନାହିଁ ଆଉ କାଉଣ୍ଟର ମଦ ରେ ଟ୍ୟାକ୍ସ ଛାଡ ଆଉ ସେ ମଦ ରେ ଆପି ମିଶିଚି

  • @HrusikeshDehury
    @HrusikeshDehury 3 месяца назад +51

    ଆଉ ଥରେ ଗଣା ହଉ ଭଲ ହେବ 🤦‍♂️🤦‍♂️

  • @rinamantri2469
    @rinamantri2469 3 месяца назад +31

    ଆଉ ଥରେ ଭୋଟ କରାଯାଉ।

  • @debasissahu2637
    @debasissahu2637 3 месяца назад +6

    BJD supreme court ଯିବା ଦରକାର। ଓଡ଼ିଶାରେ ଆଉ ଥରେ ନିର୍ବାଚନ ହେଉ।

    • @PrakashKumar-ps5md
      @PrakashKumar-ps5md 2 месяца назад

      Bjd ra sahas nahi a sabu Kariba karana a sabu kale bjd ra sabu neta jell jibe nabin babu janichanti😂😂😂

  • @sumantakumarvlogs123
    @sumantakumarvlogs123 3 месяца назад +38

    ଆଉ ଥରେ ଗଣତି ହଉ ଜୟ ଜଗନ୍ନାଥ 🙏

  • @subhashreemajhi9658
    @subhashreemajhi9658 2 месяца назад +2

    ଆମର ନୂଆପଡା ଜିଲ୍ଲାର ଦୁଇଟି ବିଧାନ ଆସନରୁ ଆମେ ବିଜେଡିକୁ ଭୋଟ ଦେଇଥିଲୁ ଓ ଦୁଇଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଆମର ତ ଭୋଟ ହେର phଫେର ହେଲାନି l ସତ କଥା ହେଲା ମୁଁ ମାର୍ଚ୍ଚ ମାସରେ ଭୁବନେଶ୍ୱର , ପୁରୀ ଯାଇଥିଲି ଓଡିଶା ରାଜନୀତିରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଥିବାରୁ ପୂର୍ବ ଓଡିଶା ବାସୀ ବିଜେଡିକୁ ଟାର୍ଗେଟ କରିଥିଲେ ଓ ଏଥର ଓଡ଼ିଶାରେ ବିଜେପି ବୋଲି ସବୁଠାରେ ଚର୍ଚ୍ଚା କରୁଥିଲେ l EVM ମେସିନର କାରସାଦି ଥାଇ ପାରେ କିନ୍ତୁ ଓଡ଼ିଶାରେ ଲୋକଙ୍କର କାରସାଦି ପାଇଁ ବିଜେପି ନୁହେଁ
    ଜୟ ଜଗନ୍ନାଥ ❤❤

  • @ChhabilataRoutray
    @ChhabilataRoutray 3 месяца назад +13

    ଆଉ ଥରେ ଭେଟ କରାଯାଉ

  • @kuntalakisan3983
    @kuntalakisan3983 2 месяца назад +2

    ଆଉ ଥରେ ଭୋଟ ହଉ

  • @pashupati55
    @pashupati55 2 месяца назад +2

    ହାରିଲା ପରେ BJD ର ମୁଣ୍ଡ ଆଉ କାମ ଦେଉନି। ଖାଲି ବିଲିବିଲାଉଚି 😂😂😂

  • @BanshidharaGiri
    @BanshidharaGiri 2 месяца назад +2

    ପୁଣି ଥରୗ ଭଟ କରାଯାଉ

  • @gaganbehera5412
    @gaganbehera5412 2 месяца назад +1

    ଖାଲି ଭାଷଣ ଦେଲେ ହବନାହିଁ II ସବୁ ବିରୋଧୀ ଦଳ ମିଶିକି ELECTION COMMISSION ବିରୁଦ୍ଧରେ SUPREME COURT ରେ COMPLAIN CASES FILE କରୁନ କାହିଁକି II ଯେତେ ଶୀଘ୍ର ହବ କର II ଏହା ସମ୍ଭିଧାନ ବିରୁଦ୍ଧରେ ପଦକ୍ଷେପ ନିଆଯାଇଛି II

  • @jayarammalla6393
    @jayarammalla6393 3 месяца назад +41

    Right Jay jagannatha Jay nabin Jay Bjd

  • @BishwanathSethiBishwa
    @BishwanathSethiBishwa 3 месяца назад +22

    ବେଲେଟ ପେପର ରେ ଭୋଟ କର କେତେ ଦମ ଅଛି ଜଣା ପଡିବ ।

  • @lipasahoo2812
    @lipasahoo2812 3 месяца назад +1

    ତା ହେଲେ ଆଗରୁ BJD ଚୋରି କରୀକି ଜିତୁ ଥିଲା ସେଥି ପାଇଁ ସେ ଏମିତିକା କଥା ବାର୍ତ୍ତା କରୁ ଛନ୍ତି ଆଉ ଇଏ ଗୋଟେ ବୁଢ଼ୀ ଚୋରଣୀ BJP ରୁ BJD କୁ ଯାଇଛି ଇଏ ତା ହେଲେ ଆଗରୁ ଚୋରି କରୁଥିଲା

  • @KartikaMeher-g5s
    @KartikaMeher-g5s 2 месяца назад +1

    ଲେଖା ଶ୍ରୀ ତୁମେ ଜାଣି ବା କଥା ବିଜେଡି କୁ ଲୋକ ଗୃ ଣ କଲେ ପାଣ୍ଡିଆନ ପାଇଁ ବିଜେପି କୁ ଲୋକ ବା ଛି ନେଲେ ତୁମେ କୁକୁର ପରି ଗର୍ଜି ଲେ ମଧ୍ୟ ବିଜେପି ର କିଛି କରି ପାରି ବ ନାହିଁ ବରଂ ଚୁପ ରହ ପାଞ୍ଚ ବର୍ଷ 29 ରେ ଲୋକ ବା ଛି ଵେ କଂଗ୍ରେସ କୁ ସିଓର ବିଜେଡି ବିଜେପି ବୟ ଜୟ କଂଗ୍ରେସ

  • @AkashkumarMbc
    @AkashkumarMbc 2 месяца назад +1

    ଆଗରେ ବିଜେଡି ଜିତୁଥିଲା ଆଉ ସେ କଣ ଏମିତି ଗୋଡ଼ବଡ଼ କରିକି ବିଜେଡି ଜିତୁଥିଲା କି କୁହନ୍ତୁ

  • @BadalKumar-tn9ce
    @BadalKumar-tn9ce 3 месяца назад +13

    Joy BJD

  • @beautifulvideo0203
    @beautifulvideo0203 2 месяца назад +1

    ଓଡ଼ିଶା ରେ ନିର୍ବାଚନ ପରିଚାଳନା BJD ସରକାର କରୁଥିଲା। ତେଣୁ ୟେ ଭୋଟ BJD କୁ ଯାଇନି ତ? ନହେଲେ ଓଡ଼ିଶା ସାରା ଯେମିତି BJP ହୱା ଥିଲା BJD ୨୫ ଟା ସିଟ୍ ବିଧାନସଭାରେ ପାଇନଥନ୍ତ।

  • @Damo587
    @Damo587 3 месяца назад +41

    Evm hatao desh bachao modi hatao desh bachao

  • @odiadreammoney
    @odiadreammoney 3 месяца назад +24

    ଆଉଥରେ ଭୋଟ ହେଉ, ଓଡ଼ିଶା ରେ

  • @maushumisoy904
    @maushumisoy904 2 месяца назад +1

    ସମସ୍ତେ ଜାଣିଛନ୍ତି, ଭୋଟ ଚୋରି କଲେ, ଭିଜିଲାନ୍ସ ଚଢ଼ାଉ କି ତଦନ୍ତ ହୁଏ ନାହିଁ, ତେଣୁ ଚୋରି କରିବାର ମଜା ନିଆରା,

  • @MadanMohan-q4p
    @MadanMohan-q4p 2 месяца назад +1

    ମୋଦିଜୀ କଣ କରୁଛ ଆଉ ଥରେ ଭୋଟ ହେଉ ❤

  • @antaryamimishra449
    @antaryamimishra449 3 месяца назад +3

    ଗଣତି ଆଉ ଥରେ ହେଉ ଜୟ ଜଗନ୍ନାଥ

  • @anandaelectrical973
    @anandaelectrical973 3 месяца назад +10

    ଯାହାକୁ ଲାଗୁଛି କି ଵିଜେପି ଭୋଟ ଚୋରି କରିଛି .... ସେମାନେ ସରକାରୀ ସହାୟତା ନିଅନ୍ତୁ ନାହଁ .....ମନା କରି ଦିଅନ୍ତୁ .....ଆଉ ନିଜ ନିଜ ପଞ୍ଚାୟତ ରେ ଧାରଣା ଦିଅନ୍ତୁ ...... ଆଉ ସବୁ ତକ ଚାଉଲ ଗହମ ଜାହା ଭି ଅଛି ସରକାର ଙ୍କୁ ଫେରେଇ ଦିଅନ୍ତୁ ..ଦେଖିବା ଜିତୁଛି କିଏ ହାରୁଛି କିଏ

    • @technicalsalim5999
      @technicalsalim5999 3 месяца назад

      Kene bjp kon douchu ki chauda gahama.
      Re election hau ...Jana padi jibo bjp kiye

    • @Rakesh-o7c8m
      @Rakesh-o7c8m 3 месяца назад

      @@anandaelectrical973 ପୁରା ଠିକ୍ କଥା

    • @KrupasindhuPadhan-it7sp
      @KrupasindhuPadhan-it7sp 2 месяца назад +1

      ବିଜେଡି ସରକାର ଥିଲା ବେଲେ କାଣା ବିଜେପି ବାଲେ ଫେରାଉ ଥିଲେ

    • @jyotsnaranipanda2613
      @jyotsnaranipanda2613 2 месяца назад

      କୋଉ ସରକାର ତା ବାପା ପକେଟରୁ ରାଜ୍ୟ ବାସୀଙ୍କୁ ଦାନ କରୁନି, ସବୁ ଆମରି ମାନଙ୍କ ଠାରୁ ନେଉଛନ୍ତି, , ଟିକସ, gst ଆଦି

    • @sairamsukun1851
      @sairamsukun1851 2 месяца назад

      Kn pain phereibe .. BJP govt kn ta gharu aniki deuchi sabu... Loka manank thu nei loka nku deuchi... BJP govt nuha ta GST govt

  • @AnilKhara-kr7bu
    @AnilKhara-kr7bu 3 месяца назад +14

    BJP hotao desh bachao

  • @the_amit.
    @the_amit. 3 месяца назад +6

    ବିଗତ 25 ବର୍ଷ ବିଜୁ ଜନତା ଦଳ ଅପ୍ରତିଦ୍ୱନ୍ଦୀ ଭାବ ରେ ବିଜୟୀ ହୋଇ ଆସୁ ଥିବ ସମୟ ରେ EVM ହେରଫେର ହଉନ ଥିଲା 🤣

  • @b.samanta4148
    @b.samanta4148 2 месяца назад +1

    News ବାଲା ଏବେ ଜଣୁଛନ୍ତି 🤦, ଜନତା ତ election time ରୁ ହିଁ ଜାଣି ଥିଲେ ।

  • @SsSwain-wx9ww
    @SsSwain-wx9ww 3 месяца назад +11

    Rahul Gandhi ta hele thik kahuchhi.... BJP chora.... recounting swar jora dar hau

  • @JagannathSwain-y1c
    @JagannathSwain-y1c 2 месяца назад

    ବାବୁ ସିଙ୍ଗୀ ବାବୁ bjp ର କାହିଁକି ଫାଟୁଚି ଜଦି ତମର ଦମ୍ ଅଛି ଆଉଥରେ ରି କାଉଣ୍ଟିଙ୍ଗୀ କରେଇଦୀୟ ଜନତାଙ୍କ ପାଖରେ bjp ଗେଲା ପୁଅ ହେବ ଯଦି ତୁମେ କାଉଣ୍ଟିଙ୍ଗି ନକରିବାକୁ ଚାହୁଚ ତା ହେଲେ ତୁମେ ଉପରେ BJD ଯୋଉ ଅଭିଯୋଗ ଆଣିଛି ଠିକ୍ କଥା

  • @SAIKanhaofficel
    @SAIKanhaofficel 3 месяца назад +8

    Right

  • @DoremonSipu
    @DoremonSipu 3 месяца назад +1

    ଆଉ ଥରେ ଭୋଟ ହଉ 😊😊❤❤

  • @Crp-2000
    @Crp-2000 3 месяца назад +1

    ଆଉ ଥରେ ଭୋଟ ହଉ ବିନା EVM ରେ

  • @TunaDas-tt7xj
    @TunaDas-tt7xj 2 месяца назад

    Bjd 10ଥର ଇଲେକ୍ସନ କଲେବି ହାରିବ। ରେପ୍, ମଡ଼ର୍ର, ଚୋରୀ, ଚାକିରିରେ ଜାଲିଆତି ଏ କଥାର ସ୍ପୋଷ୍ଟ କରନ୍ତୁ।

  • @SudhansuSwain-cm4gi
    @SudhansuSwain-cm4gi 2 месяца назад

    ବିଜେଡି ଏମିତି ଜିତେ ବୋଧେ ଆଗରୁ, ସେଥିପାଇଁ ସେ ଏମିତି ଭାବୁଛି

  • @hareshsahoo.1236
    @hareshsahoo.1236 3 месяца назад +1

    Please vote again.

  • @mantusahoo9820
    @mantusahoo9820 2 месяца назад +3

    ଆଉ ଥରେ ଭୋଟ ହେଲେବି bjd ହାରିବ

  • @BishwanathSethiBishwa
    @BishwanathSethiBishwa 3 месяца назад +5

    Ekdam thik katha.

  • @KalpanaOjha-ug6mm
    @KalpanaOjha-ug6mm 3 месяца назад +1

    Punithare vote karajau🙏🏻🙏🏻

  • @judhistirprathan4975
    @judhistirprathan4975 2 месяца назад +1

    ❤❤❤❤❤CEC IS THE PET DOG OF BJP MODI
    .......❤❤❤❤SUPPORTED BY CJI❤❤❤❤❤❤❤❤❤

  • @SangramBeuria
    @SangramBeuria 3 месяца назад

    ଏମିତି ବି ଜିତି ଥିଲା ବିଜେଡି

  • @Baby33824
    @Baby33824 3 месяца назад

    ଆଉ ଥରେ ଭୋଟ ହେବା ଦରକାର
    ଧୋକାବାଜ ବିଜେପି ଦଳ।

  • @biswajitmohantybiswajitmoh6634
    @biswajitmohantybiswajitmoh6634 2 месяца назад +1

    Agaru b j d 25 year karichi

  • @A...B..Aggarwal..306
    @A...B..Aggarwal..306 2 месяца назад

    ହାରିଗଲା ପରେ ସହି ପାରୁନାହାନ୍ତି BJD

  • @gudubadajenagudu8750
    @gudubadajenagudu8750 3 месяца назад +3

    Jay shree jagannath 🙏🙏🙏

  • @just4funindia869
    @just4funindia869 3 месяца назад +1

    ଜୟ ଲେଖା ନାନୀ
    ଆଉ କେବେ ବି ଟିକଟ ପାଇବ ନାହିଁ କି ଜିତିବ ନାହିଁ

  • @srikantarauta8200
    @srikantarauta8200 2 месяца назад

    ଆଜିପଯ୍ୟନ୍ତ କିଏ କାଏଁ କହୁନଥିଲା କଣ ଗୋଟେ ହୋଉଛି ଯଦି କିଛିକରିନ କମିଶନର କୁହନ୍ତୁ ରିପୋର୍ଟ ଟାଦେଇଦେବେ କଣ ପାଇଁ କଥା ବାତ୍ରା ତାଳମେଳ ଖାଉନିକଣ ପାଇଁ ନା ପଦବୀ ଯିବହେରିବୋଲି ଇଲେକ୍ସନ କମିଶନର କୁ ଭିତିରି ଦେଇଛନ୍ତି ଯଦି ସେମେତି କିଛି ହୋଇଥିବ ତଦନ୍ତ କରାଯାଉ ଭୋଟ ଆଉ ଇଭିମ କୁ ମେଚ କରାଯାଉ ସତଟା ପଦାରେପଡିଯିବ ଆଉ ଯଦି ଏମେତି ହୋଇଥିବ ଏହା ଭାରତର ଗଣତନ୍ତ୍ରର ହତ୍ୟା କରାଯାଉଛି ଆଉ ହତ୍ୟା କାରିକୁ ଗୋଡ଼ାଇ ଗୋଡେଇ ପିଟିବାଦରକାର ଆଉ ଅଣ୍ଡା ଟମାଟ ରେ ସ୍ୱାଗତ କରିବା ଦରକାର

  • @shibshankarmohanty9709
    @shibshankarmohanty9709 3 месяца назад

    ବିଜେଡି ଆଉ କଂଗ୍ରେସ ର କାମ କିଛି ନାହିଁ, ଜିତିଲେ ଗଡବଡ ନାହିଁ, ହରିଗଲେ ଗଡବଡ,।।ସେ ଲେଖାଶ୍ରୀ ଦୋମୁହାଁ ନୀତି ସବୁବେଳେ କରେ, ଖାତିର ନାହିଁ। ।।।।

  • @newtonpradhan8955
    @newtonpradhan8955 3 месяца назад

    ଆଉ ଥରେ ଭୋଟ ହେଲେ, ଵାଲାଟ ପେପର ରେ ଭୋଟ ଦେଲେ ଭଲ ହୁଅନ୍ତା

  • @bairagibiswal855
    @bairagibiswal855 3 месяца назад +9

    Evm chori

  • @narayanpanigrahi1987
    @narayanpanigrahi1987 2 месяца назад

    25 ବର୍ଷ ଯାଏଁ BjD ସରକାର ଜିତି ଆସୁଥିଲା ସେତେବେଳେ କିଛି ପଚାରୁ ନଥିଲେ...ଏବେ ନୂତନ ଦଳ ସରକାର ଆସିବାରୁ ଦେହକୁ ବାଧୁଛି....ବୋଧହୁଏ ହଜମ ହଉନି....UP re କାହିଁକି BJP 60 ସିଟ jitiparilaa ନାହିଁ

  • @angadbibar9745
    @angadbibar9745 3 месяца назад +1

    Rahul Gandhi zindabad forever

  • @deepakranjan1736
    @deepakranjan1736 2 месяца назад

    ବିଜେପି ଦଳ କ୍ଷମତା ପାଇଁ ଦିନେ ଦେଶକୁ ବି ବିକ୍ରି କରିଦେବ

  • @bhaganathkumar7021
    @bhaganathkumar7021 3 месяца назад +2

    Au tore election hebadorkar

  • @AshishKumarsabatAshishsabat
    @AshishKumarsabatAshishsabat 3 месяца назад

    Naveen sarkar jindabad jindabad

  • @tilachandrameher608
    @tilachandrameher608 3 месяца назад +17

    ହାରୀଗଲେ ମେସିନ ର ଦୋଷ... କଂଗ୍ରେସ ବି ଦୁଇଥର ଦୋଷ ଦେଇଥିଲା ହେଲେ ଏଥର କଂଗ୍ରେସ ଅଧିକା ଶିଟ ଜିତିଯିବାରୁ ମେସିନ୍ ଠିକ୍ ହେଇଗଲା......ବା କି କଥା

    • @SauravKumar-ck6cr
      @SauravKumar-ck6cr 3 месяца назад +4

      Andhabhakta spotted 😂

    • @technicalsalim5999
      @technicalsalim5999 3 месяца назад +2

      Odisha ru bjp hotibo Aau andhavakta ra odisha ru bidai hobo😢😢😢😅😅😅😅😅

    • @PrakashKumar-ps5md
      @PrakashKumar-ps5md 2 месяца назад +1

      Kan karibe Bhai poda jala hele malam laganti hele emane pagal bhalia nachuchanti 😂😂😂

  • @GeniusAcademii
    @GeniusAcademii 3 месяца назад

    ପୁଣି ଥରେ ଭୋଟ ନହେଲେ ଦେଶ ବିକ୍ରି କରିଦେବ BJP ସରକାର । ଭୋଟ ହେଲେ BJD ସୁନିଶ୍ଚିତ ଆସିବା ଏହା ଆମ odisha ବାସୀ ଙ୍କ ଗ୍ୟାରେଣ୍ଟି

  • @Paramananda853
    @Paramananda853 3 месяца назад +2

    ହାରିଗଲେ ସବୁ ଏମିତି କହିଥାନ୍ତି

  • @akshayabhoi2802
    @akshayabhoi2802 2 месяца назад

    ଆଉଥରେ ଗଣତି ହେଉ ତମର ବିଜେପି ବାଲା କାହିଁକି ଫାଟୁଛି

  • @subratkumardas6836
    @subratkumardas6836 3 месяца назад +14

    Bjp h to ghotala hoga

  • @DebiGoud440V
    @DebiGoud440V 3 месяца назад +5

    ଲଜ୍ୟା ନିୟୁଜ୍ ଚେନେଲ୍ .ଲେଖା ଙ୍କୁ ପଇସା ଦରକାର୍ .

  • @madanmohanty-sd2pn
    @madanmohanty-sd2pn 2 месяца назад

    ପୁଣି ନିର୍ବାଚନ କର
    ବିଜେପି ହଟାଓ ରାଜ୍ୟ ବଞ୍ଚାଓ

  • @tapaswiniojha8832
    @tapaswiniojha8832 3 месяца назад +10

    BJP chora 😂jumla, michhua sarkar 😂

  • @iswarthethua2401
    @iswarthethua2401 3 месяца назад

    Once again vote heu

  • @prabhucharandas1433
    @prabhucharandas1433 2 месяца назад

    ନବିନ କାହିଁକି ସୁପ୍ରିମ୍ କୋଟ ଯାଉନାହାଁନ୍ତି

  • @prasantmohanty5250
    @prasantmohanty5250 3 месяца назад +12

    ଦୁର୍ନିତି ବିରୋଧରେ ଲୋକମାନେ ଜବାବ ଦେଇଛନ୍ତି,

  • @LilenBiswalodishaindia
    @LilenBiswalodishaindia 2 месяца назад

    ଯଦି ଏହା ତା ହେଲେ ଏହାକୁ ସମୀକ୍ଷା କରାଯାଉ ଓ ପୁନର୍ବାର ଗଣତି କରାଯାଉ

  • @nilakanthasahoo8101
    @nilakanthasahoo8101 2 месяца назад

    ଆରେ bjd 24 ବର୍ଷ କୁଜି ନେତା ବହୁତ୍ 3:09 ଖାଇଛନ୍ତି ଆଉ ହଜମ ହ ଉ ନି bjp କିଛି ଖାଉ କନ ହେଇଗଲା ଲୋକ ଏତେ ପାଗଳ ନୁହନ୍ତି ଜନତା ଯାହା କରି ଛନ୍ତି ଠିକ୍

  • @KAALAKAVALAA
    @KAALAKAVALAA 3 месяца назад +1

    ମୁଖ୍ୟମନ୍ତ୍ରୀକୁ ଆରେଷ୍ଟ କରାଯାଉ

  • @SanyasiBehara-q7w
    @SanyasiBehara-q7w 3 месяца назад

    ଅଧିକାଂଶ ବୁଥରେ ରାତି ୯ଟା ପର୍ଯ୍ୟନ୍ତ ଭୋଟ ଦିଆ ଚାଲିଥିଲା ଏହା ଠିକ କି

  • @just4funindia869
    @just4funindia869 3 месяца назад

    ଆରେ ଲେଖା ନାନୀ ଆମ ବିଜେପି ଲୋକ

  • @satyabhamagiri7982
    @satyabhamagiri7982 3 месяца назад +1

    ❤❤❤❤