He was not a son of Dewan by born.He was a high aspirant paika youth in his early days. He was poor but courageous.He was able to control a mad Elephant by help of a knife and got the good wishes/ of the Gajapati.Subsequently he became the Senapati of khordha Raja Ramchandra Dev. He was a scroundral in Odisha History.
ଏହି ଭଳି ଐତିହାସିକ ଘଟଣା କୁ ନାଟକ ମାଧ୍ୟମରେ ଦୃଶ୍ୟମାନକଲେ ଆହୁରି ଭଲ ଲାଗିବ।
ଧନ୍ୟବାଦ ଆମକୁ ଇତିହାସ ର କିଛି ପୁରୁଣା କଥା କହିଥିବାରୁ।।🙏🙏
ଭାଷାକୋଷ ରୁ ଯେମିତି ଶବ୍ଦ ସବୁ ଏଇଠି ଉପସ୍ଥାପିତ ହେଇଛି।😊👌👌 ବହୁତୁ ସୁନ୍ଦର।
କଳା ପାହାଡ ଉପରେ କିଛି ଭିଡ଼ିଓ କରନ୍ତୁ
Kala pahada ra video achi ramachandra dev-1 video re
ନିଶ୍ଚିତ ଭାବରେ ଆପଣଙ୍କ ର କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ ଅମୁଲ୍ୟ ଶିକ୍ଷା ଏବଂ ସଂସ୍କାର ମିଲିଥାଏ।
🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବିଶ୍ୱାଘାତକତାର ଆମ ଦେଶ ଏବେ ବି ଆଗରେ 😊
ଏଇ ମାଟିର ଇତିହାସ
କୃତିବାସ ପାଟ୍ଟଶାଣୀ ଙ୍କ ଇତିହାସ
ଉପଯୁକ୍ତ ଶାସ୍ତି,ପାଇଲା ବିଶ୍ୱାସଘାତକ ବକ୍ସି, ଜୟ ଜଗନ୍ନାଥ
Dil mein jwaala jaalane jesa song hai aur chitrkar sabse jaad achaa hai . Keep it up 👍.
Best story
ବହୁତ ସୁନ୍ଦର ବର୍ଣନା, ଧନ୍ୟବାଦ
ଚମତ୍କାର ଆଜ୍ଞା ଧନ୍ୟବାଦ
A historical movie should be made about this topic . Like the super blockbuster movie Bahubali
Exactly same feeling 😀
ନୀଳଶୈଳ ଉପନ୍ୟାସ ର କିଛି ଭାଗ
କୃପା ସିନ୍ଧୁ ଜେନା ଉପରେ ବଣଓ କେମିତି ତକି ଖାଁ କୁ ମାରି ଥିଲେ !!
Kemiti?
ଦେୱାନ ଙ୍କ ପୁଅ କଣ ଖାଇବାକୁ ପାଉନଥିଲା ଯେ ତଳୁ କଣିକା ଗୋଟେଇ ଖାଉଥିଲା ??? ଟିକେ ଅତି ରଂଜିତ କରି କହିବା ପୂର୍ବରୁ Script ଭଲକି ଜାଞ୍ଚ କରନ୍ତୁ ଭାଇ
Rakhita pua thile ea
ଏସବୁ ଚରିତ୍ର ସୁରେନ୍ଦ୍ର ମହାନ୍ତି ଙ୍କ ନୀଳଶୈଳ ଆଉ ନୀଳାଦ୍ରି ବିଜୟ ଉପନ୍ୟାସ ରେ ଅଛି ବିଷଦ ଭାବରେ
କଥାଟି ବୁଝିବା ହୁଅନ୍ତୁ ଆଜ୍ଞା। ଵେଣୁ ଭ୍ରମରଵର ରାଉତ ତା ବାପ ର ଏକ ଅବୈଧ ସନ୍ତାନ। ତେଣୁ ତାକୁ ଦେଵିନଙ୍କ ସମ୍ପତ୍ତିରୁ ଭାଗ ମିଳିନଥିବାରୁ ସିଏ ମହାପ୍ରସାଦ ଗୋଟେଇ ଖାଇ ବଞ୍ଚୁଥିଲା ପରା।
ସତରେ ସିଏ ବେଢାରେ ମହାପ୍ରସାଦ ଗୋଟାଇ ଖାଉଥିଲା ଏବଂ ପେଜ ନଳା ରୁ ପେଜ ପିଇ ବଞ୍ଚିଥିଲା, ସେ ଗୋଟେ ରକ୍ଷିତା ର ପୁଅ ଥିଲେ, ତତ୍କାଳୀନ ସମୟରେ ଅଧିକାଂଶ କୁଳତୁଟ ବଂଶଧର ମାନଙ୍କର ଅବସ୍ଥା ଏମିତି ହିଁ ଥିଲା
Ati sundar upasthapa
He was not a son of Dewan by born.He was a high aspirant paika youth in his early days.
He was poor but courageous.He was able to control a mad Elephant by help of a knife and got the good wishes/ of the Gajapati.Subsequently he became the Senapati of khordha Raja Ramchandra Dev.
He was a scroundral in Odisha History.
ନୀଳଶୈଳ ଉପନ୍ୟାସରୁ ଏହି ଆଲେଖ୍ୟ ପ୍ରସ୍ତୁତ ହୋଇଛି। ମାତ୍ର ନୀଳଶୈଳ ଲେଖକ ସୁରେନ୍ଦ୍ର ନାଥ ମହାନ୍ତି ସରଦେଈ ଜଗୂନି ପ୍ରଭୃତି କାଳ୍ପନିକ ଚରିତ୍ର ବୋଲି କହିଛନ୍ତି। ଓଡ଼ିଶାର ଇତିହାସରେ ଏମାନଙ୍କୁ ଜୀବନ୍ତ ଚରିତ୍ର ଭାବେ କିପରି ଚିତ୍ରଣ କଲେ?
ସରଦେଇ ହୁଏତ କାଳ୍ପନିକ ହେଇପାରେ କିନ୍ତୁ ସରଦେଇ ଗୋଟେ ଉଦାହରଣ, ତତ୍କାଳୀନ ସମୟରେ ଶହ ଶହ ବିଧବା ପାଇକାଳୀ ବୋହୁ ମାନଙ୍କର ଚିତ୍ର ସରଦେଇ ମାଧ୍ୟମରେ ସୁରେନ୍ଦ୍ର ମହାନ୍ତି ଉପସ୍ଥାପନା କରିଛନ୍ତି
Lalitadevi patamahsdai bisayare kouthu janibu kahibeki mo matare se bhal thile please jani6 ta kahibe
Sir kala pahada nataka upload karantu
Next episode🙏
𝐓𝐪 𝐟𝐨𝐫 𝐢𝐧𝐟𝐨𝐫𝐦𝐚𝐭𝐢𝐨𝐧
ନୀଳଶୈଳ ଉପନ୍ୟାସ ଗୋଟିଏ ଗୋଟିଏ ଅକ୍ଷର ପଢୁଛ ଟିକେ ତ କିଛି ସୃଜନଶିଳତା ପରିପ୍ରକାଶ karab