Rok Thok Live | ED କରିବେ ଖୋଳତାଡ | 27 Aug 2024 | Argus News
HTML-код
- Опубликовано: 9 окт 2024
- Rok Thok Live | ED କରିବେ ଖୋଳତାଡ | 27 Aug 2024 | Argus News
#ArgusNews #RokThok #ED #Investigation #BJD #VKPandian #OdishaNews #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argusnews.in
RUclips : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
Thanks Argus🎉🎉🎉
Ghare pasi gehiba Argus chaliba
Thanks ମାନସ ବସ୍ତିଆ
🌹👌ଧନ୍ୟବାଦ 🙏
Thanks sir.
Very good orgus
Very good Argus Team
ମାନସ ବସ୍ତିଆଙ୍କ ଚିନ୍ତା ଧାରା କୁ ମୁଁ ଗଭୀର ଭାବେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ,, ଯେ କୋୖଣସି ଦଳର ବ୍ୟକ୍ତିବିଶେଷ ଅନ୍ୟାୟ ଉପାୟ ଅବଲମ୍ବନ କରିଥିଲେ ସେମାନେ କଠୋର ଦଣ୍ଡ ପାଇବା ଉଚିତ ।। ଧନ୍ୟବାଦ୍ ମାନସ ବାବୁ ।।।
ଧନ୍ୟବାଦ ମାନସ ବସ୍ତିଆ ସାର୍ ନେତା ଏମିତି ହେବା ଦରକାର
ଆମେ ଦୃଢ ନିଶ୍ଚିତ ଯେ - ଅନେକ କୁବେର ବାବୁ ବନ୍ଧା ହେଲେଣି, ଆଗକୁ ମଧ୍ୟ ବହୁତ ଜେଲକୁ ଯିବେ | ସାବାସ ଅର୍ଗସ ଟିଭି | ରାଜ୍ୟର ମଙ୍ଗଳ ପାଇଁ ଏହିପରି କର୍ତ୍ତବ୍ୟ କରି ଚାଲନ୍ତୁ | ଜୟ ଜଗନ୍ନାଥ 👍👍🙏🙏
Thank you manasa babu
Jay shree jagannath welcome to ED odisha in❤❤❤❤❤
ଧର୍ମଶାଳା ବ୍ଲକ ବିଜେଡି ସଭାପତି ଜଳଧର ମହାନ୍ତି ଙ୍କ ଘରେ ଇଡି ରେଡ ହେଉ l
Right
ବବି ଦାସ ଓ ପାଣ୍ଡିଆନ କୁ ଗଛରେ ବାନ୍ଧି ପିଟିବେ ଜଦି ସବୁ ସତ କଥା ବାହାରିପଡିବ,ଇଡି ର ଆବଶ୍ୟକତା କିଛି ଦରକାର ନାହିଁ
ମାନସ ବାବୁଙ୍କୁ ଧନ୍ୟବାଦ୍। ଜଣେ ସଚ୍ଚୋଟ ଓଡିଆର ଆଭିମୁଖ୍ୟ ଏହା ହିଁ ହେବା ଉଚିତ୍।
ବନ୍ଦେ ଉତ୍କଳ ଜନନୀ ବନ୍ଦେ
ଏ AURGUS NEWS କୁ ଆଗ ED ରେଡ କରୁ ,ଏତେ ଅଳ୍ପ ଦିନ ଭିତରେ ଏତେ ଟଙ୍କା ଆଣିଲା କୋଉଠୁ 3 ଟା NEWS ଅଫିସ ଖୋଲିଛି
Don't late, immediate take action against coropted person. Namaste 🙏
ଜୟଜଗନ୍ନାଥ
ମାନସ ବାବୁ ଠିକ୍ କଥା କହିଛନ୍ତି,,, ଯଦି ତଦନ୍ତ ନ ହୁଏ ତାହା ହେଲେ ମୋହନ ସରକାର ଦାୟୀ ରହିବେ
Bastiababu.dhanyabad.bjdra.tautoriank.katha.sabubele.kahuthibaru
Jay shree jagannath Manas Bhai Prabhu jagannath apannkar Mangal karantu ❤❤❤❤
Very good
Very good decision 👏
କେବଳ ବିକାଶ ହେଉଥିଲା ମନ୍ତ୍ରୀ ନେତା ଓ ସରକାରି କର୍ମଚାରୀଙ୍କର, ଗରିବ ଲୋକଙ୍କର ନୁହେଁ
Jay sriram Jay jagannath Jay Odia Jay Mohan Bhai Sarkar 👍👍👍👍👍👍👍👍
ମାନସ ବସ୍ତିଆ, ସଚଟ ଓଡ଼ିଆ,ଦଳ କୁଆଡେ ଭାସି ଯିବ, ଆମେ ରହିବୁ,ଆମ
ଓଡ଼ିଶା ରହିବ,ମାନସ ବାବୁ, good morning 🎉🎉🎉🎉🎉🎉🎉🎉
ଓଡିଶାରେ ସିବିଆଇ କି ଇଡି କିଛି କରିପାରିବନି ଆଉ କିଛି ବି ହବନି କାରଣ ବିଜେପି ବିଜେଡି ଭାଇ ଭାଇ ଥିଲେ ଆଉ ଏବେ ବି ଭାଇ ଭାଇ ହେଇକି ଅଛନ୍ତି, ବିଜେପି ବିଜେଡି ପ୍ରେମ ବହୁତ ନିବିଡ଼, ଖାଲି ବିଜେପି ନେତା ଓ କିଛି ମିଡ଼ିଆ ଵାଲା ଓଡିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି, ଗୋଟେ କୌଣସି କେଶର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇନାହାନ୍ତି, କୁନ୍ଦୁଲି, ପରୀ, ପିହୁ, ବେବିନା, ଇତିଶ୍ରୀ, ରୁଚିକା, ମମିତା ମେହେର, ମାଧବୀଲତା,ସ୍ମିତାରାଣୀ, ସୋମାଲିକା, ସଂଯୁକ୍ତା ମହଲ ଭଳିଆ ଅନେକ ନାରୀ ନିର୍ଯାତନାର ଶିକାର ହେଇଛନ୍ତି, ସୋମ୍ୟରଞ୍ଜନ, ସୋମ୍ୟଶେଖର, ଆଦିତ୍ୟ ଦାସ, ମାହାଙ୍ଗା ତ୍ରିପଲ ମର୍ଡର, ମନ୍ତ୍ରୀ ନବ ଦାସର ହତ୍ୟା ଜେଲରେ ଗୋବିନ୍ଦ ସାହୁର ହତ୍ୟା, ଘସିପୁରାରେ ରାମଚନ୍ଦ୍ରର ଅତି ନିର୍ମମ ହତ୍ୟା, ସୁକିନ୍ଦାରେ ଶ୍ୟାମପଦ ରାଉତର ହତ୍ୟା ଭଳିଆ ଅନେକ ହତ୍ୟା ହେଇଚି, ଚିଟ୍ଫଣ୍ଡ, ଖଣି, ବ୍ଲାକରୋଜରେ ଖଣି ଚୋରି, ଜଗନ୍ନାଥଙ୍କ ଜମି ବିକ୍ରି, ଶ୍ରୀମନ୍ଦିରରେ 4200 କୋଟି ଟଙ୍କାର ଦୁର୍ନୀତି ହେଇଚି, ଆଉ ସବୁ କେଶରେ ନିଜେ ନବୀନ ପଟନାୟକ ତାର ନେତା ସେତେବେଳର ଅଫିସର ମାନଙ୍କର ହାତ ଅଛି, ସେ ଅରୁଣ ବ୍ରଥା କେବେ ତଦନ୍ତ ପରିସରକୁ ଆସିବ, କିନ୍ତୁ ବିଜେପିର ଖାଲି ଗପ କିଛି କରିବନି ବିଜେପି ବିଜେଡି ଭାଇ ଭାଇ, ଆଜି ମୁଁ ବିଜେପିକୁ ଭୋଟ ଦେଇ ଭୁଲ ହେଇଗଲା
ମାନସ ଭାଇ ପୂର୍ବ ରୁ କହିବା ଆଉ ଏବେ କହିବା ଭିତରେ ଅନେକ ଫରକ, ଧନ୍ୟବାଦ ଭାଇ
ତ ଦ ନ୍ତ ହେଓ ଗରିବ ଗରିବ ଲୋକ ମାନେ ଜାଣନ୍ତୁ ଦେଖନ୍ତୁ ଶୁଣନ୍ତୁ ଧର୍ମର ଜୟ ପାପର କ୍ଷୟ ଜୟ ଶ୍ରୀ ରାମ
Good
Very good well come
ଦଗାଂକାରୀକୁ ଧରିବକି ED?
Very good 👍👍👍👍
କଥାରେ ତ କଥାରେ ରହିବ, କାମରେ ନୁହ
ବହୁ ଲୋକଙ୍କ ହୃଦୟରେ ଯେଉଁ ଭାବ ଜାଗ୍ରତ ହୁଏ ତାହାହିଁ ଈଶ୍ୱର ବାଣୀ । ବିରୋଧୀଦଳ ର ନେତା ମଧ୍ୟ ଏହି ଦୁର୍ନୀତି କୁ ସମର୍ଥନ କରୁଛନ୍ତି । ତେଣୁ ଯଥା ଶୀଘ୍ର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଜରୁରୀ ।
ମଲେ ସଳେ 😂😂😂😂
👍👍👍👍👍👍 right sar
Bjdra.50.mlaku.jailre.purau.odissabasi.khusi.hebe
ସର୍ବେଶ୍ଵର ବାବୁ, ମୋଦି ଓଡ଼ିଶାର ବନ୍ଧୁଙ୍କ ସ୍ବାସ୍ଥ୍ୟ ଦେଖିବାକୁ ଆସୁଛନ୍ତି, ତେଣୁ ଆଉଥରେ ଲୋକଙ୍କ ବିଶ୍ବାସ ଜନ୍ମାଇବା ପାଇଁ ପ: ନି: ଆସିଛନ୍ତି। ସମସ୍ତ ସୂଚନା ପ୍ରଦାନ କରି ପ୍ରେସ୍ ମିଟ କରାନ୍ତୁ ହୁଏତ କିଛି ପ୍ରଭାବ ପକାଇବ।
ଶ୍ରୀ ମାନସ ବସ୍ତିଆକୁଁ ଅଶେଷ ଅଶେଷ ଧନ୍ୟବାଦ୍, ଅପ୍ରିୟ ସତ୍ୟ ଉପରେ ସର୍ବଦା ଆଲୋଚନା କରନ୍ତି।
ED AND CBI ABSENT IN ODISHA
Investigation, but no action..... Each and every appreciation goes to RTI Activists, say no to IB, CBI and ED........
Durgashis babu,we could not believe that😮ED will do something to find the curroption s made in last govts period.
Pubatana jajpur collecter ranjana das au babi das ku ed red karu
କିଛି କରିପାରିବ ନାହିଁ, ଇଡି ଆସିଲେ , ତମର ଖାଲି ପବନ
❤❤
Ranjana das ra jajpur collector thila bele tara be ED TARA BE RED KARU
Msanas bastia is a great leader...........saying the through
BJD Sarkar chitt fond kyelankari,,mamita bybina itisree Pori murder inquiry kanhi ki helani,,khoni choro durniti,, Novo dash murder inquiry kanhi ki helani,, Puri ratano vondar chhavi hajiba kyelankari proda fash kanhi ki helani,sir==prokolpo naa re pandiyan koti koti tanka Atamo sathh kola inquiry kanhi ki helani,,sir
So nice ❤❤❤❤😂😂🎉😢😢😮😅😅😊
Manas bastia sir ur greater
We make a huge hue and cry on corruption, but all are immersed in it.....
Chowdwar road is just pathetic.....
Bo one have ever focused on this, road condition in Bhubaneswar has turned worst, who is responsible ??
Why, no proper planning is being done when a new road or bridge is planned for a place.....??
ମନ୍ଦିର ଚୋରି ସୁନା ଦୁବାଇ ସୁନା ଆସିବ କୁଆଡୁ id ଯାଞ୍ଚ କରି ଦୋଷୀ ଫାସୀ ଦେଇଦିଅ
Arasta kara
🎉
Bjd ku janch korajau
Dhnya Bigat Sarkar
Tamil bjd 25 years re Prathi panchayat re durnithi korichanti prathi village re durnithi korichanti somostanku jail koriba darakar
JahbiOdissara,Arthaku,Purbatana,Sarkar,Lut.karithiba,khani chitfandra,Ghotalara,Pardafasheu Sadharanare
Aga.pandu.naveeku.dharu
ବିଜୁବାବୁଙ୍କ ପୁଅ ରହିଗଲା
So many Bjd leader s r there to be accused n jailed... Please don't leave them.....
Manas babu nku thanks
Sadharana mata re desa kimba rajya re bisrunkla srusti karajiba dharma nuhen.jie sambadika tara.kriya,prati kriya bivina diga re bichara dhara rahiba uhita.
ବିଜେପି ଦଳ ମୋହନ ମାଝୀ ସରକାର୍ ବହୁତ୍ ବଡ ବଡ ଭାଷଣ କିନ୍ତୁ ବିଜେଡ଼ି ନେତା ମାନଙ୍କୁ ଖାସେଇବା ପାଇଁ ଦିଲ୍ଲୀ ରେ ଅମିତ୍ ଶାହା କୋଟି କୋଟି ଟଙ୍କାର ଚାନ୍ଦା ନେଲଣି, ବିଜେଡ଼ି ଦଳ ର ନେତାଙ୍କୁ କିଛି କରିବେ ନାହିଁ, ଦୁହେଁ ମିଳି ମିଶି ଖାଇଯିଗଲେଣି,
Sar kathare nuhne kamare heu
Let it be fruitful, otherwise it will be a dramatic scene for Odia.
Safharana mata re durgasisa ji nirdista vabe daliya niti ru urdho re rahiba uchita.
INDI khauthilaa khani tanka
Jete achanti MLA 6 kotira Malik semanankara ED check Karu. Rajniti Kari Rajya ku kipari harilot karichhanti..
ଚିକିଟି ଵିଜେଡି ଉଷା ଦେଵି ଇଡି ଚଟାଉ କର ଦରାପଟିଵ
ED kichi karibani bjd o bjp 2ta jaka Cora
Chit fond malika sabu bjp pati re😂mhigiha Bala kahuchi😂
Manas babu pura thik kahuchanti
Naveen Patnaik ku kabab Jali jeba tamil actress v k padina Ra Jali jeba kabaa
ଅର୍ଗୋସ୍ ଭାଇ ମୋମିତା କୁ କେବେ ନାୟ ପାଇବ
ସଭାରେ ନବୀନ ପଟ୍ଟନାୟକଙ୍କ ହାତ କାହିଁକି ଥରୁଥିଲା ପାଣ୍ଡିଆନ କାହିଁକି ନବୀନ ବାବୁଙ୍କ ହାତ କାହିଁକି ହାତ ଧରି ଲୁଚାଇଥିଲେ
Sarbesura vai ranjanadas. Be ku Ed red karantu
Ghadai family first
Mid-day meal system ku be tanatan hau aita gote slow chori hauchi
ତଦନ୍ତ କରିବ କରୁ ସ୍ୱାଗତ ଯୋଗ୍ୟ |କିନ୍ତୁ କେବେ? ଖାଲି ଗର୍ଜନ କରି ଶୋଇପଡ
Satare na kana na kichhinmota anka nei pherijibe bjp ba support dauchi BJD ra durniti karinku
Good very good
Manas Bastia sathik katha kahuchhanti.
Tadanta kari ghanti dio then banti dio
Manas Bastia abe jemiti neutral ho e kahuchanti se vali statement agaru dabar thila auu ji a jou dalara hau semane a pari Mata Mata daba katha
Dhanyabad.Manash.Babu.Satyaku.Saport.karithibaru.puni.Dhanyabad❤🎉🎉😢😂😮😅
Joumane kahuthile odisha basi amar odisha am ghara ,tahele a Mane nija gharu kemit chori kale
Apanaka chennal debate ku lelin mohanty ku dakantu, request
Bjdra.samastanku.jailre.pura
Give me 1000 CR & see how Balasore will be
Satare kana kala poisa .bahariba..jai.dambidhan.
Sadharana mata re kalapather khani. Re sarbaprathamika stara re keteparimana kalapather gahhita thila?24 barsapurba o tar sarbaprathamika stara re. Byaya karajaithiba ra hisaba kie deba?
Fast vk pandeyna no ta ku pokaye deyontu
Himansu vai ranjana das ku ed canner re ana jau
Home ministry KU ketey cut money jauthila, se tadanta Heba darkar
Mari nele Mohapatra
Auu achi je dharibu.
Kebe enquiry haba
Kebe nya miliba
Sabudina sunuchu kintu bjd kahuchi garajila Megha barse nahin
But pandian
Adyo.ru.prantojai.purpuri.todontkorajau.nohele.odissabasi.bohutonarajhebe..allrivht.
C.b.i.amorovagyobidhata.tahanku.aponomanesahajyokoribakotha.se.sobukichi.koribapai.hokdar.ottonty.
Jahaheuchi. Voloheuchi.ed.kotribakudiontu.jekhauchi.se.janibojie.nirmolochi.tahakukichi.hebonahi..senije.vosta harihoi.nijefosibe.
Chore nku vitere pura3