Vaishnomata mariba au puri re mariba re bahut farak achi vaishnomata re mandira vitate kehi suicide kari nahanti seita jou loka mari thile seia gote incident seita mandira vitare heini ta chada sethi pahada parvat area bahut sradhalu Jau thibaru emiti hela jemit ratha yatra re bahut dala chakta re loka maranti,,kedarnath amarnath pahada area ghati area loka bahut mari thanti kintu mandira vitare kehi suicide kari nethila pothi kholi dekhi para
ମାଳିକା ଧୃବ ସତ୍ୟ
ମନ୍ଦିର ରେ ମରିବେ କି ବଞ୍ଚିବେ ଆମେ ଜାଣିନୁ
ଆପଣ ବି ଜାଣି ନଥିଲେ
ହେଲାପରେ କହିବା ଠିକ୍ ନୁହେଁ
ଯାହା ହେବ ଆମ ଜ୍ଞାନ ବାହାରେ
ଆମେ ଇଶ୍ୱର ଙ୍କ ଖେଳକୁ ବୁଝିପାରିବା ନାହିଁ
କେବଳ ନିଜକୁ ବଦଳେଇ ପାରିବା ଏବଂ ଭଗବାନ ଙ୍କ ଶରଣାପନ୍ନ ହୋଇପାରିବା
ସତରେ ବଡ଼ ବିଚିତ୍ର ଏ ମାୟା ସଂସାର
ହରି ଅନନ୍ତ ହରି କଥା ଅନନ୍ତ 😔🙏
Mandira re kinar marila auu turanta kabi nkara malika katha mane padila agaruta kanhi mane padu nathila
@@sebaktvodia9120 ଦୁଷ୍ଟ ନିବାରି ସନ୍ଥ ପାଳୁ
ତୁ ନାଥ ପରମ ଦୟାଳୁ
ଶୂନ୍ୟ ଶୂନ୍ୟ ମହା ଶୂନ୍ୟ
ଆମେ ପାପୀ ମୁର୍ଖ ଅଧମ କାମନାର ନିଆଁ ରେ ଜଳୁଥିବା ମଣିଷ
ତାଙ୍କ କୃପା ନହେଲେ କିଏ ଆମକୁ ମାୟା ସଂସାର ରୁ ଉଦ୍ଧାର କରିବ।
ହେ ମଣିମା ତୁମକୁ ବାରମ୍ବାର ପ୍ରଣାମ 😢🕉️🚩
@@sebaktvodia9120 ହୁଏତ ଏକଥା ମାଳିକା ରେ ଲେଖା ଅଛି,
ବାବା ଯାହା ବି କହୁଛନ୍ତି ସଂସାର ହିତେ।
କାରଣ ଆମେ ମଣିଷ ନୁହେଁ ପଶୁ ଠାରୁ ହୀନ ହୋଇଗଲେଣି।
ଇଶ୍ୱର ଙ୍କ ଦଣ୍ଡ ଆଗକୁ ସମ୍ଭାଳି ବାକୁ ବାଧ୍ୟ।
କର୍ମ ହିଁ ଆମକୁ ମୁକ୍ତି ଦେବ।
ଭଜ ଗୋବିନ୍ଦ 🙏
ଜୟ 🙏ମାଳିକା 🙏ଜୟ 🙏ପଞ୍ଚ ସକା 🙏🙏🙏🙏
ବହୁତ ସୁନ୍ଦର କଥା ଶୁଣି ଏ ମନକୁ ଶାନ୍ତି ଲାଗିଲା
🕉️ ଜୟ ଶ୍ରୀ ଜଗନ୍ନାଥ 🙏
ଯାହା ମାଳିକା ଲେଖିଛି ତାହା ଘଟିବା କୁ ଯାଉଛି ତାହା ସତ୍ୟ 🙏🏻❤️🙏🏻ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ
ଆପଣ କଣ ସବୁ ଜାଣିଛନ୍ତିଯଦି ଜାଣିଛନ୍ତି ଯଦିଚୁପ୍ ରହୁନାହାନ୍ତି ମାଳିକାରେ କୋଉଠି ଲେଖାଅଛି ଅନ୍ୟମାନଙ୍କୁ ଡରାଇବାକୁ ସମସ୍ତେ ଜାଣନ୍ତି।ଆଗକୁ କଣ ହେବ
Apana darntu nahin mun achhi na
Jaya jagannath 🙏 prabhuji kotti kotti dandabat guruji 🙏
Dhanyabad baba Amaku adhyatmika Marga ku naba paien apanka Prayasa🙏
Jay jay Jagannath 🙏🙏🙏❤️❤️❤️ jay jay panchasakha 🙏🙏🙏🙏🙏❤️❤️❤️❤️❤️ jay jay baba dibakara das Maharaj 🙏🙏❤️❤️
Jay jagannath jay pancha sakha
Prabhu ji ki Lila pravu hi Jane Jay Jagannath Swami.
Baba apanan ka charanabindare koti koti pranipata baba.jay shree jagannath.hari om
ଜୟ ଶ୍ରୀ ମହାପ୍ରଭୁ ଭକ୍ତବତ୍ସଳ ଭଗବାନ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣରେ ଏ ଅଧମର ସାଷ୍ଟାଙ୍ଗ ପ୍ରଣିପାତ🙏🙏🙏 ାା
🌸🏵️ଜୟ ପଞ୍ଚସଖା 🙏🙏🌺🏵️ଜୟ ଜଗନ୍ନାଥ ସ୍ବାମୀ 🙏🙏
ଗୁରୁଜୀ ଯେଉଁ ବ୍ରାହ୍ମଣ ମଣିଷ କୁ ଛୁଆଁ ଅଛୁଆଁ ବାରଣ କରୁଛି ସିହେ କେମିତି ବଡ଼ ହେବ
Right
Sir dibakara das baba dhanyawad
ରିଅଲ ଫାକ୍ଟ ଇସ ବେଶିଂ ହପେନିଂ ଏକର୍ଡିଂ ମାଳିକା ଜୟ ଜଗନ୍ନାଥ,
Jay Jagannath 🙏
JAY JAGANNATH JAY PANCHA SAKHA JAY BHAKTA BRUNDA JAY JEEV
ଜୟ ଗୁରୁଦେବ.. ଜୟ ପଞ୍ଚ ଶଖା 🙏💐
କିଛି ହୋଇ ସାରିଲେ ମାଳିକା ରେ ଲେଖା ହୋଇଛି। ସମାଲୋଚନା ହେଉଛି ମାଳିକା କୁ ଏମିତି କରିବା ଦ୍ୱାରା
Murkha to manre biswas nahi tu Malika kana sunachhu
କିଛି ଭବିଷ୍ୟତ ଅଥା ମଧ୍ୟ ଲେଖା ହୋଇଛି। ସେ ବିଷୟରେ ବି ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଦେଖନ୍ତୁ।
G😂😂g🎉🎉🎉g😂😂g🎉🎉🎉f😂g😂f😂f😂g😂 no ni@@Humanity299
ॐ ଜୟ ଜଗନ୍ନାଥ ଜୟ ପଞ୍ଚଶଖା କି ଜୟ
ପିତା ମାତା ଗୁରୂ ପଞ୍ଚମହାଭୁତେ
କରିଛି ମନ ନିବେଶ,
ଏ ଭବ ସାଗରୁ ତରିବି ଭାବୁଛି
ଏ ଚାରିଙ୍କୁ କରି ତୋଷ |
ଏହା ମୋର ରଚନା କରିଥିବା *ଆହେ ମହାମେରୁ*କାବ୍ୟ ର କାବ୍ୟ ଖଣ୍ଡ
🙏🙏🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🌹🌹🌹🙏🙏🙏🙏🌹🌹🌹🙏🙏🙏
ଜୟ ମାଳିକା ବହୁତ ଭଲ ଲାଗିଲା, ଜୟ ଜଗନ୍ନାଥ ମୁଁ ବଲାଙ୍ଗିର ର ଆଉ ମତେ ଭଲ ଲାଗେ
JAY JAGNNATH SWAMI 🙏🙏🙏
JAY PANCHASAKHA 🙏🙏🙏🙏🙏
Jai madhaba jai kalki
Jay jaganath prabhu
Jay shree Jagannath Jay shree PanchSakha 🌹🌹🌹🌹🌹🌹🌹🌹🌹🌹🌹🌹🌹🌹🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ🙏🙏 ଜୟ ଅଚ୍ୟୁତ 🙏🙏
🌄 ଜୟ ଜଗନ୍ନାଥ, ଜୟ ପଞ୍ଚ ସଖା ଆବା , ସୁନ୍ଦର ଅମୃତ ରସ ମହିମା, ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣ🗽
Jay jaganatha🙏
No comments but yes mahapravu darubramha namo namaha pranam maa laxmi Devi pranam beta pranam
Jaya jagarnath 🙏🙏🙏🙏🙏 Jaya 🙏🙏🙏🙏🙏🙏 Jaya jaganatha
ଘର ଦିଅଁ ବୋଲି ମହାପୁରୁଷ ଯାହା କହିଛନ୍ତି ତାହା ବାସ୍ତବରେ ପ୍ରତ୍ଯେକ ଦେହ ଦେବାଳୟରେ ବିରାଜମାନ କରିଥିବା ପରମାତ୍ମାଙ୍କ ସୂକ୍ଷ୍ମରୂପ ଆତ୍ମା ହିଁ ଅଟନ୍ତି । ଯଦି ପ୍ରତ୍ଯେକ ମାନବ ଆତ୍ମଦର୍ଶୀ ହୋଇ ନିଜକୁ ବିଭୂରୂପି ଆତ୍ମାଙ୍କଠାରେ ନିଜକୁ ସମର୍ପିତ କରନ୍ତି, ତେବେ ପ୍ରତ୍ଯେକ ବିବେକୀ ହେବେ ଏବଂ ପିତାମାତା, ବୟୋଜ୍ଯେଷ୍ଠ କାହିଁକି ବିଶ୍ବ ପ୍ରେମରେ ଉଦବୁଦ୍ଧ ହେବେ ।
Now every one Hindu please prayer Hari Naam Hari Naam is powerful word
Jay Jaganntha 🙏😭
Jai Jagannath
Om Jay shree Ram ananta madhav kesari 🙏🙏🙏🙏🙏
🙏🙏🙏ଜୟ ପଞ୍ଚସଖା 🙏🙏🙏🌹🌹🌹🙏🙏🙏🙏🌹🌹🌹🌹🙏🙏🙏
Jai jagannath 🙏🙏🙏
Jai panchsakha
ଏ ମାନଙ୍କୁ କିଛି ଜଣା ନାହିଁ ଘଟଣା ଘଟିବା ପରେ ଆସନ୍ତି ପ୍ରବଚନ ମାରିବାକୁ
Tu dekhuchhu kahin, to gandi galu hauchhi
ଜୟ ଜଗନ୍ନାଥ 🙏
Jay Jagannath 🙏🙏🙏 Jay panchasakha 🙏🙏🙏
Jai jagannath jai maa Laxmi 🙏🏻🌼💮🌸
Jay Jagannath 🕉️🙏
ଗୁରୁଜୀ ଛୁଆଁ ଅଛୁଆଁ କେବେ ଉଠିବ
JAY JAGANNATH
JAY PANCHA SAKHA
Jay shri mahakal
baba Jay Jagannath Tigirai
Jaya guru deba
Jayjagannath
Jay jagannathswami.....nayanapatha gami👌👌👌👌
Jay jagannthh 🙏🙏🙏
ମଳିକା ସତ୍ୟ ସତ୍ୟ ସତ୍ୟ ନିରାଟ ସତ୍ୟ
ଜୟ ଜଗନ୍ନାଥ
Malika sampurna satya .Achutananda yete je murkha nuhanti bhabisyata bisayare lakhithile
Pranam Baba 🙏🙏🙏
ଜୟ ଜଗନ୍ନାଥ 🙏🙏
Jay Jay baba mayour bhanj pain kn rahichhi malika
ଶଳା, ଚଳା, ପଳା ଠିକ କଥା
Jay Jagannath joy Jagannath
Jay Jagannath Jay anata Jay ho
Baba paapimane aekathihele ta pelathelare maribe jay jagannath
Very good advice
Jay jagannath🙏 pranam
Jay jagannathsawmi 🙏🙏🙏
alekha sarananam baba saranamh
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
ଓଁ ନମଃ ନାରାୟଣାୟ 🙏🏻🙏🏻🙏🏻
Jay jagannath Swami🙏🙏🙏 ❤❤❤🌹🌹🌹
Very very important ward
Jay jagannath🙏🙏🙏🙏🙏
Malika hisaba re dhire dhire Sabu ghatiba arambha hoigalani.
Trahi Achiuta Sarana mahapravu nka asribad joy joy joy joy four friends Khushi Baba sopnesor pranam
Jay SriRam.
Jay jagannatha
Thank you so much
ଯୁଧ୍ୟ ଆଗରୁ କୁଆଡେ ଯାଇଥିଲ? ଘଟିସାରିଲା ପରେ ତାକୁ ଟାଣିଟୁଣୀ ମାଳିକା ସହିତ ଯୋଡି ରୋଜଗାରର ଭଲ ରାସ୍ତା ଖୋଲିକି ବସିଛ. ଦାଢ଼ି ରଖି ଗେରୁଆ ପିନ୍ଧି ଭଲ ବ୍ୟବସାୟ ଚାଲିଛିl ତାମମାନଙ୍କୁ ଜଗନ୍ନାଥ ଭରସା ଜୟ ଜଗନ୍ନାଥ 🙏
Jaya jagannath panchasakha
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Very nice malika
Jai jaganatha
jay jagannath 🙏🙏
Jay jagannath
Baba pranamam.baba aapan kenhthci ahanti aame tike dekha karibu
🙏🙏🙏🙏🙏
Jay Jagannath 🙏🏼🙏🏼🙏🏼 Jay Panchasakha 🙏🏼🙏🏼🙏🏼🙏🏼🙏🏼
🙏🏻🙏🏻🙏🏻🙏🏻
jay malika
Hori.nam.kara
Nischita ghatibo Mandirare
🥰🥰🙏❤️
Jay jagannth Swami 🙏🌑❗🌑🙏
JAY JAY JAGANNATH 🙏 🙏🙏
Jay Jagannath
He ram
ଧ
Sir ama desara yudh hauni kahiki kahiparibe hau tike sir puja karatu tike yudh hau
ଯେଉଁ ବ୍ରାହ୍ମଣ ପର ଝିଅ ଉପରେ ଖରାପ ନଜର ପକଉଛନ୍ତି ତାଙ୍କୁ କଣ ଗେଲ କରିବୁ।
Pita salaku
Vaishnomata mariba au puri re mariba re bahut farak achi vaishnomata re mandira vitate kehi suicide kari nahanti seita jou loka mari thile seia gote incident seita mandira vitare heini ta chada sethi pahada parvat area bahut sradhalu Jau thibaru emiti hela jemit ratha yatra re bahut dala chakta re loka maranti,,kedarnath amarnath pahada area ghati area loka bahut mari thanti kintu mandira vitare kehi suicide kari nethila pothi kholi dekhi para
Ati sundara sabu sata 👌👌👌👏👏👏👏