Siri Siri Sita Sakale - Superhit Laxmi Bhajan | Margasira Gurubara Upalakhe - Sarita Dash | Sidharth

Поделиться
HTML-код
  • Опубликовано: 28 ноя 2024

Комментарии • 10

  • @manojbabu6690
    @manojbabu6690 13 дней назад +3

    ଖୁବ ସୁନ୍ଦର 🙏

  • @narayandalai9799
    @narayandalai9799 12 дней назад +1

    ଜୟ 🌿🚩ଶ୍ରୀ 🌿🚩ଗୁରୁ 🚩🌿ଦେବ
    ଜୟ 🚩🌿ଶ୍ରୀ🚩🌿 ପଞ୍ଚସଖା 🌿🚩
    ଜୟ🌿🚩 ଶ୍ରୀ 🌿🚩ଜଗନ୍ନାଥ 🚩🌿
    ଜୟ 🌿🚩ଶ୍ରୀ 🌿🚩ହନୁମାନ 🌿🚩
    🙏🙏🙏

  • @narayandalai9799
    @narayandalai9799 12 дней назад +1

    ଜୟ ମାଁ ତାରା ତାରିଣୀ 🚩🚩🚩
    ଜୟ ମାଁ ଡାଳ ଖାଇ 🚩🚩
    ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
    ଜୟ ମାଁ ସୁଭଦ୍ରା 🚩🚩
    ଜୟ ମାଁ ଗ୍ରାମଦେବୀ 🚩🚩🚩🙏🙏🙏🚩🌴🚩🌴🇮🇳🌴🌿🌹🌹🌿🌴

  • @narayandalai9799
    @narayandalai9799 12 дней назад +1

    ଜୟ🚩☘️ ମାଁ 🚩☘️ତାରିଣୀ 🚩☘️
    ଜୟ🚩☘️ ମାଁ☘️ ଲକ୍ଷ୍ମୀ 🚩☘️🙏🙏🙏

  • @BhagabanDas-tv3ow
    @BhagabanDas-tv3ow 13 дней назад +2

    Bhagabandas
    Harekrishna
    Jay maa laxmi

  • @narayandalai9799
    @narayandalai9799 12 дней назад +1

    ଜୟ 🌴🚩ମାତାଜୀ 🌴🚩🚩🚩ॐ🌴🚩 ନମଃ🚩🌴 ଶିବାୟ 🙏🙏🙏

  • @DavelKanha
    @DavelKanha 13 дней назад +1

    Subhasakala ❤

  • @SatyajitPadhan-u5v
    @SatyajitPadhan-u5v 13 дней назад +1

    Jay maa mahalaxmi

  • @umeshrout466
    @umeshrout466 13 дней назад

    💕💕💕🙏

  • @DipakSahu-x4p
    @DipakSahu-x4p 11 дней назад

    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
    ବଡ଼ ଓଷା ଗଲା କାର୍ତ୍ତିକ ମାସରେ
    ମାଣ ବସା ମଗୁଶୁରେ ଲୋ ଫୁଲ ବଉଳ ବେଣୀ
    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
    ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ
    ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ
    କାର୍ତ୍ତିକ ମାସରେ ମୁରୁଜ ସରିଲା
    ମାର୍ଗଶୀରେ ପକା ଝୋଟିଲୋ ଫୁଲ ବଉଳ ବେଣୀ
    ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ
    ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ
    ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ
    ରୋଗ ବୈରାଗ ଦେହରୁ ଛାଡ଼ିବ
    ବଢିବ ଭକତି ଭାବ ଲୋ ଫୁଲ ବଉଳ ବେଣୀ
    ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ
    ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ
    ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ
    ରାଣୀ ହେଇ ଯଦି ଅଚିନ୍ତା ରହିବୁ
    ହେଇଜା ଲକ୍ଷ୍ମୀଙ୍କ ଦାସୀ ଲୋ ଫୁଲ ବଉଳ ବେଣୀ
    ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ
    ଟୋପାଏ ଗୋବର ପାଣି ଲୋ ଫୁଲ ବଉଳ ବେଣୀ
    ଟୋପାଏ ଗୋବର ପାଣି ଲୋ ଫୁଲ ବଉଳ ବେଣୀ
    ଦୁଆରେ ପଡିଲେ ଗଙ୍ଗାଠୁ ପବିତ୍ର
    ଖୁସି ଲକ୍ଷ୍ମୀ ଠାକୁରାଣୀ ଲୋ ଫୁଲ ବଉଳ ବେଣୀ
    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
    ବଡ଼ ଓଷା ଗଲା କାର୍ତ୍ତିକ ମାସରେ
    ମାଣବସା ମଗୁଶୁରେ ଲୋ ଫୁଲ ବଉଳ ବେଣୀ
    ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ