ମୁକ୍ତି ଲାଭ କଲା ନୂଆ ଓଡିଆ ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ | New Odia Film Aie Ama Prema Kahani Released

Поделиться
HTML-код
  • Опубликовано: 20 окт 2024
  • ମୁକ୍ତି ଲାଭ କଲା ନୂଆ ଓଡିଆ ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ | New Odia Film Aie Ama Prema Kahani Released
    ଓଡ଼ିଶା ର ପ୍ରତିଷ୍ଠିତ production house Sun Music ଏବଂ Uday Sethi Films ର collaboration ରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ
    ଏଇ ଆମ ପ୍ରେମ କାହାଣୀ ର ନିର୍ଦେଶକ ହେଲେ ଆଖି ପଲକରେ ତୁ ଏବଂ ଓମ୍ ନମଃ ଶିବାୟ ପରି ସୁପର ହିଟ୍ ଚଳଚ୍ଚିତ୍ର ର ନିର୍ଦେଶକ ରବିନ୍ଦ୍ର ପ୍ରଧାନ ସେଇ ଭଳି
    ସିନେମା ର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସଂଗୀତ ନିର୍ଦ୍ଦେଶକ ଚନ୍ଦନ କୁମାର.
    ଚଳଚ୍ଚିତ୍ର ଟି ସିନେ ପ୍ରେମୀ ମାନଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶା ରଖି ଛନ୍ତି ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ ର ପୁରା ଟିମ୍ |
    ବ୍ୟୁରୋ ରିପୋର୍ଟ ଓଲିଉଡ଼ ମିରର୍

Комментарии •