Gynamruta,Ep=52(ଜ୍ଞାନାମୃତ)ଶ୍ମଶାନ ସଦୃଶ ସବୁ ପରିବାର I Pandita Birendra Kumar Panda I Odia Prabachana
HTML-код
- Опубликовано: 5 фев 2025
- MKJ SPIRITUAL LIVE
(Peace of mind & feel relaxed)
#mkjspirituallive #panditabirendrakumarpanda #gyanamruta
Chanel link :- @MKJSPIRITUALLIVE
Chanel link :-
/ mkjspirituallive
ANTI PIRACY WARNING
This content is copyright to MKJ SPIRITUAL LIVE youtub Channel.any unauthorized reproduction,redistribution or re-upload is strictly prohibited of this material.Legal action will be taken against those who violate the copyright of the following material presented.
ପ୍ରିୟ ଦିବ୍ୟାତ୍ମନ,
ଜଗତକୁ ବା ସମାଜକୁ ଏକ ଭାତୃତ୍ଵ ବନ୍ଧନରେ ବାନ୍ଧିବା ଏବଂ ଜଗତକୁ ସତ୍ୟ ସନାତନ ର ବାର୍ତ୍ତା ଦେବା ସହିତ ମଣିଷକୁ ସତ ପଥରେ ଓ ଜଗତ କଲ୍ୟାଣ କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ,ଆମ ଚାନେଲର ମୂଳ ଲକ୍ଷ୍ୟ । ଆଉ ସେଥି ପାଇଁ ଲୋଡା ମନ ର ସ୍ଥିରତା ଆଉ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ,ନିଃସ୍ଵାର୍ଥପର ଭଲପାଇବା ଓ ଶାନ୍ତି ପୂର୍ଣ୍ଣ ଜୀବନ ଜାପାନ, ଯାହାକି ଆମ ଚାନେଲ ସବୁବେଳେ ଏହି ସବୁ ଶିକ୍ଷଣିୟ କଥାବସ୍ତୁ ପ୍ରଦାନ କରେ (Peace of mind & feel relaxed)
Dear Vewer
The main goal of our channel is to bind the world or the society in a bond of brotherhood and to give the world the message of true Sanatan and to create interest in people on the right path and to benefit the world. And for that we need stability of mind and love and respect for each other, selfless love and peaceful living, which our channel always gives these educational things.
Dear
हमारे चैनल का मुख्य लक्ष्य विश्व या समाज को भाईचारे के बंधन में बांधना और विश्व को सच्चे सनातन का संदेश देना और लोगों में सही रास्ते पर चलने की रुचि पैदा करना और विश्व का कल्याण करना है। और इसके लिए हमें मन की स्थिरता और एक-दूसरे के लिए प्यार और सम्मान, निस्वार्थ प्रेम और शांतिपूर्ण जीवन की आवश्यकता है, जो हमारा चैनल हमेशा ये शैक्षिक चीजें देता है।
Jay jagannath
😊🙏❤️🙏ଗୁରୁଃସ୍ୱାମୀ
ବହୁତ ଦିନ ପରେ ଆପଣଙ୍କ ଭଳି ମହାପୁରୁଷଙ୍କୁ ଆମକୁ ଧନ୍ୟ ମଣୁଛୁ
ଜୟ ଶ୍ରୀ ଗୁରୁଦେବ 🙏🏻🙏🏻🙏🏻
Jay Sri Guru Swami
Jay Šri Ram 🙏🙏🙏
Om shree guru purnabrahmadebayanamah
Guru Swami 🙏❤️
❤❤❤❤sree guru swami
Guru Swami
Jay jagananth Jay sree guru
ଗୁରୁ ସ୍ୱାମୀ 🙏🙏🙏
ଜୟ ଜୟ ଶ୍ରୀ ରାମ 🙏🙏🙏🚩🚩🚩😍🌹❤️ ଜୟ ଜୟ ଶ୍ରୀ ଗୁରୂ ଭାଇ 🙏🙏🙏🙏🚩🚩🚩🚩😍🌹❤️👏👏👏
ପାଟିରେ ରାମ ନାମ. ମନରେ ରାବଣ ର କାମ.
Om guruji 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤🎉🎉🎉🎉🎉🎉🎉❤❤❤❤❤🎉🎉🎉🎉🎉❤❤❤❤❤❤❤❤❤❤❤🎉🎉🎉🎉❤❤❤🎉❤❤❤❤❤🎉🎉🎉🎉🎉🎉🎉❤❤❤❤🎉🎉🎉🎉🎉
Guruswami🚩❤
ପଣ୍ଡିତେ ଙ୍କୁ ଆନ୍ତରିକ ସପ୍ରେମ ଜୟ ଶ୍ରୀ ଗୁରୁ ସ୍ବାମୀ 🙏🙏🙏🙏 ଭାଇ ବହୁତ ସୁନ୍ଦର ପ୍ରବଚନ ପ୍ରକୃତ ରେ ଇଏ ହେଲେ ବ୍ରାହ୍ମଣ,
🙏🙏🙏
❤❤❤❤❤❤❤
❤shmasano paribaro mukty karajayichhi. Shuvaom.rmji
Rmjioktks kete kasto kari suparibaro anagala narada pratek ghara buli. Prati ghare!!!! Mrutyu Garo katila-1.2.3.4. sonkhyare karibapayi chinhayto kala sedinathu naradar mora Padilla nahi.rmji
Maribapayi
Jay shree jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Samaja gathanara sundar Banee . ❤
Guruji aapko bahut bahut Aashirwad
ସବୁ ଜାଣି ଶୁଣି ଅଜଣା।
Pranam guruji
Ananta. KOTI. Pranam. Salut. Dibyagiyanku. Satasra saha. Thanks
Oum parameswara saran,Bahut bahut dhanyabad pandajee apan. Jatipratha birudha ebon adarsa paripara gathhan samparkre uttama prabachan deithibaru
ଗୁରୁଜୀ ପ୍ରଣାମ. ଯେଉଁ ପରିବାର ସଂସ୍କାରହୀନ ସେହି ପରିବାର ଶ୍ମଶାନ .
କଳିଯୁଗ ନରଃ ମୃତାବତଃ ........
ଅନ୍ୟ ଯୁଗରେ ସବୁ କ'ଣ ପଣ୍ଡିତ କି?
ସତକଥା କିନ୍ତୁ ମୋତେ ଲାଗୁନି ଯେତେ କହିଲେ ସୁଧୁରିବେ ତେଣୁ ଆଲୋ ସଖି ଆପଣା ମୋହତ ଆପେ ରଖି କେବେ ନୁହେଁ ସୁଧରିବେ ନାହିଁ ସତେ ଏ ସଂସାର ବହୁତ ବିଚିତ୍ର 🙏🏼🙏🏼🙏🏼🙏🏼🙏🏼🙏🏼
@@sanghamitrasurya9817 ଆମେ କାହାରିକି ସୁଧାରିବାକୁ ଠିକା ନେଇ ନାହୁଁ। ନିଜେ ସୁଧୁରିବାକୁ ଚେଷ୍ଟା କରନ୍ତୁ।
ଭିଡିଓ ର ପ୍ରାରମ୍ଭ ରେ ପଣ୍ଡିତ ମହାଶୟ ଜାତିପ୍ରଥା ପ୍ରସଙ୍ଗ ରେ ଗୁରୁ ଗମ୍ଭୀର ବାଣୀ ଶୁଣାଇଦେଲେ, ହେଲେ କହିବାକୁ ଭୁଲି ଗଲେ ନା ଲାଜ ଲାଗିଲା ନା ଭୟ ଲାଗିଲା ଯେ 'ଜାତି ଭିତ୍ତିକ ଆରକ୍ଷଣ' ନାମକ ଗୋଟିଏ ଚିଜ ଅଛି ଯାହାକି ଅବିଳମ୍ବେ ସମାପ୍ତ ହେବା ଉଚିତ।
ନମସ୍କାର ଆଜ୍ଞା 🙏
ଆପଣଙ୍କ କଥା ଯଦି ସମସ୍ତେ ସହୃଦୟର ସହ ଗ୍ରହଣ କରିବେ ଏ ସମାଜ କେଡେ ଆନନ୍ଦମୟ ହୋଇଯିବ ସତେ l
ଗୁରୁଜୀ ଆପଣଙ୍କୁ କୋଟି କୋଟି ନମସ୍କାର ବଲାଙ୍ଗିର ଜିଲ୍ଲା ରୁ
Aapna jaha kahuchanti tikey bi bhul nahi, kintu bapa maney kou karma Kaley pilamaney tanku bhagwan nka ra ditiya abatar bhabibey seita bi kuhantu, druba, pralad nka pari pua seymanka ra baba ....
Guru swami Bhai
Manisara ra jaga kata
Jati pratha ku sarakar srusti karuchanti
Jane garib pet pai dhan Rojagar kare neta mane prabachan suniba katha
Pranam ehi sabu pai dayi liye keval brahman Mane hi dayi kharap vabibeni abang valatam swoam vagaban v zati pratha pai b lami ku v apman dei thile tarke bahu dur Nana Muni Nana mat
Pandit ji 🙏 namaste mu apanaka ghare jai rahibi chaliba ta ?😊
Uttama Sange Sanga Jahara Se kare Uttama Bebhar . Hina Sangate Hina Budhi . Hassi Kahanti JADUPATI .
ଜୟ ଜଗନ୍ନାଥ 🙏🙏🙏🙏🙏
Guruswami 🙏🙏🙏
Guruji pranam
GURUSWAMI 🙏
ଜୟ ଜଗନ୍ନାଥ ପ୍ରଭୁ 🙏🙏🙏🙏