ମହାପ୍ରଭୁଙ୍କୁ କିପରି ପାଇବେ ଭକ୍ତ ? Bhakti Jigyansha | Rajesh Mahapatra | Jay Jagannath TV
HTML-код
- Опубликовано: 12 дек 2024
- "ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RUclips: bit.ly/3KAQeyD
Twitter: bit.ly/38JpX3U
#bhaktijigyansha #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #jagannathpurilive #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Jay shree Jagannath mahaprabhu 🙏🏼 🙏🏼🙏🏼🙏🏼🙏🏼
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁମେ ହେପ୍ରଭୁ ଭକ୍ିଭାବପୂର୍ଣ୍ଣ ମୋର ହୃଦୟରେ ରହି ଥାଅ ପ୍ରଭୁ ଜଗନ୍ନାଥ ସ୍ବାମୀ ମୋର ପରିବାର ଲୋକେ ହୃଦୟରେ ନିଜ ଭକ୍ତିଭାବ ଭରି ଦିଅ ଜଗନ୍ନାଥ ସ୍ବାମୀ ମୋର ସପନର ରେ ଆସ ଜଗନ୍ନାଥ ସ୍ବାମୀ ❤❤❤❤❤❤❤❤🎉🎉🎉🎉🎉🎉🎉🎉🎉❤❤❤❤❤
JOY JAGANNATH MOHAPROBHU 🙏🌺🙏
ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା
Jaga ❤
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🏼
❤️🙏🌼🙏❤️ Jay Sri Jagannath Mahaprabhu ❤️🙏🌼🙏❤️🪔🪔🪔🪔🪔🪔🪔🪔❤️🙏🌼🙏❤️
ପୂଜ୍ୟ ଶ୍ରୀ ପଣ୍ଡିତ ରାଜେଶ କୁମାର ମହାପାତ୍ର ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏💐💐🌸🌻🌾💮🪷🪷🌹🥀❤️🌺🌷🪻🍌🌼🍂🌷🌺❤️🥀🌹🪷💮💐💐🌸🌻🌾🚩🚩🫒🛐🍁🏵️🪔🌿🌿🌿🌿⭕‼️⭕
Jay shree jagannath MAA laxmi narayan ❤
Jayjagnath jaymaalakhami 🪔🪔🪔🪔🙏🪔🙏
Jay jagannath Swami 🙏🙏🙏🙏
Bhaaba binodia se,, Bhaba ra thakura se ,, mahaprabhu shree jai jagannath 🌑❗🌑🙌
Jay shree jagannath 🙏🙏🙏🙏🙏🙏🙏🙏
🙏 Jay ❤️ Jagannath 🙏❤️
JAY sri krishna
❤ଜୟ ଜଗନ୍ନାଥ 🙌
Jayjagnath
Jai shree Jagannath 😢🙏
Jay Sri Jagannath
Jay Jagannath
PaahimaamJAGA🙏🙏🙏
🪔🪔🪔MO swami 🙏🏾⭕‼️⭕🙏🏾Jay shree jagannath swami 🙏💩💩💩🙏Nayana patha gami🚩🚩🚩🚩🪷🪷🪷👏🏻👏🏻👏🏻👏🏻👏🏻 Bhaba Tume
Jai Shree Jagannath
ପୂଜ୍ୟ ଶ୍ରୀ ପଣ୍ଡିତ ରାଜେଶ କୁମାର ମହାପାତ୍ର ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏💐💐🌸🌻🌾💮🪷🪷🌹🥀❤️🌺🌷🪻🍌🌼🍂🌷🌺❤️🥀🌹🪷💮💐💐🌸🌻🌾🚩🚩🫒🛐🍁🏵️🪔🌿🌿🌿🌿⭕‼️⭕
Jay jagannath pravu
Jay Jagannath🙏
Jay shree Jagannath 🙏🙏🙏🙏🙏🙏🙏
Jay Shree Jagannath 🙏
Jay shree Jagannath