"ମୋର ସନ୍ଦେହ ହେଲା ପରେ ମୁଁ ସିସିଟିଭି ଦେଖିଲି..ଚାକରାଣୀ ମୋ ପର୍ସରୁ ପଇସା ଚୋରିକରୁଥିଲା"

Поделиться
HTML-код
  • Опубликовано: 10 сен 2024
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Комментарии • 292

  • @sea4758
    @sea4758 2 года назад +43

    ସାଲାରୀ କାଟିଦେଥିଲେ ହେଇନାଥାନ୍ତା ପୋଲିସ ବାଲାଙ୍କ ସମୟ ନଷ୍ଟ କରୁଛନ୍ତି ଆପଣ ତ ବହୁତ ଶିକ୍ଷିତ ଲାଗୁଛନ୍ତି
    ଆପଣ ଚାକରାଣୀ ରଖିଲା ବେଳେ ପୋଲିସ verify କରିଥିଲେ sir

  • @satahi9122
    @satahi9122 2 года назад +39

    ଆଉ ପଚିଶ ବର୍ଷ ନବୀନା ଫଳକୁ ଟେକି କି ଧର, ଅନୁମାନ ଯଦି ଓଡିଶାର ନେତା, ପୋଲିସ ଓ ସରକାରୀ ଅଫିସର ଯଦି ବଦଳି ଯିବେ

    • @pupu815
      @pupu815 2 года назад

      Exactly same remarks in my mind dear to our Orissa people those votting to BJD politician..jetebele ghare pasi sabu maa,bhauniku nebe tebe sabu Jani paribe..

  • @promadamishra1397
    @promadamishra1397 2 года назад +24

    ଚାକରାଣୀ ଚୋରି କଲା ଯଦି ତାକୁ ବାହାର କରି ଦେଇଥନ୍ତ।କେତେ ବଡ ବଡ ସମସ୍ୟା ରହିଛି ପୋଲିସ ତାକୁ ସମାଧାନ କରି ପରି ନାହାନ୍ତି।ଚାକରାଣୀ ଚୋରି କଲା ତା ନାଁ ରେ FIR ଦେଲେ କଣ କରାଯାଇ ପାରିବ ଦୁଇ ପାହର ବାଡେଇବେ ସେ ତ ପଇସା ଫେରାଇ ପାରିବ ନାହିଁ।ଗରିବ ଲୋକ ଯଦି ଚୋରି କରି ଦେଲା ତାକୁ undertaking ଲେଖାଇ ଛାଡି ଦେବା କଥା ଯଦି ପୋଲିସ କହିଲେ ତେବେ ଅସୁବିଧା କଣ?ବାପ ମା ସମସ୍ତଙ୍କୁ ଥାନାକୁ ନେଇ କଣ ପ୍ରମାଣ କରୁ ଥିଲେ। hard-core criminal ତ ନୁହେଁ ଏତେ ବିବ୍ରତ କାହିଁକି?ପୋଲିସ ତ ସ୍ଥଳ ବିଶେଷ ରେ ଏହା ଠାରୁ ବଡ ବଡ ଘଟଣାରେ ଏତଲା ରଖୁନାହିଁ ଏହା ଗୋଟେ କି ଘଟଣା ଯେ ମିଡ଼ିଆ ରେ ଆସି କହିବା ଉଦ୍ଦେଶ୍ୟ କଣ ।ତା ଚୋରି ଠାରୁ ତା ଅପମାନ ବଳି ଯିବଣି।

    • @SuperNoName310
      @SuperNoName310 2 года назад

      Thik ....jadi jane gariba loka chakarani te kichhi paisa nei jaichhi... tahele taku kadhideba... kintu yemiti Bhikari nka pari hauchhi..

    • @premkumarpatnaik5062
      @premkumarpatnaik5062 2 года назад

      Yes sir u r absolutely right,he is much bothered as if he caught Osman bin Laden,most useless fellow I have seen without a heart, petty things are very common on day to day life,that needs tobe ignored and take care of yourself,if u are soooo concerned don't engage maid servant,driver and so on,

    • @workslabour147
      @workslabour147 2 года назад +2

      Right

    • @nabinkumar8181
      @nabinkumar8181 2 года назад +1

      Right

  • @nabinkumar8181
    @nabinkumar8181 2 года назад +24

    ମୋ ମତରେ ପୋଲିସ୍ ଯାହା ବି ପଦକ୍ଷେପ ନେଇଛି ଠିକ୍ ପଦକ୍ଷେପ, ଆପଣଙ୍କ ମତାମତ କଣ ମୁଁ ଯାଣେନି !

  • @digasir6696
    @digasir6696 2 года назад +26

    ଚୋରି କରିବା ଠିକ୍ ନୁହେଁ ସମାଜ ପ୍ରତି ଘୁନ୍ୟ କାମ ଅଟେ କିନ୍ତୁ ପୋଲିସି ଯାହା କରିଛି ଠିକ୍ କାରଣ ପରିସ୍ଥିତି କୁ ଅନୁଧ୍ୟାନ କରିଛନ୍ତି. ତେଣୁ ମାଲିକମାନେ ଲୋକ ରଖିବା ପୂର୍ବରୁ ତାଙ୍କୁ ଚିହ୍ନିକି ରଖନ୍ତୁ

    • @bidyutmallick3123
      @bidyutmallick3123 2 года назад +1

      Kn tanka gandire stamp marithibeki Chora boli???

    • @pradeepkumarjena7295
      @pradeepkumarjena7295 2 года назад +1

      @@bidyutmallick3123 jadi stamp mara heini tebe nije kama nije kariba uchit. Anya dwara kareile emiti hin heba.

  • @satahi9122
    @satahi9122 2 года назад +26

    ଏ ଭଦ୍ର ବ୍ଯକ୍ତି ଜଣକ ମୋତେ ଲାଗୁଛି ଅନ୍ୟ ଗ୍ରହ ଅର୍ଥାତ୍ ମଙ୍ଗଳ ଗ୍ରହରେ ରହୁଛି ବୋଧହୁଏ । ଏହି ଭଳି ଉଚ୍ଚ ଶିକ୍ଷିତ (ତଥାକଥିତ) ଲୋକମାନେ ପୋଲିସ ଓ ସରକାରୀ ଅଫିସର ମାନଙ୍କୁ ବହୁତ ସଚ୍ଚୋଟ ବୋଲି ଭାବନ୍ତି । ପୋଲିସ ବିରାଦ୍ରି କେତେ ଘଟିଆ ଏ ଭଦ୍ର ବ୍ଯକ୍ତି ଜାଣି ସାରିଲା ପରେ ଆଜି ତା ଦିମାଗ ରୁ ଭ୍ରମ ଉତୁରି ଯାଇଥିବ । ଜଣା ନାହିଁ ଏଭଳି ଲୋକ କେଉଁ ଦୁନିଆରେ ରହୁଛନ୍ତି?

    • @Manasteacher
      @Manasteacher 2 года назад

      Emane population bhi badhaunauanty paisa thaeki

  • @ashwanikumarbhuyan3525
    @ashwanikumarbhuyan3525 2 года назад +32

    ନିଜେ କାମକରନ୍ତୁ, ଚାକରାଣୀ, ଚାକର ରଖିଲେ ଏହିପରି ସମସ୍ୟା ଦେଖା ଦେବ l ପୋଲିସି ଆଜି ନିରାଶ୍ରୟ l ଦେଶରେ ଗୋଟିଏ ସରକାର ରହିଲେ ଏହା ହିଁ ଆଶା କରାଯାଏ l

  • @bhabagrahibehera8040
    @bhabagrahibehera8040 2 года назад +6

    🏠 ଘରେ ଚାକରାଣୀ ରଖିବା କ'ଣ ଓ କେତେ ଜରୁରୀ ସେକଥା ଆପଣ ଜାଣନ୍ତି ଆଞୀ,, ଭୁଲ୍ ଚାକରାଣୀ ର କେମିତି ହେଲା,, ଜଣେ ନିଜ ଚାକରାଣୀ ରଖିବା ପାଇଁ ବା ରଖିବା ପୁର୍ବରୁ କି ପ୍ରକାର ଶୃଙ୍ଖଳାଗତ ନିୟମ ଅବା କାଗଜପତ୍ର କରି ବାବୁ ମାନେ କାମ କରିବା ପାଇଁ ଅନୁମତି ଦିଅନ୍ତି, ଚାକରାଣୀ ନିଶ୍ଚିତ ଜଣେସାବାଳିକା, ଏହା ନିଶ୍ଚିତ ଯେ ସେ ଜଣେ କୁଶଳୀ, ଘରର ସମସ୍ତ ପ୍ରକାର ପ୍ରସ୍ତୁତି ସହ ବିଭିନ୍ନ କାର୍ଯ୍ୟ ସେ କରୁଥିବ।ସରକାରଙ୍କ ଦ୍ଵାରା ସ୍ଥିରୀକୃତ ପାରିଶ୍ରମିକ ଅନୁଯାୟୀ କିପରି ଆକାରରେ ପାଉଣା ତାକୁ ମିଳୁଥିଲା ଯେ ତୋରି କରିବା ପାଇଁ ବାଧ୍ୟ ହେଲା। ଚାକରାଣୀ ଶବ୍ଦ ବ୍ୟବହାର କରିବା ପୁର୍ବରୁ ସାରେ ନିୟମାବଳୀ ଥାନାରେ ଜମାକାରୀ କ୍ଷତିପୂରଣ ଓ ଦଣ୍ଡ ନିବେଦନ କରିଲେ ଭଲ ହୁଅନ୍ତା।

    • @nabinkumar8181
      @nabinkumar8181 2 года назад

      ଠିକ୍ କଥା କହିଛନ୍ତି ଆପଣ

  • @indranimishra3479
    @indranimishra3479 2 года назад +2

    ଚାକରାଣୀ କୁ ଯଦି ଖାଲି ଚାକରାଣୀ ଭାବିବେ ତାହାଲେ ଏମିତି ପରିସ୍ଥିତି ର ସାମ୍ନା କରିବାକୁ ପଡିବ ଚାକରାଣୀ ହେଲେ ବି ସେ ମଣିଷ ତାଙ୍କୁ ଅସୁବିଧାରେ ସାହାଯ୍ୟ କରନ୍ତୁ, ଯଦି ତାକୁ ଆପଣ ସାହାଯ୍ୟ କରିଥାନ୍ତି ତାହାଲେ ଏଭଳି ପରିସ୍ଥିତି ସୃଷ୍ଟି ହେଇ ନଥାନ୍ତା ବୁଝିଲେ

  • @kalyanpanda5885
    @kalyanpanda5885 2 года назад +23

    ପୋଲିସ ଭାଇଙ୍କ ର ସେମାନଙ୍କ ଠାରୁ ମାସିକିଆ ଅଛି ତେଣୁ ଏପରି ଅବସ୍ଥା

  • @pradeepkumarjena7295
    @pradeepkumarjena7295 2 года назад +12

    ପୋଲିସ ଠିକ୍ ହିଁ କହିଛି । ଆପଣଙ୍କୁ ବୁଝେଇବାକୁ ଚେଷ୍ଟା କରିଛି ପୋଲିସ ।
    ମନି ପର୍ସ ରୁ ଯଦି ନେଇଛି ଆପଣଙ୍କର କୋଟିଏ କି 2କୋଟି ତ ନେଇ ଯାଇ ନଥିବ ।
    ଅଭାବ ଯୋଗୁଁ ଚୋରୀ କରିଛି ବୋଲି ତାକୁ କଣ ଫାଶୀ ଦେଇଦେବେ ନା କଣ ।
    ତାକୁ ବାହାର କରି ନିଜ କାମ ନିଜେ କରନ୍ତୁ ।
    ବଡ଼ ଲୋକି ଦେଖାଇ ହେଲେ ଏମିତି ହୁଏ ।

    • @amritasatapathy5926
      @amritasatapathy5926 2 года назад +3

      Chori houchi chori... Se 1000-2000 ru strt kriba chori.. Sethu tara patha pdhiba pila v kn sikhiba.. Chori kole ta bhla income houchi poor na re rich aram se hei hba.... Emti police behvr re ta future youth nka progress hba kmti.... Just think about it and give your opinion

  • @dillipbhuyan2891
    @dillipbhuyan2891 2 года назад +7

    Iic sir is very good.he has humanity

  • @reetap4008
    @reetap4008 2 года назад +15

    ଆରେ ଭାଇ made ପରିବର୍ତ୍ତନ କରି ଦିଅନ୍ତୁ plz, ଅଭାବରେ ସ୍ୱାଭାବ nasta ହୋଇଥାଏ 😔

  • @nabinkumar8181
    @nabinkumar8181 2 года назад +11

    ଏ sir ଙ୍କୁ ମୋର ଗୋଟିଏ ପ୍ରଶ୍ନ ? sir ଆପଣଙ୍କର କେତେ ଟଙ୍କା ଚୋରି ହେଇଛି ଯେ ଆପଣ ଗୋଟିଏ ଗରିବ ଲୋକକୁ ଥାନା ଅଧୀନରେ ଦେବା ପାଇଁ ଉଚିତ୍ ମନେକଲେ ? Sir ଆପଣ ମାନେ ସରକାରୀ ଅଫିସର ହୋଇ ବଡ଼ ବଡ଼ ଚୋରି କରୁଛନ୍ତି, ଆପଣଙ୍କ ପାଇଁ ସେଗୁଡା ଚୋରି ନୁହେଁ କିନ୍ତୁ ଗୋଟିଏ ଅସହାୟ ଗରିବ ଲୋକ ଆପଣଙ୍କ ପକେଟ୍ ରୁ ୨୦୦ କି ୫୦୦ ନେଇ ଗଲା ସେଇଟା ହେଇଗଲା ଚୋର । ଆପଣଙ୍କ ବେଶ ଭୂଷା ରୁ ଲାଗୁଛି ଯେ ଆପଣ ଜଣେ ଭଦ୍ରବ୍ୟକ୍ତି କିନ୍ତୁ ଆପଣଙ୍କ ହୃଦୟ ରେ ଟଙ୍କା ର ଅହଙ୍କାର ଭାବ ପ୍ରବଳ, ଟଙ୍କା କୁ ନେଇ କେତେ ଦିନ ବଞ୍ଚିବେ, ଟଙ୍କା ସଞ୍ଚୟ କରୁଛନ୍ତି ମେଡିକାଲ ରେ ଖର୍ଚ୍ଚ କରୁଛନ୍ତି, ଗରିବ ଲୋକ କୁ ସାହାଯ୍ୟ କରନ୍ତୁ ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ ।

    • @bhabagrahibehera8040
      @bhabagrahibehera8040 2 года назад +3

      ଚାକରାଣୀ କିଏ ଓ କାହିଁକି ନିଯୁକ୍ତି ଦିଏ। ଏହା ପଛରେ କି କି ଉଦ୍ଦେଶ୍ୟ ଥାଏ। ଯେଉଁ ମାନଙ୍କର ଚାକରାଣୀ ର ସେବା ପ୍ରତି ନିର୍ଭରଶୀଳ ସେମାନେ ଜାଣିବା ଉଚିତ୍ ଯେ ସେମାନେ ନିଜେ ଜଣେ ଜଣେ ସମାଜର ଅଦରକାରୀ ମଣିଷ କାରଣ ନିଜ କାମ ନିଜେ ନକରି ଅନ୍ୟ ମାନଙ୍କ ଦ୍ଵାରା କରୁଛନ୍ତି। ସେ ବ୍ୟକ୍ତି ଯିଏ ବି ହଉ ସମାଜ ଏମାନଙ୍କ ପାଖରୁ କିଛି ବି ଆଶା କରେ ନାହିଁ ବରଂ ଏମାନେ ନିର୍ଭରଶୀଳ। କେଉଁ ଆଧାରରେ ଚାକରାଣୀ 🏠 ଘରେ ନିଯୁକ୍ତି ଦେଇଥାନ୍ତି ଏମାନେ, କେତେ ଘଣ୍ଟା କାମ କରାନ୍ତି,ଯେତେକ କଦର୍ଯ୍ୟ କାର୍ଯ୍ୟ ଚାକରାଣୀ ଦ୍ଵାରା କରାନ୍ତି, ପାଉଣା କିପରି ଦିଅନ୍ତି, ଚାକରାଣୀ ଗୋତି ଖଟିବ ଏମାନେ ଦୁନିଆରେ ଅଳିଆ ସୃଷ୍ଟି କରି ବାବୁ ବୋଲେଇବେ। ଗରିବ ବୋଲି ତ ଚାକରାଣୀ, ବାବୁ ହିସାବରେ ତମ ଚାକରାଣୀ ନିୟମାବଳୀ ଥାନାରେ ଜମାକର। ନିୟମାନୁସାରେ ଚାକରାଣୀ କେତେ କ'ଣ ପାଇବ,, ହିସାବ କରି, ସେ କ'ଣ ଚୋରିକରି ଛି ହିସାବ ରଫାଦଫା କରି ବିଳାପ ବନ୍ଦ କରି ନିଜ ସ୍ତ୍ରୀ ଓ ପରିବାର କୁ ଶିଖାଅ ଓବୁଝାଅ ନିଜ କାମ ନିଜେ କରିବା ଉଚିତ।

    • @parbatimurmu2263
      @parbatimurmu2263 2 года назад

      Right🙏

    • @lifechangingspeechindi
      @lifechangingspeechindi 2 года назад

      Thik katha kahichhanti bro

    • @bharatimohanty1327
      @bharatimohanty1327 2 года назад

      Right

  • @Truth789
    @Truth789 2 года назад +32

    Government should take immediate action against the IIC. And steps should be taken to lodge complaint easily. This is really really horrible

    • @jnm4871
      @jnm4871 2 года назад

      Govt says it's a pro poor govt. .. govt supports these ppl for votes. Being pro poor is good but setting of such a wrong trend by supporting criminals will bring a wrong social order...

    • @anshumanmohanty5229
      @anshumanmohanty5229 2 года назад

      Ssla tua ra dusa,beshir drama karani

    • @lilysahu4178
      @lilysahu4178 2 года назад

      Yah college Jagah hai bhai Aao Ki Chennai

  •  2 года назад +11

    You had a good discussion with a thief himself , he deals with a lot of thieves so he understands the pain of thieves .....IIC is very angry now that he missed his lucky chance of stealing from you without secondary thieves pouncing on the share.....no worries IIC will make up for his loss from the maid..... hope the maid doesn't scream too much.

  • @culturalchronicles_od
    @culturalchronicles_od 2 года назад +1

    ପ୍ରଥମତଃ କାହାକୁ ଚାକରାଣୀ ସଜାଇ ଘରେ ରଖିବା ଦାସତ୍ୱ ପ୍ରଥାକୁ ପ୍ରୋତ୍ସାହିତ କରୁଛି । ଆପଣଙ୍କୁ ଘର କାମରେ ସାହାଯ୍ୟ କରିବାକୁ ଯଦି କାହାକୁ ଘରେ ରଖୁଛନ୍ତି, ତାକୁ ପରିବାରର ସଦସ୍ୟ ଭାବି ରଖନ୍ତୁ, ଚାକରାଣୀ କରି ରଖିଥିଲେ ଯଦି, ତାହାଲେ ଆପଣ ଆଇନକୁ ହାତକୁ ନେଇଛନ୍ତି । ଅଭାବ ଓ ପରିସ୍ଥିତିରେ ପଡି ସେ ଚାକରାଣୀ ଭାବେ ଥିଲା ଆପଣଙ୍କ ଘରେ । ପୋଲିସ ତ ଭଲ ସଜେସନ ଆପଣଙ୍କୁ ଦେଲେ । ଅସୁବିଧା କଣ ଥିଲା ? କେତେ ଟଙ୍କା ଆପଣଙ୍କ ପର୍ସରୁ ନେଇ ଯାଇଛି ତା'ର କିଛି ଜରୁରୀ ଆବଶ୍ୟକତା ପୂରଣ କରିବାକୁ ବୋଧେ । ତାକୁ ବୁଝେଇ ଦେଇଥାନ୍ତେ, ସିସି ଟିଭି ଫୁଟେଜ ଦେଖେଇ ଦେଇଥାନ୍ତେ । ସେ ନିଶ୍ଚୟ ପଇସା ଫେରେଇ ଦେଇଥାନ୍ତା କିମ୍ବା ତା'ର ମାସିକ ଦରମାରୁ କିଛି କିଛି କାଟି ଚୋରି ଟଙ୍କା ରିକୋଭରି କରି ଦେଇଥାନ୍ତେ । ଭଗବାନ ଆପଣଙ୍କୁ ତ ନିଶ୍ଚୟ ଭଲରେ ରଖିଛନ୍ତି । ପୋଲିସ କୁ ଦେଲେ ପଇସା ମିଳିଯିବ, ଏହାର କିଛି ଗ୍ୟାରେଣ୍ଟି ଥିଲା କି ? ଅଭାବେ ସ୍ଵଭାଵ ନଷ୍ଟ । ନଚେତ ସେ ଚାକରାଣୀ ହେଇକି କାହିଁକି ରହିଥାନ୍ତା ? ଏତିକି ତାକୁ ସାହାଯ୍ୟ କରନ୍ତୁ, ଏହା ଆପଣଙ୍କ ମହାନତା ହେବ ଏବଂ ସେ ଆଉ ଦିନେ ଚୋରି କରିବାକୁ ତା ବିବେକ ବାଧା ଦେବ । ପୋଲିସ କେଶ ଏହି ଘଟଣାର ସମାଧାନ ନୁହେଁ । ଆଇ ଆଇ ସି ନିଶ୍ଚୟ ଜଣେ ହୃଦୟବାନ ଲୋକ ହେଇଥିବେ, ଆଉ ସେ ଆପଣଙ୍କୁ ଠିକ କହିଛନ୍ତି ।

  • @kanhaacademy233
    @kanhaacademy233 2 года назад +2

    ନିଜ ଘରେ ନିଜେ କାମ କର
    ଚାକରାଣୀ କଣ ଆବଶ୍ୟକ

  • @narendravlogs
    @narendravlogs 2 года назад +10

    Sir ତା ପୁଅ ଯୋଡି ଚୋରି କରିଥାନ୍ତା ଯାହା କରିଥାନ୍ତ ସେଇଆ କର ।ବେସି ପଇସା ପଇସା ହୁଅନାହିଁ ଗୋଟେ ରୋଗରେ ସବୁ ପଇସା ସାରି ଯିବ ତେଣୁ ଭାବି ଚିନ୍ତା କରନ୍ତୁ । ଯୟ ଜଗନ୍ନାଥ

  • @Swayansu_sekhar
    @Swayansu_sekhar 2 года назад +5

    Swachcha sarkar agyan aamara 🙏 . sabu bhadra loka ethi

  • @santoshkumarkar39
    @santoshkumarkar39 2 года назад +5

    Good job.. But excuse... But excuse by different way... ..Thanks to god that you save your life... Other wise she do what you may not believe...

  • @GotiMuktiAndolan_Odisha
    @GotiMuktiAndolan_Odisha 2 года назад

    ଆପଣ ଆପଣଙ୍କ କର୍ତ୍ତବ୍ୟ କରିଛନ୍ତି ଥାନାରେ ଲିଖିତ ଅଭିଯୋଗ ଦେଇ l ପୋଲିସ ମଧ୍ୟ ତାଙ୍କ ପ୍ରାଥମିକ କର୍ତ୍ତବ୍ୟ କରିଛନ୍ତି ଆପଣଙ୍କୁ ଅଭିଯୋଗର ପ୍ରାପ୍ତି ସ୍ଵୀକାର ପ୍ରଦାନ କରିଛନ୍ତି l ଆପଣ ଯଦି ଚାକରାଣୀ କୁ ଜେଲକୁ ପଠାଇବାକୁ ଚାହୁଛନ୍ତି ତାହା ମଧ୍ୟ ସେହି ପ୍ରାପ୍ତି ସ୍ବୀକାର ମାଧ୍ୟମରେ କରି ପାରିବେ l ମାତ୍ର ଆପଣ ଦୁଇଟି ଜିନିଷ ବୁଝି ନାହାନ୍ତି l ଗୋଟିଏ ହେଉଛି ପ୍ରାପ୍ତି ସ୍ଵୀକାର ପତ୍ର କିମ୍ବା ଡା ଏରୀ ନଂବର l ଅନ୍ୟଟି ହେଉଛି ପୋଲିସ ଚାକରାଣୀ କୁ ଡାକି ଟଙ୍କା ଆଦାୟ କରି ଆପଣଙ୍କୁ ଫେରାଇ ଦେବ ଏହା ପୋଲିସ ର ଅଧିକାର ବାହାରେ

  • @sunlight2357
    @sunlight2357 2 года назад +20

    ଓଡ଼ିଶା ରେ ବଡ଼ ଚୋର ତ ପୋଲିସ 😂 ଆଉ ଅଧିକ କ୍ୟା କହିବ, ଐସେ ପୋଲିସ କୋ ଯୁତା ସେ ମାର ନା ଦରକାର

  • @papunadas4378
    @papunadas4378 2 года назад +7

    Police gharu jadi chori heba se kahaku kahiba taku pacharileni...abasya se ta baharu magana re Sabu kichhi pai jauchanti kichhi farak padibani taku

  • @sk-se9xr
    @sk-se9xr 2 года назад +6

    Eita faltu loka ta

  • @anjananayak747
    @anjananayak747 2 года назад

    ମୁଁ ବୁଝି ପାରୁନି ପୋଲିସ କାହିଁକି fir ରଖୁ ନାହାନ୍ତି? ତାଙ୍କ ଥାନାରେ କେସ ସଂଖ୍ୟା କମେଇ ବାକୁ?

  • @kiran89242
    @kiran89242 2 года назад +2

    Police ra kama kn , chora saha friendship kariba na culprit ko punish kariba
    Sir apana great 👏👏👏👏 bahut bhabuchhanti semanka katha

  • @rajendrasahu7912
    @rajendrasahu7912 2 года назад +2

    Sir don't mind ...
    Mora apanannku question apana se lokka Ra background check na kariki rakhile kemiti...👈

  • @singwithharipriyapadhi6827
    @singwithharipriyapadhi6827 2 года назад +4

    Sir ୧୦୦/ right 🙏

  • @manojparida1306
    @manojparida1306 2 года назад +10

    Sir u must should be ignore to this small issue, its not a matter, maid is a poor class person so u show ur humanity for a poor oeople

  • @rakeshkumarmohapatra3152
    @rakeshkumarmohapatra3152 2 года назад +2

    Police thick kahichi

  • @gobindachandranayak9576
    @gobindachandranayak9576 2 года назад +2

    ପୋଲିସ୍ ଠିକ୍ କହିଛି

  • @gobindachandranayak9576
    @gobindachandranayak9576 2 года назад +1

    ଏ ଖାଲି ଭାସ୍କର ଟିଭି କୁ ନ ଡାକି, ଆଉ ୮,୧୦ ଟା ଟିଭି ବଲା କୁ ଡ଼ାକି ଥିଲେ ବହୁତ ସୁନ୍ଦର ହେଇଥାନ୍ତା,, ଏ ଲୋକଟା ନିହାତି ଫାଲତୁ

  • @rudrapal7372
    @rudrapal7372 2 года назад +4

    Rich Educated people will suffer like this. They go for picnic party on voting day. The are not exercising their right to cast vote.

  • @chaitanyabariki810
    @chaitanyabariki810 2 года назад +15

    ସାର୍ ଆମ ଓଡିଶା ରେ ଉନ୍ନତିମୂଳକ କାର୍ଯ୍ୟ ଏଇଟା 🙏ଆମ ଓଡ଼ିଶା ଏକ ନମ୍ବର 🙏ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏକ ନମ୍ବର 🙏 ଆମ ପୋଲିସ ମାନେ ଏକ ନମ୍ବର 🙏 ଆପଣ ଟିଭି ରେ ଦେଖି ଥିବେ🙏ଆମ ରାଜଧାନୀ ଭୁବନେଶ୍ବର ପୋଲିସ ମାନେ ମୁଖ୍ୟମନ୍ତ୍ରୀ କୁ ଅଭିନନ୍ଦନ ଜଣାଉ ଥିଲେ🙏

  • @itsmerudrakshisahoo781
    @itsmerudrakshisahoo781 2 года назад +18

    The people of IRC Village are just scared about Salia Sahi as they know that they will be treated more friendly by the Nayalally police station thtan that of the victims.

  • @ajeetpandeyofficial593
    @ajeetpandeyofficial593 2 года назад

    ପ୍ରଥମେ ତାର ମୋଜ୍ ବୁରି ପଛାରି ଥାନ୍ତେ
    (ଆପଣ ମାଲିକ୍ ନା CID Direct Police କୁ ଡାକୁଛନ୍ତି)

  • @samirnayak5364
    @samirnayak5364 2 года назад +2

    Jay jagannath 🙏🙏

  • @pinkeshwarbhoi8602
    @pinkeshwarbhoi8602 2 года назад +3

    Chakarani ku adhik biswas kahin ki karuchhanti Tanka rakhiba jaga kahin dekhauchhanti,chakarani bodhe any Police adhikarink samparkiya hoi paranti

  • @rameshroutray5363
    @rameshroutray5363 2 года назад

    The police arguments is genuine where as she is woking ad servant

  • @bhagabanswain8765
    @bhagabanswain8765 2 года назад +1

    Sabu thiki hoichi

  • @biswajitpatra6699
    @biswajitpatra6699 2 года назад +11

    During BJD tenure in Odisha, law and order became out of control. Change is required.

  • @ranjeetabehera6181
    @ranjeetabehera6181 2 года назад +3

    Ete chhata katha re police

  • @jagannathdass8222
    @jagannathdass8222 2 года назад

    U r right sir

  • @DASH.PRABHU
    @DASH.PRABHU 2 года назад

    it seems police personnel are very practical & well behaved, This gentleman seems educated but does not have moral. As an educated person HAVE U TAKEN NOC OR INFORMED POLICE OR HAVE DONE ENQUIRY ON MAID WHICH IS A PRE-REQUISITE FOR HIRING A MAID. HAVE U DONE PROPER DUE DELIGENCE WHILE HIRING MAID. IF NOT THEN IS IT POLICE ARE SITTING TO SOLVE THESE PRETTY ISSUES WHICH HAS ARISEN BECAUSE OF YOUR FAULT. YOUR PARENTS ARE ILL HAVING ISSUES BUT MAID WILL NOT HAVE ANY ISSUE'S. YOU HAVE MONEY SHE DOESN'T HAVE, PLEASE THINK IF YOU WOULD BE IS HIS OR HER SHOES WHOSE PATENTS NEEDS TREATMENT

  • @pujaranisahoo5068
    @pujaranisahoo5068 2 года назад

    Right...... situation makes her for do that...

  • @jaysingkharsel126
    @jaysingkharsel126 2 года назад

    Bhala hei6i

  • @sumantsenapaty1929
    @sumantsenapaty1929 2 года назад +3

    Chora, dhani gariba nuhe. It is mind set. Dhani besi chori karuchi. Scope besi achhi. Police should call maid n may apply slow action to change the society.

  • @sweetyworld2167
    @sweetyworld2167 2 года назад +1

    Samastye misiki police ku mada darkar , ta pare police badalibe .

  • @alekhachandramalika8155
    @alekhachandramalika8155 2 года назад +14

    ସାର, ଏ ଇ ଟା ବିଜେଡି ସରକାର, ଏମିତି ଚାଲିବ

  • @mahaswetabhanja5622
    @mahaswetabhanja5622 2 года назад +12

    Aau 25 barsa BJD ku vote dia...,,,🤣🤣🤣

  • @ranjeetabehera6181
    @ranjeetabehera6181 2 года назад +3

    Thare chori kalapare taku bahara na kari rakhuthilu kn pain

    • @nabinkumar8181
      @nabinkumar8181 2 года назад

      ଏ ଶଳା ଲୋକ ଟା ବଡ଼ ଚୋର

  • @software_babu
    @software_babu 2 года назад +4

    Iic kn bhul kahile.

  • @saradasahoo6434
    @saradasahoo6434 2 года назад +2

    Nija kama nije karuna
    Chakarani kain Banda ku rakhicha...

  • @saraswatijena5469
    @saraswatijena5469 2 года назад

    Right

  • @arvindsingh9096
    @arvindsingh9096 2 года назад +1

    She is a poor lady so please leave her sir for you god will give you again more and more money...

  • @mr.ashok678
    @mr.ashok678 2 года назад

    Have you not known that our police rule is yet like old British rule and unless you have great political connection you better keep silence than to put grievance at police station. Who knows you may be behind the bar if you put pressure on police to take your case.

  • @papupapu-mp1cw
    @papupapu-mp1cw 2 года назад +2

    Fst time police thik achi

  • @krushnamohanprusty2728
    @krushnamohanprusty2728 2 года назад

    ପୋଲିସ କର୍ମଚାରୀମାନେ ଆଉ ସାଧାରଣ ଜନତାଙ୍କ ପାଇଁ କାମ କରିବାର ମାନସିକତା ଆଉ ନାହିଁ । ସେମାନଙ୍କୁ ନବୀନବାବୁ ବିଜେଡି ଦଳର ରାଜନେତା ମାନଙ୍କ ସ୍ବାର୍ଥ ସାଧନ କାର୍ଯ୍ୟରେ ନିୟୋଜିତ କରିଛନ୍ତିି । ଲୋକଙ୍କ ପଇସାରେ ମାସିକ ଦରମା ନେବେ କିନ୍ତୁ ଦୁର୍ନୀତି ଗ୍ରସ୍ତ ରାଜନୈତିକ ବେପାରୀ ମାନଙ୍କର ସ୍ବାର୍ଥ ସାଧନ ଦୃଷ୍ଟିରୁ କାର୍ଯ୍ୟ କରିବେ । ଜନତା ମାନଙ୍କ ସେବା ଗଲା ଚୁଲିରୁ ? ଏହା ଆମ ଗଣତାନ୍ତ୍ରିକନ୍ତ୍ର ଶାସନର ଅସଲ ସ୍ୱରୂପ ?
    ଆଜ୍ଞା,ଥାନା କଚେରୀ ଭଦ୍ରଲୋକଙ୍କ ଗନ୍ତବ୍ୟ ସ୍ଥଳ ନୁହେଁ । କେବଳ ସହିଯିବା ଓ ଚୁପଚାପ୍ ରହିଯିବା ହେଉଛି ଭଦ୍ରଲୋକଙ୍କ ଚରିତ୍ର ?👍

  • @suryakantimishra5640
    @suryakantimishra5640 2 года назад +4

    Police department gote gote chora tanka acet semane garam karu chhanti

  • @gobindachandranayak9576
    @gobindachandranayak9576 2 года назад

    ଏଗୁଡାଙ୍କ ଘର କୁଆଡେ ତମେ ମାନେ ଭାରି ଭିାଆପି

  • @crick13
    @crick13 2 года назад

    Action should taken against police

  • @pabitramallick4972
    @pabitramallick4972 Год назад

    Biswa Ranjan Sahoo one of the most best police officer in my knowledge.

  • @nabaghananaik7953
    @nabaghananaik7953 2 года назад

    Oho

  • @rameshr.s418
    @rameshr.s418 2 года назад +1

    Pollice kahuchhi odishare chorikara kamisan diaa

  • @ashokhota8687
    @ashokhota8687 2 года назад

    ପୋଲିସ ର ଲିଙ୍କ ଥିବ ।

  • @satya_pattanaik
    @satya_pattanaik Год назад

    Police emiti nyaya karuchi boli kichhi case hele lokamane police pakhaku jibaku daruchhanti, as a result criminals crime karibaku encouraged heuchhanti and samajare bhaya ra batabarana rahuchi.

  • @popeyesailor8545
    @popeyesailor8545 2 года назад

    Odisha ra sadhe chari koti loka deserve karanti e sabu.. Aau 25barsa teki ki dharithao

  • @gayatridalabehera9709
    @gayatridalabehera9709 2 года назад

    We have to be careful..

  • @swarajsamaj8322
    @swarajsamaj8322 2 года назад +1

    IIC is right.

  • @premkumarpatnaik5062
    @premkumarpatnaik5062 Год назад

    How can you acertain the sum of money lost, 2ndly for a petty matter u want, that u r maid be arrested but the case cannot stand in the court of law
    Better do all u r domestic jobs by yourself don't appoint a maid, before appointing a maid did you verified her anticidents with the concerned police station ?

  • @lilikumar9290
    @lilikumar9290 2 года назад

    ତୁମାଗିଆକେତେ,,ପ‌ଇସାନବୁରେ,,,ପୁଲିସ୍‌ବାଲାଜାହାକରିଚିଭଲକରିଚି,,,,,ତାକୁଖେମାକରିକି,,ଗଟେନୁଆରାସ୍ତ୍ରାଦେଖାଇଇଲା,,ଭଗବାନ୍‌କୁଡାକେସଳାତଜିବନ,,ନେଇଜାଇନି,,,,

  • @sarfaroshkitamanna8388
    @sarfaroshkitamanna8388 2 года назад

    Only house owner and her appointment authority is responsible for the matter , according to legal procedure it is not cognizable offence and not to be investigated .Only procedure to compromise like return stolen money etc...

  • @ranjitprusty4150
    @ranjitprusty4150 2 года назад

    This same thing was happening with me at cspur police station . For a thept fir they taken 15 day.

  • @swagatikapradhan8690
    @swagatikapradhan8690 2 года назад

    Mo sahit bi emiti heichi , mo phone sahit 750 tanka chori karithila ,

  • @machinemart8085
    @machinemart8085 2 года назад +1

    Police jaha kahichi thik kahichi sala tame chori Kari malikana dekhaucha to bapa Cancer patient ta papa voguchi se Peta pain to pocket ru nela to ghara loka naunahanti se to ghara kama kala se to ghara sadasya chori kana kala o Tate kahini nela pare tu janilu to bapa ku pachare se kete jaghanya Kama karithiba

  • @jagannathkillaka4139
    @jagannathkillaka4139 Год назад

    ଠିକ କହିଥିଲା iic kounasi bhul nahi se chani pakhore nahi ପଇସା ଦେବକୀଏ

  • @DeepakIndianprank
    @DeepakIndianprank Год назад

    ସିସିଟିଭି ଫୁଟେଜ ଦେଖାନ୍ତୁ

  • @Nagardeepsethy4
    @Nagardeepsethy4 3 месяца назад

    Sir apna thik Katha kahuchhanti hala ghara pakhara Jana ajana loka rakhila first police verify Kari rakhiba Katha

  • @PAhmed-nl9si
    @PAhmed-nl9si 2 года назад

    Police is right

  • @amrutaabhishek45
    @amrutaabhishek45 2 года назад +3

    Lajya naveen sarkar

  • @gupidehury1306
    @gupidehury1306 2 года назад +2

    Chori kari ba thik nuhaiee

  • @adarshakumarpradhan7500
    @adarshakumarpradhan7500 2 года назад +1

    Police ku mal na dele Kama karibeni,Bhai mo mobile rastaru 2jan bike re asile chhadei nele Police complain Kali but kichhi helani.police guda only Gandimara sankara

  • @jnm4871
    @jnm4871 2 года назад

    Same thing happened with me...
    My bicycle was stolen by a basti boy....but even after giving sufficient proof CC TV footage police didn't take action just because he was a basti boy and a supporter of local politician..in the name of mo sarkar they are playing with law and order...

  • @hariharasethy259
    @hariharasethy259 2 года назад +1

    Warning deki chhadidia iic thik kahichanti

  • @bharatimohanty1327
    @bharatimohanty1327 2 года назад

    Jay sriram🙏

  • @sudhanshubehera7869
    @sudhanshubehera7869 2 года назад +1

    Police kahari nuhain, 90% Police tanka fayda dekhanti ,seiethiru bujhi jaantu, Higher level officer seiethu bribe nionti

  • @firoznagnag907
    @firoznagnag907 Год назад

    Aamorobi seiya heichhi sir aamo Odhisa re mo sarakar sasana chalichhi.chhi Odhisa sarakar...

  • @ajay90908
    @ajay90908 2 года назад

    Bhala loka rakhuna

  • @gobindachandranayak9576
    @gobindachandranayak9576 2 года назад +1

    ଏ ମିଡ଼ିଆ ବୋଲା ଙ୍କ କ'ଣ କିଛି। କାମ ନାଁ ହିଁ କି

  • @kuninath9253
    @kuninath9253 2 года назад +1

    Sir aapanku jadi emiti bihavior taa hele pihu pari maa bapa nku police ki bihave karithiba shame on police

  • @smadl4626
    @smadl4626 2 года назад

    Servant kn pain rakhuchha ki ..nija kama nije kara ... servant ku thik se paeesa payment karunathibe..thik karichhi se

  • @kmpani4685
    @kmpani4685 2 года назад

    Apna mane kushi ta......

  • @popeyesailor8545
    @popeyesailor8545 2 года назад +1

    Odisha police justice daba? Ha ha sabu thu corrupt and 3rd class police.. Murder case re justice daunahanti aau ye ta chori

  • @simranmishra9657
    @simranmishra9657 Год назад

    Police thik kahichi

  • @saratajena7281
    @saratajena7281 2 года назад +2

    bhai tamar kichi kam dhanda nahi ki

  • @prabhuroutray
    @prabhuroutray 2 года назад

    ତମେ ବହୁତ ଗପୁଚ,,,ତୁମ ବାପା କ୍ୟାନ୍ସର patient, but se chori karichi, tahara ୧୦ guna jiba,,,tume vabi nia je Mora kete tanka gala ,, bapa bou pain kete ଖର୍ଚ୍ଚ ହେଉଛି ଯଦି ନେଇଛି, ତାକୁ କହି ବିଦାୟ କରିଦିଅ, ପୋଲିସ ଆଗରେ ଅଭିଯୋଗ କଲେ kn heba, ସଲିଆ ସାହି ବସ୍ତି, ହେଉଛି ନବୀନ ବାବୁ ଙ୍କର ଭୋଟ ବସ୍କ, bcoz all citizens are illiterate, rubbery, prostitute,।।।dekhuna maa Sulochana କେମିତି ଭୋଟ ପାଇ ମେୟର ହେଲେ, ଏତେ ପୋଲିସ ନ ରେ ସଫେଇ ହେଲେ କିସ ଯିବ,

  • @sarojininaik840
    @sarojininaik840 2 года назад

    You are right sir police lanchua

  • @sushasntapattanaik3205
    @sushasntapattanaik3205 2 года назад

    Police mananka behave sir bahut bad,. Lady teacher 90 years cenior citizen mananku misbehave police korichi eita keonjhar re more

  • @soumyaranjanparida2349
    @soumyaranjanparida2349 2 года назад

    Yes yes I just said that they are who I don't know YOU ARE BETTER KNOW not crime defend but crime managed. In this situation WHO LOOKED INNOCENT PUBLIC FEELINGS. WITCH OFFICE a common public just like DRIVERS, SECURITY GUARD, DAILY WORKER... ETC complaint agents his or her harassment. JUST THINK LIKE A COMMON PUBLIC.