Overcrowding and Lax Cordon System Lead to Tragic Incident during Rath Yatra

Поделиться
HTML-код
  • Опубликовано: 7 июл 2024
  • #କାହିଁକି_ଘଟିଲା_ଅଘଟଣ_ବିଭ୍ରାଟ ?
    ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?
    #Puri #Jagannath #JagannathDham #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 141

  • @swosti9.099
    @swosti9.099 15 дней назад +53

    ନୂଆଁ ସରକାର ନୂଆଁ ନିୟମ 😂😢

  • @pikunbhoi9007
    @pikunbhoi9007 15 дней назад +69

    BJD ସରକାର ଥିଲା ବେଳେ କେବେ ବି ଏମିତି ହେଇନ ଥିଲା କେବେ ବି ଏଭଳି ସମାଚାର ଦେଖିନ ଥିଲୁ

    • @sabitapanigrahi1197
      @sabitapanigrahi1197 14 дней назад +7

      Sabu bele houthila

    • @amulyaamulya4101
      @amulyaamulya4101 14 дней назад +4

      B j d ଥିଲା ବେଳେ ଜୋତା ପିନ୍ଧି କି ରଥ ଚଢିଛ ତି ୨୦୧୪ ରେ

    • @Rabgabati12
      @Rabgabati12 14 дней назад +1

      Bjd mo bala

    • @pikunbhoi9007
      @pikunbhoi9007 14 дней назад +2

      @@Rabgabati12 BJP Mo ବା ଅଗ 😎😎

    • @kushatoltia5962
      @kushatoltia5962 13 дней назад

      Mane BJD ra sadajantra aita bi

  • @jchoudhury274
    @jchoudhury274 15 дней назад +40

    ସେବକ ପଣ୍ଡା ମାନଙ୍କ ବହୁତ୍ ଭୁଲ୍ କରୁଛନ୍ତି ଶହ ଶହ ଲୋକ ରଥ ରେ କାହିଁକି ଚଡୁ ଛନ୍ତି ଦୂର ରୁ ଆସିଥିବା ଭକ୍ତ ମହାପ୍ରଭୂ ଙ୍କୁ ଟି କେ ହେଖି ପାରୁ ନାହାଁନ୍ତି ପଣ୍ଡା ମାନଙ୍କ ପାଇଁ ଜୟ ଜଗନ୍ନାଥ

    • @swosti9.099
      @swosti9.099 14 дней назад

      @@jchoudhury274 👍

    • @foujilovers143
      @foujilovers143 13 дней назад

      Right sir

    • @sradhamihir5552
      @sradhamihir5552 12 дней назад +4

      ପଣ୍ଡା ପରିବାର ରହିବେ ରଥ ଉପରେ😢 ଭକ୍ତ ରହିବେ ତଳେ, ପଣ୍ଡା ମାନଙ୍କୁ ଦର୍ଶନ କରି ଫେରିବେ 😢

    • @swosti9.099
      @swosti9.099 12 дней назад +2

      @@sradhamihir5552 right 👍😥

    • @jchoudhury274
      @jchoudhury274 12 дней назад +1

      @@sradhamihir5552 Maha Prabhu ଙ୍କୁ ଟି କେ ଭଲ ସେ ଦେଖି ପାରୁନାହାନ୍ତି ଭକ୍ତ

  • @MyLove_SARADA
    @MyLove_SARADA 15 дней назад +34

    3:22 ତତେ ଯଦି ମୁଁ ହାଣିବି, ସେଇଟା ହବ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା 😂

  • @mahaktv7760
    @mahaktv7760 15 дней назад +12

    କି ସେବକ ସବୁ ଗୋଟେ ଗୋଟେ ଠକ ..

  • @chittaranjanswain010
    @chittaranjanswain010 15 дней назад +11

    New government have lack of experience of working..

  • @Sirshree
    @Sirshree 15 дней назад +15

    ଚୋର ପଣ୍ଡା ସେବାୟତ ମାନେ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ

    • @piyushrajkumar15
      @piyushrajkumar15 15 дней назад

      ଖାଲି ଚୋର ନୁହେଁ ହାରାମି ଗୁଡାକ ଭାବୁଛନ୍ତି ଜଗନ୍ନାଥ ତାଙ୍କ ବୋପା ସମ୍ପତ୍ତି. ଜଗା ତ ସବୁଠି ତେଣୁ କେହି ପୁରୀ ନ ଗଲେ ଏମାନଙ୍କ ରଙ୍ଗ ବେରଙ୍ଗ ହେଇଯିବ ଦାଦନ ଖଟିବାକୁ ତାମିଲନାଡୁ ଯିବେ

  • @LokeshChandraRana-vo4ei
    @LokeshChandraRana-vo4ei 15 дней назад +27

    ପ୍ରଶାସନ ର ସେତେଦିନ ର ବିଚାର ପରେ ବି କଣ ପାଇଁ ପାଇଁ ଫେଲ ମାରୁଛି ସୁରକ୍ଷା ବ୍ୟବସ୍ଥା ?

    • @MyLove_SARADA
      @MyLove_SARADA 15 дней назад +2

      ରଥଯାତ୍ରା ସମୟରେ ଭାଙ୍ଗ ପାନ ଓ ଗଞ୍ଜେଇ ନିଶା

  • @vigyan657
    @vigyan657 15 дней назад +8

    New CM follows the step of Modi..Modi jemiti jaga pare jaga buluchhi aau desha ra karjya bhara prasanika officer chalauchhanti semiti Amara new CM khali jaga pare jaga buluchhi Khali lokanku misuchhi kintu taku kama Kariba tike bi Jana nahi...New CM has no experience...agaku aau kana kana hauchhi..

  • @babulathaisam1049
    @babulathaisam1049 15 дней назад +10

    ଏ ପଣ୍ଡା ଏବଂ ପୋଲିସ ମିଛ କହୁଛନ୍ତି 😢 ମୁ ମଧ୍ୟ କାଲି ବଡଦାଣ୍ଡରେ ଦଳଚକଟା ରେ ଫସି ଯାଇଥିଲୀ।ମୋ ପାଖରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା ଏବ୍ଂ ଅନେକ ଲକ ଦଳଚକଟା ଭିତରେ ଚିଲଉ ଥିଲେ । ଏପରି ବିକଳ ଦୃଶ୍ୟ କେବେ ହେଇନଥିଲା । 😭😭 ଏହି ମୁହୁର୍ତ୍ତଟି ଏବେ ମଧ୍ୟ ମୁ ଭୁଲିପାରୁନୀ 🥺🙏⭕❗⭕🙏

    • @voiceon
      @voiceon 15 дней назад

      Saman situation mo saha bi ghatithila dala chakata bahut jor heiuthila bhaya bi laaguthae 😢

    • @BISWAJEETBEHERA
      @BISWAJEETBEHERA 14 дней назад

      Mu b 1st dina fasijaithili but Jaa maha Prabhu nka karuna ru jaldi bhidaru bahari asili au alpa dura hau hele darsan bhla re hela ..Jay Jagannath 🙏

    • @smrutirekhasamal6415
      @smrutirekhasamal6415 14 дней назад

      Mu bi thili aau kichhi min jadi Sethu na bahari parithanti mu bi 😭🙏 Jaga nka Krupa ru mu banchigali

    • @kanhasahoo6389
      @kanhasahoo6389 13 дней назад

      Jagannath kahichanti naa ete bhida re mo pakhaku asa. Fanka samaya re prabhu nku dekhile kn asibidha rahichi. Nijara bhul manasikata jogu nije danda paucha. Ethire kehi dayi nunhanti. Jay jagannath 🙏

  • @_milu_creation
    @_milu_creation 14 дней назад +4

    ନୂଆ ସରକାର🤵‍♂️ ଇଏ କେବେ ଜାଣିଥିଲେ ? ନାଁ ଜାଣିଛନ୍ତି ? ହୁଏତ ଆସନ୍ତା ବର୍ଷ ଜାଣିପାରନ୍ତି , ନିୟମ ନ ଜାଣିଥିବାରୁ ନୂଆ ସରକାର ସେଥିପାଇଁ ଅଘଟଣ ହେଲା ବୋଲି ମୁଁ ଆଶା କରୁଚି 😔ଚାରି ଦ୍ୱାର ଖୋଲି ବି ନୂଆ ସରକାର ବନ୍ଦ କଲେ ନିୟମ ପ୍ରଣାଳୀ ନ ଜାଣିଥିବା ସରକାର ଯଦି ସରକାର ହୁଅନ୍ତି ତାହାଲେ ଏମିତି ହୁଏ 😔 ଆସନ୍ତା ବର୍ଷକୁ ଯଦି ଟିକେ ଅଘୁଆ ମାସେ ପର ଠାରୁ ଟ୍ରେନିଙ୍ଗୀ ଦିଆହୁଏ ତାହାଲେ ଆଶା କରୁଚି କିଛିଟା ଶାନ୍ତି ଶୃଙ୍ଖଳା ହୋଇପାରିବ 👍 ବିଜେଡି ସରକାର ଥିଲା ବେଳେ କେଭେବି ଏମିତି ହୋଇ ନଥିଲା କାରଣ ବିଜେଡି ସରକାର ଶାନ୍ତି ଶୃଙ୍ଖଳା କୁ ବହୁତୁ ଭଲ ପାଏ ସେ ସବୁବେଳେ ଶାନ୍ତି ଶୃଙ୍ଖଳା ର ସହିତ ପବିତ୍ର ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରେ ଯାହାକି ଭକ୍ତ ମାନଙ୍କର କିଛି ବି ଅସୁବିଧା ହୋଇ ନଥାଏ 🙏ଏବର୍ଷ ପ୍ରଭୁ ଙ୍କୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦେଖିନାଁହାନ୍ତି 😔କି ଟିଭିରେ ହେଉକି ଟେଲି ଫୋନ ରେ ହେଉ live ଟେଲିକାଷ୍ଟ ରେ ମହା ପ୍ରଭୁଙ୍କୁ ଦେଖି ହୋଇନି 😔 କାରଣ ରଥ ଉପରେ ଖାଲି ସେବକ ମାନେ ଦେଖା ଯାଉଥିଲେ ! ଯୋଉ ଭକ୍ତ ମାନେ ଅସୁବିଧାର ସାନ୍ମୁଖୀନ ହୋଇଛନ୍ତି କି ମୃତୁ ବରଣ କରିଛନ୍ତି ମୋର ସନ୍ଦେହ ନୂଆ ସରକାର ଯୋଉ ପୋଲିସ ମାନଙ୍କୁ ଯୋଉ ଦାଇତ୍ୱ ଦେଇଥିଲେ ସେମାନେ ଯୋଉ ଭଳି ଭାବରେ ଭକ୍ତଙ୍କୁ ପ୍ରହାର କରିଛନ୍ତି ତାଙ୍କ ପ୍ରହରରେ ଭକ୍ତ ମୃତୁ ବରଣ କରିଛନ୍ତି କୌଣସି ଦଳା ଦଳି ରେ ନୁହଁ 👍 ଯଦି ଆସନ୍ତା ବର୍ଷ ଯଦି ପୂର୍ବରୁ ନୂଆ ସରକାର ଟ୍ରେନିଙ୍ଗୀ କରନ୍ତେ ଲାଗୁଚି ହୋଇଥିବା ତ୍ରୁଟି ଆସନ୍ତା ବର୍ଷକୁ ଠିକ ହୋଇପାରିବ 👍ମୋର ଏତିକି ଅନୁରୋଧ ମୋ ବିରୋଧୀ ସରକାର ( ବିଜେପି ସରକାର )🙏 ଜୟ ଜଗନ୍ନାଥ 🙏

  • @ajaykumarbehera8752
    @ajaykumarbehera8752 15 дней назад +6

    ପଣ୍ଡା ସବୁ ଚୋର ମାନେ ସବୁ ତାଙ୍କର ଭୁଲୁ ସରକାର କର ଭୁଲୁ ନାହିଁ

  • @user-th3cl7cp9j
    @user-th3cl7cp9j 15 дней назад +9

    ବିଜେପି ସରକାର

  • @SubhaPradhan-lf7bz
    @SubhaPradhan-lf7bz 14 дней назад +1

    ଅନ୍ଧ ଭକ୍ତ କହିବେ ନବୀନ ବାବୁ ଦାଈ . ଆପଣ ମାନେ ଖୁସି ତ 🙏🙏🙏🙏

  • @user-dk4pq2nn6z
    @user-dk4pq2nn6z 15 дней назад +6

    Ratha upare jau panda babu mane rahuchanti kichi dekha jaunahanti.mahabhu ko

  • @niranjanparida7400
    @niranjanparida7400 15 дней назад +5

    Ratha Yatra re police nahi SPG comando bulao
    Jai Jagannath 🙏🙏

  • @rahulkumarmohanty3094
    @rahulkumarmohanty3094 14 дней назад +1

    Jay Jagannath ❤

  • @qi82
    @qi82 15 дней назад +2

    He ram he jagannatha

  • @DeepakkumarBehera-zl7vt
    @DeepakkumarBehera-zl7vt 15 дней назад

    Jay jagannath ❤❤

  • @BharatKumar-wh1eo
    @BharatKumar-wh1eo 14 дней назад

    Jay jagannath

  • @Madangond-nd3dv
    @Madangond-nd3dv 13 дней назад

    Jay Shree Jagannat Bagwan Jay Shree Sita Ram

  • @achyutbag4614
    @achyutbag4614 14 дней назад +1

    Bahut badhia eaama nua sarkar

  • @user-xr9xx4qx6s
    @user-xr9xx4qx6s 15 дней назад +3

    Rathare kam sebayat rakhiba abasyaka

  • @odishaweather4711
    @odishaweather4711 15 дней назад +1

    Jai Jagannath swami Nayan patha gami vaba tume 😢🙏

  • @ashwinissahuofficially1177
    @ashwinissahuofficially1177 15 дней назад +1

    🙏🙏🙏

  • @somyaranjanbala2432
    @somyaranjanbala2432 11 дней назад

    jay jaganath 🚩🙏🏻🙏🏻🙏🏻🙏🏻🙏🏻🕉️

  • @sameerjena356
    @sameerjena356 15 дней назад +2

    Otv is right ❤

  • @narayanjakasika7237
    @narayanjakasika7237 14 дней назад

    ଜୟ ଜଗନ୍ନାଥ

  • @debananda07
    @debananda07 15 дней назад +3

    Thik knowledge nathile byabostha thik haba kemiti

  • @debendralenka6470
    @debendralenka6470 14 дней назад +1

    Kichhi haEni 5 year achhi wite kara

  • @aswinisamantaray1271
    @aswinisamantaray1271 15 дней назад +3

    VIP status

  • @ashishcreation194
    @ashishcreation194 12 дней назад

    I'm christian but I'm believe in jagannath ❤

  • @kaliasahoo3045
    @kaliasahoo3045 15 дней назад +1

    Nija ghara loke jadi hoithiley aimiti kahithanta. Jay Jay🙏 jagannath🙏

  • @UpendraNaik-et6lt
    @UpendraNaik-et6lt 15 дней назад

    ❤❤❤❤

  • @user-qo9nq6ve8b
    @user-qo9nq6ve8b 15 дней назад +2

    Ratha upara thia haba sabaka nka sampuna bhulu

  • @user-bu8iz4sb9k
    @user-bu8iz4sb9k 15 дней назад +4

    Bala neta mane aramare jini janata mane maribe

  • @tapaspattanaik894
    @tapaspattanaik894 15 дней назад +2

    due to excess VIP

  • @user-gv4mh8xh2t
    @user-gv4mh8xh2t 12 дней назад

    ନୁଆ ସରକାର ନୁଆ ଘଟଣା

  • @KailashChandraPatra-mt3fs
    @KailashChandraPatra-mt3fs 15 дней назад +1

    Mu ta mari jaithilini alpake ban chili hey god

  • @MuVloggerk
    @MuVloggerk 13 дней назад

    ମହା ପ୍ରଭୁଙ୍କୁ ହୃଦୟ ରୁ ଦେଖନ୍ତୁ,,
    ଠେଲl ପେଲା ହେଇକି ଦେଖନ୍ତୁ ନାହିଁ, କି ଏମିତି ସେବlବି କରନ୍ତୁ ନାହି , ଜେଉ ଠାରେ ଶାନ୍ତି ନାହିଁ , (ଗହଳିରେ ଆଉ thela ପେଲାରେ ପ୍ରଭୁ ଯୀଶୁ କାହାକୁ ବି ଦେଖା ଦିଅନ୍ତି ନାହିଁ,,, ହୃଦୟରୁ ବିଶ୍ଵାସ ଆଉ ପ୍ରାର୍ଥନା ଦ୍ୱାରା ଦେଖା ଦିଅନ୍ତି.... ଅମେନ୍

  • @vhhh668
    @vhhh668 14 дней назад

    ଯେତେକ ପଣ୍ଡା ସେବାୟତ ରଥରେ ଚଢିଛନ୍ତିସେମାନଙ୍କୁ ତଳକୁ ଖସେଇଦେଲ ଭକ୍ତମାନେ ପପ୍ରଭୂଙ୍କ ଦର୍ଶନ କରିପାରନ୍ତେଆଉରଥଭଲରେ ଚାଲନ୍ତା, ଜୟ ଜଗନ୍ନାଥ🙏🏻🙏🏻🙏🏻🙏🏻

  • @MalayBehera-xn8bx
    @MalayBehera-xn8bx 14 дней назад

    Sarakara

  • @jyotiprakashsasmal9110
    @jyotiprakashsasmal9110 15 дней назад +1

    Sebayata mane lokonku Rotho pakhoku daki neuchonti .seita ku control korajau.

  • @CheerfulBakedBread-su4gi
    @CheerfulBakedBread-su4gi 14 дней назад

    ରଥଯାତ୍ରା rea ପୁରି ଛାଡି ବାହର ଳୋକ ଅ!ସେବାକୁ ଦେବା କଥା ନୁହେଁ

  • @jpradhan2140
    @jpradhan2140 13 дней назад

    ଅଣ ସେବାୟତ ବେସରେ ରଥ ଉପରେ ଲୋକଙ୍କୁ ଆଉ ନିଅ

  • @gyanaranjansahoo6551
    @gyanaranjansahoo6551 15 дней назад +1

    Are bhai seita bhul katha Jia b sarkar asile kn kariba j .

  • @ManoranjanBarik-fq2jh
    @ManoranjanBarik-fq2jh 14 дней назад

    3:38 ଛୋଟ ମୋଟ ଜିନିଷ ଗୋଟା ଲୋକର ଜୀବନ ପଳେଇଗଲା ଛୋଟ ମୋଟ ଦିନିଷ

  • @pradeepbiswal8217
    @pradeepbiswal8217 15 дней назад +1

    ବାଳ ଖବର

  • @allodisha3021
    @allodisha3021 13 дней назад

    Kamani esabu panda mane kn pani rathare basu chanti jetiki rool setiki basantu

  • @learnwithbini6060
    @learnwithbini6060 13 дней назад

    Bhagban nku neiki rajneeti karuchnti boli emti houchi...

  • @soubhagyaranjanmohanty3667
    @soubhagyaranjanmohanty3667 15 дней назад

    ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର.....

  • @joshnachhura5373
    @joshnachhura5373 10 дней назад +1

    Yeh sarkar bhangiba kahinki naa tanka kaunsi kama thik re karunahanti samaste dukhre nua sarkar nua kama

  • @sarupabrek3343
    @sarupabrek3343 15 дней назад +1

    ମୁ ବି ଥରେ ଦୌଡ଼ି ଥିଲି

  • @user-dx2zj5jh7v
    @user-dx2zj5jh7v 11 дней назад

    Ratha aghatana pain sankarachary dai

  • @chikucreation943
    @chikucreation943 15 дней назад

    ଦିତୀୟ ଦିନରେ ବି ମାଳ ମାଳ ଅବ୍ୟବସ୍ଥା

  • @sushilkumarkickboxer8569
    @sushilkumarkickboxer8569 12 дней назад

    Population Jothi Sethi Accident Problems ECT Hoba it's 💯 % Garanti

  • @user-ik9ef2fc1n
    @user-ik9ef2fc1n 14 дней назад

    ସେବାୟତ ପକା ଗଲୁଆ

  • @BharatiSahoo-lj5fl
    @BharatiSahoo-lj5fl 15 дней назад

    Nabeen period re emiti hei nathila

  • @smohanty3507
    @smohanty3507 14 дней назад

    ratha tani baku samastankara iccha...sabu bhaktankara jadi gotie iccha gotie jagare aau gotie samaya re heba..ta hele emiti haba...bheeda re ratha taniba aau dala chakatahele prasasana ra sabu bhul..
    ratha daudi tanidele khali papa dura hei jiba..

  • @chittaranjanswain010
    @chittaranjanswain010 15 дней назад

    It's Mohan govt successfully story

  • @JulieSethi388
    @JulieSethi388 14 дней назад

    ନୂଆ ସରକାର ଙ୍କ କାର୍ଯ୍ୟ ପ୍ରଣାଳୀ ସଠିକ ନୁହଁ।
    ବିଜେଡି ସରକାର ଥିଲା ବେଳେ ଏମିତି ହେଉ ନଥିଲା। ଏବେ ନୂଆ ସରକାର ଆସୁ ଆସୁ ଏତେ ସବୁ ପାଲା ହେଲାଣି 🙂🙂
    ଲୋକ ଙ୍କୁ ପରିବର୍ତ୍ତନ ଦରକାର ଥିଲା, ପରିବର୍ତ୍ତନ ହଉଛି ଏବେ ଅଭିଯୋଗ କଣ ପାଇଁ କରୁଛ 🙂

  • @aswinisamantaray1271
    @aswinisamantaray1271 15 дней назад

    Shame

  • @user-qo9nq6ve8b
    @user-qo9nq6ve8b 15 дней назад +3

    Bjp sara kara sampuna bhulu

    • @odishastylecooking3949
      @odishastylecooking3949 15 дней назад

      Are bhai tama tanti re ebe bi bjp kanta lagichi ea kebala bhida adhika jogu ama ghara pakha nemala bata nka pakhare bi athara adhika loka jogu bhida asambhla hei jai thila kehi loka bi police nka Katha Manu nathile police Sina 1-2 jana nku roki paribe lakhe lakhe loka nku kemiti ata kaibe ame kebala bjp ku dosha dele habani public nka upare damand

  • @user-ob2ui6tc6k
    @user-ob2ui6tc6k 12 дней назад

    50 noho 500 sebayat

  • @babullcreation
    @babullcreation 14 дней назад

    Sabu dosaa odisha government au shri Mandira prasasan raa.. Khali bada bada stage upare basigale habani....

  • @satyabratatripathy3051
    @satyabratatripathy3051 14 дней назад

    Less Experience

  • @DyydSheh
    @DyydSheh 14 дней назад

    Nua...Prasasana...SabuNua😂😂😂

  • @sandeepdas2692
    @sandeepdas2692 14 дней назад

    Modi ki gara ti new govt 😢odisha 😂😂
    So sad😢😢
    ❤❤Only navain babu❤

  • @manojjena7608
    @manojjena7608 15 дней назад

    Ratha parichalana thik nathila .....sethi pain amiti ghatila

  • @amazingodisha420
    @amazingodisha420 15 дней назад

    Mohan majhi ebe kuade gala

  • @cdvlogs533
    @cdvlogs533 14 дней назад

    Nua sarkar nua niyama 😂sambhala

  • @DevasishRout
    @DevasishRout 14 дней назад

    Samaste ninja ninja dosa chadauchanti , bhul kehi manibeni , ratha upare kebala tanka adhikar achi semane basibe , loka bhagwan nku dekhiba Ku asichanti ta emanaku..

  • @abhishekjena5201
    @abhishekjena5201 15 дней назад

    Majhi babu is inefficient

  • @suvendupradhan5030
    @suvendupradhan5030 14 дней назад

    Otv bala tike Tama sarkarnku kuha

  • @kumargourab1504
    @kumargourab1504 14 дней назад

    Sabu niama gala kuade

  • @jitu..mamuni7530
    @jitu..mamuni7530 15 дней назад

    ନବୀନ ସରକାର ହେଇଛନ୍ତି କି

  • @shaktiprasad5897
    @shaktiprasad5897 14 дней назад

    Sabu pandian ra bhul 😂

  • @kirn4297
    @kirn4297 13 дней назад

    Ye paanda maanon kara paap bhadi laani

  • @DeepakkumarBehera-zl7vt
    @DeepakkumarBehera-zl7vt 15 дней назад

    Jay bjd

  • @chandrashekharbehera234
    @chandrashekharbehera234 15 дней назад +1

    ନାଇଁ ମ ଏଥିପାଇଁ ନିଶ୍ଚିତ ଭାବେ BJD ବାଲା ହିଁ ଦାୟୀ 😅😅

  • @mahaktv7760
    @mahaktv7760 15 дней назад +1

    ହେ ମହା ବାହୁ ତୋ ବଡଦାଣ୍ଡେ ଜୀବନ ଯାଉ
    କହିବା
    ପୁଣି ପଚାରିବା କାହିଁକି ଗଳା

  • @nayakspprnayak3940
    @nayakspprnayak3940 15 дней назад

    Bjd govt

  • @anilpaital6790
    @anilpaital6790 13 дней назад

    Otv godi media
    Setebele Bjd government kudai karuthila
    Abe overcrowded hela 😂😂😂😂

  • @user-rw8sn5lk6j
    @user-rw8sn5lk6j 15 дней назад

    Common people are unable to get the chance to see the lord Jagannath,even though they are coming from long away and facing a lot of problems but our VIPs take full fun of it they don't know only for them how many actual devotees get sided by the police or by some other forces....
    If you really come to see the lord then , came like a common people...

  • @swarupmishra5318
    @swarupmishra5318 13 дней назад

    Chi chii bjp govt

  • @JharnaBhoi
    @JharnaBhoi 13 дней назад

    Sabu bhul panda manker

  • @rmvideos.
    @rmvideos. 14 дней назад

    କେତେ ଜଣଙ୍କ ମୁଣ୍ଡ ଗଲେ ଚେତିବ ତୁମେମାନେ

  • @dillipkumarsahoo4823
    @dillipkumarsahoo4823 13 дней назад

    BJP GOVT pain. Ebhali .

  • @user-iz8ok7ms9j
    @user-iz8ok7ms9j 14 дней назад

    Chhi chhi lajya ,news TV re asiba pain muhan dekheiba pain ,dura dura ru asuthiba bhakta tini thakuranku na dekhi kandi kandi pheru chhanti gharaku

  • @rupeshpatel4768
    @rupeshpatel4768 15 дней назад

    Double engine sarakar jai modi😂

  • @abhirampatnaik530
    @abhirampatnaik530 15 дней назад

    Bangali loka pai nata

  • @simplehuman7127
    @simplehuman7127 15 дней назад

    Sabu kichi bekar kama hauchi puri re

  • @rajeshofficialnk4709
    @rajeshofficialnk4709 15 дней назад

    Welcome to new BJP government 😂😂😂😂😂😂😂

  • @onlyforlove967
    @onlyforlove967 15 дней назад

    Bjp sarakara dai bjp hatao odisha bachao

  • @sarojdas3297
    @sarojdas3297 12 дней назад

    Bjp sarkar achhi,kichi bi huipare...

  • @krishnasethy8533
    @krishnasethy8533 15 дней назад

    Au 4 barsha vhogiba BJP thiba jay

  • @bs5503
    @bs5503 15 дней назад +1

    ତୁମ bjp sarakar ଙ୍କୁ ପଚାରୁ ନ ଓଟିଭି ବା ଲା

  • @dibyendunayak8072
    @dibyendunayak8072 12 дней назад

    ଏବେ bjd ଥିଲେ otv ଖାଲି ସରକାରଙ୍କୁ ଦୋଷ ଦେଇଥାନ୍ତା 😂😂😂

  • @Badalkumardas-kc1qw
    @Badalkumardas-kc1qw 12 дней назад

    Bjd ra chal

  • @suvendupradhan5030
    @suvendupradhan5030 14 дней назад

    Bjp sarkar 😂😂😂