Sir kalki bhagabannkara jataka o graha chakra bisayare kichhi kahibe Apananka Facebook account name janaibe Mu graha chakra upare research karuchi Kali juga sesa samaya bisayare janiba paen subidha heba
Mohaprabhu kalkiram vishnu nka jasa gana karuthiba brahman paribar re sambhal gram re janm nebe boli bahut granth au puran ru spasta jana pade... mohapurusa achyutanand sambhal grama ku bujhai ehaku navigaya khetra aba Ma🙏 Biraja khetra boli spasta bhabe lekhichhanti. Jai Jagannath 🙏🙏
I didn't understand anything due to nonodiya. I am from delhi. I am kalki devotee. Jai jagan nath ji. I want to understand like my odiya brother and sister. Is any body help to tell.
Sambal Nagari Yek Adrusya Nagari, tenu se Nagari Bisaya re khojiba ba Janiba ta yete sahaj Katha nuhe ! Sadhana balare muni rushi sabu sethare achhanti tenu ta nama Gupta sambal.( 4th Ayam )dibya gyan or daibi chetana dwara se Nagari Ku dekhibar saubhagya milithaye yeha jajpur re nuhe ,sabuthi achhi kouthi nahi .
ମହେନ୍ଦ୍ରଗିରି ପର୍ବତ ଗଞ୍ଜାମ ରେ ନୁହଁ .... ଗଜପତି ଜିଲ୍ଲା ରେ ଅବସ୍ଥିତ.. ମୋ ଗାଁ ପାଖରେ... ସେଇଠି ଭଗବାନ ଙ୍କର ପାଦ ଚି଼ହ୍ନ ମଧ୍ୟ ରହିଛି..😥ପ୍ରଭୁ ଧନ୍ୟ ହୋଇଗଲା ଜୀବନ....thq guruji
ଭାଇ ଗୁରୁ ସ୍ଵାମୀ 🙏 ଠାକୁର କେଶବ ଚନ୍ଦ୍ର ଜନ୍ମ ମାହାଙ୍ଗା ଗାଆଁ
ରାଜନଗର ମାହାଙ୍ଗା ବଗାର ସାହି
Good morning, thank you so much for this beautiful video. 👌😊😃🙂🙏😄☺😀👍
Satare Jaldi Nia Avtara prabhu ,Aau kasta sahi hauni ,bohut Anya hauchi prabhu⭕❗⭕
ପ୍ରଭୁ ଙ୍କ ର ଅବତାର ଧାରଣ ହୋଇ ସାରିଲେଣି ପ୍ରଭୁ କଳକି ଏବେ ଖଣ୍ଡଗିରିରେ ଗୁପ୍ତ ଲିଳା କରୁଛନ୍ତି
ଜାଣିବା ପାଇଁ ମାଳିକା ବାଣୀ ପଣ୍ଡିତ କାଶିନାଥ ମିଶ୍ର ମାଳିକା ଗବେଷକ
ଙ୍କ କଳକି ଅବତାର ଚେନାଲ RUclips ରେ search କରନ୍ତୁ
ଜାଣି ପାରିବେ ଜୟ ଶ୍ରୀ ଶ୍ରୀ ଶ୍ରୀ ଶତ୍ୟ ଅନନ୍ତ ମାଧବ 🥀🙏🌅❤️ screen ରେ ଫୁନ ନମ୍ବର ମଧ୍ୟ ଦିଆଯାଇ ଅଛି
Jai Shree Satya Ananta Madhaba KalkiRam 🙏🙏🙏🙏
ଗୁରୁଃସ୍ୱାମୀ 🙏🏻
Jay jagannath 🙏🙏🙏
Jay Jagannath Guruji
🙏🙏🙏 jai Jagannath swami nayan patha gami bhaba tume 🙏🙏🙏🙏
Jai Kalki Ram.... Jai Jagannath 🙏
Jay jagannatha swami nayana patha gami bhaba tume
Jay jagannath mahaprabhu
Guruswami baba
ବର୍ତମାନ ସମୟରେ ସମାଜରେ ଅନେକ କଳ୍କୀ ଭଗବାନ ବାହାରିଛନ୍ତି ।ଏ ସମସ୍ତ କଳ୍କୀ ଙ୍କୁ ଏକ ସ୍ଥାନ କୁ ଅଣାଗଲେ ବାସ୍ତବରେ କିଏ କଳ୍କୀ ଜଣାପଡ଼ିବ । ଠିକ୍ ହେବ।
Ha ha
JAY KALKI MAHAPRABHU
Jai jagannath jai panchasakha odisha keonjhar barbil
ଜୟ ଜଗନ୍ନାଥ 🙏ଜୟ ପଞ୍ଚସଖା🙏
00000
ଦିବାକର ବାବାଙ୍କୁ ମୋର ପ୍ରଣାମ। ଦୟାକରି କଳ୍କୀ ଦେବଙ୍କୁ ଟିକେ ଚିହ୍ନେଇ ଦେଲେ ଆମେ ତାଙ୍କ ଦର୍ଶନ ପାଆନ୍ତୁ। ଟିକେ ଆଜ୍ଞା ଦୟାକରନ୍ତୁ।ଯଦି ଆପଣ ଜାଣିନାହାନ୍ତି ତାହେଲେ ସ୍ପଷ୍ଟ ମନାକରି ଦିଅନ୍ତୁ,ଆମ ଦୁଃଖ ରେ ଆମେ ରହିବୁ,ଆମର ଆଉ ଉପାୟ କିଛି ନାହିଁ। ଦୋଷ ଥିଲେ ସଗୁଣରେ କ୍ଷମା ଦେବେ।ଜୟ ଜଗନ୍ନାଥ।।
ଆପଣ ଦେଖିଲେ କଳ୍କୀ ଙ୍କୁ କଣ କରିବେ ତେବେ କୁହନ୍ତୁ adress ଦେଇଦେବି... ଜୟ ଶ୍ରୀ ରାମ 🙏🙏🙏
ଜୟ ଜଗନ୍ନାଥ
Jay shree Jagannatha Jay Pancha shankha baba prannm
Good Bless you
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
Jay jaganath jay panchasakha
Jai jaganatha Jai panchasakha
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
Jay prabhu kalia saantaJay jagannathswami nayan patha gami bhaba tume hari bola
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏🙏🙏
Jay jaganath Jay shree Achutananda Jay pancha sakha
Hare ram Krishna.....
Jaygurudev
Jay kalki🙏🙏🙏🙌🙌🙌🙌🙌
Baba namaskar 🌹🌹🌹🌹🌹🌹🌹
ଠାକୁର ଜନ୍ମ ନେଇ ସାରି ଚାଲି ଗଲେଣି 1955 ରୁ 2015, ସର୍ବ ଦେବଂ ନମସ୍କାରଃ କେଶବଂ ପ୍ରତିଗଛତି :ଚରମେ ଚରମ ପ୍ରକାଶ କଳ୍କୀ. ଜୟ ଜଗନ୍ନାଥ.
Mane ebe Satya juga chalichi
କେଉଁ ମସିହାରେ ଜନ୍ମ ନେବେ ମହାପ୍ରଭୁ କଲ୍କି ଅବତାର ଗ୍ରାହଣ karibe.
Niranjan misra anka lekha padhantu
Omjoy Shree Krishna thank babajie
❤❤❤
Jay gurudev
Jayjagannath 🙏, jayjagannath 🙏
Jai achut anat jasobant balabanta jagannath pancha sakha nmo nmo
Joya jagannth
Jay Jagannath...
JAY jagannath 🙏🇮🇳🇮🇳
jay jay jay jagannath
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
Baba guruswami🙏 saranam satya prakas karantu ,Jajapur nuhe jajanagra
Ya magaja re..jouta dhukichi,
seita ku kahidia Babaji ji.
n hele Yara Heart attack heijiba...??
Eia gote loko ku kalkki bhabi bobaluchi.
Sir kalki bhagabannkara jataka o graha chakra bisayare kichhi kahibe
Apananka Facebook account name janaibe
Mu graha chakra upare research karuchi
Kali juga sesa samaya bisayare janiba paen subidha heba
Jay jaganatha mahaprabhu Jay🙏🙏🙏 Jay maalika absya heba sata
Jay jgannath varasa
Omsri jagannath ayate namoh namah Jay achyuta Jay panchasakha
Jai jagannath. Many thanks for the video. Year bi kuhantu please.. Jau bhi video baneibe, please year ta kuhantu
Jay Jagannath Saha
Good morning
Jay Jagannath 🙏🙏🙏🌹🌼🌻🌺
Mahima Alekha......
Mohaprabhu kalkiram vishnu nka jasa gana karuthiba brahman paribar re sambhal gram re janm nebe boli bahut granth au puran ru spasta jana pade... mohapurusa achyutanand sambhal grama ku bujhai ehaku navigaya khetra aba Ma🙏 Biraja khetra boli spasta bhabe lekhichhanti. Jai Jagannath 🙏🙏
Apana Malika bisayare tike bhala se gabe Sana Kari .. video karantu ..au bhala se mahapurasa nka kathaku upastapana Karantu🙏🙏..
Guruswami Keshab thakura
Jay jagannath Jay jagannath Jay jagannath Jay jagannath Jay achyuta
PARENTS OF KALKI JADU &SUKANTI
Ok
Prabhu janam naisarilani na aaau samay lagiba ☹️😧🥺
Nei sarileni
Baba tk clear karantu
shri shri thakur anukul chandra ji ki joy.
Achutananda ji ki joy .
I didn't understand anything due to nonodiya. I am from delhi. I am kalki devotee. Jai jagan nath ji. I want to understand like my odiya brother and sister. Is any body help to tell.
Ur Contact no
We will contact u
@@consciousshiftchange5171 9990050074.
Jay jagannth odisa basi kun bhalare rakhantu samastankun Jay jagannth Jay acheyuta
Omm ram killing kalki namoh
Mahendra pahada ganjama noa Gajapati re achi
Bhagwn krishna kn janma nei sarielrni kii tike kuhantu plss plsss 🙏🙏🙏🙏😭😭😭😭😭
ବାବା ପ୍ରଥମେ ଆପଣଙ୍କୁ ନମସ୍କାର ଦୟାକରି କୁହନ୍ତୁ ଆମ ବରଗଡ ପଶ୍ଚିମ ଓଡ଼ିଶାରେ କଣ ହେବ
Are Bhai..... Present re banchibaku chesta kara.....Future Ku Kain ete emphasis deucha........
Welcome hi congratulation its only truth❤ hariom tatta satta omsanti
Pita Kashinath mishra
ଯଦି ବାପାଙ୍କ ନାମ ଅନନ୍ତ ମିଶ୍ର..... ତେବେ ବିଷ୍ଣୁ ଯଶ୍ୟ କିଏ........ ଦୟାକରି କୁହନ୍ତୁ
Bhagaban kalki kebe janma nebe
Baba a sambala gramati keounthi? Jadi janichanti kuhantu jajpurare a grama achita? Khali malika padhidele hebani taku thikse bujhi prabauchana diantu nachet a sabitri close karantu . Malikaku thik describe nakari mahapurushankara abatara.anana heba
ଜୟଶ୍ରୀ ସତ୍ୟ ଅନନ୍ତ ମାଧବ ନମଃ
ଲୀଳାମୟଙ୍କର ଲୀଳା ପ୍ରକାଶିବ ସତ୍ୟ ଯେ ଏକାମ୍ର ବନ। ଅନନ୍ତ ମାଧବ ଖେଳ ଖେଳୁ ଥିବେ ଖଣ୍ଡଗିରି ଠାରେ ରହି।
* * *
ଜଗନ୍ନାଥ ପଳାଇବେ ଚକା ଛାଡି କରି
ରହିବେ ଯାଇ ଣ ପ୍ରଭୁ ଗୁପ୍ତ ଖଣ୍ଡଗିରି।
* * *
ଖଣ୍ଡଗିରି ଯେ ଭୁବନେଶ୍ୱର ନିଜର
ଭୁବନେଶ୍ୱର ବା ଖଣ୍ଡଗିରି କୁ ଯେତେ ଦୂର।
* * *
ଯେଦିନ ବିରଜା ଆସ୍ଥାନ ଛାଡ଼ିବେ ଭୀମସିଂହ ଦେବେ।
ଗର୍ଭ ସ୍ଥିତ ଶିଶୁ ଭୂମିଷ୍ଟ ହୋଇଲେ ଭୁବନେଶ୍ୱର କୁ ଯିବ।
* * *
ଖଣ୍ଡଗିରି ସ୍ଥାନ ସିଦ୍ଧଙ୍କ ସଦନ ସୁବର୍ଣ୍ଣ ଗିରି ଚ୍ୟୁତ ରେ।
ସେହି ସ୍ଥାନେ ଆମେ ଉଦୟ ହୋଇବୁ ଭକ୍ତ ଜଣଙ୍କ ସାଙ୍ଗରେ।
* * *
ପ୍ରଭୁ କଳ୍କୀ ଙ୍କ ଜନ୍ମ ସ୍ଥାନ ।ଗୁପ୍ତ ସମ୍ବଳ( ଯାଜପୁର)
ବିରଜା ଙ୍କ ପୂର୍ବ ଭାଗରେ ପଦ୍ମ ପୋଖରୀ ଖ୍ୟାତ
ସେଇଠି ଜନମ ହୋଇବେ ପ୍ରଭୁ ଶ୍ରଜଗନ୍ନାଥ।
* * *
ପ୍ରଭୁ କଳ୍କୀ ଙ୍କ ଲୀଳା ଭୂମୀ ଖଣ୍ଡଗିରି (ଭୁବନେଶ୍ୱର) ଜୟ ଜଗନ୍ନାଥ , ଜୟ ଶ୍ରୀ ମାଧବ 🙏🏻🙏🏻🙏🏻୯୦୯୦୦୪୭୯୯୭
ଜୟ ଜଗନ୍ନାଥ
ଗୁପ୍ତ ଖଣ୍ଡଗିରି କୋଉ ଜାଗା ସେଇ ଠାରେ ପ୍ରଭୁ ଜନ୍ମ ହେବେ
@@krutibasmohapatra825 Prabhu nka Janma ବିରଜା କ୍ଷେତ୍ର ରେ ସରିଛି।ଏବେ ଖଣ୍ଡଗିରି ରେ....
@@ଜୟଜଗନ୍ନାଥ-ଠ6 ଲୋକ ଛତିଆ ଛତିଆ ହୋଇ ଏ ପର୍ଯ୍ୟନ୍ତ ଅନ୍ଧ ହୋଇ ଅଛନ୍ତି।ଯୁଗ କର୍ମ ଆରମ୍ଭ ହୋଇସାରିଲାଣି।କଳ୍କୀ ଧର୍ମ ସଂସ୍ଥାପନ ଆରମ୍ଭ କରି ଲେଣି।କିନ୍ତୁ ବହୁତ୍ ଲୋକ ଅନ୍ଧ ପରି ଅଛନ୍ତି। ଯୋଉମାନେ ଚେତୂଆ ଭକ୍ତ ସେମାନେ ବୁଖି ପାରିବେ।ମହା ପୁରୁଷ ଲେଖିଛନ୍ତି ପ୍ରଭୁ ଙ୍କ ଲୀଳା ସ୍ଥାନ..... ଖଣ୍ଡଗିରି,ଭୁବନେଶ୍ୱର,ଚନ୍ଦକା ବନ ନିକଟ,ଉଦୟଗିରି ର ପାଶ, ନଳିନୀ ବନ,ଲିଙ୍ଗରାଜ କ୍ଷେତ୍ର,ବରଭୂଜା ଙ୍କ ସ୍ଥାନ,ଏକାମ୍ର କ୍ଷେତ୍ର ରୁ କଳ୍କୀ ଙ୍କ ଲୀଳା ପ୍ରକଟ ହେବ। ବୁଝନ୍ତୁ e ସବୁ କୋଉଠି ଅଛି?ଜୟ ଶ୍ରୀ ଜଗନ୍ନାଥ । ଜୟ ଶ୍ରୀ ମାଧବ।🙏🙏🙏
@@ଜୟଜଗନ୍ନାଥ-ଠ6 ନିଜେ ନିଜେ ଶାସ୍ତ୍ର ଲେଖନ୍ତୁ।ପ୍ରଥମେ ନିଜ ର ପ୍ରମାଣ ନିଜେ ଖୋଜନ୍ତୁ।ନିଜେ ନିଜ ନାମ,ଠିକଣା କୁ ଗୋପନୀୟ ରଖି ପ୍ରଭୁ ଙ୍କ ପ୍ରମାଣ ଖୋଜୁଛ?ଆମ ର କିଛି ଗୋପନୀୟ ନାହିଁ,ସ୍ୱଚ୍ଛ,ନିର୍ମଳ.ସେଥିପାଇଁ ଆମ ଫଟୋ ,ନାମ,ମୋବାଇଲ୍ ନମ୍ବର୍ ସବୁ କିଛି ସମସ୍ତଙ୍କ ସମ୍ମାନରେ ରଖୁଛୁ। ଆମେ ସତ୍ୟ ର ସମ୍ମାନ କରିଯାଣିଛୁ। ଚୋର ପରି ନାମ,ଠିକଣା,ଫଟୋ ସବୁ ଅଲଗା ଅଲଗା ନଦେଇ RUclips re Gupta re comment dei ବାହାଦୂରୀ ମାରୁନୁ।।ପ୍ରଭୁ ଜଗନ୍ନାଥ ମଙ୍ଗଳ କରନ୍ତୁ।
If you're unable to predicte date, month & year clearly, its means you're assuming and assumption is can't be perfect.
Sambala grama kouthi, describe karantu
Kamal pur
Bhagaban gada chakra padma dhari abatar nebeni aita micha Prabhu manaba abatar dhari asibe.
Jaipur dist aagaru na thila. Cuttack dist divide hoi Jaipur houchhi .
A DAYASAGAR
Jai kalki madhaba
😎
ବାବା କାଇଁ ସତକୁ ଲୁଚେଇ ମିଥ୍ୟାକୁ କହୁଛନ୍ତି।ମାଳିକାକୁ ଗବେଷଣା କରି ଉତ୍କଳ ଶିଶ୍ୱବିଦ୍ୟାଳୟ ର ପ୍ରଫେସର ସଦାନନ୍ଦରାମାନୁଜ ଦାସ କଳ୍କୀ କୁଂ ଜଣେଇଦେଇଛନ୍ତି।ଆପଣ ମଧ୍ୟ ଜାଣିଛନ୍ତି।।କିନ୍ତୁ ସାହାସ ର ସହିତ କହିପାରୁନାହାଁନ୍ତି।ଓଡିଆ ଭାଗବତ କହେ
କଳି ଆଗମେ ଭାବଗ୍ରାହୀ
ପାଷାଣ୍ଡ ଜନ ମନ ମୋହି।।
ବୁଦ୍ଧରୂପରେ ଦ୍ୱିଜ ଘରେ
ଜନ୍ମିବେ କିଂକଟ ନଗରେ।।
ଜ୍ଞାନ ଉଦ୍ଧେଶେ ଭଗବାନ
ମୋହିବେ ଅସୁରକଂ ମନ।।
Babanku dara maduchhi,
@@shyamshyamanujdas8628 ଛଳନା କିହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ ଭାଇ।ଯିଏ ସତ୍ୟକୁ ଜାଣି ଜନମାନସରେ ମଥ୍ୟାକୁ ପ୍ରଚାର କରେ ,ତାହା ଏକ ପ୍ରକାର ଅପରାଧ।।
ସତ କଥା କହିଲେ
Galuakatha kahibaku emanku valalage
ତମେ ୟାଙ୍କୁ କହି ଦିଅ ଦିବାକର ବାବୁ ...
ଏମାନେ ଅନ୍ଧ ବିଶ୍ବାସରେ ଡୁ ବି ଯାହାକୁ କଳ୍କୀ ଅବତାର ଭବି ହାଉଳି ବାଉଳି ହଉଛନ୍ତି
ସିଏ କିନ୍ତୁ ସେମିତି ନୁହଁ ବୋଲି .
କେଵେର ଉତ୍ତର କଣ ଖାଲି ଫଗୁଣ ମାସ? ଜାଣିଥିଲେ କୋଉ ବର୍ଷ କୁହନ୍ତୁ,ନ ହେଲେ ଠକାମୀ ହିଁ ହେବ
Hn Bhai thik Katha kahichhanti
Aeita kichhi janini like subscribe pain vdo karuchhi porika laguchhi
Good replay.
ବାବା ତୁମେ ତାଳ ପାତ୍ର ବହି ଦେଖାଇ ପାରିବ କି
Please confirm about God kalki born or not. ???
@@ଜୟଜଗନ୍ନାଥ-ଠ6 Na na se kia mun chatia re achhanti janichi gupta re
Yes
Mu kalki nka bishayare janichhi jnm ank shal 1983mshiaa February rbibar Tarik 13 shamya dsha ta tiri shamyre janma 10.30 Skal smya
Bhabisyat karntu nicha Paya paib
Sambal Nagari Yek Adrusya Nagari, tenu se Nagari Bisaya re khojiba ba Janiba ta yete sahaj Katha nuhe ! Sadhana balare muni rushi sabu sethare achhanti tenu ta nama Gupta sambal.( 4th Ayam )dibya gyan or daibi chetana dwara se Nagari Ku dekhibar saubhagya milithaye yeha jajpur re nuhe ,sabuthi achhi kouthi nahi .
Right... Jaha Gyanganj...Sangrila ggati naamare b jana
Jadi muni, rushi mane 4 th dimension bisaya re janiparu thile tahele Aajira manisa ete pachhe kain!!!
@@jugalalkumbhar4429 mahanga ,heuchi sanbal grama, cattack jila
@@bhaskarchandrapatra8997 thik Katha kahile ....Bhai
Bipini bihari samala Malika uturb re marantu ...paiparibe
Pl anybody write in English about this video details about kalki ji.
Mahendragiri Ganjam nuha gajapati re achi
"ଲୀଳାମୟ ଙ୍କ ର ଲୀଳା ପ୍ରକାଶିବ ସତ୍ୟ ଯେ ଏକାମ୍ର ବନ,
ଅନନ୍ତ ମାଧବ ଖେଳ ଖେଳୁ ଥିବେ ଖଣ୍ଡଗିରି ଠାରେ ପୁଣ"। କଳି ଶେଷରେ ପ୍ରଭୁ ଜଗନ୍ନାଥ ବଡ଼ ଦେଉଳ ଛାଡ଼ି ନର ଦେହ ଧାରଣ କରି ଅନନ୍ତ ମାଧବ ରୂପେ ଲୀଳା କରି ଧର୍ମ ସଂସ୍ଥାପନା କାର୍ଯ୍ୟ କରିବେ ବୋଲି ମହାପୁରୁଷ ମାନେ ବର୍ଣ୍ଣନା କରି ଯାଇଛନ୍ତି।କେବଳ ଭକ୍ତିଭାବରେ ଅନି ସନ୍ଧିତ୍ସୁ ମନୋଭାବ ନେଇ ତାଙ୍କୁ ଖୋଜିଲେ ସନ୍ଧାନ ମିଳିବ।
ଜୟ ଶ୍ରୀ କଳ୍କୀ ଅବତାର ଶ୍ରୀ ସତ୍ୟ ଅନନ୍ତ ମାଧବ ଙ୍କ ଜୟ।🙏
Mahendragiri parvata Ganjam nuhe gajapati dist re achi 🤷♂️🤦♂️🤦♂️🤦♂️🤦♂️🤦♂️🤦♂️🤦♂️🤦♂️🤦♂️Jadi kehi Jani naha then aemity micho kuhontu nahi.
Please speak in Hindi
Jay shree Anant Madhav
ନେଇସାରିଲେଣି
bibhinna rushi bhinna matamata
Tankanama kana
ଆରେ ଭାଇ ଭାଇ ଛାଡ... ଯେବେ କହିବୁ ମୂର୍ଖ ପାଶ ।ମୋର ଅମୃତେ ଦେବୁ ବିଷ।ନିରୀହ ଗରିବ ଲୋକଙ୍କ ଠୁ ଶିଷ୍ୟ କରି ମନ ଇଚ୍ଛା ମାଳିକା ଗ୍ରନ୍ଥ ରୁ ନିଜ ନାମ ବାହାର କରି ନିଜେ ସବୁ ପଇସା ରୋଜଗାର କରି ଆଶ୍ରମ କରି ,ସାରଥୀ ବାବା ପରି ବହୁତ୍ ଜାଗା ରେ ଆଶ୍ରମ ତିଆରି କରିଛନ୍ତି।ଗୋଟେ ଭଲ ବ୍ୟବସାୟ ଚଳାଇଛନ୍ତି।ନିଜେ କିଛି ଜାଣି ନାହାନ୍ତି କଥା ହେବାକୁ ଡରୁଛନ୍ତି।ଖାଲି ମେସେଜ କରିବେ।ଆସ ଆମ ପାଖରେ ପୋଥି ଅଛି ଦେଖିବ କିଏ କଳ୍କୀ ,ଲେଖା ହେଇଛି କଳ୍କୀ ଙ୍କ ର ବାପା ମା ମରିଯାଇଛନ୍ତି।ଆଉ ଯାହା ସହ କଥା ହେବେ ତାକୁ ରେକର୍ଡିଂ କରିବେ।ସାଧୁ ସନ୍ଥ ଙ୍କୁ ନିନ୍ଦା କରିବେ।ଯୋଉ ମାନେ ସାଧୁ ସନ୍ଥ କୁ ଖରାପ୍ କଥା କୁହନ୍ତି,ନିନ୍ଦା କରନ୍ତି ,ମାଳିକା କୁ ନିଜ ହିସାବରେ ବୁଝନ୍ତି, ନିଜ ଉପରେ ବିଶ୍ୱାସ ନାହିଁ,ସବୁ ବେଳେ ପର କଥା ,ପର ନିନ୍ଦା କରନ୍ତି ସେମାନଙ୍କ ର ଗୁରୁ କଣ ଏଇ ଶିକ୍ଷା ଦେଇଛନ୍ତି? ସମସ୍ତେ ବିଚାର କରନ୍ତୁ।ଯେତେବେଳେ ଶୁଣିଛନ୍ତି ପ୍ରଭୁ ପ୍ରଭୁ ବିରଜା କ୍ଷେତ୍ରରେ ଜନ୍ମ ହୋଇ ଖଣ୍ଡଗିରି ରେ ଧର୍ମ ସଂସ୍ଥାପନା ଆରମ୍ଭ ହେଲାଣି,ଭକ୍ତ ମାନେ ସତ୍ୟ ଜାଣି ଅନୁଭବ କରି ଭଗବାନ କଳ୍କୀ ଙ୍କୁ ଦର୍ଶନ କରୁଛନ୍ତି ସେତେବେଳେ ଯେ ପ୍ରକୃତ ଭକ୍ତ,ଯେ ସତ୍ଵିକ ଭକ୍ତ (ଚାରି ଯୁଗ ର ଭକ୍ତ) ମାନେ ଏକାଠି ହୋଇ ଯୁଗ କର୍ମ କରୁଛନ୍ତି।
ସେତେବେଳେ କିଛି dupicale କଳ୍କୀ ଅନାମ ନାମ ଧାରୀ ଙ୍କ ବେପାର ଆଉ ହେଉନାହିଁ ,ସହଜକେ କୋରୋନା ମାଡ଼ ଚାଲିଛି।ତେଣୁ ବେପାର ମାନ୍ଦା ହେବାରୁ ଜର ଦାଉରେ ତାଟିଆ କାମୁଡି ହଉଛନ୍ତି।ନିଜ I'd ନାମ ବାରମ୍ବାର ପରିବର୍ତ୍ତନ କରି,କୁକୁର ପରି କମେଣ୍ଟ ଦେଇ ଭୁକୁଛନ୍ତି। ମହାପୁରୁଷ କହିଲେ .......
ନିନ୍ଦୂକ ହସ୍ୟେକ ଯେତେକ ଜଣ
ଅଣ ବିଶ୍ୱା ସିଆ ଯେତେକ ପୁଣ
ସେମାନେ ସବୁ ପଡିବେ ଖପରେ
ହରି ଆଶ୍ର କର ହେ ସୁଜ୍ଞ ନରେ।
ଏମାନେ ଗୋଟେ ଗୋଟେ ପଣ୍ଡ୍ରୁ କ ବାସୁଦେବ।
ଦୁରୁ ଜୁହାର ଜଲ୍ଦୀ ସଂହାର ରେ ଯିବେ ଅପେକ୍ଷା କର।
ଭାଇ ସତ କହିଲ ମୁଁ ମଧ୍ୟ ଏଇୟା ଭାବୁଛି।ତମେ ଠିକ କହିଛ।
@@jugalalkumbhar4429 ଅମର ଆମେ ହେବୁ କି ନାହିଁ ଆମକୁ ଜଣା ନାହିଁ କିନ୍ତୁ ଆମେ ଜୀବନ ରେ ଆଗ କୁ ବଢି ଏ ସଂସାର କୁ ଉଚିତ ଶିକ୍ଷା ଦେଇପାରିଲେ ଆମ ଜୀବନ ଅମର ହେବ।
100%thik
Keun mosihare janma hebe
Kevin masihare