Mishap During Lord Balabhadra's Pahandi | Verses From Malika Goes Viral
HTML-код
- Опубликовано: 8 июл 2024
- Experience the profound impact of Malika's verses that have gone viral, reflecting on the recent mishap during Lord Balabhadra's Pahandi at the Gundicha Temple.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #LordBalabhadra #MalikaVerses #PahandiMishap #ViralContent #Devotion #SacredRituals #CommunityResponse #SafetyFirst #CulturalHeritage #OdishaNews #IndiaNews
ପାପର ଭାର ଏତେ ଅଥିକ ହେଇଗଲାଣି ଜଗତ ନାଥ ଜଗନ୍ନାଥ ନିଜ ସହି ପାରିଲେନି ଦୟ କରି ପୁରୀର ପଣ୍ଡା ମାନ ଙ୍କୁ ଅନୁରୋଧ ଭକ୍ତ ମାନଙ୍କୁ ବେଶୀ ଠକନି😢😢
ସତ କଥା
🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏 ପ୍ରଭୁ ଜଗନ୍ନାଥଙ୍କ ଇଛା ତାଙ୍କ ବିନା ଅନୁମତିରେ କିଛି ହେବ ନାହିଁ 😭😭😭🙏🙏🙏
ଧନ୍ୟବାଦ୍ ସାର
ଆପଣଙ୍କର ମତାମତ ଜତର୍ଥ ।
ଅଯୋଗ୍ୟ ସେବାୟତ କୁ ସେବାରୁ ବହିଷ୍କାର କରାଯାଉ। ଜୟ ଜଗନ୍ନାଥ 🙏😭। ମହାପ୍ରଭୁଙ୍କ କାନ୍ଧରେ ହାତ ପକେଇ ଫୋଟ ନେଉଛନ୍ତି ପଣ୍ଡା ମାନେ କ'ଣ ଭାବୁଛନ୍ତି ମହାପ୍ରଭୁଙ୍କୁ। ରଥ ଉପରେ ରହି ଏମାନେ ଭକ୍ତଙ୍କୁ ତୁଳସୀ ଫୁଲ ବିକୁଛନ୍ତି
100% sata
ଭାଇ ସତ କଥା କହିଲ ତୁଳସୀ ମାଳ ଫିଙ୍ଗିଲାପରେ ହାତରେ ଯାହା ରହିବା କଥା ରହୁଚି ତୁଳସୀ ମଳରୁ ଛିଢୀ ପାଦ ତଳେ ପଢୁଚି
Bramhan mananka gote pala jemiti semane thekka neichhanti bhagwaan nku puja kariba anya jati ra loka nku emane bahut hina re byabahara karanti... Pravu samasta nka ra.. Emana nka atyaachaar bahut padhuchhi sethi pain emiti heuchhi
Ajagya nahire Bhai Puri ru samasta sebayat,panda,parihari odisha ru paar Kari kalapani pathun.
ସେବାୟତ ମାନଙ୍କୁ ବହିସ୍କାର କରାଯାଉ
କିଛି ହେବନି ସବୁ ମିଛ ସେ ପରା ଜଗା ଜଗତର ନାଥ ଜଗନ୍ନାଥ। ସେ ସବୁ କୁ ଭଲ ରେ ରଖିବ 🙏
Sata Katha sabu maribe
ତୁମେ ଭୋଦେ ପଣ୍ଡିତ। ଆମ ରାଜ୍ୟର ଲୋକ ନା ବାହାରୁ ଆଶିଚ ଭାଇ
ଏ mg ହେଲା ଓଡ଼ିଆ ଦ୍ରୋହି ଏ ଭଳିଆ ଲୋକ ମାନଙ୍କ କଥା ମହାବାହୁ ବୁଝିବେ
@@PureTraditionalLife ଭାଇ ପୁରା ହାର୍ଡ ହେଇଗଲା 😂
Papakama karuchabhaitume Bala bhadra pAdichhati ma tumara mrutyu suni chita😢😢
🙏🙏🙏 Jai jagannath
ନିରାଟ ସତ୍ୟ ... ସତ୍ୟ ହିଁ ହେବ ।।
ହେ ଭଗବାନ, ହେ ଜଗନ୍ନାଥ ଏ ଜଗତକୁ ଉଦ୍ଧାର କର ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
ଜୟ ଜୟ ଜଗନ୍ନାଥ
"କରି କରାଉ ଥାଏ ସେହି"
ତା ବିନୁ ଅନ୍ୟ ଗତି ନାହିଁ
ସେ ପ୍ରଭୁ ଲିଲାମୟଙ୍କର ସବୁ ଇଚ୍ଛା 🙏🙏🙏
କଳିଯୁଗରେ ନା ଭଗବାନ ଅଛନ୍ତି ନା ଭକ୍ତ, ପଣ୍ଡା ମାନଙ୍କର ଭଣ୍ଡାମୀ ଠାରୁ ଦୁରେଇ ରୁହ ଓଡିଶା ବାସୀ
❤❤❤
❤❤❤
ଯଦି ଭଗବାନ ନାହାନ୍ତି.... ଆପଣ କଉଠୁ ଆସିଲେ 😐😐😐 କ'ଣ ନିଜେ ନିଜେ ସୃଷ୍ଟି ହୋଇଗଲେ।😐😐😐😐
Bhul kahile . bhagwan achanti..kintu bhakta nahanti
@@Gudi758 ଯଦି ଅନ୍ଧ ଭକ୍ତ ନ ହୋଇ ବିଜ୍ଞାନ ଉପରେ ବିଶ୍ଵାସ ଥିବ ସୃଷ୍ଟି ର ପ୍ରକ୍ରିୟା ଜାଣିଥିବେ ନ ହେହେ ପଥରରେ ପ୍ରାଣ ଖୋଜିବେ ଓ ଦେବେ ମଧ୍ୟ
ମାଲିକା ୧୦୦ ସତ ସତହେବ ଜୟ ଅଚ୍ୟୁତାନନ୍ଦ
🙏🌺ଜୟ ଜଗନ୍ନାଥ 🌺🙏
ପ୍ରଭୁ କ୍ଷମା ପ୍ରାର୍ଥନା 😭
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻
ମନରେ ଗର୍ବ ରଖିବା ର ପରିଣତି ଏବଂ ଅସାବଧାନତା।
Jay shree jagannatha swami ji 🙏🙏🙏🙏🙏🙏🙏🌺🌺🌺🙏🌺🙏
ପାପ କାମ କରନି ସବୁ ଠିକ୍ ହୋଇଯିବ🙏🙏🙏ଜୟଜଗନ୍ନାଥ
ସବୁବେଳେ ହରି ନାମ ଜବ ଯେମିତିକି ଭଗବାନ ହନୁମାନ ରାମଙ୍କ ନାମ ଜପନ୍ତି
Jagannatha
Bhagwaan jaha b bhul achi khyama karidia samasta nku.......mahaprabhu apan bada dayalu...apan nka chua sabu😢😢😢😢😢😢🙏🙏🙏🙏🙏🙏
Jay jagannath Swami 🙏🙏
Jay jagannath ❤
ଯାଇ ଜଗନ୍ନାଥ
Malika kahichi Bela Thau Thau sabadhan hebaku. Ye sabu Asabdhan ta jogu heichi 🙏🙏🙏🙏🙏
Really tripathy sir bhala kahichhanti ajir sevak Mane kehi seba mana bruti rakhanti Khali nije kemiti Prabhu nk na re Paisa kameibe eha bhabanti
Jay jagannath Swami ji 🙏🙏🙏🙏🙏🙏
स्री जगन्नाथ सहीत बलभद्र एवं सुभद्रांकर किछी वांछीत पुजा अनुष्ठान करंत शेष प्रभुंक कृपा। 🌺🙏🌺 जय जगन्नाथ 🌺🙏🌺
Dhanyabad
Har har mahadev
Jay Jagannath 🙏🙏🙏
Jai jagannath
Jay Jagannath 🙏
ଆପଣ ଯାହା କହିଛନ୍ତି ଠିକ୍ ଆଜ୍ଞା ସେବାୟତ ମାନେ ଗୁରୁତର ଭୂଲ କରିଛନ୍ତି
Sir you are right .I am support you.
ବହୁତ ଭଲ କଥା
Jay Shree jagannath
Jay Jagannath
Jay jagannath🌹🌹🌹♥️♥️♥️🙏🙏🙏
ମହାଭାରତ ଶ୍ରୀ କୃଷ୍ଣ kn ଆଗେ କହିଥିଲେ ନା ଏଠାରେ ଯୁଦ୍ଧ ହେବୋ ବୋଲି ସେ ତ ଚାହିଁଲେ ମହାଭାରତ ହେଇନଥାନ୍ତ ମାଳିକା ସବୁ ସାତ କଥା କହୁଚି ସବୁ ପାପ କରିବ କହିବ ଆମକୁ କହିଲାନି kn ପାଈଁ 🤬 🙏⭕❗⭕🙏 🦚 ଜୟ ଶ୍ରୀ ଜଗନ୍ନାଥ 🦚🙏
Mallika sabuhala pare kahucha Right sir
Jay Jagannath swami
Bada bhai nka apmaan sahi beni Kalia thakuraaa🙏🙏
Jay Jagannath 🙏🙏
He Prabhu jaganth khyma Kara
He pra jaganathe😢😢😢😢
Jay jagannath sawami rakhya kara pravu
Right sir
🙏🙏🙏
😢😢
ମାଳିକା ବଚନ ଯଦି ସେବାୟତ ମାନଙ୍କୁ ଆଗୁଆ କୁହା ଯିବ, କେବେ କେହି ବିଶ୍ୱାସ କରିବେ ନାହିଁ।
୧୦୦ ସତ କଡା ମିଛ ଏହା ହେବା ପୃବରୁ ମାଲିକା କଣ ସୋଇଥିଲା
ତମେ ତ ବଡ଼ ଠାକୁର ତମ ପିଲା ମାନେ ଯଦି କିଛି ଭୁଲ କରୁଛନ୍ତି ତାଙ୍କୁ କ୍ଷମା କରି ଦେବ ବାବା 🙏🙏⚫‼️⚫
He prabhu tume hi bharasa
ଆପଣ ସତ କହୁଛନ୍ତି ସାର୍
ମଦୁଆ ସେବା ୟତ ମଦ ପିଇ ତାଙ୍କ ସରି ର ରେ କିଛି ନାହିଁ
Right
ଜୟ ଜଗନ୍ନାଥ ଏମିତି ଆଶ୍ଚର୍ଯ୍ୟଜନକ ଦୁର୍ଘଟଣା ଲୋକଙ୍କୁ ଚକିତ କରୁଛି ଆଉ ମାଳିକା ବଚନ ସତ୍ୟ ହେଉଛି । 😢😢🙏🏻🚩
Bhai thik se katha suno.....malikare agoru lekha heinothila durghatana ghatiba pore sabu ape lekha hauchhi
ଜୟ ଜଗନ୍ନାଥ 😢
Jay Jagannath...🙏🏻 Prabhu jaha tuma echa..🙂
Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉 Jay Hind
😮
Kshyama Kara he bada thakura 🙏🙏🙏🙏
Really
Jagannath nku dara re
Jaha hele bi malika Bachana waa re malika bachana
Prabhu khyama kara
You are right sir, Kali jugare bhagaban thibaru hin amiti nija sebayata mananka bhul pain amiti sebayat mananku punishment deichonti.aita only for trailor but age picture baki he bhai.plz be careful sebayat.Jagannath nahi bhai sahijibe but prabhu Balaram pora jama jama sahibeni.
Micha ree kichi bi habanii....
Jaga achii❤
Jaga kaba bii taa loka nkara kharap chinta kari banii
Ta ai sabu micha Malika naa ree kahi ba Banda karaa
Au loka nkara mana ree bhul Chita dhara purayanii
Thik kahu chantii Sir uhh are absolutely right 👍👍
😢😢😢😢😢😢
Right katha sir ghatiba pare malika lekhuchhanti jay jagannath swami 🙏🙌🙏🙌🙏🙌🙏
Unwanted terror statements must not be viral, refrain from circulation of Malika, kalika, worship God with sincere service for God, love God worship God get blessed and be happy, keep tolerance 🙏
duhkhara katha jay Jagannath
Gata barsa jaga A barsa balia arabarsa ku devi subhadra
ବହୁତ ଦୁଃଖ ଲାଗୁଚି ସବୁ ମରିବ
Karma hi dharma Purna lokanku badkara jaya jaga nata
Puri re panda manabka raj hata jau jagannath nko deso re panda Mane bhagaban heigale ni bhagaban jaha karanti pranira mongolo pain🙏 jai jagannath Swami 🙏
Bhala heichi , Papi godaka aee kichhi sebayata , emankar Pravonka prati vaba nahi bhakti nahi , Khali kemiti camera agare rahibe au bahaspata Maribe , Jetiki sebayat Ama Pravonko tale pakeichanti semananko , Sebayata ro Bahiskara karajao kichhi Barsha paen , au Ratha upare abasyaka sebayat ruhantu Pravonka seva Kariba paen , Jemiti Jane vakta tanka pravonko akhire akhi misei dekhiparibe au 2 topa luha jharei pariba .
ସବୁ ମୋବାଇଲ୍ ପାଇଁ , ସେବାୟତ ମାନେ ସେବା ସମୟରେ ମୋବାଇଲ୍ ନେବା ଠିକ୍ ନୁହେଁ 👍
😢😢😢😢Right
Sir thik kahuchhanti
Manis jeebn re , sansara re , prakruti re emiti aga pachha ghatana chalithaye......ete chinta kriba nahi.
Samaste nija nija kam thik re karantu boli aassaaa.
Sebayata manankara jogyata nirupana karajau
A ta sata vhagabana nka echha re nhi sabu kichhi hua..... Jay jagannath 🙏
ମଣିଷ ପାଖରେ ଭକ୍ତି ଆଉ ଧର୍ମ କାହିଁ ... ଖାଲି ଦେଖାଣିଆ ଚାଲିଛି...
Sotora kiso koli jugo hobo saso😢😢
ସବୁ ଭୁଲ ହେଉଛି ସେବାୟତ ଙ୍କ ବେଶୀ ପାପ କରୁଛନ୍ତି ଭୋଗିବେ ସବୁ ପଣ୍ଡା ମାନେ ସୁଧୁରି ଯାଏ
ମାଳିକା ନାମରେ ମିଛ ପ୍ରଚାର
ନୁଆ ସରକାର ନୁଆ ଆଇନ୍
Sebayata Ra Bhakti Nanhi
କୋଉଠି ଥିଲେ ସେ ମହାନ ଲୋକ,
ଆଗରୁ କୋଉଠି ଥିଲେ, ରଥ ଯାତ୍ରା ପୂର୍ବ ରୁ କହିପରିଥାତେ, ଟିକେ
Tume kebe search kariki dekhuchha ki mu aita agaru padhithili ...
@@amanfact07Book ochhi ki bro?
ସାଵଧାନ ମାଳିକା ର ମ ଜାଣିଛ
ମାଳିକା ଆଗରୁ ଶୋଇଥିଲା ହେଲାପରେ କହୁଛି ଖାଲି ଟିରାପି ନେବାପାଇଁ କହୁଛନ୍ତି।
Correct 👏
ସବୁ କଥା କହିଦେବ ଆଗ ତମେ ସବୁ ପାପ କରିବ କହିବ ଆମକୁ ମାଳିକା କହିଲାନି kn ପାଈଁ 🤬 ଜୟ ଶ୍ରୀ ଜଗନ୍ନାଥ 🙏 ⭕❗⭕🙏
A baras bahut sebayyatt thile bahut rathh upare va ll sedarsan naai milluthila
Ajogya sebayata,😢😢😢😢😢che che che
ସେଥିରେ ଶାନ୍ତି ବିଧାନ ମଧ୍ୟ ଲେଖା ଅଛି I ଶାନ୍ତି ବିଧାନ କରିନିଅ
ଠିକ୍ 😁😁😁😁 କଥା ଭାଇନା
ଆଜିକାଲି ର ପିଲାମାନେ ବଡମାନଙ୍କ ଉପଦେଶ ଶୁଣି ବାକୁ ଚାହୁଁ ନାହାଁନ୍ତି।
ଏତେ ପରିମାଣର ସେବାୟତ ମାନେ ରହିବା କଥା ନାହିଁ ଯେତିକି ଚାଉଳ କୁ ସେତିକି ଚୂନା
ପାପି ହାତରେ ଜଗନ୍ନାଥ,,, ଏହା ଲେଖା ହେଇ ନାହିଁ କି ମାଳିକା ରେ
ରତନ ଭଣ୍ଡାର ଆଗ ଖୋଲି ଦିଅ ସବୁ ଠିକ ହୋଇ ଜୀବ