100% right Ae pua pila guda maruchanti kahinki...jhia mane bhuliki ta semane khushire rahuchanti....pua guda love re ate pagal kanapain....jibana thile Hazare jhia milibe
Sarakar kan Kariba sarakar kan kahithila Kariba pain, na sarakar ku pachariki karithila.barang marigiba bhala. Se banchi thile bapa maa 2jana nka abasta kharap hoi thanta.
Chi dhik ta jibana gate jhio pain marigala ta pain ta bapa manthu se jhio important thila 21 lakha tanka ra chaliri karo ki Mo balo gate jhio pain maribi mo balo
Bhai mu prema re dhoka kaichhi Bhai so please.... Amiti bhul kam mane.. Manare.. Rakhuchha aay Nija jibanaku. Nasta karuchha Bhai mane.. Mu bahut.. Bhangi padithili Bhai prema re dhoka Kaila pare............ Jhia mananku kebe b Bisawas karantu Nai Bhai.... Please please please🙏🙏🙏🙏🙏
Real fact 💯 mad u re mother and father always true love otherwise everything is false. Parents over love can destroy everything so please live simple and reform to u culture money is not everything u guide is giving to good citizen 🙏
Sabu jhhiaa saman nuhaanti ki sabu pua saman nuahnti Important hela nijara thinking Jhhia bahut bhala asibe Gote jhhiaa pain jibana haribaa kichhi darkar mahin Se jhiaa ra jadi satare dosha thiba taa hele se jhiaa sarajiban bhala re rahibani
😮news bhalaki data neiki karantu.... Se pila job karunathila... Job pain try karuthila... Ta father and mother statement differ karuchi.... Bakwaas news karani
Great now a days boy's 😆 proud of you bhai ladki ke liye mara mahaan me naame hona chahiye ye nonsense ka yahi din ke liye maa baap mehnat karke padhate h
Bhai mane apana mane jou katha kahuchanti thik katha hele kn haba satare jie thare vala paibasiba na taku au kichhi dekha jaeni kintu tara emiti karibara nathila
Bapa maa kotha take bhabjlani chotoru bad kole gote jhio Pai moriba bhul kahar puor gote jhiopai mariparib gote jhiopai bapa maanku chadideba kn tiki are gote jhio gole kete jhio asibe hele bapa maa milibeki kichi tik kalani 😭😭😭😭
❤❤ please every girls request Jodi marriage no hebaro nahi...kahidio starting riu avoid koro....close and utilities koro nahi ....tomo jalo re puomane jeevan ba baya hoijibe...manosiko storo horei ..sabu harijibe...❤❤last ku avoid koribaru tomo saho close thibari hin emithi tomo dwara papo kamo hela jo dwara bapa maa sangosathi horeibosile❤❤ both side parents alert suggestions rahiba kotha...❤❤ .emithi ghotigola...
Ladka dekhne mein b handsome, suicide karliya mtlb bht soft hearted tha, well and highly educated b tha.. Maa baap b loving the fir kis chiz aur kis baat ki kami thi zindagi mein....kaash ki main khubsurat hoti aur mujhe koi aisa ladka mila hota to unhein mein apne sar ka taaz banaa k rakhti
ଆଜିକାଲି ବାପା ମା ଖାଲି ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଉ ଛନ୍ତି କେବଳ ଆଗକୁ ଭଲ income କରିବା ଲାଗି
ହେଲେ ସଂସ୍କାର ଦେବାକୁ ଭୁଲି ଯାଉଛନ୍ତି
ଯାହା ଫଳରେ କି ସେମାନେ ଭଲ ଚାକିରି କରୁଛନ୍ତି ହେଲେ ମଣିଷ ହେଇକି ବି ଅମଣିଷ ପରି ରହୁଛନ୍ତି
Right kahila sister❤❤
@@Lochamyworld859 thanks 🙏
Ete high educated hoi jadi situation ku Handel Kari paruno, tahele vul ta bapa maa nka ra rahila kouthi....
@@Lochamyworld859 thanks 🙏
All problem is the holl 😢
ପୁଅ ମାନେ ଭାବୁଛନ୍ତି ବିଆ ସବୁଠୁ important ,
😂😂😂😂
Mo bandana
Maa bapa sabuthu important
Pua Mane kn kahuchu debije janichu
@@BimalKumar-gd7tn ଦୁଧ ବି
ସମସ୍ତେ ନୁହେଁ କିଛି ଛତର ଖିଆ,ଆଉ ଏ ଶ୍ରେଣୀରେ ବେଶୀ ଚାକିରିଆ ହିଁ ଥିବେ
😂😂😂😂
News ଭାଇଙ୍କୁ ଅନୁରଧ
ସେ ଝିଅର ଭିଡ଼ିଓ ଫୋଟ news ରେ ଦେଖା ଯାଉ l
Mo swami semiti gote jhia pain paisa kharcha karuthila se bi dhokha deiki gala tara aghata mate milila
କଲେଜ ପଢ଼ୁଆ ଝିଅଙ୍କୁ ପ୍ରେମ କରିବା ଯାହା, ସମୁଦ୍ରରେ ପହଁରା ଶିଖିବା ସହ ସମାନ । କେତେବେଳେ କଣ ହେବ କିଛି ଗ୍ୟାରେଣ୍ଟି ନାହିଁ ।
Really bhai🎉hindu jhio separi
Bhai sata katha
100% right
Ae pua pila guda maruchanti kahinki...jhia mane bhuliki ta semane khushire rahuchanti....pua guda love re ate pagal kanapain....jibana thile Hazare jhia milibe
Right
କି କଥା କହିଲ ଭାଇ
ଭଲ ହେଇଛି ମରିଗଲା ଏ ଭଳି ପିଲା ଯଦି ବାହା ହୋଇଥିଲେ, ତାଙ୍କ ବାପା ମା'ଙ୍କୁ ସ୍ତ୍ରୀ କଥା ରେ ନଚେଇ ଥାନ୍ତା ।
Sata katha
Thik katha aguda jhia paein pagal hei jauchanti 😢
ଜନ୍ମ କଲା ବାପା ମାଆ ବଡ ହେଲେନାହିଁ, ଦୁଇ ଦିନର ପ୍ରେମିକା ବଡ ହୋଇଗଲା । ଛିଃ ଛିଃ
ପୁରୁଷ କମିଶନ ଗଠନ ହଉ l ଆମେ ଚାହୁଁ ପୁରୁଷ କମିଶନ l👍 ତେବେ ଯାଇ a ଭଳି ଘଟଣା କମି ଯିବ l
Right
Jemiti karma semiti fala, purusha comission kan Kariba.
ଗୋଟେ ଝିଅ ପାଇଁ ମରୁଛ କାଇଁ ମାଆ ବାପା ପାଇଁ କେହି ମରୁନ ସେ ଝିଅ ଆଉ କାହାକୁ ବାହା ହେଇ ଯିବ ମରିକି ଖାଲି ମା ବାପା କଷ୍ଟ ଦେଲ ସବୁ ଟଙ୍କାର ମୂଳ ସେ ଝିଅ ପୁଅକୁ ନୁହେଁ ଟଙ୍କାକୁ ଭଲ ପାଉଥିଲା kichi ଝିଅ ମାନଙ୍କ ପାଇଁ ସମାଜ ଆଗରେ ସବୁ ଝିଅ ମାନଙ୍କୁ ନିନ୍ଦା କରନ୍ତି ସେ ଝିଅ ଥାନାରେ ଡାକି ପଚାର ଉଚରା କର ସତ ଜଣା ପଡିବ 😊
chhi
@@cutekajal123 ଫସଲ କୁ ସୁରକ୍ଷା ଦାୟିତ୍ୱ ମାଲିକ ର ସେମିତି ନିଜ କୁ ନିଜ ଜ୍ଞାନ ବଳରେ ଆୟତ୍ତ କରିବା ଉଚିତ
ସେ jhio ku midia or public fornt re ଦେଖେଇବା ଦରକାର ନୋ ଜାଣି ଆଉ କାହା ଜୀବନ ନେବ, ତା ମୁହ କୁ ଦେଖାଅ
ଆରେ ଭାଇ ଆମ ସନାତନ ଧର୍ମ ହିନ୍ଦୁ ଲୋକ ଏତେ ତଳକୁ ଖସି ଗଲେ ନିଜ ଧର୍ମ ଶାସ୍ତ୍ର ପୁରାଣ କୁ ନଜର ଦୌନହାନ୍ତି,
କେମିତି ଆସିବ ମା ବାପା ଙ୍କୁ କେମିତି ସାହାଯ୍ୟ ସହଯୋଗ କର୍ତ୍ତବ୍ୟ ବିଷୟରେ
ବାପା ଆଦେଶ ରେ ପୁଅ 14ବର୍ଷ ଜଙ୍ଗଲ ଯାଉଚି ଏତେ ବଡ ରାଜା ପୁଅ ହେଇ
ଖାଲି ପାଠ ପଢି ଲେ କଣ ହବ ସିଷ୍ଟଚାର ନାହିଁ କର୍ତ୍ତବ୍ୟ ନାହିଁ, ମା ବାପା ଟଙ୍କା ରୋଜଗାର ରେ ଏତେ ବ୍ୟସ୍ତ ନିଜ ପିଲାଙ୍କୁ ସମ୍ମାନ ସିଷ୍ଟଚର୍ କିଛି ଶିଖିବାକୁ ସମୟ ନାହିଁ,
Se bekar, nalua ta thila
ପାଠ ଯେତେ ପଢିଲେ କଣ ହେବ ଜ୍ଞାନ ନାହିଁ ଏବେ ଫଳ ମିଳିଲା ମୁର୍ଖ ପିଲାଟା, ବାଡୁଅ ପୁଅ ହାତରେ ଅଧିକ ଟଙ୍କା ହେଲେ ଏମିତିଆ ହୁଏ ।ହରି ଓମ୍
ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ୍ ? ଯିଏ ନିଜ ଘର, ବାପା ମାଆ ଙ୍କୁ କୁ ପଛ କରି କାମିନୀ ପଛରେ ଧାଇଁଲା ସିଏ ତ ମହା ମୂର୍ଖ । କଳଙ୍କ ଏମାନେ ଏ ସମାଜ ପାଇଁ ।
Right 👍 😢😢
ଯାଗୋ ପୁରୁଷ ମାନେ ଯାଗୋ ନହେଲେ ଏମିତି ସମସ୍ତେ ବଳି ପଡିବା ସରକାରଙ୍କୁ ମୋର ଅନୁରୋଧ ସେ ଝିଅ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
Sarakar kan Kariba sarakar kan kahithila Kariba pain, na sarakar ku pachariki karithila.barang marigiba bhala. Se banchi thile bapa maa 2jana nka abasta kharap hoi thanta.
Investigation ହେଲେ କଣ ଆଉ ବାଳ ମିଳିବ, ଏତେ ପାଠ ଷାଠ ପଢେଇଲେ ଲାଭ କଣ ମିଳିଲା , ପୁଅ ତ ହିଷ୍ଟିରିଆ ହେଇଗଲା
Tu kana Banda janichhu re roooom?
Jhia to bhauni ki?
Hn bhai right katha kahichantyyy
Aji kali Samaste bhala pauchhaanti pua au ki jhia kintu seta ku histiria boli kahiba. kaha kata ghaa re lunna lagae ba ta thik nuha sir
Right
Bhai pura thick ❤
ଝିଅକୁ ଦୋଷ ଦିଅନ୍ତୁନି। ବରଂ ନିଜକୁ ଦୋଷ ଦିଅ, କେଵଳ ପଇସା ରୋଜଗାର ଜୀବନ ନୁହେଁ।
ଝିଅ ମାନଂକ ପାଇଁ କେବେବି ଜୀଵନ ହରାନ୍ତୁ ନାହିଁ please break up ହେଲା ପରେ ସାଙ୍ଗ ସାଥୀ ମାନଂକ ସହୋ ବୁଲିବା ପାଇଁ ଚାଲିଯାଅ long tour ଜଓ ଭଲ ଲାଗିବ ଆତ୍ମହତ୍ୟା କଲାପରେ ନିଜ family ଉପୋରେ ବହୁତ presur ଆସୁଛି ନିଜ ବାପା ମା କଥା ଟିକେ ଭାବୋ 😢
Right 👍
ଆତ୍ମ ହତ୍ୟା କରିବାର ନ ଥିଲା, ବାପା ମାଙ୍କ କଥା ଥରେ ଚିନ୍ତା କରିବାର ଥିଲା, ବାପା ମା ପୁଅକୁ ଯୋଗ୍ୟ କରିବାକୁ ପୁଅ ପାଇଁ ଟଙ୍କା ସାରି DEPRESSION, ଆଉ ଗୋଟେ ପଟେ ପୁଅ ପର ଝିଅ ପାଇଁ ଟଙ୍କା ସାରି DEPRESSION, ପୁଅର ପାଠ ଶାଠରେ ଯୋଗ୍ୟ ହେବାର କିଛି ମୁଲ୍ୟ ନାହି କାହିଁକି ନା ସେ ମଣିଷ ଚିହ୍ନି ପାରିଲା ନାହିଁ।😭😭 So sad . investigation ପରେ ସତ କଥା କଣ ଜଣା ପଡିବ, ଭଗବାନ ପୁଅର ପରିବାର ଲୋକଙ୍କୁ ଧୋର୍ଯ୍ୟ ଦିଅନ୍ତୁ
ଆରେ ଧନ ଆଉ ବି ସୁନ୍ଦରି ଝିଅ ଅଛନ୍ତି ବାପା ମା କଥା ଟିକେ ଭାବଳାନି
Correct bhai
ହେ ଭଗବାନ ଏମାନଙ୍କୁ ବୁଦ୍ଧି ଦିଅନ୍ତୁ ପ୍ରଭୁ 🙏
ଏଭଳି ଟୋକା ମରିଯିବା ଦରକାର ଅନ୍ତତଃ ଟିକେ ଚିନ୍ତା କରିବା ଦରକାର ଜୀବନ ର ଉଦେଶ୍ୟ କଣ
*କାହିଁକି ଆସିଛୁ ମନ କିସ ନେବା ପାଇଁରେ*
Chi dhik ta jibana gate jhio pain marigala ta pain ta bapa manthu se jhio important thila
21 lakha tanka ra chaliri karo ki
Mo balo gate jhio pain maribi mo balo
ଭାଇ ମାନେ ଗୋଟିଏ କଥା ମନେ ରଖ ଯିଏ ଆମକୁ ଧୋକା ଦିଏ ସିଏ ଆମର ନିଜର କେବେ ନଥିଲା ତରି ପାଇଁ ଜୀବନ ହାରି ଆଉ ସବୁ ନିଜ ଲୋକଙ୍କୁ କନ୍ଦାଇ ବା କଣ ଠିକ୍
ସବୁ ମାୟାରେ ବାୟା
@@maheswarjena8180 right
ଲାଗୁଛି - ଏଠି କେବଳ ପ୍ରେମ ପାଇଁ ଜୀବନ ଯାଇନି.
ସେ ଝିଅ ର ମୋବାଇଲ ଫୋନ୍ କୁ ଜବତ କରାଯାଉ.
ତା' ଫୋନ୍ ର ସବୁ delet file କୁ retrieve କରା ଯାଉ.
Video calling ରେ ସବୁ ଖେଳ ହୋଇଛି. ଯାହାକୁ ଲୁଚାଇବା ପାଇଁ ସେ ପୁଅ ଏତେ ପଇସା ସେ ଝିଅ କୁ ଦେଇଛି.
Or
ଅନ୍ୟ କାରଣ-ଅତିରିକ୍ତ ପ୍ରେମ ରେ ଏମିତି step ନିଅନ୍ତି.ଯଦି ସେ ଝିଅ ର ହଠାତ ବାହାଘର ହୋଇଗଲା. ସେତେବେଳେ ଏ ଟୋକା ଭାବ ପ୍ରବଣ ହୋଇ ଏମିତି କରିପାରେ. ଏ ଯାଗା ରେ ଦୁହିଁଙ୍କ ଭଲ ପାଇବା ଥିବ.
Or
ଅନ୍ୟ କାରଣ -ଯଦି ଏକ ତରଫା ପ୍ରେମ କରୁଥିବ- ଏ ଟୋକା. ପ୍ରେମ କୁ ପାଇବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରୁଥିବ. କିନ୍ତୁ ସେ ଝିଅ ର ଆଉ କେହି ପ୍ରେମିକ ଥିବ.ଏ ଟୋକା ପରେ ସେମାନଙ୍କ ଅନ୍ତରଙ୍ଗ ସମ୍ପର୍କ କୁ ଜାଣି ସହି ନପାରି -ଏ ପରି ପଦକ୍ଷେପ ନେଇ ଥିବ.
@@bikramkeshariparida7161 ଠିକ କଥା
କେବେବି ଗୋଟିଏ ଝିଅ ପାଇଁ ଜିବନ ହାରତୁନାହି
ବାପା ମାଆ ପିଲାଙ୍କୁ କି ଶିକ୍ଷା ଦେଇଛନ୍ତି। ଜୀବନ କୌଶଳ ଶିକ୍ଷା ନିହାତି ଜରୁରୀ। Govt school ରେ ୬ ରୁ ଦିଆଯାଉଛି
ଚାକିରୀ ରେ join କରିନଥିଲା. ବାପା, ମାଆ, ଭାଇ, ଭଉଣୀ ଠୁ ପଇସା ନେଇ girlfriend କୁ ଗିଫ୍ଟ ଦେଉଥିଲା.
ସବୁ ଏଇ ଅଧିକ ପଢୁଆ ଝିଅ ପୁଅ ସେପରି
ସଂସ୍କାର ବିହୀନ ହିନ୍ଦୁ ମାନେ ବେଶୀ
ବାପା ମା କଥା ଟିକିଏ ଚିନ୍ତା କର ମରିଵା😂
ଆଗ
ଯିଏ ଯାହା କହୁ ପୁରୁଷ ପୁଅ ସମୟ ଆସିଲେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଏ, ସାମାନ୍ୟ କଥା ତା ପାଇଁ ଇତି ହୋଇଯାଏ। ଆତ୍ମହତ୍ୟା ଭୁଲ୍, କୈାଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।
ସବୁ ସେଇ କଣା ପାଇଁ ନାଟ
Vai good tips
😂😂😂😂
Vaii bedha nku hajare toka nkara darkar se gote re santusta hua nti nii....tenu semiti Bedha nku ajiban jail darkar.....😡😡
ଆଉ ପାହାଡ଼
Khali kana nuhare Bhai kana ta Mali sahire gale paisa dele milijiba kintu bhalapaiba milibani
ପ୍ରେମ ଗୋଟେ ଏମିତିକା ଜିନିଷ ପ୍ରେମ ଜିତିଲେ hero ପ୍ରେମରେ ହାରିଲେ zero ସବୁ ଆଡ଼େ ଖାଲି ଖାଲି ଲାଗେ ଆମେ ଝିଅ ମାନେ ବି ଏମିତି ଜଳୁଛନ୍ତି, ଏବେ ପୁଅ ମଲା, ବେଳେ ବେଳେ ପୁଅ ଘର ଲୋକ ବି ଝିଅକୁ ଗ୍ରହଣ କରନ୍ତି ନାହିଁ, ଏଥି ପାଇଁ ବି ଝିଅ ମାନେ side ହେଇଥାନ୍ତି ।
Hii
❤
ଏଇଠି କଣ ଝିଅର ଭୁଲ ଏଇଟା ପୁଅର ଭୁଲ । କଣ ନବୀନ ବାବୁ ଠିକ କହିଲି ଟି
Don't die only for a girl or boy, life is precious do for all, enjoy yourself
ମରିଗଲା ମରିଗଲା କଣ ଦଶହରା ବନ୍ଦ ହୋଇଗଲା।ଏତେ ସବୁ ଉଦାହରଣ ଦେଖିବା ପରେ ବି ଯେ ଏମିତି କରିପାରେ ସେ ଗୋଟେ ହିଷ୍ଟ୍ରିଆ ମୂର୍ଖ ଛଡ଼ା ଆଉ କଣ
ଭଲ ହେଇଛି 👍 ସଳା ପାଗଳ
Skill thile kana heba, Lack of Knowledge.... Bapa, Maa yar 😢😢😢
ଭଲ ହେଇଛି ,
ବାପା ମାଆ ପାଠ ପଢା ସହିତ ସଂସ୍କାର ଶିକ୍ଷା କେବେ ଦେଇ ନ ଥିବେ,ଏ ବାପା ଓ ମାଆ ଦି ଜଣ ବି ଦାୟୀ ।
ତେଣୁ ନାମ ନିଅନ୍ତୁ
ଏଥିରୁ ସମାଜରେ ଅନ୍ୟ ବାପା ମାଆ ମାନେ ସଚେତନ ହୁଅନ୍ତୁ ।
ଟଙ୍କା ଦେଇ ପ୍ରେମ ଯଦି କିଣି ହୁଅନ୍ତା
ଝିଅ ମାନେ ପୁଅମାନଙ୍କୁ ସ୍ଵର୍ଗ ସୁଖ ଦିଅନ୍ତି। ତାପରେ ଯେତେବେଳେ ଜାଣନ୍ତି ପୁଅ ସ୍ବର୍ଗ ବିନା ବଞ୍ଚିପରିବନି ସେତେବେଳ ନର୍କ ଦର୍ଶନ କରାନ୍ତି। ପୁଅ ଆଉ କନ କରିବ ନା ସ୍ୱର୍ଗ ର ହୁଏ ନା ନର୍କ ର । ଶେଷରେ ମୃତ୍ୟୁ କୁ ହିଁ ସାଥୀ କରିଦିଏ।
ଥାଉ ଭାଇ.. ଏଇ ଗୋଟେ ଦୁଇଟା ପୁଅ ଙ୍କ abastha ଦେଖି ଏମିତି କହୁଛ!ପୁଅ ମାନଙ୍କ ଠୁ ଖରାପ କିଏ ଅଛି? ଝିଅଙ୍କୁ ପଟେଇବେ ବୋଲି ପାଗଳ ହେବେ, haata କାଟିଦେବେ, ହଜାରେ ଲକ୍ଷେ ଲକ୍ଷେ ଖର୍ଚ୍ଚ କରିଦେବେ, ଖାଲି ଝିଅର izzat ନେବା ଯାଏଁ, ତାପରେ ଯେମିତି ସେ ପୁଅ ସଫଳ ହେଇଯିବେ sethire, ତାପରେ ଆଉ ଧରାଛୁଆଁ debeni, ଝିଅ ମରିଯାଉ କି ଭାସିଯାଉ 😢
Plz emiti murkhami kehi karantu nahi. Gote faltu manisa pain apanamane bapa maa nku emiti dukhare chhadi diantu nahi. Jadi pilamanakara khyati hue kebala maa bapanku hi kasta hoithae. Kahara kichhi jae aase nahi.
Han pa kete kasta
Bohut kasta
@@brundabanpradhan823 yes bahut ...
ଭଲ ପାଇବା ଦାମୀ ଜିନିଷ ରେ ଦେଲେ ମିଳେନି.... Bhai ତମେ ଏମିତି କରିକି କଣ ପାଇଲ ବାପା ମା କେତେ କଷ୍ଟ ପାଉଛନ୍ତି..... Gate jhio pain moriba thik nuhe.... ସେ ସେତିକି ତମକୁ ଭଲ ପାଉଥିଲେ ସିନା..... ବୁଝିପାରିଲନି
ଏମିତି ହିଷ୍ଟିୟା ମାନେ ମରିବା ଦରକାର
ସେହିତ ମାୟା ସେହି ମାୟାରେ ସବୁ ବାୟା ଜଗନ୍ନାଥଙ୍କୁ ଡାକ ନହେଲେ ମାୟା ଏମିତି ଦୁଃଖ ଦେବ
Jhiamananku biswas Kariba nahi emane sabubele pilamananku use karanti ,beware girls ..
ଯେଁଉ ମଣିଷ tantion, Problem ସହି ନ ପାରେ ସିଏ କେବେ ମଣିଷ ନାହାନ୍ତି
This is the symtems of pagalami, this SMS to all the lovers please think about your father and mother, not only third grade beauty
ସେ ପୁଅ ଆତ୍ମହତ୍ୟା କରିବାର ନଥିଲା ।
ବାପା ପଇସା ରେ ପ୍ରେମ କରୁଥିଲା,ହତାଶ ପ୍ରେମିକ.
ଭଲ ଦେଲା ପାପି ଗୋଟିଏ
ସେ ଝିଅ ର କି ଭାଗ୍ୟ
Bhala paiba duniare kchii hi nahi sabu money hi power love is only your parents
ଶଳା ପାଗଳ ତେଇଶି ବର୍ଷର salaku
ଫୁଲ ପ୍ରେମ ରୋଗ ହେଇଥିଲା ଚାଲିଗଲା ଭଲ ହେଲା
Bahut dukha 😢
ଏ ମାନଙ୍କୁ ପୋଢା ଲେଖା ମୂର୍ଖ କୁହାଯାଏ ! 😂😂
Don't do that, before die think about ur parents.
ମା କୁ ଏବଂ ବାପ ଙ୍କୁ ଭୁଲେ ପ୍ରେମ ପାଇଁ
Bhai mu prema re dhoka kaichhi Bhai so please.... Amiti bhul kam mane.. Manare.. Rakhuchha aay Nija jibanaku. Nasta karuchha Bhai mane.. Mu bahut.. Bhangi padithili Bhai prema re dhoka Kaila pare............ Jhia mananku kebe b Bisawas karantu Nai Bhai.... Please please please🙏🙏🙏🙏🙏
ବିଆ ପାଗଳ।
Real fact 💯 mad u re mother and father always true love otherwise everything is false. Parents over love can destroy everything so please live simple and reform to u culture money is not everything u guide is giving to good citizen 🙏
21 lakh darama paile loan kariba kana darkar
@@sumansahu4416 ଦରମା ପାଇଥାନ୍ତା ପାଇନଥିଲା
Tanka thile kn heba bhala chinta au bhala mana rahiba drkr tanka sabu kinidei pariba hele kaha bhala paiba nuhe ki khusi ra jiban nuhe 😥
😂😂😂😂ଓଁ ହୋ 😂😂😂
😢
Sabu jhhiaa saman nuhaanti ki sabu pua saman nuahnti
Important hela nijara thinking Jhhia bahut bhala asibe
Gote jhhiaa pain jibana haribaa kichhi darkar mahin
Se jhiaa ra jadi satare dosha thiba taa hele se jhiaa sarajiban bhala re rahibani
College Padhuthila Toki Pachare Padile....Emiti Gndi Mareiba....Jibana Hari...
ସିଏ ତ ନିଜେ ଡେଇଁଲା ଝିଅ ର କଣ ଭୁଲ୍ ହେଲା
ବିଲୱା ମଙ୍ଗଳ ବେଶ୍ୟା ପାଗଳ
Good
3:46 se morkha thila
😮news bhalaki data neiki karantu.... Se pila job karunathila... Job pain try karuthila... Ta father and mother statement differ karuchi.... Bakwaas news karani
ମୁଁ ଭାବୁଛି ଭାସ୍କର News Ro ନାମ ପରିବର୍ତ୍ତନ ହୋଇ ଆଉ କିଛି ହେବା ଉଚିତ
( ତାଙ୍କ news hisab re)
Suggest a name 👍
New generation ka me pyaar mohabbat sab dhoke ka duniya h
Very sad 😢
Pls change the thumbnail. Number of viewer increased. But something goes wrong.
Om namah sibaye😢😢😢
Good healthy relationship 0.09℅ in india
ପ୍ରାୟତଃ, ସବୁ ଝିଅ ମାନେ ଧୋକାବାଜ୍, ଏଵଂ ଵେଇମାନ୍।
*Very painful*
Background music kn pain deucha😢
ହଁ ଯେ ସେ ଟୋକି କି ଟିକେ ଦେଖାଉ ନ ଭାସି ଆ ଭାଇ
sethi pain kuha jai patho sohito satho dorokar thila.
Great now a days boy's 😆 proud of you bhai ladki ke liye mara mahaan me naame hona chahiye ye nonsense ka yahi din ke liye maa baap mehnat karke padhate h
Nyaya to milibani karana purush commission heini ki habani
21 lk salary bhai kna kn thiba tk kahiba ki
Pl dnt play the emotion of others. He/she may harm himself/herself. But Almighty God will never leave you. He will give you thousandfold punishments🙏🙏
Bhai mane apana mane jou katha kahuchanti thik katha hele kn haba satare jie thare vala paibasiba na taku au kichhi dekha jaeni kintu tara emiti karibara nathila
ଏହାପୁଅରଭୁଲ ସାପକୁଧରୁଛୁ
Jhia mane batter option dekhile aide kari diyanti
Se Jhia ra photo b share kara ....baki boys nka jiban b banchijiba
Bapa maa kotha take bhabjlani chotoru bad kole gote jhio Pai moriba bhul kahar puor gote jhiopai mariparib gote jhiopai bapa maanku chadideba kn tiki are gote jhio gole kete jhio asibe hele bapa maa milibeki kichi tik kalani 😭😭😭😭
Se jhia ku maridaba katha
Khali bia
Se toki ku kati dia😢
Bala haba 😊
ସେଇକଣା ପାଇଁ ବାଟବଣା...
Iam so Very sad
❤❤ please every girls request Jodi marriage no hebaro nahi...kahidio starting riu avoid koro....close and utilities koro nahi ....tomo jalo re puomane jeevan ba baya hoijibe...manosiko storo horei ..sabu harijibe...❤❤last ku avoid koribaru tomo saho close thibari hin emithi tomo dwara papo kamo hela jo dwara bapa maa sangosathi horeibosile❤❤ both side parents alert suggestions rahiba kotha...❤❤
.emithi ghotigola...
ଭାଇ ଆପଣ ଜଣେ ପୁଅ ବୋଧେ? ଦୁଇ side ର story ନ ଜାଣି judge କରନ୍ତୁନି ପ୍ଲିଜ଼.. ଏ ପୁଅର ବି ଭୁଲ ଥାଇପାରେ... କିଛିଟା... ଜୀବନ ଓ ଚରିତ୍ର ସହ ଖେଳିବା ପୁଅ ମାନଙ୍କ ଠୁ ଅଧିକ କିଏ ଜାଣେ? ବହୁତ ଝିଅ ଲୋକଲଜ୍ଜାରେ ମୁହଁ ଖୋଲି ପାରୁନଥିବେ କି ମରି ପାରୁନଥିବେ.... ନର୍କ ହେଇଯାଏ ଏଇ ପୁଅ ମାନଙ୍କ ପାଇଁ tanka ଜୀବନ
Beshya Nari don't engage
Kinto odisha ro gote suna pila thila bele suna jhio ni😢😢
Esabu dekhile laguchi paisa sundarata kichi nuhe Sabu luck upre depend kare 😢 bhagyare thile bhal manisha milanti paisa kichi kamare asibani ba sundarata
Ladka dekhne mein b handsome, suicide karliya mtlb bht soft hearted tha, well and highly educated b tha.. Maa baap b loving the fir kis chiz aur kis baat ki kami thi zindagi mein....kaash ki main khubsurat hoti aur mujhe koi aisa ladka mila hota to unhein mein apne sar ka taaz banaa k rakhti
Jeu premare paisa seaita mrema nahi
Se jhia ku se thik re peliiparu nathiba , sethi jogu ate Nata
👍