ବିଦା ହେବେ ବାଂଲାଦେଶ ଅନୁପ୍ରବେଶକାରୀ ! || Bangladeshi Infiltrators

Поделиться
HTML-код
  • Опубликовано: 30 янв 2025

Комментарии • 852

  • @kabisuryabehera8572
    @kabisuryabehera8572 5 месяцев назад +108

    ଏଇ ଭଳିଆ ପଦକ୍ଷେପ ନେଲେ ଆମେ ବିଜେପି କୁ ଧନ୍ୟବାଦ ଦେବୁ

  • @Lipun-lk4eu
    @Lipun-lk4eu 5 месяцев назад +230

    ଅତି ସୁନ୍ଦର ପଦକ୍ଷେପ👍👍
    ଧନ୍ୟବାଦ ବିଜେପି ସରକାର୍।

    • @something40
      @something40 4 месяца назад +4

      Karya kari haba darkar,khali news re nuhein

    • @manoranjansahoo3825
      @manoranjansahoo3825 4 месяца назад +1

      Tanka paeesa neee staniya sarapancha
      Neta mamane tamku purochanti

    • @sunilbahadur2903
      @sunilbahadur2903 4 месяца назад

      Sarkar thik karuchi

  • @ranjankumarprusti7950
    @ranjankumarprusti7950 5 месяцев назад +217

    20 ବର୍ଷ ତଳର ବାଙ୍ଗଲାଦେଶୀ ମଧ୍ୟ ଚିହ୍ନଟ କରାଯାଇ ବିଦା କରାଯାଉ।ସଳା ଚୋର ପୂର୍ବ ବିଜେଡି ସରକାର ନିଜର ଭୋଟ ପାଇଁ ଏମାନଙ୍କୁ ଓଡ଼ିଶାରେ ରଖିଛି। ବିଜେଡି ସରକାର ଭୋଟ ପାଇଁ ରାଜ୍ୟ କ'ଣ ନିଜ ମା ଭଉଣୀ ଙ୍କୁ ବିକି ଦେବେ।

    • @babunamallick5594
      @babunamallick5594 5 месяцев назад +4

      ବିଦେଶୀ ନାଗରିକ ଆମ ଦେଶରେ ଅନୁପ୍ରବେଶ କରି ରହିଲେ ସେଥିପାଇଁ କେନ୍ଦ୍ର ସରକାର ହିଁ ଦାଇ, ସୀମା ଜଗିବା ଦାୟିତ୍ବ ଭାରତୀୟ 3 ସେନାର ଦାୟିତ୍ଵ, ଆଉ ଏଇ 3 ସେନା ରାଜ୍ଯ ସରକାରଙ୍କ ଅଧିନରେ ନୁହଁନ୍ତି କେନ୍ଦ୍ର ସରକାର ଙ୍କ ଅଧୀନରେ ଓ ନିର୍ଦ୍ଦେ ରେ କାର୍ଯ୍ୟ କରୁଛନ୍ତି, ବିଦେଶୀ ନାଗରିକ ଆମ ଦେଶକୁ ଯେତେବେଳ ପ୍ରବେଶ କରିଲେ କେମିତି ଜାଣିପାରିଲା ନି ଆମଦେଶର ଗୁଇନ୍ଦା ବିଭାଗ, ଚୋଡ଼ଗଙ୍ଗ ମୋଦୀର କଥା ବଡ଼ ବଡ଼ କିନ୍ତୁ କାମ ଛୋଟ

    • @manashpradhan3332
      @manashpradhan3332 5 месяцев назад +5

      ଠିକ କଥା କହିଲ ଭାଇ

    • @jitendrakumarnayak4929
      @jitendrakumarnayak4929 5 месяцев назад +4

      Very nice and perfect decision for the above mentioned subject

    • @pradipbiswal1871
      @pradipbiswal1871 5 месяцев назад

      ​@@babunamallick5594gaja murkha hele kn karajai pariba re 2014 pare sabu houchi au, agaru kichhi heinathila, sala sabu kuade asa kejani

    • @mesmerizeart663
      @mesmerizeart663 5 месяцев назад

      ​@@babunamallick5594ସମୁଦ୍ର କୁଳରେ କୋଉ ସେନା ଜଗିଚି କିରେ ସେମାନେ ତ ସମୁଦ୍ର ବାଟରେ ଆସୁଛନ୍ତି, ମେରାଇନ ଯାହାଜ ବହୁତ ଦୁରରେ ରୁହେ ସେମାନେ ମାଛ ଡଙ୍ଗାରେ ବସି ଆସୁଛନ୍ତି କେତେ ଜାହାଜ କୁ ଅଟକେଇ ମେରାଇନ ପୋଲିସି ଆଇଡି ମାଗିବ ଏ କାମ ମେରାଇନ ଥାନା ବାଲାଙ୍କର ଯୋଉଟା ରାଜ୍ଯ ସରକାର ହାତରେ

  • @Jagan1879
    @Jagan1879 5 месяцев назад +149

    1971 ପରେ ଯୋଉ ବାଂଲାଦେଶୀ odisha ଆସିଛି ସେମାନଙ୍କୁ ବାହାର କରାଯାଉ

  • @Sarat-wh3yj
    @Sarat-wh3yj 5 месяцев назад +109

    ବହୁତ ସୁନ୍ଦର ପଦକ୍ଷେପ ସ୍ବାଗତଯୋଗ୍ୟ ମୋହନ ସରକାର very good 👍👍👍

  • @subashchandrarout1938
    @subashchandrarout1938 5 месяцев назад +94

    ବିଜେଡ଼ିର ଭୋଟ ପୁରା ଭାଙ୍ଗିଲା ଓ ଓଡ଼ିଶାରେ ଶାନ୍ତ ରହିବ,

  • @sandhatoka3091
    @sandhatoka3091 5 месяцев назад +123

    ଏଇ ଜିନିଷ ଟା ବହୁତ ଆଗରୁ କରିବାର ଥିଲା.. ହେଲେ ପୂର୍ବ ସରକାର ଦଲାଲ ଆଉ ନେତା ମାନେ ଭୋଟ ବ୍ୟାଙ୍କ ଆଉ ଠିକାଦାର ଚୋର ମାନଙ୍କ ସାହାଯ୍ୟରେ ଅନୁପ୍ରବେଶ ପ୍ରଶୟ ଦେଉଥିଲେ

    • @babunamallick5594
      @babunamallick5594 5 месяцев назад +1

      ଆରେ ଅଲାଜୁକ ପୂର୍ବ ସରକାର ଙ୍କର କଣ ଦୋଶ, ବିଦେଶୀ ଲୋକ ଆମ ଦେଶକୁ ଅନୁପ୍ରବେଶ କରିଲେ, କେନ୍ଦ୍ରରେ ବିଜେପି ସରକାର ଥିଲା, କେନ୍ଦ୍ର ସରକାର ଙ୍କ ଅଧୀନରେ ଆମ ଦେଶର ସେନା ଥିଲା, ଗୁଇନ୍ଦା ବିଭାଗ ବି କେନ୍ଦ୍ର ସରକାର ଙ୍କ ଅଧୀନରେ ଥିଲା, ନରେନ୍ଦ୍ର ମୋଦୀ କଣ ନିଦରେ ଶୋଇଥିଲା, ଜଳ ସିମା ହେଉ ବା ସ୍ତଳ କି ଆକାଶ ସୀମା ସେ ସବୁକୁ ସୁରକ୍ଷା ଓ ଅନୁପ୍ରବେଶ କରୁଥିବା ଅନୁପ୍ରବେଶ କାରିଙ୍କୁ ଭାରତୀୟ ତଟ ରଖି ବାହିନୀ,ଆକାଶ ପଥ କୁ ସୁରକ୍ଷିତ ରଖିବା, ବାୟୁସେନାର, ସ୍ତଳ ପଥ କୁ ସୁରକ୍ଷିତ ରଖିବା କାମ ଆର୍ମି ର ଏ ଏ ସବୁ ତିନି ବିଭାଗ ର ମୂଖ୍ଯ ରାଜ୍ଯ ସରକାର ନୁହଁନ୍ତି ଏ ତିନି ବିଭାଗ ର ମାଲିକ କେନ୍ଦ୍ର ସରକାର ଙ୍କର , ତେଣୁ କେନ୍ଦ୍ରରେ ଶାସନ ରେ କିଏ ଅଛନ୍ତି ବିଜେପି ସରକାର ବିଜେପି ସରକାର ଙ୍କ ପ୍ରଧାନମନ୍ତ୍ରୀ କିଏ ମୋଦୀ ତେଣୁ ଏଥିପାଇଁ ମୋଦୀ ହଁ ଦାଇ

    • @Pravati-z7j
      @Pravati-z7j 5 месяцев назад

      Are murkha to area kie ase kie jae to area loka janibe au taku dhari tu padkhyep nebu na au kie neba​@@babunamallick5594

    • @prakashkumarjena.babusan.n3760
      @prakashkumarjena.babusan.n3760 5 месяцев назад

      ​@@babunamallick5594😂😂😂

    • @Rockingstarx
      @Rockingstarx 5 месяцев назад

      ​@@babunamallick5594mental gote tu.......

    • @Rockingstarx
      @Rockingstarx 5 месяцев назад

      ​@@babunamallick5594ration card kn modi dela😂

  • @prakashkumarjena.babusan.n3760
    @prakashkumarjena.babusan.n3760 5 месяцев назад +91

    ଅତି ସୁନ୍ଦର ପ୍ରୟାସ ଜୟ ବିଜେପି ସରକାର 🙏🙏🙏

  • @santoshkumarsatapathy1385
    @santoshkumarsatapathy1385 4 месяца назад +51

    ସ୍ବାଗତଯୋଗ୍ୟ ପଦକ୍ଷେପ ସରକାରଙ୍କୁ ଧନ୍ୟବାଦ 👍👍👍

  • @RanjanKumar-mx1ki
    @RanjanKumar-mx1ki 5 месяцев назад +188

    Very good ଚିନ୍ହଟ କରି ସମସ୍ତ ଙ୍କୁ ଜେଲ ରେ ଭର୍ତ୍ତୀ କରାଯଉ

    • @Atharv89776
      @Atharv89776 5 месяцев назад +1

      Abe jail re rahile Amara tax Paisa hi khaibe ..... Instant kill is the best Solution 🚩🚩🚩

    • @tripathy90
      @tripathy90 4 месяца назад +14

      Jail re kn bangladesh sarkar khaibaa jogeiba ki?

    • @something40
      @something40 4 месяца назад

      ​@@tripathy90taank bangladesh ku deport kara

    • @informationstrength
      @informationstrength 4 месяца назад +3

      Jail re bharti kori tax tanka re khai ba ku Diya jibo ???

    • @sibaramnayak9247
      @sibaramnayak9247 4 месяца назад

      Khaiba to bopaa daba jelre

  • @janlaxtechnology5516
    @janlaxtechnology5516 4 месяца назад +12

    ବହୁତ ବଢିଆ ପଦକ୍ଷେପ
    ମୋତେ ଖୁସି ଲାଗିଲା

  • @bibekanandaparida7622
    @bibekanandaparida7622 5 месяцев назад +23

    ବହୁତ ସୁନ୍ଦର ପଦକ୍ଷେପ। ସରକାର ଙ୍କୁ ଅଶେଷ ଧନ୍ୟବାଦ୍।

  • @mrkcmahapatra
    @mrkcmahapatra 5 месяцев назад +38

    ଧନ୍ୟବାଦ୍ ଜଣାଉଛି ମୋହନ ସାର୍,ନମସ୍କାର, ଅତିକମରେ ୨୦ ବର୍ଷ ହେଲାଣି,ଆମ ଅଞ୍ଚଳ ରେ ଭର୍ତ୍ତି ହେଇ ଗଲେଣି ।।

    • @a_nayak
      @a_nayak 4 месяца назад

      Kai jaaga re

  • @SunLight49
    @SunLight49 5 месяцев назад +45

    Good job,, very nice,
    ବହୁତ୍ ବଢିଆ, ବାହାର କର ଏହି ରୋହିଙ୍ଗିଅ ପଠାଣ ଙ୍କୁ,,, ଆମର ଖାଇ ଆମ ରୋଜଗାର କମ୍ କରୁଛନ୍ତି , ଆଉ ଆମ ରୋଜଗାର କମୁଛି,, ଦଙ୍ଗା ବଢୁଛି

  • @Godeepak
    @Godeepak 5 месяцев назад +17

    ଅତିସୁନ୍ଦର ପଦକ୍ଷେପ ❤❤❤

  • @krushnachandrasahu380
    @krushnachandrasahu380 5 месяцев назад +16

    ବୋହୁତ ସୁନ୍ଦର ପଦକ୍ଷେପ ଆମେ ଆପଣଙ୍କ ଠୁ ଏଇଟା ଆଶା କରୁଥିଲୁ

  • @Hbdhkitfdhnjjj
    @Hbdhkitfdhnjjj 5 месяцев назад +22

    Bjd ଆଉ congress ବାଲା ଙ୍କର୍ ଯଦି ଅସୁବିଧା ହେଉଚି ,ଏମାନଙ୍କୁ ନେଇ ତାଙ୍କ ଘୋରେ ରଖନ୍ତୁ.

  • @bijayjena3334
    @bijayjena3334 5 месяцев назад +27

    Very good and welcome step by Mohan govt.

  • @rabindrachandrabehera2802
    @rabindrachandrabehera2802 5 месяцев назад +13

    ଜୟ ଜଗନ୍ନାଥ ନିଷ୍ପତ୍ତି ଅତ୍ୟନ୍ତ ସ୍ୱାଗଯୋଗ୍ୟ

  • @suchitrabehera5203
    @suchitrabehera5203 5 месяцев назад +16

    Bahut bahut vala haba

  • @DeppakMalik-i8s
    @DeppakMalik-i8s 5 месяцев назад +20

    BAHUT SUNDAR PADAKHEP ❤❤❤❤

  • @purnachandrabehera7434
    @purnachandrabehera7434 4 месяца назад

    Bahut bahut dhanyawad Mohan ji 🌹🙏🙏

  • @PapunMahapatra-vu4mu
    @PapunMahapatra-vu4mu 5 месяцев назад +17

    Beautiful Mohan Sarkar Jay Hind Jay Shri Ram Jay Jagannath

  • @souravbanerjee4496
    @souravbanerjee4496 4 месяца назад +1

    Excellent step taken by government of Odisha

  • @prasantakumarrout4020
    @prasantakumarrout4020 4 месяца назад +3

    ବହୁତ ସୁନ୍ଦର ପଦକ୍ଷେପ

  • @skrajguru9303
    @skrajguru9303 4 месяца назад +1

    ବହୁତ ସୁନ୍ଦର ପ୍ରୟାସ ବାଂଲା ଦେଶୀ ଙ୍କୁ ଚିହ୍ନଟ କରି ତୁରନ୍ତ ବାଂଲାଦେଶ କୁ ପଠାଯାଉ ଏବଂ ଆମ ଦେଶକୁ ବିଦେଶୀ ଙ୍କ କବଳରୁ ରକ୍ଷା କରାଯାଉ। ଏହା ବହୁତ ଜରୁରୀ ଦେଶର ସୁରକ୍ଷା ପାଇଁ ଏକ ପ୍ରକୃଷ୍ଟ ପଦକ୍ଷେପ।

  • @sugyanpanigrahi435
    @sugyanpanigrahi435 4 месяца назад +2

    Gud News Mohan Majhi Government all Odisha Basi With You

  • @PadipLenka
    @PadipLenka 5 месяцев назад +29

    BJP . dhanyawad

  • @akshaydeep1240
    @akshaydeep1240 4 месяца назад +1

    Bahut bhala heba sir

  • @bhagirathipradhan4590
    @bhagirathipradhan4590 5 месяцев назад +14

    ATI sundar statement cm odisha government jindabada

  • @MRBADALKUMARVLOGS
    @MRBADALKUMARVLOGS 4 месяца назад

    କେତେ ଦିନ ପରେ ବହୁତ ବହୁତ ସୁନ୍ଦର କାମ ଟି କରିବା ପାଇଁ ଯାଇଛନ୍ତି 😂😂😂😂❤❤❤ଜୟ ଜଗନ୍ନାଥ 🙏🏻🙏🏻🚩🙏🏻

  • @banajrout9576
    @banajrout9576 5 месяцев назад +8

    ବହୁତ ଭଲ💪🚩

  • @mkp8307
    @mkp8307 4 месяца назад +1

    ସରକାର ଙ୍କ ଏ ଭଳି ସ୍ବାଗତ ଯୋଗ୍ୟ ପଦଖପ ପାଇଁ ପର୍କୃତ ଓଡ଼ିଶା ର ଜନତା ସରକାର ଙ୍କୁ ସହଯୋଗ କରିବା ଉଚିତ୍।ଜୟ ଜଗନ୍ନାଥ

  • @kashyapayan8841
    @kashyapayan8841 4 месяца назад

    ଦେଶର ସ୍ଵାର୍ଥ ଦୃଷ୍ଟିରୁ ଏହାକୁ ଖୁବ୍ ଆନ୍ତରିକତାର ସହିତ କରିବା ଆବଶ୍ୟକ' .

  • @BiswonathBiswal
    @BiswonathBiswal 5 месяцев назад +44

    ଖରିଆର ରୋଡ ରେ ଅଛନ୍ତି ବହୁତ ବାଂଲାଦେଶ
    Dist- ନୂଆପଡା

    • @satyashrivastav5436
      @satyashrivastav5436 4 месяца назад

      ଆଛା ଆଛା

    • @kshyamaswarisahoo3662
      @kshyamaswarisahoo3662 4 месяца назад +1

      ​@@satyashrivastav5436Kan achha achha ta kana badhu chhi bangla deshi bahari le boli

    • @hemahantal6422
      @hemahantal6422 4 месяца назад

      ​@kshyamasw😅😅👍arisahoo3662

  • @KumarMdk-o7b
    @KumarMdk-o7b 5 месяцев назад +25

    Proud to be BJP Goverment..

  • @sradhanandshastri1692
    @sradhanandshastri1692 5 месяцев назад +9

    Thank you very much argus news channel

  • @mallikji1628
    @mallikji1628 4 месяца назад +1

    Super jadi amiti hua tebe au 15 years jaya vote dia jiba mohan sir nku...

  • @jaydash1925
    @jaydash1925 4 месяца назад +2

    Great Decision CM Mohan Majhi 👍🏻👍🏻👍🏻👍🏻✔️✔️✔️✔️

  • @maheshkumarpradhan8500
    @maheshkumarpradhan8500 4 месяца назад +1

    ମୋହନ ଭାଇ 🙏🙏🙏

  • @bismayakhilar3526
    @bismayakhilar3526 5 месяцев назад +1

    Bahut sundar padakshep, good

  • @SansaraPradhan-k9d
    @SansaraPradhan-k9d 4 месяца назад

    ବହୁତ୍ ବଢିଆ step, ଧନ୍ୟବାଦ୍ ମୋହନ ସରକାର

  • @Sachidananda489
    @Sachidananda489 4 месяца назад +1

    Super

  • @Arjun-f2k
    @Arjun-f2k 4 месяца назад

    ଶବୁ ଠାରୁ ଦୁଃଖ ଏମାନେ election ରେ ପୁରା anti GOVT କାମ କରନ୍ତି। ଏମାନଙ୍କୁ ବିଦା କରା ଯାଉ।Thanks Govt ଏହି anti virus action ପାଇଁ।
    ଯଦି alaunce କରି ଦିଆଯିବ ଅଧା ପଲାଇବେ, GOVT kamo easy ହେଇ ଜୀବ।

  • @peasantmalik1501
    @peasantmalik1501 4 месяца назад +3

    Jabar dast action ❤

  • @prananathpati9976
    @prananathpati9976 5 месяцев назад +15

    ସେମାନଙ୍କୁ ଜାହାଜରେ ବସେଇ ପ୍ରଶାନ୍ତ ମହାସାଗର ଭିତରେ ଥିବା ନିକାଞ୍ଚନ ଦ୍ଵୀପରେ ଛାଡ଼ିଦିଅ। ତାଙ୍କ ସାଙ୍ଗରେ କିଛି କିଛି ବିଜେଡି କଂଗ୍ରେସ ଲୋକଙ୍କୁ ପଠେଇ ଦିଅ। ସେମାନେ ମିଳିମିଶି ସେଠାରେ ରହିବେ।😂😂😂😂

  • @jaganmansingh1516
    @jaganmansingh1516 4 месяца назад +1

    Hats off to CM. There should be detailed survey in this matter. Those are already staying since years and made their Aadhar, PAN, Voter's id, ration card, Ration card etc. and already spreading their population hugely(10 to 12 children each with no. of wives) is an alarm for future population explode and must be curtailed asap. Slowly like other 9 states Odusha too will be hindu minority soon. I am sure CM Mohan Ji will take preventive measures towards this. Jay Ukal Mata..🎉

  • @SrungarajPatra
    @SrungarajPatra 4 месяца назад

    ଅତି ସୁନ୍ଦର ପଦକ୍ଷେପ ବିଜେପି ସରକାର

  • @baidyarajjaganathodisa6244
    @baidyarajjaganathodisa6244 4 месяца назад +1

    ଅତି ସୁନ୍ଦର

  • @TapasiroutTapasi-y1v
    @TapasiroutTapasi-y1v 4 месяца назад +1

    Super thanks to mohan majhi government

  • @ajaypatra4975
    @ajaypatra4975 5 месяцев назад

    Very good mohan sir disison

  • @EnkaMadhi-zw9ox
    @EnkaMadhi-zw9ox 4 месяца назад

    ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ବାଗତଯୋଗ୍ୟ। ଧନ୍ୟବାଦ

  • @karthikbag-jo7bm
    @karthikbag-jo7bm 5 месяцев назад +2

    Bahut bahut dhanyabad odisa sarakarku jaldi karbai karajau

  • @sarojranjanbrahma542
    @sarojranjanbrahma542 5 месяцев назад +1

    Congratulations to govt for such brave act

  • @sushantsingh2166
    @sushantsingh2166 5 месяцев назад +5

    Thik thik thank u sarkar

  • @kumarmanoj4826
    @kumarmanoj4826 5 месяцев назад +1

    Jay Jagannath... Good decision mohan sir 🙏🚩

  • @maheshkumarpradhan8500
    @maheshkumarpradhan8500 4 месяца назад +1

    ❤️❤️❤️

  • @harekrushnapagal1405
    @harekrushnapagal1405 4 месяца назад +1

    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤
    ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଯଦି ସବୁବେଳେ ଶାନ୍ତିରେ ସୁରକ୍ଷା ରେ ରହିବେ ରାମରାଜ୍ୟ ରେ ସାରା ଭାରତ ମାତା ରେ ଓଡ଼ିଶା ରେ
    ତେଵେ ଅତୀତରେ ଘଟି ଯାଈ ଥିବା ସଵୁ ରାଜନୈତିକ ରାଗ ହିଂସା କୃଧ ଜାତି ଭେଦ ଉଚ୍ଚ ନୀଚ ଛୁଆଁ ଅଛୁଆଁ ଭେଦଭାବ ଭୁଲି ଆମେ ସବୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ହିନ୍ଦୁ ସମାଜ ହିନ୍ଦୁ ଧର୍ମ ହିନ୍ଦୁ ମାନେ ଏକ ହେବାର ସମୟ ଆସିଛି ନେଡି ଗୁଡ଼ି କହୁଣିଙ୍କୁ ଵୁହି ବାକୁ ଯାଉଛି
    ସେଥିପାଇଁ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ର ଭାରତ ମାତା ର ଧର୍ମ ବୀର ପୁଅ ବିଶ୍ବ ଜନନାୟକ ବିଶ୍ବ ମଙ୍ଗଳ ମୟ ଯୁଗ ଜନ୍ମା ଯୁଗ ଅବତାର ମହା ମାନବ ତେଜଶ୍ବି ଜସ୍ଵଶି ପ୍ରଧାନମନ୍ତ୍ରୀ GOD କୃଷ୍ଣ ବଳରାମ ମେ।ଦିଜୀ ଜୁଗିଜୀ ଙ୍କ ସାଥେ ଓ ଆମ ଓଡ଼ିଶା ରେ ସେହି ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର ରେ ସେହି ଗରିବ ଖଟିଖିଆ ଦିନ ମଜୁରିଆ ଦୁଃଖୀ ଦରିଦ୍ର ନିଶହୟ ପରିବାର ସେହି ମହାନ ଜନ ସେବକ ମେ।ହନ ଚରଣ ମାଝି ସାର୍ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କ ସାଥେ ସଵୁଵେଳେ ନିଶ୍ବାର୍ଥ ପରଭାବରେ ରହିଥୀଲେ ରହିଛନ୍ତି ଆଗକୁ ଜୀବନ ଥୀଵା ଯାଏ ରହିବା
    ଏବଂ ସରକାର ଙ୍କ ସାଥେ ସଵୁଵେଳେ ନିଶ୍ବାର୍ଥ ପରଭାବରେ ରହି ଭାରତ ମାତା ରୁ ଆମ ଓଡ଼ିଶା ରୁ ଵିନାଶ କରିବା ହଟେଇଵା
    ସବୁ ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ ମାନଙ୍କୁ ତୁରନ୍ତ ଗିରଫ କରି ଦୁଇ ଫାଳିଆ କରି ଚିରି ଦେବା ଅସୁର ପରି ଚିତ୍କାର କରି ମରିଵେ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ରାମ ରାଜ୍ୟ ରେ ଶାନ୍ତି ରେ ସୁରକ୍ଷା ରେ ରହିବେ
    RIGHT 👍👍👍👍👍👍👍👍👍

  • @dillipnaik4394
    @dillipnaik4394 5 месяцев назад +4

    ତନ ତନ କରି ଯାଞ୍ଚ କରାଯାଉ । ସେମାନଙ୍କର ସବୁ ଡୁପ୍ଲିକେଟ ଆଧାର କାର୍ଡ ,ଭୋଟର କାର୍ଡ ରଦ୍ଧ କରାଯାଉ ।

  • @Soumyakantanayak815
    @Soumyakantanayak815 5 месяцев назад +7

    ଏବେଠୁ ସାବଧାନ ସରକାର ହେବା ଦରକାର , ନଲେ ସରକାର problem ରେ ପଡିବେ, ଆଗକୁ

  • @sameerdas78
    @sameerdas78 5 месяцев назад +5

    Wow good job from BJP

  • @durgamadhabmohapatro9796
    @durgamadhabmohapatro9796 5 месяцев назад +7

    Thank you our beloved chief minister Jay shree ram🙏🙏🙏

  • @sadanandmohanty3537
    @sadanandmohanty3537 5 месяцев назад +1

    Jay sriram Jay jagannath Jay Odia Jay Mohan Bhai Sarkar 👍👍👍👍👍👍👍

  • @azubizu2534
    @azubizu2534 5 месяцев назад +2

    ଅଙ୍ଗନବାଡି ଦୁର୍ନୀତି ର ଗନ୍ତାଘର,,,, ଆଧାର,, ରାସନ,, ଭୋଟର,, ସବୁ ଅଙ୍ଗନବାଡି ର ଖେଳ

  • @mrutyunjayapanda156
    @mrutyunjayapanda156 4 месяца назад

    Good news, ଜୟ ଶ୍ରୀ ରାମ ଜୟ, ଆଉ,ଯଦୁପୁର ଅଞ୍ଚଳ

  • @niranjan8431
    @niranjan8431 4 месяца назад +1

    Good decision taken by Govt. Right step and right action👍BJP jindabad

  • @godmadeyou2
    @godmadeyou2 4 месяца назад +1

    ଏଇଟା ଭୁଲ୍ ତଥ୍ୟ ଏହାଠୁ ଅଧିକ ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶାରେ ଅଛନ୍ତି!!

  • @Nyemwddhd
    @Nyemwddhd 4 месяца назад

    ବାହାର, ଗୁଡ଼ାଇ ଗୁଡ଼ାଇ ମାର ଶଳା ବଙ୍ଗଳାଦେଶୀ ଙ୍କୁ

  • @NiranjanSamal-e5f
    @NiranjanSamal-e5f 4 месяца назад +1

    Congratulations 'C M Sir right ansar 🎉🎉🎉🎉good morning sir jay Jagannath🙏🙏🙏🙏

  • @rajxess90gamil.
    @rajxess90gamil. 4 месяца назад +1

    ପ୍ରତେକ ମୁସଲମାନ ବସ୍ଥିରେ ପ୍ରଚୁର ମତ୍ରା ଅ ଛ ନ୍ତି

  • @bijayakumarsahoo4623
    @bijayakumarsahoo4623 4 месяца назад +1

    ସୁନ୍ଦର ପଦକ୍ଷେପ।

  • @cartoonvilla91
    @cartoonvilla91 4 месяца назад

    ଏ ହାରାମି ବାଂଲାଦେଶୀ ଆମ ଜଗନ୍ନାଥଙ୍କୁ ପୋଡ଼ିଦେଇଛନ୍ତି ବାଂଲାଦେଶ ରେ

  • @bansidharpanda9054
    @bansidharpanda9054 4 месяца назад

    ଓଡ଼ିଶାର କଣ କୋଣରେ ଏସବୁ ବଙ୍ଗଳାଦେଶୀ ଭରି ରହିଛନ୍ତି ,ଏମାନଙ୍କ ବିଦାୟ ରଜ୍ୟପାଇଁ ସୁଭଙ୍କରି ।
    ବିରୋଧୀ ଦଳ ମଧ୍ୟ ସହଯୋଗ କରିବା ଉଚିତ ।
    ସବୁଥିରେ ରାଜନୀତି କରିବା ଠିକ୍ ନୁହଁ ,ଓଡ଼ିଶାର ସ୍ୱର୍ଥ ପାଇଁ ସବୁଦଳ ଏହି ପଦକ୍ଷେପ କୁ ସ୍ଵାଗତ କରିବା ଉଚିତ୍ ।

  • @KonarkExplorers
    @KonarkExplorers 4 месяца назад +1

    ଏହା ହିଁ ଆମ demand ଥିଲା । ଏବେ ଠିକ୍ ସେ କାର୍ଯ୍ଯକାରୀ କରନ୍ତୁ 🙏🙏❤

  • @Sunju-baba
    @Sunju-baba 4 месяца назад

    ବହୁତ ସୁନ୍ଦର ପଦକ୍ଷମ ଆଇନ କରାଯାଉ

  • @manoranjsahoo9197
    @manoranjsahoo9197 5 месяцев назад +2

    ekk❤ dam ❤perfect❤ mohan ❤bahi ❤❤❤❤❤

  • @soumenpatra8636
    @soumenpatra8636 4 месяца назад +1

    Very Welcome dicision by Odisha government. All Bangladeshi and Rohingya Ghuspeti Anuprobeshkari Muslim just saying they are from murshidabad, Malda,24 pargana from west bengal but actually fact is not that in west bengal aadhar card,voter ID card for Bangladeshi is just 6,000 Rs. Cpim and TMC Ruined West Bengal just for muslim vote bank politics. 1.5 crores Bangladeshi and Rohingya living in west bengal from 1991- till today
    I am from South 24 pargana west bengal odia decedent

  • @debanarayanmallick170
    @debanarayanmallick170 5 месяцев назад +2

    Mayurbhanj & Balasore re adhika achhanti karana Paschim-Banga saha seema mile |

  • @supriyodutta9471
    @supriyodutta9471 4 месяца назад

    ଅତି ସୁନ୍ଦର ପଦକ୍ଷେପ
    ମହନ ଭାଇ ଆମେ ଆପଣଙ୍କ ସାଥିରେ ଅଛୁ
    ଅବୈଧ ଉଛେଦ କାର୍ଯ୍ୟ ମଧ୍ୟ୍ୟ ହେଉ

  • @prakashsrichandan256
    @prakashsrichandan256 4 месяца назад

    O what a beautiful decision by Majhi Government. My heart is garden garden. A lot of Thanks to the Majhi Government for taking an excellent decision

  • @kasinayak1050
    @kasinayak1050 4 месяца назад

    ଧନ୍ଯବାଦ ବି ଜେ ପି ସରକାର

  • @Worldview143
    @Worldview143 4 месяца назад

    Bahut Sundar bhala Katha . bhadrak puri re bahut achhanti

  • @santoshmaharana493
    @santoshmaharana493 4 месяца назад

    ଅତି ସୁନ୍ଦର ପଦକ୍ଷେପ

  • @jibankrushnamohanty8807
    @jibankrushnamohanty8807 4 месяца назад

    Bahut badhia. .
    We Support

  • @SumantaNayak-pf4cf
    @SumantaNayak-pf4cf 4 месяца назад

    ବହୁତ ସୁନ୍ଦର ପଦଷେପ,,

  • @Aprakash-r6s
    @Aprakash-r6s 5 месяцев назад +3

    Thank you sir

  • @nabinchandranandi6068
    @nabinchandranandi6068 4 месяца назад

    ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ପାଖରୁ ବାଙ୍ଗଲାଦେଶିକୁ ହଟାଯାଉ । ବିଜେପିକୁ ଅଶେଷ ଧନ୍ୟବାଦ ।

  • @deepakbarik102
    @deepakbarik102 4 месяца назад

    Bahut badhia ...swagat jogya...

  • @SanatanVeer187
    @SanatanVeer187 4 месяца назад

    ବହୁତ ଭଲ ନିଷ୍ପତ୍ତି ସିଘ୍ର ବାହାର କରା ଯାଉ

  • @heartbookworld12
    @heartbookworld12 4 месяца назад +1

    ଗତ ୨୫ ବର୍ଷର ଚେକିଙ୍ଗ୍ କରାଯାଉ।
    ଶେଷରେ ଏମାନେ ତାଙ୍କର ସମ୍ପର୍କୀୟମାନଙ୍କୁ ନେଇ ଆସିବେ।

  • @hemantanayak9728
    @hemantanayak9728 4 месяца назад

    Bahut Badiya action by odisha govt

  • @HansuBehera-y8p
    @HansuBehera-y8p 4 месяца назад

    ଏଇ କଥା ଶୁଣି ମୁ ବହୁତ ଖୁସି ବାଂଲାଦେଶୀ ମୁସଲିମ ମାନଙ୍କୁ ବାହାର କରା ଯାଉଛି ବୋଲି ମୁ ଆଉ ଭୋଟ ଯେବେ ହେବ ଆମ ମୁଖୟମନ୍ତ୍ରୀ ମୋହନ ମାଝିଙ୍କୁ ହିଁ ଭୋଟ ଦେବୀ ଜଉ କାମ ନବୀନ କରି ପାରିଲା ନାହିଁ ସେଇଟା ମୋହନ ମାଝୀ କରୁଛନ୍ତି ସତରେ ଆଜି ବହୁତ ଖୁସି ଲାଗୁଛି

  • @apkpinku3300
    @apkpinku3300 4 месяца назад

    ଅତି ସୁନ୍ଦର ପଦକ୍ଷେପ
    ଓଡ଼ିଶାରେ ସେମାନଙ୍କୁ ବସେଇବାରେ Ri , sarpanch ମାନଙ୍କ ସହଯୋଗ ଅଛି
    ସେମାନଙ୍କୁ detention re rakha jau

  • @promilaprovaminz4415
    @promilaprovaminz4415 4 месяца назад

    Bhahut bhalo kari chanti 👏👏💯

  • @manashpradhan3332
    @manashpradhan3332 5 месяцев назад +2

    ବହୁତ ବଢ଼ିଆ ପଦେକ୍ଷେପ ତୁରନ୍ତ କାର୍ଯ୍ୟକାରୀ କରା ଯାଉ

  • @jibanjyotinavyboy2641
    @jibanjyotinavyboy2641 5 месяцев назад +4

    Good

  • @sharmashiba9832
    @sharmashiba9832 4 месяца назад

    ଅତି ସୁନ୍ଦର 🎉

  • @cartoonvideos771
    @cartoonvideos771 4 месяца назад

    good job..mohan sir... i'm happy to see this news ....from puri district

  • @JSJ396
    @JSJ396 4 месяца назад +1

    ଆଇନ ବନାନ୍ତୁ | ହିନ୍ଦୁ ଙ୍କ ଘର ଜମି କେବଳ ହିନ୍ଦୁ ମାନେ ହିଁ I କିଣା ବିକା କରି ପାରିବେ । ଅଣହିନ୍ଦୁ କିଣି ପାରିବେ ନାହିଁ |

  • @satyamishra6298
    @satyamishra6298 4 месяца назад

    You have saved Odisha from the turmoil that Assam,Bengal are going through.This is a futuristic step with far reaching effect.Govt should see to it that they are not issued any Aadhar Card or voter ID.